Daniel 12

Oriya Bible (GL_ORIYA) vs BKJ

Sair da comparação
1 ସହେି ଲୋକଟି ଦର୍ଶନ ରେ କହିଲେ, 'ଦାନିୟେଲ, ସେ ସମୟରେ ତୁମ୍ଭ ଲୋକ ୟିହୁଦୀଙ୍କ, ତତ୍ତ୍ବାବଧାରକ ରୂପେ ମୀଖାଯଲେ ମୁଖ୍ଯ ଅଧିପତିରୂପେ ଠିଆ ହବେେ। ମନୁଷ୍ଯ ଗୋଷ୍ଠୀର ସ୍ଥିତିକାଳ ଆରମ୍ଭରୁ ସେ ସମୟ ପର୍ୟ୍ଯନ୍ତ ଯେଉଁ ପ୍ରକାର ସଂକଟର କାଳ କବେେ ହାଇନୋହିଁ। ଆଉ ତୁମ୍ଭ ୟିହୁଦୀଯ ଗୋଷ୍ଠୀଯ ଯେଉଁ ପ୍ରେତ୍ୟକକର ନାମ ପୁସ୍ତକରେ ଲିଖିତ ହାଇେଅଛି, ସମାନେେ ପ୍ରେତ୍ୟକକ ସେ ସମୟରେ ଉଦ୍ଧାର ପାଇବେ।
1 E naquele tempo Miguel levantar-se-á, o grande príncipe que representa os filhos do teu povo; e haverá um tempo de tribulação, tal qual nunca houve desde que existiu nação até aquele tempo; e naquele tempo o teu povo será libertado, todos os que forem encontrados escritos no livro.
2 ପୁଣି ଯେଉଁମାନେ ମୃତ ଓ କବର ପ୍ରାପ୍ତ ସମାନଙ୍କେ ମଧ୍ଯରୁ ଅନକେ ଜାଗି ଉଠିବେ। କେତକେ ଅନନ୍ତ ଜୀବନ, କେତକେ ଲଜ୍ଜା ଓ କେତକେ ଚିର ଅପମାନ ଭୋଗ ପାଇଁ ଉଠିବେ।
2 E muitos daqueles que dormem no pó da terra despertarão, alguns para a vida eterna, e alguns para vergonha e desprezo eterno.
3 ଆଉ ଜ୍ଞାନୀ ଲୋକମାନେ ଆକାଶର ଦୀପ୍ତିର ଗୌରବ ତୁଲ୍ଯ ହବେେ ଏବଂ ଯେଉଁମାନେ ଅନ୍ୟକୁ ବହୁତ ଧାର୍ମିକତା କାର୍ୟ୍ଯ କରିବେ, ଶଷେ ସମୟ ପର୍ୟ୍ଯନ୍ତ ତାରାଗଣ ତୁଲ୍ଯ ଉଜ୍ଜ୍ବଳ ହବେେ।
3 E aqueles que forem sábios brilharão como o esplendor do firmamento; e aqueles que converterem muitos para a justiça, como as estrelas para sempre e sempre.
4 ମାତ୍ର ହେ ଦାନିୟେଲ, ତୁମ୍ଭେ ଶଷେକାଳ ପର୍ୟ୍ଯନ୍ତ ଏହି ବାକ୍ଯ ସକଳ ବନ୍ଦ କରି ଓ ଏହି ପୁସ୍ତକ ମୁଦ୍ରିତ କରି ରଖ। ଅନକେ ଏଣତେଣେେ ପ୍ରକୃତ ଜ୍ଞାନର ଅନ୍ବଷେଣ କରିବେ ଓ ଜ୍ଞାନର ବୃଦ୍ଧି ହବେ।'
4 Porém tu, ó Daniel, fecha as palavras e sela o livro, até o tempo do fim; muitos correrão para frente e para trás, e o conhecimento será aumentado.
5 ସେତବେେଳେ ମୁଁ ଦାନିୟେଲ ଅନାଇ ଦେଖିଲି, ଅନ୍ୟ ଦୁଇଜଣ ଠିଆ ହାଇେଅଛନ୍ତି, ଜଣେ ନଦୀତୀରର ଏ ପାଖ ରେ ଓ ଅନ୍ୟଜଣକ ନଦୀର ସେ ପାଖ ରେ।
5 Então eu, Daniel, olhei; e eis que lá estavam outros dois, um neste lado da margem do rio e o outro naquele lado da margem do rio.
