Daniel 5

Oriya Bible (GL_ORIYA) vs VC

Sair da comparação
VC Versão Católica
1 ରାଜା ବେଲ୍ଶତ୍ସର ନିଜର ସହସ୍ର ଅମାତ୍ଯବର୍ଗଙ୍କ ନିମନ୍ତେ ଏକ ମହା ଭୋଜି ପ୍ରସ୍ତୁତ କଲେ। ଆଉ ସେ ସହସ୍ରଙ୍କ ମଧିଅରେ ରାଜା ଦ୍ରାକ୍ଷାରସ ପାନ କଲେ।
1 O rei Baltazar deu uma festa para seus mil nobres, em presença dos quais pôs-se a beber vinho.
2 ବେଲ୍ଶତ୍ସର ଦ୍ରାକ୍ଷାରସ ପାନ କରୁଥିବା ବେଳେ ତାଙ୍କର ପିତା ନବୂଖଦ୍ନିତ୍ସର। ୟିରୁଶାଲମସ୍ଥ ମନ୍ଦିରରୁ ଅପହରଣ କରି ଆଣିଥିବା ସୁନା ଓ ରୂପା ରେ ପାତ୍ରଗୁଡିକୁ ଆଣିବାକୁ ତାଙ୍କ ଲୋକମାନଙ୍କୁ ଆଦେଶ କଲେ। ସେ ଗ୍ଭହୁଁଥିଲେ ସେଥି ରେ ସେ, ତାଙ୍କର ଅମାତ୍ଯଗଣ, ତାଙ୍କର ପତ୍ନିଗଣ ଓ ଉପପତ୍ନୀଗଣ ଯେପରି ପାନ କରିବେ।
2 Excitado pela bebida, mandou trazer os vasos de ouro e de prata que seu pai Nabucodonosor tinha arrebatado ao templo de Jerusalém, a fim de que o rei, seus nobres, suas mulheres e suas concubinas deles se servissem para beber.
3 ତାଙ୍କର ଲୋକମାନେ ୟିରୁଶାଲମସ୍ଥ ମନ୍ଦିରରୁ ଅର୍ଥାତ୍ ପରମେଶ୍ବରଙ୍କ ମନ୍ଦିରରୁ ଯେଉଁସବୁ ସୁବର୍ଣ୍ଣ ପାତ୍ର ଅପହୃତ ହାଇେଥିଲା, ତାହା ଲୋକମାନେ ଆଣିଲେ। ପୁଣି ରାଜା ତାଙ୍କର ଅମାତ୍ଯ ଗଣ, ତାଙ୍କର ପତ୍ନୀଗଣ ଓ ଉପପତ୍ନୀଗଣ ସହେି ପାତ୍ର ରେ ପାନ କଲେ।
3 Trouxeram então os vasos de ouro que tinham sido arrebatados ao templo de Deus em Jerusalém. O rei, seus nobres, suas mulheres e suas concubinas beberam neles
4 ସମାନେେ ଦ୍ରାକ୍ଷାରସ ପାନ କରୁଥିଲା ବେଳେ ସୁନା, ରୂପା, ପିତ୍ତଳ, ଲୁହା, କାଠ ଓ ପ୍ରସ୍ତର ନିର୍ମିତ ମୂର୍ତ୍ତିରୂପକ ଦବଗେଣର ପ୍ରଶଂସା କଲେ।
4 e, depois de terem bebido vinho, entoaram o louvor aos deuses de ouro e prata, bronze, ferro, madeira e pedra.
