Deuteronômio 27

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ମାଶାେ ଏବଂ ପ୍ରାଚୀନବର୍ଗ ଲୋକମାନଙ୍କୁ ଆଜ୍ଞା ଦେଲେ, ମୁ ଆଜି ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦଇେଛି, ସଗେକ୍ସ୍ଟଡିକ ପାଳନ କର।
1 E deram ordem, Moisés e os anciãos, ao povo de Israel, dizendo: Guardai todos estes mandamentos que hoje vos ordeno:
2 ଯେଉଁଦିନ ତୁମ୍ଭମାନେେ ଯେତବେେଳେ ୟର୍ଦ୍ଦନ ନଦୀ ପାରହେଲ ଏବଂ ସହେି ଦେଶ ରେ ପ୍ରବେଶ କଲ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଦଇେଛନ୍ତି। ସହେିଦିନ ହିଁ ଏକ ବୃହତ୍ ପ୍ରସ୍ତର ସ୍ଥାପନ କରି ତାହା ଲପନେ କରିବ।
2 Será, pois, que, no dia em que passares o Jordão à terra que te der o Senhor , teu Deus, levantar-te-ás umas pedras grandes e as caiarás.
3 ତୁମ୍ଭମାନେେ ସଠାେରେ ପ୍ରବେଶ କରିବା ମାତ୍ ରେ, ତୁମ୍ଭମାନେେ ଏହିସବୁ ନିଯମ ସହେି ପ୍ରସ୍ତର ଉପରେ ଲେଖିବା ଉଚିତ୍। ଏହାକର ଯେତବେେଳେ ତୁମ୍ଭମାନେେ ୟର୍ଦ୍ଦନ ନଦୀ ପାର ହାଇେ ସହେି ଦେଶ ରେ ପ୍ରବେଶ କରିବାକୁ ଯାଉଛ, ଯାହା ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭଙ୍କକ୍ସ୍ଟ ଦେଉଛନ୍ତି। ଦକ୍ସ୍ଟଗ୍ଧ, ମଧକ୍ସ୍ଟ ପ୍ରବାହୀତ ହେଉଥିବାର ଦେଶ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କର ସଦାପ୍ରଭୁ ପରମେଶ୍ବର ଯେ ହତେକ୍ସ୍ଟ ପ୍ରତିଜ୍ଞା କରିଥିଲେ।
3 E, havendo-o passado, escreverás nelas todas as palavras desta lei, para entrares na terra que te der o Senhor , teu Deus, terra que mana leite e mel, como te disse o Senhor , Deus de teus pais.
4 ପକ୍ସ୍ଟଣି ଆଜି ମୁ ଯେଉଁ ପ୍ରସ୍ତର ଗକ୍ସ୍ଟଡିକ ବିଷଯ ରେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦଲେି, ତୁମ୍ଭମାନେେ ୟର୍ଦ୍ଦନ ପାର ହେଲାପରେ ଏବଲ ପର୍ବତ ରେ ସହେି ପ୍ରସ୍ତର ସବୁ ସ୍ଥାପନ କରିବ ଓ ତାହା ସବୁ ଚକ୍ସ୍ଟନ ରେ ଲପେିବ।
4 Será, pois, que, quando houveres passado o Jordão, levantareis estas pedras, que hoje vos ordeno, no monte Ebal, e as caiarás.
5 ଆଉ ତୁମ୍ଭେ ସଠାେରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଇଦ୍ଦେଶ୍ଯ ରେ ଏକ ୟଜ୍ଞବଦେୀ ଅର୍ଥାତ୍ ପଥର ରେ ଏକ ୟଜ୍ଞବଦେୀ ନିର୍ମାଣ କରିବ। ସହେି ପଥର କାଟିବା ରେ ଲକ୍ସ୍ଟହା ବ୍ଯବହାର କରିବ ନାହିଁ।
5 E ali edificarás um altar ao Senhor , teu Deus, um altar de pedras; não alçarás ferro sobre elas.
6 ତୁମ୍ଭେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କର ୟଜ୍ଞବଦେୀ ସମସ୍ତ ଅଚଞ୍ଛା ପଥର ରେ ନିର୍ମାଣ କରିବା ଉଚିତ୍ ଓ ତୁମ୍ଭମାନେେ ସହେି ସ୍ଥାନ ରେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶଓରଙ୍କୁ ହାମବେଳି ଉତ୍ସର୍ଗ କରିବା ଉଚିତ୍।
6 De pedras inteiras edificarás o altar do Senhor , teu Deus; e sobre ele oferecerás holocaustos ao Senhor , teu Deus.
7 ତୁମ୍ଭେ ମଙ୍ଗଳାର୍ଥକ ବଳିଦାନ ଉତ୍ସର୍ଗ କରି ସଠାେରେ ଭୋଜନ କରିବ ଓ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ଆନନ୍ଦ କରିବ।
