Daniel 4
Oriya Bible (GL_ORIYA) vs ACF
1 ସମୁଦାଯ ପୃଥିବୀ ନିବାସୀ ୟାବତୀଯ ଗୋଷ୍ଠୀ, ଦେଶୀଯ ଓ ଭାଷାବାଦୀ ଲୋକମାନଙ୍କ ପ୍ରତି ନବୂଖଦ୍ନିତ୍ସର ରାଜାଙ୍କର ବିଜ୍ଞାପନ, ତୁମ୍ଭମାନଙ୍କର ବାହୁଲ୍ଯରୂପେ ଶାନ୍ତି ହେଉ।
1 Nabucodonosor rei, a todos os povos, nações e línguas, que moram em toda a terra: Paz vos seja multiplicada.
2 ସର୍ବୋପରିସ୍ଥ ପରମେଶ୍ବର ମାେ ପାଇଁ ଯେଉଁ ଆଶ୍ଚର୍ୟ୍ଯ କ୍ରିଯା ସାଧନ କରିଅଛନ୍ତି, ତାହା ସବୁ ପ୍ରଗ୍ଭର କରିବାକୁ ମୁଁ ସୁଖ ବୋଧ କଲି।
2 Pareceu-me bem fazer conhecidos os sinais e maravilhas que Deus, o Altíssimo, tem feito para comigo.
3 ପରମେଶ୍ବରଙ୍କ ଚମତ୍କାରସବୁ ଶକ୍ତିଶାଳୀ, ଅଦ୍ଭୂତ ଅଟେ। ସେ ଅନନ୍ତକାଳ ପାଇଁ ଶାସନ କରିବେ ଓ ତାଙ୍କର ରାଜ୍ଯ କବେେ ସମାପ୍ତ ହବେ ନାହିଁ।
3 Quão grandes são os seus sinais, e quão poderosas as suas maravilhas! O seu reino é um reino sempiterno, e o seu domínio de geração em geração.
4 ମୁଁ ନବୂଖଦ୍ନିତ୍ସର ମାରେ ନିଜ ପ୍ରାସାଦ ରେ ଶାନ୍ତି ଓ ଶକ୍ତିଶାଳୀ ଥିଲି।
4 Eu, Nabucodonosor, estava sossegado em minha casa, e próspero no meu palácio.
5 ମୁଁ ଗୋଟିଏ ସ୍ବପ୍ନ ଦେଖିଲି ଓ ତାହା ମାେତେ ଭୟଭୀତ କଲା। ଆଉ ମୁଁ ଶୟ୍ଯା ଉପ ରେ ଥିଲା ବେଳେ ମାରେ ଚିନ୍ତା ଓ ମନର ଦର୍ଶନ ମାେତେ ଉଦ୍ବିଗ୍ନ କଲା।
5 Tive um sonho, que me espantou; e estando eu na minha cama, as imaginações e as visões da minha cabeça me turbaram.
6 ତେଣୁ ସ୍ବପ୍ନର ଅର୍ଥ ଜଣାଇବା ନିମନ୍ତେ ମୁଁ ବାବିଲର ସମସ୍ତ ବିଦ୍ବାନ ଲୋକଙ୍କୁ ମାେ ନିକଟକୁ ଆଣିବା ପାଇଁ ଆଜ୍ଞା କଲି।
6 Por isso expedi um decreto, para que fossem introduzidos à minha presença todos os sábios de babilônia, para que me fizessem saber a interpretação do sonho.
7 ଯେତବେେଳେ ମନ୍ତ୍ରଜ୍ଞ ଗଣକ କଲଦୀଯ ଓ ଶୁଭାଶୁଭବାଦୀମାନେ ମାେ ନିକଟକୁ ଆସିଲେ, ମୁଁ ସମାନଙ୍କେୁ ସ୍ବପ୍ନ ବିଷଯ ରେ ଜଣାଇଲି, ମାତ୍ର ସମାନେେ ତାହାର ଅର୍ଥ ମାେତେ କହି ପାରିଲେ ନାହିଁ।
7 Então entraram os magos, os astrólogos, os caldeus e os adivinhadores, e eu contei o sonho diante deles; mas não me fizeram saber a sua interpretação.