5 ସହେି ସମୟରେ ହଠାତ୍ ମନୁଷ୍ଯର ଏକ ହସ୍ତ ଦଶୃମାନ ହେଲା ଓ ରାଜପ୍ରାସାଦର କାନ୍ଥର ଲପନେ ଉପ ରେ ଅଙ୍ଗୁଳି ରେ ଲେଖିଲା। ସହେି ହସ୍ତ ଦୀପରୂଖା ନିକଟସ୍ଥ ରାଜପ୍ରାସାଦ କାନ୍ଥ ରେ ଲେଖୁଥିଲା। ଆଉ ରାଜା ଲେଖୁଥିବା ସ୍ବହସ୍ତର ଅଂଶ ଦେଖୁଥିଲେ।
5 Ora, nesse momento, eis que surgiram dedos de mão humana a escrever, defronte do candelabro, no revestimento da parede do palácio real. O rei, à vista dessa mão que escrevia,
6 ତହିଁରେ ରାଜା ଭୟଭୀତ ହେଲେ ତାଙ୍କର ମୁଖ ବିବର୍ଣ୍ଣ ହେଲା। ତାଙ୍କର ଆଣ୍ଠୁ ଥରିଲା ଓ ଆଣ୍ଠୁକୁ ଆଣ୍ଠୁ ବାଜିଲା। ତାଙ୍କର ଗୋଡ ଏତେ ଦୁର୍ବଳ ହେଲା ଯେ ସେ ଛିଡା ହାଇେ ପାରିଲେ ନାହିଁ।
6 mudou de cor; pensamentos tétricos assaltaram-no; os músculos de seus rins relaxaram-se e seus joelhos entrechocaram-se.
7 ଗଣକ, କଲଦୀଯ ଓ ଶୁଭାଶୁଭବାଦୀମାନଙ୍କୁ ତାଙ୍କ ସମ୍ମୁଖକୁ ରାଜା ଡକାଇଲେ। ସେ ବାବିଲୋନୀଯ ବିଦ୍ବାନମାନଙ୍କୁ କହିଲେ, ଯେ କହେି ଏହି ଲଖାେ ପଢିପାରିବ ଓ ତାହାର ଅର୍ଥ ବାହାର କରିପାରିବ, ତାଙ୍କୁ ମୁଁ ବାଇଗଣିଆ ରଙ୍ଗର ବସ୍ତ୍ର ଉପହାର ଦବେି ଓ ତାଙ୍କ କଣ୍ଠ ରେ ସୁବର୍ଣ୍ଣର ହାର ପିନ୍ଧାଇ ଦବେି। ଆଉ ସେ ରାଜ୍ଯର ତୃତୀୟ ସର୍ବୋଚ୍ଚ ଶାସନ କର୍ତ୍ତା ହବେ।
7 Gritou violentamente que mandassem vir os magos, os caldeus e os astrólogos. Mandou-lhes dizer: Aquele que decifrar essa inscrição e me der o sentido dela será revestido de púrpura, usará ao pescoço um colar de ouro e tomará o terceiro lugar no governo do reino.
8 ତେଣୁ ରାଜାଙ୍କର ସମସ୍ତ ବିଦ୍ବାନ ଲୋକ ଭିତରକୁ ଯଦିଓ ଆସିଲେ, ସମାନେେ ଲଖାେ ପଢି ପାରିଲେ ନାହିଁ କି ତାହାର ଅର୍ଥ ବୁଝିଲେ ନାହିଁ।
8 Todos os sábios do rei entraram na sala, mas foram incapazes de ler a inscrição e dar seu significado ao rei.
9 ରାଜା ବେଲ୍ଶତ୍ସରଙ୍କ ଅମାତ୍ଯଗଣ ଦ୍ବନ୍ଦ ରେ ପଡିଲେ। ଆଉ ରାଜା ଅଧିକ ଉଦ୍ବିଗ୍ନ ହେଲେ ଓ ତାଙ୍କର ମୁଖ ବିବର୍ଣ୍ଣ ହେଲା।
9 Baltazar ficou muito assustado, seu rosto mudou de cor; seus nobres sentiam-se constrangidos.
10 ତା'ପ ରେ ରାଣୀ ଭୋଜନଗାରକୁ ଆସିଲେ। ସେ ରାଜା ଓ ତାଙ୍କର ଅଧିକାରୀଗଣଙ୍କ କଥା ଶୁଣିଥିଲେ। ସେ କହିଲେ, ହେ ରାଜୀ, ଦୀର୍ଘଜୀବି ହୁଅ, ତୁମ୍ଭର ଭାବନା ତୁମ୍ଭକୁ ଉଦ୍ବିଗ୍ନ ନକରୁ କି ତୁମ୍ଭର ମୁଖମଣ୍ତଳ ବିବର୍ଣ୍ଣ ନ ହେଉ।
10 Mas a rainha, {atraída pelo} barulho das palavras do rei e dos nobres, entrou na sala do festim: Ó rei, disse, vive para sempre! Não te deixes atemorizar pelas tuas idéias; não mudes assim de cor.
