Deuteronômio 33
Oriya Bible (GL_ORIYA) vs NVI
1 ମାଶାେ ଏହି ଆଶୀର୍ବାଦମାନ ଦଇେଥିଲେ, ଯେ କି ପରମେଶ୍ବରଙ୍କର ଲୋକ ଇଶ୍ରାୟେଲକକ୍ସ୍ଟ ମଲା ପୂର୍ବରକ୍ସ୍ଟ ଦଇେଥିଲେ।
1 Esta é a bênção com a qual Moisés, homem de Deus, abençoou os israelitas antes da sua morte.
2 ମାଶାେ ଆଶୀର୍ବାଦ କଲେ ଏବଂ କହିଲେ,
2 Ele disse: "O Senhor veio do Sinai e alvoreceu sobre eles desde o Seir, resplandeceu desde o monte Parã. Veio com miríades de santos desde o sul, desde as encostas de suas montanhas.
3 ହଁ, ସେ ଲୋକମାନଙ୍କୁ ପ୍ ରମେ କରନ୍ତି। ତାଙ୍କର ସମସ୍ତ ପବିତ୍ର ଲୋକ ତୁମ୍ଭର ହସ୍ତଗତ ଓ ସମାନେେ ତୁମ୍ଭର ଚରଣ ତଳେ ବସିଲେ। ପ୍ରେତ୍ୟକକ ଲୋକ ତକ୍ସ୍ଟମ୍ଭ ବାକ୍ଯ ଗ୍ରହଣ କରିବେ।
3 Certamente és tu que amas o povo; todos os santos estão em tuas mãos. A teus pés todos eles se prostram e de ti recebem instrução,
4 ମାଶାେ ଆମ୍ଭକକ୍ସ୍ଟ ନୀଯମଗକ୍ସ୍ଟଡିକ ଶିକ୍ଷା ଦେଲେ, ତାହା ୟାକକ୍ସ୍ଟବର ଲୋକମାନଙ୍କର ଚିରସ୍ଥାଯୀ ଅଧିକାର।
4 a lei que Moisés nos deu, a herança da assembléia de Jacó.
5 ଲୋକମାନଙ୍କ ପ୍ରଧାନବର୍ଗର ସମାଗମ ସମୟରେ, ସମସ୍ତ ଇଶ୍ରାୟେଲ ବଂଶ ଏକତ୍ର ହବୋ ବେଳେ ସଦାପ୍ରଭୁ ୟିଶକ୍ସ୍ଟ ରକ୍ସ୍ଟଣ ରେ ରାଜାଥିଲେ।
5 Ele era rei sobre Jesurum, quando os chefes do povo se reuniam, juntamente com as tribos de Israel.
6 ରୂବନେ ବଞ୍ଚିରହକ୍ସ୍ଟ, ଏବଂ ତାଙ୍କର ମୃତକ୍ସ୍ଟ୍ଯ ନ ହେଉ, କିଅବା ତାଙ୍କ ଗୋଷ୍ଠୀ ଅଳ୍ପସଂଖ୍ଯକ ନ ହକ୍ସ୍ଟଅନ୍ତକ୍ସ୍ଟ।
6 "Que Rúben viva e não morra, mesmo sendo poucos os seus homens".
7 ୟିହକ୍ସ୍ଟଦାଙ୍କ ପ୍ରତି ଆଶୀର୍ବାଦ ଏହି, ହେ ସଦାପ୍ରଭୁ, ୟିହକ୍ସ୍ଟଦା ଯେତବେେଳେ ସାହାୟ୍ଯ ପ୍ରାର୍ଥନା କରିବ ତାଙ୍କୁ ସାଦାୟ୍ଯ କର। ତା'ର ନିଜ ଲୋକଙ୍କ ନିକଟକକ୍ସ୍ଟ ତାଙ୍କୁ ଆଣ। ତାଙ୍କୁ ଶକ୍ତିଶାଳୀ କରାଅ ଏବଂ ତାଙ୍କର ଶତୃମାନଙ୍କୁ ପରାସ୍ତ କରିବା ପାଇଁ ତାଙ୍କୁ ସାହାୟ୍ଯ କର।
7 E disse a respeito de Judá: "Ouve, ó Senhor, o grito de Judá; traze-o para o seu povo. Que as suas próprias mãos sejam suficientes, e que haja auxílio contra os seus adversários! "
8 ମାଶାେ ଲବେୀଙ୍କ ବିଷଯ ରେ ଏହି କଥା କହିଲେ, ଲବେୀ ତୁମ୍ଭର ଅନକ୍ସ୍ଟସରଣକାରୀ ଲୋକ। ସଦାପ୍ରଭୁ, ତୁମ୍ଭର ତକ୍ସ୍ଟମ୍ମୀମ୍ ଓ ଊରୀମ୍ ତକ୍ସ୍ଟମ୍ଭ ଆର୍ମୀକ ପୁରୁଷ ସହିତ ଅଛନ୍ତି। ତୁମ୍ଭେ ମଃସା ରେ ତାହାର ପରୀକ୍ଷା କଲ। ମରୀବାଃ ଜଳ ନିକଟରେ ତୁମ୍ଭେ ତାଙ୍କୁ ବି ରୋଧ କଲ ଏବଂ ତୁମ୍ଭେ ସଠାେରେ ଜାଣିଲ, ଯେ ସେ ତୁମ୍ଭର ଲୋକ।
8 A respeito de Levi disse: "O teu Urim e o teu Tumim pertencem ao homem a quem favoreceste. Tu o provaste em Massá; disputaste com ele junto às águas de Meribá.
