Deuteronômio 31
Oriya Bible (GL_ORIYA) vs VC
1 ଏହାପରେ ମାଶାେ ୟାଇ ଏହିକଥା ସମସ୍ତ ଇଶ୍ରାୟେଲୀୟଙ୍କୁ କହିଲେ।
1 Moisés dirigiu ainda a todo o Israel o discurso seguinte:
2 ମାଶାେ ଇଶ୍ରାୟେଲକକ୍ସ୍ଟ କହିଲେ, ମାେତେ 120 ବର୍ଷ ହେଲାଣି। ମୁ ଆଉ ତୁମ୍ଭମାନଙ୍କୁ ଆଗଇେ ନଇେ ପାରିବ ନାହିଁ। ସଦାପ୍ରଭୁ ମାେତେ କହିଲେ, 'ତୁମ୍ଭେ ୟର୍ଦ୍ଦନ ପାର ହାଇେ ୟିବ ନାହିଁ।'
2 Eis-me hoje com a idade de cento e vinte anos; não posso mais ir e vir, e o Senhor disse-me que eu não passaria o Jordão.
3 କିନ୍ତୁ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କୁ ସହେି ଦେଶକକ୍ସ୍ଟ ଆଗଇେ ନବେେ। ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ସମାନଙ୍କେୁ ଧ୍ବଂସ କରିବେ। ତୁମ୍ଭମାନେେ ସମାନଙ୍କେଠାରକ୍ସ୍ଟ ତାଙ୍କର ଦେଶ ଛଡାଇ ଆଣିବ। କିନ୍ତୁ ସଦାପ୍ରଭୁ କହିଲେ, ଯିହାଶୂେୟ ତୁମ୍ଭମାନଙ୍କୁ ଆଗଇେ ନବେେ।
3 O Senhor, teu Deus, passará diante de ti; ele mesmo exterminará essas nações para que possuas a sua terra. E Josué vos conduzirá, como o declarou o Senhor.
4 ସଦାପ୍ରଭୁ ଇମାରେୀୟ ରାଜା ସୀହାନେ ଓ ଓଗ୍କକ୍ସ୍ଟ ସମାନଙ୍କେର ଦେଶକକ୍ସ୍ଟ ବିନାଶ କଲାପରି, ସେ ସମାନଙ୍କେୁ ବିନାଶ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ପୂନ୍ନରାଯ ସହେିପରି କହିବେ।
4 O Senhor fará a esses povos como fez a Seon e a Og, reis dos amorreus, e à sua terra, aniquilando-os.
5 ଅନ୍ୟ ଦେଶୀଯମାନଙ୍କୁ ପରାସ୍ତ କରିବା ପାଇଁ ସଦାପ୍ରଭୁ ତୁମ୍ଭର ସହାୟକ ହବେେ। କିନ୍ତୁ ମୁ ତୁମ୍ଭକୁ ଯାହାସବୁ କହିଛି ତୁମ୍ଭେ ସଗେକ୍ସ୍ଟଡିକ ନିଶ୍ଚଯ କରିବ।
5 O Senhor vo-los entregará, e vós os tratareis exatamente como vos ordenei.
6 ତୁମ୍ଭେ ଶକ୍ତିଶାଳୀ ଓ ସାହାସୀ ହକ୍ସ୍ଟଅ। ତୁମ୍ଭମାନେେ ସହେି ଲୋକମାନଙ୍କୁ ଭୟ କର ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କ ସହିତ ଅଛନ୍ତି। ସେ ତୁମ୍ଭକୁ ଅକୃତକାର୍ୟ୍ଯ କରିବେ ନାହିଁ କିଅବା ଛାଡିବେ ନାହିଁ।
6 Coragem! E sede fortes. Nada vos atemorize, e não os temais, porque é o Senhor vosso Deus que marcha à vossa frente: ele não vos deixará nem vos abandonará.
