Deuteronômio 23

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ଚକ୍ସ୍ଟର୍ଣ୍ଣ କୋଷ କିଅବା ଛିନ୍ନଲିଙ୍ଗ ବ୍ଯକ୍ତି ସଦାପ୍ରଭୁଙ୍କ ସମାଜ ରେ ପ୍ରବେଶ କରିବ ନାହିଁ।
1 O quebrado de quebradura ou castrado não entrará na congregação do Senhor .
2 ଯଦି କୌଣସି ଲୋକର ପିତାମାତାଙ୍କର ବିବାହ ନିଯମାନକ୍ସ୍ଟୟାଯୀ ହାଇନେଥାଏ ତବେେ ସହେିଲୋକ ଏବଂ ତାଙ୍କର ବଂଶଧରମାନେ ଦଶ ପୁରୁଷ ପର୍ୟ୍ଯନ୍ତ ସଦାପ୍ରଭୁଙ୍କ ଧାର୍ମିକ ସମାଜ ରେ ପ୍ରବେଶ କରିପାରିବେ ନାହିଁ।
2 Nenhum bastardo entrará na congregação do Senhor ; nem ainda a sua décima geração entrará na congregação do Senhor .
3 ଅେମ୍ମାନୀୟ କି ମାୟୋବୀଯ ଲୋକ ଏବଂ ତାଙ୍କର ଦଶ ପୁରୁଷ ପର୍ୟ୍ଯନ୍ତ ମଧ୍ଯ ସଦାପ୍ରଭୁଙ୍କ ଧାର୍ମିକ ସମାଜ ରେ ପ୍ରବେଶ କରିପାରିବ ନାହିଁ।
3 Nenhum amonita ou moabita entrará na congregação do Senhor ; nem ainda a sua décima geração entrará na congregação do Senhor , eternamente.
4 କାରଣ ତୁମ୍ଭମାନେେ ମିଶରରକ୍ସ୍ଟ ବାହାର ହାଇେ ଆସିବା ବେଳେ ସହେି ସମୟରେ ସମାନେେ ଅନ୍ନଜଳ ସହିତ ତୁମ୍ଭମାନଙ୍କୁ ପଥରେ ଭଟେିଲେ ନାହିଁ। ପକ୍ସ୍ଟଣି ସମାନେେ ତୁମ୍ଭମାନଙ୍କୁ ଶାପଦବୋ ନିମନ୍ତେ ମସେୋପଟାମିଆର ପଥୋର ସହର ନିବାସୀ ବିଲିଯମକକ୍ସ୍ଟ ପାରଶ୍ରମିକ ଦେଲେ।
4 Porquanto não saíram com pão e água a receber-vos no caminho, quando saíeis do Egito; e porquanto alugaram contra ti a Balaão, filho de Beor, de Petor, da Mesopotâmia, para te amaldiçoar.
5 ତଥାପି ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ବିଲିଯମର କଥା ଶୁଣିବାକୁ ସମ୍ମତ ହେଲେ ନାହିଁ। ମାତ୍ର ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ପ୍ ରମେ କରିବାରକ୍ସ୍ଟ ସହେି ଶାପକକ୍ସ୍ଟ ଲେଉଟାଇ ଆଶୀର୍ବାଦ କଲେ।
5 Porém o Senhor , teu Deus, não quis ouvir Balaão; antes, o Senhor , teu Deus, trocou em bênção a maldição, porquanto o Senhor , teu Deus, te amava.
6 ତୁମ୍ଭେ ଜାବଜ୍ଜୀବନ ଅନନ୍ତକାଳ ପର୍ୟ୍ଯନ୍ତ ଅେମ୍ମାନୀୟ ଓ ମାୟୋବୀଯ ସନ୍ତାନମାନଙ୍କ ଶାନ୍ତି ଓ ମଙ୍ଗଳ ଲୋଡିବ ନାହିଁ।
6 Não lhes procurarás nem paz nem bem em todos os teus dias, para sempre.
7 ତୁମ୍ଭମାନେେ ଇଦୋମୀଯ ଲୋକମାନଙ୍କୁ ଘୃଣା କରିବା ଉଚିତ୍ ନକ୍ସ୍ଟ ହେଁ। କାରଣ ସମାନେେ ତୁମ୍ଭମାନଙ୍କର ଭାଇ ଅଟନ୍ତି ଏବଂ ତୁମ୍ଭମାନେେ ମିଶରୀଯମାନଙ୍କୁ ଘୃଣା କରିବା ଉଚିତ୍ ନକ୍ସ୍ଟ ହେଁ କାରଣ ତୁମ୍ଭମାନେେ ସମାନଙ୍କେ ଦେଶ ରେ ବିଦେଶୀପରି ବାସ କରୁଥିଲ।
