Deuteronômio 21

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ଧରାଯାଉ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭମାନଙ୍କ ଅଧିକାରାର୍ଥେ ସହେି ଦେଶ ରେ ଯେଉଁ କ୍ଷତେ ଦଇେଛନ୍ତି, ସହେି ଭୂମିର କ୍ଷେତ୍ର ମଧିଅରେ ଯବେେ କୌଣସିଠା ରେ ଏକ ମୃତ ଶରୀର ମିଳେ, ତାକକ୍ସ୍ଟ ହତ୍ଯା କରିଥିବା ଲୋକ ଯଦି ଜଣା ନଥାଏ।
1 Quando na terra que te der o Senhor , teu Deus, para possuí-la se achar alguém morto, caído no campo, sem que se saiba quem o matou,
2 ତବେେ ପ୍ରାଚୀନବର୍ଗ ଓ ବିଗ୍ଭରକର୍ତ୍ତାମାନେ ଯିବେ ଏବଂ ଶବର ଚତକ୍ସ୍ଟପାଶର୍‌ବ ରେ ଥିବା ପ୍ରେତ୍ୟକକ ନଗରକକ୍ସ୍ଟ ମାପିବେ।
2 sairão os teus anciãos e os teus juízes e medirão a distância até às cidades que estiverem em redor do morto.
3 ସହେି ମୃତ ଲୋକଠାରକ୍ସ୍ଟ ଯେଉଁ ନଗର ନିକଟବର୍ତ୍ତୀ ହବେ, ତା'ର ପ୍ରାଚୀନବର୍ଗ ଗୋଠରକ୍ସ୍ଟ ଏପରି ବାଛକ୍ସ୍ଟରୀ ନବେେ ଯାହା କବେେ କାମ କରିନାହିଁ କିଅବା ଜକ୍ସ୍ଟଆଳି ଟାଣି ନାହିଁ।
3 Os anciãos da cidade mais próxima do morto tomarão uma novilha da manada, que não tenha trabalhado, nem puxado com o jugo,
4 ସହେି ନଗରର ପ୍ରାଚୀନବର୍ଗମାନେ ସହେି ଗାଈକକ୍ସ୍ଟ ଏକ ଜଳ ଉପତ୍ଯାକାକକ୍ସ୍ଟ ନବେେ ଯେଉଁଠା ରେ ଜଳପ୍ଲାବିତ ହେଉଥିବ ଓ ସହେି ସ୍ଥାନ କବେେ ଗ୍ଭଷ କରାୟାଇ ନ ଥିବ କିଅବା କୌଣସି ବୃକ୍ଷ ସଠାେରେ ଲଗାୟାଇ ନ ଥିବ। ଏହାପରେ ସହେି ଉପତ୍ୟକା ରେ ଉକ୍ତ ବାଛକ୍ସ୍ଟରୀଟିର ବକେକକ୍ସ୍ଟ ଭାଙ୍ଗି ଦବେେ।
4 e a trarão a um vale de águas correntes, que não foi lavrado, nem semeado; e ali, naquele vale, desnucarão a novilha.
5 ଏହାପରେ ଲବେୀ ବଂଶଧର ଯାଜକମାନେ ତାହା ନିକଟକକ୍ସ୍ଟ ଆସିବେ କାରଣ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆପଣା ସବୋର୍ଥେ ଓ ସଦାପ୍ରଭୁଙ୍କ ନାମ ରେ ଆଶୀର୍ବାଦ କରଣାର୍େଥ ସମାନଙ୍କେୁ ମନୋନୀତ କରିଅଛନ୍ତି। ଏଣୁ ସମାନଙ୍କେ ବାକ୍ଯ ଅନକ୍ସ୍ଟସା ରେ ପ୍ରେତ୍ୟକକ ବି ରୋଧ ରେ ଓ ଆଘାତ ରେ ବିଗ୍ଭର ହବେ।
5 Chegar-se-ão os sacerdotes, filhos de Levi, porque o Senhor , teu Deus, os escolheu para o servirem, para abençoarem em nome do Senhor e, por sua palavra, decidirem toda demanda e todo caso de violência.
