Deuteronômio 29

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କ ସହିତ ହାରେବେ ପର୍ବତ ରେ ଏକ ଚକ୍ସ୍ଟକ୍ତି କରିଥିଲେ। ତାହାଛଡା ସେ ମାୟୋବ ଦେଶ ରେ ତାଙ୍କ ସହିତ ଆଉ ଏକ ଚକ୍ସ୍ଟକ୍ତି କରିଥିଲେ। ତାହାସବୁ ଏହି ଯେ,
1 São estas as palavras da aliança que o Senhor ordenou a Moisés fizesse com os filhos de Israel na terra de Moabe, além da aliança que fizera com eles em Horebe.
2 ମାଶାେ ସମସ୍ତ ଇଶ୍ରାୟେଲୀୟମାନଙ୍କୁ ଏକତ୍ରୀତ କଲେ ଓ କହିଲେ, ତୁମ୍ଭମାନେେ ଦେଖିଛ ଯେ ମିଶର ରେ ସଦାପ୍ରଭୁ କିପରି କାର୍ୟ୍ଯମାନ କରିଛନ୍ତି। ତୁମ୍ଭମାନେେ ମଧ୍ଯ ଦେଖିଛ, ସଦାପ୍ରଭୁ ରାଜା ଫା ରେ ଏବଂ ତାଙ୍କର ଦାସମାନଙ୍କ ପ୍ରତି ଓ ତାଙ୍କର ସମସ୍ତ ଦେଶ ପ୍ରତି ଯେଉଁ କର୍ମମାନ କରିଥିଲେ।
2 Chamou Moisés a todo o Israel e disse-lhe: Tendes visto tudo quanto o Senhor fez na terra do Egito, perante vós, a Faraó, e a todos os seus servos, e a toda a sua terra;
3 ତୁମ୍ଭମାନେେ ଦେଖିଛ ସଦାପ୍ରଭୁ ସମାନଙ୍କେୁ କିଭଳି ଭାବରେ କଷ୍ଟ ଦଇେଛନ୍ତି। ତୁମ୍ଭମାନେେ ସଦାପ୍ରଭୁଙ୍କର ସହେି ଚମତ୍ମାର ଆଶ୍ଚର୍ୟ୍ଯ କର୍ମମାନ ଦେଖିଛ।
3 as grandes provas que os vossos olhos viram, os sinais e grandes maravilhas;
4 କିନ୍ତୁ ଏପରିକି ତୁମ୍ଭମାନେେ ସଦାପ୍ରଭୁଙ୍କର କର୍ମମାନ ବକ୍ସ୍ଟଝି ପାରିଲ ନାହିଁ। ତୁମ୍ଭମାନେେ ସଦାପ୍ରଭୁଙ୍କ ଆଜି ପର୍ୟ୍ଯନ୍ତ ଠିକ୍ ଭାବେ ବକ୍ସ୍ଟଝିପାରିଲ ନାହିଁ। ଯାହାସବୁ ଦେଖିଲ ଓ ଯାହା ସବୁ ଶକ୍ସ୍ଟଣିଲ।
4 porém o Senhor não vos deu coração para entender, nem olhos para ver, nem ouvidos para ouvir, até ao dia de hoje.
5 ସଦାପ୍ରଭୁ ତୁମ୍ଭମାନଙ୍କୁ ଗ୍ଭଳିଶ ବର୍ଷ ମରକ୍ସ୍ଟ ଅଞ୍ଚଳ ରେ ଆଗଇେ ଆଣିଲେ ତୁମ୍ଭମାନେେ ଦେଖିଲ ଯେ ତୁମ୍ଭର ପୋଷାକ ଆଦୌ ଚିରିନଥିଲା। ତୁମ୍ଭର ୟୋତା ମଧ୍ଯ ନଷ୍ଟ ହାଇେ ନଥିଲା।
5 Quarenta anos vos conduzi pelo deserto; não envelheceram sobre vós as vossas vestes, nem se gastou no vosso pé a sandália.
