Daniel 8
Oriya Bible (GL_ORIYA) vs BKJ
1 ରାଜା ବେଲ୍ଶତ୍ସରଙ୍କ ରାଜତ୍ବର ତୃତୀୟ ବର୍ଷ ରେ ମୁଁ ଆଉ ଏକ ଦର୍ଶନ ପାଇଲି।
1 No terceiro ano do reinado do rei Belsazar, apareceu para mim, Daniel, uma visão, após aquela que me apareceu no princípio.
2 ଯେତବେେଳେ ମୁଁ ଏଲମର ରାଜଧାନୀ ଶୂଶନ ରେ ଥିଲି, ଏବଂ ଉଲଯ ନଦୀ ନିକଟରେ ଛିଡା ହେଉଥିଲି। ମୁଁ ଏହି ଦର୍ଶନ ପାଇଲି।
2 E eu vi em uma visão, e que veio a acontecer; quando eu vi, eu estava no palácio em Susã, que fica na província de Elão; e eu vi em uma visão, e eu estava próximo ao rio de Ulai.
3 ଆଉ ମୁଁ ଦେଖିଲି ଯେ, ନଦୀର ଗୋଟିଏ ପାଶର୍ବ ରେ ଏକ ଅଣ୍ତିରା ମଷେ ଠିଆ ହାଇେଅଛି। ତାହାର ଗୋଟିଏ ଲମ୍ବା ଶିଙ୍ଗ ଓ ଗୋଟିଏ ଅନ୍ୟଠାରୁ ଅଧିକ ଲମ୍ବା। ଆଉ ଲମ୍ବା ଶିଙ୍ଗଟି ଅନ୍ୟ ଶିଙ୍ଗ ଅପେକ୍ଷା ପଛକୁ ଥିଲା।
3 Então eu ergui meus olhos, e vi, e eis que estava diante do rio um carneiro que tinha dois chifres; e os dois chifres eram altos; porém um era mais alto do que o outro, e o mais alto surgiu por último.
4 ମୁଁ ଲକ୍ଷ୍ଯ କଲି ସହେି ମଷେ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗକୁ ପଲେି ମାଡି ଯାଉଛି। ଆଉ କୌଣସି ପଶୁ ତାହା ସମ୍ମୁଖ ରେ ଠିଆ ହାଇପୋରୁ ନଥିଲେ ଏବଂ ଆଉ କହେି ତା'ଠାରୁ ରକ୍ଷା ପାଇ ପାରିଲେ ନାହିଁ। ତେଣୁ ସେ ନିଜ ଇଚ୍ଛାନୁସା ରେ କର୍ମ କରି ନିଜର ବଡିମା ପ୍ରକାଶ କରି ଶକ୍ତିଶାଳୀ ହେଲା।
4 Eu vi o carneiro avançando para o oeste, para o norte e para o sul, de modo que nenhum animal podia permanecer diante dele, nem havia algum que pudesse livrar-se da sua mão; porém ele agiu conforme a sua vontade, e tornou-se grande.
5 ମୁଁ ସେ ଅଣ୍ତିରା ମଷେ ବିଷଯ ରେ ଚିନ୍ତା କରୁଥିଲା ବେଳେ ଦେଖିଲି ଗୋଟିଏ ଛାଗ ପଶ୍ଚିମ ଦିଗରୁ ଆସୁଛି। ଆଉ ସହେି ଛାଗର ଦୁଇ ଚକ୍ଷୁ ମଧିଅରେ ବଡ ଶିଙ୍ଗ ଥିଲା ଓ ତାହା ଧ୍ଯାନାକର୍ଷଣୀଯ ଥିଲା। ସେ ଛାଗ ଏତେ ଦ୍ରୁତଗତି ରେ ଦୌଡୁଥିଲା ଯେ ତା'ର ପାଦ ଭୂମିକୁ ସ୍ପର୍ଶ କରୁ ନଥିଲା।
5 E enquanto eu refletia, eis que um bode veio do oeste, sobre a face de toda a terra, e não tocou o chão; e o bode tinha um chifre notável entre os seus olhos.
