Daniel 2

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଅନନ୍ତର ନବୂଖଦ୍ନିତ୍ସର ରାଜତ୍ବର ଦ୍ବିତୀୟ ବର୍ଷ ରେ କେତକେ ସ୍ବପ୍ନ ଦେଖିଲେ। ଏଥି ରେ ତାହାର ଆତ୍ମା ଉଦ୍ବିଗ୍ନ ହେଲା ଓ ସେ ଶାଇେ ପାରିଲେ ନାହିଁ।
1 Certa noite, no segundo ano de seu reinado, Nabucodonosor teve sonhos tão perturbadores que não conseguiu mais dormir.
2 ତେଣୁ ରାଜା ତାଙ୍କର ସ୍ବପ୍ନ ଜଣାଇବା ନିମନ୍ତେ ମନ୍ତ୍ରୀଗଣ, ଗଣକ, ମଯାବୀ ଓ କଲଦୀଯମାନଙ୍କୁ ଡାକିବା ପାଇଁ ଆଜ୍ଞା ଦେଲେ। ଏଥି ରେ ସମାନେେ ଆସି ରାଜାଙ୍କ ସମ୍ମୁଖ ରେ ଠିଆ ହେଲେ।
2 Chamou seus magos, encantadores, feiticeiros e astrólogos e exigiu que lhe dissessem o que ele havia sonhado. Quando se apresentaram ao rei,
3 ରାଜା ସମାନଙ୍କେୁ କହିଲେ, ମୁଁ ଗୋଟିଏ ସ୍ବପ୍ନ ଦେଖିଅଛି. ଆଉ ସହେି ସ୍ବପ୍ନ ବୁଝିବା ପାଇଁ ମାରେ ଆତ୍ମା ଉଦ୍ବିଗ୍ନ ହେଉଅଛି।
3 ele disse: “Tive um sonho que muito me perturbou e preciso saber o que significa”.
4 ତା'ପ ରେ କଲଦୀଯମାନେ ଅରାମୀଯ ଭାଷା ରେ ରାଜାଙ୍କୁ କହିଲେ, ହେ ମହାରାଜ, ଚିରଜୀବି ହୁଅନ୍ତୁ, ଆପଣ ଏ ଦାସମାନଙ୍କୁ ସ୍ବପ୍ନଟି କୁହନ୍ତୁ। ଆମ୍ଭେ ତାହାର ଅର୍ଥ ପ୍ରକାଶ କରିବୁ।
4 Então os astrólogos responderam ao rei em aramaico: “Que o rei viva para sempre! Conte-nos o sonho e nós lhe diremos o que ele significa”.
5 ରାଜା କଲଦୀଯମାନଙ୍କୁ କହିଲେ, ମୁଁ ଯାହା ସପ୍ନ ଦେଖିଥିଲି, ସେ ବିଷଯ ରେ ତୁମ୍ଭମାନେେ ମାେତେ କହିବା ଉଚିତ୍। ଏବଂ ତା'ପ ରେ ତୁମ୍ଭମାନେେ ମାେତେ ଏହାର ଅର୍ଥ କହିବା ଉଚିତ୍। ଯଦି ତୁମ୍ଭମାନେେ ସ୍ବପ୍ନ ବିଷଯ ରେ ବା ଏହାର ଅର୍ଥ ମାେତେ ନକୁହ, ମୁଁ ତୁମ୍ଭମାନଙ୍କୁ ହତ୍ଯା କରିବାକୁ ଆଦେଶ ଦବେି। ଏବଂ ତୁମ୍ଭର ଗୃହସବୁ ଧୂଳିସାତ କରି ଖତ ରେ ପରିଣତ କରାୟିବ।
5 O rei, porém, disse aos astrólogos: “Estou falando sério! Se não me disserem qual foi o sonho e o que ele significa, vocês serão despedaçados, e suas casas, transformadas em montes de escombros!
6 ଆଉ ଯବେେ ତୁମ୍ଭମାନେେ ସ୍ବପ୍ନ ଓ ତାହାର ଅର୍ଥ ପ୍ରକାଶ କର, ତବେେ ତୁମ୍ଭମାନେେ ମାଠାରୁେ ଉପହାର, ପୁରସ୍କାର ଓ ସମ୍ମାନ ପାଇବ। ଏଣୁ ସହେି ସ୍ବପ୍ନ ଓ ତାହାର ଅର୍ଥ ମାେତେ କୁହ।
6 Mas, se me disserem qual foi o sonho e o que ele significa, lhes darei muitos presentes, muitas recompensas e honras. Portanto, digam-me qual foi o sonho e o que ele significa!”.
