Deuteronômio 16

Oriya Bible (GL_ORIYA) vs BKJ

Sair da comparação
1 ଆବୀବ ମାସର ପର୍ବକକ୍ସ୍ଟ ରଖ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ସମ୍ମାନ ଦବୋ ପାଇଁ ନିସ୍ତାର ପର୍ବ ପାଳନ କର। କାରଣ ଆବୀବ ମାସ ରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ରାତ୍ରିକାଳ ରେ ମିଶରରକ୍ସ୍ଟ ବାହାର କରିଆଣିଲେ।
1 Observa o mês de Abibe, e celebra a Páscoa ao SENHOR teu Deus; pois no mês de Abibe o SENHOR teu Deus te tirou do Egito, à noite.
2 ତୁମ୍ଭେ ନିସ୍ତାର ପର୍ବୀଯ ନବୈେଦ୍ଯ ପାଇଁ ଗୋମଷୋଦି ପଲରକ୍ସ୍ଟ ସଦାପ୍ରଭୁ ତୁମ୍ଭର ପରମେଶଓରଙ୍କୁ ଦବେ, ଯେଉଁଠା ରେ ସେ ତାଙ୍କର ନାମ ସ୍ଥାପନ ପାଇଁ ପସନ୍ଦ କରିଛନ୍ତି।
2 Portanto, sacrificarás a Páscoa ao SENHOR teu Deus, do gado e do rebanho, no lugar que o SENHOR escolher para ali colocar o seu nome.
3 ତୁମ୍ଭମାନେେ ଏହି ପର୍ବ ରେ ଖମିର ଭୋଜନ କରିବା ଉଚିତ୍ ନକ୍ସ୍ଟହଁ। ସାତଦିନ ପର୍ୟ୍ଯନ୍ତ ତୁମ୍ଭମାନେେ 'ତାଡି ଶୂନ୍ଯ ରୋଟୀ' ଭୋଜନ କରିବା ଉଚିତ୍, ଗରିବର ରୋଟୀ। କାରଣ ତରବର ହାଇେ ତୁମ୍ଭମାନେେ ମିଶର ଦେଶ ପରିତ୍ଯାଗ କଲ। ଏହିପରି ଭାବରେ ତକ୍ସ୍ଟମ୍ଭ ଜୀବନ ସାରା ମିଶର ଦେଶରକ୍ସ୍ଟ ଆସିଥିବା କଥା ମନେ ରଖିବ।
3 Com ela não comerás pão levedado; sete dias comerás com ela pães ázimos, o pão da aflição; porque saíste da terra do Egito apressadamente; para que possas te lembrar do dia em que saíste da terra do Egito, todos os dias da tua vida.
4 ଏବଂ ସାତଦିନ ତୁମ୍ଭର ସବୁଆଡେ ତାଡୀ ଦଖାେ ନ ଯାଉ। ପ୍ରଥମ ଦିନର ସନ୍ଧ୍ଯା ସମୟରେ ତୁମ୍ଭେ ଯେଉଁ ବଳି ଉତ୍ସର୍ଗ କରିବ, ତହିଁର କିଛି ମାଂସ ପ୍ରଭାତ ପର୍ୟ୍ଯନ୍ତ ଅବଶିଷ୍ଟ ନ ରହକ୍ସ୍ଟ।
4 E por sete dias não haverá pão levedado contigo em todos os teus termos; e nada da carne que sacrificares no primeiro dia à tarde, permanecerá toda a noite até pela manhã.
5 ସଦାପ୍ରଭୁ ତୁମ୍ଭକୁ ଯେଉଁ ନଗର ଦବେେ ତହିଁର କୌଣସି ନଗର ମଧିଅରେ ତୁମ୍ଭମାନେେ ନିସ୍ତାରପର୍ବିଯ ବଳି ଉତ୍ସର୍ଗ କରିବା ଉଚିତ୍ ନକ୍ସ୍ଟ ହେଁ।
5 Não poderás sacrificar a Páscoa dentro de qualquer das tuas portas, que o SENHOR teu Deus te dá;
6 ମାତ୍ର ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସଠାେରେ ନିସ୍ତାର ପର୍ବର ବଳି ଉତ୍ସର୍ଗ କରିବା ଉଚିତ୍। ସଂନ୍ଧ୍ଯା ସମୟର, ସୂର୍ୟ୍ଯାସ୍ତ ବେଳେ ତୁମ୍ଭେ ତାହା କର। ଠିକ୍ ସହେି ସମୟରେ ତୁମ୍ଭମାନଙ୍କୁ ମିଶରରକ୍ସ୍ଟ ବାହାର କରି ଅଣା ହାଇେଥିଲା।
6 mas no lugar que o SENHOR teu Deus escolher para ali colocar o seu nome, ali sacrificarás a Páscoa à tarde, ao pôr do sol, na ocasião em que saíste do Egito.