8 ଅବଶଷେ ରେ ମାେ ଦବେତାର ନାମାନୁସା ରେ ବେଲ୍ଟଶତ୍ସର ନାମ ବିଶିଷ୍ଟ ଦାନିୟେଲ ମାେ ନିକଟକୁ ଆସିଲେ, ତାହାଙ୍କ ଅନ୍ତର ରେ ପବିତ୍ର ପରମେଶ୍ବରଙ୍କ ଆତ୍ମା ଅଛନ୍ତି, ମୁଁ ତାଙ୍କୁ ସ୍ବପ୍ନ ବିଷଯ ରେ ଜଣାଇଲି।
8 Mas por fim entrou na minha presença Daniel, cujo nome é Beltessazar, segundo o nome do meu deus, e no qual há o espírito dos deuses santos; e eu lhe contei o sonho, dizendo:
9 ମୁଁ କହିଲି, ହେ ମନ୍ତ୍ରଜ୍ଞଗଣଙ୍କ ଅଧ୍ଯକ ବେଲ୍ଟଶତ୍ସର, ମୁଁ ଜଣେ, ପବିତ୍ର ଦବଗେଣର ଆତ୍ମା ତୁମ୍ଭ ଅନ୍ତର ରେ ଅଛନ୍ତି ଓ କୌଣସି ନିଗୂଢ ବାକ୍ଯ ବୁଝିବା ତୁମ୍ଭପାଇଁ କଷ୍ଟକର ନୁହେଁ, ଏଣୁ ଦୟାକରି ମାେତେ ମାରେ ସ୍ବପ୍ନ କଥା ଓ ତାହାର ଅର୍ଥ କୁହନ୍ତୁ।
9 Beltessazar, mestre dos magos, pois eu sei que há em ti o espírito dos deuses santos, e nenhum mistério te é difícil, dize-me as visões do meu sonho que tive e a sua interpretação.
10 ମୁଁ ଶୟ୍ଯା ରେ ଶୋଇଥିଲା ବେଳେ ମାେ ମନର ଦର୍ଶନ ଏହିପରି ଥିଲା। ମୁଁ ଅନାଇଲି ଓ ଦେଖିଲି ଭୂମଣ୍ତଳ ରେ ମଧ୍ଯସ୍ଥଳ ରେ ଏକ ବୃକ୍ଷ ଥିଲା ଓ ତାହା ଅତି ଉଚ୍ଚ ଥିଲା।
10 Eis, pois, as visões da minha cabeça, estando eu na minha cama: Eu estava assim olhando, e vi uma árvore no meio da terra, cuja altura era grande;
11 ସେ ବୃକ୍ଷ ବଢିଲା ଓ ଦୃଢ ହେଲା। ଉଚ୍ଚତା ରେ ତାହା ଆକାଶକୁ ସ୍ପର୍ଶ କଲା। ପୁଣି ପୃଥିବୀର ସବୁ ସ୍ଥାନ ରେ ତାହା ଦୃଶ୍ଯମାନ ହେଲା।
11 Crescia esta árvore, e se fazia forte, de maneira que a sua altura chegava até ao céu; e era vista até aos confins da terra.
12 ତହିଁର ପତ୍ରମାନ ସୁନ୍ଦର ଓ ତହିଁର ଫଳ ଅନକେ ଥିଲା, ଆଉ ସେ ଗଛ ରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। କ୍ଷେତ୍ରସ୍ଥ ପଶୁଗଣ ସହେି ବୃକ୍ଷତଳେ ଛାଯା ପାଇଲେ ଓ ଆକାଶସ୍ଥ ପକ୍ଷୀମାନେ ତାହାର ଶାଖାମାନଙ୍କ ରେ ବାସ କଲେ। ସମସ୍ତ ପ୍ରାଣୀ ସେଥିରୁ ଖାଦ୍ୟ ପାଇଲେ।
12 A sua folhagem era formosa, e o seu fruto abundante, e havia nela sustento para todos; debaixo dela os animais do campo achavam sombra, e as aves do céu faziam morada nos seus ramos, e toda a carne se mantinha dela.