7 ପୁନର୍ବାର ବିଜ୍ଞ ବ୍ଯକ୍ତିମାନେ ରାଜାଙ୍କୁ କହିଲେ, ମହାରାଜ, ଆପଣ ଦାସମାନଙ୍କୁ ସ୍ବପ୍ନଟି ଜଣାନ୍ତୁ। ତାହା ହେଲେ ଆମ୍ଭମାନେେ ତାହାର ଅର୍ଥ ପ୍ରକାଶ କରିବୁ।
7 Eles disseram novamente: “Ó rei, conte-nos o sonho e então lhe diremos o que ele significa”.
8 ରାଜା ଉତ୍ତର ଦଇେ କହିଲେ, ମୁଁ ନିଶ୍ଚିତ ଜାଣେ ଯେ, ତୁମ୍ଭମାନେେ ଇଚ୍ଛା କରି କାଳବିଳମ୍ବ କରୁଛ କାରଣ ତୁମ୍ଭମାନେେ ତାହା ଦେଖ ଯେ, ପୂର୍ବରୁ ଆଦେଶ ହାଇୟୋଇଛି।
8 O rei respondeu: “Sei o que estão fazendo! Estão tentando ganhar tempo, pois sabem que falo sério quando digo:
9 ମାତ୍ର ତୁମ୍ଭମାନେେ ଯଦି ମାେତେ ସହେି ସ୍ବପ୍ନ ବିଷଯ ରେ ନ ଜଣାଅ ତବେେ ତୁମ୍ଭମାନେେ ନିଶ୍ଚିତ ଦଣ୍ତ ପାଇବ। କାରଣ ସମୟ ଗଡାଇବା ପାଇଁ ତୁମ୍ଭମାନେେ ମାେ ସମ୍ମୁଖ ରେ ମିଥ୍ଯା ଓ ପ୍ରବଞ୍ଚନା ବାକ୍ଯ କହିବା ପାଇଁ ପ୍ରସ୍ତୁତ ହାଇେଅଛ। ଏଣୁ ତୁମ୍ଭମାନେେ ସ୍ବପ୍ନଟି ମାେତେ କୁହ, ତାହା ହେଲେ ତୁମ୍ଭମାନେେ ଯେ ତହିଁର ଅର୍ଥ ମାେ ନିକଟରେ ପ୍ରକାଶ କରି ପାରିବ, ଏହା ମୁଁ ଜାଣିବି।
9 ‘Se não me contarem qual foi o sonho, estão condenados!’. Por isso, conspiraram para me dizer mentiras, na esperança de que mudarei de ideia. Digam-me, porém, qual foi o sonho e então saberei que podem explicar o que ele significa”.
10 କଲଦୀଯମାନେ ଉତ୍ତର ଦଇେ କହିଲେ, ପୃଥିବୀ ରେ ଏପରି କୌଣସି ମନୁଷ୍ଯ ନାହିଁ ଯେ କି ଆମ୍ଭମାନଙ୍କୁ ମହାରାଜାଙ୍କ ସ୍ବପ୍ନ ବିଷଯ ପ୍ରକାଶ କରିପାରିବ? କାରଣ କୌଣସି ରାଜା, ପ୍ରଭୁ କିମ୍ବା ଶାସନକର୍ତ୍ତା କୌଣସି ମନ୍ତ୍ରଜ୍ଞକୁ, ଗଣକକୁ ଅଥବା କଲଦୀଯକୁ ଏପରି କଥା ପଗ୍ଭରିନାହାଁନ୍ତି।
10 Os astrólogos responderam ao rei: “Não há ninguém, em toda terra, capaz de dizer ao rei qual foi seu sonho! E nenhum rei, por maior e mais poderoso que fosse, pediu algo assim a um mago, encantador ou astrólogo!
11 ଏବଂ ମହାରାଜ ଏକ ଅସାଧାରଣ ପ୍ରଶ୍ନ କରିଛନ୍ତି। କବଳେ ଦବେତାମାନେ ସହେି ପ୍ରଶ୍ନର ଉତ୍ତର ଦଇେ ପାରିବେ। କିନ୍ତୁ ଦବେତାମାନେ ଲୋକମାନଙ୍କ ସହିତ ବାସ କରନ୍ତି ନାହିଁ।
11 É impossível cumprir a exigência do rei. Ninguém, exceto os deuses, pode dizer qual foi seu sonho, e os deuses não vivem entre os mortais”.
