Daniel 3

Oriya Bible (GL_ORIYA) vs VC

Sair da comparação
VC Versão Católica
1 ରାଜା ନବୂଖଦ୍ନିତ୍ସର ଷାଠିଏ ହାତ ଉଚ୍ଚ ଓ ଛଅହାତ ପ୍ରସ୍ଥ ଏକ ସୁବର୍ଣ୍ଣମଯ ପ୍ରତିମା ନିର୍ମାଣ କଲା। ସେ ପ୍ରତିମାଟିକୁ ବାବିଲ ପ୍ରଦେଶର ଦୂରା ନାମକ ପଦା ରେ ସ୍ଥାପନ କଲା।
1 O rei Nabucodonosor fez uma estátua de ouro, de sessenta côvados de altura e seis de largura, e erigiu-a na planície de Dura, na província de Babilônia.
2 ସହେି ପ୍ରତିମା ସ୍ଥାପନର ପ୍ରତିଷ୍ଠା ନିମନ୍ତେ ଆସିବାକୁ ରାଜା ସମସ୍ତ କ୍ଷିତିପାଳ, ରାଜପ୍ରତିନିଧି, ଦଶାେଧ୍ଯକ୍ଷ ବିଗ୍ଭରକର୍ତ୍ତା, କୋଷଧ୍ଯକ୍ଷ, ବ୍ଯବସ୍ଥାପକ, ବବେର୍ତ୍ତା ଓ ପ୍ରାଦେଶିକ ଶାସକଙ୍କୁ ଏକତ୍ର କରିବା ନିମନ୍ତେ ଲୋକ ପ୍ ରରଣେ କଲା।
2 Depois convidou os sátrapas, os prefeitos, os governadores, os conselheiros, os tesoureiros, os juristas, os juízes e todas as autoridades das províncias, a comparecerem à inauguração da estátua ereta pelo rei Nabucodonosor.
3 ତେଣୁ ସମାନେେ ରାଜାଙ୍କ ଆହ୍ବାନ ରେ ସମସ୍ତେ ଆସିଲେ ଓ ସ୍ଥାପିତ ପ୍ରତିମାର ପ୍ରତିଷ୍ଠା ଉତ୍ସବ ରେ ଯୋଗ ଦେଲେ। ଆଉ ସମାନେେ ସହେି ସ୍ଥାପିତ ପ୍ରତିମାର ସମ୍ମୁଖ ରେ ଠିଆ ହେଲେ।
3 Assim sendo, reuniram-se os sátrapas, os prefeitos, os governadores, os conselheiros, os tesoureiros, os juristas, os juízes e todas as autoridades das províncias para a inauguração da estátua ereta pelo rei, diante da qual todos permaneceram de pé.
4 ତା'ପ ରେ ରାଜାଙ୍କର ଜଣେ ଘୋଷକ ଉଚ୍ଚ ସ୍ବର ରେ କହିଲା, ହେ ଲୋକବୃନ୍ଦ, ଗୋଷ୍ଠୀବର୍ଗ ଓ ବିଭିନ୍ନ ଭାଷାବାଦୀଦଳ, ତୁମ୍ଭମାନଙ୍କୁ ଏହି ଆଜ୍ଞା ଦିଆଗଲା।
4 Então foi feita por um arauto a seguinte proclamação: Povos, nações, {gentes de todas} as línguas, eis o que se traz a vosso conhecimento:
5 ଯେତବେେଳେ ତୁମ୍ଭମାନେେ ସମସ୍ତେ ଶିଙ୍ଗା, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନବେଲ ମୃଦଙ୍ଗ ଓ ସବୁପ୍ରକାର ବାଦ୍ଯ ଶୁଣିବ, ସେତବେେଳେ ତୁମ୍ଭମାନେେ ରାଜା ନବୂଖଦ୍ନିତ୍ସରଙ୍କ ଦ୍ବାରା ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ନିଶ୍ଚଯ ପୂଜା କରିବ।
5 no momento em que ouvirdes o som da trombeta, da flauta, da cítara, da lira, da harpa, da cornamusa e de toda espécie de instrumentos de música, vós vos prostrareis em adoração diante da estátua de ouro ereta pelo rei Nabucodonosor.
