Deuteronômio 19

Oriya Bible (GL_ORIYA) vs ARIB

Sair da comparação
ARIB Almeida Revisada Imprensa Bíblica
1 ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯେଉଁ ଦେଶ ଦବେେ ତାହା ଅନ୍ୟ ଦେଶୀଯମାନଙ୍କର ଅଟେ। ସଦାପ୍ରଭୁ ସହେି ଜାତିମାନଙ୍କୁ ଧ୍ବଂସ କରିବେ। ତୁମ୍ଭମାନେେ ସହେିଠା ରେ ବାସ କରିବ। ତୁମ୍ଭମାନେେ ତାଙ୍କର ଗୃହ ଓ ସହରଗକ୍ସ୍ଟଡିକ ଅଧିକାର କରିବ। ଏବଂ ଏଗକ୍ସ୍ଟଡିକ ହବୋପରେ,
1 Quando o Senhor teu Deus desarraigar as nações cuja terra ele te dá, e tu as desapossares, e morares nas suas cidades e nas suas casas,
2 ତୁମ୍ଭମାନେେ ସହେି ଦେଶକକ୍ସ୍ଟ ତିନି ଭାଗ ରେ ବିଭକ୍ତ କରିବା ଉଚିତ୍। ଏବଂ ପ୍ରେତ୍ୟକକ ଅଂଶ ରେ ଏକ ନଗର ନିର୍ମାଣ କର ଯାହାକି ସହେି ଅଞ୍ଚଳ ମଧ୍ଯବର୍ତ୍ତୀ ହବେ। ଏବଂ ଏହାପରେ ସହେି ନଗରକକ୍ସ୍ଟ ସବୁଆଡକ୍ସ୍ଟ ରାସ୍ତା ନିର୍ମାଣ କର।
2 designarás para ti no meio da terra que o Senhor teu Deus te dá para a possuíres, três cidades;
3 ଏହାପରେ ସଠାେରେ ଯେ କହେି ଦକ୍ସ୍ଟର୍ଘଟଣା ବଶତଃ ଅନ୍ୟକକ୍ସ୍ଟ ହତ୍ଯା କରେ, ସେ ସହେି ନିରାପଦ ନଗରକକ୍ସ୍ଟ ୟାଇ ନରାପଦ ରେ ରହିପା ରେ।
3 preparar-lhe-ás caminhos, e partirás em três os termos da tua terra, que o Senhor teu Deus te dará em herança; isto será para que todo homicida se acolha nessas cidades.
4 ସହେି ନଗରକକ୍ସ୍ଟ ଯେଉଁ ନରହତ୍ଯାକାରୀମାନେ ଯିବେ, ସମାନେେ ଜାଣିଶକ୍ସ୍ଟଣି ନରହତ୍ଯା କରି ନ ଥିବେ। ଅଜ୍ଞାତ ସାର ରେ ଏବଂ ସେ ଯାହାକକ୍ସ୍ଟ ହତ୍ଯା କରିଥିବ ତାଙ୍କୁ ଘୃଣା କରୁ ନ ଥିବ। ସହେି ଲୋକମାନେ କବଳେ ସଠାେକକ୍ସ୍ଟ ୟାଇ ଆଶ୍ରଯ ନଇେ ପାରିବ।
4 Este, pois é o caso no tocante ao homicida que se acolher ali para que viva: aquele que involuntariamente matar o seu próximo, a quem dantes não odiava;
5 ଉଦାହରଣ ସ୍ବରୂପ ଜଣେ ଲୋକ ଅନ୍ୟ ଜଣେ ଲୋକଙ୍କ ସହିତ ଜଙ୍ଗଲକକ୍ସ୍ଟ କାଠ କାଟିବାକକ୍ସ୍ଟ ୟାଏ। କାଠ କାଟିବା ସମୟରେ ଯଦି ପଶାଟି ବେଣ୍ଟରକ୍ସ୍ଟ ବାହାରି କାଠ ରେ ନ ବାଜି ଅନ୍ୟ ଲୋକ ଜଣଙ୍କକ୍ସ୍ଟ ଆଘାତ କରେ ଏବଂ ସହେି ଲୋକ ଜଣଙ୍କର ମୃତକ୍ସ୍ଟ୍ଯ ଘଟେ। ଯେଉଁଲୋକ ଟାଙ୍ଗିଆ ବକ୍ସ୍ଟଲାଉଥିଲା। ସେ ସହେି ତିନି ନଗରକକ୍ସ୍ଟ ପଳାଇୟାଇ ନିରାପଦ ରେ ରହିପାରିବ।
5 como, por exemplo, aquele que entrar com o seu próximo no bosque para cortar lenha e, pondo força na sua mão com o machado para cortar a árvore, o ferro saltar do cabo e ferir o seu próximo de sorte que venha a morrer; o tal se acolherá a uma dessas cidades, e viverá;
