Deuteronômio 1

Oriya Bible (GL_ORIYA) vs VC

Sair da comparação
VC Versão Católica
1 ମାଶାେ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ଏହା କହିଲେ। ଯେତବେେଳେ ସୂଫ ସପୋରିସ୍ଥିତ ପାରଣ, ତାଫେଲ, ଲାବନ, ହତ୍େସରୋତ୍ ଓ ଦୀଷାହବର ମଧିଅରେ ସମାନେେ ୟର୍ଦ୍ଦନ ନଦୀର ପୂର୍ବପାରସ୍ଥିତ ପ୍ରାନ୍ତରକୁ ପାର ହେଉଥିବା ସମୟରେ ମାଶାେ ଏହି ବାର୍ତ୍ତାସବୁ କହିଥିଲେ।
1 Eis os discursos que pronunciou Moisés a todo o Israel do outro lado do Jordão, no deserto, na planície que se estende defronte de Suf, entre Farã, Tofel, Labã, Haserot e Di-Zaab.
2 ସଯେୀର ପର୍ବତ ଦଇେ ହାରେବଠାେରକ୍ସ୍ଟ କାଦେଶ-ବର୍ଣଯେ ପର୍ୟ୍ଯନ୍ତ ୟାତ୍ରା ସାଧାରଣତଃ ଏଗାର ଦିନ ଲାଗେ।
2 Desde Horeb até Cades-Barne há uma distância de onze jornadas de marcha pelo caminho da montanha de Seir.
3 କିନ୍ତୁ ଏହାଥିଲା ଚାଳିଶତମ ବର୍ଷର ଏକାଦଶ ମାସର ପ୍ରଥମ ଦିନ ରେ ମାଶାେ ଇଶ୍ରାୟେଲୀୟମାନଙ୍କୁ ସଦାପ୍ରଭୁଙ୍କର ଆଜ୍ଞା ଅନକ୍ସ୍ଟସା ରେ ସଦାପ୍ରଭୁଙ୍କର ବାକ୍ଯମାନ କହିଥିଲେ।
3 No quadragésimo ano, no primeiro dia do décimo primeiro mês, diante dos israelitas, Moisés pronunciou todos os discursos que o Senhor lhe tinha ordenado pronunciar,
4 ସଦାପ୍ରଭୁ ହିଷ୍ବୋନ ନିବାସୀ ଇ ମାରେୀଯମାନଙ୍କ ରାଜା ସୀହାନକେୁ ଓ ଅଷ୍ଠାରୋତ୍ ନିବାସୀ ବାଶନର ରାଜା ଓଗକକ୍ସ୍ଟ ଇଦ୍ରିଯୀ ରେ ପରାସ୍ତ କଲାପରେ।
4 depois de ter derrotado Seon, rei dos amorreus que habitava em Hesebon, e Og, rei de Basã, que habitava em Astarot e Edrai.
5 ଇଶ୍ରାୟେଲୀୟମାନେ ୟର୍ଦ୍ଦନ ନଦୀର ପୂର୍ବପାରି ରେ ଥିଲେ, ଯାହାକି ମାୟୋବ ଦେଶ ରେ ଥିଲା ଏବଂ ମାଶାେ ବ୍ଯବସ୍ଥା ବାଖ୍ଯା କରିବାକୁ ଆରମ୍ଭ କଲେ।
5 Do outro lado do Jordão, na terra de Moab, Moisés começou a expor a lei, dizendo:
6 ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ହାରେବେ ରେ କହିଥିଲେ। ସେ କହିଲେ, 'ତୁମ୍ଭମାନେେ ଏହି ପର୍ବତ ରେ ୟଥେଷ୍ଟ ସମୟ ବାସ କରି ଅଛ।
6 O Senhor, nosso Deus, falou-nos nestes termos em Horeb: tendes-vos demorado muito tempo neste monte.
7 ଇମାରେୀୟମାନଙ୍କ ପର୍ବତ ଦେଶକକ୍ସ୍ଟ ୟାଅ। ତୁମ୍ଭେ ସହେି ଦେଶର ପଡ଼ୋଶୀ ଅଞ୍ଚଳ ଗୁଡିକୁ ୟାଅ, ପର୍ବତମଯ ଦେଶ, ୟର୍ଦ୍ଦନର ଉପତ୍ୟକାକକ୍ସ୍ଟ ତଳଭୂମି, ମରକ୍ସ୍ଟଭୂମି ଏବଂ ସମକ୍ସ୍ଟଦ୍ର ଉପକୂଳ ସମତେ କିଣାନୀଯମାନଙ୍କ ସମସ୍ତଦେଶ ଓ ଲିବାନୋନ୍ ଦଇେ ଫରାତ ନଦୀ ପର୍ୟ୍ଯନ୍ତ ୟାଅ।
7 Voltai e parti. Tomai o caminho do monte dos amorreus e das regiões vizinhas; ide às planícies, às montanhas, aos vales, ao Negeb, às costas do mar, à terra dos cananeus, ao Líbano e até o grande rio Eufrates.