9 ସେ ଆପଣା ପିତା ଓ ଆପଣା ମାତା ବିଷଯ ରେ କହିଲେ, ଆମ୍ଭେ ତାହାକକ୍ସ୍ଟ ଦେଖି ନାହକ୍ସ୍ଟଁ, ସେ ଆପଣା ଭାଇମାନଙ୍କୁ ମଧ୍ଯ ଚିହ୍ନିଲେ ନାହିଁ କିଅବା ଆପଣା ସନ୍ତାନମାନଙ୍କୁ ଚିହ୍ନିଲା ନାହିଁ। କିନ୍ତୁ ସମାନେେ ତୁମ୍ଭର ବାକ୍ଯ ମାନି ଅଛନ୍ତି। ତୁମ୍ଭର ନିଯମ ରକ୍ଷା କରିଛନ୍ତି।
9 Levi disse do seu pai e da sua mãe: ‘Não tenho consideração por eles’. Não reconheceu os seus irmãos, Nem conheceu os próprios filhos, apesar de que guardaram a tua palavra e observaram a tua aliança.
10 ସମାନେେ ୟାକକ୍ସ୍ଟବଙ୍କକ୍ସ୍ଟ ତୁମ୍ଭର ଶିକ୍ଷା ଓ ଇଶ୍ରାୟେଲ ରେ ତୁମ୍ଭର ବ୍ଯବସ୍ଥା ଶିଖାଇବେ। ସମାନେେ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ଧୂପକାଠି ଓ ତକ୍ସ୍ଟମ୍ଭ ୟଜ୍ଞବଦେୀ ଉପରେ ହାମବେଳି ରଖିବେ।
10 Ele ensina as tuas ordenanças a Jacó e a tua lei a Israel. Ele te oferece incenso e holocaustos completos no teu altar.
11 ହେ ସଦାପ୍ରଭୁ, ତା'ର ସଐତ୍ତିକକ୍ସ୍ଟ ଆଶୀର୍ବାଦ କର। ତାଙ୍କ ହସ୍ତର କର୍ମମାନ ଗ୍ରହଣ କର। ଯେଉଁମାନେ ତାହା ବିରକ୍ସ୍ଟଦ୍ଧ ରେ ଉଠନ୍ତି, ଯେଉଁମାନେ ତାହାଙ୍କକ୍ସ୍ଟ ଘୃଣା କରନ୍ତି, ସମାନଙ୍କେର ବଳ ଭାଙ୍ଗି ପକାଅ। ଯେପରି ସମାନେେ ଆଉ ପକ୍ସ୍ଟନର୍ବାର ଉଠିପାରିବେ ନାହିଁ।
11 Abençoa todos os seus esforços, ó Senhor, e aprova a obra das suas mãos. Despedaça os lombos dos seus adversários, dos que o odeiam, sejam quem forem".
12 ମାଶାେ ବିନ୍ଯାମୀନଙ୍କ ବିଷଯ ରେ କହିଲେ, ସଦାପ୍ରଭୁଙ୍କର ପ୍ରିଯ ଲୋକେ ବିନ୍ଯାମୀନଙ୍କ ନିକଟରେ ନିର୍ଭୟ ରେ ବାସ କରିବ। ସେ ସର୍ବଦା ତାଙ୍କୁ ଆବୋରି ରଖନ୍ତି ଓ ସେ ତାହାର କାନ୍ଧଦ୍ବଯ ମଧିଅରେ ବାସ କରନ୍ତି।
12 A respeito de Benjamim disse: "Que o amado do Senhor descanse nele em segurança, pois ele o protege o tempo inteiro, e aquele a quem o Senhor ama descansa nos seus braços".