6 ପୁଣି ଯେ କହେି ମୁଣ୍ତ ନୁଆଁଇ ପ୍ରଣାମ ନ କରିବ, ସେ ସହେି ମୁହୂର୍ତ୍ତ ରେ ଜ୍ବଳନ୍ତ ଅଗ୍ନିକୁଣ୍ତ ରେ ନିକ୍ଷିପ୍ତ ହବେ।
6 Quem não se prostrar para adorá-la será precipitado sem demora na fornalha ardente!
7 ଏଣୁ ଯେତବେେଳେ ସମସ୍ତ ଲୋକ ଶିଙ୍ଗା, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ବବଲେ ଓ ସବୁପ୍ରକାର ବାଦ୍ଯ ଶୁଣିଲେ ସେତବେେଳେ ସମସ୍ତ ଲୋକ, ଗୋଷ୍ଠୀବର୍ଗ ଓ ଭାଷାବାଦୀମାନେ ରାଜା ନବୂଖଦ୍ନିତ୍ସରଙ୍କ ସ୍ଥାପିତ ପ୍ରତିମା ସମ୍ମୁଖ ରେ ମୁଣ୍ତ ନୁଆଁଇ ପ୍ରଣାମ କଲେ।
7 Assim, logo que as pessoas ouviram o som da trombeta, da flauta, da cítara, da lira, da harpa, da cornamusa e de toda espécie de instrumentos de música, prosternaram-se todos, povos, nações e gentes de todas as línguas, em adoração diante da estátua de ouro ereta pelo rei Nabucodonosor.
8 ସହେି ସମୟରେ କେତକେ କଲଦୀଯ ଲୋକ ରାଜାଙ୍କ ନିକଟକୁ ଆସି ୟିହୁଦୀଯ ଲୋକମାନଙ୍କ ବିରୁଦ୍ଧ ରେ ଅପବାଦ ଆଣିଲେ।
8 Nesse mesmo momento, alguns caldeus aproximaram-se para caluniar os judeus.
9 ସମାନେେ ନବୂଖଦ୍ନିତ୍ସରଙ୍କୁ ଆଶୀର୍ବାଦ କରି କହିଲେ, ହେ ମହାରାଜ, ଚିରଜୀବି ହୁଅନ୍ତୁ।
9 Dirigiram-se ao rei Nabucodonosor: Senhor, disseram, longa vida ao rei!
10 ହେ ମହାରାଜ, ଆପଣ ଆଜ୍ଞା କରିଛନ୍ତି ଯେ କହେି ଶିଙ୍ଗା, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନବେଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ଯ ଶୁଣିବ, ସେ ମୁଣ୍ତ ନୁଆଁଇ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବ।
10 Tu mesmo, ó rei, proclamaste por edital, que qualquer homem que ouvisse o som da trombeta, da flauta, da cítara, da lira, da harpa, da cornamusa e de toda espécie de instrumentos de música teria de prostrar-se em adoração diante da estátua de ouro,
11 ପୁଣି ଯେ କୌଣସି ଲୋକ ମୁଣ୍ତ ନୁଆଁଇ ପ୍ରଣାମ ନକରିବ ସେ ଜଳନ୍ତ ଅଗ୍ନିକୁଣ୍ତ ରେ ନିକ୍ଷିପ୍ତ ହବେ।
11 e quem se recusasse seria precipitado na fornalha ardente.
