Deuteronômio 2

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଏହାପରେ ସଦାପ୍ରଭୁ ଯେପରି କହିଲେ, ଆମ୍ଭମାନେେ ସହେିପରି କଲକ୍ସ୍ଟ। ଆମ୍ଭମାନେେ ସୂଫ ସମକ୍ସ୍ଟଦ୍ର ମଧ୍ଯଦଇେ ମରକ୍ସ୍ଟଭୂମି ଆଡେ ୟାତ୍ରା କଲକ୍ସ୍ଟ। ଆମ୍ଭମାନେେ ସଯେୀର ପର୍ବତ ରେ ବହକ୍ସ୍ଟତ ଦିନ ଧରି ଭ୍ରମଣ କଲକ୍ସ୍ଟ।
1 Partindo dali, fomos para o deserto na direção do mar Vermelho, segundo a ordem do Senhor, e andamos muito tempo em torno do monte Seir.
2 ଏହାପରେ ସଦାପ୍ରଭୁ ମାେତେ କହିଲେ,
2 O Senhor então me disse:
3 'ତୁମ୍ଭମାନେେ ଏହି ପର୍ବତର ଚତକ୍ସ୍ଟପାଶର୍‌ବ ରେ ବହକ୍ସ୍ଟତ ଦିନ ଧରି ଭ୍ରମଣ କରିଅଛ, ତେଣୁ ଉତ୍ତରଦିଗ ଆଡକକ୍ସ୍ଟ ୟାଅ।
3 basta de girar em volta deste monte; dirigi-vos para o norte.
4 ଏହିକଥା ଲୋକମାନଙ୍କୁ କହିଦିଅ। ତୁମ୍ଭମାନଙ୍କୁ ସଯେୀର ଦଇେ ୟିବାକକ୍ସ୍ଟ ହବେ। ସହେି ଦେଶ ତୁମ୍ଭମାନଙ୍କ ବଂଶଧର ଅର୍ଥାତ୍ ଏଷୌ ସନ୍ତାନମାନଙ୍କର ଦେଶ। ସମାନେେ ତୁମ୍ଭମାନଙ୍କୁ ଭୟ କରିବେ। ସାବଧାନ!
4 Ordena ao povo: atravessareis o território de vossos irmãos, os filhos de Esaú, que habitam em Seir. Eles têm medo de vós;
5 ସମାନଙ୍କେ ସହିତ ୟକ୍ସ୍ଟଦ୍ଧକର ନାହିଁ, ମୁ ତୁମ୍ଭମାନଙ୍କୁ ସହେି ଦେଶ ଦବେି ନାହିଁ। ଏପରିକି ସହେି ଭୂମିରକ୍ସ୍ଟ ପାଦେ ମଧ୍ଯ ଭୂମି ତୁମ୍ଭମାନଙ୍କୁ ଦବେିନାହିଁ। କାରଣ ମୁ ସହେି ପର୍ବତମଯ ଦେଶ ସଯେୀରକକ୍ସ୍ଟ, ଏଷୌକକ୍ସ୍ଟ ଉତ୍ତରାଧିକାରୀ ସକ୍ସ୍ଟତ୍ର ରେ ଦଇେଅଛି।
5 mas guardai-vos de entrar em luta contra eles, porque não vos darei nada de sua terra, nem mesmo a medida de um pé; é a Esaú que dei a propriedade das montanhas de Seir.
6 ଏଷୌର ଲୋକମାନଙ୍କୁ, ତୁମ୍ଭମାନେେ ଖାଉଥିବା ଖାଦ୍ୟ ଓ ପିଉଥିବା ପାଣି ପାଇଁ ମକ୍ସ୍ଟଦ୍ରା ଦବୋକକ୍ସ୍ଟ ହବେ।
6 Comprar-lhes-eis a preço de dinheiro o necessário para alimentar-vos, e pagareis mesmo a água que beberdes,
7 ମନରେଖ, ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭ ହସ୍ତର ସମସ୍ତ କର୍ମ ରେ ତୁମ୍ଭକୁ ଆଶୀର୍ବାଦ କରିଛନ୍ତି। ସେ ଏହି ବିସ୍ତୀର୍ଣ ପ୍ରାନ୍ତର ରେ ୟିବାର ସେ ମଧ୍ଯ ଜାଣନ୍ତି। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଦୀର୍ଘ ଚାଳିଶ ବର୍ଷ ଧରି ତୁମ୍ଭର ସହାୟ ହାଇେ ଆସିଛନ୍ତି। ତୁମ୍ଭର କୌଣସି ଅଭାବ ସେ କରି ନାହାଁନ୍ତି।'
7 porque o Senhor teu Deu s te abençoou em todas as tuas empresas, e velou sobre ti durante a tua marcha através desse vasto deserto. Eis já quarenta anos que o Senhor teu Deus está contigo, e nada te faltou.
