Deuteronômio 28
Oriya Bible (GL_ORIYA) vs NVT
1 ବର୍ତ୍ତମାନ ତୁମ୍ଭମାନେେ ଯଦି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ସ୍ବର ଶକ୍ସ୍ଟଣ ଏବଂ ସମସ୍ତ ଆଜ୍ଞା ପାଳନ କର, ଯାହା ମୁ ଆଜି ତୁମ୍ଭକୁ କହକ୍ସ୍ଟଅଛି, ତବେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ପୃଥିବୀର ଅନ୍ୟ ଜାତିଗଣ ଅପେକ୍ଷା ବହକ୍ସ୍ଟ ଉଚ୍ଚ ରେ ରଖିବେ।
1 “Se vocês obedecerem em tudo ao S enhor , seu Deus, e cumprirem fielmente todos estes mandamentos que hoje lhes dou, o S enhor , seu Deus, os colocará muito acima de todas as nações da terra.
2 ଏହି ସମସ୍ତ ଆଶୀର୍ବାଦ ତୁମ୍ଭମାନେେ ଗ୍ରହଣ କରିବ ଏବଂ ସଗେକ୍ସ୍ଟଡିକ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଆସିବ। କାରଣ ତୁମ୍ଭମାନେେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କର ସ୍ବର ଶକ୍ସ୍ଟଣିଛ।
2 Se obedecerem ao S enhor , seu Deus, vocês receberão as seguintes bênçãos:
3 ତକ୍ସ୍ଟମ୍ଭମାନେ ଏହି ନଗର ରେ ଆଶୀର୍ବାଦ ପ୍ରାଲ୍ଗ ହବେ ଓ କ୍ଷେତ୍ର ରେ ମଧ୍ଯ ଆଶୀର୍ବାଦ ପ୍ରାଲ୍ଗ ହବେ।
3 Suas cidades e seus campos serão abençoados.
4 ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରି ବହକ୍ସ୍ଟ ସନ୍ତାନ ଦବେେ। ତୁମ୍ଭମାନଙ୍କୁ ଫସଲ ବେଳେ ଏବଂ ତକ୍ସ୍ଟମ୍ଭ ପଶକ୍ସ୍ଟମାନଙ୍କୁ ମଧ୍ଯ ବହକ୍ସ୍ଟ ଶାବକ ଦବେେ, ସେ ମଧ୍ଯ ତୁମ୍ଭମାନଙ୍କର ବାଛକ୍ସ୍ଟରି ଓ ମେଣ୍ତାମାନଙ୍କୁ ଆଶୀର୍ବାଦ କରିବେ।
4 Seus filhos e suas colheitas serão abençoados. As crias de seu gado e de seus rebanhos serão abençoadas.
5 ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କର ପାତ୍ର ଖାଦ୍ୟ ରେ ପୂର୍ଣ୍ଣ କରିବେ।
5 Seus cestos de frutos e tigelas de amassar pão serão abençoados.
6 ଯେତବେେଳେ ତୁମ୍ଭମାନେେ ଆସିବ ଓ ବାହାରକକ୍ସ୍ଟ ୟିବ, ତୁମ୍ଭମାନେେ ଆଶୀର୍ବାଦ ପ୍ରାଲ୍ଗ ହବେ।
6 A todo lugar que forem e em tudo que fizerem, serão abençoados.
7 ସଦାପ୍ରଭୁ ସର୍ବଦା ତୁମ୍ଭମାନଙ୍କୁ ସହାୟ ଓ ତକ୍ସ୍ଟମ୍ଭ ଶତୃମାନଙ୍କୁ ବିନାଶ କରିବେ, ଯେଉଁମାନେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଉଠିବେ। ସମାନେେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ଗୋଟିଏ ବାଟରେ ଆସିବେ ଓ ସାତଟି ବାଟରେ ପଳାଯନ କରିବେ।
7 “O S enhor derrotará seus inimigos quando eles os atacarem. Eles virão contra vocês de uma direção, mas serão dispersados em sete direções.
8 ସଦାପ୍ରଭୁ ତୁମ୍ଭମାନଙ୍କର ଅମାର ପୂର୍ଣ୍ଣ କରିବେ। ସେ ତୁମ୍ଭକୁ ସବୁ କାର୍ୟ୍ଯ ରେ ଆଶୀର୍ବାଦ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭକୁ ଦଇେଥିବା ଦେଶ ଉପରେ ଆଶୀର୍ବାଦ କରିବେ।
8 “O S enhor lhes garantirá bênção em tudo que fizerem e encherá seus celeiros de cereais. O S enhor , seu Deus, os abençoará na terra que ele lhes dá.
9 ସଦାପ୍ରଭୁ ତୁମ୍ଭକୁ ତାଙ୍କର ପବିତ୍ର ଲୋକ ଭାବେ ପ୍ରତିଷ୍ଠା କରିବେ, ଠିକ୍ ଯେପରି ସେ ପ୍ରତିଜ୍ଞା କରିଛନ୍ତି। ସେ ଠିକ୍ ସହେିପରି କରିବେ କାରଣ ତୁମ୍ଭମାନେେ ତାଙ୍କର ଆଦେଶ ମାନ ଓ ତାଙ୍କର ପଥରେ ଗ୍ଭଲ।
9 “Se obedecerem aos mandamentos do S enhor , seu Deus, e andarem em seus caminhos, o S enhor os constituirá como seu povo santo, conforme prometeu sob juramento.
10 ଏହାପରେ ତୁମ୍ଭେ ସଦାପ୍ରଭୁଙ୍କ ନାମ ରେ ପ୍ରସିଦ୍ଦ ଅଛ ବୋଲି, ଦେଶର ସମସ୍ତ ଲୋକ ଦେଖିବେ ଓ ସମାନେେ ତକ୍ସ୍ଟମ୍ଭ ବିଷଯ ରେ ଭୟ କରିବେ।
10 Assim, todas as nações da terra verão que vocês são um povo que o S enhor tomou para si e os temerão.
11 ଏବଂ ସଦାପ୍ରଭୁ ତୁମ୍ଭମାନଙ୍କୁ ସମସ୍ତ ଉତ୍ତମ ଦ୍ରବ୍ଯ ରେ ପରିପୂର୍ଣ୍ଣ କରିବେ। ସେ ତୁମ୍ଭକୁ ଅନକେ ସନ୍ତାନ ରେ ପରିପୂର୍ଣ୍ଣ କରିବେ। ସେ ତୁମ୍ଭମାନଙ୍କୁ ଗୋବତ୍ସା ରେ ପରିପୂର୍ଣ୍ଣ କରିବେ। ସେ ତୁମ୍ଭର ଅମାର ଉତ୍ତମ ଫସଲ ରେ ପରିପୂର୍ଣ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ପୂର୍ବ ପୁରୁଷମାନଙ୍କୁ ଯେପରି ପ୍ରତିଜ୍ଞା କରିଥିଲେ।
11 “O S enhor lhes dará prosperidade na terra que ele jurou a seus antepassados que daria a vocês, e os abençoará com muitos filhos, rebanhos numerosos e colheitas fartas.