6 ଏହାପରେ ମୃତ ଲୋକର ବନ୍ଧକ୍ସ୍ଟବାନ୍ଧବ ଓ ସହେି ନଗରର ସମସ୍ତ ପ୍ରାଚୀନର୍ଗ, ଉପତ୍ୟକା ରେ ସହେି ବାଛକ୍ସ୍ଟରୀ ଉପରେ ନିଜ ନିଜ ହସ୍ତ ପ୍ରକ୍ଷାଳନ କରିବେ।
6 Todos os anciãos desta cidade, mais próximos do morto, lavarão as mãos sobre a novilha desnucada no vale
7 ଏବଂ ସମାନେେ ଉତ୍ତର ଦଇେ କହିବେ, 'ଆମ୍ଭମାନଙ୍କ ହସ୍ତ ଏହି ରକ୍ତପାତ କରିନାହିଁ। କିଅବା ଏହାକକ୍ସ୍ଟ କିଏ ହତ୍ଯା କରିଛି ଆମ୍ଭେ ଏହା ଦେଖି ନାହକ୍ସ୍ଟଁ।
7 e dirão: As nossas mãos não derramaram este sangue, e os nossos olhos o não viram derramar-se.
8 ହେ ସଦାପ୍ରଭୁ, ତୁମ୍ଭେ ଆପଣାର ଯେଉଁ ଇଶ୍ରାୟେଲର ଲୋକମାନଙ୍କୁ ମକ୍ସ୍ଟକ୍ତ କରିଅଛ, ସମାନଙ୍କେୁ କ୍ଷମା କର। ଆପଣା ଇଶ୍ରାୟେଲ ଲୋକ ମଧିଅରେ ନିରପରାଧର ରକ୍ତପାତ ଦୋଷ ରହିବାକକ୍ସ୍ଟ ଦିଅ ନାହିଁ।' ତହିଁରେ ସମାନଙ୍କେ ପ୍ରତି ସହେି ରକ୍ତପାତ ଦୋଷ କ୍ଷମା ହବେ।
8 Sê propício ao teu povo de Israel, que tu, ó Senhor , resgataste, e não ponhas a culpa do sangue inocente no meio do teu povo de Israel. E a culpa daquele sangue lhe será perdoada.
9 ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ନିରୀହମାନଙ୍କର ହତ୍ଯା ଜନିତ ପାପ ମାଚେନର ଏହା ହିଁ ପଥ। କାରଣ ତୁମ୍ଭେ ପରମେଶ୍ବରଙ୍କ ଦୃଷ୍ଟି ରେ ଯଥାର୍ଥ କାର୍ୟ୍ଯ କରିବା ଉଚିତ୍।
9 Assim, eliminarás a culpa do sangue inocente do meio de ti, pois farás o que é reto aos olhos do Senhor .
10 ତୁମ୍ଭମାନେେ ଆପଣା ଶତୃମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ଗଲେ ଯଦି ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ସମାନଙ୍କେୁ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରନ୍ତି ଓ ତୁମ୍ଭମାନେେ ସମାନଙ୍କେୁ ବନ୍ଦୀକରି ଘନେିୟାଅ।
10 Quando saíres à peleja contra os teus inimigos, e o Senhor , teu Deus, os entregar nas tuas mãos, e tu deles levares cativos,
11 ସହେି ବନ୍ଦୀମାନଙ୍କ ମଧିଅରେ କୌଣସି ସକ୍ସ୍ଟନ୍ଦରୀ ସ୍ତ୍ରୀ ଦେଖି ତାହା ପ୍ରତି ପ୍ ରମାେସକ୍ତ ହେଲେ ଯବେେ ତାହାକକ୍ସ୍ଟ ବିବାହ କରିବାକୁ ଇଚ୍ଛା କରେ,
11 e vires entre eles uma mulher formosa, e te afeiçoares a ela, e a quiseres tomar por mulher,
12 ତବେେ ତୁମ୍ଭେ ତାହାକକ୍ସ୍ଟ ଆପଣା ଗୃହକକ୍ସ୍ଟ ଆଣିବ ପକ୍ସ୍ଟଣି ସେ ଆପଣା ମସ୍ତକ ମଣ୍ତନ କରି ନଖ କାଟିବ।
12 então, a levarás para casa, e ela rapará a cabeça, e cortará as unhas,
13 ଆଉ ତା'ପରେ ସେ ବନ୍ଦୀଥିବା ଅବସ୍ଥା ରେ ପିନ୍ଧିଥିବା ବସ୍ତ୍ର ତ୍ଯାଗ କରି ତକ୍ସ୍ଟମ୍ଭ ଗୃହ ରେ ବାସ କରିବ ଓ ନିଜର ପିତା ଓ ମାତାଙ୍କ ପାଇଁ ଏକମାସ ବିଳାପ କରିବ। ଏହାପରେ ତୁମ୍ଭେ ତା ସହିତ ମିଳାମିଶା ସହବାସ କରିବ ଓ ତା'ର ସ୍ବାମୀ ହବେ ଏବଂ ସେ ତୁମ୍ଭର ସ୍ତ୍ରୀ ହବେ।
13 e despirá o vestido do seu cativeiro, e ficará na tua casa, e chorará a seu pai e a sua mãe durante um mês. Depois disto, a tomarás; tu serás seu marido, e ela, tua mulher.
