Daniel 6

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ଦାରିଯାବସ ଚିନ୍ତାକଲେ ସମୁଦାଯ ରାଜ୍ଯ ରେ ଶାସନ କରିବକୁ 120କ୍ଷିତିପାଳ ନିୟୁକ୍ତ କଲେ ଭଲ ହବେ।
1 Dario achou por bem nomear cento e vinte sátrapas para governarem todo o reino;
2 ସହେି ରାଜା ତିନିଜଣ ତଦାରଖକାରୀଙ୍କୁ ସୁବଦୋର ଉପ ରେ ନିୟୁକ୍ତ କଲେ, ଯେପରି ସମାନେେ ରାଜାଙ୍କୁ ଠକି ନପାରିବେ ଓ କ୍ଷତି ସହି ପାରିବେ। ଏହି ତିନିଜଣ ନିରୀକ୍ଷକ ମଧିଅରେ ଦାନିୟେଲ ଥିଲେ ଅନ୍ୟତମ।
2 e colocou três supervisores sobre eles, um dos quais era Daniel. Os sátrapas tinham que prestar contas a eles para que o rei não sofresse nenhuma perda.
3 ଦାନିୟେଲଙ୍କ ଅନ୍ତର ରେ ଶ୍ ରେଷ୍ଠ ଆତ୍ମା ଥିବାରୁ ସେ ଅଧ୍ଯକ୍ଷଗଣ ଓ କ୍ଷତିପାଳମାନଙ୍କ ମଧିଅରେ ବିଖ୍ଯାତ ହାଇେଥିଲେ। ତେଣୁ ରାଜା ତାଙ୍କୁ ସମୁଦାଯ ରାଜ୍ଯ ଉପ ରେ ଶାସକ ଭାବରେ ନିୟୁକ୍ତ କରିବାକୁ ମନସ୍ଥ କଲେ।
3 Ora, Daniel se destacou tanto entre os supervisores e os sátrapas por suas grandes qualidades, que o rei planejava colocá-lo à frente do governo de todo o império.
4 ଏଥି ରେ ଅନ୍ୟ ଅଧ୍ଯକ୍ଷ ଓ କ୍ଷତିପାଳମାନେ ଦାନିୟେଲଙ୍କ ପ୍ରତି ଇର୍ଷାଳୁ ହେଲେ ଓ ଦାନିୟେଲଙ୍କର ରାଜକର୍ମ ବିଷଯ ଦୋଷ ଅନୁସନ୍ଧାନ କଲେ। ମାତ୍ର ସମାନେେ କୌଣସି ଦୋଷ ବା ଅପରାଧ ପାଇ ପାରିଲେ ନାହିଁ। କାରଣ ସେ ବିଶ୍ବସ୍ତ ଥିଲେ ଓ ତାଙ୍କଠା ରେ କୌଣସି ଭାନ୍ତି ବା ଅପରାଧ ନଥିଲା। ସେ ରାଜାଙ୍କୁ ଠକୁ ନଥିଲେ ଓ କଠିନ ପରିଶ୍ରମ କରୁଥିଲେ।
4 Diante disso, os supervisores e os sátrapas procuraram motivos para acusar Daniel em sua administração governamental, mas nada conseguiram. Não puderam achar falta alguma nele, pois ele era fiel; não era desonesto nem negligente.
5 ଶଷେ ରେ ସହେି ଲୋକମାନେ କହିଲେ, ଆମ୍ଭମାନେ ଦାନିୟେଲଙ୍କ ବିଷଯ ରେ କୌଣସି ଦୋଷ ପାଇବା ନାହିଁ। ତେଣୁ ତାଙ୍କ ପରମେଶ୍ବର ବ୍ଯବସ୍ଥା ସମ୍ବନ୍ଧ ରେ ଦୋଷ ଦେଖିବା।
5 Finalmente esses homens disseram: "Jamais encontraremos algum motivo para acusar esse Daniel, a menos que seja algo relacionado com a lei do Deus dele".