12 ଆଉ ଆପଣ ବାବିଲ ପ୍ରଦେଶର ରାଜ କର୍ମ ରେ ନିୟୁକ୍ତ କରିଥିବା କେତକେ ୟିହୁଦୀ ଲୋକ, ଶଦ୍ରକ, ମୈଶକ୍ ଓ ଅବଦନଗେୋ ଯେଉଁମାନେ କି ଆପଣଙ୍କ ଆଜ୍ଞା ପାଳନ କରି ନାହାନ୍ତି। ସମାନେେ ଆପଣଙ୍କ ଦବଗେଣର ସବୋ କରନ୍ତି ନାହିଁ କି ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପୂଜା କରନ୍ତି ନାହିଁ।
12 Pois bem, há aí alguns judeus, a quem confiaste a administração da província de Babilônia, Sidrac, Misac e Abdênago, os quais não tomaram conhecimento do teu edito, ó rei: não rendem culto algum a teus deuses e não adoram a estátua que erigiste.
13 ଏହି ସମ୍ବାଦ ଶୁଣି ନବୂଖଦ୍ନିତ୍ସର କୋରଧାନ୍ବିତ ହାଇେ ତାଙ୍କର ଲୋକମାନଙ୍କୁ ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋକୁ ଆଣବା ପାଇଁ ପଠାଇଲେ। ତେଣୁ ତାଙ୍କର ଲୋକମାନେ ସମାନଙ୍କେୁ ରାଜାଙ୍କର ବିଗ୍ଭରାଳଯକୁ ଛାମୁକୁ ଆଣିଲେ।
13 Nabucodonosor, dominado por uma cólera violenta, ordenou o comparecimento de Sidrac, Misac e Abdênago, os quais foram imediatamente trazidos à presença do rei.
14 ଆଉ ନବୂଖଦ୍ନିତ୍ସର ସମାନଙ୍କେୁ ପଚାରିଲେ, ହେ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋ, ଏହା କଣ ସତ୍ଯ, ତୁମ୍ଭମାନେେ ମାରେ ଦବେତାଗଣର ପୂଜା କରୁନାହିଁ ଓ ମାରେସ୍ଥାପିତ ସୁବର୍ଣ୍ଣମଯ ପ୍ରତିମାକୁ ପ୍ରଣାମ କରୁନାହିଁ।
14 Nabucodonosor disse-lhes: É verdade, Sidrac, Misac e Abdênago, que recusais o culto a meus deuses e a adoração à estátua de ouro que erigi?
15 ଯେତବେେଳେ ଶିଙ୍ଗା, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନବେଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ଯ ଶୁଣ, ତୁମ୍ଭମାନେେ ସୁବର୍ଣ୍ଣ ପ୍ରତିମାକୁ ମୁଣ୍ତ ନୁଆଁଇ ପ୍ରଣାମ କରିବ। ଯଦି ତୁମ୍ଭମାନେେ ପୂଜା ନକର ତବେେ ତୁମ୍ଭମାନଙ୍କୁ ଜ୍ବଳନ୍ତ ଅଗ୍ନି କୁମ୍ତ ରେ ଫିଙ୍ଗା ୟିବ। ଆଉ ଏପରି କୌଣସି ଦବେତା ନାହିଁନ୍ତି ଯେ କି ମାଠାରୁେ ତୁମ୍ଭମାନଙ୍କୁ ଉଦ୍ଧାର କରିବ।
15 Pois bem, estais prontos, no momento em que ouvirdes o som da trombeta, da flauta, da cítara, da lira, da harpa, da cornamusa e de toda espécie de instrumentos de música, a vos prostrardes em adoração diante da estátua que eu fiz?... Se não o fizerdes, sereis precipitados de relance na fornalha ardente; e qual é o deus que poderia livrar-vos de minha mão?
