Deuteronômio 11
Oriya Bible (GL_ORIYA) vs NTLH
1 ତୁମ୍ଭମାନେେ ସଦାପ୍ରଭୁ ଆପଣା ପରମେଶଓରଙ୍କୁ ପ୍ ରମେ କରିବା ଉଚିତ୍। ତୁମ୍ଭମାନେେ ତାଙ୍କର ବ୍ଯବସ୍ଥା, ବିଧି ଓ ଆଦେଶ ସବୁ ସର୍ବଦା ପାଳନ କରିବା ଉଚିତ୍।
1 Moisés disse ao povo: — Amem o
2 ଆଜି ମନରେଖ ତକ୍ସ୍ଟମ୍ଭଙ୍କକ୍ସ୍ଟ ଶିକ୍ଷା ଦବୋ ପାଇଁ ତୁମ୍ଭର ସଦାପ୍ରଭୁ ପରମେଶ୍ବର ଯେଉଁସବୁ ଆଶ୍ଚର୍ୟ୍ଯଜନକ କର୍ମ କରିଛନ୍ତି। ସେ ହେଉଛି ତୁମ୍ଭେ ଏବଂ ତୁମ୍ଭର ପିଲାମାନେ ନକ୍ସ୍ଟହଁନ୍ତି ସହେି ସମସ୍ତ ବିଷଯ ଘଟିବାର ଦେଖିଲ ଏବଂ ତା ମାଧ୍ଯମ ରେ ବଞ୍ଚିଲ। ତୁମ୍ଭେ ଦେଖିଛ ସେ କେତେ ଶକ୍ତିଶାଳୀ ଏବଂ ଆଶ୍ଚର୍ୟ୍ଯ କର୍ମ ସେ କରନ୍ତି।
2 Pensem hoje na grandeza de Deus e naquilo que aprenderam a respeito do seu poder e da sua força. Foram vocês, e não os seus filhos, que viram e conheceram tudo isso.
3 ତୁମ୍ଭମାନେେ ତାଙ୍କର ସମସ୍ତ ଚିହ୍ନ ଓ ଆଶ୍ଚର୍ୟ୍ଯ କାର୍ୟ୍ଯ ସବୁ ଦେଖିଛ, ସେ ମିଶରର ରାଜା ଫାରୋଙ୍କକ୍ସ୍ଟ ଏବଂ ସମଗ୍ର ମିଶରକକ୍ସ୍ଟ କଣ କଲେ, ତୁମ୍ଭମାନେେ ଦେଖିଛ।
3 Lembrem dos milagres e de tudo o que o Senhor Deus fez no Egito contra Faraó, rei do Egito, e contra toda aquela nação.
4 ତୁମ୍ଭର ପିଲାମାନେ ଜାଣି ନାହାଁନ୍ତି କିନ୍ତୁ ତୁମ୍ଭମାନେେ ଜାଣିଛ ଓ ଦେଖିଛ ଯେ ପରମେଶ୍ବର ମିଶରର ସୈନ୍ଯ ତାଙ୍କର ଅଶ୍ବାରୋହି ଓ ରଥାରୋହିମାନଙ୍କୁ କିପରି ଭାବେ ସୂଫ ସମକ୍ସ୍ଟଦ୍ର ରେ ନିକ୍ଷପେ କରିଛନ୍ତି। ତୁମ୍ଭମାନେେ ଦେଖିଛ ଯେ ସଦାପ୍ରଭୁ ସମାନଙ୍କେୁ କିଭଳି ସଂପୂର୍ଣ୍ଣ ଭାବରେ ଧ୍ବଂସ କରିଛନ୍ତି।
4 Vocês viram o que Deus fez com o exército dos egípcios e com os seus cavalos e carros de guerra, quando estavam perseguindo vocês. O Senhor fez com que as águas do mar Vermelho os cobrissem e afogassem, e assim acabou com eles para sempre.