12 ଏହି କାରଣରୁ ରାଜା କ୍ରୋଧିତ ଓ କୋପାନ୍ବିତ ହାଇେ ବାବିଲର ସକଳ ବିଦ୍ବାନ ଲୋକଙ୍କୁ ବଧ କରିବାକୁ ଆଜ୍ଞା ଦେଲେ।
12 O rei ficou furioso e ordenou que todos os sábios da Babilônia fossem executados.
13 ରାଜାଜ୍ଞା ଘୋଷଣା କରାଗଲା ଯେ, ବିଦ୍ବାନ ଲୋକମାନେ ହତ ହବେେ। ଆଉ ରାଜାଙ୍କ ଲୋକମାନେ ଦାନିୟେଲ ଓ ତା'ର ସାଥୀମାନଙ୍କୁ ବଧ କରିବାକୁ ଅନ୍ବଷେଣ କଲେ।
13 E, por causa do decreto do rei, foram enviados homens para encontrar Daniel e seus amigos e matá-los.
14 ଅରିଯୋକ୍ ନାମକ ଜଣେ ରାଜ ସନୋପତି ରାଜରକ୍ଷୀମାନଙ୍କର ନତେୃତ୍ବ ନେଲେ। ସେ ଯେତବେେଳେ ବାବିଲୀଯ ବିଦ୍ବାନମାନଙ୍କୁ ବଧ କରିବାକୁ ବାହାରିଲେ, ସେତବେେଳେ ଦାନିୟେଲ ତାଙ୍କୁ ଜ୍ଞାନ ରେ ଓ ସୁବିବଚେନା ରେ ଉତ୍ତର ଦେଲେ।
14 Quando Arioque, comandante da guarda do rei, veio matá-los, Daniel se dirigiu a ele com sabedoria e prudência.
15 ଦାନିୟେଲ ଅରିଯୋକ୍କୁ କହିଲେ, ରାଜଦଣ୍ତ ଏତେ କଠାେର କାହିଁକି?
15 Perguntou-lhe: “Por que o rei publicou um decreto tão severo?”, e Arioque lhe contou o que havia acontecido.
16 ଏଥି ରେ ଦାନିୟେଲ ରାଜାଙ୍କ ନିକଟକୁ ୟାଇ ଆଉ କିଛି ଅଧିକ ସମୟ ଦବୋକୁ ନିବଦନେ କଲେ। ତାହା ହେଲେ ସେ ରାଜାଙ୍କର ସ୍ବପ୍ନର ଅର୍ଥ ତାଙ୍କ ନିକଟରେ ପ୍ରକାଶ କରିବେ।
16 Daniel foi ver o rei de imediato e pediu mais tempo para comunicar o significado do sonho.
17 ତା'ପ ରେ ଦାନିୟେଲ ସ୍ବଗୃହକୁ ୟାଇ ତା'ର ସାଙ୍ଗ ହନାନୀଯ, ମୀଶାଯଲେ ଓ ଆସରିଯଙ୍କୁ ରାଜାଜ୍ଞା ବିଷଯ ରେ ସକଳ ବୃତ୍ତାନ୍ତ ଜଣାଇଲେ।
17 Em seguida, Daniel voltou para casa e contou a seus amigos Hananias, Misael e Azarias o que havia acontecido.
18 ଦାନିୟେଲ ତା'ର ସାଙ୍ଗମାନଙ୍କୁ ପରମେଶ୍ବରଙ୍କ ଅନୁଗ୍ରହ ଲାଭ କରିବା ନିମନ୍ତେ ପ୍ରାର୍ଥନା କରିବାକୁ କହିଲେ। ସ୍ବର୍ଗସ୍ଥ ପରମେଶ୍ବର ନିଗୂଢ ତଥ୍ଯ ଜଣାଇଲେ, ସେ ଓ ତା'ର ସାଙ୍ଗମାନେ ମୃତ୍ଯୁମୁଖରୁ ରକ୍ଷା ପାଇବେ।
18 Pediu que suplicassem ao Deus dos céus que tivesse misericórdia deles e lhes revelasse o segredo, para que não fossem mortos com os outros sábios da Babilônia.
19 ଏହାପ ରେ ପରମେଶ୍ବର ଦାନିୟେଲକୁ ଦର୍ଶନ ଦଇେ ଗୁପ୍ତ ବିଷଯ ରେ ଜଣାଇଲେ। ତହୁଁ ଦାନିୟେଲ ସ୍ବର୍ଗସ୍ଥ ପରମେଶ୍ବରଙ୍କୁ ଧନ୍ଯବାଦ କଲେ।
19 Naquela noite, o segredo foi revelado a Daniel numa visão. Então Daniel louvou o Deus dos céus
20 ଦାନିୟେଲ ପ୍ରଶଂସା କରି କହିଲେ,
20 e disse: “Louvado seja o nome de Deus para todo o sempre, pois a ele pertencem a sabedoria e o poder.