7 ଆଉ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଯେଉଁ ସ୍ଥାନ ମନୋନୀତ କରିବେ, ସହେି ସ୍ଥାନ ରେ ତୁମ୍ଭେ ତାହା ରାନ୍ଧି ଭୋଜନ କରିବ। ତହକ୍ସ୍ଟଁ ତୁମ୍ଭେ ପ୍ରଭାତ ରେ ଆପଣା ତମ୍ବୁକକ୍ସ୍ଟ ଫରେିୟିବ।
7 E a assarás e a comerás no lugar que o SENHOR teu Deus escolher, e voltarás pela manhã e irás às tuas tendas.
8 ତୁମ୍ଭମାନେେ ଛଅଦିନ ତାଡିଶୂନ୍ଯ ରୋଟୀ ଭୋଜନ କରିବ, ପକ୍ସ୍ଟଣି ସଲ୍ଗମ ଦିନ ରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ମହାସଭା ହବେ। ତହିଁରେ ତୁମ୍ଭେ କୌଣସି କାର୍ୟ୍ଯ କରିବ ନାହିଁ।
8 Seis dias comerás pães ázimos, e no sétimo dia haverá uma assembleia solene ao SENHOR teu Deus; então não trabalharás.
9 ତୁମ୍ଭମାନେେ କ୍ଷେତ୍ରର ଶସ୍ଯ ଛଦନେ କରିବାର ସମଯାବଧି ସାତ ସଲ୍ଗାହ ଗଣନା କରିବାକୁ ଆରମ୍ଭ କରିବ।
9 Sete semanas contarás; começarás a contar as sete semanas a partir do momento em que começares a pôr a foice no grão.
10 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଆଶୀର୍ବାଦ ଅନକ୍ସ୍ଟସା ରେ ତୁମ୍ଭେ ପ୍ରଚକ୍ସ୍ଟର ପରିମାଣ ରେ ଆପଣା ହସ୍ତର ସ୍ବେଛାଦତ ଉପହାର ଦଇେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ସଲ୍ଗାହ ସମକ୍ସ୍ଟହର ଉତ୍ସବ ପାଳନ କରିବ।
10 E guardarás a festa das semanas ao SENHOR teu Deus, com um tributo de oferta voluntária da tua mão, que darás ao SENHOR teu Deus, conforme o SENHOR teu Deus te tiver abençoado;
11 ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆପଣା ନାମ ପାଇଁ ଯେଉଁ ସ୍ଥାନ ନିର୍ଣଯ କରିବେ, ସହେି ସ୍ଥାନ ରେ ତାଙ୍କ ସମ୍ମକ୍ସ୍ଟଖ ରେ ତୁମ୍ଭେ ଓ ତକ୍ସ୍ଟମ୍ଭ ପକ୍ସ୍ଟତ୍ର ତୁମ୍ଭର କନ୍ଯା ଓ ତୁମ୍ଭର ଦାସ ଦାସୀ, ତକ୍ସ୍ଟମ୍ଭ ନଗର ଦ୍ବାରର ଲବେୀୟ ଲୋକ ଓ ତକ୍ସ୍ଟମ୍ଭ ମଧିଅରେ ଥିବା ବିଦେଶୀଯ ଲୋକ, ପିତୃହୀନ, ବିଧବା ସମସ୍ତେ ଆନନ୍ଦ କରିବ।
11 e te alegrarás diante do SENHOR teu Deus, tu, e o teu filho, e a tua filha, e o teu servo, e a tua serva, e o levita que está dentro das tuas portas, e o estrangeiro, e o órfão, e a viúva, que estão no meio de ti, no lugar que o SENHOR teu Deus escolher para ali colocar o seu nome.