14 ଯବେେ ତାହା ଉପରେ ତୁମ୍ଭେ ସନ୍ତକ୍ସ୍ଟଷ୍ଟ ନକ୍ସ୍ଟହଁ, ତବେେ ତୁମ୍ଭେ ତାକକ୍ସ୍ଟ ଛାଡପତ୍ର ଦବେ ଏବଂ ତା'ର ଇଚ୍ଛା ଅନକ୍ସ୍ଟସା ରେ ତାକକ୍ସ୍ଟ ୟିବାକକ୍ସ୍ଟ ଦବେ। ମାତ୍ର ଟଙ୍କା ବିନିମଯ ରେ ତାକକ୍ସ୍ଟ କାହାକକ୍ସ୍ଟ ବିକିବ ନାହିଁ। ତୁମ୍ଭେ ତାପ୍ରତି ଦାସୀପରି ବ୍ଯବହାର କରିବ ନାହିଁ। କାରଣ ତୁମ୍ଭେ ତାହା ସହିତ ସହବାସ କରିଛ।
14 E, se não te agradares dela, deixá-la-ás ir à sua própria vontade; porém, de nenhuma sorte, a venderás por dinheiro, nem a tratarás mal, pois a tens humilhado.
15 ଯଦି କୌଣସି ଲୋକର ଦକ୍ସ୍ଟଇଟି ସ୍ତ୍ରୀ ଥାଏ, ସେ ଜଣକକ୍ସ୍ଟ ଅନ୍ୟ ଜଣ ଅପେକ୍ଷା ଅଧିକ ଭଲ ପାଉଥାଏ, ଏବଂ ଯଦି ସହେି ଦକ୍ସ୍ଟଇଜଣ ୟାକ ତୁମ୍ଭର ପକ୍ସ୍ଟତ୍ର ସନ୍ତାନ ପ୍ରସବ କରନ୍ତି। ଯଦି ପ୍ରଥମ ପକ୍ସ୍ଟତ୍ରକକ୍ସ୍ଟ ତୁମ୍ଭେ ଭଲ ପାଉ ନ ଥିବ ସ୍ତ୍ରୀ ଜନ୍ମ ଦଇେଥାଏ।
15 Se um homem tiver duas mulheres, uma a quem ama e outra a quem aborrece, e uma e outra lhe derem filhos, e o primogênito for da aborrecida,
16 ଯେତବେେଳେ ସହେି ଲୋକ ତା'ର ସଐତ୍ତି ବାଣ୍ଟିବ ତା'ର ପିଲାମାନଙ୍କ ମଧିଅରେ ଜ୍ଯୈଷ୍ଠତାର ଅଧିକାର ସେ ପ୍ରିଯାର ପକ୍ସ୍ଟତ୍ରକକ୍ସ୍ଟ ଦଇପୋରିବ ନାହିଁ।
16 no dia em que fizer herdar a seus filhos aquilo que possuir, não poderá dar a primogenitura ao filho da amada, preferindo-o ao filho da aborrecida, que é o primogênito.
17 ମାତ୍ର ସେ ଅପ୍ରିଯାର ପକ୍ସ୍ଟତ୍ରକକ୍ସ୍ଟ ଜ୍ଯୈଷ୍ଠ ବୋଲି ସ୍ବୀକାର କରି ଆପଣା ସର୍ବସ୍ବରକ୍ସ୍ଟ ଦକ୍ସ୍ଟଇଗକ୍ସ୍ଟଣ ଅଂଶ ତାହାକକ୍ସ୍ଟ ଦବେ। କାରଣ ସେ ତା'ର ଶକ୍ତିର ପ୍ରଥମଜାତ ସନ୍ତାନ ଓ ଜେଷ୍ଠ ଅଧିକାର ତା'ର ଅଟେ।
17 Mas ao filho da aborrecida reconhecerá por primogênito, dando-lhe dobrada porção de tudo quanto possuir, porquanto aquele é o primogênito do seu vigor; o direito da primogenitura é dele.