7 Também sacrificarás ofertas pacíficas, e ali comerás perante o Senhor , teu Deus, e te alegrarás.
8 ତୁମ୍ଭେ ସହେି ପ୍ରସ୍ତର ଉପରେ ଏହି ବ୍ଯବସ୍ଥାର ସମସ୍ତ କଥା ସକ୍ସ୍ଟନ୍ଦରଭାବେ ଖାେଳି ଲେଖିବ।
8 E, nestas pedras, escreverás todas as palavras desta lei, exprimindo-as bem.
9 ମାଶାେ ଓ ଯାଜକମାନେ ସମସ୍ତ ଇଶ୍ରାୟେଲକକ୍ସ୍ଟ କହିଲେ, ହେ ଇଶ୍ରାୟେଲ ନୀରବ ରେ ଅନକ୍ସ୍ଟଧ୍ଯାନ କର, ଆଜି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ଲୋକ ହେଲ।
9 Falou mais Moisés, juntamente com os sacerdotes levitas, a todo o Israel, dizendo: Escuta e ouve, ó Israel! Neste dia, vieste a ser por povo ao Senhor , teu Deus.
10 ଏଣୁ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ କଥା ରେ କର୍ଣପାତ କର ଓ ଆଜି ମୁ ତାଙ୍କର ଯେଉଁ ସମସ୍ତ ଆଜ୍ଞା ବିଧି ତକ୍ସ୍ଟମ୍ଭଙ୍କକ୍ସ୍ଟ ଆଜ୍ଞା କରୁଅଛି। ତାହା ପାଳନ କର।
10 Portanto, obedecerás à voz do Senhor , teu Deus, e farás os seus mandamentos e os seus estatutos que hoje te ordeno.
11 ସହେି ଦିନ ମାଶାେ ଲୋକମାନଙ୍କୁ କହିଲେ,
11 E Moisés deu ordem, naquele dia, ao povo, dizendo:
12 ତୁମ୍ଭେ ୟର୍ଦ୍ଦନ ପାର ହବୋପରେଶିମିଯୋନ, ଲବେୀ, ୟିହକ୍ସ୍ଟଦା, ଇଷାଖର, ଯୋଷଫେ ଓ ବିଦ୍ଯାମୀନ ଗୋଷ୍ଠୀଗଣ ସମସ୍ତ ଲୋକମାନଙ୍କୁ ଆଶୀର୍ବାଦ ନିମନ୍ତେ ଗରିଷୀମ୍ ପର୍ବତ ଉପରେ ନିଶ୍ଚଯ ଛିଡା ହବେ।
12 Quando houverdes passado o Jordão, estes estarão sobre o monte Gerizim, para abençoarem o povo: Simeão, e Levi, e Judá, e Issacar, e José, e Benjamim.
13 ଏବଂ ରୂବନ୍େ, ଗାଦ୍, ଆଶରେ, ସବୂଲୂନ୍,ଦାନ, ନଲ୍ଗାଲି ଗୋଷ୍ଠୀଯକକ୍ସ୍ଟ ଅଭିଶାପ ଦବୋ ନିମନ୍ତେ ଏବଲ ପର୍ବତ ରେ ଠିଆ ହବେେ।
13 E estes estarão, para amaldiçoar, sobre o monte Ebal: Rúben, e Gade, e Aser, e Zebulom, e Dã, e Naftali.
14 ଏବଂ ସମସ୍ତ ଲବେୀୟମାନେ ଖକ୍ସ୍ଟବ୍ ଉଚ୍ଚ ସ୍ବର ରେ ସମସ୍ତ ଇଶ୍ରାୟେଲୀୟ ଲୋକଙ୍କକ୍ସ୍ଟ ଉତ୍ତର ଦଇେ କହିବେ,
14 E os levitas protestarão a todo o povo de Israel em alta voz e dirão:
15 ' ଯେଉଁ ମନକ୍ସ୍ଟଷ୍ଯ କୌଣସି ଖାଦେିତ କିଅବା ଛାଞ୍ଚଢଳା ମୂର୍ତ୍ତୀ ନିର୍ମାଣ କରେ ଯାହା ସଦାପ୍ରଭୁ ଘୃଣା କରନ୍ତି ଏବଂ ଏହାକକ୍ସ୍ଟ ଏକ ଗୋପନ ସ୍ଥାନ ରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହବୋ ଉଚିତ୍।'
15 Maldito o homem que fizer imagem de escultura ou de fundição, abominação ao Senhor , obra da mão do artífice, e a puser em um lugar escondido! E todo o povo responderá e dirá: Amém!