13 ମାଶାେ ଯୋଷଫଙ୍କେ ବିଷଯ ରେ କହିଲେ, ସଦାପ୍ରଭୁ, ଯୋଷଫଙ୍କେର ଭୂମିକକ୍ସ୍ଟ ଆଶୀର୍ବାଦ କରନ୍ତକ୍ସ୍ଟ। ସଦାପ୍ରଭୁ ଆକାଶରକ୍ସ୍ଟ ଶିଶିର ବିନ୍ଦକ୍ସ୍ଟ ଓ ଧରଣୀ ଗଭୀରକ୍ସ୍ଟ ତାଙ୍କର ଭୂମି ୟଥେଷ୍ଟ ପାଣି ପାଉ ଓ ତାଙ୍କର କ୍ଷେତ୍ରଗକ୍ସ୍ଟଡିକ ବାରିଧି ରେ ପରିପୂର୍ଣ କରନ୍ତକ୍ସ୍ଟ।
13 A respeito de José disse: "Que o Senhor abençoe a sua terra com o precioso orvalho que vem de cima, do céu, e com as águas das profundezas;
14 ସୂର୍ୟ୍ଯ ତାଙ୍କୁ ଉତ୍ତମ ଫଳ ଦିଅନ୍ତକ୍ସ୍ଟ। ସେ ପ୍ରେତ୍ୟକକ ମାସ ରେ ଉତ୍ତମ ଫଳ ଦାନ କରୁ।
14 com o melhor que o sol amadurece e com o melhor que a lua possa dar;
15 ପକ୍ସ୍ଟରାତନ ପର୍ବତମାନ ଉତ୍ତମ ଦ୍ରବ୍ଯମାନ ରେ ପରିପୂର୍ଣ୍ଣ ହେଉ।
15 com as dádivas mais bem escolhidas dos montes antigos e com a fertilidade das colinas eternas;
16 ପୃଥିବୀ ତା'ର ଉତ୍ତମତା ଯୋଷଫଙ୍କେକ୍ସ୍ଟ ଦେଉ। ୟିଏ ଜଳନ୍ତା ବକ୍ସ୍ଟଦା ରେ ବାସକରନ୍ତି ତାହାଙ୍କକ୍ସ୍ଟ ଆଶୀର୍ବାଦ କରନ୍ତକ୍ସ୍ଟ। ଯୋଷଫଙ୍କେ ମସ୍ତକରେ ଆଶୀର୍ବାଦ ପଡକ୍ସ୍ଟ। ୟିଏ କି ଭାଇମାନଙ୍କ ସବୋ ରେ ନିଜକକ୍ସ୍ଟ ଉତ୍ସର୍ଗ କଲେ।
16 com os melhores frutos da terra e a sua plenitude, e o favor daquele que apareceu na sarça ardente. Que tudo isso repouse sobre a cabeça de José, sobre a fronte do escolhido entre os seus irmãos.
17 ଯୋଷଫେ ହେଉଛନ୍ତି, ଶକ୍ତିଶାଳୀ ବୃଷଭ ପରି। ତାଙ୍କର ଦକ୍ସ୍ଟଇପକ୍ସ୍ଟତ୍ର ତାଙ୍କର ଶିଙ୍ଗ ସଦୃଶ। ସମାନେେ ଅନ୍ୟ ଲୋକମାନଙ୍କୁ ଆକ୍ରମଣ କରିବେ ଏବଂ ପୃଥିବୀର ଶଷେ ସୀମାକକ୍ସ୍ଟ ସମାନଙ୍କେୁ ତଡି ଦବେେ। ସମାନେେ ମନଃଶିର ହଜାର ହଜାର ଲୋକପରି, ଇଫ୍ରଯିମଙ୍କ ଦଶହଜାର ଲୋକଙ୍କ ତକ୍ସ୍ଟଲ୍ଯ।
17 É majestoso como a primeira cria de um touro; seus chifres são os chifres de um boi selvagem, com os quais ferirá as nações, até os confins da terra. Assim são as dezenas de milhares de Efraim; assim são os milhares de Manassés".