16 ଶଦ୍ରକ, ମୈଶକ ଓ ଅବେଦ୍-ନଗୋ ରାଜାଙ୍କୁ ଉତ୍ତର କଲେ, ହେ ନବୂଖଦ୍ନିତ୍ସର, ଏ ବିଷଯ ରେ ଆପଣଙ୍କୁ ଉତ୍ତର ଦବୋର ଆମ୍ଭମାନଙ୍କର ପ୍ରୟୋଜନ ନାହିଁ।
16 Sidrac, Misac e Abdênago responderam ao rei Nabucodonosor: De nada vale responder-te a esse respeito.
17 ଯଦି ଆପଣ ଆମ୍ଭମାନଙ୍କୁ ଜ୍ବଳନ୍ତ ଅଗ୍ନିକୁଣ୍ତ ରେ ନିକ୍ଷପେ କରନ୍ତି ତବେେ ଯାହାଙ୍କୁ ଆମ୍ଭମାନେେ ସବୋ କରୁଅଛୁ ସହେି ପରମେଶ୍ବର ଆମ୍ଭମାନଙ୍କୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି, ଆଉ ହେ ମହାରାଜ, ସେ ଆପଣଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।
17 Se assim deve ser, o Deus a quem nós servimos pode nos livrar da fornalha ardente e mesmo, ó rei, de tua mão.
18 ଆଉ ଏପରିକି ପରମେଶ୍ବର ଯଦି ଆମ୍ଭମାନଙ୍କୁ ରକ୍ଷା କରିବାକୁ ନଆସନ୍ତି ତଥାପି ଆମ୍ଭମାନେେ ଆପଣଙ୍କ ଦବେତାଗଣର ପୂଜା କରିବୁ ନାହିଁ କି ଆପଣଙ୍କ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବୁ ନାହିଁ।
18 E mesmo que não o fizesse, saibas, ó rei, que nós não renderemos culto algum a teus deuses e que nós não adoraremos a estátua de ouro que erigiste.
19 ଏଥି ରେ ନବୂଖଦ୍ନିତ୍ସର ଅତ୍ଯନ୍ତ କୋର୍ଧାନ୍ବିତ ହେଲା। ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପ୍ରତିକୂଳ ରେ ତା'ର ମୁଖ ବିକଟାକାର ହେଲା। ତେଣୁ ସେ ଅଗ୍ନିକୁଣ୍ତକୁ ସାଧାରଣ ଉତ୍ତାପଠାରୁ ସାତଗୁଣ ଉତ୍ତପ୍ତ କରିବାକୁ ଆଜ୍ଞା ଦଲୋ।
19 Então a fúria de Nabucodonosor desencadeou-se contra Sidrac, Misac e Abdênago; os traços de seu rosto alteraram-se e ele elevou a voz para ordenar que se aquecesse a fornalha sete vezes mais que de costume.
20 ତା'ପ ରେ ନବୂଖଦ୍ନିତ୍ସର ଆପଣା ସୈନ୍ଯବାହିନୀ ମଧ୍ଯରୁ କେତକେ ବଳବାନ ସୈନ୍ଯକୁ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋକୁ ବାନ୍ଧି ଜ୍ବଳନ୍ତ ଅଗ୍ନିକୁଣ୍ତ ରେ ପକାଇବାକୁ ଆଜ୍ଞା ଦେଲେ।
20 Depois deu ordem aos soldados mais vigorosos de suas tropas para amarrar Sidrac, Misac e Abdênago, e jogá-los na fornalha ardente.
21 ତେଣୁ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋକୁ ବାନ୍ଧି ପ୍ରଜ୍ବଳିତ ଅଗ୍ନିକୁଣ୍ତକୁ ଫିଙ୍ଗା ଗଲା। ସେତବେେଳେ ସମାନେେ ସମାନଙ୍କେର ପ୍ଯାଣ୍ଟ, ସାର୍ଟ, ଉତ୍ତରୀଯ ଓ ଅନ୍ଯାନ୍ଯ ବସ୍ତ୍ର ପରିଧାନ କରିଥିଲେ।
21 Esses homens foram então imediatamente amarrados com suas túnicas, vestes, mantos e suas outras roupas, e jogados na fornalha ardente.