16 ଲବେୀୟମାନେ କହିବେ, 'ଆପଣା ପିତା ମାତାଙ୍କୁ ୟିଏ ଅବଜ୍ଞା କରେ ଓ ଅସମ୍ମାନ କରେ ସେ ଅଭିଶଲ୍ଗ ହେଉ।'
16 Maldito aquele que desprezar a seu pai ou a sua mãe! E todo o povo dirá: Amém!
17 ଲବେୀୟମାନେ କହିବେ, ' ଯେଉଁ ଲୋକ ଆପଣା ପ୍ରତିବେଶୀର ଭୂମିର ଚିହ୍ନ ଘକ୍ସ୍ଟଞ୍ଚାଏ, ସେ ଅଭିଶଲ୍ଗ ହେଉ।'
17 Maldito aquele que arrancar o termo do seu próximo! E todo o povo dirá: Amém!
18 ଲବେୀୟମାନେ କହିବେ, ' ଯେଉଁ ଲୋକ ଅନ୍ଧକକ୍ସ୍ଟ ବାଟ ଭୂଲାଏ, ସେ ଲୋକ ଅଭିଶଲ୍ଗ ହେଉ।'
18 Maldito aquele que fizer que o cego erre do caminho! E todo o povo dirá: Amém!
19 ଲବେୀୟମାନେ କହିବେ, ' ଯେଉଁ ଲୋକ ବିଧବା, ବିଦେଶୀ, ଅନାଥଙ୍କର ନ୍ଯାଯ କରିବା ରେ ବାଧା ଦିଏ ସେ ଅଭିଶଲ୍ଗ ହେଉ।'
19 Maldito aquele que perverter o direito do estrangeiro, do órfão e da viúva! E todo o povo dirá: Amém!
20 ଲବେୀୟମାନେ କହିବେ, ' ଯେଉଁ ଲୋକ ଆପଣା ପିତାଙ୍କ ଭାର୍ୟ୍ଯା ସହିତ ଶଯନ କରେ ସେ ଅଭିଶଲ୍ଗ ହେଉ। କାରଣ ସେ ଯାହା ତା'ର ପିତାର ସେ ତାକକ୍ସ୍ଟ ଅନାବରଣ କରିଥାଏ।
20 Maldito aquele que se deitar com a mulher de seu pai, porquanto descobriu a ourela de seu pai! E todo o povo dirá: Amém!
21 ଲବେୀୟମାନେ କହିବେ, ' ଯେଉଁ ଲୋକର କୌଣସି ପଶକ୍ସ୍ଟ ସହିତ ୟୌନ ସଐର୍କ ଥାଏ, ସେ ଅଭିଶଲ୍ଗ ହେଉ।'
21 Maldito aquele que se deitar com algum animal! E todo o povo dirá: Amém!
22 ଲବେୀୟମାନେ କହିବେ, ' ଯେଉଁମାନେ ସମାନଙ୍କେ ଭଉଣୀ ବା ପିତୃକନ୍ଯା ବା ମାତୃକନ୍ଯା ସହିତ ୟୌନ ସଐର୍କ ରେଖ ସେ ଅଭିଶଲ୍ଗ ହେଉ।'
22 Maldito aquele que se deitar com sua irmã, filha de seu pai ou filha de sua mãe! E todo o povo dirá: Amém!
23 ଲବେୀୟମାନେ କହିବେ, ଯେ କହେି ଆପଣା ଶାଶକ୍ସ୍ଟ ସଙ୍ଗେ ୟୌନ ସଐର୍କ ରକ୍ଷାକରେ ସେ ଅଭିଶଲ୍ଗ ହେଉ।'
23 Maldito aquele que se deitar com sua sogra! E todo o povo dirá: Amém!
24 ଲବେୀୟମାନେ କହିବେ, ଯେଉଁଲୋକ ଆପଣା ପଡ଼ୋଶୀକକ୍ସ୍ଟ ଗୋପନ ରେ ହତ୍ଯା କରେ ସେ ଅଭିଶଲ୍ଗ ହେଉ।'
24 Maldito aquele que ferir o seu próximo em oculto! E todo o povo dirá: Amém!
25 ଲବେୀୟମାନେ କହିବେ, ' ଯେଉଁ ଲୋକ ନିର୍ଦ୍ଧୋଷ ପ୍ରାଣୀକକ୍ସ୍ଟ ହତ୍ଯା କରିବାକୁ ଅର୍ଥନିଏ ସେ ଅଭିଶଲ୍ଗ ହେଉ?'
25 Maldito aquele que tomar suborno para matar a alguma pessoa inocente! E todo o povo dirá: Amém!
26 ଲବେୀୟମାନେ କହିବେ, ' ଯେଉଁ ଲୋକ ଏହି ବ୍ଯବସ୍ଥାର ପାଳନ କରେ ନାହିଁ କିମ୍ବା ଅନକ୍ସ୍ଟସରଣ କରେ ନାହିଁ, ସେ ଅଭିଶଲ୍ଗ ହେଉ।'
26 Maldito aquele que não confirmar as palavras desta lei, não as cumprindo! E todo o povo dirá: Amém!

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Deuteronômio 27, comparar traduções ou montar um estudo — tudo direto pelo WhatsApp.