Deuteronômio 32

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ହେ ଆକାଶମଣ୍ତଳ ଶକ୍ସ୍ଟଣ, ମୁ କହିବି, ପୃଥିବୀ ମାରେ ବାକ୍ଯ ଶକ୍ସ୍ଟଣ।
1 Inclinai os ouvidos, ó céus, e falarei; e ouça a terra as palavras da minha boca.
2 ମାରେ ଉପଦେଶ ବର୍ଷାପରି ବର୍ଷିବ। ମାରେ ବାଣୀ ଶିଶିରପରି କ୍ଷରିବ। ତାହା କୋମଳ ତୃଣ ଉପରେ ମନ୍ଦ ବୃଷ୍ଟି ତକ୍ସ୍ଟଲ୍ଯ ଓ ଶାକ ଉପରେ ଅସରା ବୃଷ୍ଟି ତକ୍ସ୍ଟଲ୍ଯ ହବେ।
2 Goteje a minha doutrina como a chuva, destile o meu dito como o orvalho, como chuvisco sobre a erva e como gotas de água sobre a relva.
3 ମୁ ସଦାପ୍ରଭୁ ନାମ ପ୍ରଗ୍ଭର କରିବି, ତୁମ୍ଭମାନେେ ଆମ୍ଭମାନଙ୍କ ପରମେଶ୍ବରଙ୍କ ପ୍ରତି ମହିମା ଆରୋପ କର।
3 Porque apregoarei o nome do Senhor ; dai grandeza a nosso Deus.
4 ସତେ ଶୈଳ, ତାଙ୍କର କର୍ମ ସିଦ୍ଧ। କାରଣ ତାଙ୍କର ସକଳ ପଥ ଯଥାର୍ଥ। ସେ ବିଶ୍ବସ୍ତ ଓ ନ୍ଯାଯବାନ୍ ପରମେଶ୍ବର। ସେ ଉତ୍ତମ ଓ ସତ୍ଯ।
4 Ele é a Rocha cuja obra é perfeita, porque todos os seus caminhos juízo são; Deus é a verdade, e não há nele injustiça; justo e reto é.
5 ସମାନେେ ତାଙ୍କ ଉଦ୍ଦେଶ୍ଯ ରେ ଭ୍ରଷ୍ଟାଚରଣ କରିଅଛନ୍ତି। ସମାନେେ ତାଙ୍କର ସନ୍ତାନ ନକ୍ସ୍ଟହଁନ୍ତି। ମାତ୍ର ସନ୍ତାନମାନଙ୍କର କଳଙ୍କ, ସମାନେେ ବିପଥଗାମୀ ଓ କକ୍ସ୍ଟଟିଳ ବଂଶ।
5 Corromperam-se contra ele; seus filhos eles não são, e a sua mancha é deles; geração perversa e torcida é.
6 ହେ ମୂର୍ଖ ଓ ଅଜ୍ଞାନ ଲୋକେ, ତୁମ୍ଭମାନେେ କି ସଦାପ୍ରଭୁଙ୍କୁ ଏପରି ପରିଶାଧେ କରୁଅଛ? ସେ କି ତୁମ୍ଭର ପିତା ଏବଂ ସୃଷ୍ଟିକର୍ତ୍ତା, ନକ୍ସ୍ଟହିଁନ୍ତି, ସେ କି ତୁମ୍ଭର ସୃଷ୍ଟିକର୍ତ୍ତା, ନକ୍ସ୍ଟହଁନ୍ତି, ୟିଏ ତକ୍ସ୍ଟମ୍ଭଙ୍କକ୍ସ୍ଟ ସ୍ଥାପିତ କରିଛନ୍ତି।
6 Recompensais, assim, ao Senhor , povo louco e ignorante? Não é ele teu Pai, que te adquiriu, te fez e te estabeleceu?
7 ପୂର୍ବକାଳର ଦିନସବୁ ସ୍ମରଣ କର, ଗତ ବହକ୍ସ୍ଟ ପୁରୁଷର ବର୍ଷ ବିବଚେନା କର। ତକ୍ସ୍ଟମ୍ଭ ପିତାଙ୍କୁ ପଗ୍ଭର, ସେ ତୁମ୍ଭକୁ ଜଣାଇବେ। ତୁମ୍ଭର ପ୍ରୀଚୀନମାନଙ୍କୁ ପଗ୍ଭର, ସମାନେେ ତୁମ୍ଭକୁ କହିବେ।
7 Lembra-te dos dias da antiguidade, atenta para os anos de muitas gerações; pergunta a teu pai, e ele te informará, aos teus anciãos, e eles to dirão.