21 ସେ ସମୟ ଓ ଋତୁ ପରିବର୍ତ୍ତନ କରନ୍ତି। ସେ ରାଜାମାନଙ୍କୁ ପଦଚ୍ଯୁତ କରନ୍ତି ଓ ରାଜାମାନଙ୍କୁ ରାଜପଦ ଦିଅନ୍ତି। ସେ ଜ୍ଞାନୀମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତ ମାନଙ୍କୁ ସୁବିବଚେନା ଦିଅନ୍ତି।
21 Ele muda o curso dos acontecimentos; remove reis de seus tronos e põe outros no lugar. Dá sabedoria aos sábios e conhecimento aos eruditos.
22 ସେ ଗଭୀର ଓ ଗୁପ୍ତ ବିଷଯ ସବୁ ପ୍ରକାଶ କରିପାରନ୍ତି। ଯେ ହତେୁ ଜ୍ଯୋତି ତାଙ୍କ ନିକଟରେ ବାସ କରେ। ଅନ୍ଧକାର ରେ ଯାହା ଅଛି ସେ ଜାଣନ୍ତି।
22 Revela coisas profundas e misteriosas e sabe o que está escondido nas trevas, embora ele seja cercado de luz.
23 ହେ ମାରେ ପୂର୍ବପୁରୁଷଗଣର ପରମେଶ୍ବର, ମୁଁ ତୁମ୍ଭର ଧନ୍ଯବାଦ ଓ ପ୍ରଶଂସା କରୁଅଛି। ତୁମ୍ଭେ ମାେତେ ଜ୍ଞାନ ଓ ସାମର୍ଥ୍ଯ ଦଇେଅଛ। ତୁମ୍ଭକୁ ମୁଁ ଯାହା ନିବଦନେ କରିଅଛି, ତାହା ସମସ୍ତ ବିଷଯ ରେ ତୁମ୍ଭେ ମାେତେ ଜଣାଇ ଅଛ। ତୁମ୍ଭେ ରାଜାଙ୍କ ବିଷଯ ରେ ଆମ୍ଭମାନଙ୍କୁ ସବୁକିଛି ଜଣାଇଛ।
23 Eu te agradeço e te louvo, ó Deus de meus antepassados, pois me deste sabedoria e força. Tu me mostraste o que te pedimos; revelaste o que o rei exigiu”.
24 ଦାନିୟେଲ ଅରିଯୋକ୍କୁ ଅନୁରୋଧ କଲେ ୟିଏ କି ବାବିଲୀଯ ବିଦ୍ବାନଗଣଙ୍କୁ ବିନାଶ କରିବା ନିମନ୍ତେ ନିୟୁକ୍ତ ହାଇେଥିଲେ, ଦୟାକରି ବାବିଲୀଯ ବିଦ୍ବାନମାନଙ୍କୁ ହତ୍ଯା କରନାହିଁ। ମାେତେ ରାଜାଙ୍କ ଛାମୁକୁ ନଇେ ଗ୍ଭଲ। ମୁଁ ରାଜାଙ୍କର ସ୍ବପ୍ନ ବିଷଯ ରେ କହିବି ଓ ତାହାର ଅର୍ଥ ମଧ୍ଯ ପ୍ରକାଶ କରିବି।
24 Então Daniel foi falar com Arioque, a quem o rei havia ordenado que executasse os sábios da Babilônia. “Não mate os sábios”, disse. “Leve-me ao rei e eu interpretarei o sonho dele.”
25 ତେଣୁ ଅରିଯୋକ ଦାନିୟେଲଙ୍କୁ ଶୀଘ୍ର ରାଜା ଛାମୁକୁ ନଲୋ ଏବଂ କହିଲା, ଯିହୁଦାର ନିର୍ବାସିତ ସନ୍ତାନଗଣଙ୍କ ମଧିଅରେ ମୁଁ ଜଣେ ବ୍ଯକ୍ତିଙ୍କୁ ପାଇଅଛି, ସେ ମହାରାଜାଙ୍କୁ ତାଙ୍କର ସ୍ବପ୍ନର ଅର୍ଥ ଜଣାଇବେ।
25 Sem demora, Arioque levou Daniel ao rei e disse: “Encontrei um dos exilados de Judá que dirá ao rei o significado do sonho!”.
26 ରାଜା ସହେି ଦାନିୟେଲଙ୍କୁ ପ୍ରଶ୍ନ କଲେ, ମୁଁ ଯେଉଁ ସ୍ବପ୍ନ ଦେଖିଅଛି, ତୁମ୍ଭେ କ'ଣ ସ୍ବପ୍ନ ଓ ତାହାର ଅର୍ଥ ମାେତେ ଜଣାଇପାରିବ?
26 O rei disse a Daniel (também chamado Beltessazar): “Você pode mesmo me dizer qual foi meu sonho e o que ele significa?”.