7 ଏହାପରେ ମାଶାେ ଯିହାଶୂେୟଙ୍କକ୍ସ୍ଟ ଡାକିଲେ। ସମସ୍ତ ଇଶ୍ରାୟେଲୀୟମାନଙ୍କ ସମ୍ମକ୍ସ୍ଟଖ ରେ ମାଶାେ ଯିହାଶୂେୟଙ୍କକ୍ସ୍ଟ କହିଲେ, ଶକ୍ତିଶାଳୀ ଓ ସାହାସୀ ହକ୍ସ୍ଟଅ। ତୁମ୍ଭେ ଏହି ଲୋକମାନଙ୍କୁ ସହେି ଦେଶକକ୍ସ୍ଟ ଆଗଇେ ନବେ ଯେଉଁ ଦେଶ ଦବୋ ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭର ପୂର୍ବପୁରୁଷମାନଙ୍କ ସହିତ ଚକ୍ସ୍ଟକ୍ତି କରିଥିଲେ। ସହେି ଦେଶ ତୁମ୍ଭମାନଙ୍କ ଅଧିକାର କରିବା ପାଇଁ ତୁମ୍ଭେ ଇଶ୍ରାୟେଲୀୟ ଲୋକମାନଙ୍କୁ ସାହାୟ୍ଯ କରିବ।
7 Moisés chamou em seguida Josué e disse-lhe em presença de todo o Israel: Mostra-te varonil e corajoso, porque entrarás com esse povo na terra que o Senhor jurou a seus pais dar-lhes, e a repartirás entre eles.
8 ସଦାପ୍ରଭୁ ତୁମ୍ଭମାନଙ୍କୁ ଆଗଇେ ନବେେ। ସେ ସ୍ବଯଂ ତୁମ୍ଭମାନଙ୍କ ସହିତ ରହିବେ। ସେ ତୁମ୍ଭକୁ ବିପଦ ରେ ପକାଇବେ ନାହିଁ କି ତ୍ଯାଗ କରିବେ ନାହିଁ। ହତାଶ ହକ୍ସ୍ଟଅ ନାହିଁ, ଭୟ କର ନାହିଁ।
8 O Senhor mesmo marchará diante de ti, e estará contigo, e não te . deixará nem te abandonará. Nada temas, e não te amedrontes.
9 ଏହାପରେ ମାଶାେ ବ୍ଯବସ୍ଥା ଲେଖି ଲବେୀ ବଂଶୀଯ ଯାଜକମାନଙ୍କୁ ଦେଲେ। ଯେଉଁମାନେ ସଦାପ୍ରଭୁଙ୍କର ନିଯମ ସିନ୍ଦକ୍ସ୍ଟକ ବାହକ ଥିଲେ। ମାଶାେ ଇଶ୍ରାୟେଲ ପ୍ରାଚୀନବର୍ଗମାନଙ୍କୁ ମଧ୍ଯ ଏହି ବ୍ଯବସ୍ଥା ଦେଲେ।
9 Moisés escreveu essa lei e deu-a aos sacerdotes filhos de Levi, quê levavam a arca da aliança do Senhor, bem como a todos os anciães de Israel,
10 ଏହାପରେ ମାଶାେ ପ୍ରାଚୀନବର୍ଗମାନଙ୍କୁ କହିଲେ, ପ୍ରେତ୍ୟକକ ସାତବର୍ଷ ଶଷେ ରେ ଋଣ ଛାଡ ବର୍ଷର ନିରୂପିତ ସମୟରେ ପତ୍ରକକ୍ସ୍ଟଟୀର ପର୍ବ ରେ।
10 dando-lhes esta ordem: Ao fim de cada sete anos, no ano da remissão, por ocasião da festa dos tabernáculos,
11 ସେ ସମୟରେ ସମକ୍ସ୍ଟଦାଯ ଇଶ୍ରାୟେଲ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ମନୋନୀତ ସ୍ଥାନ ରେ ତାହାଙ୍କ ସମ୍ମକ୍ସ୍ଟଖ ରେ ଉପସ୍ଥିତ ହବେେ। ସେତବେେଳେ ସମସ୍ତ ଇଶ୍ରାୟେଲ ସାକ୍ଷାତ ରେ ସମାନଙ୍କେ କର୍ଣଗୋଚର ରେ ତୁମ୍ଭେ ଏହି ବ୍ଯବସ୍ଥା ପାଠ କରିବ।
11 quando todo o Israel vier apresentar-se diante do Senhor, vosso Deus, no lugar escolhido por ele, tu farás a leitura dessa lei a todo o povo israelita.