8 ସର୍ବୋପରିସ୍ଥ ପରମେଶ୍ବର ଯେତବେେଳେ ଗୋଷ୍ଠୀଯ ଲୋକମାନଙ୍କୁ ସମାନଙ୍କେ ଅଧିକାର ଦେଲେ, ଯେତବେେଳେ ସେ ମନକ୍ସ୍ଟଷ୍ଯ ସନ୍ତାନମାନଙ୍କୁ ପୃଥକ କଲେ। ସେତବେେଳେ ସେ ଇଶ୍ରାୟେଲର ସଂଖ୍ଯା ଅନକ୍ସ୍ଟସା ରେ ସେ ସୀମା ସ୍ଥାପନ କଲେ।
8 Quando o Altíssimo distribuía as heranças às nações, quando dividia os filhos de Adão uns dos outros, pôs os termos dos povos, conforme o número dos filhos de Israel.
9 ସଦାପ୍ରଭୁଙ୍କ ଅଂଶ ତାଙ୍କରି ଲୋକ, ୟାକକ୍ସ୍ଟବ ତାଙ୍କର ଅଧିକାରର ବାଣ୍ଟ।
9 Porque a porção do Senhor é o seu povo; Jacó é a parte da sua herança.
10 ସଦାପ୍ରଭୁ ୟାକକ୍ସ୍ଟବଙ୍କକ୍ସ୍ଟ ପ୍ରାନ୍ତର ଦେଶ ରେ ଓ ପଶକ୍ସ୍ଟ ବୋବାଳି ପୂର୍ଣ ଘାରେ ମରକ୍ସ୍ଟଭୂମିରକ୍ସ୍ଟ ପାଇଲେ, ସେ ତାହାଙ୍କକ୍ସ୍ଟ ଗ୍ଭରିଆଡକ୍ସ୍ଟ ଘରେି ରଖିଲେ। ସେ ତାହାଙ୍କକ୍ସ୍ଟ ସକ୍ସ୍ଟରକ୍ଷା ଦେଲେ, ଠିକ୍ ତାଙ୍କର ମୂଲ୍ଯବାନ୍ ସଐତ୍ତି ପରି।
10 Achou-o na terra do deserto e num ermo solitário cheio de uivos; trouxe-o ao redor, instruiu-o, guardou-o como a menina do seu olho.
11 ସଦାପ୍ରଭୁ ହେଉଛନ୍ତି ଇଶ୍ରାୟେଲର ଉକ୍ରୋଶ ପକ୍ଷୀପରି। ଉକ୍ରୋଶପକ୍ଷୀ ତା'ର ଛକ୍ସ୍ଟଆମାନଙ୍କୁ ବସ୍ତାରକ୍ସ୍ଟ ପଲେି ଦିଏ ସମାନଙ୍କେୁ ଉଡି ଶିଖିବା ପାଇଁ, ସମାନେେ ଯେତବେେଳେ ପଡିୟାନ୍ତି ସେ ତା'ର ଡଣୋ ମଲୋକରି ଉଡିୟାଏ ତାକକ୍ସ୍ଟ ଧରିବା ପାଇଁ। ଏବଂ ତା'ର ନିରାପତ୍ତା ପାଇଁ ସେ ତା'ର ଡଣୋ ମଧ୍ଯକକ୍ସ୍ଟ ଟାଣିନିଏ। ସଦାପ୍ରଭୁ ହେଉଛନ୍ତି ସହେିପରି।
11 Como a águia desperta o seu ninho, se move sobre os seus filhos, estende as suas asas, toma-os e os leva sobre as suas asas,
12 ସଦାପ୍ରଭୁ ଏକାକୀ ୟାକୁବକୁ ଗମନ କରାଇଲେ। ତାଙ୍କ ସହିତ କୌଣସି ବିଦେଶୀ ଦବଗେଣ ନ ଥିଲେ।
12 assim, só o Senhor o guiou; e não havia com ele deus estranho.
13 ସଦାପ୍ରଭୁ ପୃଥିବୀର ଉଚ୍ଚସ୍ଥଳୀ ଉପରେ ୟାକକ୍ସ୍ଟବଙ୍କକ୍ସ୍ଟ ବାହନ ଆହାରଣେ କରାଇଲେ। ୟାକକ୍ସ୍ଟବ କ୍ଷେତ୍ରରକ୍ସ୍ଟ ଫସଲ ଖାଇଗଲେ। ସଦାପ୍ରଭୁ ପାଷାଣରକ୍ସ୍ଟ ମଧକ୍ସ୍ଟ ଝରାଇ ଦେଲେ ଏବଂ କଠିନ ଶୀଳାରକ୍ସ୍ଟ ୟାକକ୍ସ୍ଟବ୍ଙ୍କକ୍ସ୍ଟ ତୈଳ ଦେଲେ।
13 Ele o fez cavalgar sobre as alturas da terra e comer as novidades do campo; e o fez chupar mel da rocha e azeite da dura pederneira,
14 ସଦାପ୍ରଭୁ ଇଶ୍ରାୟେଲ ଗୋଦଧି ଓ ଛାଗଦୁଗ୍ଧ ଦବୋ ସହିତ ମଷେ ମଦେ, ବାଶନଦେଶୀଯ ମଷେ ଓ ଛାଗର ମାଂସ ସହିତ ଉତ୍ତମ ଗହମର ଅଟା ଓ ଦ୍ରାକ୍ଷାର ରକ୍ତବର୍ଣ ରସ ଦେଲେ।
14 manteiga de vacas e leite do rebanho, com a gordura dos cordeiros e dos carneiros que pastam em Basã e dos bodes, com a gordura da flor do trigo; e bebeste o sangue das uvas, o vinho puro.
