Deuteronômio 17
Oriya Bible (GL_ORIYA) vs NTLH
1 ତୁମ୍ଭମାନେେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଯେଉଁ ବଳି ଉତ୍ସର୍ଗ କରିବ ବାଛକ୍ସ୍ଟରୀ ହେଉ କିଅବା ମଷେ ହେଉ, ସମାନଙ୍କେର କୌଣସି ଖକ୍ସ୍ଟଣ ନ ଥିବ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତାହାକକ୍ସ୍ଟ ଘୃଣା କରନ୍ତି।
1 — Não ofereçam em sacrifício ao Senhor , nosso Deus, um touro ou uma ovelha que tenha defeitos; Deus detesta isso.
2 ଯଦି କେତକେ ପୁରୁଷ ଓ ସ୍ତ୍ରୀ ସଦାପ୍ରଭୁଙ୍କର ନିଯମ ଅବମାନନା କରନ୍ତି ଏବଂ ପାପ କରନ୍ତି ଏବଂ ମାେ ଆଦେଶ ବିରକ୍ସ୍ଟଦ୍ଧ ରେ ୟାଆନ୍ତି, ଯେ କୌଣସି ନଗର ମଧିଅରେ ଯେଉଁଗୁଡିକୁ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କୁ ଦଇେଛନ୍ତି ଏବଂ ତାଙ୍କର ନିଯମ ଭଂଗ କରନ୍ତି।
2 — É possível que, em alguma das cidades que o Senhor , nosso Deus, vai dar a vocês, um homem ou uma mulher peque contra Deus e quebre a aliança feita com ele,
3 ଏବଂ ଅନ୍ୟ ଦବଗେଣର ସବୋ କରନ୍ତି ଓ ସୂର୍ୟ୍ଯ, ଚନ୍ଦ୍ର କିଅବା କୌଣସି ଆକାଶୀଯ ବାହିନୀକକ୍ସ୍ଟ ପୂଜା କରନ୍ତି ଯାହା ମୁ ଆଦେଶ ଦଇନୋହିଁ।
3 isto é, adore outros deuses, ou o sol, ou a lua, ou as estrelas, desobedecendo assim à lei de Deus.
4 ଯଦି ତୁମ୍ଭମାନେେ ଏପରି କିଛିଶକ୍ସ୍ଟଣ, ତବେେ ତୁମ୍ଭେ ଏଗୁଡିକୁ ଭଲଭାବେ ଅନକ୍ସ୍ଟଧ୍ଯାନ କରିବ। ଯଦି ତୁମ୍ଭେ ଜାଣିବ ଏହା ସତ୍ଯ ତବେେ ଜାଣିବ ଇଶ୍ରାୟେଲର ଘାରେ ଅବନତୀ ଘଟିଛି। ଯଦି ତୁମ୍ଭେ ପ୍ରମାଣ କଲ ଏପରି ଘଟିଛି।
4 Se souberem que alguém está fazendo isso, examinem o caso com todo o cuidado. Se ficar provado que, de fato, foi cometido um pecado tão grave no meio do povo de Israel,
5 ତବେେ ଏପରି ଅପକର୍ମ କରିଥିବା ସହେି ଲୋକଙ୍କକ୍ସ୍ଟ ଦଣ୍ତିତ କରିବ। ତୁମ୍ଭେ ସହେି ଲୋକଟିକକ୍ସ୍ଟ ନଗରଦ୍ବାର ବାହାରକକ୍ସ୍ଟ ଆଣି ପଥର ଫିଙ୍ଗି ତାକକ୍ସ୍ଟ ସମସ୍ତଙ୍କ ଆଗ ରେ ମାରିବା ଉଚିତ୍, ସେ ପୁରୁଷ କିମ୍ବା ସ୍ତ୍ରୀ ହାଇେଥାଉ
5 levem a pessoa culpada, seja homem ou mulher, para fora da cidade e a matem a pedradas.
