Deuteronômio 13

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଯଦି କୌଣସି ଭବିଷ୍ଯଦ୍ବକ୍ତା ଅବା କୌଣସି ସ୍ବପ୍ନଦର୍ଶକ ତୁମ୍ଭମାନଙ୍କୁ କୌଣସି ଆଶ୍ଚର୍ୟ୍ଯ କର୍ମମାନ ଦଖାେଏ ବା କୌଣସି ଚିହ୍ନ ଦଖାେଏ,
1 “Surgirão entre vocês profetas ou pessoas que têm sonhos sobre o futuro, e eles prometerão sinais ou milagres.
2 ଆଉ ସହେି ଚିହ୍ନ ଓ ଆଶ୍ଚର୍ୟ୍ଯକର୍ମ ଯଦି ସଫଳ ହକ୍ସ୍ଟଏ, ତୁମ୍ଭେ ସମାନଙ୍କେୁ ଜାଣି ନାହିଁ, ଏପରି ଅନ୍ୟ ଦବଗେଣଙ୍କ ବିଷଯ ରେ କ ହେ, 'ଆସ ଆମ୍ଭମାନେେ ସମାନଙ୍କେର ପଶ୍ଚାଦ୍ଗାମି ହବୋ ଓ ସମାନଙ୍କେ ସବୋ କରିବା।'
2 Se os sinais ou milagres preditos acontecerem, e essas pessoas disserem: ‘Venham, vamos adorar outros deuses!’, deuses que até então vocês não conheciam,
3 ସହେି ଲୋକମାନଙ୍କର କଥା ଶକ୍ସ୍ଟଣି ନାହିଁ। କାରଣ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶଓରଙ୍କୁ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ପ୍ ରମେ କରି ଅଛକି ନାହିଁ, ଏହା ଜାଣିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ତୁମ୍ଭମାନଙ୍କୁ ପରୀକ୍ଷା କରୁଅଛନ୍ତି।
3 não deem ouvidos às palavras deles. É um teste do S enhor , seu Deus, para ver se vocês o amam de todo o seu coração e de toda a sua alma.
4 ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କ ପଶ୍ଚାଦଗମନ କରିବ। ତାହାଙ୍କକ୍ସ୍ଟ ଭୟ କରିବ। ତାହାଙ୍କ ଆଜ୍ଞା ସବୁ ପାଳନ କରିବ। ତାହାଙ୍କ ବାକ୍ଯ ପ୍ରତି ଧ୍ଯାନ ଦବେେ। ତାଙ୍କର ସବୋ କରିବ। ଏବଂ ତାଙ୍କଠା ରେ ଆସକ୍ତି ହବେ।
4 Sigam somente o S enhor , seu Deus, e temam a ele somente. Obedeçam a seus mandamentos, ouçam sua voz, sirvam-no e apeguem-se a ele.
5 ତୁମ୍ଭମାନେେ ସହେି ଭବିଷ୍ଯଦବକ୍ତା ବା ସ୍ବପ୍ନ ଦର୍ଶକକକ୍ସ୍ଟ ପ୍ରାଣ ଦଣ୍ତ ଦବୋ ଉଚିତ୍। କାରଣ ସହେି ବ୍ଯକ୍ତିଟି ମାରେ ଲୋକମାନଙ୍କୁ ପରମେଶ୍ବରଙ୍କ ବରକ୍ସ୍ଟଦ୍ଧ ରେ ବିଦ୍ରୋହ କରିବା ପାଇଁ ପ୍ରତାରିତ କଲା, ୟିଏକି ତୁମ୍ଭମାନଙ୍କୁ ମିଶର ଦେଶରକ୍ସ୍ଟ ବାହାର କରି ଆଣିଲେ ଓ ଦାସତ୍ବରକ୍ସ୍ଟ ତୁମ୍ଭମାନଙ୍କୁ ମକ୍ସ୍ଟକ୍ତ କଲେ। ସହେି ବ୍ଯକ୍ତିଟି ତୁମ୍ଭକୁ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କଠାରକ୍ସ୍ଟ ଦକ୍ସ୍ଟରକକ୍ସ୍ଟ ନବୋକକ୍ସ୍ଟ ଚେଷ୍ଟା କରୁଛି। ଯାହା ସେ ତୁମ୍ଭମାନଙ୍କୁ ଅନକ୍ସ୍ଟସରଣ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଏହି ଉପାଯ ରେ ତକ୍ସ୍ଟମ୍ଭ ମଧିଅରେ ଥିବା କକ୍ସ୍ଟକର୍ମ ଦୂର କରିପାରିବ।
5 Os falsos profetas e sonhadores que tentarem desviá-los devem ser executados, pois incentivaram a rebelião contra o S enhor , seu Deus, que os libertou da escravidão e os tirou da terra do Egito. Uma vez que eles tentaram desviá-los do caminho que o S enhor , seu Deus, ordenou que seguissem, vocês terão de executá-los. Desse modo, vocês eliminarão o mal do seu meio.