6 ଯଦି ନଗରଟି ସଠାେରକ୍ସ୍ଟ ବହକ୍ସ୍ଟତ ଦୂର ରେ ଥାଏ। ଯଦି ସଠାେକକ୍ସ୍ଟ ଶିଘ୍ର ଦୌଡି ନ ୟାଇପା ରେ ତବେେ ରକ୍ତର ପ୍ରତିହନ୍ତା ତଲ୍ଗତିତ୍ତ ହଇେ ନରହତ୍ଯା କାରୀର ପେଛ ଗୋଡ଼ାଇ ଦୂରପଥ ସକାଶକ୍ସ୍ଟ ତାହାକକ୍ସ୍ଟ ଧରି ଜୀବନ ରେ ମାରି ଦବେ। ମାତ୍ର ସହେି ଲୋକ ପ୍ରାଣଦଣ୍ତ ଯୋଗ୍ଯ ନକ୍ସ୍ଟ ହେଁ। କାରଣ ତାହା ପୂର୍ବରକ୍ସ୍ଟ ତାହାକକ୍ସ୍ଟ ହିଂସା କରୁ ନ ଥିଲା।
6 para que o vingador do sangue não persiga o homicida, enquanto estiver abrasado o seu coração, e o alcance, por ser comprido o caminho, e lhe tire a vida, não havendo nele culpa de morte, pois que dantes não odiava o seu próximo.
7 ଏଥିପାଇଁ ମୁ ତୁମ୍ଭକୁ ଆପଣା ନିମନ୍ତେ ତିନୋଟି ପୃଥକ ନଗର ବାଛିବାକକ୍ସ୍ଟ କହକ୍ସ୍ଟଛି, ଯେଉଁ ନଗରୀଗକ୍ସ୍ଟଡିକ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହବେ।
7 Pelo que eu te deu esta ordem: Três cidades designarás para ti.
8 ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ସହିତ ପ୍ରତିଜ୍ଞା କରିଛନ୍ତି ଯେ ତୁମ୍ଭର ସୀମା ବୃଦ୍ଧି କରିବେ। ଯେଉଁ ଦେଶ ସମାନଙ୍କେୁ ଦବୋକକ୍ସ୍ଟ କହିଛନ୍ତି ତାହା ସବୁ ତୁମ୍ଭମାନଙ୍କୁ ଦବେେ।
8 E, se o Senhor teu Deus dilatar os teus termos, como jurou a teus pais, e te der toda a terra que prometeu dar a teus pais
9 ସେ ଏପରି କରିବେ ଯେତବେେଳେ ତୁମ୍ଭମାନେେ ସଐୂର୍ଣ୍ଣ ଭାବେ ସର୍ବାନ୍ତ କରଣ ରେ ମୁ ଆଜି କହକ୍ସ୍ଟଥିବା ତାଙ୍କର ଆଜ୍ଞାମାନ ପାଳନ କରିବ। ଯଦି ତୁମ୍ଭମାନେେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶଓରଙ୍କୁ ପ୍ ରମେକର ଏବଂ ତାଙ୍କର ଗ୍ଭହିଁବା ଅନକ୍ସ୍ଟସା ରେ ତୁମ୍ଭମାନେେ ଚଳ। ଏହାପରେ ପରମେଶ୍ବର ତୁମ୍ଭମାନଙ୍କ ସୀମା ବୃଦ୍ଧି କଲେ ତୁମ୍ଭମାନେେ ଆଉ ତିନୋଟି ନିରାପଦ ନଗରୀ ନିର୍ମାଣ କରିବ। ସଗେକ୍ସ୍ଟଡିକ ପୂର୍ବ ନିରାପଦ ନଗର ସହିତ ସଂୟକ୍ସ୍ଟକ୍ତ କରିବ।
9 {quando guardares, para o cumprires, todo este mandamento que eu hoje te ordeno, de amar o Senhor teu Deus e de andar sempre nos seus caminhos}, então acrescentarás a estas três, mais três cidades;
10 ତବେେ ଆଉ ନିରୀହ ଲୋକ କହେି ତକ୍ସ୍ଟମ୍ଭ ସଦାପ୍ରଭୁ ପରମେଶ୍ବରଙ୍କ ଦତ୍ତ ଦେଶ ରେ ମୃତକ୍ସ୍ଟ୍ଯ ବରଣ କରିବେ ନାହିଁ। ଏବଂ ତୁମ୍ଭମାନେେ ନିରୀହମାନଙ୍କର ରକ୍ତପାତ ରେ ଦୋଷୀ ହବେ ନାହିଁ।
10 para que não se derrame sangue inocente no meio da tua terra, que o Senhor teu Deus te dá por herança, e não haja sangue sobre ti.