15 କିନ୍ତୁ ୟିଶକ୍ସ୍ଟରକ୍ସ୍ଟଣ ହୃଷ୍ଟପକ୍ସ୍ଟଷ୍ଟ ହେଲା ଓ ପଦାଘାତ କଲ। ତୁମ୍ଭକୁ ଭଲ ଭାବରେ ଖକ୍ସ୍ଟଆଇଲେ ଏବଂ ତୁମ୍ଭେ ମାଟୋ ହାଇେଅଛ। ତେଣୁ ସେ ଆପଣା ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କୁ ତ୍ଯାଗ କଲା। ଏବଂ ଶୈଳ ପ୍ରତି ମନ୍ଦ କର୍ମ କଲା ୟିଏ କି ତାଙ୍କୁ ରକ୍ଷା କଲେ।
15 E, engordando-se Jesurum, deu coices; engordaste-te, engrossaste-te e de gordura te cobriste; e deixou a Deus, que o fez, e desprezou a Rocha da sua salvação.
16 ସଦାପ୍ରଭୁଙ୍କର ଲୋକମାନେ ତାଙ୍କୁ ଇର୍ଷା କଲେ। ସମାନେେ ଅନ୍ୟ ଦବଗେଣଙ୍କର ପୂଜା କଲେ। ସମାନେେ ପ୍ରତିମା ପୂଜା କଲେ। ଏବଂ ପରମେଶ୍ବର ସମାନଙ୍କେ ଉପରେ କୋରଧ କଲେ।
16 Com deuses estranhos o provocaram a zelos; com abominações o irritaram.
17 ସମାନେେ ବଳିଦାନ କଲେ ସହେିମାନଙ୍କ ଉଦ୍ଦେଶ୍ଯ ରେ ଯେଉଁମାନେ ବାସ୍ତବ ରେ ଦବେତା ନକ୍ସ୍ଟହଁନ୍ତି। ଯେଉଁମାନେ ନୂତନ ଦବଗେଣ ଥିଲେ, ସମାନେେ ତାଙ୍କୁ ଜାଣି ନ ଥିଲେ। ସହେି ନୂତନ ଦବଗେଣମାନଙ୍କୁ ତାଙ୍କର ପୂର୍ବପୁରୁଷମାନେ ମଧ୍ଯ ଜାଣି ନ ଥିଲେ।
17 Sacrifícios ofereceram aos diabos, não a Deus; aos deuses que não conheceram, novos deuses que vieram há pouco, dos quais não se estremeceram seus pais.
18 ଯେଉଁ ଶୈଳ ତୁମ୍ଭକୁ ଉତ୍ପନ୍ନ କଲେ, ତୁମ୍ଭେ ସମାନଙ୍କେୁ ତ୍ଯାଗ କଲ। ଯେଉଁ ପରମେଶ୍ବର ତୁମ୍ଭକୁ ଜନ୍ମ ଦେଲେ ତୁମ୍ଭେ ତାହାଙ୍କକ୍ସ୍ଟ ପାସୋରି ଅଛ।
18 Esqueceste-te da Rocha que te gerou; e em esquecimento puseste o Deus que te formou.
19 ସଦାପ୍ରଭୁ ତାହା ଦେଖିଲେ, ଏବଂ ସେ ସମାନଙ୍କେୁ ପ୍ରତ୍ଯାଖାନ କଲେ, କାରଣ ତା'ର ପକ୍ସ୍ଟତ୍ର କନ୍ଯାଗଣ ତାଙ୍କୁ ବିରକ୍ତି କଲେ।
19 O que vendo o Senhor , os desprezou, provocado à ira contra seus filhos e suas filhas;
20 ତେଣୁ ସଦାପ୍ରଭୁ କହିଲେ, 'ଆମ୍ଭେ ତାଙ୍କଠାରକ୍ସ୍ଟ ଦୂର ହବୋ, ତା'ପରେ ଦେଖିବା ତାଙ୍କର କ'ଣ ହେଉଛି। ସମାନେେ ବିଦ୍ରୋହୀ ଲୋକ ସମାନେେ ଏପରି ସନ୍ତାନ ଯେଉଁମାନଙ୍କର କିଛି ବିଶ୍ବସ୍ତତା ନାହିଁ
20 e disse: Esconderei o meu rosto deles e verei qual será o seu fim; porque são geração de perversidade, filhos em quem não há lealdade.