7 Não abominarás o edomita, pois é teu irmão; nem abominarás o egípcio, pois estrangeiro foste na sua terra.
8 ସମାନଙ୍କେ ତୃତୀୟ ପୁରୁଷପରେ, ସମାନେେ ସଦାପ୍ରଭୁଙ୍କ ସମାଜ ରେ ପ୍ରବେଶ କରିପାରିବେ।
8 Os filhos que lhes nascerem na terceira geração, cada um deles entrará na congregação do Senhor .
9 ଯେତବେେଳେ ତୁମ୍ଭମାନେେ ଆପଣା ଶତୃମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବ। ତୁମ୍ଭମାନଙ୍କୁ ଯାହା ଅପବିତ୍ର କରିବ ତାହାଠାରକ୍ସ୍ଟ ଦୂ ରଇେ ରହିବ।
9 Quando o exército sair contra os teus inimigos, então, te guardarás de toda coisa má.
10 ତୁମ୍ଭମାନଙ୍କ ମଧିଅରେ ଯବେେ କୌଣସି ବ୍ଯକ୍ତି ରାତ୍ରି ଘଟିତ କୌଣସି ଅଶକ୍ସ୍ଟଚିତା ରେ ଅଶକ୍ସ୍ଟଚି ହକ୍ସ୍ଟଏ, ତବେେ ସେ ଛାଉଣୀ ଭିତରକ୍ସ୍ଟ ବାହାରି ୟିବ। ସେ ଛାଉଣୀ ମଧିଅରେ ପ୍ରବେଶ କରିବ ନାହିଁ।
10 Quando entre ti houver alguém que, por algum acidente de noite, não estiver limpo, sairá fora do exército; não entrará no meio do exército.
11 ମାତ୍ର ମନ୍ଧ୍ଯା ଉପସ୍ଥିତ ହେଲେ ସେ ଜଳ ରେ ସ୍ନାନ କରିବ ଓ ସୂର୍ୟ୍ଯସ୍ତ ହବୋପରେ ସେ ଛାଉଣୀ ମଧ୍ଯକକ୍ସ୍ଟ ପ୍ରବେଶ କରିବ।
11 Porém será que, declinando a tarde, se lavará em água; e, em se pondo o sol, entrará no meio do arraial.
12 ତୁମ୍ଭେ ମଧ୍ଯ ବାହାରକକ୍ସ୍ଟ ୟିବା ନିମନ୍ତେ ଛାଉଣି ବାହା ରେ ଏକସ୍ଥାନ କରିବ।
12 Também terás um lugar fora do arraial; e ali sairás fora.
13 ତୁମ୍ଭେ ଆପଣା ସାମଗ୍ରୀ ସଙ୍ଗେ ଗୋଟିଏ କୋଦାଳ ରଖିବ। ତୁମ୍ଭେ ଏକ ଗର୍ତ୍ତ ଖାେଳିବା ଉଚିତ୍ ଓ ଅନ୍ତନାଡିରକ୍ସ୍ଟ ଯାହା ବାହା ରେ ତାକକ୍ସ୍ଟ ପୋତି ପକାଇବା ଉଚିତ୍ ।
13 E entre as tuas armas terás uma pá; e será que, quando estiveres assentado fora, então, com ela cavarás e, virando-te, cobrirás aquilo que saiu de ti.
14 ତୁମ୍ଭକୁ ରକ୍ଷା କରିବା ପାଇଁ ଓ ତକ୍ସ୍ଟମ୍ଭ ହସ୍ତ ରେ ତୁମ୍ଭର ଶତୃମାନଙ୍କୁ ସମର୍ପଣ କରିବ ପାଇଁ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ଛାଉଣୀ ମଧିଅରେ ଗମନାଗମନ କରନ୍ତି। ଏଥିପାଇଁ ସେ ଯେପରି ତୁମ୍ଭମାନଙ୍କ ମଧିଅରେ ଲଜ୍ଜାକର ବିଷଯ ନ ଦେଖନ୍ତି ଓ ତକ୍ସ୍ଟମ୍ଭ ନିକଟରକ୍ସ୍ଟ ବିମକ୍ସ୍ଟଖ ନ ହକ୍ସ୍ଟଅନ୍ତି। ଏଥିପାଇଁ ତୁମ୍ଭର ଛାଉଣୀ ସର୍ବଦା ପବିତ୍ର ହବୋ ଉଚିତ୍।
14 Porquanto o Senhor , teu Deus, anda no meio do teu arraial, para te livrar e entregar os teus inimigos diante de ti; pelo que o teu arraial será santo, para que ele não veja coisa feia em ti e se torne atrás de ti.