12 ପକ୍ସ୍ଟଣି ତୁମ୍ଭେ ଯେ ମିଶର ରେ ଦାସ ଥିଲକ୍ସ୍ଟ, ତାହା ସ୍ମରଣ କରିବ ଓ ତୁମ୍ଭେ ଏହି ସକଳ ବିଧି ମନୋୟୋଗ କରି ପାଳନ କରିବ।
12 E te lembrarás de que foste servo no Egito, e observarás e cumprirás esses estatutos.
13 ତୁମ୍ଭମାନେେ ଯେତବେେଳେ ଖଳାରକ୍ସ୍ଟ ଶସ୍ଯ ସଂଗ୍ରହ କରି ସାରିଲା ପରେ ଓ ଯେତବେେଳେ ଆପଣା ଦ୍ରାକ୍ଷାକ୍ଷତରେକ୍ସ୍ଟ ସଂଗ୍ରହ କଲାପରେ ସାତଦିନ ପାଇଁ କକ୍ସ୍ଟଟୀରପର୍ବ ପାଳନ କରିବ।
13 Guardarás a festa dos tabernáculos durante sete dias, depois que tiveres recolhido do teu grão e do teu vinho;
14 ଉତ୍ସବ ସମୟରେ ତୁମ୍ଭେ ଓ ତକ୍ସ୍ଟମ୍ଭ ପକ୍ସ୍ଟତ୍ର, କନ୍ଯା, ଦାସ, ଦାସୀ ନଗରଦ୍ବାରବର୍ତ୍ତୀ ଲବେୀୟ ଲୋକ ଓ ବିଦେଶୀ ପିତୃହୀନ ଓ ବିଧବା ତୁମ୍ଭେ ସମସ୍ତେ ଆନନ୍ଦ କରିବ।
14 e te alegrarás em tua festa, tu e o teu filho, e a tua filha, e o teu servo, e a tua serva, e o levita, o estrangeiro, e o órfão, e a viúva, que estão dentro das tuas portas.
15 ସଦାପ୍ରଭୁଙ୍କର ମନୋନୀତ ସ୍ଥାନ ରେ ସଦାପ୍ରଭୁ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ତୁମ୍ଭେ ସାତଦିନ ଉତ୍ସବ ପାଳନ କରିବ। କାରଣ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ଭୂମିରକ୍ସ୍ଟ ଉତ୍ପନ୍ନ ସମସ୍ତ ଦ୍ରବ୍ଯ ରେ ଓ ତକ୍ସ୍ଟମ୍ଭ ସମସ୍ତ କଠିନ କର୍ମ ପାଇଁ ତୁମ୍ଭକୁ ଆଶୀର୍ବାଦ କରିବେ। ତେଣୁ ତୁମ୍ଭେ ଆନନ୍ଦିତ ହବୋ ଉଚିତ୍।
15 Sete dias guardarás uma festa solene ao SENHOR teu Deus, no lugar que o SENHOR escolher; porque o SENHOR teu Deus te abençoará em todo o teu incremento, e em todas as obras das tuas mãos, portanto certamente te alegrarás.
16 ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଯେଉଁ ସ୍ଥାନ ମନୋନୀତ କରିବେ, ସହେି ସ୍ଥାନ ରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ବର୍ଷକେ ତିନିଥର ତୁମ୍ଭର ପୁରୁଷ ସସସ୍ତେ ନିସ୍ତାର ପର୍ବ ଓ ସଲ୍ଗାହ ସମକ୍ସ୍ଟହର ପର୍ବ ସମୟରେ ଓ କକ୍ସ୍ଟଟୀର ପର୍ବ ସମୟରେ ମାତ୍ର ସମାନେେ ତକ୍ସ୍ଟଚ୍ଛା ହାତ ରେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଉପସ୍ଥିତ ହବୋ ଉଚିତ୍ ନକ୍ସ୍ଟହଁ।
16 Três vezes ao ano, todos os teus homens comparecerão diante do SENHOR teu Deus, no lugar que ele escolher; na festa dos pães ázimos, e na festa das semanas, e na festa dos tabernáculos; e não aparecerão vazios diante do SENHOR.
