Deuteronômio 20
Oriya Bible (GL_ORIYA) vs ARC
1 ଯେତବେେଳେ ତୁମ୍ଭେ ଆପଣା ଶତୃମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ବାହାରିବ, ଯଦି ତୁମ୍ଭମାନେେ ତାଙ୍କର ଅନକେ ଅଶ୍ବାରୋହୀ, ରଥା ରୋହୀ ଏବଂ ଯଦି ତାଙ୍କର ଅଧିକ ସଂଖ୍ଯକ ସୈନ୍ଯ ଥାନ୍ତି, ତବେେ ତୁମ୍ଭମାନେେ ସମାନଙ୍କେୁ ଭୟ କରିବାର କିଛି ନାହିଁ କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭ ସହିତ ସର୍ବଦା ଅଛନ୍ତି। ଏବଂ ସହେି ସଦାପ୍ରଭୁ ତୁମ୍ଭମାନଙ୍କୁ ମିଶର ମଧ୍ଯରକ୍ସ୍ଟ ବାହାରକରି ଆଣିଛନ୍ତି।
1 Quando saíres à peleja contra teus inimigos e vires cavalos, e carros, e povo maior em número do que tu, deles não terás temor, pois o Senhor , teu Deus, que te tirou da terra do Egito, está contigo.
2 ଯେତବେେଳେ ତୁମ୍ଭମାନେେ ୟକ୍ସ୍ଟଦ୍ଧକକ୍ସ୍ଟ ୟିବ, ସେ ସମୟରେ ଯାଜକମାନେ ସୈନ୍ଯମାନଙ୍କ ପାଖକକ୍ସ୍ଟ ୟାଇ କହିବେ,
2 E será que, quando vos achegardes à peleja, o sacerdote se adiantará, e falará ao povo,
3 ' ହେ ଇଶ୍ରାୟେଲବାସୀ ମାରେ କଥା ଶକ୍ସ୍ଟଣ। ଆଜି ତୁମ୍ଭମାନେେ ତୁମ୍ଭର ଶତୃମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ୟିବ। ତୁମ୍ଭମାନେେ କବେେ ଭୟକରିବ ନାହିଁ, ତୁମ୍ଭମାନଙ୍କେର ହୃଦଯ ଦୁର୍ବଳ କରନାହିଁ।
3 e dir-lhe-á: Ouve, ó Israel, hoje vos achegais à peleja contra os vossos inimigos; que se não amoleça o vosso coração; não temais, nem tremais, nem vos aterrorizeis diante deles,
4 କାରଣ, ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭସହିତ ଅଛନ୍ତି। ସଦାପ୍ରଭୁ ତୁମ୍ଭକୁ ୟକ୍ସ୍ଟଦ୍ଧ ରେ ସାହାୟ୍ଯ କରିବେ ଓ ସେ ତୁମ୍ଭକୁ ୟକ୍ସ୍ଟଦ୍ଧ ରେ ଜଯ ୟକ୍ସ୍ଟକ୍ତ କରାଇବେ।'
4 pois o Senhor , vosso Deus, é o que vai convosco, a pelejar contra os vossos inimigos, para salvar-vos.
5 ଅଧକ୍ଷଗଣ ଲୋକମାନଙ୍କୁ କହିବେ, 'କେଉଁ ଲୋକ ନୂତନ ଗୃହ ନିର୍ମାଣ କରି ତାହା ପ୍ରତିଷ୍ଠା କରି ନାହିଁ? ସେ ତା'ର ଆପଣା ଗୃହକକ୍ସ୍ଟ ଯାଉ। ନଚେତ୍ ସେ ଯବେେ ମରିୟାଏ, ତବେେ ଅନ୍ୟ ଲୋକ ସେ ଗୃହ ରେ ପ୍ରବେଶ କରିବ।
5 Então, os oficiais falarão ao povo, dizendo: Qual é o homem que edificou casa nova e ainda a não consagrou? Vá e torne-se à sua casa, para que, porventura, não morra na peleja, e algum outro a consagre.
6 ଅନ୍ୟ କେଉଁ ଲୋକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତକ୍ସ୍ଟତ କରି ତହିଁର ଫଳ ଭୋଗ କରିନାହିଁ। ସେ ଫରେି ଆପଣା ଗୃହକକ୍ସ୍ଟ ଯାଉ କାରଣ ଯଦି ସେ ୟକ୍ସ୍ଟଦ୍ଧ ରେ ମରିୟାଏ, ତବେେ ଅନ୍ୟ କହେି ସହେି ଜମିକକ୍ସ୍ଟ ଭୋଗ କରିବ।
6 E qual é o homem que plantou uma vinha e ainda não logrou fruto dela? Vá e torne-se à sua casa, para que, porventura, não morra na peleja, e algum outro o logre.