22 ରାଜା ଆଜ୍ଞା କଲା ବେଳେ ଅତ୍ଯନ୍ତ କୋର୍ଧିତ ଥିଲେ ଓ ଅଗ୍ନିକୁଣ୍ତକୁ ଅତିଶଯ ଉତ୍ତପ୍ତ କରା ୟାଇଥିଲା। ତେଣୁ ଶଦ୍ରକ, ମୈଶକ୍ ଏବଂ ଅବେଦ୍-ନଗୋ ରେ ଫିଙ୍ଗିବାକୁ ୟାଇଥିବା ସୈନ୍ଯମାନେ ଅଗ୍ନି ଶିଖା ଦ୍ବାରା /E ମଲେ।
22 Mas os homens que, por ordem urgente do rei, tinham superaquecido a fornalha e lá jogado Sidrac, Misac e Abdênago, foram mortos pelas chamas,
23 ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋ ଜ୍ବଳନ୍ତ ଅଗ୍ନିକୁଣ୍ତ ରେ ପଡିଲେ। ସମାନଙ୍କେୁ ଦୃଢଭାବରେ ବନ୍ଧା ୟାଇଥିଲା।
23 no momento em que eram precipitados na fornalha os três jovens amarrados.
24 ଏଥି ରେ ରାଜା ନବୂଖଦ୍ନିତ୍ସର ଚମତ୍କୃତ ହାଇେ ଶୀଘ୍ର ଉଠିଲେ। ସେ ଆପଣା ମନ୍ତ୍ରୀମାନଙ୍କୁ ପଚାରିଲେ, ଆମ୍ଭେ ତିନିଲୋକଙ୍କୁ ବାନ୍ଧି ଅଗ୍ନିକୁଣ୍ତ ରେ ପକାଇ ନଥିଲୁ?
24 Então Nabucodonosor, admirado, levantou-se precipitadamente, dizendo a seus conselheiros: Não foram três homens amarrados que jogamos no fogo? Certamente, majestade, responderam.
25 ରାଜା ଉତ୍ତର କରି କହିଲେ, ଦେଖ, ମୁଁ ଅଗ୍ନି କୁଣ୍ତ ରେ ଗ୍ଭରିଟି ମୁକ୍ତ ଲୋକ ବିଚରଣ କରୁଥିବାର ଦେଖୁଛି। ଆଉ ସମାନେେ ଦଗ୍ଧିଭୂତ ହାଇେ ନାହାଁନ୍ତି ଓ ଚତୁର୍ଥ ଲୋକଟି ଦବପେୁତ୍ର ସଦୃଶ।
25 Pois bem, replicou o rei, eu vejo quatro homens soltos, que passeiam impunemente no meio do fogo; o quarto tem a aparência de um filho dos deuses.
26 ତା'ପ ରେ ନବୂଖଦ୍ନିତ୍ସର ପ୍ରଜ୍ବଳିତ ଅଗ୍ନିକୁଣ୍ତ ଆଡକୁ ୟାଇ କହିଲା, ହେ ସର୍ବୋପରିସ୍ଥ ପରମେଶ୍ବରଙ୍କ ଦାସ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋ, ତୁମ୍ଭମାନେେ ଅଗ୍ନିକୁଣ୍ତରୁ ବାହାରି ଆସ।
26 Dito isto, Nabucodonosor, aproximando-se da porta da fornalha, exclamou: Sidrac, Misac, Abdênago, servos do Deus Altíssimo, saí, vinde! Então Sidrac, Misac e Abdênago saíram do meio do fogo.