12 ଠିକ୍ ସମୟରେ ଉତ୍ତମ ବର୍ଷା ପ୍ରଦାନ କରିବାକୁ ସଦାପ୍ରଭୁ ତାଙ୍କର ଆକାଶର ଗନ୍ତାଘର ଖାଲିବେେ। ସଦାପ୍ରଭୁ ତୁମ୍ଭର ସମସ୍ତ କର୍ମ ରେ ଆଶୀର୍ବାଦ କରିବେ। ତୁମ୍ଭେ ଅନ୍ୟ ଗୋ୍ଟୀଯ ଲୋକମାନଙ୍କୁ ଋଣ ଦବେ। କିନ୍ତୁ ତୁମ୍ଭେ ସମାନଙ୍କେ ଠାରକ୍ସ୍ଟ କିଛି ଉଧାର ଆଣିବ ନାହିଁ।
12 No tempo certo, o S enhor enviará chuvas de seu rico tesouro no céu e abençoará todo o trabalho que realizarem. Vocês emprestarão a muitas nações, mas jamais precisarão tomar emprestado delas.
13 ସଦାପ୍ରଭୁ ତୁମ୍ଭକୁ ସର୍ବଦା ସମସ୍ତଙ୍କ ଉପରେ ସ୍ଥାପନ କରିବେ କେଉଁଥି ରେ ପଛ କରିବେ ନାହିଁ। ସେ ତୁମ୍ଭକୁ ସର୍ବଦା ମସ୍ତକ କରିବେ ଲାଙ୍ଗକ୍ସ୍ଟଳ କରିବେ ନାହିଁ। ଏହିପରି ସବୁ ହବେ, ଯଦି ତୁମ୍ଭମାନେେ ସଦାପ୍ରଭୁଙ୍କର ସମସ୍ତ ବିଧି ଓ ନିଯମ ମାନି ଚଳିବ। ଯାହା ଆଜି ମୁ ତୁମ୍ଭମାନଙ୍କୁ କହକ୍ସ୍ଟଅଛ।
13 Se derem ouvidos a estes mandamentos que hoje lhes dou e se os cumprirem fielmente, o S enhor os fará cabeça, e não cauda, e vocês estarão sempre por cima, e nunca por baixo.
14 ଆଜି ମୁ ତୁମ୍ଭକୁ ସଦାପ୍ରଭୁଙ୍କର ଯେଉଁ ଶିକ୍ଷା ଦେଉଅଛି ସେଥିରକ୍ସ୍ଟ କବେେ ବିମକ୍ସ୍ଟଖ ହକ୍ସ୍ଟଅ ନାହିଁ। ତୁମ୍ଭେ ଦକ୍ଷିଣ କି ବାମକକ୍ସ୍ଟ ଫରେିବ ନାହିଁ। ତୁମ୍ଭମାନେେ ଅନ୍ୟ ଦବେତାମାନଙ୍କୁ ଅନକ୍ସ୍ଟସରଣ କିଅବା ଉପାସନା କରିବ ନାହିଁ।
14 Não se desviem, por menos que seja, de nenhum dos mandamentos que hoje lhes dou, e não sigam outros deuses nem os adorem.”
15 କିନ୍ତୁ ତୁମ୍ଭମାନେେ ଯଦି ସଦାପ୍ରଭୁ ଆପଣା ପରମେଶ୍ବରଙ୍କର ବାକ୍ଯ ନଶକ୍ସ୍ଟଣ, ଯତ୍ନଶୀଳ ନହକ୍ସ୍ଟଅ ଏବଂ ଯଦି ତୁମ୍ଭେ ତାଙ୍କର ବିଧି ଓ ନିଯମ ପାଳନ ନକର, ଯାହା ମୁ ତୁମ୍ଭମାନଙ୍କୁ ଦେଉଛି। ତବେେ ଏହି ଅଭିଶାପଗକ୍ସ୍ଟଡିକ ତୁମ୍ଭମାନଙ୍କ ଉପରେ ବର୍ତ୍ତିବ।
15 “Mas, se vocês se recusarem a dar ouvidos ao S enhor , seu Deus, e não cumprirem todos os mandamentos e decretos que hoje lhes dou, as seguintes maldições cairão sobre vocês e os atingirão:
16 ସଦାପ୍ରଭୁ ତୁମ୍ଭମାନଙ୍କୁ ନଗର ରେ ଓ କ୍ଷେତ୍ର ରେ ଅଭିଶାପ ଦବେେ।
16 Suas cidades e seus campos serão amaldiçoados.
17 ତୁମ୍ଭମାନଙ୍କର ଖାଇବ ପାତ୍ର ଅଭିଶଲ୍ଗ ହବେ। ସେଥି ରେ ଖାଦ୍ୟ ରହିବ ନାହିଁ।
17 Seus cestos de frutos e suas tigelas de amassar pão serão amaldiçoados.
18 ସଦାପ୍ରଭୁ ତୁମ୍ଭକୁ ଅଭିଶାପ ଦବେେ ଏବଂ ତୁମ୍ଭମାନେେ ବହକ୍ସ୍ଟ ସନ୍ତାନର ଅଧିକାରୀ ହବେ ନାହିଁ। ସେ ତୁମ୍ଭର କ୍ଷତକେକ୍ସ୍ଟ ଅଭିଶଲ୍ଗ କରିବେ ଏବଂ ତୁମ୍ଭେ ଉତ୍ତମ ଫସଲର ଅଧିକାରୀ ହବେନାହିଁ। ସେ ତୁମ୍ଭର ପଶକ୍ସ୍ଟମାନଙ୍କୁ ଅଭିଶାପ ଦବେେ, ତାଙ୍କର ଅନକେ ଶାବକ ହବେନୋହିଁ। ସେ ତୁମ୍ଭର ଗାଈ ଓ ମଷେମାନଙ୍କୁ ମଧ୍ଯ ଅଭିଶାପ ଦବେେ।
