Deuteronômio 24

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ଜଣେ ଲୋକ ଏକ ସ୍ତ୍ରୀକକ୍ସ୍ଟ ବିବାହ କରି ଗ୍ରହଣ କଲାପରେ ଯବେେ ସେ ତାହାଠା ରେ କୌଣସି ଲଜ୍ଜାକର ବିଷଯ ପାଇବାରକ୍ସ୍ଟ ସହେି ସ୍ତ୍ରୀ ତାହାଠା ରେ ଅନକ୍ସ୍ଟଗ୍ରହ ନପାଏ। ତବେେ ସହେି ପୁରୁଷ ତାହା ନିମନ୍ତେ ଏକ ଛାଡପତ୍ର ଲେଖି ତାହା ହସ୍ତ ରେ ଦଇେ ଆପଣା ଗୃହରକ୍ସ୍ଟ ତାହାକକ୍ସ୍ଟ ବାହାର କରିଦବୋ ଉଚିତ୍।
1 Quando um homem tomar uma mulher e se casar com ela, então, será que, se não achar graça em seus olhos, por nela achar coisa feia, ele lhe fará escrito de repúdio, e lho dará na sua mão, e a despedirá da sua casa.
2 ସେ ସ୍ତ୍ରୀ ତା'ର ଗୃହରକ୍ସ୍ଟ ବାହାରି ଗଲାପରେ ସେ ୟାଇଥିବା ପୁରୁଷର ସ୍ତ୍ରୀ ହାଇେ ପାରିବ।
2 Se ela, pois, saindo da sua casa, for e se casar com outro homem,
3 ଧରାଯାଉ ତା' ନୂତନ ସ୍ବାମୀ ତାକକ୍ସ୍ଟ ଭଲପାଇଲା ନାହିଁ ଓ ତାକକ୍ସ୍ଟ ମଧ୍ଯ ଛାଡପତ୍ର ଦଲୋ କିଅବା ନୂତନ ସ୍ବାମୀର ମୃତକ୍ସ୍ଟ୍ଯ ହକ୍ସ୍ଟଏ, ତବେେ ମଧ୍ଯ ତା'ର ପ୍ରଥମ ସ୍ବାମୀ ତାକକ୍ସ୍ଟ ଆଉ ପକ୍ସ୍ଟନଃ ବିବାହ କରିବା ଉଚିତ୍ ନକ୍ସ୍ଟହଁ। ସେ କଳକ୍ସ୍ଟଷିତ ହାଇେ ସାରିବା ପରେ, କାରଣ ଏହି କାର୍ୟ୍ଯ ସଦାପ୍ରଭୁଙ୍କ ଆଗ ରେ ଘୃଣ୍ଯ ଅଟେ।
3 e se este último homem a aborrecer, e lhe fizer escrito de repúdio, e lho der na sua mão, e a despedir da sua casa ou se este último homem, que a tomou para si por mulher, vier a morrer,
4 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଯେଉଁ ଦେଶ ତକ୍ସ୍ଟମ୍ଭମାନକକ୍ସ୍ଟ ଅଧିକାର କରିବା ପାଇଁ ଦେଉଛନ୍ତି ତାକକ୍ସ୍ଟ ପାପରେ ଦୋଷୀ କରାଅ ନାହିଁ।
4 então, seu primeiro marido, que a despediu, não poderá tornar a tomá-la para que seja sua mulher, depois que foi contaminada, pois é abominação perante o Senhor ; assim não farás pecar a terra que o Senhor , teu Deus, te dá por herança.
5 ଯଦି କୌଣସି ଲୋକ ନୂତନ ଭାବେ ବିବାହିତ ହାଇେଥାଏ ତବେେ ସେ ସୈନ୍ଯଦଲ ରେ ୟୋଗ ଦବନୋହିଁ। କି ଅବା ତାଙ୍କୁ କୌଣସି ଦାଯିତ୍ବ ପୂର୍ଣ କାର୍ୟ୍ଯଭାର ଦିଆୟିବ ନାହିଁ। ଏକବର୍ଷ ପାଇଁ ତାକକ୍ସ୍ଟ ସ୍ବାଧୀନଭାବେ ବକ୍ସ୍ଟଲି ଖକ୍ସ୍ଟସି କରିବାକୁ ଦିଆୟିବ ସେ ତା'ର ନୂତନ ସ୍ତ୍ରୀକକ୍ସ୍ଟ ଧରି ଗୃହ ରେ ମନୋରଞ୍ଚନ କରି, ବାସ କରିବ।
5 Quando algum homem tomar uma mulher nova, não sairá à guerra, nem se lhe imporá carga alguma; por um ano inteiro ficará livre na sua casa e alegrará a sua mulher, que tomou.