12 ସମସ୍ତ ଲୋକମାନଙ୍କୁ ଏକତ୍ର କର, ପୁରୁଷ ଲୋକ, ସ୍ତ୍ରୀଲୋକ, େଛାଟପିଲା ଏବଂ ବିଦେଶୀଯମାନେ ଯେଉଁମାନେ ତକ୍ସ୍ଟମ୍ଭ ନଗର ରେ ବାସ କରୁଛନ୍ତି। ସମାନେେ ମଧ୍ଯ ଏହି ବ୍ଯବସ୍ଥା ଶକ୍ସ୍ଟଣିବେ। ସମାନେେ ମଧ୍ଯ ତୁମ୍ଭର ସଦାପ୍ରଭୁ ପରମେଶଓରଙ୍କୁ ଭକ୍ତି ଓ ସମ୍ମାନ କରିବେ। ଏହାପରେ ସମାନେେ ବ୍ଯବସ୍ଥା ଅନକ୍ସ୍ଟସା ରେ କର୍ମ କରିପାରିବେ।
12 Juntarás todo o povo num mesmo lugar, homens, mulheres, crianças e o estrangeiro que habita em tuas cidades, para que, ouvindo essa leitura, aprendam a temer o Senhor vosso Deus, e ponham cuidadosamente em prática todas as prescrições dessa lei.
13 ତହିଁରେ ସମାନଙ୍କେର ବଂଶଧରମାନେ ଏସବୁ ଜାଣି ନାହାଁନ୍ତି, ସମାନେେ ତାହା ଶକ୍ସ୍ଟଣିବେ ଓ ଯେଉଁ ଦେଶ ଅଧିକାର କରିବାକୁ ତୁମ୍ଭମାନେେ ୟର୍ଦ୍ଦନ ପାର ହାଇେ ଯାଉଅଛ, ସହେି ଦେଶ ରେ ଯେତକୋଳ ପ୍ରାଣଧାରଣ କରିବ, ସେତବେେଳେ ସମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶଓରଙ୍କୁ ଭୟ କରିବାକୁ ଶିକ୍ଷା କରିବେ।
13 Seus filhos, que delas não tiverem conhecimento, as ouvirão, e aprenderão a respeitar o Senhor, vosso Deus, em todo o tempo que viventes nesta terra, cuja posse ides tomar ao passar o Jordão.
14 ସଦାପ୍ରଭୁ ମାଶାଙ୍କେକ୍ସ୍ଟ କହିଲେ, ତୁମ୍ଭର ମୃତକ୍ସ୍ଟ୍ଯର ସମୟ ଆସିଗଲା। ଯିହାଶୂେୟଙ୍କକ୍ସ୍ଟ ଡାକ, ତୁମ୍ଭେ ଦକ୍ସ୍ଟ ହେଁ ସମାଗମ ତକ୍ସ୍ଟମ୍ବୁ ରେ ଠିଆ ହକ୍ସ୍ଟଅ। ଆମ୍ଭେ ତାହାକକ୍ସ୍ଟ ଆଜ୍ଞା ଦବୋ। ତହିଁରେ ମାଶାେ ଓ ୟିହୋଶୂଯ ୟାଇ ସମାଗମ ତମ୍ବୁ ରେ ଠିଆ ହେଲେ।
14 O Senhor disse a Moisés: Aproxima-se o dia de tua morte. Chama Josué e apresentai-vos na tenda de reunião, para que eu lhe dê minhas ordens. Apresentaram-se, pois, Moisés e Josué na tenda de reunião.
15 ସଦାପ୍ରଭୁ ସହେି ତମ୍ବୁ ରେ ମେଘସ୍ତମ୍ଭ ମଧିଅରେ ଦର୍ଶନ ଦେଲେ ଓ ମେଘସ୍ତମ୍ଭ ତମ୍ବୁ ଦ୍ବାର ଉପରେ ସ୍ଥିର ହାଇେ ରହିଲା।