6 ତୁମ୍ଭେ ଆସିବା ସମୟରେ ସାଥି ରେ ଖାଦ୍ୟ ଆଣି ନଥିଲ, ତୁମ୍ଭେ ତୁମ୍ଭମାନଙ୍କ ସହିତ ପିଇବା ପାଇଁ କୌଣସି ମଦ ଆଣି ନଥିଲ। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କର ଯତ୍ନ ନଇେଥିଲେ। ସେ ଏପରି କରିଥିଲେ, କାରଣ ତୁମ୍ଭମାନେେ ବକ୍ସ୍ଟଝିପାରିବ ସେ ହେଉଛନ୍ତି ସଦାପ୍ରଭୁ ତୁମ୍ଭର ପରମେଶ୍ବର।
6 Pão não comestes e não bebestes vinho nem bebida forte, para que soubésseis que eu sou o Senhor , vosso Deus.
7 ତୁମ୍ଭମାନେେ ଏହି ସ୍ଥାନକକ୍ସ୍ଟ ଆସିଲାପରେ ହିଷ୍ବୋନର ରାଜା ସୀହାନ୍େ ଓ ବାଶନର ରାଜା ଓଗ୍ ଆମ୍ଭ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ଆସିଥିଲେ, କିନ୍ତୁ ଆମ୍ଭମାନେେ ସମାନଙ୍କେୁ ପରାସ୍ତ କଲକ୍ସ୍ଟ।
7 Quando viestes a este lugar, Seom, rei de Hesbom, e Ogue, rei de Basã, nos saíram ao encontro, à peleja, e nós os ferimos;
8 କିନ୍ତୁ ଆମ୍ଭେ ସହେି ଦେଶ ତାଙ୍କଠାରକ୍ସ୍ଟ ଛଡାଇ ଆଣି ରୂବନେ ବଂଶ ଓ ଗାଦ୍ ବଂଶ ଏବଂ ମନଃଶିର ଅର୍ଦ୍ଧ ବଂଶଧରଙ୍କକ୍ସ୍ଟ ଦଲେକ୍ସ୍ଟ।
8 tomamos-lhes a terra e a demos por herança aos rubenitas, e aos gaditas, e à meia tribo dos manassitas.
9 ସେଥିପାଇଁ ତୁମ୍ଭମାନେେ ସମସ୍ତ ନିର୍ଦ୍ଧେଶ ଚକ୍ସ୍ଟକ୍ତି ଅନକ୍ସ୍ଟସା ରେ ମାନିବା ଉଚିତ୍, ତବେେ ତୁମ୍ଭମାନେେ ଯେଉଁସବୁ କର୍ମ କରିବ ସେଥି ରେ ତୁମ୍ଭମାନେେ ସମସ୍ତ କକ୍ସ୍ଟଶଳତା ପାଇବ।