6 କହେି ଚକି ବା ଚକିର ଉପର ପଟ ବନ୍ଧକ ରଖିବ ନାହିଁ, କାରଣ ତାହା କଲେ ମନକ୍ସ୍ଟଷ୍ଯର ପ୍ରାଣ ବନ୍ଧକ ରଖିବା ସହିତ ସମାନ।
6 Não se tomarão em penhor as duas mós, nem mesmo a mó de cima, pois se penhoraria, assim, a vida.
7 ଧରାଯାଉ କୌଣସି ମନକ୍ସ୍ଟଷ୍ଯ ଯବେେ ତାଙ୍କର ପଡ଼ୋଶୀକକ୍ସ୍ଟ ଅପହରଣ କରେ ଓ ସେ ତାକକ୍ସ୍ଟ ଯଦି ଦାସରୂପେ ବ୍ଯବହାର କରେ, ବା ତାହାକକ୍ସ୍ଟ ବିକ୍ରଯ କରେ, ତବେେ ସହେି ଅପହରଣକର୍ତ୍ତାକକ୍ସ୍ଟ ହତ୍ଯା କରାୟିବା ଉଚିତ୍। ତେଣୁ ତୁମ୍ଭମାନଙ୍କ ମଧରକ୍ସ୍ଟ ସହେି ଦକ୍ସ୍ଟଷ୍କର୍ମ ଦୂର କରିବା ଉଚିତ୍।
7 Quando se achar alguém que furtar um dentre os seus irmãos dos filhos de Israel, e com ele ganhar, e o vender, o tal ladrão morrerá, e tirarás o mal do meio de ti.
8 ତୁମ୍ଭମାନେେ ମାରାତ୍ମକ ଚର୍ମ ରୋଗ ପ୍ରତି ସାବଧାନ ହବୋ ଉଚିତ୍। ଲବେୀୟ ଯାଜକମାନେ ତୁମ୍ଭକୁ ଯେଉଁସବୁ ଶିକ୍ଷା ଦିଅନ୍ତି, ତଦନକ୍ସ୍ଟସା ରେ କର୍ମକରିବା ପାଇଁ ଯତ୍ନ ପୂର୍ବକ ମନୋୟୋଗ କର। ମୁ ସମାନଙ୍କେୁ ଯେଉଁ ପରି ଆଜ୍ଞା ଦଇେଅଛ ସହେିରୂପେ କରିବାକୁ ତୁମ୍ଭମାନେେ ମନୋୟୋଗ କରିବ ଉଚିତ୍।
8 Guarda-te da praga da lepra e tem grande cuidado de fazer conforme tudo o que te ensinarem os sacerdotes levitas; como lhes tenho ordenado, terás cuidado de o fazer.
9 ତୁମ୍ଭମାନେେ ମିଶରରକ୍ସ୍ଟ ବାହାର ହାଇେ ଆସିବା ବେଳେ ପଥ ମଧିଅରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ମରିଯମ ପ୍ରତି ଯାହା କରିଥିଲେ ସେସବୁକକ୍ସ୍ଟ ତୁମ୍ଭମାନେେ ସ୍ମରଣ କର।
9 Lembra-te do que o Senhor , teu Deus, fez a Miriã no caminho, quando saíste do Egito.
10 ତୁମ୍ଭେ ଆପଣା ପ୍ରତିବେଶୀକି କୌଣସି ପ୍ରକା ରେ ଋଣ ଦେଲେ ତାହାର ବନ୍ଧକ ଦ୍ରବ୍ଯ ଆଣିବା ପାଇଁ ତୁମ୍ଭେ ତାହା ଘର ଭିତରକକ୍ସ୍ଟ ୟିବନାହିଁ।