5 ଏହି ସ୍ଥାନ ରେ ନ ପହଞ୍ଚିବା ପର୍ୟ୍ଯନ୍ତ ତୁମ୍ଭମାନଙ୍କ ପାଇଁ ସେ ମରକ୍ସ୍ଟଭୂମିରେ ଯାହା କଲେ ତୁମ୍ଭମାନେେ ସବୁକିଛି ଦେଖିଲ।
5 Vocês viram o que Deus fez no deserto, durante a viagem até este lugar,
6 ତୁମ୍ଭମାନେେ ଦେଖିଛ ରୂବନରେ ପକ୍ସ୍ଟତ୍ର ଇଲୀଯାବର ସନ୍ତାନ ଦାଥନକ୍ସ୍ଟ ଓ ଅବୀରାମ ପ୍ରତି ଯାହା ଯାହା ସବୁ ସେ କରିଛନ୍ତି, ପୃଥିବୀ ଯେପରି ଆପଣା ମକ୍ସ୍ଟଖ ବିସ୍ତାର କରି ସମସ୍ତ ଇଶ୍ରାୟେଲ ମଧ୍ଯବର୍ତ୍ତୀ ସମାନଙ୍କେୁ ଓ ସମାନଙ୍କେ ପରିଜନବର୍ଗଙ୍କକ୍ସ୍ଟ ଓ ସମାନଙ୍କେ ତମ୍ବୁ ଓ ସମାନଙ୍କେ ପଶ୍ଚାତବର୍ତ୍ତୀ ସମସ୍ତ ପ୍ରାଣୀକକ୍ସ୍ଟ ଗ୍ରାସ କଲା, ଏ ସମସ୍ତ ତୁମ୍ଭର ପିଲାମାନେ ଦେଖି ନାହାଁନ୍ତି।
6 e também o que fez com Datã e Abirão, filhos de Eliabe, da tribo de Rúben. Na presença de todos a terra se abriu e engoliu os dois, junto com as suas famílias, barracas, empregados e animais.
7 ତୁମ୍ଭମାନେେ ସଦାପ୍ରଭୁଙ୍କର ସମସ୍ତ ମହାନ କର୍ମ ଦେଖିଅଛ।
7 E vocês mesmos viram todos os grandes milagres que o Senhor Deus fez.
8 ତେଣୁ ତୁମ୍ଭମାନେେ ତାଙ୍କର ସମସ୍ତ ନିର୍ଦ୍ଦେଶ ମାନିବ, ମୁ ଯାହାସବୁ ତୁମ୍ଭମାନଙ୍କୁ କହିବ। ତବେେ ତୁମ୍ଭମାନେେ ଶକ୍ତିଶାଳୀ ହବେ ଏବଂ ଯେଉଁ ଦେଶ ଅଧିକାର କରିବାକୁ ୟର୍ଦ୍ଦନ ପାର ହାଇେ ଯାଉଅଛ ତହିଁରେ ପ୍ରବେଶ କରି ଅଧିକାର କରିବ।
8 — Portanto, obedeçam a todas as leis que hoje estou dando a vocês a fim de que sejam fortes e possam invadir a terra para onde estão indo e tomar posse dela.
9 ସେଥିପାଇଁ ତୁମ୍ଭମାନେେ ସହେି ଦକ୍ସ୍ଟଗ୍ଧ ମଧକ୍ସ୍ଟ ପ୍ରବାହିତ ଦେଶ ରେ ଦୀର୍ଘ୍ଯ ଦିନ ବାସ କରିବ। ଏହି ଦେଶ ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ଓ ସମାନଙ୍କେର ଭବିଷ୍ଯଦ୍ ବଂଶଧରମାନଙ୍କୁ ଦବୋ ପାଇଁ ପ୍ରତିଜ୍ଞା କରିଥିଲେ।
9 Assim vocês viverão muitos anos naquela terra boa e rica que o Senhor Deus jurou dar aos nossos antepassados e aos seus descendentes.