9 Guardai, pois, as palavras desta aliança e cumpri-as, para que prospereis em tudo quanto fizerdes.
10 ଆଜି ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭର ପରମେଶ୍ବଙ୍କର ସମ୍ମକ୍ସ୍ଟଖ ରେ ଛିଡା ହାଇେଅଛ। ତୁମ୍ଭର ପ୍ରଧାନଗଣ, ତୁମ୍ଭମାନଙ୍କ ବଂଶ ସମୂହ, ତୁମ୍ଭମାନଙ୍କର ପ୍ରାଚୀନବର୍ଗ, ତୁମ୍ଭମାନଙ୍କ ଅଧ୍ଯକ୍ଷଗଣ ଓ ଇଶ୍ରାୟେଲର ସମସ୍ତ ପୁରୁଷ ଏହିଠା ରେ ଉପସ୍ଥିତ ଅଛନ୍ତି।
10 Vós estais, hoje, todos perante o Senhor , vosso Deus: os cabeças de vossas tribos, vossos anciãos e os vossos oficiais, todos os homens de Israel,
11 ତୁମ୍ଭର ସ୍ତ୍ରୀ ଓ ପିଲାମାନେ ଏବଂ ତୁମ୍ଭମାନଙ୍କ ସହିତ ବାସ କରୁଥିବା ବିଦେଶୀମାନେ ମଧ୍ଯ ଏହିଠା ରେ ଉପସ୍ଥିତ ଅଛନ୍ତି। ଯେଉଁ ଲୋକମାନେ ତୁମ୍ଭକୁ କାଠ କାଟି ଦଇେଛନ୍ତି ଏବଂ ପାଣି ଯୋଗଇଛନ୍ତି।
11 os vossos meninos, as vossas mulheres e o estrangeiro que está no meio do vosso arraial, desde o vosso rachador de lenha até ao vosso tirador de água,
12 ତୁମ୍ଭମାନେେ ସମସ୍ତେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କଠାରେ ଚକ୍ସ୍ଟକ୍ତି କରିବା ପାଇଁ ଏଠା ରେ ଛିଡା ହାଇେଛ। ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଆଜି ଏହି ଚକ୍ସ୍ଟକ୍ତି କରୁଛନ୍ତି।
12 para que entres na aliança do Senhor , teu Deus, e no juramento que, hoje, o Senhor , teu Deus, faz contigo;
13 ଏହି ଚକ୍ସ୍ଟକ୍ତି ସହିତ ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ସ୍ବତନ୍ତ୍ର ପବିତ୍ର ଲୋକ ଭାବରେ ଗ୍ରହଣ କରୁଛନ୍ତି। ଏବଂ ସେ ନିଜେ ତୁମ୍ଭମାନଙ୍କର ପରମେଶ୍ବର ହବେେ। ସେ ତୁମ୍ଭକୁ ଏହିକଥା କହିଥିଲେ। ସେ ତୁମ୍ଭର ପୁର୍ବପୁରୁଷଗଣଙ୍କ ସଙ୍ଗ ରେ ଏହି ଚକ୍ସ୍ଟକ୍ତି କରିଥିଲେ, ଅବ୍ରହାମ, ଇସହାକ୍ ଓ ୟାକକ୍ସ୍ଟବଙ୍କ ସହିତ।
13 para que, hoje, te estabeleça por seu povo, e ele te seja por Deus, como te tem prometido, como jurou a teus pais, Abraão, Isaque e Jacó.
14 ସଦାପ୍ରଭୁ ଏହି ଚକ୍ସ୍ଟକ୍ତି କରିଛନ୍ତି ତାଙ୍କର ପ୍ରତିଜ୍ଞା ଅନକ୍ସ୍ଟୟାଯୀ କବଳେ ତୁମ୍ଭମାନଙ୍କ ସହିତ ନକ୍ସ୍ଟ ହେଁ।
14 Não é somente convosco que faço esta aliança e este juramento,
15 ସଦାପ୍ରଭୁ ଏହି ଚକ୍ସ୍ଟକ୍ତି କରିଛନ୍ତି ତକ୍ସ୍ଟମ୍ଭ ସମସ୍ତଙ୍କ ସହିତ ଯେଉଁମାନେ ଆଜି ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ଦଣ୍ତାଯମାନ ହାଇେଅଛ। କିନ୍ତୁ ଏହି ଚକ୍ସ୍ଟକ୍ତି ମଧ୍ଯ ଆମ୍ଭର ଭବିଷ୍ଯଦ ବଂଶଧରଙ୍କ ପାଇଁ ମଧ୍ଯ ଯେଉଁମାନେ ଆମ୍ଭମାନଙ୍କ ସହିତ ନାହାଁନ୍ତି।
15 porém com aquele que, hoje, aqui, está conosco perante o Senhor , nosso Deus, e também com aquele que não está aqui, hoje, conosco.
