Deuteronômio 26

Oriya Bible (GL_ORIYA) vs ARIB

Sair da comparação
ARIB Almeida Revisada Imprensa Bíblica
1 ତୁମ୍ଭମାନେେ ଖକ୍ସ୍ଟବ୍ଶିଘ୍ର ପ୍ରବେଶ କରିବ, ସହେି ଦେଶ ରେ ଯାହା ତୁମ୍ଭର ସଦାପ୍ରଭୁ ପରମେଶ୍ବର ତକ୍ସ୍ଟମ୍ଭଙ୍କକ୍ସ୍ଟ ଦବେେ। ତୁମ୍ଭମାନେେ ସଠାେରେ ବାସ କରିବ।
1 Também, quando tiveres entrado na terra que o Senhor teu Deus te dá por herança, e a possuíres, e nela habitares,
2 ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଦତ୍ତ ଆପଣା ସହେି ଦେଶ ରେ ଭୂମିରକ୍ସ୍ଟ ଫଳିଥିବା ସମସ୍ତ ଫଳ ଓ ପରିବାରକ୍ସ୍ଟ ପ୍ରଥମଜାତ ଫଳ କିଛି କିଛି ରଖି ଗ୍ଭଙ୍ଗକ୍ସ୍ଟଡି ରେ ତାହା ନଇେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତାଙ୍କ ନାମ ସ୍ଥାପନାର୍ଥେ ତାଙ୍କର ମନୋନୀତ ସ୍ଥାନକକ୍ସ୍ଟ ତୁମ୍ଭେ ୟିବ।
2 tomarás das primícias de todos os frutos do solo que trouxeres da terra que o senhor teu Deus te dá, e as porás num cesto, e irás ao lugar que o Senhor teu Deus escolher para ali fazer habitar o seu nome.
3 ତୁମ୍ଭେ ସହେି ସମୟରେ ଯାଜକ ନିକଟକକ୍ସ୍ଟ ୟିବା ଉଚିତ୍ ଏବଂ କହିବ, 'ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁ ଦେଶ ଦବୋପାଇଁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଥିଲେ, ସହେି ଦେଶ ରେ ଆମ୍ଭେ ବାସ କରୁଅଛକ୍ସ୍ଟ। ଏହା ଆମ୍ଭେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ସାକ୍ଷାତ ରେ ଘାଷେଣା କରୁଅଛକ୍ସ୍ଟ।'
3 E irás ao sacerdote que naqueles dias estiver de serviço, e lhe dirás: Hoje declaro ao Senhor teu Deus que entrei na terra que o senhor com juramento prometeu a nossos pais que nos daria.
4 ଏହାପରେ ଯାଜକ ତକ୍ସ୍ଟମ୍ଭ ହାତରକ୍ସ୍ଟ ଗ୍ଭଙ୍ଗକ୍ସ୍ଟଡି ନଇେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ୟଜ୍ଞବଦେୀ ସମ୍ମକ୍ସ୍ଟଖ ରେ ରଖିବ।
4 O sacerdote, pois, tomará o cesto da tua mão, e o porá diante do altar do Senhor teu Deus.
5 ତା'ପରେ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ଉତ୍ତର ଦଇେ କହିବ,'ଜଣେ ବକ୍ସ୍ଟଲକ୍ସ୍ଟଥିବା, ଅରାମୀଯ ଲୋକ ମାରେପିତା ଥିଲେ ଓ ସେ ମିଶରକକ୍ସ୍ଟ ଗଲେ ଏବଂ ସଠାେରେ ଅଳ୍ପ କେତକେ ଲୋକ ସହିତ ବାସ କଲେ। ସଠାେରେ ସେ ଜାତୀଯ ଲୋକମାନଙ୍କ ମଧିଅରେ ମହାନ ଓ ଶକ୍ତିଶାଳୀ ହେଲେ।
5 E perante o Senhor teu Deus dirás: Arameu prestes a perecer era meu pai; e desceu ao Egito com pouca gente, para ali morar; e veio a ser ali uma nação grande, forte e numerosa.