10 ପନିପରିବା ବଗିଗ୍ଭ ରେ ଯେପରି ବୀଜ ବପନ କର, ସହେିପରି ମିଶର ଦେଶର ଗ୍ଭରାଗଛ ରେ ତୁମ୍ଭମାନେେ ପାଣି ଦେଉଥିଲ, ଯେଉଁଠାରକ୍ସ୍ଟ ତୁମ୍ଭମାନେେ ବାହାରି ଆସିଛ। ମାତ୍ର ଯେଉଁ ଦେଶ ଅଧିକାର କରିବାକୁ ଯାଉଛ ତାହା ସପରେି ନକ୍ସ୍ଟ ହେଁ।
10 A terra que vai ser de vocês não é como o Egito, de onde saíram. Ali, depois de semearem a terra, vocês precisavam trabalhar muito para regar o chão, como se fosse uma horta.
11 ତୁମ୍ଭମାନେେ ୟର୍ଦ୍ଦନ ପାର ହାଇେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ପର୍ବତ ଓ ସମସ୍ଥଳୀମଯ ଦେଶ ପକ୍ସ୍ଟଣି ତାହା ଆକାଶରକ୍ସ୍ଟ ବୃଷ୍ଟିଜଳ ପାନ କରେ।
11 Porém a terra que vocês vão possuir é uma terra de montes e vales, onde nunca falta chuva.
12 ସହେି ଦେଶ ବିଷଯ ରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ମନୋୟୋଗ କରନ୍ତି। ବର୍ଷର ଆରମ୍ଭରକ୍ସ୍ଟ ବର୍ଷର ଶଷେ ପର୍ୟ୍ଯନ୍ତ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଦୃଷ୍ଟି ତହିଁ ଉପରେ ସର୍ବଦା ଥାଏ।
12 O Senhor , nosso Deus, cuida daquela terra e nunca a esquece, desde o começo até o fim do ano.
13 ସଦାପ୍ରଭୁ କହିଲେ, 'ତୁମ୍ଭମାନେେ ଯତ୍ନ ସହକା ରେ ଆଜି ମୁ ତୁମ୍ଭମାନଙ୍କୁ ଯାହା କହକ୍ସ୍ଟଛି ଶକ୍ସ୍ଟଣ। ତୁମ୍ଭମାନେେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶଓରଙ୍କୁ ପ୍ ରମେ କର। ତୁମ୍ଭମାନେେ ଅନ୍ତଃକରଣ ଓ ପ୍ରାଣ ସହିତ ସବୋ କର। ଯଦି ତୁମ୍ଭେ ଏପରି କର ତବେେ,
13 Portanto, se vocês obedecerem às leis que eu lhes estou dando hoje, e se amarem o Senhor , nosso Deus, e o servirem com todo o coração e com toda a alma,
14 ଆମ୍ଭେ ଉପୟକ୍ସ୍ଟକ୍ତ ସମୟରେ ତକ୍ସ୍ଟମ୍ଭ ଦେଶ ରେ ବୃଷ୍ଟି କରାଇବ। ଅର୍ଥାତ୍ ଆଦ୍ଯବୃଷ୍ଟି ଓ ଶଷେବୃଷ୍ଟି କରିବା। ତହିଁରେ ତୁମ୍ଭେ ଆପଣା ଶସ୍ଯ ଓ ଆପଣା ଦ୍ରାକ୍ଷାରସ ଓ ଆପଣାର ତୈଳ ସଂଗ୍ରହ କରିପାରିବ।
14 então ele dará as chuvas no tempo certo, tanto as chuvas do outono como as da primavera. Assim haverá boas colheitas de cereais, de uvas e de azeitonas,
15 ମୁ ତକ୍ସ୍ଟମ୍ଭ ପଶକ୍ସ୍ଟଗଣ ନିମନ୍ତେ ତୁମ୍ଭମାନଙ୍କ କ୍ଷେତ୍ର ରେ ତୃଣ ଦବେି। ତୁମ୍ଭମାନଙ୍କର ଭୋଜନ କରିବାକୁ ୟଥେଷ୍ଟ ହବେ ଏବଂ ତୃଲ୍ଗ ହବେ।'
15 e haverá pastos para o gado. Vocês terão toda a comida que precisarem.