10 Quando emprestares alguma coisa ao teu próximo, não entrarás em sua casa para lhe tirar o penhor.
11 ତୁମ୍ଭେ ସର୍ବଦା ବାହା ରେ ଛିଡା ହାଇେ ରହିବ। ତକ୍ସ୍ଟମ୍ଭ ଯାହାକକ୍ସ୍ଟ ଋଣ ଦଇେଅଛ, ସେ ବ୍ଯକ୍ତି ଆପଣା ବନ୍ଧକ ଦ୍ରବ୍ଯ ବାହାର କରି ତକ୍ସ୍ଟମ୍ଭ ନିକଟକକ୍ସ୍ଟ ଆଣିବ।
11 Fora estarás, e o homem, a quem emprestaste, te trará fora o penhor.
12 ଧରାଯାଉ, ସେ ଜଣେ ଗରିବ ଲୋକ। ତବେେ ତୁମ୍ଭେ ତା'ର ବନ୍ଧକ ଦ୍ରବ୍ଯ ରଖିବା ପର୍ୟ୍ଯନ୍ତ ଶାଇେବା ଉଚିତ୍ ନକ୍ସ୍ଟହଁ।
12 Porém, se for homem pobre, te não deitarás com o seu penhor.
13 ସେ ଯେପରି ଆପଣା ବସ୍ତ୍ର ଘନେି ଶଯନ କରି ତୁମ୍ଭକୁ ଆଶୀର୍ବାଦ କରିବ। ଏଥିପାଇଁ ସୂର୍ୟ୍ଯାସ୍ତ ସମୟରେ ତାହାର ବନ୍ଧକ ଦ୍ରବ୍ଯ ତାହାକକ୍ସ୍ଟ ଅବଶ୍ଯ ଫରୋଇ ଦବେ। ତହିଁରେ ତାହା ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ସାକ୍ଷାତ ରେ ତକ୍ସ୍ଟମ୍ଭ ପ୍ରତି ଧାର୍ମୀକତା ହବେ।
13 Em se pondo o sol, certamente lhe restituirás o penhor, para que durma na sua roupa e te abençoe; e isto te será justiça diante do Senhor , teu Deus.
14 ତୁମ୍ଭେ କଦାପି ଦକ୍ସ୍ଟଃଖି ଓ ଦରିଦ୍ର ଲୋକମାନଙ୍କର କବେେ ଉପଦ୍ରବ୍ଯ କରିବ ନାହିଁ। ସେ ଇଶ୍ରାୟେଲୀୟ ହେଉ ବା ବିଦେଶୀଯ ହେଉ।
14 Não oprimirás o jornaleiro pobre e necessitado de teus irmãos ou de teus estrangeiros que estão na tua terra e nas tuas portas.
15 ସନ୍ଧ୍ଯା ପୂର୍ବରକ୍ସ୍ଟ ତାହାକକ୍ସ୍ଟ ତାହାର ବତନେ ଦବେ। କାରଣ ସେ ଦକ୍ସ୍ଟଃଖୀ ଲୋକ ତହିଁ ଉପରେ ତାହାର ମନ ଥାଏ। କଜାେଣି ସେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ସଦାପ୍ରଭୁଙ୍କୁ ଡାକ ପକାଇବ, ତହିଁରେ ତୁମ୍ଭର ପାପ ହବେ।
15 No seu dia, lhe darás o seu salário, e o sol se não porá sobre isso; porquanto pobre é, e sua alma se atém a isso; para que não clame contra ti ao Senhor , e haja em ti pecado.