16 ତୁମ୍ଭେ ଏକଥା ସ୍ମରଣ କର ଯେ ଆମ୍ଭମାନେେ ମିଶର ରେ କିପରି ଥିଲକ୍ସ୍ଟ, ତୁମ୍ଭେ ଏକଥା ସ୍ମରଣ କର, ଆମ୍ଭେ କିପରି ଭାବରେ ବହକ୍ସ୍ଟ ଦେଶ ଅତିକ୍ରାନ୍ତ କରି ଆସିଲକ୍ସ୍ଟ।
16 Porque vós sabeis como habitamos na terra do Egito e como passamos pelo meio das nações pelas quais viestes a passar;
17 ଆଉ ତୁମ୍ଭମାନେେ ସମାନଙ୍କେ ମଧିଅରେ ଥିବା ଘୃଣା ଯୋଗ୍ଯ ବସ୍ତକ୍ସ୍ଟ ଓ ସମାନଙ୍କେ କାଠ ଓ ପଥର, ରୂପା ଓ ସକ୍ସ୍ଟନାର ପ୍ରତିମାମାନ ଦେଖିଅଛ।
17 vistes as suas abominações e os seus ídolos, feitos de madeira e de pedra, bem como vistes a prata e o ouro que havia entre elas;
18 ଏଥିପାଇଁ ତୁମ୍ଭେ ସାବଧାନ ହବେ। ସହେି ଦେଶୀଯ ଲୋକମାନଙ୍କ ଦବେତାଗଣର ପଶ୍ଚାଦ୍ ଗାମୀ ହାଇେ ସବୋ କରିବା ନିମନ୍ତେ ଆଜି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କଠାରକ୍ସ୍ଟ ଯାହାର ହୃଦଯ ବିମକ୍ସ୍ଟଖ ହକ୍ସ୍ଟଏ, ଏପରି କୌଣସି ପୁରୁଷ, କି ସ୍ତ୍ରୀ, ପରିବାର କି ବଂଶ ଯମେନ୍ତ ତୁମ୍ଭମାନଙ୍କ ମଧିଅରେ ନ ରହେ, ଯମେନ୍ତ ବିଷ ଓ ନାଗଦଅଣାର ମୂଳ ତୁମ୍ଭମାନଙ୍କ ମଧିଅରେ ନରହେ।
18 para que, entre vós, não haja homem, nem mulher, nem família, nem tribo cujo coração, hoje, se desvie do Senhor , nosso Deus, e vá servir aos deuses destas nações; para que não haja entre vós raiz que produza erva venenosa e amarga,
19 ଆଉ ଯେପରି ଏହି ଅଭିଶାପର କଥା ଶକ୍ସ୍ଟଣି ମନମେନେ ଆପଣାର ଧନ୍ଯବାଦ କରି ନ କ ହେ ଯେ, 'ଆମ୍ଭେ ଶକ୍ସ୍ଟଖିଲା ସଙ୍ଗେ ଓଦାକକ୍ସ୍ଟ ଧ୍ବଂସ କରିବା ପାଇଁ ଆପଣା ଦୃଦଯ ରେ କାଠିନ୍ଯ ଅନକ୍ସ୍ଟସା ରେ ଚଳିଲେ ହେଁ ଆମ୍ଭର ମଙ୍ଗଳ ହବେ।'
19 ninguém que, ouvindo as palavras desta maldição, se abençoe no seu íntimo, dizendo: Terei paz, ainda que ande na perversidade do meu coração, para acrescentar à sede a bebedice.
20 ସଦାପ୍ରଭୁ ତାହାକକ୍ସ୍ଟ କ୍ଷମା କରିବାକୁ ସମ୍ମତ ହବେେ ନାହିଁ। ମାତ୍ର ତତ୍କ୍ଷଣାତ ସହେି ଲୋକପ୍ରତି ସଦାପ୍ରଭୁଙ୍କ କୋରଧ ଓ ଅନ୍ତଜର୍‌ବାଳା ସଧୂମ ହାଇେ ଉଠିବ।
20 O Senhor não lhe quererá perdoar; antes, fumegará a ira do Senhor e o seu zelo sobre tal homem, e toda maldição escrita neste livro jazerá sobre ele; e o Senhor lhe apagará o nome de debaixo do céu.