11 ତୁମ୍ଭ ରାଜ୍ଯ ରେ ଜଣେ ଲୋକ ଅଛନ୍ତି, ଯାହାଙ୍କ ଅନ୍ତର ରେ ପବିତ୍ର ଦବଗେଣ ଆତ୍ମା ବିରାଜିତ। ପୁଣି ତୁମ୍ଭ ପିତାଙ୍କ ସମୟରେ ଦବଗେଣର ଜ୍ଞାନତୁଲ୍ଯ ବୁଦ୍ଧି ଓ ଜ୍ଞାନଦୀପ୍ତି ତାଙ୍କଠା ରେ ପ୍ରକାଶିତ ହାଇେଥିଲା। ଆଉ ତୁମ୍ଭର ପିତା ରାଜା ନବୂଖଦ୍ନିତ୍ସର ତାଙ୍କୁ ମନ୍ତ୍ରଜ୍ଞ, ଗଣକ କଲଦୀଯ ଓ ଶୁଭାଶୁଭବାଦୀମାନଙ୍କ ଉପ ରେ ପ୍ରଧାନ କରି ନିୟୁକ୍ତ କରିଥିଲେ।
11 Há no teu reino um homem no qual habita o espírito dos deuses santos. Quando teu pai era vivo, encontrava-se nele uma luz, uma inteligência e uma sabedoria comparáveis à sabedoria dos deuses. Por isso o rei Nabucodonosor, teu pai, tinha-o nomeado chefe dos escribas, dos magos, dos caldeus e dos astrólogos;
12 ମୁଁ ଯେଉଁ ବ୍ଯକ୍ତି ବିଷଯ ରେ କହୁଛି, ସେ ଦାନିୟେଲ। ରାଜା ତାଙ୍କୁ ବେଲ୍ଟଶତ୍ସର ନାମ ଦଇେଥିଲେ। ସହେି ବେଲ୍ଟଶତ୍ସର ମହାନ ଥିଲେ। ସେ ଜ୍ଞାନୀ, ବୁଦ୍ଧିମାନ ଓ ସ୍ବପ୍ନଦ୍ରଷ୍ଟା ଅଟନ୍ତି ଓ ସେ ନିଗୂଢ ତଥ୍ଯ ପ୍ରକାଶ କରିପାରନ୍ତି। ତାଙ୍କୁ ଡକାଅ। ସେ କବଳେ ଏ ଲଖାରେ ଅର୍ଥ ବୁଝାଇ ଦବେେ।
12 havia-se descoberto nesse Daniel {cognominado Baltazar pelo rei} um espírito superior, uma ciência e uma penetração {particular} para interpretar os sonhos, explicar os enigmas e resolver as dificuldades. Que se chame logo Daniel, e ele dará o significado da inscrição.
13 ତହୁଁ ଦାନିୟେଲଙ୍କୁ ରାଜାଙ୍କ ଛାମୁକୁ ଅଣାଗଲା। ରାଜା ଦିନିଯଲଙ୍କେୁ କହିଲା, ମାରେ ପିତା ମହାରାଜ ୟୁହୁଦା ଦେଶରୁ ଯେଉଁ ନିର୍ବାସିତ ୟିହୁଦୀମାନଙ୍କୁ ଆଣିଥିଲେ ସମାନଙ୍କେ ମଧିଅରେ ତୁମ୍ଭେ ଦାନିୟେଲ ଅନ୍ୟତମ ଅଟକି?
13 Daniel foi então introduzido diante do rei, o qual lhe disse: és realmente Daniel, o deportado de Judá, que meu pai trouxe aqui da Judéia?
14 ମୁଁ ତୁମ୍ଭ ବିଷଯ ରେ ଶୁଣୁଅଛି ଯେ ତୁମ୍ଭ ଅନ୍ତର ରେ ଦବଗେଣର ଆତ୍ମା ଅଛନ୍ତି ଓ ଜ୍ଞାନ, ଦୀପ୍ତି, ବୁଦ୍ଧି ଓ ଶ୍ ରେଷ୍ଠ ମହିମା ତୁମ୍ଭଠା ରେ ଦଖାୟୋଏ।
14 Ouvi dizer a teu respeito que o espírito dos deuses habita em ti e que se encontram em ti uma luz, uma inteligência e uma sabedoria singulares.