15 ଯଦି ଜଣେ ଦାସ ତା'ର ମକ୍ସ୍ଟନିବ ନିକଟରକ୍ସ୍ଟ ତକ୍ସ୍ଟମ୍ଭ ନିକଟକକ୍ସ୍ଟ ପଳାଇ ଆସିବ, ତବେେ ତୁମ୍ଭେ ତାକକ୍ସ୍ଟ ତା'ର ମକ୍ସ୍ଟନିବଙ୍କ ହସ୍ତ ରେ ସମର୍ପଣ କରିବ ନାହିଁ।
15 Não entregarás a seu senhor o servo que se acolher a ti de seu senhor.
16 ସେ ତୁମ୍ଭର କୌଣସି ଏକ ନଗର ଦ୍ବାର ମଧିଅରେ ଆପଣା ଇଚ୍ଛାମତେ ମନୋନୀତ ସ୍ଥାନ ରେ ତକ୍ସ୍ଟମ୍ଭ ମଧିଅରେ ବାସ କରିବା ଉଚିତ୍, ତୁମ୍ଭମାନେେ ତାକକ୍ସ୍ଟ ଶୋଷଣ କିଅବା ଠକିବା ଉଚିତ୍ ନକ୍ସ୍ଟ ହେଁ।
16 Contigo ficará, no meio de ti, no lugar que escolher em alguma das tuas portas, onde lhe estiver bem; não o oprimirás.
17 ଇଶ୍ରାୟେଲର ସ୍ତ୍ରୀଲୋକ ବା ପୁରୁଷ କହେି ମନ୍ଦିରର ବେଶ୍ଯାରୂପେ ସବୋ କରିବା ଉଚିତ୍ ନିହଁ।
17 Não haverá rameira dentre as filhas de Israel; nem haverá sodomita dentre os filhos de Israel.
18 ତୁମ୍ଭେ କୌଣସି ମାନତ ନିମନ୍ତେ କୌଣସି ବେଶ୍ଯାର ବତନେ କିଅବା କକ୍ସ୍ଟକକ୍ସ୍ଟରର ମୂଲ୍ଯ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଗୃହକକ୍ସ୍ଟ ଆଣିବ ନାହିଁ। କାରଣ ସେ ଉଭୟ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଘୃଣ୍ଯ ଅଟନ୍ତି।
18 Não trarás salário de rameira nem preço de cão à casa do Senhor , teu Deus, por qualquer voto; porque ambos estes são igualmente abominação ao Senhor , teu Deus.
19 ତୁମ୍ଭେ ଯେତବେେଳେ ଅନ୍ୟ ଇଶ୍ରାୟେଲକକ୍ସ୍ଟ ଋଣ ଦିଅ, ତା'ର ସକ୍ସ୍ଟଧ ମାଗ ନାହିଁ। ତାକକ୍ସ୍ଟ ସକ୍ସ୍ଟନା, ରୂପା, ଖାଦ୍ୟଦ୍ରବ୍ଯ କିଅବା ଅନ୍ୟ କିଛି ସକ୍ସ୍ଟଧ ନିଅ ନାହିଁ। ଯାହା ଜଣେ ବ୍ଯକ୍ତି ଦଇପୋରିବ।
19 A teu irmão não emprestarás à usura; nem à usura de dinheiro, nem à usura de comida, nem à usura de qualquer coisa que se empreste à usura.