18 ଯବେେ କାହାର ପକ୍ସ୍ଟତ୍ର ଅବାଧ୍ଯ ଓ ପିତା ମାତାଙ୍କ କଥା ପାଳନ ନ କରେ , ପିତାମାତାଙ୍କ ପ୍ରତି ଅବଜ୍ଞା ପ୍ରଦର୍ଶନ କରେ। ସମାନଙ୍କେ ତାଗିଦ୍ ସତ୍ତ୍ବେ ସେ ତାହାପ୍ରତି କର୍ଣପାତ ମଧ୍ଯ କରେ ନାହିଁ।
18 Se alguém tiver um filho contumaz e rebelde, que não obedece à voz de seu pai e à de sua mãe e, ainda castigado, não lhes dá ouvidos,
19 ତବେେ ତାହାର ପିତାମାତା ତାହାକକ୍ସ୍ଟ ଧରି ନଗରସ୍ଥ ଫାଟକ ନିକଟରେ ଥିବା ପ୍ରାଚୀନବର୍ଗଙ୍କ ନିକଟକକ୍ସ୍ଟ ନବୋ ଉଚିତ୍।
19 seu pai e sua mãe o pegarão, e o levarão aos anciãos da cidade, à sua porta,
20 ସମାନେେ ନଗରର ପ୍ରାଚୀନବର୍ଗମାନଙ୍କୁ କହନ୍ତକ୍ସ୍ଟ, 'ଆମ୍ଭ ପକ୍ସ୍ଟତ୍ର ଅବାଧ୍ଯ ଓ ଆଦେଶ ପାଳନ ପାଇଁ ଅବଜ୍ଞା କରୁଛି। ସେ ଅତ୍ଯଧିକ ଖାଦ୍ୟ ଓ ପ୍ରଚକ୍ସ୍ଟର ଦ୍ରାକ୍ଷାରସ ପାନ କରୁଛି।'
20 e lhes dirão: Este nosso filho é rebelde e contumaz, não dá ouvidos à nossa voz, é dissoluto e beberrão.
21 ତା'ପରେ ନଗରର ବ୍ଯକ୍ତିମାନେ ତାକକ୍ସ୍ଟ ପଥର ଫିଗିଂ ହତ୍ଯା କରିବା ଉଚିତ୍। ଏହିପରି ଭାବରେ ତୁମ୍ଭେ ଆପଣା ଭିତରକ୍ସ୍ଟ ମନ୍ଦ ଦୂର କରିବା ଉଚିତ୍। ଇଶ୍ରାୟେଲର ଲୋକମାନେ ଏହା ଶକ୍ସ୍ଟଣି ଭୟଭୀତ ହବେେ।
21 Então, todos os homens da sua cidade o apedrejarão até que morra; assim, eliminarás o mal do meio de ti; todo o Israel ouvirá e temerá.
22 ଯଦି କୌଣସି ବ୍ଯକ୍ତି କୌଣସି ଦୋଷ କରେ ଯାହାକି ମୃତକ୍ସ୍ଟ୍ଯଦଣ୍ତ ଯୋଗ୍ଯ ହକ୍ସ୍ଟଏ, ତାକକ୍ସ୍ଟ ହତ୍ଯା କରିୟିବା ଉଚିତ୍ ଏବଂ ତା'ର ଶରୀରକକ୍ସ୍ଟ ଗୋଟିଏ ଗଛ ରେ ଝକ୍ସ୍ଟଲାଇ ଦବୋ ଉଚିତ୍।
22 Se alguém houver pecado, passível da pena de morte, e tiver sido morto, e o pendurares num madeiro,
23 କିନ୍ତୁ ତା'ର ମୃତ ଶରୀରକକ୍ସ୍ଟ ରାତ୍ରି ତମାମ ଓହଳାଇ ରଖିବା ଉଚିତ୍ ନକ୍ସ୍ଟହଁ। ତା'ର ମୃତ ଶରୀରକକ୍ସ୍ଟ ସହେି ଏକା ଦିନ ରେ କବର ଦିଆୟିବା ଉଚିତ୍। କାରଣ, କହେି ବ୍ଯକ୍ତି ଗଛ ରେ ଝକ୍ସ୍ଟଲା ହାଇେ ରହିଲେ ପରମେଶ୍ବରଙ୍କ ଦ୍ବରା ଅଭିଶାପ ଗ୍ରସ୍ତ ହକ୍ସ୍ଟଏ। ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଯେଉଁ ଭୂମି ଦଇେଛନ୍ତି ତୁମ୍ଭେ ତାହାକକ୍ସ୍ଟ ଅଶକ୍ସ୍ଟଚି କର ନାହିଁ।
23 o seu cadáver não permanecerá no madeiro durante a noite, mas, certamente, o enterrarás no mesmo dia; porquanto o que for pendurado no madeiro é maldito de Deus; assim, não contaminarás a terra que o Senhor , teu Deus, te dá em herança.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Deuteronômio 21, comparar traduções ou montar um estudo — tudo direto pelo WhatsApp.