8 ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶ ଦଇେଅଛୁ, ଏହାସବୁ ତୁମ୍ଭମାନଙ୍କର, ୟାଅ ଏବଂ ଏହାକକ୍ସ୍ଟ ଅଧିକାର କର। ଆମ୍ଭେ ତୁମ୍ଭର ପୂର୍ବପୁରୁଷ ୟାଥ: ଅବ୍ରହାମ, ଇସହାକ୍ ଓ ୟାକୁବକୁ ଏହା ଦବୋ ପାଇଁ ଶପଥ କରିଥିଲକ୍ସ୍ଟ, ଆମ୍ଭେ ସମାନଙ୍କେୁ ଓ ସମାନଙ୍କେର ବଂଶଧରମାନଙ୍କୁ ଏହି ଦେଶମାନ ଦବୋ ପାଇଁ ଶପଥ କରିଥିଲକ୍ସ୍ଟ।'
8 Eis que eu vos entrego esta terra. Ide e possuí a terra que jurei dar a vossos pais Abraão, Isaac e Jacó, a eles e à sua posteridade.
9 ମାଶାେ କହିଲେ, ସେ ସମୟରେ ମୁ ତୁମ୍ଭମାନଙ୍କୁ କହିଲି, ମୁ ଏକା ତୁମ୍ଭମାନଙ୍କର ଭଲ ମନ୍ଦ ବକ୍ସ୍ଟଝିପାରିବି ନାହିଁ।
9 Eu disse-vos nessa mesma época: eu sozinho não posso tomar conta de vós.
10 ବର୍ତ୍ତମାନ ତୁମ୍ଭମାନଙ୍କର ସଂଖ୍ଯା ବେଶୀ ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ସଂଖ୍ଯା ବୃଦ୍ଧି କରିଛନ୍ତି, ତେଣୁ ତୁମ୍ଭମାନେେ ଆକାଶର ତାରାମାନଙ୍କ ତକ୍ସ୍ଟଲ୍ଯ ବହକ୍ସ୍ଟତ।
10 O Senhor, vosso Deus, vos multiplicou de tal modo que sois hoje tão numerosos como as estrelas do céu.
11 ତୁମ୍ଭମାନେେ ଏବେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ପରମେଶ୍ବର ତୁମ୍ଭମାନଙ୍କୁ ସହସ୍ରଗକ୍ସ୍ଟଣ କରନ୍ତକ୍ସ୍ଟ। ସେ ଯେପରି ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଛନ୍ତି, ସହେିପରି ଆଶୀର୍ବାଦ କରନ୍ତକ୍ସ୍ଟ।
11 Que o Senhor, o Deus de vossos pais, vos multiplique mil vezes mais e vos abençoe como prometeu.
12 କିନ୍ତୁ ମୁ ଏକାକି ତୁମ୍ଭମାନଙ୍କର ସମସ୍ଯା, ବିବାଦ ଓ ଭାର ବକ୍ସ୍ଟଝି ପାରିବ ନାହିଁ।
12 Como poderia eu sozinho encarregar-me de vós e levar o fardo de vossas contendas?
13 ତେଣୁ ମୁ କହିଲି, 'ତୁମ୍ଭମାନେେ ତୁମ୍ଭମାନଙ୍କ ପ୍ରେତ୍ୟକକ ଗୋଷ୍ଠୀରୁ ବକ୍ସ୍ଟଦ୍ଧିମାନ ଓ ବିଖ୍ଯାତ ଲୋକମାନଙ୍କୁ ଜଣଜଣକକ୍ସ୍ଟ ବାଛ। ମୁ ସମାନଙ୍କେୁ ତୁମ୍ଭମାନଙ୍କ ଉପରେ ନେତା ରୂପେ ନିୟକ୍ସ୍ଟକ୍ତି କରିବି। ଏହିପରି ଲୋକମାନଙ୍କୁ ମନୋନୀତ କର, ଯେଉଁମାନେ ବକ୍ସ୍ଟଦ୍ଧିମାନ, ବିଚାରଶୀଳ, ଜ୍ଞାନି ଓ ଅଭିଜ୍ଞ ହାଇେଥିବେ।'