13 ମୁଁ ଶୟ୍ଯା ଉପ ରେ ଥିଲା ବେଳେ ଦର୍ଶନ ପାଇଲି। ଏକ ପବିତ୍ର ସ୍ବର୍ଗଦୂତ ସ୍ବର୍ଗରୁ ଓହ୍ଲାଇ ଆସିଲେ।
13 Estava vendo isso nas visões da minha cabeça, estando eu na minha cama; e eis que um vigia, um santo, descia do céu,
14 ସେ ଉଚ୍ଚସ୍ବର ରେ କହିଲେ, 'ଏହି ବୃକ୍ଷକୁ ଛଦନେ କର। ତହିଁରେ ଶାଖା ସବୁ କାଟି ପକାଅ, ତହିଁର ପତ୍ରସବୁ ଝାଡି ଦିଅ ଓ ଫଳଗୁଡିକୁ ବିଞ୍ଚି ଦିଅ। ତାହାର ତଳେଥିବା ପଶୁମାନେ ଓ ଶାଖା ରେ ଥିବା ପକ୍ଷୀମାନେ ପଳାଇ ୟାଆନ୍ତୁ।
14 Clamando fortemente, e dizendo assim: Derrubai a árvore, e cortai-lhe os ramos, sacudi as suas folhas, espalhai o seu fruto; afugentem-se os animais de debaixo dela, e as aves dos seus ramos.
15 ତାହାର ମୂଳ ଲୌହ ଓ ପିତ୍ତଳମଯ ବଡେି ରେ ବାନ୍ଧି କ୍ଷେତ୍ରସ୍ଥ ତୃଣ ରେ ରଖ ଓ ତାହା ଆକାଶର କାକର ରେ ତିନ୍ତୁ। ଆଉ ପଶୁମାନଙ୍କ ସଙ୍ଗେ ପୃଥିବୀର ତୃଣ ରେ ତାହାର ଅଂଶ ହେଉ।
15 Mas deixai na terra o tronco com as suas raízes, atada com cadeias de ferro e de bronze, na erva do campo; e seja molhado do orvalho do céu, e seja a sua porção com os animais na erva da terra;
16 ତାହା ମାନବ ହୃଦଯ ନ ହେଉ ଓ ସେ ପଶୁ ହୃଦଯ ପ୍ରାପ୍ତ ହେଉ। ଆଉ ତାହା ଉପ ରେ ସାତବର୍ଷ ଅତିବାହିତ ହାଇେ ଯାଉ।'
16 Seja mudado o seu coração, para que não seja mais coração de homem, e lhe seja dado coração de animal; e passem sobre ele sete tempos.
17 ଜଣେ ପବିତ୍ର ସ୍ବର୍ଗଦୂତ ଏହି ଦଣ୍ତ ଘାଷେଣା କଲେ। ସମସ୍ତ ଲୋକ ଏହା ଜାଣିବେ ଯେ, ମନୁଷ୍ଯମାନଙ୍କ ଉପ ରେ ସର୍ବୋପରିସ୍ଥ ପରମେଶ୍ବର ଶାସନ କରନ୍ତି, ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି। ପରମେଶ୍ବର ବିନଯୀ ଲୋକକୁ ରାଜ୍ଯ ଶାସନ ପାଇଁ ନିୟୁକ୍ତି କରନ୍ତି। ତେଣୁ ପୃଥିବୀର ଜୀବିତ ଲୋକମାନେ ତାଙ୍କର ଏ ମହିମା ଜାଣିବେ।
17 Esta sentença é por decreto dos vigias, e esta ordem por mandado dos santos, a fim de que conheçam os viventes que o Altíssimo tem domínio sobre o reino dos homens, e o dá a quem quer, e até ao mais humilde dos homens constitui sobre ele.
18 ମୁଁ, ରାଜା ନବୂଖଦ୍ନିତ୍ସର ଏହି ସ୍ବପ୍ନ ଦେଖିଥିଲି। ବର୍ତ୍ତମାନ ହେ ବଲଟେଶତ୍ସର ଏହାର ଅର୍ଥ ବାଖ୍ଯା କର। ମାେ ରାଜ୍ଯର ସମସ୍ତ ବିଦ୍ବାନ ଲୋକମାନେ ଏହାର ଅର୍ଥ ବାଖ୍ଯା କରିବାକୁ ଅକ୍ଷମ ଅଟନ୍ତି। ମାତ୍ର ତୁମ୍ଭେ କବଳେ ଜଣେ, ୟିଏକି ଏହା କରିପାରିବ। କାରଣ ଏହା ତୁମ୍ଭ ଅନ୍ତର ରେ ପବିତ୍ର ପରମେଶ୍ବରଙ୍କର ଆତ୍ମା ବିରାଜିତ ଅଟେ।
18 Este sonho eu, rei Nabucodonosor vi. Tu, pois, Beltessazar, dize a interpretação, porque todos os sábios do meu reino não puderam fazer-me saber a sua interpretação, mas tu podes; pois há em ti o espírito dos deuses santos.