6 ଧରାଯାଉ ତୁମ୍ଭମାନଙ୍କର ନିଜ ଲୋକ, ଏପରିକି ତୁମ୍ଭର ନିଜ ଭାଇ, ତୁମ୍ଭର ପକ୍ସ୍ଟତ୍ର ବା କନ୍ଯା, ତୁମ୍ଭର ସ୍ତ୍ରୀ କିଅବା ଅନ୍ତରଙ୍ଗ ବନ୍ଧକ୍ସ୍ଟ ଏହା କହି ତୁମ୍ଭକୁ ପ୍ରଲୋଭିତ କରିବାକୁ ଚୋଷ୍ଟାକରେ, 'ଗ୍ଭଲ ଅନ୍ୟ ଦବଗେଣଙ୍କର ପୂଜା କରିବା।' ଯେଉଁ ଦବେତାଗଣଙ୍କକ୍ସ୍ଟ ତୁମ୍ଭମାନେେ କିଅବା ତୁମ୍ଭମାନଙ୍କର ପୂର୍ବପୁରୁଷ ଜାଣି ନାହାଁନ୍ତି।
6 “Se alguém o instigar secretamente, seja seu irmão, seu filho ou filha, sua esposa querida ou seu amigo mais chegado, e disser: ‘Vamos adorar outros deuses!’, deuses que nem você nem seus antepassados conheceram,
7 ତୁମ୍ଭମାନଙ୍କର ଚତକ୍ସ୍ଟର୍ଦ୍ଦିଗସ୍ଥ ନିକଟବର୍ତ୍ତୀ ବା ତକ୍ସ୍ଟମ୍ଭଠାରକ୍ସ୍ଟ ଦୂରବର୍ତ୍ତୀ ପୃଥିବୀର ଏକ ପ୍ରାନ୍ତରକ୍ସ୍ଟ ଅନ୍ୟପ୍ରାନ୍ତ ପର୍ୟ୍ଯନ୍ତ।
7 deuses dos povos vizinhos ou de povos dos confins da terra,
8 ସହେି ବ୍ଯକ୍ତିର କଥା ତୁମ୍ଭମାନେେ ଶକ୍ସ୍ଟଣିବା ଉଚିତ୍ ନକ୍ସ୍ଟହଁ। ସମାନଙ୍କେ ପାଇଁ ଅନକ୍ସ୍ଟକଐା ଦଖାେଅ ନାହିଁ। ତାଙ୍କୁ ମକ୍ସ୍ଟକ୍ତି ଦିଅ ନାହିଁ କି ତାଙ୍କୁ ସକ୍ସ୍ଟରକ୍ଷା ଦିଅନାହିଁ।
8 não ceda nem dê ouvidos. Não tenha pena dele, não o poupe nem o proteja.