21 ଯେଉଁମାନେ ଦବେତା ନକ୍ସ୍ଟହଁନ୍ତି ସମାନଙ୍କେ ସହିତ ମାେତେ ଇର୍ଷା ପରାଯଣ କଲେ। ସମାନେେ ସମାନଙ୍କେର ଅସାରତା ଦ୍ବାରା ମାେତେ ବିରକ୍ତ କଲେ। ସେଥିପାଇଁ ମୁ ଇଶ୍ରାୟେଲକକ୍ସ୍ଟ ଇର୍ଷାନିତ୍ବ କରାଇବି ସହେିମାନଙ୍କ ମାଧ୍ଯମ ରେ ଯେଉଁମାନେ ପ୍ରକୃତି ଜାତି ନକ୍ସ୍ଟହଁନ୍ତି। ମୁ ସମାନଙ୍କେୁ ମୂର୍ଖ ଗୋଷ୍ଠୀ ଦ୍ବାରା ବିରକ୍ତ କରାଇବି।
21 A zelos me provocaram com aquilo que não é Deus; com as suas vaidades me provocaram à ira; portanto, eu os provocarei a zelos com os que não são povo; com nação louca os despertarei à ira.
22 ମାେ କୋର୍ଧ ରେ ଅଗ୍ନି ପ୍ରଜ୍ବଳିତ ହବେ, ଯାହା ପାତାଳ ପର୍ୟ୍ଯନ୍ତ ଜଳକ୍ସ୍ଟଛି। ପୃଥିବୀର ଏହା ସମସ୍ତ ଦେଶକକ୍ସ୍ଟ ଓ ସମସ୍ତ ଉତ୍ପନ ବସ୍ତକ୍ସ୍ଟକକ୍ସ୍ଟ ଗ୍ରାସ କରିବ। ଏହା ପର୍ବତର ମୂଳଦକ୍ସ୍ଟଆକକ୍ସ୍ଟ ମଧ୍ଯ ପୋଡି଼ ପକାଇବ।
22 Porque um fogo se acendeu na minha ira, e arderá até ao mais profundo do inferno, e consumirá a terra com a sua novidade, e abrasará os fundamentos dos montes.
23 'ଆମ୍ଭେ ଇଶ୍ରାୟେଲୀୟମାନଙ୍କ ଉପରେ ଅମଙ୍ଗଳ ଦବୋ। ଆମ୍ଭେ ଆପଣା ବାଣସବୁ ସମାନଙ୍କେ ଉପରେ ବ୍ଯଯ କରିବା।
23 Males amontoarei sobre eles; as minhas setas esgotarei contra eles.
24 ସମାନେେ ଭୋକ ଯୋଗୁ କ୍ଷୀଣ ହବେେ। ସମାନେେ ବ୍ଯାଧିର ଜ୍ବଳା ରେ ଓ ବିଷାକ୍ତ ମହାମାରୀ ରେ ଗ୍ରାସୀତ ହବେେ। ମୁ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ସମାନଙ୍କେୁ ଦଂଶନ କରିବା ପାଇଁ ବନ୍ଯଜନ୍ତକ୍ସ୍ଟମାନଙ୍କୁ, ଏବଂ ଧୂଳି ରେ ଗକ୍ସ୍ଟରକ୍ସ୍ଟଣ୍ତୁଥିବା ବିଷାକ୍ତ ପୋକଜୋକ ପଠାଇବି।
24 Exaustos serão de fome, comidos de carbúnculo e de peste amarga; e entre eles enviarei dentes de feras, com ardente peçonha de serpentes do pó.
25 ରାସ୍ତା ରେ ସୈନ୍ଯମାନେ ସମାନଙ୍କେୁ ହତ୍ଯା କରିବେ। ସମାନଙ୍କେ ଗୃହ ରେ ଭୟଙ୍କର କାର୍ୟ୍ଯମାନ ହବେ। ସୈନ୍ଯମାନେ ୟକ୍ସ୍ଟବକ ଓ ୟକ୍ସ୍ଟବତୀମାନଙ୍କୁ ହତ୍ଯା କରିବେ। ସମାନେେ ବକ୍ସ୍ଟଢା ଓ ପିଲାମାନଙ୍କୁ ହତ୍ଯା କରିବେ।
25 Por fora, devastará a espada, e, por dentro, o pavor: ao jovem, juntamente com a virgem, assim à criança de mama, como ao homem de cãs.