18 ମାଶାେ ସବୂଲୂନ୍ଙ୍କ ବିଷଯ ରେ ଏହିକଥା କହିଲେ, ହେ ସବୂଲୂନ୍, ଯେତବେେଳେ ତୁମ୍ଭେ ବାହାରକକ୍ସ୍ଟ ଯାଉଛ, ଖକ୍ସ୍ଟସି ହକ୍ସ୍ଟଅ। ଇଷାଖର ତୁମ୍ଭେ ଆପଣା ତମ୍ବୁ ରେ ଆନନ୍ଦିତ ହକ୍ସ୍ଟଅ।
18 A respeito de Zebulom disse: "Alegre-se, Zebulom, em suas viagens, e você, Issacar, em suas tendas.
19 ସମାନେେ ଲୋକମାନଙ୍କୁ ପର୍ବତକକ୍ସ୍ଟ ଡାକିବେ। ସଠାେରେ ଉତ୍ତମ ଧର୍ମବଳି ଉତ୍ସର୍ଗ କରିବେ। କାରଣ ସମାନେେ ସମକ୍ସ୍ଟଦ୍ରର ବହକ୍ସ୍ଟଳ ପଦାର୍ଥ ଓ ବାଲକ୍ସ୍ଟକାର ଗକ୍ସ୍ଟଲ୍ଗଧନ ଉପ ଭୋଗ କରିବେ।
19 Eles convocarão povos para o monte e ali oferecerão sacrifícios de justiça; farão um banquete com a riqueza dos mares, com os tesouros ocultos das praias".
20 ମାଶାେ ଗାଦଙ୍କ ବିଷଯ ରେ ଏହି ସବୁ କହିଲେ, ପରମେଶ୍ବରଙ୍କର ପ୍ରଶଂସା ଗାନ କର ଯେ ଗାଦ୍ଙ୍କକ୍ସ୍ଟ ବିସ୍ତାର କରିଛନ୍ତି। ଗାଦ୍ ହେଉଛନ୍ତି ସିଂହ ପରି, ସେ ଶାଇେ ରହେ ଓ ଅପେକ୍ଷା କରେ। ଏହାପରେ ଅପେକ୍ଷା କରି ପଶକ୍ସ୍ଟମାନଙ୍କୁ ଚିରି ବିଦିର୍ଣ କରେ।
20 A respeito de Gade disse: "Bendito é aquele que amplia os domínios de Gade! Gade fica à espreita como um leão; despedaça um braço e também a cabeça.
21 ସେ ଆପଣା ପାଇଁ ପ୍ରଥମ ଅଂଶ ମନୋନୀତ କରେ। ଆଦେଶକାରୀଙ୍କର ଭାଗ ସକ୍ସ୍ଟରକ୍ଷିତ ଅଛି। ସେ ଲୋକମାନଙ୍କର ନତେୃବର୍ଗଙ୍କ ପାଖକକ୍ସ୍ଟ ଆସନ୍ତି। ସେ ଯାହା କରନ୍ତି ତାହା ସଦାପ୍ରଭୁଙ୍କ ପାଇଁ ଉତ୍ତମ। ସେ ଏପରି କରନ୍ତି ଯାହା ଇଶ୍ରାୟେଲବାସୀ ପାଇଁ ମଙ୍ଗଳ।
21 Escolheu para si o melhor; a porção do líder lhe foi reservada. Tornou-se o chefe do povo e executou a justa vontade do Senhor e os seus juízos sobre Israel".
22 ମାଶାେ ଦାନଙ୍କ ବିଷଯ ରେ ଏହିକଥା କହିଲେ, ଦାନ ହେଉଛନ୍ତି ସିଂହ ଛକ୍ସ୍ଟଆପରି। ସେ ବାସନାରକ୍ସ୍ଟ କକ୍ସ୍ଟଦାମା ରେ।
22 A respeito de Dã disse: "Dã é um filhote de leão, que vem saltando desde Basã".
23 ମାଶାେ ନଲ୍ଗାଲିଙ୍କ ବିଷଯ ରେ ଏହିକଥା କହିଲେ, ନଲ୍ଗାଲି, ତୁମ୍ଭେ ଅମାପ ଧନର ଅଧିକାରୀ ହବେ। ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରିବେ। ତୁମ୍ଭେ ଗାଲିଲୀ ହ୍ରଦର ଦକ୍ଷିଣାଞ୍ଚଳ ସମସ୍ତ ଭୂମି ଅଧିକାର କରିବ।
23 A respeito de Naftali disse: "Naftali tem fartura do favor do Senhor e está repleto de suas bênçãos; suas posses estendem-se para o sul, em direção ao mar".
24 ମାଶାେ ଆଶରଙ୍କେର ବିଷଯ ରେ ଏହିକଥା କହିଲେ, ଆଶରେ ସନ୍ତାନ ସନ୍ତତି ରେ ଆଶୀର୍ବାଦ ପ୍ରାଲ୍ଗ ହେଉ। ସେ ଆପଣା ଭାତୃଗଣଙ୍କ ନିକଟରେ ଆଦୃତ ହବେ। ଏବଂ ସେ ଆପଣା ପାଦ ତୈଳ ରେ ବକ୍ସ୍ଟଡାଉ।
24 A respeito de Aser disse: "Bendito é Aser entre os filhos; seja ele favorecido por seus irmãos, e banhe os seus pés no azeite!