6 ସହେି ଛାଗ ଅତ୍ଯନ୍ତ କୋର୍ଧାନ୍ବିତ ହାଇେ ଉଲଯ ନଦୀ ନିକଟରେ ଛିଡା ହାଇେଥିବା ଦୁଇ ଶିଙ୍ଗ ବିଶିଷ୍ଟ ଅଣ୍ତିରା ମଷେ ଆଡକୁ ଧାଇଁଲା।
6 E ele veio ao carneiro que tinha dois chifres, o qual eu tinha visto em pé perante o rio, e correu para ele na fúria do seu poder.
7 ଏବଂ ମୁଁ ଦେଖିଲି ଯେ ସହେି ଛାଗ ପ୍ରଚଣ୍ତ କୋରଧ ରେ ସହେି ମଷେ ନିକଟକୁ ଆସିଲା ଓ ଉତ୍ତଜେିତ ହାଇେ ମଷେକୁ ଆଘାତ କଲା ଓ ତାହାର ଦୁଇ ଶିଙ୍ଗ ଭାଙ୍ଗି ପକାଇଲା। ତେଣୁ ଅଣ୍ତିରା ମଷେ, ସହେି ଛାଗର ସମ୍ମୁଖୀନ ହାଇେ ପାରିଲା ନାହିଁ। ତା'ର ଠିଆ ହବୋକୁ ଶକ୍ତି ପାଇଲା ନାହିଁ। ସହେି ଛାଗ ତାକୁ ଭୂମିଶାଯୀ କରି ପାଦ ରେ ଦଳିଲା, ଆଉ ସହେି ଛାଗଠାରୁ ମଷେକୁ ରକ୍ଷା କରିବାକୁ କହେି ନଥିଲେ।
7 E eu o vi chegar mais perto do carneiro, e ele estava tomado de fúria contra ele, e golpeou o carneiro, e quebrou os seus dois chifres; e o carneiro não tinha poder para manter-se de pé perante ele, porém ele o arremessou ao chão, e o pisoteou e não houve ninguém que pudesse livrar o carneiro de suas mãos.
8 ସହେି ଛାଗ ଅତ୍ଯନ୍ତ ଶକ୍ତିଶାଳୀ ହାଇେ ନିଜର ପ୍ରତାପ ଦେଥାଉଥିଲା ବେଳେ ତା'ର ବୃହତ୍ ଶିଙ୍ଗ ଭାଙ୍ଗି ଗଲା ଓ ସହେି ସ୍ଥାନ ରେ ଗ୍ଭରି ଦିଗକୁ ଗ୍ଭରିଟି ବିଲକ୍ଷଣ ଶିଙ୍ଗ ଉତ୍ପନ୍ନ ହେଲା।
8 Por esta razão o bode tornou-se muito grande. E quando ele estava forte, o grande chifre foi quebrado. E no lugar dele surgiram quatro chifres notáveis, em direção aos quatro ventos do céu.
9 ତା'ପ ରେ ସହେି ଶିଙ୍ଗଗୁଡିକୁ ମଧ୍ଯରୁ କ୍ଷୁଦ୍ର ଶିଙ୍ଗଟି ଦକ୍ଷିଣ, ପୂର୍ବ ଓ ରମ୍ଯଦେଶ ଆଡକୁ ବଢିଲା।
9 E de um deles surgiu um pequeno chifre, o qual tornou-se excessivamente grande, em direção ao sul, e em direção ao leste, e em direção à terra agradável.
10 ସହେି େଛାଟ ଶିଙ୍ଗଟି ଆକାଶ ପର୍ୟ୍ଯନ୍ତ ବଢିଲା। ଏହା ଆକାଶର କେତକେ ତାରାଙ୍କୁ ଭୂମିରେ ଖସାଇ ପକାଇଲା ଓ ସମାନଙ୍କେୁ ପାଦ ରେ ଦଳିଲା।
10 E este tornou-se grande, e chegou até o exército do céu; e ele lançou alguns do exército e das estrelas ao chão, e os pisoteou.
