Deuteronômio 18
Oriya Bible (GL_ORIYA) vs VC
1 ଲବେୀୟ ପରିବାରବର୍ଗର ଇଶ୍ରାୟେଲଙ୍କଠାରକ୍ସ୍ଟ କୌଣସି ଅଂଶ କି ଅଧିକାର ପାଇବେ ନାହିଁ। ଯେଉଁମାନେ ଯାଜକ ହବେେ, ସମାନେେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଓ ତାଙ୍କର ଅଧିକୃତ ଦ୍ରବ୍ଯ ଭୋଗ କରବେ।
1 Os sacerdotes levíticos e toda a tribo de Levi não terão parte nem herança com Israel: alimentar-se-ão dos sacrifícios feitos pelo fogo ao Senhor, que é a sua parte
2 ସହେି ଲବେୀୟମାନେ ଅନ୍ୟ ପରିବାରବର୍ଗ ପରି ଭୂମିରକ୍ସ୍ଟ ଅଧିକାର ପାଇବେ ନାହିଁ। ସଦାପ୍ରଭୁ ବାକ୍ଯ ଅନକ୍ସ୍ଟସା ରେ ସଦାପ୍ରଭୁ ହିଁ ସମାନଙ୍କେର ଅଧିକାର।
2 Não terão herança entre seus irmãos: o Senhor mesmo é a sua herança, como ele lhes disse.
3 ତୁମ୍ଭମାନେେ ଯେତବେେଳେ ବଳିଦାନ କରିବ, ତୁମ୍ଭମାନେେ ଯାଜକଙ୍କକ୍ସ୍ଟ ଏହି ଅଂଶ ଯଥା: ଆଗଚଟକ୍ସ୍ଟଆ, ଦକ୍ସ୍ଟଇଗାଲ ଓ ପାକସ୍ଥଳୀ ଦବେ।
3 Este é o direito devido aos sacerdotes pelo povo, por aqueles que oferecerem em sacrifício um boi ou uma ovelha: darão ao sacerdote a espádua, as mandíbulas e o estômago.
4 ତୁମ୍ଭେ ଆପଣା ଶସ୍ଯର ଆପଣା ଦ୍ରାକ୍ଷାରସର, ଆପଣା ତୈଳର ଆପଣା ମଷେ ଲୋମର ପ୍ରଥମ ଭାଗ ଯାଜକଗଣଙ୍କକ୍ସ୍ଟ ନିଶ୍ଚିତ ଦବେ।
4 Dar-lhe-ás as primícias de teu trigo, de teu vinho e de teu óleo, e as primícias da lã de tuas ovelhas.
5 କାରଣ ସଦାପ୍ରଭୁଙ୍କ ନାମ ରେ ସବୋ କରିବାକୁ ନିତ୍ଯ ଠିଆ ହବୋ ନିମନ୍ତେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭର ସମସ୍ତ ବଂଶଧର ମଧରକ୍ସ୍ଟ ତାହାକକ୍ସ୍ଟ ଓ ତାହାର ସନ୍ତାନଗଣକକ୍ସ୍ଟ ମନୋନୀତ କରିଅଛନ୍ତି।
5 Porque o Senhor, teu Deus, escolheu-o dentre todas as tribos, ele e seus filhos, para estar diante do Senhor e oficiar perpetuamente em nome do Senhor.