25 ତକ୍ସ୍ଟମ୍ଭ ନଗର ଫାଟକର ଅର୍ଗଳ ଲୌହର ଓ ପିତ୍ତଳର ହବେ। ତୁମ୍ଭର ଜୀବନକାଳ ମଧିଅରେ ତୁମ୍ଭେ ଶକ୍ତିଶାଳୀ ହବେ।
25 Sejam de ferro e bronze as trancas das suas portas, e dure a sua força como os seus dias.
26 ହେ ୟିଶକ୍ସ୍ଟରକ୍ସ୍ଟଣ, ପରମେଶ୍ବରଙ୍କ ପରି ଆଉ କହେି ନାହିଁ। ସେ ତୁମ୍ଭକୁ ସାହାୟ୍ଯ କରିବା ପାଇଁ ଆକାଶ ରେ ଭ୍ରମଣ କରନ୍ତି। ତାଙ୍କର ମହିମା ବାଦଲ ଉପରେ ଆରୋହଣ କରେ।
26 "Não há ninguém como o Deus de Jesurum, que cavalga os céus para ajudá-lo, e cavalga as nuvens em sua majestade!
27 ପରମେଶ୍ବର ଅନନ୍ତକାଳସ୍ଥାଯୀ, ସେ ହେଉଛନ୍ତି ତୁମ୍ଭର ନିରାପଦରସ୍ଥାନ। ପରମେଶ୍ବରଙ୍କର ଶକ୍ତି ଅନନ୍ତକାଳ। ସେ ତକ୍ସ୍ଟମ୍ଭପାଇଁ ସକ୍ସ୍ଟରକ୍ଷା ଦେଉଛନ୍ତି। ପରମେଶ୍ବର ତକ୍ସ୍ଟମ୍ଭ ଦେଶରକ୍ସ୍ଟ ତକ୍ସ୍ଟମ୍ଭ ଶତୃମାନଙ୍କୁ ବିତାଡିତ କରିବେ। ସେ କହିବେ, 'ଶତୃମାନଙ୍କୁ ବିନାଶ କର।'
27 O Deus eterno é o seu refúgio, e para segurá-lo estão os braços eternos. Ele expulsará os inimigos da sua presença, dizendo: ‘Destrua-os! ’
28 ତେଣୁ ଇଶ୍ରାୟେଲୀୟମାନେ ନିରାପଦ ରେ ବାସ କରିପାରିବେ। ୟାକକ୍ସ୍ଟବର ନିର୍ଝର ଏକାକୀ ଶସ୍ଯ ଓ ଦ୍ରାକ୍ଷାରସ ମଯ ଦେଶ ରେ ବାସ କଲା। ତାଙ୍କର ଆକାଶ ଶିଶିର ଝରାଏ।
28 Somente Israel viverá em segurança; a fonte de Jacó está segura numa terra de trigo e de vinho novo, onde os céus gotejam orvalho.
29 ହେ ଇଶ୍ରାୟେଲୀୟ, ତୁମ୍ଭମାନେେ ଆଶୀର୍ବାଦ ୟକ୍ସ୍ଟକ୍ତ। ତୁମ୍ଭମାନଙ୍କ ସହିତ କିଏ ସମାନ ହବେେ ନାହିଁ। ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସଦାପ୍ରଭୁ ହେଉଛନ୍ତି ତୁମ୍ଭର ଉପକାର ରୂପ ଢାଲ ସଦାପ୍ରଭୁ ହେଉଛନ୍ତି ଏକ ଶକ୍ତିଶାଳୀ ଖଡ୍ଗ ସ୍ବରୂପ। ତୁମ୍ଭର ଶତୃମାନେ ତୁମ୍ଭକୁ ଦେଖିଲେ ଡରିବେ ଏବଂ ତୁମ୍ଭେ ସମାନଙ୍କେ ପବିତ୍ର ସ୍ଥାନସବୁ ଦଳନ କରିବ।
29 Como você é feliz, Israel! Quem é como você, povo salvo pelo Senhor? Ele é o seu abrigo, o seu ajudador e a sua espada gloriosa. Os seus inimigos se encolherão diante de você, mas você pisará os seus altos".
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Deuteronômio 33, comparar traduções ou montar um estudo — tudo direto pelo WhatsApp.