17 ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କର ତକ୍ସ୍ଟମ୍ଭ ପ୍ରତି ଦତ୍ତ ଆଶୀର୍ବାଦ ଅନକ୍ସ୍ଟସା ରେ ତୁମ୍ଭର ପ୍ରେତ୍ୟକକ ଜଣ ଆପଣା ସାଧ୍ଯ ପ୍ରମାଣେ ଦବେ।
17 Todo homem dará o que é capaz, conforme a bênção do SENHOR teu Deus, que ele lhe der.
18 ସଦାପ୍ରଭୁ ତୁମ୍ଭମାନଙ୍କର ଦ୍ବାରା ଦତ୍ତ ସମସ୍ତ ସହର ପାଇଁ ବିଚାରକର୍ତ୍ତା ଓ ଅଧିକାରୀମାନଙ୍କୁ ବାଛିବା ଉଚିତ୍। ପ୍ରେତ୍ୟକକ ଗୋଷ୍ଠୀଯ ଏପରି କରିବା ଉଚିତ୍। ଏବଂ ସହେି ଲୋକମାନେ ସମାନଙ୍କେୁ ଶାସନ କରିବେ ଓ ନ୍ଯାଯ ସକ୍ସ୍ଟରକ୍ଷିତ କରିବେ।
18 Porás juízes e oficiais em todas as tuas portas, que o SENHOR teu Deus te der, entre as tuas tribos, e eles julgarão o povo com juízo de justiça.
19 ତୁମ୍ଭେ ସର୍ବଦା ନ୍ଯାଯବାନ ହବେ। ନ୍ଯାଯ ରେ ତୁମ୍ଭେ କାହାର ପକ୍ଷପାତ କରିବ ନାହିଁ। ତୁମ୍ଭମାନେେ ଉତ୍କୋଚ ନଇେ ଅନ୍ଯାଯ ବିଗ୍ଭର କରିବ ନାହିଁ। ଟଙ୍କା ଜ୍ଞାନି ଲୋକମାନଙ୍କୁ ଅନ୍ଧ କରିଦିଏ ଓ ଧାର୍ମୀକମାନଙ୍କର ବାକ୍ଯ ଅନ୍ୟଥା କରେ।
19 Não perverterás o juízo; não farás acepção de pessoas, nem tomarás um presente, porque um presente cega os olhos do sábio, e perverte as palavras do justo.
20 ଯାହା ସର୍ବୋତଭାବେ, ୟାଥାର୍ଥ ତୁମ୍ଭେ ତା'ର ଅନକ୍ସ୍ଟଗାମୀ ହକ୍ସ୍ଟଅ। ତହିଁରେ ତୁମ୍ଭେ ବଞ୍ଚିବ ଓ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଯେଉଁ ଦେଶ ଦିଅନ୍ତି, ତାହା ଅଧିକାର କରିବ।
20 Aquilo que é totalmente justo seguirás, para que vivas e herdes a terra que o SENHOR teu Deus te dá.
21 ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ତୁମ୍ଭେ ଯେଉଁ ୟଜ୍ଞବଦେୀ ନିର୍ମାଣ କରିବ, ତହିଁ ନିକଟରେ ଆଶରୋର ମୂର୍ତ୍ତି ବୋଲି କୌଣସି ପ୍ରକାର କାଠ ସ୍ଥାପନ କରିବ ନାହିଁ।
21 Não plantarás um bosque de árvores perto do altar do SENHOR teu Deus, que fizeres para ti.
22 ମୂର୍ତ୍ତିଗକ୍ସ୍ଟଡିକ ସକାେଶ, କୌଣସି କୀର୍ତ୍ତୀସ୍ତମ୍ଭ ସ୍ଥାପନ କର ନାହିଁ, ଯାହାକକ୍ସ୍ଟ ସଦାପ୍ରଭୁ ତୁମ୍ଭର ପରମେଶ୍ବର ଘୃଣା କରନ୍ତି।
22 Tampouco erigirás qualquer imagem, que o SENHOR teu Deus odeia.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Deuteronômio 16, comparar traduções ou montar um estudo — tudo direto pelo WhatsApp.