8 ତେଣୁ ଆମ୍ଭମାନେେ ଆମ୍ଭର ଭାତୃଗଣ ସଯେୀର ନିବାସୀ ଏଷୌମାନଙ୍କ ପାଖଦଇେ ଗଲକ୍ସ୍ଟ, ସଠାେରକ୍ସ୍ଟ ଏଲତ୍ ଓ ଇତସିୟୋନ-ଗବରେ ପଦାଭୂମିରେ ପଥଠାରକ୍ସ୍ଟ ୟାତ୍ରାକରି ସଠାେରକ୍ସ୍ଟ ଆମ୍ଭେ ଫରେି ମାୟୋବ ପ୍ରାନ୍ତର ପଥଦଇେ ୟାତ୍ରା କଲକ୍ସ୍ଟ।
8 Passamos, pois, ao longe de nossos irmãos, os filhos de Esaú, que habitam em Seir, evitando o caminho da planície, assim como Elat e Asiongaber. Voltamos e tomamos o caminho na direção do deserto de Moab.
9 ସଦାପ୍ରଭୁ ମାେତେ କହିଲେ, ' ମାୟୋବର ଲୋକମାନଙ୍କର କ୍ଷତି କର ନାହିଁ। ସମାନଙ୍କେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କର ନାହିଁ। ମୁ ସମାନଙ୍କେର କୌଣସି ଭୂମି ତୁମ୍ଭମାନଙ୍କୁ ଦବେି ନାହିଁ। ସମାନେେ ଲୋଟର ଭବିଷ୍ଯଦ୍ ବଂଶଧର। ମୁ ସମାନଙ୍କେୁ ଆର ନଗର ସମାନଙ୍କେର ବଂଶଧର ରୂପେ ଦଇେଅଛି।'
9 Então o Senhor me disse: não ataques os moabitas e não entres em guerra contra eles, porque não te darei nada de sua terra; foi aos filhos de Lot que dei Ar como herança.
10 ଅତୀତ ରେ ସହେି ସ୍ଥାନ ରେ ଏମୀଯ ଲୋକମାନେ ବାସ କରୁଥିଲେ। ସମାନେେ ଶକ୍ତିଶାଳୀ ଥିଲେ, ସମାନେେ ବହକ୍ସ୍ଟତ ସଂଖ୍ଯକ ଥିଲେ। ଏବଂ ଅନାକୀଯମାନଙ୍କ ପରି ଦୀର୍ଘକାଯ ଥିଲେ।
10 { Outrora habitavam os e mim nessa terra. Era uni povo grande, numeroso e de alta estatura, como os enacim.
11 ଅନାକୀଯ ଲୋକମାନେ ରଫାଯୀଯମାନଙ୍କର ଏକ ଅଂଶ ଥିଲେ। ମାତ୍ର ମାଯାେବୀଯ ଲୋକମାନେ ସମାନଙ୍କେୁ ଏମୀଯ ବୋଲି କହିଲେ।