27 ପୁଣି କ୍ଷିତିପାଳ, ରାଜ ପ୍ରତିନିଧି, ଦଶାେଧ୍ଯକ୍ଷ ଓ ରାଜମନ୍ତ୍ରୀମାନେ ଏକତ୍ରୀତ ହାଇେ ସହେି ତିନିଜଣଙ୍କୁ ଦେଖିଲେ ଯେ ଅଗ୍ନି ସମାନଙ୍କେର ଶରୀର ରେ କୌଣସି ଅଂଶ ଦଗ୍ଧ କରିନାହିଁ। ସମାନଙ୍କେ ମସ୍ତକର କେଶ କି ସମାନଙ୍କେର ପାଇଜାମା ଦଗ୍ଧ ହାଇନୋହିଁ କି ସମାନଙ୍କେର ଶରୀର ରେ ଅଗ୍ନିର ଗନ୍ଧ ନାହିଁ।
27 Os sátrapas, os prefeitos, os governadores e os conselheiros do rei, em grupos à volta, verificaram que o fogo não tinha tocado nos corpos desses homens, que nenhum cabelo de suas cabeças tinha sido queimado, que suas vestes não tinham sido estragadas e que eles não traziam nem indício do odor de fogo!
28 ତା'ପ ରେ ନବୂଖଦ୍ନିତ୍ସର କହିଲା, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ବର ଧନ୍ଯ, ଯେ ହତେୁ ସେ ଆପଣା ଦୂତ ପଠାଇଲେ ଓ ଆପଣା ଦାସମାନଙ୍କୁ ଅଗ୍ନିରୁ ଉଦ୍ଧାର କଲେ। ଆଉ ଏହି ତିନିଜଣ ଆପଣା ପରମେଶ୍ବରଙ୍କଠା ରେ ବିଶ୍ବାସ ରଖିଲେ ଓ ତାଙ୍କ ଭିନ୍ନ ଅନ୍ୟ କୌଣସି ଦବେତାଙ୍କର ପୂଜା କଲେ ନାହିଁ କି ପ୍ରଣାମ କଲେ ନାହିଁ। ଆଉ ମଧ୍ଯ ରାଜବାକ୍ଯ ଅମାନ୍ଯ କରି ଆପଣା ପରମେଶ୍ବରଙ୍କ ସବୋ କଲେ।
28 Nabucodonosor tomou a palavra: Bendito seja, disse, o Deus de Sidrac, de Misac e de Abdênago! Ele enviou seu anjo para salvar seus servos, os quais, depositando nele toda a sua confiança, e transgredindo as ordens do rei, preferiram expor suas vidas a se prostrarem em adoração diante de um deus que não era o seu.
29 ତେଣୁ ମୁଁ ବର୍ତ୍ତମାନଠାରୁ ତାହା ଆଜ୍ଞା କରୁଅଛି ଯଦି କୌଣସି ଲୋକ ଜାତି ଓ ଭାଷାବାଦୀଦଳ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ବରଙ୍କ ପ୍ରତିକୂଳ ରେ ଭ୍ରାନ୍ତିଜନକ କଥା କହିବେ, ସମାନେେ ଖଣ୍ତ ଖଣ୍ତ ହାଇେ କଟାଯିବେ ଓ ସମାନଙ୍କେର ଗୃହସବୁ ଭଂଗା ହବେ ଓ ଧୂଳିସାତ୍ ହବେ। କାରଣ ଏହିପରି ଭାବରେ କୌଣସି ଦବେତା ତାଙ୍କର ଦାସମାନକୁ ଉଦ୍ଧାର କରିପାରିବେ ନାହିଁ।
29 {Em conseqüência} dou ordem, que todo homem, pertencente a qualquer povo, nação ou língua, que ousar falar mal, seja o que for, contra o Deus de Sidrac, Misac e Abdênago, seja despedaçado e sua casa reduzida a um montão de imundícies; porque não há outro deus capaz de realizar uma libertação assim!
30 ଏହାପ ରେ ରାଜା ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋକୁ ବାବିଲ ପ୍ରଦେଶ ରେ ପ୍ରଧାନ ପଦ ରେ ନିୟୁକ୍ତ କଲେ।
30 Depois o rei ainda melhorou a situação de Sidrac, Misac e Abdênago na província de Babilônia.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Daniel 3, comparar traduções ou montar um estudo — tudo direto pelo WhatsApp.