Deuteronômio 25
Oriya Bible (GL_ORIYA) vs ARA
1 ଯେତବେେଳେ ଦୁଇଜଣଙ୍କ ମଧିଅରେ ମାଡପିଟ୍ ଲାଗେ, ସମାନେେ ନ୍ଯାୟଳୟକୁ ୟିବା ଉଚିତ୍। କିଏ ଦୋଷୀ ଓ କିଏ ନିର୍ ଦୋଷୀ ବିଗ୍ଭରକର୍ତ୍ତା ବିଗ୍ଭର କରିବେ।
1 Em havendo contenda entre alguns, e vierem a juízo, os juízes os julgarão, justificando ao justo e condenando ao culpado.
2 ଯଦି ଦୋଷୀଲୋକ ପ୍ରହାରିତ ହବୋର ଯୋଗ୍ଯ ହକ୍ସ୍ଟଏ, ତବେେ ବିଗ୍ଭରକର୍ତ୍ତା ତାହାକକ୍ସ୍ଟ ଶକ୍ସ୍ଟଣାଇବ, ପକ୍ସ୍ଟଣି ତାହାର ଦୋଷ ଅନକ୍ସ୍ଟସା ରେ ଗଣି ଗଣି ଆପଣା ସମ୍ମକ୍ସ୍ଟଖ ରେ ତାହାକକ୍ସ୍ଟ ପ୍ରହାର କରାଇବ।
2 Se o culpado merecer açoites, o juiz o fará deitar-se e o fará açoitar, na sua presença, com o número de açoites segundo a sua culpa.
3 ତୁମ୍ଭେ କାହାରିକକ୍ସ୍ଟ ଗ୍ଭଳିଶ ପ୍ରହାରରକ୍ସ୍ଟ ଅଧିକ ଦବନୋହିଁ। ଯଦି ତୁମ୍ଭେ କାହାକକ୍ସ୍ଟ ଗ୍ଭଳିଶ ଥରରକ୍ସ୍ଟ ଅଧିକ ପ୍ରହାର କର ତବେେ ଏହା ଜଣାୟିବ ତକ୍ସ୍ଟମ୍ଭପାଇଁ ତାହାର ଜୀବନ ତକ୍ସ୍ଟଛ ଅଟେ।
3 Quarenta açoites lhe fará dar, não mais; para que, porventura, se lhe fizer dar mais do que estes, teu irmão não fique aviltado aos teus olhos.
4 ବଳଦମାନେ ବେଁଙ୍ଗଲା ରେ ବକ୍ସ୍ଟଲିବା ସମୟରେ ସମାନଙ୍କେର ମକ୍ସ୍ଟହଁ ବାନ୍ଧିବ ନାହିଁ।
4 Não atarás a boca ao boi quando debulha.
5 ଯଦି ଦକ୍ସ୍ଟଇଭାଇ ଏକତ୍ର ବାସ କରୁଥାନ୍ତି, ଯଦି ସମାନଙ୍କେ ମଧ୍ଯରକ୍ସ୍ଟ ଜଣେ ମ ରେ ଓ ତାହାର ସନ୍ତାନ ନ ଥାଏ, ତବେେ ସହେି ମୃତ ଲୋକର ସ୍ତ୍ରୀ ବାହାରର କୌଣସି ଲୋକକୁ ବିବାହ କରିବ ନାହିଁ। ତା'ର ଅନ୍ୟ ଭାଇଜଣକ ତାକକ୍ସ୍ଟ ବିବାହ କରି ରହିବ ଓ ତାହା ସହିତ ସହବାସ କରିବ।
5 Se irmãos morarem juntos, e um deles morrer sem filhos, então, a mulher do que morreu não se casará com outro estranho, fora da família; seu cunhado a tomará, e a receberá por mulher, e exercerá para com ela a obrigação de cunhado.
6 ପକ୍ସ୍ଟଣି ସହେି ସ୍ତ୍ରୀ ଯେଉଁ ପ୍ରଥମ ସନ୍ତାନ ଜନ୍ମ କରିବ, ସେ ତା'ର ମୃତ ଭ୍ରାତାର ଉତ୍ତରାଧିକାରୀ ହବେ। ତହିଁରେ ତାହାର ନାମ ଇଶ୍ରାୟେଲରକ୍ସ୍ଟ ଲକ୍ସ୍ଟଲ୍ଗ ହବେନାହିଁ।
6 O primogênito que ela lhe der será sucessor do nome do seu irmão falecido, para que o nome deste não se apague em Israel.