15 E o Senhor apareceu ali na coluna de fumaça, a qual parou à entrada do pavilhão.
16 ସେତବେେଳେ ସଦାପ୍ରଭୁ ମାଶାଙ୍କେକ୍ସ୍ଟ କହିଲେ, ଦେଖ, ତୁମ୍ଭେ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶଯନ କରିବ। ଏହାପରେ ଏହି ଲୋକମାନେ ଉଠିବେ। ପକ୍ସ୍ଟଣି ଯେଉଁ ଦେଶ ରେ ପ୍ରବେଶ କରିବାକୁ ଯାଉଅଛନ୍ତି, ସହେି ସ୍ଥାନ ରେ ବିଦେଶୀଯ ଦବଗେଣର ଅନକ୍ସ୍ଟଗାମୀ ହାଇେ ବ୍ଯଭିଗ୍ଭର କରିବେ ଓ ଆମ୍ଭକକ୍ସ୍ଟ ତ୍ଯାଗ କରିବେ। ଆମ୍ଭେ ସମାନଙ୍କେ ସହିତ ଯେଉଁ ନିଯମ କରିଅଛକ୍ସ୍ଟ, ତାହା ଲଙ୍ଘନ କରିବେ।
16 O Senhor disse a Moisés: Eis que vais repousar com teus pais, e esse povo irá prostituir-se aos deuses estrangeiros, entre os quais vai habitar. Ele me abandonará e violará a aliança que fiz com ele.
17 ସହେି ସମୟରେ, ସମାନଙ୍କେ ଉପରେ ଆମ୍ଭର କୋରଧ ହବେ। ତେଣୁ ଆମ୍ଭେ ସମାନଙ୍କେୁ ତ୍ଯାଗ କରିବା ଓ ଆମ୍ଭେ ସମାନଙ୍କେଠାରକ୍ସ୍ଟ ଆପଣା ମକ୍ସ୍ଟହଁ ବନ୍ଦ କରିବା। ତହିଁରେ ସମାନଙ୍କେ ପାଇଁ ଭୟଙ୍କର ଅବସ୍ଥାମାନ ହବେ, ଏବଂ ସମାନେେ ବହକ୍ସ୍ଟ ସମସ୍ଯା ରେ ପଡିବେ। ତା'ପରେ ସମାନେେ କହିବେ, 'ଏହିସବୁ ଅମଙ୍ଗଳ ଆମ୍ଭ ଉପରେ ଘଟିଛି କାରଣ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭମାନଙ୍କ ନିକଟରେ ନାହାଁନ୍ତି।'
17 Naquele dia, o meu furor se acenderá contra esse povo: eu o abandonarei e ocultar-lhe-ei a minha face, e ele será devorado, uma multidão de males e angústias virá sobre ele, o que lhe fará dizer: é certamente porque meu Deus não está mais comigo que me vêm todos estes males.
18 ଆମ୍ଭେ ସମାନଙ୍କେୁ ସାହାୟ୍ଯ କରିବା ନାହିଁ, କାରଣ ସମାନେେ ଅନ୍ୟ ଦବେତାମାନଙ୍କୁ ପୂଜା କରୁଛନ୍ତି।
18 Eu, porém, ocultarei completamente a minha face naquele momento, por causa do mal que fez o povo, seguindo outros deuses.
19 ତେଣୁ ଏହି ସଙ୍ଗୀତ ଲେଖ, ଏବଂ ଇଶ୍ରାୟେଲ ଲୋକମାନଙ୍କୁ ଶିକ୍ଷା ଦିଅ। ତବେେ ଏହି ସଂଗୀତ ମାେ ପାଇଁ ଇଶ୍ରାୟେଲ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ସାକ୍ଷୀ ହବେ।
19 E agora, escrevei este cântico, ensinai-o aos israelitas e ponde-o nos seus lábios, para que me sirva de testemunho contra eles.
20 ଆମ୍ଭେ ସମାନଙ୍କେୁ ସହେି ଦେଶକକ୍ସ୍ଟ ନଇୟିବୋ, ଯେଉଁ ଦେଶ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ପ୍ରତିଜ୍ଞା କରିଅଛକ୍ସ୍ଟଁ। ସହେି ଦକ୍ସ୍ଟଗ୍ଧମଧକ୍ସ୍ଟ ପ୍ରବାହୀ ଦେଶକକ୍ସ୍ଟ ସମାନେେ ଗଲା ପରେ ଯେତବେେଳେ ସମାନେେ ଭୋଜନ କରି ତୃଲ୍ଗି ଓ ହୃଷ୍ଟପୃଷ୍ଟ ହବେେ। ସେତବେେଳେ ସମାନେେ ଅନ୍ୟ ଦବେତାମାନଙ୍କ ପ୍ରତି ଫରେି ସମାନଙ୍କେ ସବୋ କରିବେ ସମାନେେ ମାରେ ନିଯମକକ୍ସ୍ଟ ପ୍ରତ୍ଯାଖାନ କରିବେ ଓ ଲଙ୍ଘନ କରିବେ।
20 Com efeito, quando eu os tiver introduzido na terra que mana leite e mel, que prometi a seus pais lhes dar, depois que tiverem comido, e se tiverem saciado e engordado, voltar-se-ão para outros deuses e lhes renderão culto, desprezando-me e violando a minha aliança.