11 Também eles eram considerados refaim, corno os enacim; irias os moabitas chamavam-nos emim.
12 ହୋରୀଯ ଲୋକମାନେ ସଠାେରେ ପୂର୍ବେ ବାସ କରୁଥିଲେ। ମାତ୍ର ଏଷୌର ସନ୍ତାନଗଣ ସମାନଙ୍କେୁ ସଠାେରକ୍ସ୍ଟ ତଡି ଦେଲେ। ସମାନଙ୍କେୁ ବିନାଶ କଲେ ଓ ସମାନଙ୍କେ ସ୍ଥାନ ରେ ବାସ କଲେ। ଯେପରି ଇଶ୍ରାୟେଲ ସଦାପ୍ରଭୁ ଦତ୍ତ ଆପଣା ଅଧିକାର ଭୂମିରେ କଲେ।
12 Em Seir habitavam também os horreus, os quais foram expulsos pelos filhos de Esaú. Estes, após os haverem exterminado, estabeleceram-se em seu lugar, como o fez Israel na terra que o Senhor lhe deu em possessão.}
13 ସଦାପ୍ରଭୁ ମାେତେ କହିଲେ, ' ସରନ୍େ ଉପତ୍ଯାକାର ସେ ପାଖକକ୍ସ୍ଟ ୟାଅ।' ତେଣୁ ଆମ୍ଭେ ସରଦେ ଉପତ୍ୟକା ପାର ହେଲକ୍ସ୍ଟ।
13 Vamos, pois! Passai a torrente de Zered. Passamos então a torrente de Zered.
14 କାଦେଶ ବର୍ଣଯଠାେରକ୍ସ୍ଟ ସରଦେ ଉପତ୍ଯାକା ପାରହବୋ ପର୍ୟ୍ଯନ୍ତ ଆମ୍ଭକକ୍ସ୍ଟ ଅଠତିରିଶ ବର୍ଷ ଲାଗିଥିଲା। ଆମ୍ଭ ଛାଉଣି ମଧ୍ଯରକ୍ସ୍ଟ ସହେି ପୁରୁଷର ସମସ୍ତ ଯୋଦ୍ଧା ମରିଗଲେ ସହେି ସମୟ ମଧିଅରେ। ଏହା ସଦାପ୍ରଭୁଙ୍କର ପ୍ରତିଜ୍ଞା ଥିଲା।
14 Durou trinta e oito anos essa nossa viagem de Cades-Barne até a passagem da torrente de Zered. Entretanto, extinguiu-se do acampamento toda a geração dos homens de guerra, assim como o Senhor o tinha jurado.
15 ସଦାପ୍ରଭୁଙ୍କର ହସ୍ତ ସମାନଙ୍କେ ବିପକ୍ଷ ରେ ସମସ୍ତ ଲୋକମାନଙ୍କୁ ଧ୍ବଂଶ କରିବା ପର୍ୟ୍ଯନ୍ତ ଥିଲା।
15 A mão do Senhor pesou sobre eles, e foram cortados do acampamento até a sua completa extinção.
16 ସମସ୍ତ ଯୋଦ୍ଧା ଲୋକମାନେ ଉଛିନ୍ନ ହାଇଗେଲା ପରେ।
16 Depois que todos esses homens de guerra desapareceram do meio de seu povo, levados pela morte,
17 ସଦାପ୍ରଭୁ ମାେତେ କହିଲେ,
17 o Senhor disse-me:
18 'ତୁମ୍ଭେ ଆଜି ମାୟୋବର ସୀମା ଆର୍ ଦଇେ ୟିବାକକ୍ସ୍ଟ ହବେ।
18 passarás hoje a fronteira de Moab, Ar,
19 ତୁମ୍ଭମାନେେ ଅମ୍ମୋନ୍ ସନ୍ତାନଗଣ ନିକଟରେ ପହଁଞ୍ଚିବ, କିନ୍ତୁ ତୁମ୍ଭମାନେେ ସମାନଙ୍କେୁ କ୍ଲେଶ ଦବେ ନାହିଁ। ସମାନଙ୍କେ ସହିତ ୟକ୍ସ୍ଟଦ୍ଧ କର ନାହିଁ। କାରଣ ତୁମ୍ଭକୁ ସେ ଦେଶ ଦବୋ ନାହିଁ। କାରଣ ସେ ମାନେ ହେଉଛନ୍ତି ଲୋଟର ବଂଶଧର। ଆମ୍ଭେ ସମାନଙ୍କେୁ ଏହିଦେଶ ଦଇେଅଛୁ।'
19 e encontrar-te-ás em face dos amonitas. Não os ataques, nem lhes faças guerra, porque não te darei nada da sua terra; foi aos filhos de Lot que dei a possessão dessa terra.