6 ସମସ୍ତ ଇଶ୍ରାୟେଲ ମଧିଅରେ ତୁମ୍ଭର କୌଣସି ନଗରଦ୍ବାର ରେ ଯେଉଁ ଲବେୀୟ ଲୋକ ପ୍ରବାସ କରେ, ସେ ଯବେେ ଆପଣା ପ୍ରାଣର ସଐୂର୍ଣ୍ଣ ଇଛା ସହିତ ସଦାପ୍ରଭୁଙ୍କ ମନୋନୀତ ସ୍ଥାନକକ୍ସ୍ଟ ଆସିବ।
6 Quando um levita vier de uma cidade situada em qualquer ponto de Israel,, dirigindo-se espontaneamente ao lugar escolhido pelo Senhor,
7 ସହେି ସ୍ଥାନ ରେ ସେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଠିଆ ହବୋର ଆପଣା ସମସ୍ତ ଲବେୀୟ ଭାଇମାନଙ୍କ ପରି ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ନାମ ରେ ସବୋ କରିବ।
7 para oficiar em nome do Senhor, seu Deus, como todos, os seus irmãos levitas que nesse tempo assistem diante do Senhor,
8 ଲବେୀୟମାନେ ଆପଣା ପୈତୃକ ଅଧିକାରର ମୂଲ୍ଯଛଡା ସମାନଙ୍କେ ସମାନ ଭୋଜନର ଅଂଶ ପାଇବେ।
8 receberá a mesma porção dos alimentos que os outros, independentemente do produto da venda de seu patrimônio.
9 ତୁମ୍ଭମାନେେ ଯେତବେେଳେ ତକ୍ସ୍ଟମ୍ଭ ସଦାପ୍ରଭୁ ପରମେଶ୍ବରଙ୍କ ଦତ୍ତ ଦେଶ ରେ ପ୍ରବେଶ କରି ବାସ କରିବ, ସେ ଲୋକମାନଙ୍କ ତକ୍ସ୍ଟଲ୍ଯ ଘୃଣ୍ଯ କାର୍ଯଗୁଡିକ କରିବାକୁ ତୁମ୍ଭମାନେେ ଶିଖିବା ଉଚିତ୍ ନକ୍ସ୍ଟ ହେଁ।
9 Quando tiveres entrado na terra que o Senhor, teu Deus, te dá, não te porás a imitar as práticas abomináveis da gente daquele terra.
10 ତୁମ୍ଭର ପକ୍ସ୍ଟତ୍ର କନ୍ଯାମାନଙ୍କୁ ୟଜ୍ଞବଦେୀ ଅଗ୍ନି ରେ ଦଗ୍ଧକରି ଉତ୍ସର୍ଗ କରିବ ନାହିଁ। ମନ୍ତ୍ରଜ୍ଞ, ଶକ୍ସ୍ଟଭାଶକ୍ସ୍ଟଭ ବାଦୀ, ଗଣକ କି ମାଯାବିଙ୍କଠାରକ୍ସ୍ଟ କିଛି ଶିକ୍ଷା କରିବ ନାହିଁ।
10 Não se ache no meio de ti quem faça passar pelo fogo seu filho ou sua filha, nem quem se dê à adivinhação, à astrologia, aos agouros, ao feiticismo,
11 ମାହେକ, ଭୂତକ୍ସ୍ଟଡିଯା, ଗକ୍ସ୍ଟଣୀ କି ପ୍ ରତେ ପରାମର୍ଶୀ ଲୋକ ତକ୍ସ୍ଟମ୍ଭ ମଧିଅରେ କହେି ଯେପରି ଦଖାୟିବେ ନାହିଁ।
11 à magia, ao espiritismo, à adivinhação ou â invocação dos mortos,
12 କାରଣ ଏପରି କର୍ମ ୟିଏ କରେ, ସେ ସଦାପ୍ରଭୁଙ୍କର ଘୃଣାର ପାତ୍ର, ଏବଂ ସହେି ଘୃଣ୍ଯକର୍ମ ସକାଶକ୍ସ୍ଟ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ସମାନଙ୍କେୁ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖରକ୍ସ୍ଟ ତଡି ଦେଉଛନ୍ତି।
12 porque o Senhor, teu Deus, abomina aqueles que se dão a essas práticas, e é por causa dessas abominações que o Senhor, teu Deus, expulsa diante de ti essas nações.