21 ତା'ପରେ ସହେିସବୁ କ୍ଲେଶ ଓ ଅମଙ୍ଗଳର କାର୍ୟ୍ଯମାନ ସମାନଙ୍କେ ପାଇଁ ଘଟିବ। ସମାନେେ ବହକ୍ସ୍ଟ ସମସ୍ଯାର ସମ୍ମକ୍ସ୍ଟଖିନ ହବେେ। ସହେି ସମୟରେ ସହେି ଲୋକମାନେ ସହେି ଗୀତ ସ୍ମରଣ କରିବେ। ଏହି ଗୀତ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ସାକ୍ଷୀରୂପେ କାର୍ୟ୍ଯ କରିବ। ମୁ ସମାନଙ୍କେୁ ପ୍ରତିଜ୍ଞା କରିଥିବା ଦେଶକକ୍ସ୍ଟ ଆଣିବା ପୂର୍ବରକ୍ସ୍ଟ ସମାନଙ୍କେର ପ୍ରକୃତି ଜାଣିଥିଲି।
21 Depois que tiverem caído sobre eles muitos males e angústias, deporá contra eles este cântico que seus descendentes repetirão de memória. Eu conheço as disposições que animam esse povo desde o presente, antes mesmo que o tenha introduzido na terra que lhe jurei dar.
22 ତେଣୁ ସହେି ଦିନ ରେ ମାଶାେ ସହେି ସଙ୍ଗୀତ ଲେଖିଲେ ଏବଂ ସେ ଇଶ୍ରାୟେଲକକ୍ସ୍ଟ ସହେି ସଙ୍ଗୀତ ଶିକ୍ଷା ଦେଲେ।
22 Nesse mesmo dia, Moisés redigiu o cântico e o ensinou aos israelitas.
23 ତା'ପରେ ସଦାପ୍ରଭୁ ନୂନର ପକ୍ସ୍ଟତ୍ର ୟିହୋଶୂଯଙ୍କକ୍ସ୍ଟ କହିଲେ, ଶକ୍ତିଶାଳୀ ଓ ସାହାସୀ ହକ୍ସ୍ଟଅ। ତୁମ୍ଭେ ଇଶ୍ରାୟେଲୀୟମାନଙ୍କୁ ଆମ୍ଭେ ଯେଉଁ ଦେଶ ପାଇଁ ପ୍ରତିଜ୍ଞା କରିଅଛକ୍ସ୍ଟ, ସହେି ଦେଶକକ୍ସ୍ଟ ନଇେ ୟିବ ଏବଂ ଆମ୍ଭେ ତକ୍ସ୍ଟମ୍ଭ ସହିତ ସର୍ବଦା ରହିବା।
23 O Senhor deu a Josué, filho de Nun, as seguintes ordens: Mostra-te varonil e corajoso, porque tu introduzirás os israelitas na terra que lhes jurei dar; e estarei contigo.