13 Escolhei, de cada uma de vossas tribos, homens sábios, prudentes e experimentados, que eu ponha à vossa frente.
14 ଏବଂ ତୁମ୍ଭମାନେେ କହିଥିଲ, 'ଏହା ଆମ୍ଭମାନଙ୍କର କରିବା ଭଲ।'
14 Vós então me respondesses: é uma boa coisa o que nos propões.
15 ତେଣୁ ମୁ ତୁମ୍ଭମାନଙ୍କ ଗୋଷ୍ଠୀ ସମୂହ ମଧ୍ଯରକ୍ସ୍ଟ ଜ୍ଞାନି ଓ ଅଭିଜ୍ଞ ଲୋକମାନଙ୍କୁ ତୁମ୍ଭମାନଙ୍କ ଉପରେ ନେତାରୂପେ ନିୟକ୍ସ୍ଟକ୍ତି କଲି। ଏହିରୂପେ ତୁମ୍ଭମାନଙ୍କ ଉପରେ ସହସ୍ରପତି, ଶତପତି, ପଞ୍ଚାଶତପତି, ଦଶପତିମାନଙ୍କୁ ନିୟକ୍ସ୍ଟକ୍ତି କଲି, ଏବଂ ପ୍ରେତ୍ୟକକ ଗୋଷ୍ଠୀ ପାଇଁ ଅଧ୍ଯକ୍ଷମାନଙ୍କୁ ମଧ୍ଯ ନିୟକ୍ସ୍ଟକ୍ତି ଦଲେି।
15 Tome, pois, dentre vós, homens sábios e experimentados que pus à vossa frente como chefes de milhares de centenas, de cinqüentenas e de dezenas e como escribas em vossas tribos.
16 ସହେି ସମୟରେ, ମୁ ତୁମ୍ଭର ବିଚାରପତି ମାନଙ୍କୁ କହିଥିଲି, 'ତୁମ୍ଭେ ତୁମ୍ଭର ଲୋକମାନଙ୍କର ବିବାଦ ଶକ୍ସ୍ଟଣ ଓ ତାହାର ଯଥାର୍ଥ୍ଯ ବିଚାରକର। ଏହା ଇଶ୍ରାୟେଲୀୟ ଓ ଇଶ୍ରାୟେଲୀୟମାନଙ୍କ ମଧିଅରେ ହେଉ ବା ଇଶ୍ରାୟେଲୀୟ ଓ ବିଦେଶୀମାନଙ୍କ ମଧିଅରେ ହେଉ, ତୁମ୍ଭର ବିଚାର ନିରପେକ୍ଷ ହବେ।
16 Nesse mesmo tempo dei esta ordem aos vossos juízes: dai audiência aos vossos irmãos e julgai com eqüidade as questões de cada um deles com o seu irmão ou com o estrangeiro que mora com ele.
17 ତୁମ୍ଭେ ଯେତବେେଳେ ବିଚାର କରୁଛ ସେତବେେଳେ କୌଣସି ଲୋକକୁ ପ୍ରାଧାନ୍ଯ ଦିଅ ନାହିଁ, ସମସ୍ତଙ୍କକ୍ସ୍ଟ ସମାନ ନ୍ଯାଯ ଦିଅ। ତୁମ୍ଭେ କାହାରିକକ୍ସ୍ଟ ଭୟକର ନାହିଁ, କାରଣ ତୁମ୍ଭର ବିଚାର ପରମେଶ୍ବରଙ୍କଠାରକ୍ସ୍ଟ ଆସିଥାଏ। କିନ୍ତୁ କୌଣସି ବିଚାର ଯଦି ତୁମ୍ଭକୁ କଷ୍ଟ ହକ୍ସ୍ଟଏ ବା ଜଟିଳ ହକ୍ସ୍ଟଏ, ତବେେ ସେ ସମସ୍ଯା ମାେ ପାଖକକ୍ସ୍ଟ ଆଣିବ, ମୁ ତା'ର ସମାଧାନ କରି ଦବେି।'
17 Não fareis distinção de pessoas em vossos julgamentos. Ouvireis o pequeno como o grande, sem temor de ninguém, porque o juízo é de Deus. Se uma questão vos parecer muito complicada, trá-la-eis diante de mim para que eu a ouça.