7 ଯଦି ସହେି ଲୋକର ଭାଇ ସହେି ସ୍ତ୍ରୀ ଲୋକକୁ ଗ୍ରହଣ କରିବାକୁ ମନାକରେ ତବେେ ସହେି ସ୍ତ୍ରୀ ନଗରଦ୍ବାର ରେ ପ୍ରାଚୀନବର୍ଗ ନିକଟକକ୍ସ୍ଟ ୟାଇ ଅଭିଯୋଗ କରି କହିବ ଯେ, 'ଆମ୍ଭ ଦବରେ ଇଶ୍ରାୟେଲ ମଧିଅରେ ଆପଣା ଭ୍ରାତାର ନାମ ରଖିବାକକ୍ସ୍ଟ ଅସମ୍ମତ, ସେ ଆମ୍ଭ ପ୍ରତି ଦବରରେ କର୍ତ୍ତବ୍ଯ କର୍ମ କରିବାକୁ ଇଛା କରେ। ନାହିଁ।'
7 Porém, se o homem não quiser tomar sua cunhada, subirá esta à porta, aos anciãos, e dirá: Meu cunhado recusa suscitar a seu irmão nome em Israel; não quer exercer para comigo a obrigação de cunhado.
8 ତବେେ ତାହାର ନଗରସ୍ଥ ପ୍ରାଚୀନମାନେ ତାହାକକ୍ସ୍ଟ ଡାକି କହିବେ। ତହିଁରେ ଯବେେ ସେ ଛିଡା ହାଇେ କ ହେ ଯେ, 'ତାହାକକ୍ସ୍ଟ ଗ୍ରହଣ କରିବାକୁ ଆମ୍ଭର ଇଛା ନାହିଁ।'
8 Então, os anciãos da sua cidade devem chamá-lo e falar-lhe; e, se ele persistir e disser: Não quero tomá-la,
9 ତବେେ ତାହାର ଭାତୃ ସ୍ତ୍ରୀ ପ୍ରାଚୀନମାନଙ୍କ ସାକ୍ଷାତ ରେ ତାହାର ନିକଟକକ୍ସ୍ଟ ଆସି ତାହାର ପାଦରକ୍ସ୍ଟ ପାଦକ୍ସ୍ଟକା କାଢି ତାହା ମକ୍ସ୍ଟହଁ ରେ ଛପେ ପକାଇବ। ପକ୍ସ୍ଟଣି ପ୍ରତକ୍ସ୍ଟ୍ଯତ୍ତର କରି କହିବ, ' ଯେ କୌଣସି ଲୋକ ଆପଣା ଭାଇର ଘର ନ ତୋଳେ ତାହା ପ୍ରତି ଏହି ରୂପେ କରାୟିବ।'
9 então, sua cunhada se chegará a ele na presença dos anciãos, e lhe descalçará a sandália do pé, e lhe cuspirá no rosto, e protestará, e dirá: Assim se fará ao homem que não quer edificar a casa de seu irmão;
10 ଇଶ୍ରାୟେଲ ମଧିଅରେ 'ଚକ୍ସ୍ଟ୍ଯତ ପାଦକ୍ସ୍ଟକ ବଂଶ' ବୋଲି କକ୍ସ୍ଟହାୟିବ।
10 e o nome de sua casa se chamará em Israel: A casa do descalçado.
11 ଦୁଇଜଣଙ୍କ ମଧିଅରେ ଯଦି ବିବାଦ ସୃଷ୍ଟି ହକ୍ସ୍ଟଏ। ସମାନଙ୍କେ ମଧ୍ଯରକ୍ସ୍ଟ କାହାର ସ୍ତ୍ରୀ ଆସି ଯଦି ତା'ର ସ୍ବାମୀକକ୍ସ୍ଟ ସାହାୟ୍ଯ କରିବାକୁ ଆ ସେ ଓ ହାତ ବଢାଇ ପ୍ରହାର କରି ଗକ୍ସ୍ଟଲ୍ଗାଙ୍ଗକକ୍ସ୍ଟ ଧ ରେ।
11 Quando brigarem dois homens, um contra o outro, e a mulher de um chegar para livrar o marido da mão do que o fere, e ela estender a mão, e o pegar pelas suas vergonhas,
12 ତୁମ୍ଭେ ଏପରି ସ୍ତ୍ରୀଲୋକର ହାତକାଟି ପକାଇବ। ଏଥିପାଇଁ ତୁମ୍ଭେ ଦକ୍ସ୍ଟଃଖ କରିବାର କିଛି ନାହିଁ।
12 cortar-lhe-ás a mão; não a olharás com piedade.