11 ଏହା ଏପରି ହାଇପୋ ରେ ଯେ, କହେି ଜଣେ ଲକ୍ସ୍ଟଚି ରହିବ ଏବଂ ଫାନ୍ଦ ରେ ପକାଇବା ପାଇଁ ଅପେକ୍ଷା କରିବ, ଯାହାକକ୍ସ୍ଟ ସେ ଘୃଣା କରେ ତାକକ୍ସ୍ଟ ହତ୍ଯା କରିବାକୁ ଏବଂ ତାକକ୍ସ୍ଟ ହତ୍ଯା କରିବା ପରେ, ଧରାଯାଉ ସେ ସହେି ନଗରମାନଙ୍କରକ୍ସ୍ଟ ଏକ ନଗରକକ୍ସ୍ଟ ଦୌଡେ ଓ ଏକ ନାରାପଦ ନଗର ରେ ରହେ।
11 Mas se alguém, odiando a seu próximo e lhe armando ciladas, se levantar contra ele e o ferir de modo que venha a morrer, e se acolher a alguma destas cidades,
12 ଯଦି ଏପରି ଘଟେ, ତବେେ ତା'ର ନଗରର ପ୍ରାଚୀନମାନେ ତାକକ୍ସ୍ଟ ଡାକି ପଠାଇବେ ଏବଂ ତାକକ୍ସ୍ଟ ଫରୋଇ ଆଣିବେ। ଏବଂ ତାହାକକ୍ସ୍ଟ ହତ୍ଯା କରିବା ପାଇଁ ରକ୍ତର ପ୍ରତିହଁନ୍ତାର ହସ୍ତ ରେ ସମର୍ପଣ କରିବେ। ଏବଂ ତାକକ୍ସ୍ଟ ହତ୍ଯା କରାୟିବା ଉଚିତ୍।
12 então os anciãos da sua cidade, mandando tirá-lo dali, o entregarão nas mãos do vingador do sangue, para que morra.
13 ତୁମ୍ଭମାନେେ ତା'ପାଇଁ ଦକ୍ସ୍ଟଃଖ କରିବ ନାହିଁ କାରଣ ସେ ଜଣେ ନିରପରାଧି ଲୋକକୁ ହତ୍ଯାକରି ପାପ କରିଛି। ତୁମ୍ଭମାନେେ ଇଶ୍ରାୟେଲରକ୍ସ୍ଟ ନିରୀହମାନଙ୍କର ରକ୍ତପାତ ଦୋଷରକ୍ସ୍ଟ ମକ୍ସ୍ଟକ୍ତି ପାଇବା ଉଚିତ୍। ତାହାହେଲେ କବଳେ ତୁମ୍ଭମାନଙ୍କର ମଙ୍ଗଳ ହବେ।
13 O teu olho não terá piedade dele; antes tirarás de Israel o sangue inocente, para que te vá bem.
14 ତୁମ୍ଭମାନେେ ଭୂମିରେ ଥିବା ପଥର ଚିହ୍ନକକ୍ସ୍ଟ ଘକ୍ସ୍ଟଞ୍ଚାଇବ ନାହିଁ। ଏହି ପଥରଚିହ୍ନ ଅତୀତ ରେ ଦିଆୟାଇଥିବା ଭୂମିକକ୍ସ୍ଟ ଚିହ୍ନଟ କରିବା ପାଇଁ ସହେି ପଥର ଚିହ୍ନକକ୍ସ୍ଟ ପରିବର୍ତ୍ତନ କରିବ ନାହିଁ। ସହେି ପଥର ଚିହ୍ନିତ ଦେଶମାନଙ୍କୁ ତୁମ୍ଭକୁ ସଦାପ୍ରଭୁ ଦବେେ।
14 Não removerás os marcos do teu próximo, colocados pelos teus antecessores na tua herança que receberás, na terra que o Senhor teu Deus te dá para a possuíres.
15 ଯଦି କୌଣସି ଲୋକ ଅପରାଧ କରେ ବା ପାପ କରେ, ତା'ର ଦେଶ ନିରୂପଣ ପାଇଁ ଗୋଟିଏ ସାକ୍ଷୀ ୟତେଷ୍ଟ ନକ୍ସ୍ଟ ହେଁ। ସହେି ଲୋକକୁ ଦଷେୀ ସାବ୍ଯସ୍ତ କରିବା ପାଇଁ ଦକ୍ସ୍ଟଇଟି ତିନୋଟି ସାକ୍ଷୀ ୟଥେଷ୍ଟ ହବେ।
15 uma só testemunha não se levantará contra alguém por qualquer iniqüidade, ou por qualquer pecado, seja qual for o pecado cometido; pela boca de duas ou de três testemunhas se estabelecerá o fato.