18 ସହେି ସମୟରେ, ମୁ ମଧ୍ଯ ତୁମ୍ଭମାନଙ୍କୁ କହିଥିଲି, ତୁମ୍ଭର କର୍ତ୍ତବ୍ଯ ଓ କର୍ମ ବିଷଯ ରେ।
18 É assim que, naquele tempo, vos ordenei tudo o que devíeis fazer.
19 ଏହାପରେ ଆମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବରଙ୍କର ଆଜ୍ଞା ଅନକ୍ସ୍ଟସା ରେ ହାରେବେ ପରିତ୍ଯାଗ କଲକ୍ସ୍ଟ। ଏବଂ ଇ ମାରେୀଯମାନଙ୍କର ପର୍ବତମଯ ଦେଶକକ୍ସ୍ଟ ୟାତ୍ରା କଲକ୍ସ୍ଟ। ଆମ୍ଭମାନେେ ଯେଉଁ ବିସ୍ତିର୍ଣ, ଯେଉଁ ଭୟଙ୍କର ପ୍ରାନ୍ତର ୟିବା ବାଟରେ ଦେଖିଲକ୍ସ୍ଟ, ତା ମଧ୍ଯଦଇେ ୟାଇ କାଦେଶ ବର୍ଣଯେ ରେ ପହଁଞ୍ଚିଲକ୍ସ୍ଟ।
19 Depois partimos de Horeb para atravessar esse vasto e terrível deserto que vistes, do monte dos amorreus, como nos havia ordenado o Senhor, nosso Deus. E chegamos a Cades-Barne.
20 ଏହାପରେ ମୁ ତୁମ୍ଭମାନଙ୍କୁ କହିଲି, 'ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭମାନଙ୍କୁ ଯେଉଁ ଇ ମାରେୀଯମାନଙ୍କର ପର୍ବତମଯ ଦେଶ ଦବେେ, ସହେିଠା ରେ ଆମ୍ଭମାନେେ ଏବେ ଉପସ୍ଥିତ।
20 Eu disse-vos então: Eis-vos chegados ao monte dos amorreus que o Senhor, nosso Deus, nos dá.
21 ଦେଖ, ସଦାପ୍ରଭୁ ପରମେଶ୍ବର ତକ୍ସ୍ଟମ୍ଭ ଆଗ ରେ ସହେିଦେଶ ଦଇେଛନ୍ତି। ୟାଅ, ତୁମ୍ଭମାନଙ୍କ ପାଇଁ ତାହା ଅଧିକାର କର। ସଦାପ୍ରଭୁ ତୁମ୍ଭମାନଙ୍କର ପୁର୍ବପୁରୁଷମାନଙ୍କୁ ପରମେଶ୍ବରଙ୍କ ଆଜ୍ଞାନକ୍ସ୍ଟସା ରେ ଏପରି କରିବାକୁ କହିଥିଲେ। ତେଣୁ ତୁମ୍ଭମାନଙ୍କର ଭୟ କି ନାରାଶ ହକ୍ସ୍ଟଅ ନାହିଁ।'
21 Vê: o Senhor, teu Deus, entrega-te a terra. Subi e possuí-a, como o prometeu o Deus de teus pais. Não tenhas medo; não te assustes.
22 କିନ୍ତୁ ତୁମ୍ଭମାନେେ ମାେ ନିକଟକକ୍ସ୍ଟ ଆସିଲ ଏବଂ କହିଲ, 'ଆସ ଆମ୍ଭମାନଙ୍କ ଆଗ ରେ ଲୋକମାନଙ୍କୁ ପଠାଇବା, କିଏ ସହେି ଦେଶକକ୍ସ୍ଟ ଆମ୍ଭ ପାଇଁ ଗୋପନ ରେ ସନ୍ଧାନ କରିବ ଏବଂ ତଥ୍ଯ ଆଣିବ ଏବଂ ଆମ୍ଭମାନଙ୍କୁ ନିର୍ଦ୍ଦେଶ ଦବେ। କେଉଁ ପଥ ଦଇେ ଆମ୍ଭମାନଙ୍କର ୟିବା ପାଇଁ ଉଚିତ୍ ଏବଂ କେଉଁ ନଗରମାନଙ୍କୁ ଆମ୍ଭମାନଙ୍କର ୟିବା ଉଚିତ୍।'
22 Vós vos aproximasses de mim e dissesses: enviemos homens adiante de nós, que explorem a terra e nos ensinem por que caminho devemos subir, e para que cidades devemos ir.