11 ଆଉ ସହେି ଶିଙ୍ଗଟି ଅତି ବଳିଷ୍ଠ ହାଇେ ପରମେଶ୍ବରଙ୍କ ସ୍ବର୍ଗୀଯ ସୈନ୍ଯମାନଙ୍କ ଦଳପତି ବିରୁଦ୍ଧ ରେ ଗଲା, ଏହା ତାଙ୍କଠାରୁ ଦୈନ୍ଯଦିନ ହାମାେର୍ଥକ ବଳି ଛଡଇେ ନଲୋ ଓ ମନ୍ଦିରକୁ ଧ୍ବଂସ କଲା।
11 Sim, ele engrandeceu-se e chegou até o príncipe do exército, e retirou o sacrifício diário, e o lugar do seu santuário foi arremessado abaixo.
12 ତା'ପ ରେ ନିତ୍ଯ ହାମବେଳି ବିରୁଦ୍ଧ ରେ ଦୋଷ କରିବାକୁ ଗୋଟିଏ ବାହୀନୀ ତାଙ୍କୁ ସମର୍ପିତ କଲେ। ଏହା ସତ୍ଯକୁ ତଳେ ପକାଇ ଦଲୋ, ଯାହା ଇଚ୍ଛା ତାହା କଲା।
12 E um exército lhe foi dado contra o sacrifício diário, por causa da transgressão. E ele arremessou a verdade ao chão. E ele praticou e prosperou.
13 ତା'ପ ରେ ଏକ ପବିତ୍ର ସ୍ବର୍ଗଦୂତ କହିବାର ମୁଁ ଶୁଣିଲି। ତା'ପ ରେ ଅନ୍ୟ ଏକ ସ୍ବର୍ଗଦୂତ ଏହି ଦୂତକୁ ପଚାରିଲେ, କେତଦେିନ ପର୍ୟ୍ଯନ୍ତ ନିତ୍ଯ ହାମବେଳି ବିରୁଦ୍ଧ ରେ ଏହି ଦର୍ଶନ ରହିବ ଏବଂ କେତକୋଳ ପର୍ୟ୍ଯନ୍ତ ଏହି ଲୋମହର୍ଷକ ଦୋଷ ଗ୍ଭଲିବ ଯେ, ମନ୍ଦିର ଏହିପରି ଭାବରେ ପଦଦଳନ ହବୋକୁ ଅନୁମତି ହାଇେଛି?
13 Então eu ouvi um santo falando, e outro santo disse àquele determinado santo que falava: Até quando será a visão concernente ao sacrifício diário e a transgressão da desolação, para dar tanto o santuário quanto o exército para serem pisoteados?
14 ଅନ୍ୟ ପବିତ୍ର ବ୍ଯକ୍ତି ଉତ୍ତର କଲେ, ଏହା 2,300 ଦିନ ପର୍ୟ୍ଯନ୍ତ ଗ୍ଭଲିବ। ତା'ପ ରେ ଧର୍ମଧାମ ପ୍ରତିଷ୍ଠିତ ହବେ।
14 E ele me disse: Até dois mil e trezentos dias; então o santuário será purificado.
15 ଅନନ୍ତର ମୁଁ ଦାନିୟେଲ, ଏହି ଦର୍ଶନ ପାଇଲା ପ ରେ ତାହା ବୁଝିବା ପାଇଁ ଚେଷ୍ଠା କଲି। ଏବଂ ଜଣେ ମନୁଷ୍ଯ ପରି ଦଖାଯାେଉଥିବା ପ୍ରାଣୀ ମାେ ସମ୍ମୁଖ ରେ ଆର୍ବିଭାବ ହୋଲା।
15 E isto aconteceu quando eu, Daniel, tive a visão e busquei o significado; e eis que colocou-se diante de mim a aparência de um homem.