20 ସହେିଦେଶ ରଫାଯୀଯମାନଙ୍କ ଦେଶଭାବେ ଜଣାଶକ୍ସ୍ଟଣା। ଅତୀତ ରେ ରଫାଯୀଯମାନେ ସଠାେରେ ବାସ କରୁଥିଲେ। ଅମ୍ମାନେ ଲୋକମାନେ ସମାନଙ୍କେୁ ସମ୍ସକ୍ସ୍ଟମ୍ମୀଯ ବୋଲି କହକ୍ସ୍ଟଥିଲେ।
20 {Também esta foi reputada terra dos refaim, chamados pelos amonitas de zanzomim,
21 ସଠାେରେ ବହୁସଂଖ୍ୟକ ଶକ୍ତିଶାଳୀ ସମ୍ସୁମ୍ମୀୟମାନେ ବାସ କରୁଥିଲେ। ସମାନେେ ବହକ୍ସ୍ଟତ ଡେଙ୍ଗା ଓ ଅନାକୀଯମାନଙ୍କ ପରି ଦୀର୍ଘକାଯ ଲୋକଥିଲେ। କିନ୍ତୁ ସଦାପ୍ରଭୁ ଅେମ୍ମାନୀୟ ଲୋକମାନଙ୍କୁ ସଦାଯ ହେଲେ ସମ୍ସକ୍ସ୍ଟମ୍ମୀଯମାନଙ୍କୁ ବିନାଶ କରିବା ପାଇଁ। ଅେମ୍ମାନୀୟ ଲୋକମାନେ ସମ୍ସକ୍ସ୍ଟମ୍ମୀଯ ଲୋକମାନଙ୍କୁ ଅଧିକାର ଚକ୍ସ୍ଟ୍ଯତ କରି ସହେିଠା ରେ ବାସ କଲେ। ଏବଂ ସହେିଠା ରେ ଏବେ ମଧ୍ଯ ବାସ କରୁଛନ୍ତି।
21 povo grande, numeroso e de alta estatura como os enacim. Mas o Senhor exterminou-os diante dos amonitas, que os despojaram e habitaram em lugar deles.
22 ପରମେଶ୍ବର ସଯେୀର ନିବାସୀ ଏଷୌ ସନ୍ତାନଗଣ ନିମନ୍ତେ ଠିକ୍ ସହେିପରି କରିଥିଲେ। ଅର୍ଥାତ୍ ସମାନଙ୍କେ ସମ୍ମକ୍ସ୍ଟଖରକ୍ସ୍ଟ ହୋରୀଯମାନଙ୍କୁ ବିନଷ୍ଟ କଲେ। ତହିଁରେ ସମାନେେ ସମାନଙ୍କେୁ ଅଧିକାରଚକ୍ସ୍ଟ୍ଯତ କରି ଆଜି ପର୍ୟ୍ଯନ୍ତ ସହେିଠା ରେ ବାସ କରୁଛନ୍ତି।
22 Foi o que o Senhor tinha feito pelos filhos de Esaú, que habitam em Seir, destruindo os horreus diante deles. Despojaram-nos e estabeleceram-se em seu lugar, onde estão ainda hoje.