6 କବଳେ ଜଣେ ସାକ୍ଷୀ ପାଇଲି ତାକକ୍ସ୍ଟ ମୃତକ୍ସ୍ଟ୍ଯଦଣ୍ତ ଦିଆୟିବା ଉଚିତ୍ ନକ୍ସ୍ଟହଁ। କିନ୍ତୁ ଯଦି ତା'ର ଦକ୍ସ୍ଟଇଟି ବା ଦକ୍ସ୍ଟଇଟିରକ୍ସ୍ଟ ଅଧିକ ସାକ୍ଷୀ ଥାଏ ତବେେ ତାକକ୍ସ୍ଟ ମୃତକ୍ସ୍ଟ୍ଯଦଣ୍ତ ଦିଆୟିବା ଉଚିତ୍।
6 Mas é preciso haver pelo menos duas testemunhas para que uma pessoa seja condenada à morte; ninguém pode ser morto se houver somente uma testemunha.
7 ସାକ୍ଷୀମାନେ ପ୍ରଥମେ ସହେି ଲୋକକୁ ମାରିବା ପାଇଁ ପ୍ରଥମେ ପଥର ଫିଙ୍ଗିବେ। ଏହାପରେ ଅନ୍ୟ ସମସ୍ତ ଲୋକେ ତାକକ୍ସ୍ଟ ପଥରମାନ ଫିଙ୍ଗି ମାରିବେ। ଏହିପରି ଭାବରେ ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ଦକ୍ସ୍ଟଷ୍ଟ ଲୋକମାନଙ୍କୁ ବାହାର କରିବ।
7 As testemunhas serão as primeiras a jogarem pedras no condenado; depois todos os outros devem atirar pedras também. Matem essa pessoa e assim tirarão o mal do meio do povo.
8 ଏପରି କେତକେ ଘଟିପା ରେ ଯାହାକି ତୁମ୍ଭମାନଙ୍କ ବିଗ୍ଭରପାଇଁ ତୁମ୍ଭମାନଙ୍କୁ କଷ୍ଟ ହାଇପୋ ରେ। ଏପରିକି ରକ୍ତପାତ, ଚକ୍ସ୍ଟକ୍ତି ବିବାଦ, ମଧିଅରେ ଆଘାତ ଦଖାୟୋଏ। ଏପରି ଘଟଣାମାନ ବିଗ୍ଭର ପାଇଁ ଯଦି ତୁମ୍ଭମାନଙ୍କୁ କଠିନ ହକ୍ସ୍ଟଏ, ତବେେ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ନିରୂପିତ ସ୍ଥାନକକ୍ସ୍ଟ ସମସ୍ତେ ଆସିବ।
8 — Pode acontecer que numa cidade apareça um caso tão difícil, que o juiz do lugar não possa resolvê-lo. Pode ser um caso de assassinato, ou questão de propriedade, ou caso de violência, ou outra questão qualquer. Quando isso acontecer, vão até o lugar escolhido por Deus, o Senhor , para nele ser adorado
9 ତୁମ୍ଭେ ଲବେୀ ପରିବାରବର୍ଗର ଯାଜକମାନଙ୍କ ପାଖକକ୍ସ୍ଟ ଓ ବିଗ୍ଭରକର୍ତ୍ତା ନିକଟକକ୍ସ୍ଟ ୟିବା ଉଚିତ୍, ଯେଉଁମାନେ ସେସମୟରେ ଉପସ୍ଥିତ ଥିଲେ। ଆଉ ତୁମ୍ଭମାନେେ ବକ୍ସ୍ଟଝିବ ତହିଁରେ ସମାନେେ ତୁମ୍ଭକୁ ବିଗ୍ଭରର ନିଷ୍ପତ୍ତି ଜଣାଇବେ।
9 e apresentem o caso aos sacerdotes levitas e ao juiz que estiver resolvendo as questões naquele tempo. Eles julgarão o caso e darão a sua decisão.
10 ତେଣୁ ସଦାପ୍ରଭୁ ମନୋନୀତ ସ୍ଥାନରକ୍ସ୍ଟ ସମାନେେ ତୁମ୍ଭକୁ ଯେଉଁ ନିଷ୍ପତ୍ତି ଜଣାଇବେ, ତହିଁରେ ମର୍ମ ଅନକ୍ସ୍ଟସା ରେ ତୁମ୍ଭେ କର୍ମ କରିବ।