16 ପିଲାମାନଙ୍କର ପାପ ପାଇଁ ତାଙ୍କର ପିତାମାତାଙ୍କୁ ଦଣ୍ତ ଦବେ ନାହିଁ। କିମ୍ବା ପିତାମାତାଙ୍କ ପାଇଁ ପକ୍ସ୍ଟତ୍ରକକ୍ସ୍ଟ ମଧ୍ଯ ଦଣ୍ତ ଦବେ ନାହିଁ। ପ୍ରେତ୍ୟକକ ଲୋକ ନିଜର ପାପ ପାଇଁ ଦଣ୍ତ ଭୋଗ କରିବ।
16 Os pais não morrerão pelos filhos, nem os filhos, pelos pais; cada qual morrerá pelo seu pecado.
17 ତୁମ୍ଭେ ବିଦେଶୀର କି ପିତୃମାତୃହୀନ ବିଗ୍ଭର ରେ ଅନ୍ଯାଯ କରିବ ନାହିଁ। କିଅବା ବିଧବାର ବସ୍ତ୍ର ବନ୍ଧକ ରଖିବ ନାହିଁ।
17 Não perverterás o direito do estrangeiro e do órfão; nem tomarás em penhor a roupa da viúva.
18 ମାତ୍ର ତୁମ୍ଭେ ମିଶର ରେ ସ୍ଥାଯୀଭାବେ ଦାସ ଥିଲେ, ପକ୍ସ୍ଟଣି ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ସଠାେରକ୍ସ୍ଟ ମକ୍ସ୍ଟକ୍ତ କରିଅଛନ୍ତି। ଏକଥାକକ୍ସ୍ଟ ସ୍ମରଣ କରିବ। ଏଣୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦଇେ ଅଛକ୍ସ୍ଟ।
18 Mas lembrar-te-ás de que foste servo no Egito e de que o Senhor te livrou dali; pelo que te ordeno que faças isso.
19 ତୁମ୍ଭେ ଆପଣା କ୍ଷେତ୍ର ରେ ଶସ୍ଯ କାଟିବା ବେଳେ ଗୋଟିଏ ବିଡା କ୍ଷେତ୍ର ରେ ପାସୋରି ଆସିଲେ ତାହା ଆଣିବା ପାଇଁ ଫରେିୟିବ ନାହିଁ। ତାହା ବିଦେଶୀର, ପିତୃହୀନର ଓ ବିଧବାର ହବେ। ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ହସ୍ତକୃତ ସମସ୍ତ କର୍ମ ରେ ତୁମ୍ଭକୁ ଆଶୀର୍ବାଦ କରିବେ।
19 Quando no teu campo segares a tua sega e esqueceres uma gavela no campo, não tornarás a tomá-la; para o estrangeiro, para o órfão e para a viúva será; para que o Senhor , teu Deus, te abençoe em toda a obra das tuas mãos.
20 ତୁମ୍ଭେ ଆପଣା ଜିତ୍ବୃକ୍ଷରକ୍ସ୍ଟ ଫଳ ପାରିଲା ପରେ ଆଉଥରେ ଡାଳକକ୍ସ୍ଟ ୟିବ ନାହିଁ। ତାହା ବିଦେଶୀର, ପିତୃହୀନର ଓ ବିଧବାର ହବେ।
20 Quando sacudires a tua oliveira, não tornarás atrás de ti a sacudir os ramos; para o estrangeiro, para o órfão e para a viúva será.
21 ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରରକ୍ସ୍ଟ ଦ୍ରାକ୍ଷାଫଳ ସଂଗ୍ରହ କଲା ବେଳେ ଆପଣା ଉତ୍ତା ରେ ପକ୍ସ୍ଟନ୍ନର୍ବାର ସାଉଣ୍ଟିବ ନାହିଁ। ତାହା ବିଦେଶୀର ପିତୃହୀନର ଓ ବିଧବାର ହବେ।
21 Quando vindimares a tua vinha, não tornarás atrás de ti a rebuscá-la; para o estrangeiro, para o órfão e para a viúva será o restante.
22 ଆଉ ତୁମ୍ଭମାନେେ ମିଶର ଦେଶ ରେ ବନ୍ଧା ଦାସ ଥିଲ, ଏହା ସର୍ବଦା ସ୍ମରଣ କରିବ। ଏଣୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦଇେଅଛୁ।
22 E lembrar-te-ás de que foste servo na terra do Egito; pelo que te ordeno que faças isso.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Deuteronômio 24, comparar traduções ou montar um estudo — tudo direto pelo WhatsApp.