6 ତେଣୁ ଏହି ଲୋକମାନେ ରାଜାଙ୍କ ନିକଟକୁ ଗଲେ ଏବଂ କହିଲେ, ହେ ରାଜ ଦାରିଯାବସ, ଆପଣ ଚିରଜୀବି ହୁଅନ୍ତୁ।
6 E assim os supervisores e os sátrapas de comum acordo foram falar com o rei: "Ó rei Dario, vive para sempre!
7 ତଦାରଖକାରୀଗଣ, ରାଜପ୍ରତିନିଧିଗଣ, ସୁବଦୋରଗଣ ଓ ମନ୍ତ୍ରୀଗଣ ସମସ୍ତେ ଅଜଣା ଭାବରେ ରାଜା ହେଲେ ଯେ, ଏକ ରାଜକୀଯ ଘୋଷଣା ପତ୍ର ହବୋ ଉଚିତ୍। ଯଦି କହେି ତିରିଶ ଦିନ ପର୍ୟ୍ଯନ୍ତ ମହାରାଜା ବିନା କୌଣସି ଦବେତା ବା ମନୁଷ୍ଯ ନିକଟରେ ପ୍ରାର୍ଥନା କରିବ, ତବେେ ତାକୁ ସିଂହର ଗୁମ୍ଫାକୁ ଫିଙ୍ଗାୟିବ।
7 Todos os supervisores reais, os prefeitos, os sátrapas, os conselheiros e os governadores concordaram em que o rei deve emitir um decreto ordenando que todo aquele que orar a qualquer deus ou a qualquer homem nos próximos trinta dias, exceto a ti, ó rei, seja atirado na cova dos leões.
8 ଏବେ ହେ ମହାରାଜା, ମାଦୀଯ ଓ ପାରସିକମାନଙ୍କର ଅଟଳ ବ୍ଯବସ୍ଥାନୁସା ରେ ଏହି ନିଷଧେ ବିଧି ଯେପରି ପରିବର୍ତ୍ତିତ ନହୁଏ, ଏଥିପାଇଁ ତାହା ସ୍ଥିର କରନ୍ତୁ ଓ ଏହି ଲଖାେ ରେ ସ୍ବାକ୍ଷର କରନ୍ତୁ।
8 Agora, ó rei, emite o decreto e assina-o para que não seja alterado, conforme a lei dos medos e dos persas, que não pode ser revogada".
9 ତେଣୁ ରାଜା ଦାରିଯାବସ ସହେି ଲଖାେ ଓ ନିଷଧେ ସ୍ବାକ୍ଷର କଲା।
9 E o rei Dario assinou o decreto.
10 ଦାନିୟେଲ ସର୍ବଦା ପ୍ରତିଦିନ ତିନିଥର ପରମେଶ୍ବରଙ୍କୁ ପ୍ରାର୍ଥନା କରୁଥିଲେ। ଯେତବେେଳେ ନୂତନ ବିଧି ବିଷଯ ରେ ଲଖାେ ସ୍ବାକ୍ଷାରିତ ହାଇେଅଛି ବୋଲି ଦାନିୟେଲ ଜାଣିଲେ ସେ ଆପଣା ଗୃହକୁ ଆସିଲେ। ତାହାଙ୍କ କଠାେରୀର ଝରକା ୟିରୁଶାଲମ ଆଡେ ମଲୋ ଥିଲା। ସେ ପୂର୍ବରୁ ଆଣ୍ଠୁମାଡି ଦିନ ମଧିଅରେ ତିନିଥର ପ୍ରାର୍ଥନା କଲେ ଓ ଆପଣା ପରମେଶ୍ବରଙ୍କୁ ଧନ୍ଯବାଦ ପ୍ରଦାନ କଲେ।
10 Quando Daniel soube que o decreto tinha sido publicado, foi para casa, para o seu quarto, no andar de cima, onde as janelas davam para Jerusalém. Três vezes por dia ele se ajoelhava e orava, agradecendo ao seu Deus, como costumava fazer.
11 ତା'ପ ରେ ସହେି ଲୋକମାନେ ଏକତ୍ରୀତ ହାଇେ ଦାନିୟେଲ ନିକଟକୁ ଗଲେ ଓ ତାଙ୍କୁ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା ଓ ନିବଦନେ କରୁଥିବାର ଦେଖିଲେ।
11 Então aqueles homens foram ver e encontraram Daniel orando, pedindo ajuda a Deus.
12 ତେଣୁ ସମାନେେ ରାଜାଙ୍କ ପାଖକୁ ଗଲେ ଓ ରାଜକୀଯ ବିଧି ବିଷଯ ରେ ତାଙ୍କୁ ମନେ ପକାଇ ଦେଲେ। ସମାନେେ କହିଲେ, ହେ ମହାରାଜା, ଯେ କୌଣସି ଲୋକ ତିରିଶ ଦିନ ମଧିଅରେ ଆପଣଙ୍କ ବିନା କୌଣସି ଦବେତା କି ମନୁଷ୍ଯ ନିକଟରେ ପ୍ରାର୍ଥନା କରିବ, ସେ ସିଂହମାନଙ୍କ ଗର୍ତ୍ତ ରେ ନିକ୍ଷିପ୍ତ ହବେ। ଏପରି ଏକ ନିଷଧେ ପତ୍ର ରେ ଆପଣ ସ୍ବାକ୍ଷର କରିନାହାନ୍ତି କି?
