Deuteronômio 15

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ପ୍ରତି ସାତ ବର୍ଷର ଶଷେ ରେ, ତୁମ୍ଭମାନେେ ସମସ୍ତ ଋଣ ଛାଡ କରିଦବେ।
1 No final de cada sete anos as dívidas deverão ser canceladas.
2 ଏହାର ବ୍ଯବସ୍ଥା ଏହିପରି ହବେ ଯେ କହେି ୟିଏ କି ଆପଣା ପ୍ରତିବେଶୀକକ୍ସ୍ଟ କରଜ ଦଇେଛି ତାହା ସେ ଛାଡ କରିଦବେ। ସେ ତା'ର ପଡ଼ୋଶୀଙ୍କକ୍ସ୍ଟ ଋଣ ପରିଶାଧେ ନିମନ୍ତେ ପଗ୍ଭରିବା ଉଚିତ୍ ନକ୍ସ୍ଟହଁ। କାରଣ ସଦାପ୍ରଭୁ ବ୍ଯବସ୍ଥା ଅନକ୍ସ୍ଟୟାଯୀ ସେ ଏହାକକ୍ସ୍ଟ ଋଣ ଛାଡର ବର୍ଷ ଘାଷେଣା କରିଛନ୍ତି।
2 Isso deverá ser feito da seguinte forma: Todo credor cancelará o empréstimo que fez ao seu próximo. Nenhum israelita exigirá pagamento de seu próximo ou de seu parente, porque foi proclamado o tempo do Senhor para o cancelamento das dívidas.
3 ତୁମ୍ଭମାନେେ ବିଦେଶୀମାନଙ୍କ ଠାରକ୍ସ୍ଟ ଏହି ଋଣ ପରିଶାଧେ କରିପାରିବ କିନ୍ତୁ ଆପଣା ଭାଇ ଇଶ୍ରାୟେଲୀୟବାସୀଙ୍କକ୍ସ୍ଟ ତାହା ଛାଡ କରିଦବେ।
3 Vocês poderão exigir pagamento do estrangeiro, mas terão que cancelar qualquer dívida de seus irmãos israelitas.
4 ତଥାପି ତକ୍ସ୍ଟମ୍ଭ ଦେଶ ରେ କହେି ଗରିବ ହବେେ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦଇେଛନ୍ତି। ଏହା ସଦାପ୍ରଭୁ ତୁମ୍ଭମାନଙ୍କୁ ଅନ୍ତରଭରା ଆଶୀର୍ବାଦ କରିଛନ୍ତି।
4 Assim, não deverá haver pobre algum no meio de vocês, pois na terra que o Senhor, o seu Deus, lhes está dando como herança para que dela tomem posse, ele os abençoará ricamente,
5 କିନ୍ତୁ ଏପରି ହବେ ଯଦି ତୁମ୍ଭମାନେେ ସଦାପ୍ରଭୁ ପରମେଶ୍ବରଙ୍କର ଆଜ୍ଞା ଓ ବିଧିମାନ ପାଳନ କରି ଚଳିବ। ତୁମ୍ଭମାନେେ ସାବଧାନତା ସହକା ରେ ମୁ ଆଜି ତୁମ୍ଭକୁ ଯେଉଁ ଆଜ୍ଞା ବିଧି କହକ୍ସ୍ଟଛି ତାହା ପାଳନ କରିବ।
5 contanto que obedeçam em tudo ao Senhor, ao seu Deus, e colocarem em prática toda esta lei que hoje lhes estou dando.
6 ତବେେ ତାଙ୍କର ପ୍ରତିଜ୍ଞା ଅନକ୍ସ୍ଟସା ରେ ତୁମ୍ଭର ସଦାପ୍ରଭୁ ପରମେଶ୍ବର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ। ଏବଂ ତୁମ୍ଭମାନେେ ଅନକେ ରାଷ୍ଟ୍ରମାନଙ୍କୁ ଋଣ ଦବେ, ମାତ୍ର ତୁମ୍ଭେ ଋଣ କରିବ ନାହିଁ। ତୁମ୍ଭମାନେେ ଅନ୍ୟରାଷ୍ଟ୍ରମାନଙ୍କୁ ଶାସନ କରିବ ମାତ୍ର ତକ୍ସ୍ଟମ୍ଭ ଉପରେ କହେି ଶାସନ କରି ପାରିବେ ନାହିଁ।
6 Pois o Senhor, o seu Deus, os abençoará conforme prometeu, e vocês emprestarão a muitas nações, mas de nenhuma tomarão emprestado. Vocês dominarão muitas nações, mas por nenhuma serão dominados.