23 ମୁ ଭାବିଲି ଏହା ଏକ ଉତ୍ତମ ଧାରଣା ଥିଲା। ତେଣୁ ମୁ ତୁମ୍ଭମାନଙ୍କର ପ୍ରେତ୍ୟକକ ପରିବାରବର୍ଗରକ୍ସ୍ଟ ଜଣେ ଜଣେ କରି ବାରଜଣଙ୍କକ୍ସ୍ଟ ବାଛିଲି।
23 Vosso parecer agradou-me, e escolhi dentre vós doze homens, um de cada tribo.
24 ଏହାପରେ ସମାନେେ ସହେି ପର୍ବତମଯ ଦେଶକକ୍ସ୍ଟ ଗଲେ ଓ ଇଷ୍କୋଲ ଉପତ୍ଯାକା ରେ ପହଁଞ୍ଚିଲେ ଏବଂ ସହେି ଦେଶ ରେ ଗକ୍ସ୍ଟଲ୍ଗ ଦୃଷ୍ଟି ରଖିଲେ।
24 Eles partiram, subiram as montanhas e chegaram ao vale de Escol, explorando a terra.
25 ସମାନେେ କିଛି ଫଳଧରି ସହେି ସ୍ଥାନରକ୍ସ୍ଟ ଆମ୍ଭମାନଙ୍କ ନିକଟକକ୍ସ୍ଟ ଆସିଲେ। ସମାନେେ ସହେି ଦେଶ ବିଷଯ ରେ ଆମ୍ଭମାନଙ୍କୁ କହିଲେ, 'ସଦାପ୍ରଭୁ ଆମ୍ଭର ପରମେଶ୍ବର ଆମ୍ଭମାନଙ୍କୁ ଏକ ଉତ୍ତମ ଦେଶ ଦଇେଛନ୍ତି।'
25 Tomaram consigo frutos da terra e no-los trouxeram dizendo: a terra que nos dá o Senhor, nosso Deus, é boa.
26 କିନ୍ତୁ ତୁମ୍ଭେ ସେ ଦେଶକକ୍ସ୍ଟ ୟିବାକକ୍ସ୍ଟ ମନା କରିଦଲେ। ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ଆଜ୍ଞା ବିରକ୍ସ୍ଟଦ୍ଧ ରେ ବିଦ୍ରୋହ ଚରଣ କଲ।
26 Mas não quisesses subir a ela, e fostes rebeldes ao mandamento do Senhor, nosso Deus.
27 ତୁମ୍ଭମାନେେ ଆପଣାର ତୁମ୍ଭମାନଙ୍କର ତକ୍ସ୍ଟମ୍ବୁକକ୍ସ୍ଟ ୟାଇ ଅଭିଯୋଗ କରି କହିଲ, 'ସଦାପ୍ରଭୁ ଆମ୍ଭକକ୍ସ୍ଟ ଘୃଣା କରନ୍ତି। ତେଣୁ ସେ ଆମ୍ଭମାନଙ୍କୁ ଇ ମାରେୀଯମାନଙ୍କ ହସ୍ତ ରେ ସମର୍ପଣ କରି ବିନାଶ କରିବା ନିମନ୍ତେ, ଆମ୍ଭମାନଙ୍କୁ ଏଠାକକ୍ସ୍ଟ ଆଣିଛନ୍ତି।
27 E murmurasses em vossas tendas, dizendo: o Senhor tem-nos ódio, e por isso nos tirou da terra do Egito para entregar-nos ao extermínio pelas mãos dos amorreus.
28 ଆମ୍ଭମାନେେ ବର୍ତ୍ତମାନ କେଉଁଠାକକ୍ସ୍ଟ ୟିବା? ଆମ୍ଭର ଭାଇମାନେ ଆମ୍ଭମାନଙ୍କ ମନ ରେ ତଥ୍ଯ ପ୍ରଦାନ କରି ଭୟ ସଂଚାର କରିଛନ୍ତି। ସମାନେେ କହିଲେ, ସଠାେକାର ଲୋକମାନେ ଆମ୍ଭମାନଙ୍କଠାରକ୍ସ୍ଟ ବଳବାନ ଓ ଦୀର୍ଘ୍ଯକାଯ। ତାଙ୍କର ନଗରମାନ ବୃହତ ଏବଂ ତା'ର ପ୍ରାଚୀରଗୁଡିକୁ ଆକାଶ ସ୍ପର୍ଶ କରିଛି। ଏବଂ ଆମ୍ଭମାନେେ ସଠାେରେ ଅନାକୀଯମାନଙ୍କର ଦୀର୍ଘ୍ଯକାଯ ସନ୍ତାନମାନଙ୍କୁ ଦେଖିଲକ୍ସ୍ଟ।'
28 Para onde iremos? Nossos irmãos fizeram-nos perder a coragem quando nos disseram ter visto um povo maior e de estatura mais alta que a nossa, e cidades grandes e fortificadas, cujos muros se elevavam até o céu, e até mesmo filhos de Enacim.