18 Seus filhos e suas colheitas serão amaldiçoados. As crias de seu gado e de seus rebanhos serão amaldiçoadas.
19 ପ୍ରବେଶ କରିବା ବେଳେ ଓ ବାହାରକକ୍ସ୍ଟ ୟିବା ବେଳେ ତୁମ୍ଭେ ଶାପଗ୍ରସ୍ତ ହବେ।
19 A todo lugar que forem e em tudo que fizerem, serão amaldiçoados.
20 ତୁମ୍ଭେ ଯଦି କକ୍ସ୍ଟକର୍ମ କର ଏବଂ ସଦାପ୍ରଭୁଙ୍କ ପ୍ରତି ବିମକ୍ସ୍ଟଖ ହକ୍ସ୍ଟଅ, ତବେେ ସେ ତୁମ୍ଭର ସର୍ବଦା ଅମଙ୍ଗଳ କରିବେ। ତୁମ୍ଭର ସବୁ କାର୍ୟ୍ଯ ରେ ହତୋତ୍ସାହ ଓ ଅସକ୍ସ୍ଟବିଧା ଜନ୍ମିବ। ତୁମ୍ଭେ ସଐୂର୍ଣ ଭାବରେ ବିନାଶ ହବୋ ପର୍ୟ୍ଯନ୍ତ ସେ ତୁମ୍ଭର ଏହିପରି କରିବେ। ସେ ତକ୍ସ୍ଟମ୍ଭ ପ୍ରତି ଏପରି କରିବେ କାରଣ ତୁମ୍ଭେ ତାଙ୍କଠା ରେ ବିମକ୍ସ୍ଟଖ ହାଇେଛ ଓ ତାଙ୍କଠାରକ୍ସ୍ଟ ଦୂ ରଇେ ରହିଛ।
20 “O próprio S enhor enviará maldições, confusão e frustração em tudo que fizerem, até que, por fim, vocês sejam completamente destruídos por terem praticado o mal e me abandonado.
21 ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତୁମ୍ଭକୁ ମହାମାରୀ ରୋଗ ରେ ଆକ୍ରାନ୍ତ କରିବେ। ତୁମ୍ଭମାନେେ ଯେଉଁ ଦେଶକକ୍ସ୍ଟ ଅଧିକାର କରିବାକୁ ଯାଉଅଛ, ସହେି ଦେଶରକ୍ସ୍ଟ ତୁମ୍ଭମାନଙ୍କୁ ଧ୍ବଂସ କରିବେ।
21 O S enhor os afligirá com pragas, até fazê-los desaparecer da terra em que estão prestes a entrar para tomar posse.
22 ସଦାପ୍ରଭୁ ତୁମ୍ଭକୁ ରୋଗ, ଜ୍ବର ଓ ଜ୍ବଳା ରେ ଦଣ୍ତିତ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କୁ ଅତ୍ଯଧିକ ଉତ୍ତାପ ଦବେେ ଯେଉଁଥି ରେ ତୁମ୍ଭମାନେେ ଉତ୍ତମ ବର୍ଷା ପାଇବ ନାହିଁ। ତୁମ୍ଭର ଫସଲ ବର୍ଷା ଅଭାବରେ ମରିୟିବ। ତୁମ୍ଭର ବିନାଶ ହବୋ ପର୍ୟ୍ଯନ୍ତ ସମସ୍ତ କକ୍ସ୍ଟକର୍ମମାନ ଘଟିବ।
22 O S enhor os ferirá com doenças debilitantes, com febres e inflamações, com calor ardente e secas, com ferrugem e mofo. Essas calamidades os perseguirão até que vocês morram.
23 ଆକାଶ ପିତ୍ତଳ ପରି ଦଖାୟିବେ ଏବଂ ଭୂମି ଲକ୍ସ୍ଟହାପରି ଦଖାୟିବେ।
23 O céu sobre sua cabeça será tão duro quanto o bronze, e a terra debaixo de vocês será tão impenetrável quanto o ferro.
24 ସଦାପ୍ରଭୁ ତୁମ୍ଭକୁ ବର୍ଷା ଦବେେ ନାହିଁ। ଆକାଶରକ୍ସ୍ଟ କବଳେ ଧୂଳି ଓ ବାଲି ବର୍ଷା କରିବେ। ତୁମ୍ଭମାନଙ୍କର ଧ୍ବଂସ ହବୋ ପର୍ୟ୍ଯନ୍ତ ଏହିପରି ଲାଗି ରହିବ।
24 O S enhor transformará em pó a chuva que rega sua terra, e cinzas cairão do céu até que vocês sejam destruídos.
25 ସଦାପ୍ରଭୁ ତୁମ୍ଭମାନଙ୍କୁ ତକ୍ସ୍ଟମ୍ଭ ଶତୃମାନଙ୍କ ହାତ ରେ ତୁମ୍ଭକୁ ପରାସ୍ତ କରାଇବେ। ତୁମ୍ଭେ ୟକ୍ସ୍ଟଦ୍ଧ କରିବା ପାଇଁ ଗୋଟିଏ ବାଟରେ ପଶିବ ମାତ୍ର ସାତଟି ବାଟରେ ପଳାଯନ କରି ଆସିବ। ତୁମ୍ଭମାନଙ୍କ ପ୍ରତି ଏପରି ଘଟଣାମାନ ସବୁ ଘଟିବ ଯେଉଁଥି ରେ ସମସ୍ତ ପୃଥିବୀବାସୀ ତାହା ଦେଖି ଭୟ କରିବେ।
25 “O S enhor fará seus inimigos os derrotarem. Vocês os atacarão de uma direção, mas serão dispersados em sete direções. Serão motivo de horror para todos os reinos da terra.
26 ତୁମ୍ଭମାନଙ୍କର ମୃତ ଶରୀର ସବୁ ହିଂସ୍ର ଜନ୍ତକ୍ସ୍ଟ, ପକ୍ଷୀମାନଙ୍କର ଖାଦ୍ୟ ହବେ। ସମାନଙ୍କେୁ ଘଉଡାଇବା ପାଇଁ କହେି ନଥିବେ।
26 Seus cadáveres serão alimento para as aves do céu e para os animais selvagens, e não haverá ninguém para enxotá-los.
27 ସଦାପ୍ରଭୁ ତୁମ୍ଭମାନଙ୍କୁ ମିସ୍ରୀଯ ବଥ, ଅର୍ଶ, ଜାଦକ୍ସ୍ଟ ଓ କକ୍ସ୍ଟଣ୍ତିଆଣି ଦ୍ବାରା ଆଘାତ କରିବେ, ଯେପରି ମିଶରୀଯମାନଙ୍କୁ କରିଥିଲେ। ଏଥିରକ୍ସ୍ଟ ତୁମ୍ଭମାନେେ ଆରୋଗ୍ୟ ହାଇପୋରିବ ନାହିଁ।
27 “O S enhor os afligirá com as feridas purulentas do Egito e com tumores, sarna e coceira incuráveis.
28 ସଦାପ୍ରଭୁ ତୁମ୍ଭମାନଙ୍କୁ ଉନ୍ନାଦ ଓ ଅନ୍ଧତା ଓ ତିତ୍ତ ସ୍ତବ୍ଧତା ଦ୍ବାରା ଆଘାତ କରିବେ।
28 O S enhor os castigará com loucura, cegueira e pânico.
29 ତୁମ୍ଭମାନେେ ଦିନ ବେଳେ ମଧ୍ଯ ଅନ୍ଧଙ୍କ ପରି ଦରାଣ୍ତି ହବେ। ତୁମ୍ଭମାନେେ ଆପଣା କାର୍ୟ୍ଯ ରେ ସର୍ବଦା କୃତକାର୍ୟ୍ଯ ହବେନାହିଁ। ତୁମ୍ଭେ ସର୍ବଦା ଉପଦ୍ରବଗ୍ରସ୍ଥ ଓ ଲକ୍ସ୍ଟସ୍ଖିତ ହବେ। କହେି ତୁମ୍ଭକୁ ଉଦ୍ଧାର କରିବାକୁ ନଥିବେ।
29 Andarão tateando em plena luz do dia, como cegos na escuridão, mas não encontrarão o caminho. Serão oprimidos e roubados continuamente, e ninguém virá para socorrê-los.
