Daniel 1
Oriya Bible (GL_ORIYA) vs NVI
1 ଯିହୁଦାର ରାଜା ଯିହାୟୋକୀମର ରାଜତ୍ବର ତୃତୀୟ ବର୍ଷ ରେ ବାବିଲର ରାଜା ନବୁଖଦନିତ୍ସର ସୈନ୍ଯବାହିନୀ ସହ ଆସି ୟିରୁଶାଲମକୁ ଅବ ରୋଧ କଲା।
1 No terceiro ano do reinado de Jeoaquim, rei de Judá, Nabucodonosor, rei da Babilônia, veio a Jerusalém e a sitiou.
2 ବର୍ତ୍ତମାନ ସଦାପ୍ରଭୁ ଯିହାୟୋକୀମ୍କୁ ପରାସ୍ତ କରିବା ପାଇଁ ନବୂଖଦ୍ନିତ୍ସରଙ୍କୁ ଅନୁମତି ଦେଲେ ଏବଂ ସେ କିଛି ପାତ୍ର ପରମେଶ୍ବରଙ୍କ ମନ୍ଦିରରୁ ନଇଗେଲେ। ସେ ସିନଯର ଭୂମିକୁ ସବୁଗୁଡିକୁ ବହନ କରି ନେଲେ ଏବଂ ଆରଣା ଦବେତାମାନଙ୍କ ମନ୍ଦିର ଭଣ୍ତାରଗୃହ ରେ ସେସବୁ ରଖି ଦେଲେ।
2 E o Senhor entregou Jeoaquim, rei de Judá, nas suas mãos, e também alguns dos utensílios do templo de Deus. Ele levou os utensílios para o templo do seu deus na terra de Sinear e os colocou na casa do tesouro do seu deus.
3 ତା'ପ ରେ ରାଜା ନବୂଖଦ୍ନିତ୍ସର ଅସ୍ପନସ୍କୁ ଏକ ଆଦେଶ ଦେଲେ। ଅସ୍ପନସ୍ ସବୋ ରେ ଜଣେ ନଫୁସକାଧିପତି ଥିଲେ। ରାଜା କେତକେ ଇଶ୍ରାୟେଲର ସନ୍ତାନମାନଙ୍କୁ ରାଜପ୍ରାସାଦକୁ ଆଣିବା ପାଇଁ କହିଲେ। ନବୂଖଦନି୍ତ୍ସର କବଳେ ମହତ୍ବପୂର୍ଣ୍ଣ ପରିବାରରୁ ୟିହୁଦି ଲୋକମାନଙ୍କୁ ଓ ଇଶ୍ରାୟେଲ ବଂଶରୁ ରାଜାମାନଙ୍କୁ ଚାହିଁଲେ।
3 Então o rei ordenou que Aspenaz, o chefe dos oficiais da sua corte, trouxesse alguns dos israelitas da família real e da nobreza;
4 ରାଜା ଯିହାୟୋଦାରକୀମ୍ ଚାହିଁଲେ ସ୍ବାସ୍ଥ୍ଯବାନ୍, ସୁନ୍ଦର ଯୋଗ୍ଯ ଏବଂ ଜ୍ଞାନୀ ୟିହୁଦି ବାଳକମାନେ ଯେଉଁମାନେ ରାଜକୀଯ ସ୍ଥାନ ରେ ଠିଆ ହବୋକୁ ଯୋଗ୍ଯ ଥିଲେ ଏବଂ ଅସ୍ପନସ୍ ନଫୁସକାଧିପତି ଭାଷା ଏବଂ କଲଦୀଯ ଲୋକମାନଙ୍କର ଲଖାେ ଶିଖାଇବାକୁ ପଚାରିଲେ।
4 jovens sem defeito físico, de boa aparência, cultos, inteligentes, que dominassem os vários campos do conhecimento e fossem capacitados para servir no palácio do rei. Ele devia ensinar-lhes a língua e a literatura dos babilônios.