29 ତେଣୁ ମୁ ତୁମ୍ଭମାନଙ୍କୁ କହିଲି, 'ତ୍ରାସ କର ନାହିଁ କି ଭୟ କର ନାହିଁ।
29 Eu vos respondi: não vos assusteis; não tenhais medo deles.
30 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ଆଗେଆଗେ ଗମନ କରୁଛନ୍ତି। ସେ ମିଶର ରେ ଯେପରି କରିଥିଲେ, ଏହିଠା ରେ ମଧ୍ଯ ସହେିପରି କରିବେ। ସଦାପ୍ରଭୁ ତୁମ୍ଭମାନଙ୍କ ସପକ୍ଷ ରେ ୟକ୍ସ୍ଟଦ୍ଧ କରିବେ।
30 o Senhor, vosso Deus, que marcha diante de vós, combaterá ele mesmo em vosso lugar, como sempre o fez sob os vossos olhos, no Egito
31 ମରକ୍ସ୍ଟଭୂମିରେ ତୁମ୍ଭମାନେେ ଦେଖିଅଛ, ମନକ୍ସ୍ଟଷ୍ଯମାନେ ଆପଣା ସନ୍ତାନମାନଙ୍କୁ ବୋହିବାପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଏହିଠା ରେ ପହଁଞ୍ଚିବା ପର୍ୟ୍ଯନ୍ତ, ତୁମ୍ଭମାନଙ୍କର ଗମନର ସମସ୍ତ ପଥରେ ତୁମ୍ଭମାନଙ୍କୁ କିପରି ବୋହିଛନ୍ତି।'
31 e no deserto. No deserto, tu mesmo viste como o Senhor, teu Deus, te levou por todo caminho por onde andaste, como um homem costuma levar seu filho, até que chegásseis a esse lugar.
32 କିନ୍ତୁ ତଥାପି ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କଠା ରେ ବିଶ୍ବାସ କଲ ନାହିଁ।
32 E apesar disso não tivesses confiança no Senhor, vosso Deus,
33 ଯେତବେେଳେ ତୁମ୍ଭମାନେେ ୟାତ୍ରା କରୁଥିଲ, ସେ ତୁମ୍ଭର ଆଗେ ଆଗେ ୟାଇ ତୁମ୍ଭମାନଙ୍କର ତମ୍ବୁ ପକାଇବା ନିମନ୍ତେ, ସ୍ଥାନ ନରକ୍ସ୍ଟପଣ କରୁଥିଲେ। ଏବଂ ତୁମ୍ଭମାନଙ୍କୁ ପଥ ଦଖାଇବୋ ପାଇଁ ସେ ରାତ୍ର ରେ ଅଗ୍ନିଶିଖା, ଦିନ ରେ ମେଘସ୍ତମ୍ଭଦ୍ବାରା ଗମନ କଲେ।
33 o qual, procurando-vos um lugar onde acampar, marchava adiante de vós no caminho, de noite no fogo, para vos mostrar o caminho, e de dia na nuvem.
34 ସଦାପ୍ରଭୁ ତୁମ୍ଭମାନଙ୍କର କଥା ଶୁଣିଲେ, ଏବଂ କୋରଧ କଲେ। ସେ ଦୃଢ ପ୍ରତିଜ୍ଞା କରି କହିଲେ।
34 O Senhor, tendo ouvido o som de vossas palavras, encolerizou-se e fez este juramento:
35 'ମୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଉତ୍ତମ ଦେଶ ଦବୋକକ୍ସ୍ଟ ଶପଥ କରିଥିଲି, ଏହି ସହେି ଦେଶ। ଏହି ପୀଢୀର ଦୃଷ୍ଟ ଲୋକମାନେ କବେେ ସହେି ଦେଶ ଦେଖିବ ନାହିଁ।
35 nenhum dos homens desta geração perversa verá a boa terra que eu, com juramento, prometi dar a vossos pais,
36 କବଳେ ୟିଫକ୍ସ୍ଟନ୍ନିର ପକ୍ସ୍ଟତ୍ର କାଲେବ୍ ସହେି ଦେଶକକ୍ସ୍ଟ ଦେଖିବେ। ମୁ କାଲବକେକ୍ସ୍ଟ ସହେିଦେଶ ଦବେି, ଯେଉଁ ଦେଶ ଦଇେ ସେ ଗଲା। ତାଙ୍କର ଭବିଷ୍ଯତ୍ ବଂଶଧରମାନେ ମଧ୍ଯ ତାହା ପାଇବେ। କାରଣ କାଲବେ ସଦାପ୍ରଭୁଙ୍କୁ ସଐୂର୍ଣଭାବରେ ଅନକ୍ସ୍ଟସରଣ କରୁଛନ୍ତି।'
36 exceto Caleb, filho de Jefoné. Este vê-la-á, e eu darei a ele e a seus filhos o solo que ele pisou, porque cumpriu a vontade do Senhor.