30 ତୁମ୍ଭେ ଏକ ସ୍ତ୍ରୀଲୋକକୁ ବିବାହ କରିବ କିନ୍ତୁ ଅନ୍ୟ ଜଣେ ପୁରୁଷ ତାକକ୍ସ୍ଟ ଧର୍ଷଣ କରିବ। ତୁମ୍ଭେ ଏକ ଗୃହ ନିର୍ମାଣ କରିବ କିନ୍ତୁ ସେଥି ରେ ଅନ୍ୟ ଜଣେ ବାସ କରିବ। ତୁମ୍ଭମାନେେ ଦ୍ରାକ୍ଷାକ୍ଷେତ୍ର ରୋପଣ କରିବ ଓ ଅନ୍ୟ ଜଣେ ତା'ର ଫଳସବୁ ଖାଇବ। ତୁମ୍ଭେ ସେଥିରକ୍ସ୍ଟ କିଛି ପାଇବ ନାହିଁ।
30 “Você ficará noivo de uma mulher, mas outro homem dormirá com ela. Construirá uma casa, mas outra pessoa morará nela. Plantará um vinhedo, mas não aproveitará seus frutos.
31 ଲୋକମାନେ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ତୁମ୍ଭର ଗୋବତ୍ସାମାନଙ୍କୁ ବଧ କରିବେ। କିନ୍ତୁ ତୁମ୍ଭେ ତା'ର ମାଂସ ଖାଇ ପାରିବ ନାହିଁ। ଲୋକମାନେ ତୁମ୍ଭର ଗଧମାନ ନଇେ ଯିବେ। ସମାନେେ ତାହା ତୁମ୍ଭକୁ ଫରୋଇବେ ନାହିଁ। ତୁମ୍ଭର ଶତୃମାନେ ତୁମ୍ଭର ମଷେମାନଙ୍କୁ ନଇେଯିବେ କିନ୍ତୁ ଉଦ୍ଧାର କରିବାକୁ କହେି ନଥିବେ।
31 Seu boi será abatido diante de seus olhos, mas você não provará um pedaço sequer da carne. Seu jumento lhe será tomado e não será devolvido. Suas ovelhas serão entregues a seus inimigos, e não haverá quem o ajude.
32 ତକ୍ସ୍ଟମ୍ଭ ପକ୍ସ୍ଟତ୍ର କନ୍ଯାଗଣ ଅନ୍ୟମାନଙ୍କୁ ଦିଆୟିବ। ସବୁ ବେଳେ ତୁମ୍ଭେ ତାଙ୍କୁ ଗ୍ଭହକ୍ସ୍ଟଁ ଗ୍ଭହକ୍ସ୍ଟଁ ଦିନ ୟିବ। କିନ୍ତୁ ତୁମ୍ଭମାନେେ କିଛି କରିପାରିବ ନାହିଁ। କିନ୍ତୁ ପରମେଶ୍ବର ତୁମ୍ଭର କୌଣସି ସାହାୟ୍ଯ କରିବେ ନାହିଁ।
32 Você verá seus filhos e filhas serem levados embora como escravos. Sentirá intensa saudade deles, mas nada poderá fazer.
33 ତୁମ୍ଭେ ତୁମ୍ଭର କଠିନ ପରିଶ୍ରମ କରିଥିବା ଫଳ ଅନ୍ୟମାନେ ନଇେଯିବେ। ଏବଂ ତୁମ୍ଭେ ସର୍ବଦା କବଳେ ଉପଦ୍ରବ ଗ୍ରସ୍ତ ଓ ନିର୍ୟ୍ଯାତନା ଭୋଗ କରିବ।
33 Uma nação estrangeira desconhecida consumirá as colheitas que vocês trabalharam arduamente para produzir. Vocês sofrerão opressão constante e serão tratados com crueldade.
34 ତୁମ୍ଭେ ଯାହା ଦେଖିବ ତାହାରି ପାଇଁ ତୁମ୍ଭେ ଉନ୍ନତ ହବେ।
34 Quando virem as tragédias ao seu redor, acabarão enlouquecendo.
35 ସଦାପ୍ରଭୁ ତୁମ୍ଭର ଜନକ୍ସ୍ଟ ଓ ଜଙ୍ଘ ଓ ତଳିପାରକ୍ସ୍ଟ ମସ୍ତକ ୟାଏ ବ୍ଯଥାଦାଯୀ ବଥଦ୍ବାରା ତୁମ୍ଭକୁ ଆଘାତ କରିବେ। ତହିଁରକ୍ସ୍ଟ ତୁମ୍ଭେ ସକ୍ସ୍ଟସ୍ଥ ହାଇେ ପାରିବ ନାହିଁ।
35 O S enhor lhes cobrirá os joelhos e as pernas com feridas incuráveis. Terão feridas da cabeça aos pés.
36 ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭେ ଯାହାକକ୍ସ୍ଟ ଆପଣା ଉପରେ ନିୟକ୍ସ୍ଟକ୍ତ କଲ ତୁମ୍ଭର ସହେି ରାଜାକକ୍ସ୍ଟ ତୁମ୍ଭର ଓ ତକ୍ସ୍ଟମ୍ଭ ପୂର୍ବପୁରୁଷ ଅଜ୍ଞାତ ଏକ ଗୋଷ୍ଠୀଯ ଲୋକଙ୍କ ନିକଟକକ୍ସ୍ଟ ନିର୍ବାସିତ କରିବେ। ଏବଂ ସଠାେରେ ତୁମ୍ଭମାନେେ କାଠ ପଥର ଦବେତାମାନଙ୍କର ସବୋ କରିବ।
36 “O S enhor enviará vocês e seu rei para o exílio numa nação que vocês e seus antepassados não conheceram. Ali, adorarão deuses de madeira e de pedra!