6 ସେଥି ରେ ମିସ୍ରୀଯ ଲୋକମାନେ ଆମ୍ଭମାନଙ୍କ ପ୍ରତି ଦୌରାତ୍ମ କଲେ ଓ ଆମ୍ଭମାନଙ୍କୁ କଷ୍ଟ ଦଇେ କଠିନ ପରିଶ୍ରମ କରାଇଲେ।
6 Mas os egípcios nos maltrataram e nos afligiram, e nos impuseram uma dura servidão.
7 ଏହାପରେ ଆମ୍ଭମାନେେ ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କଲକ୍ସ୍ଟ। ଆଉ ସଦାପ୍ରଭୁ ଆମ୍ଭମାନଙ୍କର ଡାକ ଶୁଣିଲେ ଓ ଆମ୍ଭମାନଙ୍କର କଷ୍ଟକକ୍ସ୍ଟ ହୃଦଯଙ୍ଗମ କଲେ ଓ ଉପଦ୍ରବ ଶ୍ରମ ଦେଖିଲେ।
7 Então clamamos ao Senhor Deus de nossos pais, e o Senhor ouviu a nossa voz, e atentou para a nossa aflição, o nosso trabalho, e a nossa opressão;
8 ତା'ପରେ ସଦାପ୍ରଭୁ ବଳବାନ ହସ୍ତଦ୍ବାରା ଓ ବିସ୍ତୀର୍ଣ ବାହକ୍ସ୍ଟଦ୍ବାରା ଓ ମହାତ୍ରାସଦ୍ବାରା ଓ ନାନା ଚିହ୍ନ ଦ୍ବାରା, ଆଶ୍ଚର୍ୟ୍ଯ କର୍ମମାନଦ୍ବାରା ଆମ୍ଭମାନଙ୍କୁ ମିଶରରକ୍ସ୍ଟ ବାହାର କରି ଆଣିଲେ।
8 e o Senhor nos tirou do Egito com mão forte e braço estendido, com grande espanto, e com sinais e maravilhas;
9 ଏହାପରେ ସେ ଆମ୍ଭମାନଙ୍କୁ ଏହି ସ୍ଥାନକକ୍ସ୍ଟ ଆଣିଛନ୍ତି ଓ ଏହି ଦେଶ ଦିଗ୍ଧମଧକ୍ସ୍ଟ ପ୍ରବାହୀ ଦେଶ ଆମ୍ଭମାନଙ୍କୁ ଦଇେଛନ୍ତି।
9 e nos trouxe a este lugar, e nos deu esta terra, terra que mana leite e mel.
10 ତେଣୁ, ହେ ସଦାପ୍ରଭୁ, ଦେଖ ତୁମ୍ଭେ ଆମ୍ଭକକ୍ସ୍ଟ ଯେଉଁ ଦେଶ ଦଇେଅଛ, ଆମ୍ଭେ ତହିଁର ପ୍ରଥମ ଫଳ ଆଣିଅଛକ୍ସ୍ଟ।'
10 E eis que agora te trago as primícias dos frutos da terra que tu, ó Senhor, me deste. Então as porás perante o Senhor teu Deus, e o adorarás;
11 ଏହାପରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ପ୍ରତି ଓ ତକ୍ସ୍ଟମ୍ଭ ପରିବାର ପ୍ରତି ଯେଉଁ ସବୁ ମଙ୍ଗଳ କରିଛନ୍ତି, ସେ ସବୁ ରେ ତୁମ୍ଭେ ଓ ଲବେୀୟ ଓ ତକ୍ସ୍ଟମ୍ଭ ମଧ୍ଯବର୍ତ୍ତୀ ବିଦେଶୀଯ ଲୋକ ତୁମ୍ଭମାନେେ ସମସ୍ତେ ଆନନ୍ଦ କରିବ।
11 e te alegrarás por todo o bem que o Senhor teu Deus te tem dado a ti e à tua casa, tu e o levita, e o estrangeiro que está no meio de ti.