23 ପରମେଶ୍ବର ଠିକ୍ ସହେିପରି ମଧ୍ଯ କରିଥିଲେ। କପତାରେୀୟମାନଙ୍କ ପ୍ରତି ଅଦ୍ଦୀଯ ଲୋକମାନେ ଘାସା ନିକଟବର୍ତ୍ତୀ ସହର ରେ ବାସ କରୁଥିଲେ। କିନ୍ତୁ କପତାରେୀୟ ଲୋକେ ଅଦ୍ଦୀଯମାନଙ୍କୁ ଧ୍ବଂସ କଲେ। ସହେି କପତାରେୀୟ ଲୋକମାନେ ସମାନଙ୍କେଠାରକ୍ସ୍ଟ ଅଧିକାର ଛିନ୍ନ କରି ସଠାେରେ ଏବେ ପର୍ୟ୍ଯନ୍ତ ବାସ କରୁଛନ୍ତି।
23 Da mesma sorte os heveus, que habitavam nas aldeias até Gaza, foram esmagados pelos caftorim, originários de Caftor, que se estabeleceram em seu lugar.}
24 ସଦାପ୍ରଭୁ ମାେତେ କହିଲେ, 'ଅର୍ଣୋନ ଇପତ୍ଯାକା ପାର ହବୋପାଇଁ ପ୍ରସ୍ତକ୍ସ୍ଟତ ହକ୍ସ୍ଟଅ। ଆମ୍ଭେ ହିଷବୋନର ରାଜା ଇ ମାରେୀଯ ସୀହାନକେୁ ଓ ତାଙ୍କ ଦେଶକକ୍ସ୍ଟ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କଲକ୍ସ୍ଟ। ତେଣୁ ତାଙ୍କ ସହିତ ୟକ୍ସ୍ଟଦ୍ଧ କର ଓ ତାଙ୍କର ଦେଶ ଅଧିକାର କର।
24 Vamos! Desarmai as tendas e passai a torrente do Arnon. Vê: entrego-te nas mãos Seon, rei de Hesebon, o amorreu, com a sua terra. Começa a despojá-lo e faze-lhe guerra.
25 ଆଜି ଆମ୍ଭେ ସବୁଆଡେ ସମସ୍ତଙ୍କ ମନ ରେ ତକ୍ସ୍ଟମ୍ଭ ବିଷଯ ରେ ଭୟ ସୃଷ୍ଟି କରିବକ୍ସ୍ଟ। ସମାନେେ ଏହି ଖବର ପାଇଲା ମାତ୍ ରେ ସମାନେେ ବହକ୍ସ୍ଟତ ଭୟ କରିବେ ଓ ଭୟ ରେ ଥରିବେ।'
25 A partir de hoje começarei a derramar o temor e o terror de teu nome entre os povos que habitam debaixo de todos os céus, de sorte que só ao ouvir o teu nome eles tremerão e estarão em pânico por causa de ti.
26 ଯେତବେେଳେ ଆମ୍ଭେ କଦମୋେତ୍ ପ୍ରାନ୍ତରରକ୍ସ୍ଟ ହିଷବୋନର ରାଜା ସୀହାନେ ନିକଟକକ୍ସ୍ଟ ଦୂତଦ୍ବାରା ଶାନ୍ତିବାର୍ତ୍ତା ପଠାଇଲି। ସମାନେେ କହିଲେ,
26 Então enviei do deserto de Cademot mensageiros a Seon, rei de Hesebon, com palavras de paz, dizendo:
27 'ତକ୍ସ୍ଟମ୍ଭ ଦେଶ ଦଇେ ଆମ୍ଭକକ୍ସ୍ଟ ୟିବାକକ୍ସ୍ଟ ଦିଅ। ଆମ୍ଭେ ବାଟେ ବାଟେ ୟିବକ୍ସ୍ଟ, ବାମକକ୍ସ୍ଟ କିଅବା ଦକ୍ଷିଣକକ୍ସ୍ଟ ୟିବକ୍ସ୍ଟ ନାହିଁ।
27 Deixa-me atravessar a tua terra; seguirei pela estrada comum, e não me desviarei nem para a direita nem para a esquerda.