15 ମାରେ ରାଜ୍ଯର ଜ୍ଞାନୀ ଲୋକମାନେ ମାେ ପାଖକୁ ଆସିଥିଲେ। କିନ୍ତୁ ସମାନେେ କାନ୍ଥ ରେ ଲଖାେ ହାଇେଥିବା ଅର୍ଥ ପ୍ରକାଶ କରି ପାରିଲେ ନାହିଁ।
15 Acabam de introduzir diante de mim os sábios e os magos para ler esta inscrição e descobrir o seu significado. Não puderam dar-me a significação dessas palavras.
16 ମୁଁ ତୁମ୍ଭ ବିଷଯ ରେ ଶୁଣୁଅଛି ଯେ ତୁମ୍ଭେ ଅର୍ଥ ପ୍ରକାଶ ଓ ସନ୍ଦହେ ଭଞ୍ଜନ କରିପାର। ଏତେ ତୁମ୍ଭେ ଯଦି ଏହି ଲଖାେ ପାଠ କରି ତହିଁର ଅର୍ଥ ମାେତେ ଜଣାଇ ପାର, ତବେେ ମୁଁ ତୁମ୍ଭକୁ ବାଇଗଣିଆ ବସ୍ତ୍ର ଉପହାର ଦବେି ଓ ତୁମ୍ଭ କଣ୍ଠ ରେ ସୁବର୍ଣ୍ଣ ହାର ଲମ୍ବାଇବି। ଆଉ ତୁମ୍ଭେ ମାେ ରାଜ୍ଯ ରେ ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହବେ।
16 Ora, asseguraram-me que tu és mestre na arte das interpretações e das soluções de enigmas. Portanto, se puderes ler esse texto e me dar o seu significado, serás revestido de púrpura, usarás ao pescoço um colar de ouro e ocuparás o terceiro lugar no governo do reino.
17 ତା'ପ ରେ ଦାନିୟେଲ ରାଜାଙ୍କୁ ଉତ୍ତର କରି କହିଲେ, ହେ ରାଜା ବେଲ୍ଟଶତ୍ସର, ଆପଣଙ୍କର ଦାନ ଆପଣଙ୍କ ପାଖ ରେ ଥାଉ ଓ ଆପଣଙ୍କର ପୁରସ୍କାର ଅନ୍ୟକୁ ଦିଅନ୍ତୁ। ମାତ୍ର ମୁଁ ମହାରାଜାଙ୍କ ଛାମୁ ରେ ଏହି ଲଖାେ ପଢିବି ଓ ଏହାର ଅର୍ଥ ଆପଣଙ୍କୁ ଜଣାଇବି।
17 Respondeu Daniel ao rei: Guarda teus presentes; concede-os a outros! Lerei, todavia, este texto ao rei e dar-lhe-ei o significado.
18 ହେ ମହାରାଜା, ସର୍ବୋପରିସ୍ଥ ପରମେଶ୍ବର ଆପଣଙ୍କ ପିତା ନବୂଖଦ୍ନିତ୍ସରଙ୍କୁ ରାଜ୍ଯ, ମହିମା, ଗୌରବ ଓ ପ୍ରତାପ ଦେଲେ।
18 Ó rei, o Deus Altíssimo havia outorgado a Nabucodonosor, teu pai, realeza, grandeza, glória e majestade.
19 ପରମେଶ୍ବର ତାଙ୍କୁ ଏପରି ମହିମାନ୍ବିତ କଲେ ଯେ ସକଳ ଗୋଷ୍ଠୀ, ନାନା ଦେଶୀଯ ଓ ଭାଷାବାଦୀ ଲୋକମାନେ ତାଙ୍କ ଛାମୁ ରେ କମ୍ପିତ ହାଇେ ଭୟ କଲେ। ସେ ଯାହାକୁ ମାରିବାକୁ ଚାହିଁଲେ ତାକୁ ବଧ କଲେ। ପୁଣି ଯାହାକୁ ବଞ୍ଚିବାକୁ ଚାହିଁଲେ, ସେ ଜୀବିତ ରହିଲା। ତାଙ୍କରି ଇଚ୍ଛାନୁସା ରେ ଜଣେ ଉନ୍ନତ ହେଲା ଓ ତାଙ୍କର ଇଚ୍ଛାନୁସା ରେ ଜଣେ ଅବନତ ହେଲା।
19 Em razão dessa grandeza que lhe era conferida, todos os povos, todas as nações e pessoas de todas as línguas tremiam de medo diante dele. Mandava matar quem queria; deixava viver quem desejava; elevava e rebaixava quem lhe aprazia.