10 Vocês farão tudo o que eles mandarem, obedecendo a todas as suas instruções.
11 ବ୍ଯବସ୍ଥାର ମର୍ମ ଅନକ୍ସ୍ଟସା ରେ ସମାନେେ ତୁମ୍ଭକୁ ଯାହା ଶିଖାଇବେ ଓ ବିଗ୍ଭରର ନିଷ୍ପତ୍ତି ବିଷଯ ରେ ସମାନେେ ତୁମ୍ଭକୁ ଯାହା କହିବେ ଓ ତୁମ୍ଭମାନେେ ସହେିପରି କରିବ। ସମାନେେ ତୁମ୍ଭକୁ ଯେଉଁ ନିଷ୍ପତ୍ତି ଜଣାଇବେ, ତାହାକକ୍ସ୍ଟ ବଦଳାଇବ ନାହିଁ।
11 Aceitem a decisão deles, sigam as suas instruções e cumpram rigorosamente as ordens que eles derem.
12 ଯେଉଁ ବ୍ଯକ୍ତି ଯାଜକର ବିଗ୍ଭର ଅବମାନନା କରିବାକୁ ସାହସ କରେ ୟିଏ କି ଛିଡା ହକ୍ସ୍ଟଏ ଓ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ସବୋ କରେ, ତାକକ୍ସ୍ଟ ମୃତକ୍ସ୍ଟ୍ଯ ଦଣ୍ତ ଦିଆୟିବା ଉଚିତ୍ା ତେଣୁ ତୁମ୍ଭେ ଇଶ୍ରାୟେଲରକ୍ସ୍ଟ କକ୍ସ୍ଟକର୍ମ ବାହାର କରିଦବୋ ଉଚିତ୍।
12 Mas, se houver alguém tão orgulhoso, que não queira obedecer à decisão do sacerdote ou do juiz, esse alguém será morto, e assim vocês tirarão o mal do meio do povo de Israel.
13 ଇଶ୍ରାୟେଲର ସମସ୍ତ ଲୋକେ ଏକଥା ଶକ୍ସ୍ଟଣିବେ, ସମାନେେ ଭୟ କରିବେ ଓ ଆଉ ଏପରି କରିବାକୁ କହେି ସାହସ କରିବେ ନାହିଁ।
13 Quando souberem do que aconteceu, todos ficarão com medo, e ninguém mais fará a mesma coisa.
14 ତୁମ୍ଭମାନେେ ଯେତବେେଳେ ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ବରଙ୍କ ଦତ୍ତ ଦେଶମଧ୍ଯକକ୍ସ୍ଟ ପ୍ରବେଶ କରିବ। ତୁମ୍ଭମାନେେ ସଠାେରେ ବାସ କରିବ। ଏହାପରେ ତୁମ୍ଭମାନେେ ଏପରି କହିବ ଯେ, 'ଅନ୍ୟ ଗୋଷ୍ଠୀଯମାନଙ୍କ ପରି ଆମ୍ଭେ ମଧ୍ଯ ଆମ୍ଭମାନଙ୍କ ଉପରେ ଏକ ରାଜା ନିୟକ୍ସ୍ଟକ୍ତି କରିବା।'
14 — Depois que vocês entrarem na terra que o Senhor , nosso Deus, está dando a vocês e tomarem posse dela e depois que tiverem morado lá algum tempo, vocês vão querer um rei para os governar, como os reis das nações vizinhas.
15 ସେତବେେଳେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଯାହାକକ୍ସ୍ଟ ମନୋନୀତ କରିବେ, ତାଙ୍କୁ ହିଁ ତୁମ୍ଭେ ତୁମ୍ଭମାନଙ୍କ ଉପରେ ରାଜା କରିବ। ତୁମ୍ଭମାନେେ ଆପଣା ଭାତୃଗଣମାନଙ୍କ ମଧ୍ଯରକ୍ସ୍ଟ ଜଣଙ୍କକ୍ସ୍ଟ ଆପଣା ଉପରେ ରାଜାଭାବେ ନିୟକ୍ସ୍ଟକ୍ତ କରିବ। ୟିଏ ତୁମ୍ଭର ଭାଇ ନକ୍ସ୍ଟ ହେଁ ଏପରି ବିଦେଶୀଯ ବ୍ଯକ୍ତିକକ୍ସ୍ଟ ରାଜା ଭାବେ ମନୋନୀତ କରିବ ନାହିଁ।
15 O homem que escolherem para ser o rei deve ser indicado por Deus, o Senhor . Não pode ser estrangeiro; somente um israelita pode ser escolhido como rei.