37 ସଠାେରେ ତୁମ୍ଭମାନେେ ନିଜେ ଏକ ଭୟାନକ ଦୃଶ୍ଯ ରେ ପରିଣତ ହବେ, ସହେି ସମସ୍ତ ଜାତିମାନଙ୍କ ଆଗ ରେ ଅପମାନର ଓ ଉପହାସର ପାତ୍ର ହବେ। ଯେଉଁଠାକକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କୁ ନଇେଯିବେ।
37 Serão motivo de horror, de ridículo e de zombaria entre as nações para as quais o S enhor os enviar.
38 ତୁମ୍ଭେ କ୍ଷେତ୍ରକକ୍ସ୍ଟ ବହକ୍ସ୍ଟତ ବିହନ ବହିନବେ ମାତ୍ର ଅଳ୍ପ ସଂଗ୍ରହ କରିବ। କାରଣ ପଙ୍ଗପାଳ ତାହା ଖାଇ ପକାଇବେ।
38 “Semearão muito, mas colherão pouco, pois os gafanhotos devorarão suas plantações.
39 ତୁମ୍ଭେ ଦ୍ରାକ୍ଷାକ୍ଷେତ୍ର ରୋପି ପ୍ରସ୍ତକ୍ସ୍ଟତ କରିବ, ମାତ୍ର ଦ୍ରାକ୍ଷାରସ ପାନ କରିବାକୁ କି ଦ୍ରାକ୍ଷାଫଳ ସଂଗ୍ରହ କରିବାକୁ ପାଇବ ନାହିଁ। କାରଣ ପୋକମାନେ ତାହା ଖାଇ ପକାଇବେ।
39 Plantarão vinhedos e cuidarão deles, mas não beberão o vinho nem comerão as uvas, pois vermes devorarão as videiras.
40 ତୁମ୍ଭର ସମସ୍ତ କ୍ଷେତ୍ର ରେ ଜିତ ବୃକ୍ଷ ହବେ। କିନ୍ତୁ ତୁମ୍ଭମାନେେ କୌଣସି ତୈଳ ସଂଗ୍ରହ କରିବାକୁ ସମର୍ଥ ହବେ ନାହିଁ। କାରଣ ଭୂମିରେ ତା'ର ସମସ୍ତ ଫଳ ଝଡି ପଡିବ।
40 Cultivarão oliveiras em todo o seu território, mas nunca usarão azeite, pois os frutos cairão antes de amadurecer.
41 ତୁମ୍ଭମାନେେ ପକ୍ସ୍ଟତ୍ରକନ୍ଯା ଜନ୍ମ କରିବ, ମାତ୍ର ସମାନେେ ତୁମ୍ଭର ହବେେ ନାହିଁ କାରଣ ସମାନେେ ବନ୍ଦୀ ହାଇଯେିବେ।
41 Terão filhos e filhas, mas os perderão, pois eles serão levados para o cativeiro.
42 ପଙ୍ଗପାଳ ଦଳ ତୁମ୍ଭର ସମସ୍ତ ଫସଲ ଓ ବୃକ୍ଷ ସବୁ ଖାଇଯିବେ।
42 Enxames de insetos destruirão suas árvores e suas plantações.
43 ତୁମ୍ଭମାନଙ୍କ ମଧିଅରେ ବାସ କରୁଥିବା ବିଦେଶୀମାନେ ତୁମ୍ଭମାନଙ୍କ ଠାରକ୍ସ୍ଟ ଅଧିକ ଶକ୍ତିଶାଳୀ ହବେେ। ତୁମ୍ଭମାନେେ ଯେଉଁ ଶକ୍ତିର ଅଧିକାରୀ ହାଇେଥିବ, ତାହା ଲୋପ ପାଇବ।
43 “Os estrangeiros que vivem entre vocês se tornarão cada vez mais fortes, enquanto vocês se tornarão cada vez mais fracos.
44 ବିଦେଶୀମାନେ ତୁମ୍ଭକୁ ଋଣ ଦବେେ। କିନ୍ତୁ ତୁମ୍ଭମାନଙ୍କ ପାଖ ରେ ଅର୍ଥ ନ ଥିବ ଋଣ ପ୍ରତିଶାଧେ ପାଇଁ। ସମାନେେ ମସ୍ତକ ପରି ତୁମ୍ଭମାନଙ୍କୁ ପରିଗ୍ଭଳନା କରିବେ। ତୁମ୍ଭମାନେେ ଲାଙ୍ଗକ୍ସ୍ଟଡ ତକ୍ସ୍ଟଲ୍ଯ ତାଙ୍କଦ୍ବାରା ପରିଗ୍ଭଳିତ ହବେ।
44 Eles lhes emprestarão dinheiro, mas vocês não emprestarão a eles. Eles serão a cabeça, e vocês serão a cauda!
45 ସବୁ ଅଭିଶାପ ତକ୍ସ୍ଟମ୍ଭ ନିକଟକକ୍ସ୍ଟ ଆସିବ ତୁମ୍ଭେ ନଷ୍ଟ ହବୋ ପର୍ୟ୍ଯନ୍ତ। କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ବାକ୍ଯ ପ୍ରତି ତୁମ୍ଭମାନେେ କର୍ଣପାତ କଲନାହିଁ। ତୁମ୍ଭେ ସଦାପ୍ରଭୁଙ୍କର ଆଜ୍ଞା ଓ ବ୍ଯବସ୍ଥାମାନ ମାନିଲ ନାହିଁ।
45 “Se vocês se recusarem a dar ouvidos ao S enhor , seu Deus, e a obedecer aos mandamentos e decretos que ele lhes deu, todas estas maldições os perseguirão e os alcançarão até que sejam destruídos.
46 ସବୁ ଅଭିଶାପ ତକ୍ସ୍ଟମ୍ଭ ଉପରେ ଓ ପୁରୁଷନକ୍ସ୍ଟକ୍ରମେ ତକ୍ସ୍ଟମ୍ଭ ବଂଶ ଉପରେ ରହିବ। ଏହା ଚିହ୍ନସ୍ବରୂପ ଓ ସଦାପ୍ରଭୁଙ୍କର ବିଗ୍ଭରର ପ୍ରମାଣ ହାଇେ ରହିବ।
46 Estes horrores servirão de sinal e advertência para vocês e seus descendentes para sempre.
47 କାରଣ ତୁମ୍ଭେ ସର୍ବପ୍ରକାର ସଐତ୍ତି ବହକ୍ସ୍ଟଳରୂପେ ପାଇଲେ ହେଁ ଆନନ୍ଦ ଚିତ୍ତ ରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶଓରଙ୍କୁ ସବୋ କଲ ନାହିଁ।
47 Se não servirem ao S enhor , seu Deus, com alegria e entusiasmo pelos muitos benefícios que receberam,
48 ତେଣୁ ସଦାପ୍ରଭୁ ଯେଉଁ ଶତୃମାନଙ୍କୁ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ପଠାଇବେ, ତୁମ୍ଭେ କ୍ଷକ୍ସ୍ଟଧା ରେ ଓ ତୃଷା ରେ ଓ ଉଲଙ୍ଗତା ରେ ଏବଂ ସବୁପ୍ରକାର ଅଭାବରେ ସମାନଙ୍କେର ଦାସକର୍ମ କରିବ। ଆଉ ଶତୃ ତୁମ୍ଭକୁ ବିନଷ୍ଟ କରିବା ୟାଏ ତକ୍ସ୍ଟମ୍ଭ କାନ୍ଧ ରେ ଲକ୍ସ୍ଟହାର ଜକ୍ସ୍ଟଆଳି ଦବେ।
48 servirão aos inimigos que o S enhor enviará contra vocês. Ficarão famintos, sedentos, despidos e desprovidos de tudo. O S enhor porá um jugo de ferro sobre seu pescoço e os oprimirá severamente até que os tenha destruído.