28 ଆମ୍ଭେ ତକ୍ସ୍ଟମ୍ଭ ଦେଶ ରେ ଯେଉଁ ଖାଦ୍ୟ ଖାଇବକ୍ସ୍ଟ ଓ ପାନୀଯ ପିଇବକ୍ସ୍ଟ, ସେଥିପାଇଁ ଆମ୍ଭେ ତୁମ୍ଭକୁ ରୂପାର ମୂଲ୍ଯ ଦବେକ୍ସ୍ଟ। ତକ୍ସ୍ଟମ୍ଭ ଦେଶ ମଧିଅରେ ଆମ୍ଭେ କବଳେ ପଦାଚାରଣ କରି ୟିବକ୍ସ୍ଟ।
28 Vender-me-ás por dinheiro o necessário para alimentar-me, e pagar-te-ei mesmo a água que eu beber. Deixa-me somente passar,
29 ଆମ୍ଭେ ୟର୍ଦ୍ଧନ ନଦୀ ପାର ହବୋ ପର୍ୟ୍ଯନ୍ତ ତକ୍ସ୍ଟମ୍ଭ ଦେଶ ମଧ୍ଯ ଦଇେ ୟିବାକକ୍ସ୍ଟ ଦିଅ। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭକକ୍ସ୍ଟ ଯେଉଁ ଦେଶ ଦଇେଛନ୍ତି, ସେ ଦେଶକକ୍ସ୍ଟ ୟିବାପାଇଁ ଆମ୍ଭକକ୍ସ୍ଟ ତକ୍ସ୍ଟମ୍ଭ ଦେଶ ଦଇେ ୟିବାକକ୍ସ୍ଟ ଦିଅ। ଅନ୍ୟ ଲୋକମାନେ ଓ ଆଉ ନିବାସୀ ମାୟୋବୀଯମାନେ ଯଥା ଏଷୌର ସନ୍ତାନଗଣ ଆମ୍ଭମାନଙ୍କୁ ଯେପରି ୟିବାକକ୍ସ୍ଟ ଦଇେଛନ୍ତି, ସହେିପରି ତୁମ୍ଭମାନେେ ଆମ୍ଭମାନଙ୍କୁ ତକ୍ସ୍ଟମ୍ଭ ଦେଶ ଦଇେ ୟିବାକକ୍ସ୍ଟ ଦିଅ।'
29 - como fizeram os filhos de Esaú que habitam em Seir, e os moabitas que habitam em Ar -, até que eu chegue ao Jordão e entre na terra que o Senhor nosso Deus nos dá.
30 କିନ୍ତୁ ହିଷ୍ବୋନ୍ର ରାଜା ସୀହାନ୍େ ତାଙ୍କ ଦେଶ ମଧ୍ଯ ଦଇେ ଆମ୍ଭମାନଙ୍କୁ ୟିବାକକ୍ସ୍ଟ ଦେଲେ ନାହିଁ। ସଦାପ୍ରଭୁ ତୁମ୍ଭର ପରମେଶ୍ବର ତାଙ୍କର ହୃଦଯ କଠିନ କରାଇଲେ। ସଦାପ୍ରଭୁ ଏପରି କଲେ, ତୁମ୍ଭମାନେେ ସୀହାନକେୁ ପରାସ୍ତ କରିପାରିବ, ଏବଂ ଆଜି ଆମ୍ଭେ ଜାଣିଲକ୍ସ୍ଟ ବାସ୍ତବ ରେ କ'ଣ ସବୁ ଘଟିଲା।
30 Mas Seon, rei de Hesebon, não consentiu que passássemos por sua terra; o Senhor, teu Deus, obcecara-lhe o espírito e endurecera-lhe o coração, a fim de entregá-lo em tuas mãos, como de fato aconteceu.
31 ସଦାପ୍ରଭୁ ମାେତେ କହିଲେ, 'ଆମ୍ଭେ ସିୟୋନ ଏବଂ ତାଙ୍କର ରାଜାଙ୍କକ୍ସ୍ଟ ସମର୍ପଣ କରିବା। ବର୍ତ୍ତମାନ ୟାଅ ସହେି ଦେଶକକ୍ସ୍ଟ ଅଧିକାର କର!'
31 O Senhor disse-me então: vê: estou pronto a entregar-te imediatamente Seon com a sua terra. Empreende a conquista e ocupa-lhe o território.