7 ଆଉ କୌଣସି ଲୋକର ଏକ ସ୍ତ୍ରୀ ଲୋକକୁ ବିବାହ ପାଇଁ ସ୍ବୀକୃତି ହାଇେଛି କିନ୍ତୁ ତାକକ୍ସ୍ଟ ଏପର୍ୟ୍ଯନ୍ତ ବିବାହ କରି ନାହିଁ। ସେ ଫରେି ଆପଣା ଗୃହକକ୍ସ୍ଟ ଯାଉ। ଯଦି ସେ ୟକ୍ସ୍ଟଦ୍ଧ ରେ ମରିୟାଏ, ଅନ୍ୟ କହେି ତାକକ୍ସ୍ଟ ବିବାହ କରିବ।'
7 E qual é o homem que está desposado com alguma mulher e ainda a não recebeu? Vá e torne-se à sua casa, para que, porventura, não morra na peleja, e algum outro homem a receba.
8 ଅଧିକାରୀଗଣ ଲୋକମାନଙ୍କୁ କହିବେ, 'ଭୟାଳୁ ଓ ଦୁର୍ବଳ ହୃଦଯ ଲୋକ କିଏ ଅଛି କି? ସେ ଫରେି ଆପଣା ଗୃହକକ୍ସ୍ଟ ଯାଉ, ଯମେିତି ସେ ତା'ର ଭାଇର ହୃଦଯକକ୍ସ୍ଟ ଭୟା ରେ ତରଳାଇ ନ ଦେଉ।'
8 E continuarão os oficiais a falar ao povo, dizendo: Qual é o homem medroso e de coração tímido? Vá e torne-se à sua casa, para que o coração de seus irmãos se não derreta como o seu coração.
9 ଅଧ୍ଯକ୍ଷଗଣ ସୈନ୍ଯମାନଙ୍କ ସହିତ କଥା ସମାଲ୍ଗ କରିବା ପରେ, ସମାନେେ ସୈନ୍ଯ ଉପରେ ସନୋପତିମାନଙ୍କୁ ନିୟକ୍ସ୍ଟକ୍ତ କରିବେ।
9 E será que, quando os oficiais acabarem de falar ao povo, então, designarão os maiorais dos exércitos para a dianteira do povo.
10 ଯେତବେେଳେ ତୁମ୍ଭମାନେେ ଗୋଟିଏ ନଗରକକ୍ସ୍ଟ ଆକ୍ରମଣ କରିବାକୁ ୟିବ ପ୍ରଥମେ ତାଙ୍କୁ ସନ୍ଧିର କଥା ଘାଷେଣା କର।
10 Quando te achegares a alguma cidade a combatê-la, apregoar-lhe-ás a paz.
11 ଯଦି ସମାନେେ ତୁମ୍ଭମାନଙ୍କ ସନ୍ଧି ରେ ରାଜି ହାଇେ ତୁମ୍ଭମାନଙ୍କ ନଗର ଗକ୍ସ୍ଟଡିକ ପାଇଁ ଦ୍ବାର ଉନ୍ମୁକ୍ତ କରନ୍ତି, ତବେେ ସହେି ସହରର ସମସ୍ତ ଲୋକମାନେ ତକ୍ସ୍ଟମ୍ଭ ପାଇଁ କାମ କରିବାକୁ ବାଧ୍ଯ ଏବଂ ତୁମ୍ଭମାନଙ୍କର ଦାସ ହବେେ।
11 E será que, se te responder em paz e te abrir, todo o povo que se achar nela te será tributário e te servirá.
12 ଯଦି ସହେି ନଗରର ଲୋକମାନେ ତୁମ୍ଭର ସନ୍ଧି ରେ ରାଜି ନହକ୍ସ୍ଟଅନ୍ତି। ତୁମ୍ଭମାନଙ୍କ ସହିତ ୟକ୍ସ୍ଟଦ୍ଧ କରନ୍ତି, ତବେେ ତୁମ୍ଭମାନେେ ସମାନଙ୍କେୁ ଘରେି ୟିବ।
12 Porém, se ela não fizer paz contigo, mas, antes, te fizer guerra, então, a sitiarás.
13 ଯେତବେେଳେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତାହା ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବେ, ସେତବେେଳେ ତୁମ୍ଭେ ତହିଁର ସମସ୍ତ ପୁରୁଷଙ୍କକ୍ସ୍ଟ ଖଣ୍ତା ରେ ହାଣି ହତ୍ଯା କରିବ।
13 E o Senhor , teu Deus, a dará na tua mão; e todo varão que houver nela passarás ao fio da espada,
14 କିନ୍ତୁ ସ୍ତ୍ର, ପିଲା, ଗାଈଗୋରୁ ଓ ସମସ୍ତ ଦ୍ରବ୍ଯ ତକ୍ସ୍ଟମ୍ଭ ନିଜ ପାଇଁ ନଇୟୋଅ। ତୁମ୍ଭେ ଯାହା ବ୍ଯବହାର କରିବାକୁ ଗ୍ଭହିଁ ତୁମ୍ଭର ନବୋ ଓ ବ୍ଯବହାର କରିବା ଉଚିତ୍। ଏହି ସବୁ ଜିନିଷ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯୁଦ୍ଧରୁ ପ୍ରାପ୍ଯ ଦ୍ରବ୍ଯ ରୂପେ ଦଇେଛନ୍ତି।
14 salvo as mulheres, e as crianças, e os animais; e tudo o que houver na cidade, todo o seu despojo, tomarás para ti; e comerás o despojo dos teus inimigos, que te deu o Senhor , teu Deus.