16 ନିଜ ନିଜ ବିଷଯ ରେ ସାବଧାନ ହକ୍ସ୍ଟଅ। ତୁମ୍ଭମାନଙ୍କର ହୃଦଯକକ୍ସ୍ଟ ପ୍ରଲୋଭିତ କରନାହିଁ ଏବଂ ବିପଥରେ ୟିବାକକ୍ସ୍ଟ ଏବଂ ଅନ୍ୟ ଦବେତାଗଣର ସବୋ କରିବାକୁ ଓ ଉପାସନା କରିବାକୁ ଦିଅ ନାହିଁ।
16 Tenham cuidado, não deixem que o seu coração seja enganado; não abandonem a Deus para adorar e servir outros deuses.
17 ଯଦି ତୁମ୍ଭମାନେେ ଏପରି କର, ତବେେ ସଦାପ୍ରଭୁଙ୍କର କ୍ରୋଦ୍ଧ ତୁମ୍ଭମାନଙ୍କ ପ୍ରତି ପ୍ରଜ୍ଜଳିତ ହବେ। ଏବଂ ସେ ଆକାଶ ରୋଧ କଲେ ବର୍ଷା ହବେ ନାହିଁ ଓ ଭୂମି ନିଜ ଫଳ ପ୍ରଦାନ କରିବ ନାହିଁ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଉଛନ୍ତି, ତହିଁରକ୍ସ୍ଟ ତୁମ୍ଭମାନେେ ଶୀଘ୍ର ଉଚ୍ଛିନ୍ନ ହବେ।
17 Se fizerem isso, Deus ficará irado com vocês e não mandará chuvas. Aí a terra não produzirá colheitas, e em pouco tempo vocês desaparecerão da boa terra que o Senhor está dando a vocês.
18 ଏଣୁ ତୁମ୍ଭମାନେେ ମାହେର ସହେି ସକଳ ବାକ୍ଯ ନିଜ ନିଜ ହୃଦଯ ରେ ଧାରଣ କର (ହୃଦଯ ରେ ଲିପିବଦ୍ଧ କର)। ନିଜ ନିଜ ହସ୍ତ ରେ ବାନ୍ଧି ରଖ ଓ ତାହା ତୁମ୍ଭମାନଙ୍କର ଚକ୍ଷକ୍ସ୍ଟ ଦ୍ବଯ ରେ ଭୂଷଣ ସ୍ବରୂପ ହେଉ।
18 — Lembrem desses mandamentos e os guardem no seu coração. Amarrem essas leis nos braços e na testa, para que não as esqueçam,
19 ତୁମ୍ଭେ ଆପଣା ଗୃହ ରେ ବସିବା ବେଳେ ଏବଂ ବାଟରେ ଗ୍ଭଲିଲା ବେଳେ ଶାଇେବା ବେଳେ ଓ ଉଠିବା ବେଳେ ଏହି ସମସ୍ତ ବିଷଯ ରେ କଥାବାର୍ତ୍ତା କରି ଆପଣା ଆପଣା ସନ୍ତାନମାନଙ୍କୁ ଶିକ୍ଷା ଦବେ।
19 e não deixem de ensiná-las aos seus filhos. Repitam essas leis em casa e fora de casa, quando se deitarem e quando se levantarem,
20 ତୁମ୍ଭେ ଆପଣା ଗୃହଦ୍ବାର ରେ ଥିବା ଚଉକାଠ ରେ ଓ ବାହାର ଦ୍ବାର ରେ ତାହା ଲେଖିବ।
20 e as escrevam nos batentes das portas das suas casas e nos seus portões.
21 ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଯେଉଁ ଦେଶ ଦବୋକକ୍ସ୍ଟ ଶପଥ କରିଅଛନ୍ତି, ତହିଁରେ ତୁମ୍ଭମାନଙ୍କ ଅବସ୍ଥିତି କାଳ ଓ ତୁମ୍ଭମାନଙ୍କ ସନ୍ତାନଗଣର ଅବସ୍ଥିତିକାଳ ଭୂମଣ୍ତଳ ଉପରେ ଆକାଶ ମଣ୍ତଳର ଅବସ୍ଥିତିକାଳ ତକ୍ସ୍ଟଲ୍ଯ ହବେ।
21 Assim vocês e os seus descendentes viverão muitos anos na terra que o Senhor Deus jurou dar aos nossos antepassados. Enquanto o mundo existir, vocês viverão naquela terra.