27 ଦାନିୟେଲ ରାଜାଙ୍କୁ ଉତ୍ତର ଦଇେ କହିଲା, ମହାରାଜ, ଆପଣ ଯେଉଁ ନିଗୃଢ କଥା ପଗ୍ଭରି ଅଛନ୍ତି, ତାହା ବିଦ୍ବାନ୍ ଲୋକ କିଅବା ଗଣକ ଅବା ମନ୍ତ୍ରଜ୍ଞ ଅଥବା ଶୁଭାଶୁଭବାଦୀମାନେ ମହାରାଜାଙ୍କ ଛାମୁ ରେ ପ୍ରକାଶ କରି ପାରନ୍ତି ନାହିଁ।
27 Daniel respondeu: “Não existem sábios, encantadores, magos nem adivinhos capazes de revelar o segredo do rei.
28 ମାତ୍ର ସ୍ବର୍ଗସ୍ଥ ପରମେଶ୍ବର ହିଁ କବଳେ ନିଗୂଢ ବିଷଯମାନ ପ୍ରକାଶ କରି ପାରିବେ। ଆଉ ପରବର୍ତ୍ତୀ ସମୟରେ ଯାହା ଯାହା ଘଟିବ ତାହା ମଧ୍ଯ ପରମେଶ୍ବର ନବୂଖଦ୍ନିତ୍ସଙ୍କୁ ଜଣାଇ ଅଛନ୍ତି। ଏହିସବୁ ଆପଣଙ୍କ ସ୍ବପ୍ନ ଥିଲା ଏବଂ ଏହି ଗୁଡିକୁ ଆପଣ ବିଛଣା ରେ ଶୋଇଥିଲା ବେଳେ ଦେଖିଲେ।
28 Mas há um Deus nos céus que revela segredos, e ele mostrou ao rei Nabucodonosor o que acontecerá no futuro. Agora lhe direi qual foi o sonho e as visões que o rei teve enquanto estava deitado em sua cama.
29 ହେ ମହାରାଜ, ଶୟ୍ଯା ଉପ ରେ ଆପଣ ଶୋଇଥିଲା ବେଳେ ଭବିଷ୍ଯତ ରେ କ'ଣ ଘଟିବ ବୋଲି ଚିନ୍ତା କଲେ। ଆଉ ଯେ ନିଗୂଢ ବିଷଯମାନ ପ୍ରକାଶ କରନ୍ତି, ସହେି ପରମେଶ୍ବର ଯାହା ଭବିଷ୍ଯତ ରେ ଘଟିବ ତାହା ଦର୍ଶନ ରେ ପ୍ରକାଶ କଲେ।
29 “Enquanto o rei dormia, sonhou com acontecimentos futuros. Aquele que revela segredos lhe mostrou o que acontecerá.
30 ମାତ୍ର କୌଣସି ଜୀବିତ ଲୋକର ଜ୍ଞାନ ଅପେକ୍ଷା ମାରେ ଜ୍ଞାନ ଅଧିକ ଅଛି ବୋଲି ଯେ ଏହି ନିଗୂଢ ବିଷଯ ପରମେଶ୍ବର ମାେ ନିକଟରେ ପ୍ରକାଶ କଲେ, ତାହା ନୁହେଁ, ମାତ୍ର ମହାରାଜାଙ୍କୁ ଯେପରି ଅର୍ଥ ଜ୍ଞାତ କରାୟିବ ଓ ଆପଣ ଯେପରି ନିଜ ମନର ଚିନ୍ତା ଜାଣିବେ, ଏଥିପାଇଁ ତାହା ମାେ ପ୍ରତି ପ୍ରକାଶିତ ହାଇେଅଛି।
30 E eu sei o segredo de seu sonho não porque sou mais sábio que os outros, mas porque Deus deseja que o rei entenda o que se passava em seu coração.
31 ହେ ମହାରାଜ, ଆପଣ ସ୍ବପ୍ନ ରେ ଏକ ପ୍ରକାଣ୍ତ ପ୍ରତିମା ଦେଖିଲେ। ଏହା ଅତି ପରାକ୍ରମଶାଳୀ ଓ ଅତିଶଯ ତଜେୋବନ୍ତ। ସହେି ପ୍ରତିମା ଆପଣଙ୍କ ସମ୍ମୁଖ ରେ ଠିଆ ହେଲା ଓ ତହିଁର ଦୃଶ୍ଯ ଭୟଙ୍କର ଥିଲା।
31 “Em sua visão, ó rei, havia à sua frente uma enorme estátua brilhante, e a aparência dela era assustadora.