12 ତୃତୀୟ ବର୍ଷ ରେ ଅର୍ଥାତ୍ ଦଶମାଂଶ ବର୍ଷ ରେ ତୁମ୍ଭେ ଆପଣା ଉତ୍ପନ୍ନ ଶସ୍ଯ ଆଦିର ଦଶମାଂଶ ଦବୋର ସମାଲ୍ଗ କଲାପରେ ତୁମ୍ଭମାନେେ ଲବେୀୟକକ୍ସ୍ଟ, ବିଦେଶୀକି, ପିତୃହୀନକକ୍ସ୍ଟ ଓ ବିଧବାକକ୍ସ୍ଟ ତାହା ହବେ। ତହିଁରେ ସମାନେେ ତକ୍ସ୍ଟମ୍ଭ ନଗରଦ୍ବାର ମଧିଅରେ ଭୋଜନ କରି ତୃଲ୍ଗ ହବେେ।
12 Quando acabares de separar todos os dízimos da tua colheita do terceiro ano, que é o ano dos dízimos, dá-los-ás ao levita, ao estrangeiro, ao órfão e à viúva, para que comam dentro das tuas portas, e se fartem.
13 ତେଣୁ ତୁମ୍ଭେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ନିଶ୍ଚଯ ଏହା କହିବ, 'ତୁମ୍ଭର ସମସ୍ତ ଆଜ୍ଞା ଅନକ୍ସ୍ଟସା ରେ ମୁ ଆପଣା ଗୃହରକ୍ସ୍ଟ ସମସ୍ତ ପବିତ୍ର ଖାଦ୍ୟ ବାହାର କରି ନଇେଛି। ଏବଂ ଲବେୀୟକକ୍ସ୍ଟ, ବିଦେଶୀମାନଙ୍କୁ, ପିତୃମାତୃହୀନମାନଙ୍କୁ ଓ ବିଧବାମାନଙ୍କୁ ଦଇେଅଛି। ମୁ ତୁମ୍ଭର କୌଣସି ଆଜ୍ଞା ଲଘଂନ କରିନାହିଁ କିଅବା ସଗେକ୍ସ୍ଟଡିକ ପାଶୋରି ନାହିଁ।
13 E dirás perante o Senhor teu Deus: Tirei da minha casa as coisas consagradas, e as dei ao levita, ao estrangeiro, ao órfão e à viúva, conforme todos os teus mandamentos que me tens ordenado; não transgredi nenhum dos teus mandamentos, nem deles me esqueci.
14 ମୁ ଆପଣା ସବୋ ସମୟରେ ତହିଁରକ୍ସ୍ଟ କିଛି ଭୋଜନ କରି ନାହିଁ। କିଅବା ଅଶକ୍ସ୍ଟଚି ହାଇେ ତହିଁରକ୍ସ୍ଟ କିଛି ରଖିନାହିଁ। କିଅବା ମୃତ ଲୋକଙ୍କ ଉଦ୍ଦେଶ୍ଯ ରେ ତହିଁରକ୍ସ୍ଟ କିଛି ଦଇନୋହିଁ। ମୁ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ବାକ୍ଯ ରେ ଧ୍ଯାନ ଦଇେଅଛି। ତୁମ୍ଭେ ମାେତେ ଯାହା ଯାହା ଆଜ୍ଞା କଲ, ସେ ସବୁ ମୁ ପାଳନ କରିଛି।
14 Delas não comi no meu luto, nem delas tirei coisa alguma estando eu imundo, nem delas dei para algum morto; ouvi a voz do senhor meu Deus; conforme tudo o que me ordenaste, tenho feito.