16 ପୁଣି ଉଲଯ ନଦୀ ମଧ୍ଯରୁ ମୁଁ ଏକ ମନୁଷ୍ଯର ସ୍ବର ଶୁଣିଲି। ସେ ଡାକି କହିଲା, ହେ ଗାବ୍ରିଯଲେ, ଏହି ମନୁଷ୍ଯକୁ ଦର୍ଶନର ତାତ୍ପର୍ୟ୍ଯ ବୁଝାଇ ଦିଅ।
16 E eu ouvi a voz de um homem entre as margens do Ulai, que chamou e disse: Gabriel, faz este homem entender a visão.
17 ମନୁଷ୍ଯାକୃତି ସ୍ବର୍ଗଦୂତ ଗାବ୍ରିଯଲେ ମାେ ନିକଟକୁ ଆସିଲେ। ମୁଁ ଭୟଭୀତ ହାଇେ ତାଙ୍କ ପାଦତଳେ ପଡିଗଲି। ମାତ୍ର ସେ ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ବୁଝ, ଏହି ଦର୍ଶନ ଶଷେକାଳ ବିଷଯକ ଅଟେ।
17 Então, ele aproximou-se de onde eu estava, e quando ele chegou, temi e caí sobre a minha face. Porém ele me disse: Entende, ó filho de homem, pois no tempo do fim será a visão.
18 ସେ ମାେତେ କହିଲା ବେଳେ ମୁଁ ଭୂମିରେ ମୁହଁ ମାଡି ଗଭୀର ନିଦ୍ରା ରେ ଶାଇଗେଲି, ମାତ୍ର ସେ ମାେତେ ସ୍ପର୍ଶ କରି ଠିଆ କରାଇଲେ।
18 Então, enquanto ele falava comigo, eu entrei em um sono profundo com a minha face em terra; porém ele tocou-me e colocou-me em pé.
19 ଗାବ୍ରିଯଲେ କହିଲେ, ମୁଁ ତୁମ୍ଭକୁ ଦର୍ଶନ ସମ୍ବନ୍ଧ ରେ ବୁଝାଇବି, ଭବିଷ୍ଯତ ରେ କ'ଣ ଘଟିବ ଓ ତୁମ୍ଭର ଏହି ଦର୍ଶନ ନିରୂପିତ ଶଷେକାଳର କଥା ବୋଲି ଜଣାଇବି।
19 E ele disse: Eis que te farei saber o que acontecerá no fim da indignação, pois ao tempo determinado será o final.
20 ତୁମ୍ଭେ ମଷେର ଯେଉଁ ଦୁଇ ଶିଙ୍ଗ ଦେଖିଲ ସେଥିରୁ ଜଣେ ମାଦୀଯ ଓ ଅନ୍ୟ ଜଣେ ପାରସିକ ରାଜା।
20 O carneiro que tu viste com dois chifres são os reis da Média e Pérsia.
21 ଆଉ ସେ ଛାଗ ହେଉଛି ୟବନ ଦେଶର ରାଜା। ସହେି ଛାଗର ଦୁଇ ଚକ୍ଷୁ ମଧିଅରେ ଥିବା ବୃହତ୍ ଶିଙ୍ଗଟି ପ୍ରଥମ ରାଜା।
21 E o bode áspero é o rei da Grécia; e o grande chifre que está entre os seus olhos é o primeiro rei.
22 ଆଉ ଯେଉଁ ଶିଙ୍ଗ ଭଗ୍ନ ହାଇେ ସେ ସ୍ଥାନ ରେ ଗ୍ଭରିଶିଙ୍ଗ ଉତ୍ପନ୍ନ ହେଲା, ଏଥିରୁ ସହେି ଦେଶୀଯମାନଙ୍କ ମଧ୍ଯରୁ ଗ୍ଭରି ରାଜ୍ଯ ଉତ୍ପନ୍ନ ହବୋର ଜାଣିବ, ମାତ୍ର ସଗେୁଡିକ ପ୍ରଥମ ପରି ଶକ୍ତିଶାଳୀ ହବେେ ନାହିଁ।
22 Ora, tendo sido quebrado, enquanto quatro levantaram-se no lugar dele, quatro reinos se levantarão dessa nação, porém não no poder dele.