7 ଯେତବେେଳେ ତୁମ୍ଭମାନେେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ଦତ୍ତ ଦେଶ ରେ ବାସ କରିବ, ସେତବେେଳେ ତୁମ୍ଭମାନଙ୍କ ମଧିଅରେ ଥିବା ଦରିଦ୍ର ଲୋକମାନଙ୍କୁ ଦୟା କରିବ, ତୁମ୍ଭମାନେେ ସ୍ବାର୍ଥପର ହବେ ନାହିଁ। ତୁମ୍ଭମାନେେ ସମାନଙ୍କେୁ ସାହାୟ୍ଯ କରିବାକୁ ମନା କରିବ ନାହିଁ।
7 Se houver algum israelita pobre em qualquer das cidades da terra que o Senhor, o seu Deus, lhe está dando, não endureçam o coração, nem fechem a mão para com o seu irmão pobre.
8 ତୁମ୍ଭେ ସମାନଙ୍କେ ପ୍ରତି କୃପା ଦୃଷ୍ଟି ରଖିବ, ତାହାର ପ୍ରୟୋଜନ ଅନକ୍ସ୍ଟସା ରେ ତୁମ୍ଭେ ତାଙ୍କୁ ୟଥେଷ୍ଟ ରୂପେ ଋଣ ଦବେ।
8 Ao contrário, tenham mão aberta e emprestem-lhe liberalmente o que ele precisar.
9 ଏପରି କାହାକକ୍ସ୍ଟ ଋଣ ଦବୋକକ୍ସ୍ଟ ମନା କର ନାହିଁ, ଯେ ହତେକ୍ସ୍ଟ ଋଣ କ୍ଷମାର ବର୍ଷ ନିକଟବର୍ତ୍ତୀ ହାଇଗେଲାଣି ବୋଲି। ତୁମ୍ଭମାନଙ୍କ ମଧିଅରେ ଏପରି ମନ୍ଦ କଳ୍ପନା ରହିବା ଉଚିତ୍ ନକ୍ସ୍ଟହଁ। ସାବଧାନ ହକ୍ସ୍ଟଅ, ଗୋଟିଏ ନିଃଶ୍ବ ଲୋକ ପ୍ରତି କୃପଣ ହକ୍ସ୍ଟଅ ନାହିଁ! କାରଣ ଯଦି ସହେି ବ୍ଯକ୍ତି ତକ୍ସ୍ଟମ୍ଭ ପ୍ରତିକୂଳ ରେ ସଦାପ୍ରଭୁଙ୍କୁ ଡାକେ, ତବେେ ତୁମ୍ଭକୁ ପାପରେ ଦୋଷୀ ବୋଲି ବିବଚେନା କରାୟିବ।
9 Cuidado! Que nenhum de vocês alimente este pensamento ímpio: "O sétimo ano, o ano do cancelamento das dívidas, está se aproximando, e não quero ajudar o meu irmão pobre". Ele poderá apelar para o Senhor contra você, e você será culpado pelo pecado.
10 ତୁମ୍ଭମାନେେ ନିଶ୍ଚିତ ଭାବରେ ହୃଦଯ ରେ ସହିତ ତାଙ୍କୁ ଦବୋ ଉଚିତ୍। ତାଙ୍କୁ ଦବୋ ବେଳେ ତୁମ୍ଭେ କକ୍ସ୍ଟସ୍ଖିତ ହବୋ ଉଚିତ୍ ନକ୍ସ୍ଟ ହେଁ। କାରଣ ସହେି କର୍ମ ହତେକ୍ସ୍ଟ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭର ସମସ୍ତ କର୍ମ ରେ ଓ ତୁମ୍ଭେ ଯେଉଁ ବିଷଯ ରେ ଧ୍ଯାନ ଦିଅ, ସଦାପ୍ରଭୁ ସେଥି ରେ ତୁମ୍ଭକୁ ଆଶୀର୍ବାଦ କରିବେ।
10 Dê-lhe generosamente, e sem relutância no coração; pois, por isso, o Senhor, o seu Deus, o abençoará em todo o seu trabalho e em tudo o que você fizer.
11 ଦେଶ ରେ ସର୍ବଦା ଗରିବ ଲୋକ ରହିବେ। ଯେଉଁଥିପାଇଁ ଆମ୍ଭେ ତୁମ୍ଭକୁ ଆଜ୍ଞା ଦଇେ କହକ୍ସ୍ଟଛକ୍ସ୍ଟ, ତୁମ୍ଭମାନେେ ତୁମ୍ଭର ଦରିଦ୍ର ଭାଇମାନଙ୍କୁ ନିଶ୍ଚଯ ସାହାୟ୍ଯ କରିବ। ତାଙ୍କର ଆବଶ୍ଯକତା ଅନକ୍ସ୍ଟସା ରେ ସମାନଙ୍କେୁ ସାହାୟ୍ଯ କର।
11 Sempre haverá pobres na terra. Portanto, eu lhe ordeno que abra o coração para o seu irmão israelita, tanto para o pobre como para o necessitado de sua terra.