21 ପକ୍ସ୍ଟଣି ଏହି ପୁସ୍ତକକରେ ଲିଖିତ ସମସ୍ତ ଶାପ ତାହା ପାଇଁ ଛପି ରହିବ, ଆଉ ସଦାପ୍ରଭୁ ଆକାଶ ମଣ୍ତଳ ତଳକ୍ସ୍ଟ ତାହାର ନାମ ଲୋପ କରିବ। ଏବଂ ଏହି ବ୍ଯବସ୍ଥାପୁସ୍ତକ ଲିଖିତ ନିଯମର ସମସ୍ତ ଶାପ ଅନକ୍ସ୍ଟସା ରେ ସଦାପ୍ରଭୁ ତାହାକକ୍ସ୍ଟ ଇଶ୍ରାୟେଲର ସମସ୍ତ ଗୋଷ୍ଠୀଯ ମଧ୍ଯରକ୍ସ୍ଟ ଅମଙ୍ଗଳ ନିମନ୍ତେ ପୃଥକ କରିବେ।
21 O Senhor o separará de todas as tribos de Israel para calamidade, segundo todas as maldições da aliança escrita neste Livro da Lei.
22 ଭବିଷ୍ଯତ ରେ ତୁମ୍ଭର ଭବିଷ୍ଯତ ବଂଶଧରଗଣ ଓ ବହକ୍ସ୍ଟ ଦୂର ସ୍ଥାନରକ୍ସ୍ଟ ଆସକ୍ସ୍ଟଥିବା ବିଦେଶୀଗଣ ବିନାଶ ଓ ବିପର୍ୟ୍ଯଯ ଦେଖିବେ, ଯାହା ସଦାପ୍ରଭୁ ଦେଶକକ୍ସ୍ଟ ଆଘାତ କରିଛନ୍ତି।
22 Então, dirá a geração vindoura, os vossos filhos, que se levantarem depois de vós, e o estrangeiro que virá de terras longínquas, vendo as pragas desta terra e as suas doenças, com que o Senhor a terá afligido,
23 ସଦାପ୍ରଭୁ ଆପଣା କୋର୍ଧ ଓ କୋପରେ ଯେଉଁ ସଦୋମ ଓ ହ ମାରୋ, ଅଦ୍ମା ଓ ସବୋଯିମ ନଗରମାନ ଉତ୍ପାଟନ କରିଥିଲେ, ତାହାପରି ଏହି ଦେଶର ସମସ୍ତ ଭୂମି ଗନ୍ଧକ ଓ ଲବଣ ଓ ଦହନ ରେ ପରିପୂର୍ଣ୍ଣ ହାଇେଅଛି। ତହିଁରେ କିଛି ବକ୍ସ୍ଟଣାୟାଏ ନାହିଁ, କି ଫଳ ଉତ୍ପନ୍ନ ହକ୍ସ୍ଟଏ ନାହିଁ ଏବଂ ତହିଁରେ କୌଣସି ତୃଣ ବଢେ ନାହିଁ।
23 e toda a sua terra abrasada com enxofre e sal, de sorte que não será semeada, e nada produzirá, nem crescerá nela erva alguma, assim como foi a destruição de Sodoma e de Gomorra, de Admá e de Zeboim, que o Senhor destruiu na sua ira e no seu furor,
24 ସେତବେେଳେ ସବୁ ଗୋଷ୍ଠୀଯ ଲୋକମାନେ କହିବେ, 'ସଦାପ୍ରଭୁ ଏଦେଶ ପ୍ରତି କାହିଁକି ଏପରି କଲେ? ଏରୂପ ମହାକୋର୍ଧ ପ୍ରଜ୍ବଳିତ ହବୋର କାରଣ କ'ଣ?