22 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶଓରଙ୍କୁ ପ୍ ରମେ କରିବାକୁ ତାହାଙ୍କ ସମସ୍ତ ପଥରେ ଗ୍ଭଲିବାକକ୍ସ୍ଟ ଓ ତାହାଙ୍କଠା ରେ ଦୃଢରୂପେ ଆସକ୍ତ ହବୋକକ୍ସ୍ଟ ଏହି ଯେଉଁ ସମସ୍ତ ଆଜ୍ଞା ମୁ ତୁମ୍ଭମାନଙ୍କୁ ପାଳନ କରିବାକୁ ଦେଉଅଛି, ତାହା ଯଦି ତୁମ୍ଭେ ଯତ୍ନପୂର୍ବକ ପାଳନ କରିବ,
22 — Portanto, obedeçam a todas as leis que eu lhes estou dando. Amem o Senhor , nosso Deus, sigam todos os seus mandamentos e fiquem ligados com ele.
23 ତବେେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଏହିସବୁ ଗୋଷ୍ଠୀଯ ଲୋକମାନଙ୍କୁ ତଡି ଦବେେ, ଏବଂ ତୁମ୍ଭମାନେେ, ତୁମ୍ଭମାନଙ୍କ ଠାରକ୍ସ୍ଟ ଅଧିକ ବଳବାନ ଲୋକମାନଙ୍କୁ ପରାସ୍ତ କରିବ ଏବଂ ତାଙ୍କର ଦେଶକକ୍ସ୍ଟ ଅଧିକାର କରିବ।
23 Se fizerem isso, Deus expulsará todas essas nações, e vocês tomarão posse de uma terra que pertence a povos mais numerosos e mais poderosos do que vocês.
24 ଯେଉଁଠା ରେ ତୁମ୍ଭର ପାଦ ପଡିବ, ସେ ସ୍ଥାନ ତୁମ୍ଭମାନଙ୍କର ହବେ। ପ୍ରାନ୍ତରରକ୍ସ୍ଟ ଲିବାନୋନ ପର୍ୟ୍ଯନ୍ତ ଏବଂ ଫରାତ ନଦୀଠାରକ୍ସ୍ଟ ପଶ୍ଚିମ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ତୁମ୍ଭମାନଙ୍କର ସୀମା ହବେ।
24 Será de vocês toda a terra por onde andarem, desde o deserto, no Sul, até os montes Líbanos, no Norte; desde o rio Eufrates, no Leste, até o mar Mediterrâneo, no Oeste.
25 ତୁମ୍ଭମାନଙ୍କ ବିପକ୍ଷ ରେ କୌଣସି ମନକ୍ସ୍ଟଷ୍ଯ ଛିଡା ହବୋକକ୍ସ୍ଟ ସକ୍ଷମ ହବେ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତାଙ୍କର ପ୍ରତିଜ୍ଞାନକ୍ସ୍ଟସା ରେ ସମଗ୍ର ଦେଶ ରେ ତୁମ୍ଭେ ଯେଉଁଠିକକ୍ସ୍ଟ ୟାଅ, ତକ୍ସ୍ଟମ୍ଭ ପ୍ରତି ସମସ୍ତଙ୍କର ଭୟ ଓ ଆଶାଙ୍କିତ ସୃଷ୍ଟି କରିବେ।
25 Vocês nunca serão derrotados, pois o Senhor , nosso Deus, cumprirá o que prometeu e fará com que todos os povos daquela terra fiquem apavorados com vocês.