12 Assim foram falar com o rei acerca do decreto real: "Tu não publicaste um decreto ordenando que nos próximos trinta dias todo aquele que fizesse algum pedido a qualquer deus ou a qualquer homem, exceto a ti, ó rei, seria lançado na cova dos leões? " O rei respondeu: "O decreto está em vigor, conforme a lei dos medos e dos persas, que não pode ser revogada".
13 ତା'ପ ରେ ସମାନେେ ରାଜାଙ୍କୁ ଉତ୍ତର ଦେଲେ, ହେ ମହାରାଜ, ନିର୍ବାସିତ ୟିହୁଦି ସନ୍ତାନଗଣ ମଧିଅରେ ଜଣେ ବ୍ଯକ୍ତି ଦାନିୟେଲ, ସେ ଆପଣଙ୍କୁ କି ଆପଣଙ୍କ ସ୍ବାକ୍ଷରିତ ନିଷଧେ ପତ୍ରକୁ ମାନ୍ଯ କରେ ନାହିଁ। ସେ ଏବେ ମଧ୍ଯ ଦିନ ରେ ତିନିଥର ତା'ର ପରମେଶ୍ବରକୁ ପ୍ରାର୍ଥନା କରୁଛି।
13 Então disseram ao rei: "Daniel, um dos exilados de Judá, não te dá ouvidos, ó rei, nem ao decreto que assinaste. Ele continua orando três vezes por dia".
14 ତହୁଁ ରାଜା ଦୁଖିତ ଓ ବିବ୍ରତ ହାଇେ ପଡିଲା। ସେ ଦାନିୟେଲକୁ ଉଦ୍ଧାର କରିବା ପାଇଁ ସ୍ଥିର କଲା। ଆଉ ତାହାକୁ ରକ୍ଷା କରିବା ପାଇଁ ସନ୍ଧ୍ଯା ପର୍ୟ୍ଯନ୍ତ ଉପାଯ ଚିନ୍ତା କଲା।
14 Quando o rei ouviu isso, ficou muito contrariado, e como estava decidido a salvar Daniel, até o pôr-do-sol fez todo o esforço que pôde para livrá-lo.
15 ତା'ପ ରେ ସହେି ଲୋକମାନେ ଏକତ୍ରୀତ ହାଇେ ରାଜାଙ୍କୁ କହିଲେ, ହେ ମହାରାଜା, ଆପଣ ଜାଣନ୍ତୁ, ମାଦୀଯ ଓ ପାରସିକମାନଙ୍କର ଏପରି ଏକ ବ୍ଯବସ୍ଥା ଅଛି, ରାଜା କୌଣସି ନିଷଧୋଜ୍ଞା ବା ବିଧି ସ୍ଥାପନ କଲେ ତାହା କବେେ ପରିବର୍ତ୍ତିତ ହୁଏ ନାହିଁ।
15 Mas os homens lhe disseram: "Lembra-te, ó rei, que, conforme a lei dos medos e dos persas, nenhum decreto ou edito do rei pode ser modificado".