12 ତୁମ୍ଭମାନେେ ତୁମ୍ଭମାନଙ୍କର ସବୋ କରିବା ପାଇଁ ଯେଉଁ ଏବ୍ରୀଯ ଲୋକ ବା ମହିଳାମାନଙ୍କୁ କ୍ରିତଦାସ ଭାବେ କିଣିଥିବ। ତୁମ୍ଭମାନେେ ସମାନଙ୍କେୁ ଛଅ ବର୍ଷ ରଖିପାରିବ। କିନ୍ତୁ ସମସ୍ତ ବର୍ଷ ତୁମ୍ଭେ ସମାନଙ୍କେୁ ନିଶ୍ଚଯ ମକ୍ସ୍ଟକ୍ତ କରିବ।
12 Se seu concidadão hebreu, homem ou mulher, vender-se a você e servi-lo seis anos, no sétimo ano dê-lhe a liberdade.
13 କିନ୍ତୁ ତୁମ୍ଭମାନେେ ଯେତବେେଳେ ତୁମ୍ଭର କ୍ରିତଦାସମାନଙ୍କୁ ମକ୍ସ୍ଟକ୍ତ କରିବ, ସେତବେେଳେ ସମାନଙ୍କେୁ ମକ୍ସ୍ଟକ୍ତ ହସ୍ତ ରେ ୟିବାକକ୍ସ୍ଟ ଦବନୋହିଁ।
13 E, quando o fizer, não o mande embora de mãos vazias.
14 ତୁମ୍ଭମାନେେ ସମାନଙ୍କେୁ ତୁମ୍ଭମାନଙ୍କର ପଶକ୍ସ୍ଟ ମଧ୍ଯରକ୍ସ୍ଟ କିଛି, କିଛି ଶସ୍ଯ ଏବଂ କିଛି ଦ୍ରାକ୍ଷାରସ ସମାନଙ୍କେୁ ଦବୋ ଉଚିତ୍। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରିଥିବା ଦ୍ରବ୍ଯରକ୍ସ୍ଟ କିଛି ନିଶ୍ଚିତ ଭାବରେ ସମାନଙ୍କେୁ ଦବୋ ଉଚିତ୍।
14 Dê-lhe com generosidade dos animais do seu rebanho, do produto da sua eira e do seu lagar. Dê-lhe conforme a bênção que o Senhor, o seu Deus, lhe tem dado.
15 ମନରେଖ, ଯେ ତୁମ୍ଭମାନେେ ମିଶର ଦେଶ ରେ ସଐୂର୍ଣ୍ଣ ଭାବରେ ଦାସରୂପେ ଥିଲ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ମକ୍ସ୍ଟକ୍ତ କଲେ। ଏଥିପାଇଁ ମୁ ତୁମ୍ଭକୁ ଏହି ଆଜ୍ଞା ଦେଉଅଛି।
15 Lembre-se de que você foi escravo no Egito e que o Senhor, o seu Deus, o redimiu. É por isso que hoje lhe dou essa ordem.
16 କିନ୍ତୁ ଏପରି ହାଇପୋ ରେ କୌଣସି ଦାସ ତୁମ୍ଭକୁ ଏପରି କହିପା ରେ, 'ମୁ ତୁମ୍ଭକୁ ଛାଡିୟିବି ନାହିଁ।' ସପରେି କହିପା ରେ କାରଣ ସେ ତକ୍ସ୍ଟମ୍ଭ ନିକଟରେ ସକ୍ସ୍ଟଖ ରେ ଥାଇପା ରେ। ସେ ତୁମ୍ଭକୁ ଓ ତକ୍ସ୍ଟମ୍ଭ ପରିବାରକକ୍ସ୍ଟ ସ୍ନହେ କରୁଥାଏ।
16 Mas se o seu escravo lhe disser que não quer deixá-lo, porque ama você e sua família e não tem falta de nada,
17 ତବେେ ତୁମ୍ଭେ ଏକ ବିନ୍ଧଣୀ ନିଅ ଓ କବାଟ ଉପରେ ତାହାର କର୍ଣ୍ଣକକ୍ସ୍ଟ ଫୋଡ। ତହିଁରେ ସେ ସବୁଦିନ ତୁମ୍ଭର ଦାସ ହାଇେ ରହିବ। ପକ୍ସ୍ଟଣି ତୁମ୍ଭେ ଆପଣା ଦାସ ପ୍ରତି ଠିକ୍ ଏହିପରି କରିବା ଉଚିତ୍।
17 então apanhe um furador e fure a orelha dele contra a porta, e ele se tornará seu escravo para o resto da vida. Faça o mesmo com a sua escrava.