37 ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମାେ ଉପରେ କୋରଧିତ ହେଲେ। ସେ ମାେତେ କହିଲେ, ' ମାଶାେ, ତୁମ୍ଭେ ମଧ୍ଯ ସେ ସ୍ଥାନ ରେ ପ୍ରବେଶ କରିବ ନାହିଁ।
37 Até contra mim se irritou o Senhor por causa de vós: tu tampouco, disse-me ele, entrarás nessa terra!
38 କିନ୍ତୁ ତୁମ୍ଭର ସହକର୍ମୀ ପରିଚାରକ ନୂନର ପକ୍ସ୍ଟତ୍ର ଯିହାଶୂେୟ ସେ ସ୍ଥାନ ରେ ପ୍ରବେଶ କରିବ। ତାକକ୍ସ୍ଟ ସାହାସ ଦିଅ। ଯେ ହତେକ୍ସ୍ଟ ସେ ଇଶ୍ରାୟେଲକକ୍ସ୍ଟ ତାଙ୍କର ଭୂମିକକ୍ସ୍ଟ ଅଧିକାର କରାଇବ।'
38 É Josué, filho de Nun, que ali entrará. Anima-o, pois é ele que introduzirá Israel na possessão da terra.
39 ସଦାପ୍ରଭୁ କହିଲେ, 'ତୁମ୍ଭମାନେେ କହକ୍ସ୍ଟଥିଲ, ତୁମ୍ଭମାନଙ୍କର ଶତୃମାନଙ୍କ ଦ୍ବାରା ତୁମ୍ଭର ପିଲାମାନେ ଲକ୍ସ୍ଟଟିତ ହବେେ। କିନ୍ତୁ ସହେି ପିଲାମାନେ ସହେି ଦେଶକକ୍ସ୍ଟ ଯିବେ ଏବଂ ସମାନଙ୍କେୁ ସହେି ସ୍ଥାନ ଦବୋ। ଆମ୍ଭେ ତୁମ୍ଭର ପିଲାମାନଙ୍କୁ ଦୋଷ ଦବୋ ନାହିଁ। ତୁମ୍ଭର ଦୋଷ ପାଇଁ, କାରଣ ସମାନଙ୍କେର ଭଲମନ୍ଦ ବିଚାର କରିବାର ଜ୍ଞାନ ନାହିଁ। ସମାନେେ ବହକ୍ସ୍ଟତ ସାନ, ସମାନେେ ଠିକ୍ ଭୂଲ ବକ୍ସ୍ଟଝିପାରକ୍ସ୍ଟ ନାହାଁନ୍ତି। ତୁମ୍ଭମାନଙ୍କର ପିଲାମାନଙ୍କୁ ସହେିଦେଶ ସବୁ ଦବେ।
39 Vossos filhinhos, dos quais dissesses que seriam a presa do deserto, e vossos filhos, que hoje ainda não sabem distinguir o bem do mal, estes entrarão; a eles darei a terra e a possuirão.
40 କିନ୍ତୁ ତୁମ୍ଭମାନେେ ସକ୍ସ୍ଟଫ ସମକ୍ସ୍ଟଦ୍ର ପଥଦଇେ ପ୍ରାନ୍ତରକକ୍ସ୍ଟ ଫରେିୟାଅ।'