13 ତୁମ୍ଭେ ଆପଣା ଥଳୀ ରେ ଉଣା ଅଧିକ ଓଜନର ନାନା ପ୍ରକାର ବଟକରା ରଖିବ ନାହିଁ।
13 Na tua bolsa, não terás pesos diversos, um grande e um pequeno.
14 ତୁମ୍ଭେ ଆପଣା ଗୃହ ରେ ଉଣା ଅଧିକ ପରିମାଣର ପାତ୍ର ରଖିବ ନାହିଁ।
14 Na tua casa, não terás duas sortes de efa, um grande e um pequeno.
15 ତୁମ୍ଭେ ଯଥାର୍ଥ ଓ ନ୍ଯାଯ ବଟକରା ରଖିବ। ପକ୍ସ୍ଟଣି ଯଥାର୍ଥ ଓ ନ୍ଯାଯ ପରିମାଣ ପାତ୍ର ରଖିବ, ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ଯେଉଁ ଦେଶ ଦବେେ, ସହେି ଦେଶ ରେ ତୁମ୍ଭର ଦିନ ଦୀର୍ଘ୍ଯ ହବେ।
15 Terás peso integral e justo, efa integral e justo; para que se prolonguem os teus dias na terra que te dá o Senhor , teu Deus.
16 ସଦାପ୍ରଭୁ ତୁମ୍ଭର ପରମେଶ୍ବର ସମାନଙ୍କେୁ ଘୃଣା କରନ୍ତି। ଯେଉଁମାନେ ଠକନ୍ତି, ଓଜନ ରେ କମ୍ ଦିଅନ୍ତି। ହଁ ସେ ଏହିପରି ଲୋକମାନଙ୍କୁ ଅତି ଘୃଣା କରନ୍ତି।
16 Porque é abominação ao Senhor , teu Deus, todo aquele que pratica tal injustiça.
17 ତୁମ୍ଭମାନେେ ମିଶରରକ୍ସ୍ଟ ବାହାର ହାଇେ ଆସିବା ବେଳେ ପଥ ମଧିଅରେ ଅମାଲକେୀଯ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯେପରି କରିଥିଲେ।
17 Lembra-te do que te fez Amaleque no caminho, quando saías do Egito;
18 ତୁମ୍ଭେ ଶାନ୍ତ ଓ କ୍ଲାନ୍ତ ହବୋ ସମୟରେ ସେ ପଥରେ ତୁମ୍ଭକୁ ଭଟେି ତକ୍ସ୍ଟମ୍ଭ ପଶ୍ଚାଦବର୍ତ୍ତୀ ଦୁର୍ବଳ ଲୋକମାନଙ୍କୁ ତକ୍ସ୍ଟମ୍ଭ ପଛ ରେ କିପରି ଆକ୍ରମଣ କରିଥିଲା ଓ ସେ ପରମେଶଓରଙ୍କୁ ଭୟ କଲାନାହିଁ। ଏହା ସ୍ମରଣ କର।
18 como te veio ao encontro no caminho e te atacou na retaguarda todos os desfalecidos que iam após ti, quando estavas abatido e afadigado; e não temeu a Deus.
19 ଏଥପାଇଁ ତୁମ୍ଭମାନେେ ଅମାଲକେୀଯମାନଙ୍କୁ ସମୂଳେ ଧ୍ବଂସ କରିବ। ତୁମ୍ଭମାନେେ ଏପରି କରିବ ଯେତବେେଳେ ସଦାପ୍ରଭୁଙ୍କ ଦତ୍ତ ନୂତନ ଦେଶ ରେ ପ୍ରବେଶ କରିବ। ସହେି ଦେଶ ରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଚତକ୍ସ୍ଟର୍ଦିଗସ୍ଥ ତକ୍ସ୍ଟମ୍ଭ ଶତୃମାନଙ୍କଠାରକ୍ସ୍ଟ ତୁମ୍ଭକୁ ବିଶ୍ରାମ ଦେଲେ, ତୁମ୍ଭେ ପୃଥିବୀରକ୍ସ୍ଟ ଅମାଲକେୀଯମାନଙ୍କୁ ସମୂଳେ ଧ୍ବଂସ କରବାକକ୍ସ୍ଟ ପଡିବ।
19 Quando, pois, o Senhor , teu Deus, te houver dado sossego de todos os teus inimigos em redor, na terra que o Senhor , teu Deus, te dá por herança, para a possuíres, apagarás a memória de Amaleque de debaixo do céu; não te esqueças.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Deuteronômio 25, comparar traduções ou montar um estudo — tudo direto pelo WhatsApp.