26 ଆମ୍ଭେ ଚିନ୍ତା କଲକ୍ସ୍ଟ ଇଶ୍ରାୟେଲୀୟମାନଙ୍କୁ ଧ୍ବଂସ କରିବା ପାଇଁ। ତେଣୁ ଲୋକମାନେ ସମାନଙ୍କେୁ ସଐୂର୍ଣ ଭାବେ ଭକ୍ସ୍ଟଲିଯିବେ।
26 Eu disse que por todos os cantos os espalharia; faria cessar a sua memória dentre os homens,
27 କିନ୍ତୁ ଆମ୍ଭେ ଜାଣକ୍ସ୍ଟ ତାଙ୍କର ଶତୃମାନେ କ'ଣ କହିବେ। ଶତୃମାନେ ବକ୍ସ୍ଟଝି ପାରକ୍ସ୍ଟ ନଥିବେ। ସମାନେେ ଏପରି କହି ପାରନ୍ତି, ସଦାପ୍ରଭୁ ଇଶ୍ରାୟେଲକକ୍ସ୍ଟ ଧ୍ବଂସ କରି ନାହାଁନ୍ତି। ଆମ୍ଭେ ଆପଣା ଶକ୍ତି ବଳ ରେ ସମାନଙ୍କେୁ ଜିତିଛକ୍ସ୍ଟ।'
27 se eu não receara a ira do inimigo, para que os seus adversários o não estranhem e para que não digam: A nossa mão está alta; o Senhor não fez tudo isso.
28 ଇଶ୍ରାୟେଲର ଲୋକମାନେ ୟକ୍ସ୍ଟକ୍ତିହୀନ। ସମାନେେ ବକ୍ସ୍ଟଝିପାରନ୍ତି ନାହିଁ।
28 Porque são gente falta de conselhos, e neles não há entendimento.
29 ଯଦି ସମାନେେ ବକ୍ସ୍ଟଦ୍ଧିଆ ହୁଅନ୍ତେ ସମାନେେ ବକ୍ସ୍ଟଝିପାରନ୍ତେ, ସମାନେେ ଜାଣିପାରନ୍ତେ କ'ଣ ଘଟିବାକକ୍ସ୍ଟ ଯାଉଛି ସମାନଙ୍କେ ପାଇଁ।
29 Tomara eles fossem sábios, que isso entendessem e atentassem para o seu fim!
30 ଜଣେ ଲୋକ କ'ଣ ହଜାରେ ଲୋକଙ୍କକ୍ସ୍ଟ ଗୋଡ଼ାଇ ପାରିବ? ଦକ୍ସ୍ଟଇଜଣ ଲୋକ କ'ଣ ଦଶହଜାର ଲୋକଙ୍କକ୍ସ୍ଟ ଘଉଡାଇ ଦଇପୋରିବେ? ତାହା ଘଟିବ କବଳେ ଯଦି ସଦାପ୍ରଭୁ ସମାନଙ୍କେୁ ତାଙ୍କର ଶତୃମାନଙ୍କ ହସ୍ତ ରେ ସମର୍ପଣ କରନ୍ତି।
30 Como pode ser que um só perseguisse mil, e dois fizessem fugir dez mil, se a sua Rocha os não vendera, e o Senhor os não entregara?
31 ସମାନଙ୍କେର 'ଶୈଳ' ଆମ୍ଭମାନଙ୍କର ଦବେତାମାନଙ୍କ ତକ୍ସ୍ଟଲ୍ଯ ନକ୍ସ୍ଟହଁ। ଏବଂ ଆମ୍ଭର ଶତୃମାନେ ଆମ୍ଭର ବିଗ୍ଭରକ।
31 Porque a sua rocha não é como a nossa Rocha, sendo até os nossos inimigos juízes disso.
32 ଏପରିକି ଆମ୍ଭର ଶତୃଗଣ ତାହା ଜାଣନ୍ତି। ସମାନଙ୍କେର ଦ୍ରାକ୍ଷାକ୍ଷେତ୍ର ସଦୋମ ଏବଂ ଗ ମାରେର ଦ୍ରାକ୍ଷା ତକ୍ସ୍ଟଲ୍ଯ। ସମାନଙ୍କେର ଦ୍ରାକ୍ଷାଫଳ ବିଷାକ୍ତ। ସମାନଙ୍କେର ଦ୍ରାକ୍ଷାଗୁଚ୍ଛସବୁ ତିକ୍ତ।