5 ଏବଂ ରାଜା ସହେିସବୁ ୟୁବକମାନଙ୍କୁ ରାଜକୀଯ ଖାଦ୍ୟ ଓ ପାନୀଯ ଦେଲେ। ସେ ତିନି ବର୍ଷ ୟାଏଁ ସମାନଙ୍କେୁ ଖାଦ୍ୟ ଦବୋ ସହିତ ଯତ୍ନ ନେଲେ ଓ ରାଜାଙ୍କୁ ସବୋ କରିବା ପାଇଁ ସମାନଙ୍କେୁ ତାଲିମ ପ୍ରାପ୍ତ ହବୋକୁ ଚାହିଁଲେ।
5 O rei designou-lhes uma porção diária de comida e de vinho da própria mesa do rei. Eles receberiam um treinamento durante três anos, e depois disso passariam a servir o rei.
6 ଏହି ୟୁବକମାନଙ୍କ ମଧିଅରେ ଯିହୁଦା ପରିବାରବର୍ଗୀଯ ଦାନିୟେଲ, ହନାନିଯ, ମୀଶାଯଲେ ଓ ଅସରିଯ ଥିଲେ।
6 Entre esses estavam alguns que vieram de Judá: Daniel, Hananias, Misael e Azarias.
7 ପୁଣି ସହେି ନଫୁସକାଧିପତି ଅସ୍ପନସ୍ ଯିହୁଦାର ୟୁବକମାନଙ୍କୁ ନୂଆ ବାବିଲୀଯ ନାମ ଦେଲେ। ସେ ଦାନିୟେଲଙ୍କୁ ବଲେଟ୍ଶତ୍ସର, ହନାନିଯଙ୍କୁ ଶଦ୍ରକ୍, ମୀଶାଯଲଙ୍କେୁ ମୈଶକ ଓ ଅସରିଯଙ୍କୁ ଅବେଦ୍-ନଗୋ ନାମ ଦେଲେ।
7 O chefe dos oficiais deu-lhes novos nomes: a Daniel deu o nome de Beltessazar; a Hananias, Sadraque; a Misael, Mesaque; e a Azarias, Abede-Nego.
8 ମାତ୍ର ଦାନିୟେଲ ସହେି ରାଜକୀଯ ଖାଦ୍ୟ ଖାଇ ଓ ଦ୍ରାକ୍ଷାରସ ପାନ କରି ନିଜକୁ ଅଶୁଚି କରିବାକୁ ଇଚ୍ଛା କଲେ ନାହିଁ। ଏଣୁ ସେ ନଫୁସକାଧିପତିକୁ ନିବଦନେ କଲେ ଓ ସେ ଅନ୍ଯାନ୍ଯ ଖାଦ୍ୟ ଖାଇ ପାରିବେ କି ବୋଲି ପଚାରିଲେ, ଯାହାଫଳ ରେ ସେ ଅଶୁଚି ହବେେ ନାହିଁ।
8 Daniel, contudo, decidiu não se tornar impuro com a comida e com o vinho do rei, e pediu ao chefe dos oficiais permissão para se abster deles.
9 ସେତବେେଳେ ପରମେଶ୍ବର ସହେି ନଫୁସକାଧିପତିର ଦୃଷ୍ଟି ରେ ଦାନିୟେଲଙ୍କୁ ଅନୁଗ୍ରହ ଓ ଦୟାର ପାତ୍ର କଲେ।