16 ତହୁଁ ରାଜାଙ୍କ ଆଦେଶ ରେ ସମାନେେ ଦାନିୟେଲଙ୍କୁ ଆଣି ସିଂହମାନଙ୍କ ଗର୍ତ୍ତ ରେ ନିକ୍ଷପେ କଲେ। କିନ୍ତୁ ରାଜା ଦାନିୟେଲଙ୍କୁ କହିଲେ, ତୁମ୍ଭେ ଯେଉଁ ପରମେଶ୍ବରଙ୍କର ଉପାସନା କରୁଛ, ସେ ତୁମ୍ଭକୁ ଉଦ୍ଧାର କରିବେ।
16 Então o rei deu ordens, e eles trouxeram Daniel e o jogaram na cova dos leões. O rei, porém, disse a Daniel: "Que o seu Deus, a quem você serve continuamente, o livre! "
17 ପୁଣି ଏକ ବଡ ପଥର ଆଣାୟାଇ ଗର୍ତ୍ତ ମୁଖ ରେ ରଖାଗଲା। ପୁଣି ରାଜା ନିଜର ମୁଦ୍ରା ରେ ଓ ନିଜ ଅମାତ୍ଯଗଣଙ୍କ ମୁଦ୍ରା ରେ ତାହା ଅଙ୍କିତ କଲା। ଏହା କରାଗଲା କାରଣ ସହେି ଦାନିୟେଲଙ୍କୁ ଗର୍ତ୍ତରୁ ବାହାର କରିବାକୁ ପଥର ଘୁଞ୍ଚାଇବେ ନାହିଁ।
17 Taparam a cova com uma pedra, e o rei a selou com o seu próprio anel-selo e com os anéis dos seus nobres, para que a situação de Daniel não se modificasse.
18 ତା'ପ ରେ ରାଜା ଆପଣା ପ୍ରାସାଦକୁ ୟାଇ ଉପବାସ ରେ ରାତ୍ରି ୟାପନ କଲେ। ଆଉ ବାଦ୍ଯ ୟନ୍ତ୍ର ବଜାଇ ତାଙ୍କ ଆଗକୁ ଆସିବାକୁ କାହାରିକୁ ଅନୁମତି ମିଳିଲା ନାହିଁ। ରାତ୍ରିସାରା ସେ ଉଜାଗର ରହିଲେ।
18 Tendo voltado ao palácio, o rei passou a noite sem comer e não aceitou nenhum divertimento em sua presença. Além disso, não conseguiu dormir.
19 ପରଦିନ ପ୍ରଭାତ ରେ ରାଜା ସିଂହମାନଙ୍କ ଗୁମ୍ଫା ନିକଟରେ ତରବର ହାଇେ ପହଚିଲେ।
19 Logo ao alvorecer, o rei se levantou e correu para a cova dos leões.
20 ଚିନ୍ତିତ ରାଜା ଦାନିୟେଲଙ୍କୁ ବିଳାପ ସ୍ବର ରେ ଡାକିଲା, ହେ ଜୀବିତ ପରମେଶ୍ବରଙ୍କ ସବେକ ଦାନିୟେଲ, ତୁମ୍ଭେ ପ୍ରତିଦିନ ଯେଉଁ ପରମେଶ୍ବରଙ୍କୁ ସବୋ କରୁଅଛ, ସହେି ପରମେଶ୍ବର ତୁମ୍ଭକୁ ସିଂହମାନଙ୍କଠାରୁ ଉଦ୍ଧାର କରିଛନ୍ତି କି?
20 Quando ia se aproximando da cova, chamou Daniel com voz aflita: "Daniel, servo do Deus vivo, será que o seu Deus, a quem você serve continuamente, pôde livrá-lo dos leões? "
21 ଦାନିୟେଲ ଉତ୍ତର କଲେ, ହେ ରାଜା ଚିରଜୀବୀ ହୁଅନ୍ତୁ।
21 Daniel respondeu: "Ó rei, vive para sempre!
22 ମାରେ ପରମେଶ୍ବର ଆପଣା ଦୂତ ପଠାଇ ସିଂହମାନଙ୍କର ମୁଖ ବନ୍ଦ କରିଅଛନ୍ତି ଓ ସମାନେେ ମାରେ କ୍ଷତି କରି ନାହାଁନ୍ତି। କାରଣ ମାରେପ୍ରଭୁ ଜାଣନ୍ତି ମୁଁ ନିର୍ଦ୍ ଦୋଷ। ଆଉ ମୁଁ ମହାରାଜାଙ୍କର କୌଣସି କ୍ଷତି କରିନାହିଁ।
22 O meu Deus enviou o seu anjo, que fechou a boca dos leões. Eles não me fizeram mal algum, pois fui considerado inocente à vista de Deus. Também contra ti não cometi mal algum, ó rei".