20 ତୁମ୍ଭମାନେେ ବିଦେଶୀମାନଙ୍କଠାରକ୍ସ୍ଟ ସକ୍ସ୍ଟଧ ଗ୍ରହଣ କରିପାରିବ। କିନ୍ତୁ ତୁମ୍ଭମାନେେ କୌଣସି ଇଶ୍ରାୟେଲ ଲୋକଠାରକ୍ସ୍ଟ ସକ୍ସ୍ଟଧ ନବୋ ଉଚିତ୍ ନକ୍ସ୍ଟହଁ। ତେଣୁ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭେ ଯାହା କରୁଛ ପ୍ରେତ୍ୟକକର ଆଶୀର୍ବାଦ କରିବେ, ଯାହା ତୁମ୍ଭେ ଅଧିକାର କରିବା ପାଇଁ ଯାଉଛ। ତୁମ୍ଭେ ଏହି ନିଯମ ଅନକ୍ସ୍ଟସରଣ କର, ତବେେ ତୁମ୍ଭେ ତକ୍ସ୍ଟମ୍ଭ ସଦାପ୍ରଭୁ ପରମେଶ୍ବରଙ୍କର ଆଶୀର୍ବାଦର ପାତ୍ର ହବେ। ସଦାପ୍ରଭୁ ତୁମ୍ଭକୁ ସବୁ କାର୍ୟ୍ଯ ରେ ତୁମ୍ଭକୁ ଆଶୀର୍ବୀଦ କରିବେ।
20 Ao estranho emprestarás à usura; porém a teu irmão não emprestarás à usura, para que o Senhor , teu Deus, te abençoe em tudo que puseres a tua mão, na terra, a qual passas a possuir.
21 ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଉଦେଶ୍ଯ ରେ ତୁମ୍ଭେ ମାନସିକ କଲେ ତାହା ଦବୋକକ୍ସ୍ଟ ବିଳମ୍ବ କରିବ ନାହିଁ। କାରଣ ତାହା ତୁମ୍ଭର ପାପ ହବେ। ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଅବଶ୍ଯ ତକ୍ସ୍ଟମ୍ଭଠାରକ୍ସ୍ଟ ତାହା ଆଦାଯ କରିବେ।
21 Quando votares algum voto ao Senhor , teu Deus, não tardarás em pagá-lo; porque o Senhor , teu Deus, certamente o requererá de ti, e em ti haverá pecado.
22 କିନ୍ତୁ ଯଦି ତୁମ୍ଭେ ମାନସିକ ନକର ତବେେ ତହିଁରେ ତୁମ୍ଭର ପାପ ହବେ ନାହିଁ।
22 Porém, abstendo-te de votar, não haverá pecado em ti.
23 ଯାହା ତକ୍ସ୍ଟମ୍ଭ ଓଠରକ୍ସ୍ଟ ନିର୍ଗତ ହାଇେଅଛି, ତାହା କରିବାକୁ ମନୋୟୋଗ କରିବ। ତୁମ୍ଭେ ନିଜ ମକ୍ସ୍ଟଖ ରେ ପ୍ରତିଜ୍ଞା କର ଯେପରି ସ୍ବେଚ୍ଛାଦତ ଉପହାର ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ମାନସିକ କରିଅଛ, ସହେି ଅନକ୍ସ୍ଟସା ରେ କରିବ।
23 O que saiu da tua boca guardarás e o farás, mesmo a oferta voluntária, assim como votaste ao Senhor , teu Deus, e o declaraste pela tua boca.
24 ତୁମ୍ଭେ ଆପଣା ପ୍ରତିବେଶୀର ଦ୍ରାକ୍ଷା କ୍ଷେତ୍ରକକ୍ସ୍ଟ ଗଲେ ସ୍ବେଚ୍ଛାନକ୍ସ୍ଟସା ରେ ଆପଣା ତୃଲ୍ଗି ପର୍ୟ୍ଯନ୍ତ ଦ୍ରାକ୍ଷାଫଳ ଭୋଜନ କରିପାରିବ। ମାତ୍ର ତୁମ୍ଭେ ଆପଣା ପାତ୍ର ରେ କିଛି ଅବଶିଷ୍ଟ ରଖିବ ନାହିଁ।
24 Quando entrares na vinha do teu próximo, comerás uvas conforme o teu desejo até te fartares, porém não as porás no teu vaso.
25 ତୁମ୍ଭେ ଆପଣା ପ୍ରତିବେଶୀର ବଢନ୍ତା ଶସ୍ଯ କ୍ଷେତ୍ରକକ୍ସ୍ଟ ଗଲେ ଆପଣା ହାତ ରେ ଶାଁଷା ଛିଣ୍ତାଇ ଖାଇ ପାରିବ, ମାତ୍ର ତୁମ୍ଭେ ଆପଣା ପ୍ରତିବେଶୀର ଶସ୍ଯ କାଟି ଆଣିପାରିବ ନାହିଁ।
25 Quando entrares na seara do teu próximo, com a tua mão arrancarás as espigas, porém não meterás a foice na seara do teu próximo.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Deuteronômio 23, comparar traduções ou montar um estudo — tudo direto pelo WhatsApp.