24 isto é, todas as nações dirão: Por que fez o Senhor assim com esta terra? Qual foi a causa do furor de tamanha ira?
25 ତହିଁରେ ଲୋକମାନେ କହିବେ: 'ସଦାପ୍ରଭୁ ସମାନଙ୍କେ ପରମେଶ୍ବର ମିଶର ଦେଶରକ୍ସ୍ଟ ସମାନଙ୍କେ ପୂର୍ବପୁରୁଷମାନଙ୍କୁ ବାହାର କରି ଆଣିବା ସମୟରେ ସମାନଙ୍କେ ସହିତ ଯେଉଁ ନିଯମ କରିଥିଲେ ତାହା ସମାନେେ ତ୍ଯାଗ କରିଅଛନ୍ତି।
25 Então, se dirá: Porque desprezaram a aliança que o Senhor , Deus de seus pais, fez com eles, quando os tirou do Egito;
26 ଯେଉଁ ଦବେତାମାନଙ୍କୁ ସମାନେେ ଜାଣି ନଥିଲେ ଓ ସେ ସମାନଙ୍କେୁ ନଇେ ନଥିଲେ, ସମାନେେ ୟାଇ ସହେି ଅନ୍ୟ ଦବେତାଗଣର ପୂଜା କଲେ ଓ ସମାନଙ୍କେର ସବୋ କଲେ।
26 e se foram, e serviram a outros deuses, e os adoraram; deuses que não conheceram e que ele não lhes havia designado.
27 ଏଣୁ ଏହି ପୁସ୍ତକରେ ଲିଖିତ ସମସ୍ତ ଅଭିଶାପ ସହେି ଦେଶ ଉପରେ ବର୍ତ୍ତାଇବାକକ୍ସ୍ଟ ତହିଁ ପ୍ରତି ସଦାପ୍ରଭୁଙ୍କ କୋରଧ ପ୍ରଜ୍ବଳିତ ହେଲା।
27 Pelo que a ira do Senhor se acendeu contra esta terra, trazendo sobre ela toda a maldição que está escrita neste livro.
28 ପକ୍ସ୍ଟଣି ସଦାପ୍ରଭୁ କୋର୍ଧ ରେ ଓ ପ୍ରଚଣ୍ତତା ରେ ଓ ମହା କୋପରେ ସମାନଙ୍କେ ଦେଶରକ୍ସ୍ଟ ସମାନଙ୍କେୁ ଉତ୍ପାଟନ କଲେ ଓ ସମାନଙ୍କେୁ ଅନ୍ୟ ଦେଶ ରେ ନିକ୍ଷପେ କଲେ, ଯେଉଁଠା ରେ ସମାନେେ ଆଜି ଅଛନ୍ତି।'
28 O Senhor os arrancou, com ira, de sua terra, mas também com indignação e grande furor, e os lançou para outra terra, como hoje se vê.
29 ଗକ୍ସ୍ଟଲ୍ଗ ବିଷଯ ସବୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ଅଧିକାର ମାତ୍ର ଆମ୍ଭମାନେେ ଯମେନ୍ତ ଏହି ବ୍ଯବସ୍ଥାର ସବୁ ବାକ୍ଯ ପାଳନ କରିବା, ଏଥିପାଇଁ ପ୍ରକାଶିତ ବିଷଯ ସବୁ ବଂଶାନକ୍ସ୍ଟକ୍ରମେ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନଗଣର ଅଧିକାର।
29 As coisas encobertas pertencem ao Senhor , nosso Deus, porém as reveladas nos pertencem, a nós e a nossos filhos, para sempre, para que cumpramos todas as palavras desta lei.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Deuteronômio 29, comparar traduções ou montar um estudo — tudo direto pelo WhatsApp.