32 ସହେି ପ୍ରତିମାର ମସ୍ତକ ଶୁଦ୍ଧ ସୁବର୍ଣ୍ଣମଯ, ତାହାର ବକ୍ଷ ଓ ବାହୁ ରେ ୗପ୍ୟମଯ ଓ ତାହାର ଉଦର ଓ ଜଙ୍ଘ ପିତ୍ତଳମଯ ଥିଲା।
32 A cabeça da estátua era feita de ouro puro. O peito e os braços eram de prata, a barriga e os quadris eram de bronze,
33 ତାହାର ଗୋଡଗୁଡିକ ଲୌହ ରେ ନିର୍ମିତ ହାଇେଥିଲା ଓ ପାଦର କିଛି ଅଂଶ ଲୌହ ରେ ଓ କିଛି ଅଂଶ ମୃତ୍ତିକା ରେ ତିଆରି ହାଇେଥିଲା।
33 as pernas eram de ferro, e os pés, uma mistura de ferro e barro cozido.
34 ଆପଣ ପ୍ରତିମାଟିକୁ ନିରୀକ୍ଷଣ କରୁଥିବା ସମୟରେ କର୍ତ୍ତିତ ହାଇନେଥିବା ଏକ ପ୍ରସ୍ତର ଶୂନ୍ଯ ରେ ଉଡିଆସି ସହେି ପ୍ରତିମାର ଲୌହ ଓ ମୃତ୍ତିକାମଯ ପାଦକୁ ଆଘାତ କରି ଖଣ୍ତ ବିଖଣ୍ତିତ କଲା।
34 Enquanto o rei observava, uma pedra foi cortada de uma montanha, mas não por mãos humanas. Ela atingiu os pés de ferro e barro e os despedaçou.
35 ତା'ପ ରେ ସଂଗେ ସଂଗେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ଓ ସୁନା ଖଣ୍ତ ଖଣ୍ତ ହାଇେ ଭାଙ୍ଗି ଗଲା। ଆଉ ସେ ସବୁ ଗ୍ରୀଷ୍ମକାଳୀନ ଖଳାର ତୁଷପରି ହେଲା। ବାଯୁ ସେସବୁକୁ ଉଡାଇ ନଇଗେଲା ଓ ତା'ର କିଛି ରହିଲା ନାହିଁ। ଆଉ ସହେି ପ୍ରତିମାକୁ ଆଘାତ କରିଥିବା ପ୍ରସ୍ତର ଏକ ପର୍ବତ ପରି ବଢିଲା ଓ ତାହା ସମୁଦାଯ ପୃଥିବୀକୁ ପରିପୂର୍ଣ୍ଣ କଲା।
35 Toda a estátua se desintegrou em minúsculos pedaços de ferro, barro, bronze, prata e ouro. Então o vento levou tudo, como se fosse palha na eira. Mas a pedra que derrubou a estátua se tornou uma grande montanha que cobriu toda a terra.
36 ସ୍ବପ୍ନଟି ଏହି, ବର୍ତ୍ତମାନ ଆମ୍ଭମାନେେ ମହାରାଜାଙ୍କୁ ତା'ର ଅର୍ଥ ଜଣାଇବୁ।
36 “Esse foi o sonho. Agora, direi ao rei o que ele significa.
37 ହେ ମହାରାଜ, ଆପଣ ଜଣେ ମହାନ୍ ରାଜା। ସ୍ବର୍ଗସ୍ଥ ପରମେଶ୍ବର ଆପଣଙ୍କୁ ରାଜ୍ଯ, ପରାକ୍ରମ, କ୍ଷମତା ଓ ମହିମା ଦଇେଅଛନ୍ତି।
37 Ó rei, o senhor é o maior de todos os reis. O Deus dos céus lhe deu soberania, poder, força e honra.
38 ପୃଥିବୀସ୍ଥ ମନୁଷ୍ଯ, ତନ୍ମଧ୍ଯସ୍ଥ ଭୂଚର ପଶୁଗଣ ଓ ଆକାଶର ପକ୍ଷୀଗଣ ପରମେଶ୍ବରଙ୍କ ଶକ୍ତିଦ୍ବାରା ତୁମ୍ଭର ଶାସନାଧିନ ଅଟନ୍ତି। ଆଉ ସମାନଙ୍କେ ଉପ ରେ ଆପଣଙ୍କୁ କତ୍ତୁର୍ତ୍ବ ଦଇେଅଛନ୍ତି। ଆପଣ ହିଁ ସହେି ପ୍ରତିମାର ସୁବର୍ଣ୍ଣମଯ ମସ୍ତକ ଅଟନ୍ତି।
38 Ele o fez governante de todo o mundo habitado e pôs até os animais selvagens e as aves debaixo de seu controle. O senhor é a cabeça de ouro.