16 ଧରାଯାଉ ଜଣେ ଅଧର୍ମୀ ଲୋକ ତା ବିରକ୍ସ୍ଟଦ୍ଧ ରେ ମିଥ୍ଯା ସାକ୍ଷୀ ଦବୋ ପାଇଁ ଛିଡା ହକ୍ସ୍ଟଏ।
16 Se uma testemunha iníqua se levantar contra alguém, para o acusar de transgressão,
17 ଯେଉଁ ଦକ୍ସ୍ଟଇ ବ୍ଯକ୍ତି ମଧିଅରେ ବି ରୋଧ ଥାଏ, ସେ ଦକ୍ସ୍ଟ ହେଁ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସେ ସମୟରେ ଯାଜକ ଓ ବିଗ୍ଭରକର୍ତ୍ତାଙ୍କ ଆଗ ରେ ଛିଡା ହବେେ।
17 então aqueles dois homens que tiverem a demanda se apresentarão perante o Senhor, diante dos sacerdotes e dos juízes que houver nesses dias.
18 ବିଗ୍ଭର କର୍ତ୍ତାମାନେ ନିଶ୍ଚଯ ପକ୍ସ୍ଟଙ୍ଗାନକ୍ସ୍ଟପକ୍ସ୍ଟଙ୍ଗ ଭାବରେ ତଦନ୍ତ କରିବେ। ସଠିକ ଭାବରେ ଅନକ୍ସ୍ଟସନ୍ଧାନ କରିବେ। ଆଉ ଯଦି ସମାନେେ ଦେଖିଲେ ସହେି ଲୋକ ମିଥ୍ଯା ସାକ୍ଷ୍ଯ ଦଇେଛି,
18 E os juízes inquirirão cuidadosamente; e eis que, sendo a testemunha falsa, e falso o testemunho que deu contra seu irmão,
19 ତବେେ ସେ ଆପଣା ଭାଇପ୍ରତି ଯେପରି କରିବାକୁ ଯୋଜନା କରିଥିଲା, ତାହାପ୍ରତି ସହେିପରି କରିବ ଏବଂ ଏହି ପ୍ରକା ରେ ତୁମ୍ଭମାନେେ ଇଶ୍ରାୟେଲରକ୍ସ୍ଟ ଦକ୍ସ୍ଟଷ୍ଟତା ଦୂର କରିବା ଉଚିତ୍।
19 far-lhe-ás como ele cuidava fazer a seu irmão; e assim exterminarás o mal do meio de ti.
20 ଅବଶିଷ୍ଟ ଲୋକମାନେ ତାହା ଶକ୍ସ୍ଟଣି ଭୟ କରିବେ। ସହେି ସମୟରେ ଆଉ କୌଣସି ଲୋକେ ଏପରି କରିବାକୁ ସାହସ କରିବେ ନାହିଁ।
20 Os restantes, ouvindo isso, temerão e nunca mais cometerão semelhante mal no meio de ti.
21 ସହେି ଲୋକମାନଙ୍କୁ ଦଣ୍ତଦବୋ ସମୟରେ ତୁମ୍ଭମାନେେ ଦିଃଖ କରିବା ଉଚିତ୍ ନକ୍ସ୍ଟହଁ। ଯଦି କହେି ଜଣେ ଅନ୍ୟ ଜୀବନ ନଇେ ଥାଏ ତବେେ ତାକକ୍ସ୍ଟ ତାହାର ଜୀବନ ଦବୋ ଉଚିତ୍। ନିଯମ ଏପରି ହବେ, ଆଖି ପାଇଁ ଆଖି ଦବୋକକ୍ସ୍ଟ ପଡିବ, ଦାନ୍ତ ପାଇଁ ଦାନ୍ତ ଦବୋକକ୍ସ୍ଟ ପଡିବ, ହାତ ବଦଳ ରେ ହାତ ଓ ଗୋଡ ବଦଳ ରେ ଗୋଡ ଦବୋକକ୍ସ୍ଟ ପଡିବ।
21 O teu olho não terá piedade dele; vida por vida, olho por olho, dente por dente, mão por mão, pé por pé.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Deuteronômio 19, comparar traduções ou montar um estudo — tudo direto pelo WhatsApp.