20 କିନ୍ତୁ ନବୂଖଦ୍ନିତ୍ସର ଗର୍ବୀ ଏବଂ ଜିଦ୍ଖୋର ହେଲେ। ତେଣୁ ତାଙ୍କର ରାଜ୍ଯ ତାଙ୍କଠାରୁ ନିଆଗଲା। ତା'ପ ରେ ତାଙ୍କୁ ଲୋକମାନଙ୍କ ଗହଣରୁ ତଡି ନିଆଗଲା।
20 Mas, seu coração, tendo-se engrandecido e seu espírito, tendo-se endurecido na presunção, foi deposto de seu trono e despojado de sua glória.
21 ତାଙ୍କର ମନ ପଶୁତୁଲ୍ଯ ହେଲା ଓ ସେ ବନ୍ଯ ଗର୍ଦ୍ଦଭ ସହିତ ବାସ କଲେ। ଆଉ ସେ ଗୋରୁଗାଈ ପରି ତୃଣ ଭୋଜନ କଲେ ଓ ତାଙ୍କର ଶରୀର କାକର ରେ ଭିଜିଲା। ତା'ପ ରେ ସେ ହୃଦ୍ ବୋଧ କଲେ ଯେ, ସର୍ବୋପରିସ୍ଥ ପରମେଶ୍ବର ମନୁଷ୍ଯମାନଙ୍କ ଉପ ରେ କତ୍ତୃର୍ତ୍ବ କରନ୍ତି। ଏବଂ ପରମେଶ୍ବର ଯାହାକୁ ଗ୍ଭହାଁନ୍ତି ତାକୁ ସେ ରାଜ୍ଯ ରେ ନିୟୁକ୍ତି କରିପାରନ୍ତି।
21 Foi expulso do meio dos homens e, tornando-se seu coração, semelhante ao dos animais, ficou em companhia dos animais selvagens, pastando ervas como os bois; e seu corpo foi molhado pelo orvalho do céu, até que ele reconhecesse que o Deus Altíssimo domina sobre a realeza humana, e aí eleva a quem bem lhe apraz.
22 କିନ୍ତୁ ବଲେଟ୍ଶତ୍ସର, ଆପଣ ତାଙ୍କର ପୁତ୍ର। ଆପଣ ଏସବୁ ଜାଣିଲେ ମଧ୍ଯ ଆପଣଙ୍କ ଅନ୍ତଃକରଣକୁ ନମ୍ର କରିନାହାଁନ୍ତି।
22 Tu, Baltazar, seu filho, também sabias tudo isso e não humilhaste teu coração.
23 ଆପଣ ନମ୍ର ହବୋ ପରିବର୍ତେ ସ୍ବର୍ଗସ୍ଥ ସଦାପ୍ରଭୁଙ୍କ ବିରୁଦ୍ଧ ରେ ନିଜକୁ ଉନ୍ନତ କରିଅଛନ୍ତି। ସଦାପ୍ରଭୁଙ୍କ ମନ୍ଦିରର ସୁବର୍ଣ୍ଣ ଓ ରେ ୗପ୍ୟ ପାତ୍ର ରେ ଆପଣ, ଆପଣଙ୍କ ଅମାତ୍ଯଗଣ ଆପଣଙ୍କର ପତ୍ନୀଗଣ ଓ ଆପଣଙ୍କ ଉପପତ୍ନୀଗଣ ଦ୍ରାକ୍ଷାରସ ପାନ କରିଅଛନ୍ତି। ପୁଣି ସୁନା, ରୂପା, ପିତ୍ତଳ, ଲୌହ, କାଠ ଓ ପଥର ନିର୍ମିତ ପ୍ରତିମା ରେ ଦବଗେଣ, ଯେଉଁମାନେ କି ଦେଖନ୍ତି ନାହିଁ, ଜାଣନ୍ତି ନାହିଁ କି ଶୁଣନ୍ତି ନାହିଁ! ସମାନଙ୍କେର ପ୍ରଶଂସା ଆପଣ କରିଅଛନ୍ତି। ଆଉ ଆପଣଙ୍କର ଜୀବନ ଯାହାଙ୍କର ହସ୍ତଗତ ଓ ଆପଣଙ୍କର ସକଳ ପଥ ଯାହାଙ୍କର ଅଧିନ, ଆପଣ ସହେି ପରମେଶ୍ବରଙ୍କର ଗୌରବ କରିନାହାଁନ୍ତି।
23 Tu te ergueste contra o Senhor do céu. Trouxeram-te os vasos de seu templo, nos quais bebestes o vinho, tu, teus nobres, tuas mulheres e tuas concubinas. Deste louvor aos deuses de prata e ouro, bronze, ferro, madeira e pedra, cegos, surdos e impassíveis, em lugar de dar glória ao Deus de quem depende o teu sopro {vital} e todo teu destino.