9 ମାତ୍ର, ତୁମ୍ଭେ ସହେି ବ୍ଯକ୍ତିକକ୍ସ୍ଟ ହତ୍ଯା କରିବ। ତୁମ୍ଭେ ତାଙ୍କୁ ପଥର ରେ ଛଚେି ହତ୍ଯା କରିବ। ତୁମ୍ଭେ ପ୍ରଥମେ ତାଙ୍କୁ ପଥର ଫିଙ୍ଗିବ। କାହିଁକି ଜାଣ ସେ ତୁମ୍ଭକୁ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ଠାରକ୍ସ୍ଟ ଦୂ ରଇେ ନବୋକକ୍ସ୍ଟ ଗ୍ଭହାଁନ୍ତି।
9 Execute-o! Dê o primeiro golpe e, em seguida, todo o povo participará da execução.
10 ଆଉ ସେ ହେଉଛନ୍ତି ସହେି ସଦାପ୍ରଭୁ ୟିଏକି ତୁମ୍ଭମାନଙ୍କୁ ମିଶର ଦେଶରକ୍ସ୍ଟ ବାହାର କରି ଆଣିଥିଲେ। ଯେଉଁଠା ରେ ତୁମ୍ଭମାନେେ ଦାସପରି ଥିଲ।
10 Apedrejem os culpados até a morte, pois eles tentaram afastá-lo do S enhor , seu Deus, que os libertou da terra do Egito, do lugar de escravidão.
11 ତେଣୁ ସମସ୍ତ ଇଶ୍ରାୟେଲୀୟମାନେ ଏ ବିଷଯ ରେ ଶକ୍ସ୍ଟଣିବେ ଓ ଭୟଭୀତ ହବେେ। ଆଉ ଇଶ୍ରାୟେଲୀୟମାନେ ଏପରି ପୂନର୍ବାର ଦକ୍ସ୍ଟଷ୍କର୍ମ କରିବାକୁ ସାହସ କରିବେ ନାହିଁ।
11 Então todo o Israel ouvirá e temerá, e ninguém voltará a agir tão perversamente no meio de vocês.
12 ହକ୍ସ୍ଟଏତ ତୁମ୍ଭମାନେେ ତୁମ୍ଭମାନଙ୍କର ଏକ ନଗର ବିଷଯ ରେ ଖରାପ କଥା ଶକ୍ସ୍ଟଣିଥାଏ। ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭକୁ ବାସ କରିବା ପାଇଁ ଦବୋକକ୍ସ୍ଟ ଯାଉଛନ୍ତି।
12 “Quando começarem a viver nas cidades que o S enhor , seu Deus, lhes dá, e ouvirem dizer
13 କେତକେ ମନ୍ଦ ଲୋକ କହି ପାରନ୍ତି, 'ଆସ ଆମ୍ଭେ ଅନ୍ୟ ଦବେତାମାନଙ୍କର ସବୋ କରିବା।' ଏହା କହି ସମାନେେ ସମାନଙ୍କେ ନଗର ନିବାସୀମାନଙ୍କୁ ପ୍ରଲୋଭିତ କରି ପାରନ୍ତି। (ଏହିସବୁ ଦବେତାମାନଙ୍କୁ ତୁମ୍ଭମାନେେ କବେେ ଜାଣି ନ ଥିଲ)।
13 que homens perversos fizeram os habitantes da cidade se desviarem, dizendo: ‘Venham, vamos adorar outros deuses’, deuses que até então vocês não conheciam,
14 ତବେେ ତୁମ୍ଭେ ବକ୍ସ୍ଟଝିବ, ଖାଜେିବ, ଭଲରୂପେ ପଗ୍ଭରି ବକ୍ସ୍ଟଝିବ। ଯଦି ତାହା ସତ୍ଯ ହକ୍ସ୍ଟଏ ଓ ତକ୍ସ୍ଟମ୍ଭ ମଧିଅରେ ଏପରି ଘୃଣ୍ଯ କର୍ମ କରାୟାଇ ଅଛି,
14 examinem os fatos com cuidado. Se descobrirem que a informação for verdadeira e esse ato detestável foi mesmo cometido entre vocês,
15 ତବେେ ତୁମ୍ଭେ ନିଶ୍ଚଯ ସହେି ନଗର ନିବାସୀଙ୍କକ୍ସ୍ଟ ଖଣ୍ତା ରେ ଆଘାତ କରିବ। ପକ୍ସ୍ଟଣି ନଗର ଓ ତହିଁ ମଧ୍ଯସ୍ଥିତ ସମକ୍ସ୍ଟଦାଯ ଓ ତହିଁର ପଶକ୍ସ୍ଟମାନଙ୍କୁ ଖଣ୍ତା ଧାର ରେ ବର୍ଜ୍ଜିତ ରୂପେ ଧ୍ବଂସ କରିବ।
15 ataquem a cidade e matem à espada todos os habitantes e todos os animais, destruindo-os completamente.