9 E Deus fez com que o homem fosse bondoso para com Daniel e tivesse simpatia por ele.
10 କିନ୍ତୁ ସହେି ନଫୁସକାଧିପତି ଦାନିୟେଲଙ୍କୁ କହିଲା, ମୁଁ ମାରେମୁନିବ ରାଜାଙ୍କୁ ଭୟ କରେ। ଯଦି ତୁମ୍ଭମାନେେ ସେ ଆଦେଶ କରିଥିବା ଖାଦ୍ୟ ଓ ପାନୀଯ ଗ୍ରହଣ ନକର, ତୁମ୍ଭମାନେେ ରୁଗ୍ଣ ଦଖାୟିବେ ଓ ଦୁର୍ବଳ ଅନୁଭବ କରିବ। ଯଦି ତୁମ୍ଭମାନେେ ଅନ୍ୟମାନଙ୍କଠାରୁ ଶୁଖିଲା ଦଖାୟୋଅ, ରାଜା ମାେ ଉପ ରେ ରାଗିବେ ଏବଂ ମାରେମୁଣ୍ତ କାଟ କରିବେ। ତା'ପ ରେ ତୁମ୍ଭମାନେେ ଏହି ଅପରାଧ ପାଇଁ ଦୋଷୀ ସାବ୍ଯସ୍ତ ହବେ।
10 Apesar disso, ele disse a Daniel: "Tenho medo do rei, o meu senhor, que determinou a comida e a bebida de vocês. E se ele os achar menos saudáveis que os outros jovens da mesma idade? O rei poderia pedir a minha cabeça por causa de vocês".
11 ତା'ପ ରେ ଦାନିୟେଲ, ଗୃହରକ୍ଷୀମାନଙ୍କୁ କହିଲେ, କେଉଁମାନଙ୍କୁ ନଫୁସକାଧିପତି, ଦାନିୟେଲ, ହନାନିଯ, ମୀଶାଯଲେ ଓ ଅସରିଯ ଉପ ରେ ଦୃଷ୍ଟି ରଖିବାକୁ ନିୟୁକ୍ତ କରାୟାଇଥିଲା।
11 Daniel disse então ao homem que o chefe dos oficiais tinha encarregado de cuidar de Daniel, Hananias, Misael e Azarias:
12 ସେ କହିଲେ, ଦୟାକରି ଆମ୍ଭମାନଙ୍କୁ ଦଶଦିନ ପାଇଁ ପରୀକ୍ଷା କରନ୍ତୁ। ଆମ୍ଭମାନଙ୍କୁ ଭୋଜନ ନିମନ୍ତେ ପନିପରିବା ଓ ପିଇବା ନିମନ୍ତେ ଜଳ ଦିଅନ୍ତୁ।
12 "Peço-lhe que faça uma experiência com os seus servos durante dez dias: Não nos dê nada além de vegetais para comer e água para beber.
13 ପୁଣି ଦଶଦିନ ପ ରେ ଆମ୍ଭମାନଙ୍କୁ ସହେି ରାଜକୀଯ ଭକ୍ଷ୍ଯ ଓ ପାନୀଯ ଗ୍ରହଣ କରୁଥିବା ୟୁବକମାନଙ୍କ ସହିତ ତୁଳନା କରାଯାଉ, ଆଉ କିଏ ଅଧିକ ସ୍ବାସ୍ଥ୍ଯବାନ୍ ଦଖାୟିବେ। ତା'ପ ରେ ତୁମ୍ଭେ ବିଗ୍ଭର କରି ଏହି ଦାସମାନଙ୍କ ପ୍ରତି ବ୍ଯବହାର କରିବା ହବେେ।
13 Depois compare a nossa aparência com a dos jovens que comem a comida do rei, e trate os seus servos de acordo com o que você concluir".
14 ତେଣୁ ଗୃହରକ୍ଷୀ ଏ ବିଷଯ ରେ ଏକମତ ହାଇେ, ଦାନିୟେଲ, ହନାନିଯ, ମୀଶାଯଲେ ଏବଂ ଅସରିଯଙ୍କୁ ଦଶଦିନ ପର୍ୟ୍ଯନ୍ତ ପରୀକ୍ଷା କଲେ।
14 Ele concordou e fez a experiência com eles durante dez dias.
15 ଆଉ ଦଶଦିନ ପ ରେ ଦଖାଗେଲା ସମାନେେ ରାଜକୀଯ ଭକ୍ଷଣକାରୀଙ୍କଠାରୁ ଅଧିକ ସୁସ୍ଥସବଳ ଓ ହୃଷ୍ଟପୁଷ୍ଟ ଦଖାଗେଲେ।
15 Passados os dez dias eles pareciam mais saudáveis e mais fortes do que todos os jovens que comiam a comida da mesa do rei.