15 ତୁମ୍ଭେ ଆପଣା ପବିତ୍ର ନିବାସ ସ୍ବର୍ଗରକ୍ସ୍ଟ ଦୃଷ୍ଟିପାତ କର। ଏବଂ ତୁମ୍ଭର ଲୋକ ଇଶ୍ରାୟେଲକକ୍ସ୍ଟ ଓ ଆମ୍ଭମାନଙ୍କ ପୂର୍ବପୁରୁଷଗଣ ପ୍ରତି କୃତ ଆପଣା ଶପଥ ଅନକ୍ସ୍ଟସା ରେ ଯେଉଁ ଭୂମି ଆମ୍ଭମାନଙ୍କୁ ଦଇେଅଛ, ସହେି ଦକ୍ସ୍ଟଗ୍ଧମଧକ୍ସ୍ଟ ପ୍ରବାହୀ ଦେଶକକ୍ସ୍ଟ ଆଶୀର୍ବାଦ କର।'
15 Olha desde a tua santa habitação, desde o céu, e abençoa o teu povo de Israel, e a terra que nos deste, como juraste a nossos pais, terra que mana leite e mel.
16 ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆଜି ତୁମ୍ଭକୁ ଏହିସବୁ ବିଧି ଓ ଶାସନ ପାଳନ କରିବାକୁ ଆଜ୍ଞା ଦେଉ ଅଛନ୍ତି। ଏଥିପାଇଁ ତୁମ୍ଭେ ଆପଣା ସମସ୍ତ ହୃଦଯ ଓ ସମସ୍ତ ପ୍ରାଣ ସହିତ ତାହାସବୁ ପାଳନ କରିବ।
16 Neste dia o Senhor teu Deus te manda observar estes estatutos e preceitos; portanto os guardarás e os observarás com todo o teu coração e com toda a tua alma.
17 ତୁମ୍ଭମାନେେ ଆଜି ସଙ୍କଳ୍ପ କରିଅଛ ଯେ, ସେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ହବେେ ଓ ତୁମ୍ଭେ ତାହାଙ୍କ ପଥରେ ଗ୍ଭଲିବ ଓ ତାଙ୍କର ବିଧି, ଆଜ୍ଞା, ଶାସନ ମାନି ଚଳିବ ଏବଂ ତାହାଙ୍କ ସ୍ବର ଶକ୍ସ୍ଟଣ।
17 Hoje declaraste ao Senhor que ele te será por Deus, e que andarás nos seus caminhos, e guardarás os seus estatutos, os seus mandamentos e os seus preceitos, e darás ouvidos à sua voz.
18 ଏବଂ ସଦାପ୍ରଭୁ ଆଜି ତାଙ୍କ ପ୍ରତିଜ୍ଞା ଅନକ୍ସ୍ଟସା ରେ ଘାଷେଣା କରିଛନ୍ତି ଯେ, ତୁମ୍ଭେ ତାଙ୍କର ସଞ୍ଚିତ ଜାତି ହବେ ଓ ତାଙ୍କର ସମସ୍ତ ଆଜ୍ଞା ମାନିବା ଉଚିତ୍।
18 Outrossim, o Senhor hoje te declarou que lhe serás por seu próprio povo, como te tem dito, e que deverás guardar todos os seus mandamentos;
19 ସଦାପ୍ରଭୁ ତୁମ୍ଭମାନଙ୍କ ସମସ୍ତ ଜାତିଙ୍କଠାରକ୍ସ୍ଟ ମହାନ୍ କରିବେ। ସେ ତୁମ୍ଭକୁ ପ୍ରଶଂସା, ଖ୍ଯାତି ଓ ସମ୍ମାନ ଦବେେ। ଏବଂ ତୁମ୍ଭମାନେେ ତାଙ୍କର ନିଜର ପବିତ୍ର ଲୋକ ହବେ। ସେ ଯେପରି ପ୍ରତିଜ୍ଞା କରିଛନ୍ତି।
19 para assim te exaltar em honra, em fama e em glória sobre todas as nações que criou; e para que sejas um povo santo ao Senhor teu Deus, como ele disse.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Deuteronômio 26, comparar traduções ou montar um estudo — tudo direto pelo WhatsApp.