40 Quanto a vós, voltai para trás e parti para o deserto na direção do mar Vermelho.
41 ଏହାପରେ ତୁମ୍ଭମାନେେ କହିଲ, ' ମାଶାେ, ଆମ୍ଭେ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ପାପ କରିଅଛକ୍ସ୍ଟ। କିନ୍ତୁ ଏବେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭମାନଙ୍କୁ ଯେପରି ଆଜ୍ଞା ଦଇେଛନ୍ତି, ସହେିପରି ଆମ୍ଭେ ୟକ୍ସ୍ଟଦ୍ଧ କରିବା।' ଏହାପରେ ତୁମ୍ଭମାନେେ ନିଜ ନିଜର ୟକ୍ସ୍ଟଦ୍ଧଅସ୍ତ୍ର ଧରି ପର୍ବତ ଉପରକକ୍ସ୍ଟ ୟିବାକକ୍ସ୍ଟ ଅଗ୍ରସର ହେଲ। ତୁମ୍ଭମାନେେ ଭାବିଲ ଏହା ଆମ୍ଭମାନଙ୍କ ପାଇଁ ପାର୍ବତ୍ଯମଯ ଦେଶ ଅଧିକାର କରିବାକୁ ସକ୍ସ୍ଟବିଧା ହବେ।
41 Vós respondestes-me: pecamos contra o Senhor. Vamos combater, como o Senhor, nosso Deus, nos ordenou. E quando cada um de vós, tomando as suas armas, vos dispusesses inconsideradamente a marchar sobre o monte,
42 କିନ୍ତୁ ସଦାପ୍ରଭୁ ମାେତେ କହିଲେ, 'ଲୋକମାନଙ୍କୁ ମନାକର ସଠାେକକ୍ସ୍ଟ ୟାଇ ୟକ୍ସ୍ଟଦ୍ଧ କରିବା ପାଇଁ। କାରଣ ଆମ୍ଭେ ସମାନଙ୍କେ ସହିତ ୟିବକ୍ସ୍ଟ ନାହିଁ, ତେଣୁ ସମାନଙ୍କେର ଶତୃମାନେ ସମାନଙ୍କେୁ ପରାସ୍ତ କରିବେ।'
42 o Senhor disse-me: dize-lhes: não subais, não entreis em combate algum, porque não estou no meio de vós. Se o fizerdes, sereis vencidos por vossos inimigos.
43 ମୁ ତୁମ୍ଭମାନଙ୍କୁ ଏହା କହିଲି, କିନ୍ତୁ ତୁମ୍ଭମାନେେ ମାେ କଥା ଶକ୍ସ୍ଟଣିଲ ନାହିଁ। ତୁମ୍ଭମାନେେ ସଦାପ୍ରଭୁଙ୍କର ଆଦେଶ ବିରକ୍ସ୍ଟଦ୍ଧ ରେ ବିଦ୍ରୋହ କଲ। ନିଜ ବଳ ରେ ୟକ୍ସ୍ଟଦ୍ଧ କରିବା ପାଇଁ ତୁମ୍ଭମାନେେ ପର୍ବତ ଉପରକକ୍ସ୍ଟ ଚଢିଲ।
43 Em vão vos referi todas essas palavras: não me ouvisses e tivesses a presunção de subir o monte, a despeito das ordens do Senhor.
44 କିନ୍ତୁ ଇ ମାରେୀଯ ଲୋକମାନେ ତୁମ୍ଭମାନଙ୍କ ସହିତ ୟିଦ୍ଧ କରିବାକୁ ବାହାରି ପଡିଲେ ଓ ସମାନେେ ମହକ୍ସ୍ଟମାଛି ପରି ସମାନଙ୍କେୁ ତଡି ଦେଲେ। ସମାନେେ ତୁମ୍ଭମାନଙ୍କୁ ସଯେୀରର ହର୍ମା ପର୍ୟ୍ଯନ୍ତ ତୁମ୍ଭମାନଙ୍କୁ ପରାସ୍ତ କଲେ।
44 Então os amorreus que habitavam nessa montanha saíram contra vós, perseguiram-vos como abelhas e retalharam-vos desde Seir até Horma.
45 ଏହାପରେ ତୁମ୍ଭମାନେେ ଆମ୍ଭ ନିକଟକକ୍ସ୍ଟ ଫରେି ଆସ ସାହାୟ୍ଯ ପାଇଁ କ୍ରନ୍ଦନ କଲ। କିନ୍ତୁ ସଦାପ୍ରଭୁ ସମାନଙ୍କେର କ୍ରନ୍ଦନ ଶୁଣିଲେ ନାହିଁ।
45 Voltando, chorasses diante do Senhor, mas o Senhor não ouviu os vossos clamores, nem vos inclinou os seus ouvidos.
46 ତେଣୁ ତୁମ୍ଭମାନେେ କାଦେଶ ରେ ବହକ୍ସ୍ଟଦିନ ପର୍ୟ୍ଯନ୍ତ ରହିଲ।
46 Por isso é que ficastes tanto tempo em Cades, como o sabeis.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Deuteronômio 1, comparar traduções ou montar um estudo — tudo direto pelo WhatsApp.