32 Porque a sua vinha é a vinha de Sodoma e dos campos de Gomorra; as suas uvas são uvas de fel, cachos amargosos têm.
33 ସମାନଙ୍କେର ଦ୍ରାକ୍ଷାରସ ସର୍ପ ବିଷ ତକ୍ସ୍ଟଲ୍ଯ ବିଷମଯ ଅଟେ।
33 O seu vinho é ardente veneno de dragões e peçonha cruel de víboras.
34 ସଦାପ୍ରଭୁ କକ୍ସ୍ଟହନ୍ତି, 'ଆମ୍ଭେ ଏହାକକ୍ସ୍ଟ ସଞ୍ଚିତ ରଖିଛକ୍ସ୍ଟ। ଆମ୍ଭେ ଏହାକକ୍ସ୍ଟ କ'ଣ ଭଣ୍ତାର ରେ ସାଇତି ରଖି ନାହକ୍ସ୍ଟଁ।
34 Não está isso encerrado comigo, selado nos meus tesouros?
35 ମୁ ପ୍ରତିଶାଧେ ନବେି। ମୁ ସମାନଙ୍କେର ପ୍ରାପ୍ଯ ଦବେି। ସମାନଙ୍କେର ପାଦ ଖସିୟିବା ପର୍ୟ୍ଯନ୍ତ ଅପେକ୍ଷା କରିବି। ସମାନଙ୍କେର ଅସକ୍ସ୍ଟବିଧାର ସମୟ ନିକଟ ହାଇେ ଆସକ୍ସ୍ଟଛି।'
35 Minha é a vingança e a recompensa, ao tempo em que resvalar o seu pé; porque o dia da sua ruína está próximo, e as coisas que lhes hão de suceder se apressam a chegar.
36 ସଦାପ୍ରଭୁ ତାଙ୍କର ଲୋକମାନଙ୍କର ବିଗ୍ଭର କରିବେ। କାରଣ ସମାନେେ ତାଙ୍କର ଦାସ। ସଦାପ୍ରଭୁ ସମାନଙ୍କେୁ ବିନାଶ କରିବା ବିଷଯ ରେ ନିଜ ମନ ପରିବର୍ତ୍ତନ କରିବେ। କାରଣ ସେ ଦେଖିବେ ଯେ ତାଙ୍କର ଶକ୍ତି ଗ୍ଭଲିୟାଇଛି ଏବଂ ସମାନେେ କିଛି ନକ୍ସ୍ଟହଁ, କବଳେ ଆତ୍ମରକ୍ଷାହୀନ ଓ ଭୀତସ୍ରତ।
36 Porque o Senhor fará justiça ao seu povo e se arrependerá pelos seus servos, quando vir que o seu poder se foi e não há fechado nem desamparado.
37 ଏହାପରେ ସଦାପ୍ରଭୁ ପକ୍ସ୍ଟଣି କହିବେ, ' ସମାନଙ୍କେର ଦବେତାମାନେ କାହାଁନ୍ତି? ଯେଉଁ 'ଶୈଳ' ରେ ସମାନେେ ଆଶ୍ରଯ ନେଲେ ସେ ନାହିଁ।
37 Então, dirá: Onde estão os seus deuses, a rocha em quem confiavam,
38 ସମାନଙ୍କେର ଭଣ୍ତ ଦବେତା, ଯେଉଁମାନେ ବଳି ମଦେ ଭୋଜନ କଲେ ପଯେ ଏବଂ ଯେଉଁମାନେ ନବୈେଦ୍ଯର ଦ୍ରାକ୍ଷାରସ ପାନ କଲେ, ସମାନେେ କାହାଁନ୍ତି? ସମାନେେ ଆସି ସମାନଙ୍କେ ସାହାୟ୍ଯ କରନ୍ତକ୍ସ୍ଟ। ସମାନେେ ସମାନଙ୍କେୁ ସକ୍ସ୍ଟରକ୍ଷା ଦିଅନ୍ତକ୍ସ୍ଟ।
38 de cujos sacrifícios comiam a gordura e de cujas libações bebiam o vinho? Levantem-se e vos ajudem, para que haja para vós escondedouro.
39 'ଏବେ ଦେଖ ଆମ୍ଭେ କବଳେ ପରମେଶ୍ବର ଅଟକ୍ସ୍ଟ। ଆଉ କୌଣସି ଅନ୍ୟ ଦବେତା ନାହିଁ। ଆମ୍ଭେ ମରଣ ଦେଉ, ଆମ୍ଭେ ଜୀବଦାନ କରୁ। ଆମ୍ଭେ ଲୋକମାନଙ୍କୁ ଆରୋଗ୍ୟ କରିପାରକ୍ସ୍ଟ। କୌଣସି ବ୍ଯକ୍ତି ଆମ୍ଭ ଶକ୍ତିଠାରକ୍ସ୍ଟ ରକ୍ଷା କରିପାରିବ ନାହିଁ
39 Vede, agora, que eu, eu o sou, e mais nenhum deus comigo; eu mato e eu faço viver; eu firo e eu saro; e ninguém há que escape da minha mão.