13 ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ପ୍ରତି ତୁମ୍ଭେ ସିଦ୍ଧ ହବେ।
13 Serás inteiramente do Senhor, teu Deus.
14 ସହେି ଅନ୍ୟ ଦେଶୀଯ ଲୋକମାନଙ୍କୁ ଯେଉଁମାନଙ୍କୁ ତୁମ୍ଭମାନେେ ଦେଶରକ୍ସ୍ଟ ତଡି ଦେଉଛି। ସହେି ଲୋକମାନେ ମନ୍ତ୍ରଜ୍ଞମାନଙ୍କର ୟାଦକ୍ସ୍ଟକାରୀ କଥା ଶକ୍ସ୍ଟଣନ୍ତି। କିନ୍ତୁ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କୁ ଏପରି କରିବାକୁ ଦବେେ ନାହିଁ।
14 As nações que vais despojar ouvem os agoureiros e os adivinhos; a ti, porém, o Senhor, teu Deus, não o permite.
15 ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ଯଦ୍ ବକ୍ତଙ୍କକ୍ସ୍ଟ ପଠାଇବେ। ଏହି ଭବିଷ୍ଯଦ୍ ବକ୍ତାମାନେ ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ବାଛିବେ। ସେ ମାେ ତକ୍ସ୍ଟଲ୍ଯ ହବେ। ତୁମ୍ଭମାନେେ ସହେି ଭବିଷ୍ଯଦ୍ ବକ୍ତାଙ୍କ କଥାକକ୍ସ୍ଟ ପାଳନ କରିବ।
15 O Senhor, teu Deus, te suscitará dentre os teus irmãos um profeta como eu: é a ele que devereis ouvir.
16 ପରମେଶ୍ବର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ଯଦ୍ ବକ୍ତାମାନଙ୍କୁ ପଠାଇବେ। କାରଣ ତକ୍ସ୍ଟମ୍ଭମାନେ ଏପରି କରିବାକୁ କହିଥିଲ। ଯେତବେେଳେ ତୁମ୍ଭମାନେେ ହାରେବେ ପର୍ବତ ନିକଟରେ ଏକତ୍ରିତ ହାଇେଥିଲ, ତୁମ୍ଭମାନେେ ସଦାପ୍ରଭୁ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥିଲ। ଆମ୍ଭେ ଯମେନ୍ତ ମରକ୍ସ୍ଟ, 'ଏଥିପାଇଁ ସଦାପ୍ରଭୁ ଆମ୍ଭ ପରମେଶ୍ବରଙ୍କ ବାକ୍ଯ ପକ୍ସ୍ଟନର୍ବାର ନ ଶକ୍ସ୍ଟଣ କିଅବା ଏହି ମହାଗ୍ନି ଆଉ ଯେପରି ନ ଦେଖକ୍ସ୍ଟ, ନଚେତ୍ ଆମ୍ଭେ ସବୁ ମରିୟିବକ୍ସ୍ଟ।'
16 Foi o que tu mesmo pediste ao Senhor, teu Deus, em Horeb, quando lhe disseste no dia da assembléia: Oh! Não ouça eu mais a voz do Senhor, meu Deus, nem torne a ver mais esse fogo ardente, para que eu não morra!
17 ସଦାପ୍ରଭୁ ମାେତେ କହିଲେ, ' ସମାନେେ ଯାହା କହିଛନ୍ତି, ତାହା ଭଲ କହିଛନ୍ତି।
17 E o Senhor disse-me: está muito bem o que disseram;
18 ଆମ୍ଭେ ସମାନଙ୍କେ ନିମନ୍ତେ ସମାନଙ୍କେ ଭାତୃଗଣ ମଧ୍ଯରକ୍ସ୍ଟ ତକ୍ସ୍ଟମ୍ଭ ସଦୃଶ ଜଣେ ଭବିଷ୍ଯଦ୍ ବକ୍ତା ଉତ୍ପନ୍ନ କରିବା ଓ ଆମ୍ଭେ ତାହାଙ୍କ ମକ୍ସ୍ଟଖ ରେ ଆପଣା ବାକ୍ଯ ଦବୋ ଓ ଆମ୍ଭେ ତାହାଙ୍କକ୍ସ୍ଟ ଯେଉଁ ଆଜ୍ଞା ଦବୋ, ତାହା ସେ ସମାନଙ୍କେୁ କହିବେ।
18 eu lhes suscitarei um profeta como tu dentre seus irmãos: pôr-lhe-ei minhas palavras na boca, e ele lhes fará conhecer as minhas. ordens.