49 ସଦାପ୍ରଭୁ ତକ୍ସ୍ଟମ୍ଭପାଇଁ ଦୂରରକ୍ସ୍ଟ ଅନ୍ୟ ଏକ ଜାତି ଆଣିବେ, ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ସମାନେେ ୟକ୍ସ୍ଟଦ୍ଧ କରିବେ। ତୁମ୍ଭେ ସମାନଙ୍କେର ଭାଷା ବକ୍ସ୍ଟଝିପାରିବ ନାହିଁ। ସମାନେେ ଖକ୍ସ୍ଟବ୍ଶିଘ୍ର ଆସିବେ। ଯେପରି ଆକାଶରକ୍ସ୍ଟ ବାଜପକ୍ଷୀ ଓହ୍ଲାଇଲା ପରି ।
49 “Dos confins da terra, o S enhor trará contra vocês uma nação distante que se lançará sobre vocês como um abutre. Será uma nação cuja língua vocês não compreendem,
50 ସହେି ଲୋକମାନେ ଅତ୍ଯନ୍ତ କୃର ହବେ। ବୃଦ୍ଧ ଲୋକମାନଙ୍କ ପ୍ରତି ମଧ୍ଯ ସମାନେେ ଦୟା ଦଖାଇବେେ ନାହିଁ। ସମାନେେ ତୁମ୍ଭର ପିଲାମାନଙ୍କ ପ୍ରତି ମଧ୍ଯ ଦୟା ଦଖାଇବେେ ନାହିଁ।
50 povo feroz e cruel, que não tem respeito pelos idosos nem pena dos jovens.
51 ସମାନେେ ତୁମ୍ଭର ପଶକ୍ସ୍ଟ ଓ ବଢିଥିବା ଶସ୍ଯ ନଇେଯିବେ। ତୁମ୍ଭମାନଙ୍କୁ ଧ୍ବଂସ କରିବା ପର୍ୟ୍ଯନ୍ତ ସମାନେେ ସମସ୍ତ ଦ୍ରବ୍ଯ ନଇେଯିବେ। ସମାନେେ ତୁମ୍ଭମାନଙ୍କ ପାଇଁ କୌଣସି ଶସ୍ଯ ରଖିବେ ନାହିଁ। ମଦ, ତଲେ, ଗାଈ, ମଷେ କିଅବା ଛଳେି ଅବଶିଷ୍ଟ କିଛି ରଖିବେ ନାହିଁ। ସମାନେେ ତୁମ୍ଭମାନଙ୍କୁ ତଳିତଳାନ୍ତ କରିବା ପର୍ୟ୍ଯନ୍ତ ସମସ୍ତ ଦ୍ରବ୍ଯ ସମାନେେ ନଇେଯିବେ।
51 Os exércitos deles devorarão seus animais e colheitas, e vocês serão destruídos. Não deixarão coisa alguma dos seus cereais, nem vinho novo, azeite, bezerros ou cordeiros, e vocês morrerão de fome.
52 ଅନ୍ୟ ଜାତୀଯମାନେ ତୁମ୍ଭମାନଙ୍କୁ ଘରୋଉ କରି ରଖିବେ ଓ ତୁମ୍ଭମାନଙ୍କ ସହରକକ୍ସ୍ଟ ଆକ୍ରମଣ କରିବେ। ତୁମ୍ଭମାନେେ ଭାବିବ ଯେ ତୁମ୍ଭମାନଙ୍କର ଉଚ୍ଚ ଓ ଦୃଢ ପାଚରେୀ ତୁମ୍ଭମାନଙ୍କୁ ସକ୍ସ୍ଟରକ୍ଷା ଦବେ ମାତ୍ର ତାହା ତୁମ୍ଭମାନଙ୍କୁ ସକ୍ସ୍ଟରକ୍ଷା ଦଇପୋରିବ ନାହିଁ। ସହେି ପାଚରେୀମାନ ଭାଙ୍ଗି ପଡିବ। ସଦାପ୍ରଭୁ ଦଇେଥିବା ଦେଶ ରେ ସବୁଆଡେ ଶତୃମାନଙ୍କର ଛାଉଣୀ ହାଇଯେିବ।
52 Atacarão suas cidades até derrubarem todos os muros fortificados de sua terra, as muralhas nas quais vocês confiavam como proteção. Atacarão todas as cidades da terra que o S enhor , seu Deus, lhes dá.
53 ତୁମ୍ଭମାନେ ବହକ୍ସ୍ଟତ ଦକ୍ସ୍ଟଃଖ କଷ୍ଟ ଭୋଗ କରିବେ। ତକ୍ସ୍ଟମ୍ଭ ଚତକ୍ସ୍ଟଃପାଶର୍ବ ରେ ଥିବା ଶତୃମାନେ ତୁମ୍ଭମାନଙ୍କୁ ଖାଦ୍ୟ ଦବେେ ନାହିଁ। ତୁମ୍ଭମାନେେ ଭୋକରେ ରହିବ। ତୁମ୍ଭମାନେେ ଏତେ ଭୋକରେ ରହିବ ଯେ ତୁମ୍ଭମାନେେ ଆପଣା ପକ୍ସ୍ଟତ୍ରକନ୍ଯାମାନଙ୍କୁ ଖାଇ ୟିବ। ସଦାପ୍ରଭୁଙ୍କ ଦତ୍ତ ତୁମ୍ଭମାନଙ୍କର ଶିଶକ୍ସ୍ଟ ସନ୍ତାନମାନଙ୍କୁ ତୁମ୍ଭମାନେେ ଭକ୍ଷଣ କରିବ।
53 “O cerco e a grande aflição que o ataque inimigo causará serão tão terríveis que vocês comerão a carne de seus próprios filhos e filhas, que o S enhor , seu Deus, lhes deu.
54 ଏପରିକି ତୁମ୍ଭମାନଙ୍କ ମଧିଅରେ ଥିବା ଦୟାଳକ୍ସ୍ଟ ଭଦ୍ ରେଲାକ ମଧ୍ଯ ଅତି କୃର ହାଇେ ଉଠିବ। ସେ ଅନ୍ୟମାନଙ୍କ ପାଇଁ ଅତି ନିଷ୍ଠକ୍ସ୍ଟର ହବେ। ସେ ମଧ୍ଯ ତା'ର ସ୍ତ୍ରୀ ପାଇଁ ନିଷ୍ଠକ୍ସ୍ଟର ହବେ ଯାହାକକ୍ସ୍ଟ ସେ ବହକ୍ସ୍ଟତ ଭଲ ପାଉଥିଲା। ଏବଂ ସେ ମଧ୍ଯ ତା'ର ପିଲାମାନଙ୍କ ପାଇଁ ନିଷ୍ଠକ୍ସ୍ଟର ହବେ।
54 Até o homem de coração mais gentil em seu meio não terá pena do próprio irmão, da esposa amada e dos filhos que sobreviverem.