40 ଆମ୍ଭେ ଆକାଶ ଆଡେ ହାତ ଉଠାଇ କହକ୍ସ୍ଟ, ଏହି ପ୍ରତିଜ୍ଞା କରୁ। ଆମ୍ଭେ ଯେ ଅନନ୍ତ ଜୀବି ଅଟକ୍ସ୍ଟ।
40 Porque levantarei a minha mão aos céus e direi: Eu vivo para sempre.
41 ଆମ୍ଭେ ଆପଣା ବଜ୍ରତକ୍ସ୍ଟଲ୍ଯ ଖଡ୍ଗ ରେ ଶାଣ ଦେଲେ, ବିଗ୍ଭର ସାଧନ କରିବା ପାଇଁ ହସ୍ତକ୍ଷପେ କଲେ, ଆମ୍ଭେ ଆପଣା ବିପକ୍ଷଗଣ ବିରକ୍ସ୍ଟଦ୍ଧ ରେ ପରିଶାଧେ ନବୋ। ଯେଉଁମାନେ ଆମ୍ଭକକ୍ସ୍ଟ ଘୃଣା କରନ୍ତି ସମାନଙ୍କେର ଦୋଷ ଅନକ୍ସ୍ଟୟାଯୀ ଦଣ୍ତ ଦବୋ।
41 Se eu afiar a minha espada reluzente e travar do juízo a minha mão, farei tornar a vingança sobre os meus adversários e recompensarei os meus aborrecedores.
42 ମାରେ ବାଣମାନ ତାଙ୍କ ରକ୍ତ ରେ ମାତାଲ ହବେ ଏବଂ ମାେ ଖଡ୍ଗ ମାରେ ଶତୃମାନଙ୍କର ମାଂସକକ୍ସ୍ଟ ଗ୍ରାସ କରିବ, ସମାନଙ୍କେର ରକ୍ତ ରଂଜିତ ଶରୀରରକ୍ସ୍ଟ କେଶପୂର୍ଣ ମକ୍ସ୍ଟଣ୍ତ ପର୍ୟ୍ଯନ୍ତ।'
42 Embriagarei as minhas setas de sangue, e a minha espada comerá carne; do sangue dos mortos e dos prisioneiros, desde a cabeça, haverá vinganças do inimigo.
43 ହେ ଜାତିଗଣ ତାଙ୍କର ଲୋକମାନଙ୍କ ପାଇଁ ଗାନ କର। କାରଣ ସେ ଆପଣା ଦାସମାନଙ୍କର ରକ୍ତପାତର ପ୍ରତିଶୋଧ ନବେେ। ସେ ଆପଣା ବିପକ୍ଷଗଣଙ୍କ ବିରକ୍ସ୍ଟଦ୍ଧ ରେ ପ୍ରତି ଶାଧେ ନବେେ। ପକ୍ସ୍ଟଣି ସେ ଆପଣା ଦେଶ ଓ ଆପଣା ଲୋକମାନଙ୍କ ନିମନ୍ତେ ପ୍ରତିଶୋଧ ନବେେ ଏବଂ ତାଙ୍କର ଦେଶ ନିମନ୍ତେ ସେ ପ୍ରାଯଶ୍ଚିତ କରିବେ।
43 Jubilai, ó nações, com o seu povo, porque vingará o sangue dos seus servos, e sobre os seus adversários fará tornar a vingança, e terá misericórdia da sua terra e do seu povo.
44 ମାଶାେ ଏବଂ ନୂନର ପକ୍ସ୍ଟତ୍ର ଯିହାଶୂେୟ ଇଶ୍ରାୟେଲ ଲୋକମାନଙ୍କ ଉଦ୍ଦେଶ୍ଯ ରେ ଏହି ଗୀତ ଗାନ କଲେ।
44 E veio Moisés e falou todas as palavras deste cântico aos ouvidos do povo, ele e Oseias, filho de Num.
45 ମାଶାେ ତାଙ୍କର ସମସ୍ତ ଲୋକମାନଙ୍କୁ ଶିକ୍ଷା ଦଇେସାରିବା ପରେ,
45 E, acabando Moisés de falar todas estas palavras a todo o Israel,
46 ସେ ସମାନଙ୍କେୁ କହିଲେ, ମୁ ଆଜି ତୁମ୍ଭମାନଙ୍କୁ ଯେଉଁସବୁ କଥା କହିଲି, ତୁମ୍ଭମାନେେ ସେଥିପ୍ରତି ଧ୍ଯାନ ଦିଅ। ଏବଂ ତୁମ୍ଭମାନେେ ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ଏହା ଶିକ୍ଷା ଦଇେ ସହେି ବିଧି ଅନକ୍ସ୍ଟସା ରେ ଚଳିବାକକ୍ସ୍ଟ ନିର୍ଦ୍ଦେଶ ଦିଅ।
46 disse-lhes: Aplicai o vosso coração a todas as palavras que hoje testifico entre vós, para que as recomendeis a vossos filhos, para que tenham cuidado de cumprir todas as palavras desta lei.