39 ପୁଣି ଆପଣଙ୍କ ପ ରେ ଆପଣଙ୍କଠାରୁ ଏକ ନ୍ଯୁନ ରାଜ୍ଯ ଉଠିବ ଓ ତାହା ହେଉଛି ରେ ୗପ୍ୟମଯ ଅଂଶ ଓ ତାହାପ ରେ ପିତ୍ତଳମଯ ତୃତୀୟ ଏକ ରାଜ୍ଯ ଉଠିବ, ତାହା ସମଗ୍ର ପୃଥିବୀ ଉପ ରେ କତ୍ତୁର୍ତ୍ବ କରିବ।
39 “Quando, porém, seu reino chegar ao fim, outro reino, inferior ao seu, se levantará em seu lugar. Depois que esse reino tiver caído, o terceiro reino, representado pelo bronze, se levantará para governar o mundo.
40 ପୁଣି ତାହାପ ରେ ଚତୁର୍ଥରାଜ୍ଯ ଲୌହପରି ଶକ୍ତିଶାଳୀ ହବେ। ଲୌହ ଯେପରି ସମସ୍ତ ଦ୍ରବ୍ଯକୁ ଖଣ୍ତ ଖଣ୍ତ କରି ଚୁର୍ଣ୍ଣ କରେ, ସହେିପରି ସେ ରାଜ୍ଯ ଅନ୍ୟ ସମସ୍ତ ରାଜ୍ଯକୁ ଖଣ୍ତ ଖଣ୍ତ କରି ଧୂଳିସାତ୍ କରିବ।
40 Depois dele haverá o quarto reino, forte como o ferro. Esse reino esmagará e despedaçará todos os impérios anteriores, como o ferro esmaga e despedaça tudo que ele atinge.
41 ଆପଣ ଯେପରି ଦେଖିଲେ ସେ ପାଦ ଓ ପାଦର ଅଙ୍ଗୁଳି ଆଂଶିକ ଲୌହମଯ ଓ ଆଂଶିକ ମୃତ୍ତିକାମଯ ଥିଲା। ସହେିପରି ସେ ରାଜ୍ଯ ବିଭକ୍ତ ହବେ। ମାତ୍ର ତହିଁରେ ଲୌହର ଦୃଢତା ରହିବ କାରଣ କର୍ଦ୍ଦମ ରେ ଲୌହ ମିଶ୍ରିତ ଥିବାର ଆପଣ ଦେଖିଲେ।
41 Os pés e os dedos que o rei viu, uma mistura de ferro e barro cozido, mostram que esse reino será dividido. Como ferro misturado com barro, ele terá um tanto da força do ferro.
42 ଯେପରି ପାଦର ଅଙ୍ଗୁଳିସବୁ କିଛି ଲୌହମଯ ଓ କିଛି ମୃର୍ତ୍ତିକାମଯ ଥିଲା, ସହେିପରି ରାଜ୍ଯର ଏକ ଅଂଶ ସୁଦୃଢ ଓ ଅନ୍ୟ ଅଂଶ ଦୁର୍ବଳ ହବେ।
42 Algumas partes serão fortes como o ferro, mas outras serão fracas como o barro.
43 କିନ୍ତୁ ଲୌହ ଯେପରି ମୃତ୍ତିକା ରେ ସମ୍ପୁର୍ଣ୍ଣ ଭାବରେ ମିଶ୍ରିତ ହୁଏ ନାହିଁ, ସହେିପରି ରାଜ୍ଯଗୁଡିକର ଲୋକମାନେ ମିଶି ଯିବେ ମାତ୍ର ଏକତ୍ରୀତ ହାଇପୋରିବେ ନାହିଁ।
43 A mistura de ferro e barro também mostra que esses reinos tentarão se fortalecer ao formar alianças entre si por meio de casamentos. Contudo, não permanecerão unidos, da mesma forma que o ferro não se une ao barro.
44 ଚତୁର୍ଥ ରାଜ୍ଯର ରାଜତ୍ବ ସମୟରେ ସ୍ବର୍ଗସ୍ଥ ପରମେଶ୍ବର ଗୋଟିଏ ରାଜ୍ଯ ସ୍ଥାପନ କରିବେ। ସହେି ରାଜ୍ଯ ଅନନ୍ତକାଳସ୍ଥାଯୀ ହାଇେ ରହିବ। ଆଉ ମଧ୍ଯ ତାହା ଅନ୍ୟ ହାତକୁ ୟିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ଯଗୁଡିକୁ ଧ୍ବଂସ କରି ଦବେ।
44 “Enquanto esses reis estiverem no poder, o Deus dos céus estabelecerá um reino que jamais será destruído ou conquistado. Reduzirá os outros reinos a nada e permanecerá para sempre.