24 ତେଣୁ ସହେି କାରଣରୁ ପରମେଶ୍ବରଙ୍କର ହସ୍ତ ପ୍ ରରେିତ ଲିଖିତ ହେଲା ଓ ଏହି ଲଖାେ ଲିଖିତ ହେଲା।
24 Assim, por ordem sua, essa mão foi enviada e essas palavras foram traçadas.
25 କାନ୍ଥ ରେ ଲିଖିତ ହାଇେଥିବା ଶଦ୍ଦଗୁଡିକ ହେଲା ଏହି: ମିନେ, ମିନେ, ତକେଲ୍, ଉପାରସୀନ।
25 O texto aqui escrito {se lê}: MENÊ, TEQUEL e PERÊS.
26 ମିନେ ର ଅର୍ଥ ହେଉଛି, ପରମେଶ୍ବର ଆପଣଙ୍କ ରାଜ୍ଯର ଗଣନା କରି ଅଛନ୍ତି ଓ ତାହା ଶଷେ କରି ଅଛନ୍ତି।
26 Eis o significado dessas palavras: MENÊ - Deus contou {os anos} de teu reinado e nele põe um fim;
27 ତକଲରେ ଅର୍ଥ, ଆପଣ ନିକିତି ରେ ତୌଲା ୟାଇ ଅଛନ୍ତି ଓ ଊଣା ଦଖାେ ୟାଇଅଛନ୍ତି।
27 TEQUEL - foste pesado na balança e considerado leve demais;
28 ଉପାରସୀନର ଅର୍ଥ, ଆପଣଙ୍କ ରାଜ୍ଯ ବିଭକ୍ତ ହାଇେଅଛି ଆଉ ମାଦୀଯ ଓ ପାରସିକମାନଙ୍କୁ ଦତ୍ତ ହାଇେଅଛି।
28 PERÊS - teu reino vai ser dividido e entregue aos medos e persas.
29 ବଲେଶତ୍ସର ଆଜ୍ଞା ରେ ଲୋକମାନେ ଦାନିୟେଲଙ୍କୁ ବାଇଗଣିଆ ବସ୍ତ୍ର ପିନ୍ଧାଇଲେ ଓ ତାଙ୍କ କଣ୍ଠ ରେ ସୁବର୍ଣ୍ଣର ହାର ଦେଲେ। ଆଉ ସେ ରାଜ୍ଯର ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହବେେ ବୋଲି ଘାଷେଣା କଲେ।
29 Então, por ordem de Baltazar, Daniel foi revestido de púrpura; colocaram-lhe ao pescoço um colar de ouro e publicou-se que ele ocuparia o terceiro lugar no governo do reino.
30 ସହେି ରାତ୍ରି ରେ କଲଦୀଯମାନଙ୍କର ରାଜା ବଲେଶତ୍ସରଙ୍କୁ ବଧ କରାଗଲା।
30 {Mas} nessa mesma noite, Baltazar, rei dos caldeus, foi morto.
31 ପୁଣି ମାଦୀଯ ଦାରିଯାବସ ରାଜ୍ଯ ପ୍ରାପ୍ତ ହେଲା। ସେ ସମୟରେ ତାହାର ବଯସ ବାଷଠି ବର୍ଷ ହାଇେଥିଲା।
31 Dario, o medo, recebeu a realeza mais ou menos com a idade de sessenta e dois anos.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Daniel 5, comparar traduções ou montar um estudo — tudo direto pelo WhatsApp.