19 ତହିଁରେ ବେଲ୍ଟଶତ୍ସର ନାମକ ଦାନିୟେଲ କିଛିକ୍ଷଣ ଅବାକ୍ ହାଇେ ରହିଲେ। ତାଙ୍କର ଭାବନା ତାଙ୍କୁ ବ୍ଯାକୁଳିତ କଲା। ରାଜା ଉତ୍ତର କରି କହିଲା, ହେ ବେଲ୍ଟଶତ୍ସର ସହେି ସ୍ବପ୍ନ କିମ୍ବା ତାହାର ଅର୍ଥ ତୁମ୍ଭକୁ ବ୍ଯାକୁଳିତ ନକରୁ।
19 Então Daniel, cujo nome era Beltessazar, esteve atônito por uma hora, e os seus pensamentos o turbavam; falou, pois, o rei, dizendo: Beltessazar, não te espante o sonho, nem a sua interpretação. Respondeu Beltessazar, dizendo: Senhor meu, seja o sonho contra os que te têm ódio, e a sua interpretação aos teus inimigos.
20 ଆପଣ ଯେଉଁ ବୃକ୍ଷ ଦେଖିଲେ, ତାହା ଶକ୍ତିଶାଳୀ ହାଇେ ବଢିଲା ଓ ଉଚ୍ଚତା ରେ ଗଗନସ୍ପର୍ଶୀ ହେଲା। ତାହା ସମୁଦାଯ ପୃଥିବୀ ରେ ଦୃଶ୍ଯମାନ ହେଲା।
20 A árvore que viste, que cresceu, e se fez forte, cuja altura chegava até ao céu, e que foi vista por toda a terra;
21 ତାହାର ପତ୍ରସବୁ ସୁନ୍ଦର ହେଲା ଓ ସେଥି ରେ ପ୍ରଚୁର ଫଳ ହେଲା। ସେଥି ରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। ଆଉ ତାହାର ତଳେ କ୍ଷେତ୍ରସ୍ଥ ପଶୁମାନେ ବାସ କଲେ ଓ ତାହାର ଶାଖା ଗୁଡିକ ଉପ ରେ ଆକାଶର ପକ୍ଷୀମାନେ ବସତି କଲେ।
21 Cujas folhas eram formosas, e o seu fruto abundante, e em que para todos havia sustento, debaixo da qual moravam os animais do campo, e em cujos ramos habitavam as aves do céu;
22 ହେ ମହାରାଜ, ସହେି ବୃକ୍ଷ ଆପଣ ଅଟନ୍ତି। ଆପଣ ବୃଦ୍ଧି ପାଇ ବଳବାନ୍ ହାଇେଅଛନ୍ତି। କାରଣ ଆପଣଙ୍କର ମହତ୍ବ ବୃଦ୍ଧି ପାଇଅଛି ଓ ତାହା ଗଗନ ସ୍ପର୍ଶ କରୁଅଛି। ଆଉ ଆପଣଙ୍କର କତ୍ତୃର୍ତ୍ବ ପୃଥିବୀର ପ୍ରାନ୍ତ ପର୍ୟ୍ଯନ୍ତ ବ୍ଯାପିଅଛି।
22 És tu, ó rei, que cresceste, e te fizeste forte; a tua grandeza cresceu, e chegou até ao céu, e o teu domínio até à extremidade da terra.