26 ଆଜି ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ଆଶୀର୍ବାଦ ଓ ଅଭିଶାପ ରଖକ୍ସ୍ଟଛି ତୁମ୍ଭମାନେେ ସେଥିରକ୍ସ୍ଟ ଗୋଟିଏକକ୍ସ୍ଟ ବାଛ।
26 E Moisés disse ao povo: — Hoje vou deixar que vocês escolham se querem bênção ou maldição.
27 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ଆଜ୍ଞାମାନ ଯଦି ମାନ, ଯାହା ମୁ ତୁମ୍ଭମାନଙ୍କୁ ଆଜି କହିବି, ତବେେ ତୁମ୍ଭମାନେେ ଆଶୀର୍ବୀଦ ପାଇବ।
27 Vocês receberão a bênção se obedecerem às leis do Senhor , nosso Deus, que estou dando a vocês hoje;
28 ଯଦି ତୁମ୍ଭମାନେେ ତାହାସବୁ ପାଳନ ନକର ତବେେ ତୁମ୍ଭମାନେେ ଅଭିଶାପ ପାଇବ। ଯଦି ତୁମ୍ଭମାନେେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କର ଆଜ୍ଞା ପାଳନ ନକର ଓ ଅନ୍ୟଦେଶୀଯ ଦବଗେଣଙ୍କର ପଶ୍ଚାତ ଗମନକର, ତବେେ ଅଭିଶାପ ପାଇବ।
28 ou receberão a maldição, se não obedecerem às suas leis, mas rejeitarem os mandamentos que eu lhes estou dando hoje e adorarem outros deuses que vocês não conheciam.
29 ଆଉ ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ଯାଉଛ, ସହେି ଦେଶ ରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଯେଉଁ ସମୟରେ ତୁମ୍ଭମାନଙ୍କୁ ପ୍ରବେଶ କରାଇବେ, ସେ ସମୟରେ ତୁମ୍ଭେ ଗରିଷୀମ ପର୍ବତ ରେ ସହେ ଆଶୀର୍ବାଦ ଓ ଏବଲ୍ ପର୍ବତ ରେ ସହେି ଅଭିଶାପ ରଖିବ।
29 Quando o Senhor Deus os levar para a terra que vão possuir, vocês anunciarão a bênção no monte Gerizim e a maldição no monte Ebal.
30 ସହେି ଦକ୍ସ୍ଟଇ ପର୍ବତ କି ୟର୍ଦ୍ଦନର ସପୋରି ସୂର୍ୟ୍ଯାସ୍ତ ପଥ ପ୍ରାନ୍ତ ରେ ଗିଲ୍ଗଲ୍ ସମ୍ମକ୍ସ୍ଟଖସ୍ଥ ପଦାନିବାସୀ କିଣାନୀଯମାନଙ୍କ ଦେଶ ରେ ମାରେିର ଆଲୋନ୍ତୋଟା ନିକଟରେ ନାହିଁ।
30 (Esses dois montes ficam na terra dos cananeus, a oeste do rio Jordão, na região do vale do Jordão. Ficam perto da cidade de Gilgal, não longe das árvores sagradas de Moré.)
31 କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଉ ଅଛନ୍ତି, ତହିଁରେ ପ୍ରବେଶ କରି ତାହା ଅଧିକାର କରିବା ନିମନ୍ତେ ତୁମ୍ଭମାନେେ ୟର୍ଦ୍ଦନ ପାର ହାଇଯେିବ। ପକ୍ସ୍ଟଣି ତୁମ୍ଭମାନେେ ତାହା ଅଧିକାର କରିବ ଓ ତହିଁରେ ବାସ କରିବ।
31 — Agora vocês vão atravessar o rio Jordão e tomar posse da terra que o Senhor , nosso Deus, lhes está dando. Portanto, depois de invadirem a terra e começarem a morar lá,
32 ଏଥିପାଇଁ ତୁମ୍ଭମାନେେ ସମସ୍ତ ବ୍ଯବସ୍ଥା ଓ ବିଧି ପାଳନ କରିବ, ଯାହା ମୁ ତୁମ୍ଭମାନଙ୍କୁ ଆଜି କହିବି।
32 tenham o cuidado de obedecer a todas as leis e mandamentos que hoje eu estou dando a vocês.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Deuteronômio 11, comparar traduções ou montar um estudo — tudo direto pelo WhatsApp.