16 ଏଥି ରେ ଗୃହରକ୍ଷୀ ସମାନଙ୍କେର ସହେି ରାଜକୀଯ ଭକ୍ଷ୍ଯ ଓ ଦ୍ରାକ୍ଷାରସ ପାନୀଯ ବନ୍ଦ କରି ସମାନଙ୍କେୁ ପୂର୍ବପରି ଶାକାହାର ଦେଲେ।
16 Assim o encarregado tirou a comida especial e o vinho que haviam sido designados e em lugar disso lhes dava vegetais.
17 ଆଉ ପରମେଶ୍ବର ସହେି ଗ୍ଭରି ୟୁବକଙ୍କୁ ଜ୍ଞାନ ଏବଂ ବିଭିନ୍ନ ଲେଖନି ଓ ବିଜ୍ଞାନ ଶିକ୍ଷା ପାଇଁ ଯୋଗ୍ଯତା ପ୍ରଦାନ କଲେ। ପୁଣି ଦାନିୟେଲ ସମସ୍ତ ଦର୍ଶନ ଅ ସ୍ବପ୍ନ ବିଷଯ ରେ ବୁଦ୍ଧିମାନ ହେଲେ।
17 A esses quatro jovens Deus deu sabedoria e inteligência para conhecerem todos os aspectos da cultura e da ciência. E Daniel, além disso, sabia interpretar todo tipo de visões e sonhos.
18 ରାଜା ତିନିବର୍ଷ ରେ ସମାନେେ ତାଲିମପ୍ରାପ୍ତ ହବେେ ବୋଲି ଇଚ୍ଛା କରିଥିଲେ। ତାହା ଶଷେ ହେଲାପ ରେ ନଫୁସକାଧିପତି ସମାନଙ୍କେୁ ନବୂଖଦ୍ନିତ୍ସର ସମ୍ମଖକୁ ଆଣିଲା।
18 Ao final do tempo estabelecido pelo rei para que os jovens fossem trazidos à sua presença, o chefe dos oficiais os apresentou a Nabucodonosor.
19 ରାଜା ସମାନଙ୍କେ ସହିତ ଆଳାପ କଲେ। ଆଉ ସେ ସମସ୍ତଙ୍କ ମଧିଅରେ ଦାନିୟେଲ, ହନାନିଯ, ମୀଶାଯଲେ ଓ ଅସରିଯ ଅଧିକ ଦକ୍ଷ ଜଣା ଗଲେ। ତେଣୁ ସମାନେେ ରାଜାଙ୍କର ଦାସ ହେଲେ।
19 O rei conversou com eles, e não encontrou ninguém comparável a Daniel, Hananias, Misael e Azarias; de modo que eles passaram a servir o rei.
20 ଆଉ ଜ୍ଞାନ ଓ ବୁଦ୍ଧି ସମ୍ବନ୍ଧୀଯ ଯେ କୌଣସି ବିଷଯ ରେ ରାଜା ସହେି ଗ୍ଭରି ୟୁବକଙ୍କୁ ପଗ୍ଭରୁଥିଲେ, ସମାନେେ ବିଜ୍ଞ ଉତ୍ତର ଦେଉଥିଲେ। ରାଜା ସମଗ୍ର ରାଜ୍ଯ ରେ ସମସ୍ତ ମନ୍ତ୍ରଜ୍ଞ ଓ ଗଣକମାନଙ୍କ ଅପେକ୍ଷା ସମାନେେ ଦଶଗୁଣ ଅଧିକ ଜ୍ଞାନୀ ବୋଲି ଜାଣିଲେ।
20 O rei lhes fez perguntas sobre todos os assuntos nos quais se exigia sabedoria e conhecimento, e descobriu que eram dez vezes mais sábios do que todos os magos e encantadores de todo o seu reino.
21 ପୁଣି ଦାନିୟେଲ କୋରସ ରାଜାର ପ୍ରଥମବର୍ଷ ପର୍ୟ୍ଯନ୍ତ ରହିଲେ।
21 E Daniel permaneceu ali até o primeiro ano do rei Ciro.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Daniel 1, comparar traduções ou montar um estudo — tudo direto pelo WhatsApp.