23 ଏବଂ ଆପଣ ମଧ୍ଯ ଦେଖିଲେ ଯେ, ସ୍ବର୍ଗରୁ ପବିତ୍ର ସ୍ବର୍ଗଦୂତ ଓହ୍ଲାଇ ଆସି କହିଲେ, 'ଏ ବୃକ୍ଷକୁ ବିନଷ୍ଟ କରି ଛଦନେ କର। କିନ୍ତୁ ଏହା ମୂଳକୁ ଲୌହ ଓ ପିତ୍ତଳ ବଡେି ରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧିଅରେ ରଖ। ଆଉ ତାହା ଆକାଶର କାକର ରେ ତିନ୍ତୁ ଓ ତାହା ଉପ ରେ ସାତବର୍ଷ ଅତିକ୍ରମ କରିବା ପର୍ୟ୍ଯନ୍ତ କ୍ଷେତ୍ରସ୍ଥ ପଶୁଗଣ ସହିତ ତାହାର ଅଂଶ ହେଉ।'
23 E quanto ao que viu o rei, um vigia, um santo, que descia do céu, e dizia: Cortai a árvore, e destruí-a, mas o tronco com as suas raízes deixai na terra, e atada com cadeias de ferro e de bronze, na erva do campo; e seja molhado do orvalho do céu, e a sua porção seja com os animais do campo, até que passem sobre ele sete tempos;
24 ହେ ମହାରାଜ, ଏଥିର ଅର୍ଥ ଏହି। ଆଉ ସର୍ବୋପରିସ୍ଥ ମାରେ ସଦାପ୍ରଭୁ ମହାରାଜାଙ୍କ ପ୍ରତି ଏହା ଘଟିବ ବୋଲି ନିରୂପଣ କରିଛନ୍ତି।
24 Esta é a interpretação, ó rei; e este é o decreto do Altíssimo, que virá sobre o rei, meu senhor:
25 ତୁମ୍ଭେ ମନୁଷ୍ଯମାନଙ୍କ ସଙ୍ଗ ମଧ୍ଯରୁ ବିତାଡିତ ହବେ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସହିତ ବାସ କରିବ ଏବଂ ଆଉ ତୁମ୍ଭେ ଗୋରୁମାନଙ୍କ ପରି ତୃଣ ଭୋଜନ କରି ବଞ୍ଚିବ ଓ ଆକାଶର କାକର ରେ ତିନ୍ତିବ। ଏହିରୂପେ ତୁମ୍ଭ ଉପ ରେ ସାତବର୍ଷ ଅତିକ୍ରମ କରିବ। ଶଷେ ରେ ତୁମ୍ଭେ ଅନୁଭବ କରିବ ଯେ, ସେ ସର୍ବୋପରିସ୍ଥ ପରମେଶ୍ବର ଯାହାକୁ ଇଚ୍ଛା କରନ୍ତି, ତାକୁ ରାଜ୍ଯ ଦାନ କରନ୍ତି।
25 Serás tirado dentre os homens, e a tua morada será com os animais do campo, e te farão comer erva como os bois, e serás molhado do orvalho do céu; e passar-se-ão sete tempos por cima de ti; até que conheças que o Altíssimo tem domínio sobre o reino dos homens, e o dá a quem quer.
26 ଆଉ ବୃକ୍ଷର ମୂଳ, ଗଣ୍ତି ଛାଡିବାକୁ ଆଜ୍ଞା ଦିଆୟିବାର ଅର୍ଥ ଏହି ଯେ, ତୁମ୍ଭେ ପୁଣି ତୁମ୍ଭର ରାଜ୍ଯ ଫରେି ପାଇବ, କିନ୍ତୁ ତୁମ୍ଭେ ନିଶ୍ଚିତ ଅନୁଭବ କରିବା ଉଚିତ୍ ଯେ, ସର୍ବୋପରିସ୍ଥ ପରମେଶ୍ବର ରାଜ୍ଯ ରେ ଶାସନ କରନ୍ତି।
26 E quanto ao que foi falado, que deixassem o tronco com as raízes da árvore, o teu reino voltará para ti, depois que tiveres conhecido que o céu reina.
27 ତେଣୁ ହେ ମହାରାଜ, ଆପଣ ମାରେ ଉପଦେଶ ଗ୍ରହଣ କରନ୍ତୁ। ଆପଣ ଧାର୍ମିକତା ବଳ ରେ ପାପରାଶି ଦୂର କରନ୍ତୁ ଓ ଦରିଦ୍ରମାନଙ୍କୁ ଦୟା ଦଖାଇେ ଆପଣା ଅଧର୍ମ ସକଳ ଦୂର କରନ୍ତୁ। ତାହା ହେଲେ ଆପଣଙ୍କର ଆପଣଙ୍କର ସଫଳତା ଓ ଶାନ୍ତିର କାଳ ବୃଦ୍ଧି ପାଇବ।
27 Portanto, ó rei, aceita o meu conselho, e põe fim aos teus pecados, praticando a justiça, e às tuas iniqüidades, usando de misericórdia com os pobres, pois, talvez se prolongue a tua tranqüilidade.