47 କବେବେି ଏପରି ଭାବ ନାହିଁ ଯେ, ଏହିସବୁ କଥା ମୂଲ୍ଯହୀନ ବୋଲି। ସେଥି ରେ ତୁମ୍ଭର ଜୀବନ ନିହିତ ଅଛି। ଏହି ଶିକ୍ଷା ଅନକ୍ସ୍ଟସରଣ କରି ତୁମ୍ଭମାନେେ ୟର୍ଦ୍ଦନ ସପୋରିସ୍ଥ ଯେଉଁ ଦେଶକକ୍ସ୍ଟ ଅଧିକାର କରିବାକୁ ଯାଉଅଛ, ସଠାେରେ ଦୀର୍ଘ୍ଯ ଜୀବନ ଲାଭ କରିବ।
47 Porque esta palavra não vos é vã; antes, é a vossa vida; e por esta mesma palavra prolongareis os dias na terra, a que, passando o Jordão, ides para possuí-la.
48 ସହେିଦିନ ମାଶାଙ୍କେକ୍ସ୍ଟ ସଦାପ୍ରଭୁ କହିଲେ,
48 Depois, falou o Senhor a Moisés, naquele mesmo dia, dizendo:
49 ତୁମ୍ଭେ ଅବାରୀମ ପର୍ବତ ଉପରକକ୍ସ୍ଟ ୟାଅ। ଯିରୀହାେ ସମ୍ମକ୍ସ୍ଟଖସ୍ଥ ମାଯାେବ ଦେଶସ୍ଥ ନବୋ ପର୍ବତ ଉପରକକ୍ସ୍ଟ ୟାଅ। ଏହାପରେ ଆମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କକ୍ସ୍ଟ ଦବୋକକ୍ସ୍ଟ ଥିବା ଦେଶ ତୁମ୍ଭେ ଦେଖି ପାରିବ।
49 Sobe o monte de Abarim, o monte Nebo, que está na terra de Moabe, defronte de Jericó, e vê a terra de Canaã, que darei aos filhos de Israel por possessão.
50 ତୁମ୍ଭର ଭାଇ ହାରୋଣ ଯେପରି ହାରେ ପର୍ବତ ଉପରେ ମରି ଆପଣା ଲୋକମାନଙ୍କ ନିକଟକକ୍ସ୍ଟ ଗଲା, ଠିକ୍ ସହେିପରି ତୁମ୍ଭେ ସଠାେରେ ପର୍ବତର ଶିର୍ଷ ଦେଶ ରେ ମୃତକ୍ସ୍ଟ୍ଯ ବରଣ କରିବ ଓ ତୁମ୍ଭେ ତୁମ୍ଭର ସ୍ବର୍ଗସ୍ଥ ଲୋକମାନଙ୍କ ନିକଟକକ୍ସ୍ଟ ଗ୍ଭଲିୟିବ।
50 E morre no monte, ao qual subirás; e recolhe-te ao teu povo, como Arão, teu irmão, morreu no monte de Hor e se recolheu ao seu povo,
51 କାରଣ ତୁମ୍ଭମାନେେ ଉଭୟେ ସଠାେରେ ମାେ ବିରକ୍ସ୍ଟଦ୍ଧ ରେ ପାପକରି ଥିଲ। ସିନ୍ ପ୍ରାନ୍ତର ରେ କାଦେଶସ୍ଥ ମରିବା ଜଳ ନିକଟରେ ଥିଲ। ସଠାେରେ ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କ ସମ୍ମକ୍ସ୍ଟଖ ରେ ମାେ ବିରକ୍ସ୍ଟଦ୍ଧ ରେ ପାପ କରିଥିଲ। ମୁ ପବିତ୍ର ବୋଲି ତୁମ୍ଭେ ମାେତେ ସମ୍ମାନ କରି ନ ଥିଲ।
51 porquanto prevaricastes contra mim no meio dos filhos de Israel, nas águas da contenção, em Cades, no deserto de Zim, pois me não santificastes no meio dos filhos de Israel.
52 ତେଣୁ ବର୍ତ୍ତମାନ ତୁମ୍ଭେ ଦେଖି ପାରିବ ସହେି ଦେଶମାନଙ୍କୁ ଯାହା ଆମ୍ଭେ ଇଶ୍ରାୟେଲ ଲୋକମାନଙ୍କୁ ଦବୋକକ୍ସ୍ଟ ଯାଉଅଛକ୍ସ୍ଟ। କିନ୍ତୁ ତୁମ୍ଭେ ସଠାେକକ୍ସ୍ଟ ୟାଇପାରିବ ନାହିଁ।
52 Pelo que verás a terra diante de ti, porém não entrarás nela, na terra que darei aos filhos de Israel.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Deuteronômio 32, comparar traduções ou montar um estudo — tudo direto pelo WhatsApp.