16 କିନ୍ତୁ ସହେି ରାଜା ନିଜ ପାଇଁ ଅନକେ ଅଶ୍ବ ରଖିବ ନାହିଁ। କିଅବା ଅନକେ ଅଶ୍ବ ରଖିବା ନିମନ୍ତେ ଲୋକମାନଙ୍କୁ ମିଶରକକ୍ସ୍ଟ ପଠାଇବ ନାହିଁ। କାରଣ ସଦାପ୍ରଭୁ କହିଛନ୍ତି, 'ଏହି ସମୟଠାରକ୍ସ୍ଟ ତୁମ୍ଭମାନେେ ଆଉ ଏ ପଥରେ ଫରେିବ ନାହିଁ।'
16 O rei não deverá ter muitos cavalos no seu exército e também não mandará homens ao Egito para comprarem cavalos, pois o Senhor já disse a vocês que nunca mais voltariam para o Egito.
17 କିଅବା ରାଜାମାନେ ଅନକେ ସ୍ତ୍ରୀ ରଖିପାରିବେ ନାହିଁ। ଯଦି ସେ ଏପରି କରେ ତବେେ ସେ ବିପଥଗାମୀ ହବେ। ଯେଉଁ ଲୋକ ରାଜା ହବେ, ସେ ଆପଣା ପାଇଁ ଅଧିକ ସକ୍ସ୍ଟନା ଓ ରୂପା ରଖିପାରିବ ନାହିଁ।
17 O rei não deverá ter muitas mulheres, pois isso o levaria a abandonar a Deus. E também não ajuntará para si muita prata e ouro.
18 ଏବଂ ସେ ଯେତବେେଳେ ଶାସନ କରିବାକୁ ସିଂହାସନ ରେ ବ ସେ, ଲବେୀୟ ଯାଜକମାନେ ରଖିଥିବା ନଳାକାର ନିଯମ ପସ୍ତକରେ ଏକ ନକଲ ସେ ନିଜ ପାଇଁ କରିବା ଉଚିତ୍।
18 — Quando o rei começar a governar, mandará fazer uma cópia da lei de Deus que está no livro guardado pelos sacerdotes levitas .
19 ଏବଂ ତାହା ତାଙ୍କ ନିକଟରେ ରହିବ। ଏବଂ ସେ ତାକକ୍ସ୍ଟ ୟାବତ୍ ଜୀବନ ପାଠ କରିବ। ତହିଁରେ ସେ ସଦାପ୍ରଭୁ ଆପଣା ପରମେଶଓରଙ୍କୁ ଭୟ କରିବାକୁ ଓ ଏହି ବ୍ଯବସ୍ଥାର ସମସ୍ତ ବାକ୍ଯ ଓ ବିଧି ପାଳନ କରିବାକୁ ଶିକ୍ଷା କରିବ।
19 Ele deverá ficar com essa cópia e todos os dias da sua vida lerá a lei, para que aprenda a temer o Senhor , nosso Deus, e para que sempre obedeça fielmente a todas as leis e a todos os mandamentos.
20 ତାଙ୍କର ହୃଦଯ ଅହଙ୍କାରି ହବୋ ଉଚିତ୍ ନକ୍ସ୍ଟହଁ। ସେ ନିଯମରକ୍ସ୍ଟ ବିମକ୍ସ୍ଟଖ ହବୋ ଉଚିତ୍ ନକ୍ସ୍ଟହଁ। ନିଯମକକ୍ସ୍ଟ ଠିକ୍ ଭାବରେ ସେ ପାଳନ କରିବା ଉଚିତ୍। ତବେେ ସେ ଓ ତା'ର ଭବିଷ୍ଯତ ବଂଶଧରମାନେ ଇଶ୍ରାୟେଲ ରେ ବହକ୍ସ୍ଟଦିନ ଧରି ରାଜତ୍ବ କରିବେ।
20 Se fizer isso, ele não irá pensar que é mais do que os outros e cumprirá fielmente todas as leis. Assim reinará muitos anos, e os seus descendentes serão reis de Israel por muito tempo.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Deuteronômio 17, comparar traduções ou montar um estudo — tudo direto pelo WhatsApp.