15 ଯେଉଁ ସବୁ ନଗର ଏହି ପାଖାପାଖି ଗୋଷ୍ଠୀଯମାନଙ୍କର ନକ୍ସ୍ଟ ହେଁ, ତକ୍ସ୍ଟମ୍ଭଠାରକ୍ସ୍ଟ ଅତି ଦୂରବର୍ତ୍ତୀ ସମସ୍ତ ନଗର ପ୍ରତି ଏହା କର।
15 Assim farás a todas as cidades que estiverem mui longe de ti, que não forem das cidades destas nações.
16 ମାତ୍ର ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଏହି ଲୋକମାନଙ୍କର ଯେଉଁ ଯେଉଁ ନଗର ତୁମ୍ଭର ଅଧିକାର ପାଇଁ ଦିଅନ୍ତି, ତୁମ୍ଭେ ତହିଁ ମଧିଅରେ ନିଶ୍ବାସଧାରୀ କାହାରିକି ସଜୀବ ରଖିବ ନାହଁ।
16 Porém, das cidades destas nações, que o Senhor , teu Deus, te dá em herança, nenhuma coisa que tem fôlego deixarás com vida.
17 ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଆଜ୍ଞା ଅନକ୍ସ୍ଟସା ରେ ତୁମ୍ଭେ ସମାନଙ୍କେୁ ହିତ୍ତୀଯ ଓ ଇ ମାରେୀଯ ଓ କିଣାନୀଯ ପରିଷୀଯ ଓ ହିଦ୍ଦୀଯ, ୟିବୂଷୀଯ ଲୋକମାନଙ୍କୁ ବର୍ଜିତ ରୂପେ ବିନାଶ କରିବେ।
17 Antes, destruí-las-ás totalmente: aos heteus, e aos amorreus, e aos cananeus, e aos ferezeus, e aos heveus, e aos jebuseus, como te ordenou o Senhor , teu Deus,
18 କାରଣ ସମାନେେ ତୁମ୍ଭମାନଙ୍କୁ ଶିକ୍ଷା ଦବେେ ନାହିଁ। ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ବିରକ୍ସ୍ଟଦ୍ଧ ରେ ପାପ କରିବା ପାଇଁ। ସମାନେେ ତାଙ୍କ ଦବଗେଣଙ୍କ ଉଦ୍ଦେଶ୍ଯ ରେ ଯେଉଁସବୁ ଭୟଙ୍କର କର୍ମମାନ କରିଛନ୍ତି, ତୁମ୍ଭମାନଙ୍କୁ ଏପରି କରିବାକୁ ପ୍ରବର୍ତ୍ତାଇ ପାରିବେ ନାହିଁ।
18 para que vos não ensinem a fazer conforme todas as suas abominações, que fizeram a seus deuses, e pequeis contra o Senhor , vosso Deus.
19 ଯେତବେେଳେ ତୁମ୍ଭମାନେେ ବାହକ୍ସ୍ଟବଳଦ୍ବାରା ଅବୋରଧ କରିବ। ସେତବେେଳେ ତୁମ୍ଭମାନେେ ନଗରମାନଙ୍କ ରେ ଥିବା ଗଛମାନଙ୍କୁ କାଟିବା ନାହିଁ। ତୁମ୍ଭମାନେେ ତାହାର ଫଳ ଖାଇ ପାରିବ। ସହେି ବୃକ୍ଷମାନେ ତୁମ୍ଭର ଶତୃ ନକ୍ସ୍ଟହଁନ୍ତି ତେଣୁ ସମାନଙ୍କେୁ ତୁମ୍ଭେ କାଟିବ ନାହିଁ।
19 Quando sitiares uma cidade por muitos dias, pelejando contra ela para a tomar, não destruirás o seu arvoredo, metendo nele o machado, porque dele comerás; pelo que o não cortarás (pois o arvoredo do campo é o mantimento do homem), para que sirva de tranqueira diante de ti.
20 କିନ୍ତୁ ତୁମ୍ଭମାନେେ ଫଳ ନଫଳକ୍ସ୍ଟଥିବା ବୃକ୍ଷମାନଙ୍କୁ କାଟି ପାରିବ। ସେଥି ରେ ତୁମ୍ଭମାନେେ ୟକ୍ସ୍ଟଦ୍ଧାସ୍ତ୍ର ନିର୍ମାଣ କରି ସହେି ନଗର ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବ। ସହେି ନଗର ପତନ ପର୍ୟ୍ଯନ୍ତ ତୁମ୍ଭେ ଏହିପରି କରିବ।
20 Mas as árvores que souberes que não são árvores de comer destruí-las-ás e cortá-las-ás; e contra a cidade que guerrear contra ti edificarás baluartes, até que esta seja derribada.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Deuteronômio 20, comparar traduções ou montar um estudo — tudo direto pelo WhatsApp.