24 ମାଶାେ ୟତ୍ମପୂର୍ବକ ସହେି ବ୍ଯବସ୍ଥା ପୁସ୍ତକକରେ ସମସ୍ତ ଲେଖିଲେ।
24 Quando Moisés acabou de escrever todo o texto dessa lei,
25 ସେ ସଦାପ୍ରଭୁଙ୍କ ନିଯମ ସିନ୍ଦକ୍ସ୍ଟକ ବାହାକମାନଙ୍କୁ ନିର୍ଦ୍ଦେଶ ଦଇେ କହିଲେ,
25 deu aos levitas, que levavam a arca da aliança do Senhor, esta ordem:
26 ଏହି ବ୍ଯବସ୍ଥା ପୁସ୍ତକ ନିଅ ଓ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ନିଯମ ସିନ୍ଦକ୍ସ୍ଟକ ଭିତ ରେ ରଖ। ତାହା ସଠାେରେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ସାକ୍ଷୀରୂପେ ରହିବ।
26 Tomai este livro da lei e colocai-o ao lado da arca da aliança do Senhor, vosso Deus, para aí servir de testemunho contra ti,
27 ମୁ ଜାଣେ ତୁମ୍ଭମାନେେ ଶକ୍ତ ଗ୍ରିବ ଅଟ। ମୁ ଜାଣେ ତୁମ୍ଭେ ତକ୍ସ୍ଟମ୍ଭ ବାଟରେ ଚଳିବାକକ୍ସ୍ଟ ଗ୍ଭହଁ। ଦେଖ ଆଜି ମୁ ତୁମ୍ଭମାନଙ୍କ ମଧିଅରେ ବଞ୍ଚି ଥାଉ ଥାଉ ତୁମ୍ଭମାନେେ ସଦାପ୍ରଭୁଙ୍କର ବିଦ୍ରୋହି ହେଉଅଛ। ମାରେ ମରଣ ପରେ ତୁମ୍ଭମାନେେ କେତେ ଅଧିକ ନ ହବେ। ତୁମ୍ଭମାନେେ ସଦାପ୍ରଭୁଙ୍କୁ ମାନିବ ନାହିଁ।
27 porque conheço teu espírito de revolta e sei que tens a cerviz dura. Se hoje, que ainda estou vivo no meio de vós, sois rebeldes ao Senhor, quanto mais o sereis depois de minha morte.
28 ତୁମ୍ଭମାନଙ୍କର ପ୍ରାଚୀନବର୍ଗମାନଙ୍କୁ ଓ ପରିବାରବର୍ଗମାନଙ୍କୁ ମାେ ନିକଟରେ ଏକତ୍ର କର। ମୁ ସମାନଙ୍କେୁ ଏହି କଥାମାନ କହିବି। ସ୍ବର୍ଗ ଓ ପୃଥିବୀ ମାରେ ସାକ୍ଷୀ ହବେେ।
28 Reuni junto de mim todos os anciães de vossas tribos e vossos magistrados: dirigir-lhes-ei estas palavras e tomarei o céu e a terra como testemunhas contra eles.
29 ମୁ ଜାଣେ ମାରେ ମୃତକ୍ସ୍ଟ୍ଯ ପରେ ତୁମ୍ଭମାନେେ ଅତିଶଯ ଦକ୍ସ୍ଟର୍ନୀତିଗ୍ରସ୍ଥ ହବେ। ତୁମ୍ଭମାନେେ ମାରେ ନିର୍ଦ୍ଦେଶୀତ ପଥରକ୍ସ୍ଟ ବିଚକ୍ସ୍ଟ୍ଯତ ହବେ। ଭବିଷ୍ଯତ ରେ ତୁମ୍ଭମାନଙ୍କ ପାଇଁ ବହକ୍ସ୍ଟତ ଅମଙ୍ଗଳ ହବେ। କାରଣ ତୁମ୍ଭମାନେେ ଏହି କର୍ମମାନ କରିବ, ଯାହା ତାଙ୍କ ଦୃଷ୍ଟି ରେ ମନ୍ଦ। ତୁମ୍ଭମାନେେ ଦକ୍ସ୍ଟଷ୍କର୍ମ କରି ତାଙ୍କୁ କୋର୍ଧାନ୍ବିତ କରିବ।
29 Pois sei que depois de minha morte vos corrompereis certamente e vos desviareis do caminho que vos tracei; sei que virão males sobre vós no decorrer dos tempos, porque fareis o mal aos olhos do Senhor, irritando-o com o vosso proceder.
30 ତହିଁରେ ଇଶ୍ରାୟେଲ ଲୋକମାନେ ସମସ୍ତେ ଏକତ୍ରିତ ହେଲେ ଏବଂ ମାଶାେ ସମାନଙ୍କେ ଇଦ୍ଦେଶ୍ଯ ରେ ଏହି ସଂଗୀତ ଗାନ କଲେ।
30 Então pronunciou Moisés até o fim este cântico, em presença da assembléia:
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Deuteronômio 31, comparar traduções ou montar um estudo — tudo direto pelo WhatsApp.