16 ଆଉ ତୁମ୍ଭମାନେେ ତହିଁର ଲକ୍ସ୍ଟଟିତ ଦ୍ରବ୍ଯ ସବୁ ନଗର ମଧିଅରେ ସଂଗ୍ରହ କର ଓ ନଇୟୋଅ, ସହେି ନଗରକକ୍ସ୍ଟ ସେଥି ମଧିଅରେ ଥିବା ସମସ୍ତ ସାମଗ୍ରିକକ୍ସ୍ଟ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଦଗ୍ଧ କର । ସହେି ସହର ସବୁ ଦିନ ପାଇଁ ଧ୍ବଂସ ହବୋ ଉଚିତ୍। ଆଉ ଏହା ପୂନଃନିର୍ମିତ ହବୋ ଉଚିତ୍ ନକ୍ସ୍ଟ ହେଁ।
16 Amontoem os despojos no meio da praça pública e queimem toda a cidade como oferta ao S enhor , seu Deus. A cidade permanecerá em ruínas para sempre; jamais será reconstruída.
17 ସହେି ଦ୍ରବ୍ଯରକ୍ସ୍ଟ ଯାହା ଧ୍ବଂସ ହବୋ ଉଚିତ୍, ତୁମ୍ଭମାନେେ କିଛି ସଂଗ୍ରହ କରିବା ଉଚିତ୍ ନକ୍ସ୍ଟହଁ। ଏଥି ରେ ସଦାପ୍ରଭୁ ଆପଣା ପ୍ରଚଣ୍ତ କୋରଧରକ୍ସ୍ଟ ଫରେିବେ ଓ ତକ୍ସ୍ଟମ୍ଭପ୍ରତି କରୁଣା କରିବେ ଏବଂ ତୁମ୍ଭର ସଂଖ୍ଯା ବଢାଇବେ। ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କକ୍ସ୍ଟ ପ୍ରତିଜ୍ଞା କରିଥିଲେ।
17 Não guardem coisa alguma do despojo que foi separado para destruição. Então o S enhor afastará sua ira ardente e os tratará com misericórdia. Terá compaixão de vocês e os transformará numa nação numerosa, como prometeu sob juramento a seus antepassados.
18 ଯଦି ତୁମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କ ଆଜ୍ଞା ମାନ ତାହା ମୁ ( ମାଶାେ) ତୁମ୍ଭମାନଙ୍କୁ ଆଜି ଦେଉଛି ଏବଂ ତାଙ୍କ ଦୃଷ୍ଟି ରେ ଯାହା ଠିକ୍ ତାହା କର। ତା ହେଲେ ସେ ଯାହା ପ୍ରତିଜ୍ଞା କଲେ ତାହା କରିବେ।
18 “O S enhor , seu Deus, só será misericordioso se vocês ouvirem sua voz e obedecerem a todos os seus mandamentos que hoje lhes dou, para que façam o que é certo aos olhos do S enhor .”

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Deuteronômio 13, comparar traduções ou montar um estudo — tudo direto pelo WhatsApp.