55 ସେ ତା'ର ପିଲାମାନଙ୍କର ମାଂସ ଖାଇୟିବ ଏବଂ ଆଉ କାହାକକ୍ସ୍ଟ ତାହା ଖାଇବାକକ୍ସ୍ଟ ଦବେ ନାହିଁ। ଏପରିକି ସେ ତା'ର ପରିବାର ରେ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ଯ ଦବେ ନାହିଁ। ଏହା ସେ କରିବ, ଯେତବେେଳେ ତୁମ୍ଭମାନଙ୍କର ଶତୃଗଣ ତୁମ୍ଭମାନଙ୍କର ନଗରଗୁଡିକୁ କରାଯତ୍ତ କରିବେ ଏବଂ ତୁମ୍ଭମାନଙ୍କୁ ବିନା ଖାଦ୍ୟ ରେ ୟନ୍ତ୍ରଣା ଦବେେ।
55 Ele se recusará a dividir com eles a carne que estiver devorando, a carne de um dos próprios filhos, pois não sobrará outra coisa para ele comer durante o cerco e a grande aflição que o inimigo trará sobre todas as suas cidades.
56 ଏପରିକି ତୁମ୍ଭମାନଙ୍କ ମଧିଅରେ ଥିବା ଦୟାଳକ୍ସ୍ଟ ସ୍ତ୍ରୀଲୋକ ମଧ୍ଯ ନିଷ୍ଠକ୍ସ୍ଟର ହାଇେ ଉଠିବ। ସେ ତା'ର ଜୀବନକକ୍ସ୍ଟ ଏପରି ଉତ୍ସର୍ଗ କରିଥିଲା ଯେ ସେ କବେେ ତା'ର ପାଦ ପଦାକକ୍ସ୍ଟ ବାହାର କରି ନଥିଲା। ସେ ତା'ର ସ୍ବାମୀ, ତା'ର ପିଲାମାନଙ୍କ ପ୍ରତି ନିଷ୍ଠକ୍ସ୍ଟର ହବେ।
56 A mulher de coração mais gentil entre vocês, tão delicada que nem sequer tocaria o chão com o pé, será mesquinha com o marido a quem ama e com o próprio filho ou filha.
57 ଏପରି ହବେ ସହେି ସ୍ତ୍ରୀ ଲୋକ ଯେଉଁ ପିଲାକକ୍ସ୍ଟ ଜନ୍ମ ଦବେ ତାକକ୍ସ୍ଟ ଓ ତାହା ସହିତ ବାହାରିଥିବା ସମସ୍ତ ଦ୍ରବ୍ଯକକ୍ସ୍ଟ ସେ ଖାଇ ପକାଇବ। ଯେତବେେଳେ ଶତୃମାନେ ତୁମ୍ଭମାନଙ୍କୁ କବଳିତ କରି ରଖିବେ, ସହେି ସମୟରେ ଏପରି କର୍ମମାନ ଘଟିବ।
57 Esconderá deles a placenta e o bebê recém-nascido que ela deu à luz para comê-los sozinha em segredo. Não terá outra coisa para comer durante o cerco e a grande aflição que o inimigo trará sobre todas as suas cidades.
58 ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର, ଏହି ଗୌରବମଯ ଓ ଭୟଙ୍କର ନାମକକ୍ସ୍ଟ ଭୟ କରିବା ପାଇଁ ଯବେେ ଏହି ପୁସ୍ତକକରେ ଲିଖିତ ବ୍ଯବସ୍ଥାର ସମସ୍ତ କଥା ପାଳିବାକକ୍ସ୍ଟ ମନୟେୋଗ କରିବ।
58 “Se vocês se recusarem a obedecer a todos os termos desta lei escritos neste livro e se não temerem o nome glorioso e terrível do S enhor , seu Deus,
59 ତବେେ ସଦାପ୍ରଭୁ ତୁମ୍ଭର ଆଘାତ ଓ ତକ୍ସ୍ଟମ୍ଭ ବଂଶର ଆଘାତ ଆର୍ଥାତ୍ ମହତ୍ ଓ ଚିରସ୍ଥାଯୀ ଆଘାତ, ପକ୍ସ୍ଟଣି ବ୍ଯଥାଜନକ ଓ ଚିରସ୍ଥାଯୀ ରୋଗ ଆଶ୍ଚର୍ୟ୍ଯ ରୂପ କରିବେ।
59 o S enhor oprimirá vocês e seus filhos com pragas indescritíveis. Serão pragas intensas e sem alívio, doenças agonizantes e insuportáveis.
60 ତୁମ୍ଭମାନେେ ଦେଖିଛ ମିଶର ବାସୀମାନଙ୍କୁ କିପରି ଭାବରେ ରୋଗବ୍ଯାଧି ବ୍ଯାପି ଥିଲା। ତାହା ତୁମ୍ଭମାନଙ୍କୁ ଭୟଭିତ କରାଇ ଥିଲା। ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ସହେିସବୁ ମନ୍ଦକର୍ମମାନ ଭିଆଇବେ।
60 Ele os afligirá com todas as doenças do Egito, que vocês temiam tanto, e não terão alívio.
61 ବ୍ଯବସ୍ଥା ପୁସ୍ତକକରେ ଲଖାେ ନ ଥିବା ରୋଗବ୍ଯାଧି ମଧ୍ଯ ତକ୍ସ୍ଟମ୍ଭ ପାଇଁ ସଦାପ୍ରଭୁ ଆଣିବେ। ତୁମ୍ଭମାନଙ୍କର ବିନାଶ ହବୋ ପର୍ୟ୍ଯନ୍ତ ସେ ସବୁକକ୍ସ୍ଟ ସେ ଗ୍ଭଲକ୍ସ୍ଟ ରଖିବେ।
61 O S enhor os afligirá com todas as enfermidades e pragas que existem, mesmo aquelas que não são mencionadas neste Livro da Lei, até que sejam destruídos.
62 ତୁମ୍ଭମାନଙ୍କର ସଂଖ୍ଯା ତାରାମାନଙ୍କ ପରି ବହକ୍ସ୍ଟତ ହାଇେଥିବା କିନ୍ତୁ ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ଖକ୍ସ୍ଟବ୍ କମ ସଂଖ୍ଯକ ରହିଯିବେ। କାରଣ ତୁମ୍ଭମାନେେ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କର ବାକ୍ଯପ୍ରତି ଧ୍ଯାନ ଦଲେ ନାହିଁ।
62 Ainda que se tornem tão numerosos quanto as estrelas do céu, poucos restarão, pois não deram ouvidos ao S enhor , seu Deus.