23 ଯେତବେେଳେ ସହେି ରାଜ୍ଯଗୁଡିକର ଶଷେ ସମୟ ଆସିବ ସେତବେେଳେ ଜଣେ ଅତି ସାହସୀ ଓ ନିଷ୍ଠୁର ରାଜା ଜନ୍ମ ହବେେ। ଆଉ ସେ ରାଜା ଅତି କୌଶଳୀ ହବେେ ମାତ୍ର ସେତବେେଳେ ବହୁ ପାପୀଷ୍ଠ ବ୍ଯକ୍ତି ଜନ୍ମ ନଇେଥିବେ।
23 E no último momento do seu reino, quando os transgressores tiverem chegado ao ápice, um rei de semblante violento e que entende sentenças obscuras levantar-se-á.
24 ସେ ବଳ ରେ ଅତି ପରାକ୍ରମୀ ହବେ। ମାତ୍ର ତାହାର ନିଜ ବଳ ରେ ନୁହେଁ। ସେ ଭୟଙ୍କର ବିନାଶର କାରଣ ହବେ ଓ ଶକ୍ତିଶାଳୀ ହାଇେ ସ୍ବେଚ୍ଛାଗ୍ଭରୀ ଭାବରେ କାର୍ୟ୍ଯ କରିବ। ଆଉ ସେ ପରାକ୍ରମୀ ଓ ପବିତ୍ର ଲୋକମାନଙ୍କୁ ବିନାଶ କରିବ।
24 E a sua força será poderosa, porém não pelo seu próprio poder; e ele destruirá de forma espantosa e prosperará, e praticará, e destruirá o povo poderoso e santo.
25 ପୁଣି ସେ ନିଜର କୌଶଳ, ଛଳ, ଜ୍ଞାନ ଓ ମିଥ୍ଯା ବଳ ରେ ସଫଳକାମୀ ହବେ। ସେ ନିଜ ଅନ୍ତଃକରଣ ରେ ନିଜକୁ ବଡ ମନେ କରିବ ଓ ନରାପଦ ସମୟରେ ଅନକଙ୍କେୁ ବିନାଶ କରିବ। ଆଉ ଅଧିପତିଙ୍କର ଅଧିପତିଙ୍କ ପ୍ରତିକୂଳ ରେ ଠିଆ ହବେ। ମାତ୍ର ସେ ମଣିଷ ହସ୍ତ ରେ ବିନାଶ ହବେ ନାହିଁ।
25 E pelo seu entendimento também fará prosperar o engano na sua mão, e ele se engrandecerá em seu coração, e pela paz destruirá muitos; ele também se levantará contra o Príncipe dos príncipes; mas ele será quebrado sem o uso de mão.
26 ସେ ସମୟରେ ଦର୍ଶନ ବିଷଯ ରେ ମୁଁ ଯାହା କହିଲି ସେସବୁ ସତ୍ଯ, ମାତ୍ର ତୁମ୍ଭେ ସହେି ଦର୍ଶନ ମୁଦ୍ରାଙ୍କିତ କର। କାରଣ ତାହା ଆଗାମୀ ବହୁଦିନ ପର୍ୟ୍ଯନ୍ତ ଘଟିବ ନାହିଁ।
26 E a visão contada, da noite e da manhã, é verdadeira. Portanto, encerra a visão, pois ela será para muitos dias.
27 ମୁଁ ଦାନିୟେଲ ଏହାପ ରେ ବିଶଷେ କ୍ଲାନ୍ତ ହାଇେ ପଡିଲି। ସହେି ଦର୍ଶନ ପ ରେ ଅନକେ ଦିନ ପର୍ୟ୍ଯନ୍ତ ପୀଡିତ ହଲିେ। ତା'ପ ରେ ମୁଁ ଉଠି ରାଜକାର୍ୟ୍ଯ କଲି। କିନ୍ତୁ ସେ ଦର୍ଶନ ରେ ବିବ୍ରତ ହାଇେ ପଡିଲି କାରଣ ସେ ଦର୍ଶନର ଅର୍ଥ କିଛି ବୁଝିଲି ନାହିଁ।
27 E eu, Daniel, desmaiei, e estive enfermo alguns dias; depois levantei-me e fiz os negócios do rei; e fiquei atônito acerca da visão, porém ninguém a entendeu.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Daniel 8, comparar traduções ou montar um estudo — tudo direto pelo WhatsApp.