28 ରାଜା ନବୂଦ୍ନିତ୍ସରଙ୍କ ପ୍ରତି ଏ ସମସ୍ତ ଘଟିଲା।
28 Todas estas coisas vieram sobre o rei Nabucodonosor.
29 ସ୍ବପ୍ନର ବର୍ଷକ ପ ରେ ରାଜା ନବୂଖଦ୍ନିତ୍ସର ବାବିଲର ନିଜ ପ୍ରାସାଦ ଉପ ରେ ବୁଲୁଥିଲା ବେଳେ, ରାଜା କହିଲା, ଏହି ବାବିଲକୁ ଦେଖ!
29 Ao fim de doze meses, quando passeava no palácio real de babilônia,
30 ମୁଁ ମାରେପ୍ରତାପ ରେ ଏହି ମହାନ୍ ନଗର ନିର୍ମାଣ କରିଛି ଓ ମାରେ ବଳର ପ୍ରଭାବରେ ରାଜଧାନୀ ପ୍ରାସାଦ ନିର୍ମାଣ କରିଛି। ମୁଁ କଡେେ ମହାନ୍।
30 Falou o rei, dizendo: Não é esta a grande babilônia que eu edifiquei para a casa real, com a força do meu poder, e para glória da minha magnificência?
31 ରାଜାଙ୍କ ମୁଖରୁ କଥା ଶଷେ ନ ହେଉଣୁ, ଏହି ସ୍ବର୍ଗୀଯବାଣୀ ହେଲା, ହେ ରାଜା ନବୂଖଦ୍ନିତ୍ସର, ତୁମ୍ଭକୁ ଏହି କଥା କୁହାଯାଉଅଛି ଯେ ତୁମ୍ଭଠାରୁ ରାଜ୍ଯ କାଢି ନିଆଗଲା।
31 Ainda estava a palavra na boca do rei, quando caiu uma voz do céu: A ti se diz, ó rei Nabucodonosor: Passou de ti o reino.
32 ଏବଂ ତୁମ୍ଭେ ମନୁଷ୍ଯମାନଙ୍କ ମଧ୍ଯରୁ ବିତାଡିତ ହବେ। କ୍ଷେତ୍ରସ୍ଥ ପଶୁମାନଙ୍କ ମଧିଅରେ ତୁମ୍ଭେ ବାସ କରିବ ଓ ଗୋରୁ ପରି ତୃଣ ଭୋଜନ କରିବ। ଏହିରୂପେ ତୁମ୍ଭ ଉପ ରେ ସାତବର୍ଷ ଅତିକ୍ରମ କରିୟିବ। ଶଷେ ରେ ଯେ ସର୍ବୋପରିସ୍ଥ ପରମେଶ୍ବର ସମଗ୍ର ମନୁଷ୍ଯ ଉପ ରେ ପ୍ରଭୁତ୍ବ କରନ୍ତି ଓ ଯାହାକୁ ଯାହା ଇଚ୍ଛା ତାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ।
32 E serás tirado dentre os homens, e a tua morada será com os animais do campo; far-te-ão comer erva como os bois, e passar-se-ão sete tempos sobre ti, até que conheças que o Altíssimo domina sobre o reino dos homens, e o dá a quem quer.
33 ସହେି ସବୁ ଦଣ୍ତ ତତ୍କ୍ଷଣାତ୍ ନବୂଖଦ୍ନିତ୍ସରଙ୍କ ପ୍ରତି ଘଟିଲା। ସେ ମନୁଷ୍ଯମାନଙ୍କ ମଧ୍ଯରୁ ବିତାଡିତ ହାଇେ ଗୋରୁପରି ତୃଣ ଭକ୍ଷଣ କଲେ। ଆଉ ସେ ଆକାଶର କାକର ରେ ତିନ୍ତିଲେ। ଶଷେ ରେ ତାହାର କେଶ ଉକ୍ରୋଶପକ୍ଷୀର ପର ତୁଲ୍ଯ ଓ ତାହାର ନଖ ପକ୍ଷୀର ନଖ ତୁଲ୍ଯ ବଢିଲା।
33 Na mesma hora se cumpriu a palavra sobre Nabucodonosor, e foi tirado dentre os homens, e comia erva como os bois, e o seu corpo foi molhado do orvalho do céu, até que lhe cresceu pêlo, como as penas da águia, e as suas unhas como as das aves.