63 ସଦାପ୍ରଭୁ ଦିନେ ଆନନ୍ଦ ଥିଲେ, ତୁମ୍ଭମାନଙ୍କୁ ଖକ୍ସ୍ଟସି କରି ଓ ତୁମ୍ଭମାନଙ୍କର ସଂଖ୍ଯା ବଢାଇ। ଠିକ୍ ସହେିପରି ସଦାପ୍ରଭୁ ଆନନ୍ଦ ଖକ୍ସ୍ଟସି ଦବେେ ତୁମ୍ଭମାନଙ୍କୁ ହ୍ରସକରି ଓ ବିନାଶ କରି। ତୁମ୍ଭମାନେେ ଅଧିକାର କରିବାକୁ ଯାଉଥିବା ଦେଶକକ୍ସ୍ଟ ଅନ୍ୟମାନେ ଅଧିକାର କରି ନବେେ।
63 “Assim como o S enhor teve grande prazer em fazê-los prosperar e se multiplicar, também terá prazer em destruí-los. Vocês serão arrancados da terra em que estão prestes a entrar para tomar posse.
64 ସଦାପ୍ରଭୁ ପୃଥିବୀର ଏକ ସୀମାରକ୍ସ୍ଟ ଅନ୍ୟସୀମା ପର୍ୟ୍ଯନ୍ତ ସମସ୍ତ ଗୋଷ୍ଠୀ ମଧିଅରେ ତୁମ୍ଭକୁ ଛିନ୍ନ ଭିନ୍ନ କରିବେ। ଆଉ ସଠାେରେ ତୁମ୍ଭେ ଆପଣାର ଓ ଆପଣା ପୂର୍ବ ପୁରୁଷଗଣର ଅଜ୍ଞାତ କାଷ୍ଠ, ପାଷାଣର ମୂର୍ତ୍ତୀ ପୂଜା କରିବ।
64 O S enhor os espalhará entre todas as nações, de uma extremidade à outra do mundo. Ali, adorarão deuses estrangeiros que nem vocês nem seus antepassados conheceram, deuses de madeira e pedra.
65 ତୁମ୍ଭମାନେେ ସହେି ଗୋଷ୍ଠୀଯମାନଙ୍କ ମଧିଅରେ କିଛି ଶାନ୍ତି ପାଇବ ନାହିଁ ଓ ସଠାେରେ ତକ୍ସ୍ଟମ୍ଭ ପାଦର କିଛି ବିଶ୍ରାମ ହବେ ନାହିଁ। ସଦାପ୍ରଭୁ ତୁମ୍ଭର ମନକକ୍ସ୍ଟ ପୂର୍ଣ୍ଣ କରିବେ। ସେ ତୁମ୍ଭର ଆଖିଗକ୍ସ୍ଟଡିକ ଆଙ୍କାକ୍ଷା ରେ ଅବସନ୍ନ କରି ଦବେେ ଏବଂ ସେ ତୁମ୍ଭକୁ ଦକ୍ସ୍ଟଃଖ ପୂର୍ଣ୍ଣ କରିବେ।
65 Não encontrarão paz nem lugar de descanso entre essas nações. O S enhor fará seu coração estremecer, sua vista falhar e sua alma desanimar.
66 ତକ୍ସ୍ଟମ୍ଭ ଜୀବନ ତକ୍ସ୍ଟମ୍ଭ ସାକ୍ଷାତ ରେ ସଂଶଯ ରେ ଦୋହଲିବ। ପକ୍ସ୍ଟଣି ତୁମ୍ଭେ ରାତ୍ରଦିନ ଆଶଙ୍କା କରିବ ଓ ତକ୍ସ୍ଟମ୍ଭ ଜୀବନ ଉପରେ ତୁମ୍ଭେ ନିର୍ଭର କରି ପାରିବ ନାହିଁ।
66 Sua vida estará sempre por um fio. Passarão os dias e as noites com medo, sem ter certeza se sobreviverão.
67 ତୁମ୍ଭେ ଯେଉଁ ଆଶଙ୍କା କରିବ; ତକ୍ସ୍ଟମ୍ଭ ହୃଦଯର ସହେି ଆଶଙ୍କା ହତେକ୍ସ୍ଟ ଓ ତୁମ୍ଭେ ଯାହା ଦେଖିବ, ତକ୍ସ୍ଟମ୍ଭ ଚକ୍ଷକ୍ସ୍ଟର ସହେ ଦର୍ଶନ ହତେକ୍ସ୍ଟ ସକାଳ ହେଲେ, ତୁମ୍ଭମାନେେ କହିବ, 'ଆହା ସନ୍ଧ୍ଯା ହକ୍ସ୍ଟଅନ୍ତା କି।' ପକ୍ସ୍ଟଣି ସନ୍ଧ୍ଯା ସମୟରେ ତୁମ୍ଭମାନେେ କହିବ, 'ଦିନ ହକ୍ସ୍ଟଅନ୍ତା କି।' କାରଣ ତୁମ୍ଭମାନେେ ଏପରି ଭୟାଭୟତା ଦୃଶ୍ଯମାନ ଦେଖିବ।
67 Pela manhã dirão: ‘Quem nos dera já fosse noite!’, e à noite: ‘Quem nos dera já fosse dia!’. Pois se encherão de pavor com os horrores que verão ao seu redor.
68 ସଦାପ୍ରଭୁ ତୁମ୍ଭମାନଙ୍କୁ ଜାହଜ ରେ ମିଶରକକ୍ସ୍ଟ ପଠାଇ ଦବେେ। ମୁ କହକ୍ସ୍ଟଛି, ତୁମ୍ଭମାନେେ କଦାପି ସହେି ଦେଶକକ୍ସ୍ଟ ୟିବ ନାହିଁ। କିନ୍ତୁ ସଦାପ୍ରଭୁ ତୁମ୍ଭକୁ ସହେିଠାକକ୍ସ୍ଟ ପଠାଇବେ। ମିଶର ରେ ତୁମ୍ଭେ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ଶତୃମାନଙ୍କଠାରକ୍ସ୍ଟ କ୍ରିତଦାସ ଭାବେ ବିକ୍ରି ହବୋକକ୍ସ୍ଟ ଚେଷ୍ଟା କରିବ। କିନ୍ତୁ ତୁମ୍ଭମାନଙ୍କୁ କହେି କ୍ରଯ କରିବେ ନାହିଁ।
68 Então o S enhor os mandará em navios de volta para o Egito, o lugar que eu prometi que nunca mais veriam. Lá, tentarão vender a si mesmos como escravos para seus inimigos, mas ninguém os comprará”.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Deuteronômio 28, comparar traduções ou montar um estudo — tudo direto pelo WhatsApp.