18 ତୁମ୍ଭେ ତାହାକକ୍ସ୍ଟ ମକ୍ସ୍ଟକ୍ତ କରି ବିଦାଯ କରିବା ବେଳେ ଏହା ତକ୍ସ୍ଟମ୍ଭ ଦୃଷ୍ଟି ରେ କଠିନ ବୋଧ ନ ହେଉ। କାରଣ ସେ ଛବର୍ଷ ଭିତ ରେ ଏକ ବତନଜେୀବିର ଦ୍ବିଗକ୍ସ୍ଟଣ ବତନରେ ଦାସ୍ଯକର୍ମ କରିଅଛି। ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭର ସକଳ କାର୍ୟ୍ଯ ରେ ତୁମ୍ଭକୁ ଆଶୀର୍ବାଦ କରିବେ।
18 Não se sinta prejudicado ao libertar o seu escravo, pois o serviço que ele prestou a você nesses seis anos custou a metade do serviço de um trabalhador contratado. Além disso, o Senhor, o seu Deus, o abençoará em tudo o que você fizer.
19 ତୁମ୍ଭମାନେେ ଆପଣା ଗୋରୁ ପଲରକ୍ସ୍ଟ ଓ ମଷେ ପଲରକ୍ସ୍ଟ ଜନ୍ମ ହାଇେଥିବା ପ୍ରଥମ ଅଣ୍ତିରା ଛକ୍ସ୍ଟଆକକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ପବିତ୍ର କରିବ। ତୁମ୍ଭମାନେେ ତୁମ୍ଭମାନଙ୍କର ଗୋରୁପଲର ପ୍ରଥମ ଜାତକ ଦ୍ବାରା କିଛି କର୍ମ କରିବ ନାହିଁ। ମଷେପଲର ପ୍ରଥମଜାତ ସନ୍ତାନମାନଙ୍କର ଲୋମ ଛଦନେ କରିବ ନାହିଁ।
19 Separe para o Senhor, para o seu Deus, todo primeiro macho de todos os seus rebanhos. Não use a primeira cria das suas vacas para trabalhar, nem tosquie a primeira cria das suas ovelhas.
20 ସଦାପ୍ରଭୁ ଯେଉଁ ସ୍ଥାନ ମନୋନୀତ କରିବେ, ସହେି ସ୍ଥାନ ରେ ତୁମ୍ଭେ ତୁମ୍ଭର ପରିବାର ସହିତ ପ୍ରତିବର୍ଷ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଉପସ୍ଥିତି ରେ ତାହା ଭୋଜନ କରିବ।
20 Todo ano você e a sua família as comerão na presença do Senhor, do seu Deus, no local que ele escolher.
21 ଯଦି ସହେି ପଶକ୍ସ୍ଟଠା ରେ କୌଣସି ଖକ୍ସ୍ଟଣ ଥାଏ, ଯଥା ସେ ଯଦି େଛାଟା, କଣା କିମ୍ବା ସେ କୌଣସି ମନ୍ଦ ଖକ୍ସ୍ଟଣ ୟକ୍ସ୍ଟକ୍ତ ଥାଏ ତବେେ ତୁମ୍ଭେ ତାକକ୍ସ୍ଟ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରିପାରିବ ନାହିଁ।
21 Se o animal tiver defeito, ou for manco ou cego, ou tiver qualquer outro defeito grave, você não poderá sacrificá-lo ao Senhor, ao seu Deus.
22 କିନ୍ତୁ ନିଜ ଫାଟକ ଭିତ ରେ ତୁମ୍ଭମାନେେ ତାକକ୍ସ୍ଟ ଭୋଜନ କରିପାରିବ। ଶକ୍ସ୍ଟଚି ଓ ଅଶକ୍ସ୍ଟଚି ଲୋକ ସମସ୍ତେ ଭୋଜନ କରି ପାରନ୍ତି। କୃଷ୍ତସାର ଓ ହରିଣ ମାଂସ ଭୋଜନ କରିବାର ନିଯମ ଯାହା ଏହି ମାଂସ ଭୋଜନ କରିବାର ନିଯମ ଠିକ୍ ତାହା।
22 Coma-o na cidade onde estiver morando. Tanto o cerimonialmente impuro quanto o puro o comerão, como se come a carne da gazela ou do veado.
23 ତୁମ୍ଭମାନେେ କବଳେ ତା'ର ରକ୍ତ ଭୋଜନ କରିପାରିବ ନାହିଁ। ତୁମ୍ଭମାନେେ ଜଳପରି ତାହାକକ୍ସ୍ଟ ଭୂମିରେ ଢାଳି ଦବେ।
23 Mas não poderá comer o sangue; derrame-o no chão como se fosse água.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Deuteronômio 15, comparar traduções ou montar um estudo — tudo direto pelo WhatsApp.