23 ରାଜା ଦାରିଯାବସ ଅତ୍ଯନ୍ତ ଆନନ୍ଦିତ ହାଇେ ଦାନିୟେଲଙ୍କୁ ଗର୍ତ୍ତରୁ ଉଠାଇ ଆଣିବାକୁ ଆଦେଶ ଦଲୋ। ଆଉ ଦାନିୟେଲ ସହେି ଗର୍ତ୍ତରୁ ଆସିଲେ, ତାଙ୍କ ଦହେ ରେ କୌଣସି କ୍ଷତ ଚିହ୍ନ ନଥିଲା। କାରଣ ସେ ଆପଣା ପରମେଶ୍ବରଙ୍କଠା ରେ ବିଶ୍ବାସ ରଖିଥିଲେ।
23 O rei muito se alegrou e ordenou que tirassem Daniel da cova. Quando o tiraram da cova, viram que não havia nele nenhum ferimento, pois ele tinha confiado no seu Deus.
24 ତା'ପ ରେ ରାଜା ଦାନିୟେଲଙ୍କ ବିରୁଦ୍ଧ ରେ ଅଭିଯୋଗକାରୀଙ୍କୁ ଆଣିବାକୁ ଆଜ୍ଞା କଲା। ତେଣୁ ସମାନଙ୍କେର ସ୍ତ୍ରୀମାନଙ୍କୁ ଓ ପିଲାମାନଙ୍କ ସହିତ ସମସ୍ତଙ୍କୁ ଆଣି ସିଂହମାନଙ୍କ ଗୁମ୍ଫା ରେ ନିକ୍ଷପେ କଲେ। ତଳେ ନପଡୁଣୁ ସିଂହମାନେ ସମାନଙ୍କେୁ ଭକ୍ଷଣ କରି ସମାନଙ୍କେର ଅସ୍ଥିଗୁଡିକୁ ଚର୍ବଣ କଲେ।
24 E por ordem do rei, os homens que tinham acusado Daniel foram atirados na cova dos leões, juntamente com as suas mulheres e os seus filhos. E, antes de chegarem ao fundo, os leões os atacaram e despedaçaram todos os seus ossos.
25 ସେତବେେଳେ ଦାରିଯାବସ ସମଗ୍ର ପୃଥିବୀବାସୀ, ସମସ୍ତ ଗୋ୍ଠି, ଦେଶବାସୀ ଓ ଭାଷାବାଦୀମାନଙ୍କୁ ପତ୍ର ଲେଖିଲା। ତୁମ୍ଭମାନଙ୍କ ପ୍ରତି ବାହୁଲ୍ଯରୂପ ରେ ଶାନ୍ତି ହେଉ।
25 Então o rei Dario escreveu aos homens de todas as nações, povos e línguas de toda a terra: "Paz e prosperidade!
26 ମୁଁ ଆଦେଶ ଦଲେି ଯେ, ମାରେରାଜ୍ଯସ୍ଥ ସମୁଦାଯ ପ୍ରଦେଶର ସମସ୍ତ ଲୋକମାନେ ଦାନିୟେଲଙ୍କ ପରମେଶ୍ବରଙ୍କୁ ଭୟ ଓ ଭକ୍ତି କରିବା ଉଚିତ୍।
26 "Estou editando um decreto para que nos domínios do império os homens temam e reverenciem o Deus de Daniel. "Pois ele é o Deus vivo e permanece para sempre; o seu reino não será destruído, o seu domínio jamais acabará.
27 ସେ ଲୋକମାନଙ୍କୁ ଉଦ୍ଧାର କରନ୍ତି ଓ ରକ୍ଷା କରନ୍ତି। ସେ ସ୍ବର୍ଗ ରେ ଓ ପୃଥିବୀ ରେ ଅଦ୍ଭୁତ ଓ ଅଲୌକିକ କାର୍ୟ୍ଯ ସମ୍ପାଦନ କରନ୍ତି। ସେ ଦାନିୟେଲଙ୍କୁ ସିଂହମାନଙ୍କଠାରୁ ଉଦ୍ଧାର କରି ଅଛନ୍ତି।
27 Ele livra e salva; faz sinais e maravilhas nos céus e na terra. Ele livrou Daniel do poder dos leões".
28 ଏହିରୂପେ ଦାନିୟେଲ ଦାରିଯାବସର ରାଜତ୍ବ କାଳ ରେ ଓ ପାରସିକ କୋରସର ରାଜତ୍ବକାଳ ରେ ସଫଳକାମୀ ହେଲେ।
28 Assim Daniel prosperou durante os reinados de Dario e de Ciro, o persa.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Daniel 6, comparar traduções ou montar um estudo — tudo direto pelo WhatsApp.