45 ଏବଂ ଆପଣ ସ୍ବପ୍ନ ରେ ଦେଖିଲେ କୌଣସି ଲୋକଦ୍ବାରା ଛଦେିତ ହାଇେ ନଥିବା ଏକ ପ୍ରସ୍ତର ପର୍ବତରୁ ଆସିଲା ଓ ସହେି ପ୍ରସ୍ତର ଲୌହ, ପିତ୍ତଳ, ମୃତ୍ତିକା, ରୂପା ଓ ସୁନାକୁ ଚୁର୍ଣ୍ଣ କଲା। ତେଣୁ ଯାହା ଏହାପ ରେ ଘଟିବ ତାହା ମହାନ୍ ପରମେଶ୍ବର ଆପଣଙ୍କୁ ଜଣାଇଲେ। ଆଉ ଏହି ସ୍ବପ୍ନ ନିଶ୍ଚିତ ଓ ତାହାର ଅର୍ଥ ସତ୍ଯ।
45 Esse é o significado da pedra cortada da montanha, mas não por mãos humanas, que despedaçou a estátua de ferro, bronze, barro, prata e ouro. O grande Deus está mostrando ao rei o que acontecerá no futuro. O sonho é verdadeiro, e seu significado é certo”.
46 ସେତବେେଳେ ରାଜା ନବୂଖଦ୍ନିତ୍ସର ମୁହଁ ମାଡି ପଡି ଦାନିୟେଲଙ୍କୁ ପ୍ରଣାମ କଲା ଓ ଲୋକମାନଙ୍କୁ ଦାନିୟେଲ ଉଦ୍ଦେଶ୍ଯ ରେ ନବୈେଦ୍ଯ ଓ ସୁଗନ୍ଧି ଧୂପ ଉତ୍ସର୍ଗ କରିବାକୁ ଆଦେଶ କଲା।
46 Então o rei Nabucodonosor se curvou à frente dele e ordenou que o povo oferecesse sacrifícios e queimasse incenso diante de Daniel.
47 ତତ୍ପ ରେ ଦାନିୟେଲଙ୍କୁ ରାଜା କହିଲେ, ମୁଁ ଜାଣେ ତୁମ୍ଭର ପରମେଶ୍ବର ସମସ୍ତ ଈଶ୍ବରଗଣର ପରମେଶ୍ବର ଓ ରାଜଗଣର ସଦାପ୍ରଭୁ ଓ ଯେ ଗୁପ୍ତ ବିଷଯଗୁଡିକର ପ୍ରକାଶକୁ ଆଣନ୍ତି। କାରଣ ତୁମ୍ଭେ ମାେତେ ଏହି ନିଗୂଢ କଥା ପ୍ରକାଶ କରିବାକୁ ସମର୍ଥ ଅଟ।
47 O rei lhe disse: “Verdadeiramente, seu Deus é o maior de todos os deuses, Senhor dos reis e revelador de mistérios, pois você conseguiu revelar esse segredo”.
48 ତା'ପ ରେ ରାଜା ଦାନିୟେଲଙ୍କୁ ତାଙ୍କ ରାଜ୍ଯ ରେ ଏକ ମହାନ୍ କାର୍ୟ୍ଯ ରେ ନିୟୁକ୍ତି କଲେ ଓ ବହୁମୂଲ୍ଯ ଉପହାରମାନ ଦେଲେ। ଆଉ ବାବିଲ ପ୍ରଦେଶ ଉପ ରେ ତାଙ୍କୁ ସମସ୍ତ କତ୍ତୁର୍ତ୍ବ ପଦ ଦଇେ ବାବିଲସ୍ଥ ସବୁ ବିଦ୍ବାନ ଲୋକଙ୍କ ଉପ ରେ ତାଙ୍କୁ ପ୍ରଧାନ ଅଧିପତି କଲେ।
48 O rei colocou Daniel em um cargo elevado e lhe deu muitos presentes valiosos. Nomeou-o governador de toda a província da Babilônia e chefe de todos os sábios.
49 ପୁଣି ଦାନିୟେଲଙ୍କ ଆବଦନେ କ୍ରମେ ରାଜା ଶଦ୍ରକ୍, ମୈଶକ୍ ଓ ଅବେଦ୍ନଗୋଙ୍କୁ ବାବିଲ ପ୍ରଦେଶର କେତକେ ମୁଖ୍ଯ କର୍ମଗ୍ଭରୀରୂପେ ନିୟୁକ୍ତ କଲେ। ମାତ୍ର ଦାନିୟେଲ ଜଣେ ପ୍ରଧାନ ଅଧିପତି ହାଇେ ରାଜ ଦ୍ବାର ରେ ରହିଲେ।
49 A pedido de Daniel, nomeou Sadraque, Mesaque e Abede-Nego para cuidarem de todos os negócios da província da Babilônia, enquanto Daniel permaneceu na corte do rei.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Daniel 2, comparar traduções ou montar um estudo — tudo direto pelo WhatsApp.