19 ଏହି ଭବିଷ୍ଯଦ୍ ବକ୍ତାଗଣ ମାରେ ବାକ୍ଯମାନ ପ୍ରଗ୍ଭର କରିବେ। ଏବଂ ସେ ଯେତବେେଳେ କହିବେ, ଯଦି କୌଣସି ଲୋକ ଏହାକକ୍ସ୍ଟ ଅମାନ୍ଯ କରେ ତବେେ ଆମ୍ଭେ ସହେି ବ୍ଯକ୍ତିକକ୍ସ୍ଟ ଦଣ୍ତ ଦବୋ।'
19 Mas ao que recusar ouvir o que ele disser de minha parte, pedir-lhe-ei contas disso.
20 କିନ୍ତୁ ଯେତବେେଳେ ଜଣେ ଭବିଷ୍ଯଦ୍ବକ୍ତା ମାେ ନାମ ରେ କୌଣସି ଅନକ୍ସ୍ଟଚିତ୍ କଥା କ ହେ, ଯାହା ମୁ ତାଙ୍କୁ କହିବା ପାଇଁ ନିର୍ଦ୍ଦେଶ ଦଇନୋହିଁ। ସହେି ଭବିଷ୍ଯଦ୍ବକ୍ତାର ମୃତକ୍ସ୍ଟ୍ଯଦଣ୍ତ ପାଇବା ଉଚିତ୍। ଏବଂ ଯଦି କେତକେ ଭବିଷ୍ଯଦ୍ବକ୍ତା ଅନ୍ୟ ଦବଗେଣଙ୍କ ନାମ ରେ କହନ୍ତି, ତବେେ ସହେି ଭବିଷ୍ଯଦ୍ବକ୍ତାଗଣ ନିଶ୍ଚଯ ମୃତକ୍ସ୍ଟ୍ଯଦଣ୍ତ ପାଇବେ।
20 o profeta que tiver a audácia de proferir em meu nome uma palavra que eu lhe não mandei dizer, ou que se atrever a falar em nome de outros deuses, será morto.
21 ତୁମ୍ଭମାନେେ ଭାବକ୍ସ୍ଟଥିବ ଯେ, 'ଆମ୍ଭେ କିପରି ଜାଣିବକ୍ସ୍ଟ ଯେ ଭବିଷ୍ଯଦ୍ବକ୍ତା ଯାହା କହକ୍ସ୍ଟଛନ୍ତି ତାହା ପରମେଶ୍ବରଙ୍କଠାରକ୍ସ୍ଟ ଆସକ୍ସ୍ଟଛି କି ନାହିଁ।'
21 Se disseres a ti mesmo: como posso eu distinguir a palavra que não vem do Senhor?
22 ଯଦି କୌଣସି ଭବିଷ୍ଯଦ୍ବକ୍ତା କ ହେ ସେ ସଦାପ୍ରଭୁଙ୍କ ନାମ ଅନକ୍ସ୍ଟସା ରେ କହକ୍ସ୍ଟଛି, କିନ୍ତୁ ସପରେି ଯଦି କିଛି ନହକ୍ସ୍ଟଏ, ତବେେ ତୁମ୍ଭମାନେେ ଜାଣିବ ଯେ ସଦାପ୍ରଭୁ ଏପରି କହି ନାହାଁନ୍ତି। ତୁମ୍ଭମାନେେ ଏହା ଜାଣିବ ଯେ ସହେି ଭବିଷ୍ଯଦ୍ବକ୍ତା ଜଣଙ୍କ ତାଙ୍କର ମନରକ୍ସ୍ଟ ଏପରି କହକ୍ସ୍ଟଛନ୍ତି। ତୁମ୍ଭମାନେେ ଏପରି ଲୋକମାନଙ୍କୁ ଭୟ କରିବ ନାହିଁ।
22 Quando o profeta tiver falado em nome do Senhor, se o que ele disse não se realizar, é que essa palavra não veio do Senhor. O profeta falou presunçosamente. Não o temas.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Deuteronômio 18, comparar traduções ou montar um estudo — tudo direto pelo WhatsApp.