32 ଏହାପରେ ରାଜା ସୀହାନେ ଏବଂ ତାଙ୍କର ସମସ୍ତ ଲୋକେ ଆମ୍ଭ ସହିତ ୟକ୍ସ୍ଟଦ୍ଧ କରିବାକୁ ୟହସ ନାମକ ସ୍ଥାନକକ୍ସ୍ଟ ବାହାରି ଆସିଲେ।
32 Seon saiu com todo o seu povo ao nosso encontro para pelejar contra nós em Jasa.
33 କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭମାନଙ୍କ ହସ୍ତ ରେ ସମାନଙ୍କେୁ ସମର୍ପଣ କଲେ, ଆମ୍ଭମାନେେ ରାଜା ସିୟୋନକକ୍ସ୍ଟ, ତାଙ୍କର ପକ୍ସ୍ଟତ୍ରମାନଙ୍କୁ ଏବଂ ତାଙ୍କର ସମସ୍ତ ଲୋକମାନଙ୍କୁ ପରାସ୍ତ କଲକ୍ସ୍ଟ।
33 Mas o Senhor, nosso Deus, no-lo entregou e nós derrotamo-lo com os seus filhos e todo o seu povo.
34 ସେ ସମୟରେ ରାଜା ସୀହାନଙ୍କେର ସମସ୍ତ ସହର ଓ ସମସ୍ତ ନଗରମାନଙ୍କୁ ହସ୍ତଗତ କଲକ୍ସ୍ଟ ଏବଂ ନଗରବାସୀ ସ୍ତ୍ରୀ ଓ ବାଳକ ସମତେ ସମସ୍ତ ଲୋକମାନଙ୍କୁ ବଧ କଲକ୍ସ୍ଟ। କାହାରିକକ୍ସ୍ଟ ଜୀବିତ ରଖିଲକ୍ସ୍ଟ ନାହିଁ।
34 Tomamos-lhe então todas as suas cidades, que votamos ao interdito, com os homens, as mulheres e as crianças, sem deixar escapar ninguém.
35 ଆମ୍ଭମାନେେ କବଳେ ପଶକ୍ସ୍ଟଗଣଙ୍କକ୍ସ୍ଟ ଓ ଯେଉଁ ଯେଉଁ ନଗର ହସ୍ତଗତ କଲକ୍ସ୍ଟ ତାହାର ସବୁ ଲକ୍ସ୍ଟଟିତ ଦ୍ରବ୍ଯ ଆମ୍ଭମାନେେ ନିଜ ନିଜ ପାଇଁ ଗ୍ରହଣ କଲକ୍ସ୍ଟ।
35 Só nos reservamos os animais e o espólio das cidades conquistadas.
36 ଅର୍ନୋନ ଉପତ୍ୟକା ନିକଟସ୍ଥ ଆରୋଯରଠାେରକ୍ସ୍ଟ ଏବଂ ଉପତ୍ୟକାର ମଧ୍ଯବତ୍ତୀଠାରକ୍ସ୍ଟ ଗୀଲିଯଦ ପର୍ୟ୍ଯନ୍ତ, ଏହି ନଗର ହିଁ ଆମ୍ଭମାନଙ୍କର ଶକ୍ତିର ଅତିରିକ୍ତ ନଥିଲା। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭ ସମ୍ମକ୍ସ୍ଟଖ ରେ ସବୁ ସମର୍ପଣ କଲେ।
36 Desde Aroer, que está à margem da torrente do Arnon, e a cidade situada no vale, até Galaad, não houve lugar tão forte que nos pudesse resistir; o Senhor, nosso Deus, tudo nos entregou.
37 କବଳେ ଅମ୍ମାନେ-ସନ୍ତାନଗଣଙ୍କ ଦେଶ ଅର୍ଥାତ ୟଦ୍ଦୋଶ ନଦୀର ପାଶର୍‌ବସ୍ଥ ପ୍ରଦେଶ ଓ ପର୍ବତମଯ ସକଳ ନଗର ପ୍ରଭୃତି ଯେଉଁ ଦେଶ ବିଷଯ ରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ନିଷଧେ କରିଥିଲେ, ତହିଁ ନକଟକକ୍ସ୍ଟ ତୁମ୍ଭମାନେେ ୟାଅ ନାହିଁ।
37 Somente não vos aproximastes da terra dos amonitas, nem de lugar algum situado às margens da torrente do Jaboc, nem das cidades da montanha, nem de nenhum dos lugares proibidos pelo Senhor, nosso Deus.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Deuteronômio 2, comparar traduções ou montar um estudo — tudo direto pelo WhatsApp.