34 ଅନନ୍ତର ସହେି ସମୟର ଶଷେ ରେ ମୁଁ ନବୂଖଦ୍ନିତ୍ସର, ସ୍ବର୍ଗଆଡେ ଉର୍ଦ୍ଧ୍ବଦୃଷ୍ଟି କଲି। ସେତବେେଳେ ମାରେ ମନ ଠିକ୍ ବାଟକୁ ଆସିଗଲା। ତା'ପ ରେ ମୁଁ ସର୍ବୋପରିସ୍ଥ ପରମେଶ୍ବରଙ୍କର ପ୍ରଶଂସା କଲି। ସହେି ଅନନ୍ତ ଜୀବିଙ୍କୁ ଧନ୍ଯବାଦ ଜଣାଇ ସମାଦର କଲି। କାରଣ ତାଙ୍କର କତ୍ତୃର୍ତ୍ବ ଅନନ୍ତକାଳୀନ ଓ ତାଙ୍କର ରାଜ୍ଯ ପୁରୁଷାନୁକ୍ରମେ ଥାଏ।
34 Mas ao fim daqueles dias eu, Nabucodonosor, levantei os meus olhos ao céu, e tornou-me a vir o entendimento, e eu bendisse o Altíssimo, e louvei e glorifiquei ao que vive para sempre, cujo domínio é um domínio sempiterno, e cujo reino é de geração em geração.
35 ପୁଣି ପୃଥିବୀ ନିବାସୀ ସମସ୍ତେ ତୁଚ୍ଛ ବସ୍ତୁ ସଦୃଶ। ଆଉ ସ୍ବର୍ଗୀଯ ଶକ୍ତି ବଳ ରେ ପରମେଶ୍ବର ନିଜ ଇଚ୍ଛାନୁସା ରେ ପୃଥିବୀ ନିବାସୀମାନଙ୍କ ମଧିଅରେ କାର୍ୟ୍ଯ କରନ୍ତି। କହେି ତାଙ୍କର ଶକ୍ତିଶାଳୀ ହସ୍ତ ବନ୍ଦ କରି ନପା ରେ ଓ କହେି ତାଙ୍କୁ କିଛି ପ୍ରଶ୍ନ କରି ନପା ରେ।
35 E todos os moradores da terra são reputados em nada, e segundo a sua vontade ele opera com o exército do céu e os moradores da terra; não há quem possa estorvar a sua mão, e lhe diga: Que fazes?
36 ଆଉ ସହେି ସମୟରେ ପରମେଶ୍ବର ମାରେ ଉତ୍ତମ ବୁଦ୍ଧି ମାେତେ ଫରୋଇ ଦେଲେ। ମାେ ରାଜ୍ଯର ଗୌରବ ନିମନ୍ତେ ମାରେ ତଜେ ଓ ପ୍ରତାପ ମାେ ପାଖକୁ ଫରେି ଆସିଲା। ମାରେ ମନ୍ତ୍ରୀ ଓ ଅମାତ୍ଯମାନେ ପୁନର୍ବାର ମାରେ ପରାମର୍ଶ ଲୋଡିଲେ। ମୁଁ ପୁନର୍ବାର ରାଜା ହଲିେ ଓ ମାରେ ମହିମା ପୂର୍ବାପେକ୍ଷା ଅଧିକ ବୃଦ୍ଧି ପାଇଲା।
36 No mesmo tempo tornou a mim o meu entendimento, e para a dignidade do meu reino tornou-me a vir a minha majestade e o meu resplendor; e buscaram-me os meus conselheiros e os meus senhores; e fui restabelecido no meu reino, e a minha glória foi aumentada.
37 ଏଣୁ ମୁଁ ନବୂଖଦ୍ନିତ୍ସର ସହେି ସ୍ବର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। କାରଣ ତାଙ୍କର ସମସ୍ତ କ୍ରିଯା ସତ୍ଯ ଓ ତାଙ୍କର ପଥ ସବୁ ନ୍ଯାର୍ୟ୍ଯ। ଆଉ ସେ ଗର୍ବୀମାନଙ୍କୁ ବିନଯୀ କରନ୍ତି।
37 Agora, pois, eu, Nabucodonosor, louvo, exalço e glorifico ao Rei do céu; porque todas as suas obras são verdade, e os seus caminhos juízo, e pode humilhar aos que andam na soberba.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Daniel 4, comparar traduções ou montar um estudo — tudo direto pelo WhatsApp.