6 ଏବଂ ସେ ଶୁକ୍ଲ ବସ୍ତ୍ର ପରିହିତ ଓ ନଦୀର ଜଳ ଉପରିସ୍ଥ ଯେଉଁ ମନୁଷ୍ଯ, ତାହାଙ୍କୁ ଏକ ବ୍ଯକ୍ତି ପଚାରିଲେ, 'ଏହିସବୁ ଆଶ୍ଚର୍ୟ୍ଯ ବିଷଯ ଘଟିବା ପାଇଁ କେତକେ ସମୟ ଲାଗିବ?'
6 E um disse para o homem vestido em linho, que estava sobre as águas do rio: Quanto tempo será até o fim destas maravilhas?
7 ତା'ପ ରେ ମୁଁ ଶୁଣିଲି, ଶୁକ୍ଳବସ୍ତ୍ର ପରିହିତ ଲୋକଟି ତା'ର ହସ୍ତ ଉପରକୁ ଟକେି ପରମେଶ୍ବରଙ୍କ ନାମ ରେ ଶପଥ କରି କହିଲେ, 'ଏହା ସାଢେ ତିନି ବର୍ଷ ୟିବ। ଏହି ସମସ୍ତ ସତ୍ଯ ହବେ ଯେତବେେଳେ ପବିତ୍ର ଲୋକମାନଙ୍କର ୟନ୍ତ୍ରଣା ଶଷେ ହବେ।'
7 E eu ouvi o homem vestido em linho, que estava sobre as águas do rio, quando ele levantou a sua mão direita e sua mão esquerda ao céu, e jurou por aquele que vive para sempre, que isto será por um tempo, tempos e uma metade; e quando ele tiver cumprido a dispersão do poder do povo santo, todas estas coisas estarão terminadas.
8 ମୁଁ ଯଦିଓ ଉତ୍ତର ଶୁଣିଲି, ମାତ୍ର ବୁଝିଲି ନାହିଁ, ତହୁଁ ମୁଁ କହିଲି, ' ହେ ମାରେ ପ୍ରଭୁ, ଏସବୁର ପରିଣାମ କ'ଣ ହବେ?'
8 E eu ouvi, porém não entendi; então eu disse: Ó meu Senhor, qual será o fim destas coisas?
9 ତେଣୁ ସେ କହିଲେ, ' ହେ ଦାନିୟେଲ, ତୁମ୍ଭେ ଆପଣା ପଥରେ ଗମନ କର। କାରଣ ଶଷେକାଳ ପର୍ୟ୍ଯନ୍ତ ଏହି ବାକ୍ଯ ସକଳ ବନ୍ଦ ଓ ମୁଦ୍ରିତ ହାଇେଅଛି।
9 E ele disse: Segue teu caminho Daniel, pois as palavras estão fechadas e seladas até o tempo do fim.
10 ଅନକେ ଲୋକ ନିଜକୁ ସ୍ବଚ୍ଛ ଓ ନିର୍ମଳମଯ ମନ କରିବେ। ମାତ୍ର ଦୁଷ୍ଟମାନଙ୍କର ଦୁଷ୍ଟାଚରଣ ବଢି ବଢି ଗ୍ଭଲିବ। ଦୁଷ୍ଟମାନଙ୍କ ମଧ୍ଯରୁ କହେି ହୃଦ୍ବୋଧ କରିବେ ନହିଁ। ମାତ୍ର ଜ୍ଞାନୀ ଲୋକମାନେ ଏସବୁ ବୁଝିବେ।
10 Muitos serão purificados, e embranquecidos, e provados; mas o perverso fará perversidades, e nenhum dos perversos entenderá, porém os sábios entenderão.
11 ପୁଣି ଯେଉଁ ସମୟରେ ନିତ୍ଯ ବଳିଦାନ ନିବୃତ୍ତ ହବେ ଓ ବିନାଶକାରୀଙ୍କ ଘୃଣାୟୋଗ୍ଯ ବସ୍ତୁ ସ୍ଥାପିତ ହବେ ସହେି ସମୟଠାରୁ 1,290 ଦିନ ହବେ।
11 E do tempo em que o sacrifício diário for retirado e a abominação da desolação estabelecida, haverá mil duzentos e noventa dias.
12 ଯେଉଁ ଲୋକ ଅପେକ୍ଷା କରିବ ଓ 1,335 ଦିନ ପର୍ୟ୍ଯନ୍ତ ଥିବ, ସେ ଧନ୍ଯ।
12 Bendito é aquele que espera e chega aos mil trezentos e cinco, e trinta dias.
13 ମାତ୍ର ଶଷେକାଳ ପର୍ୟ୍ଯନ୍ତ ତୁମ୍ଭେ, ଦାନିୟେଲ ନିଜ ପଥରେ ଗମନ କର। କାରଣ ତୁମ୍ଭେ ବିଶ୍ରାମ ପାଇବ ଓ କାଳର ଶଷେ ରେ ନିଜର ଅଧିକାର ରେ ଛିଡା ହବେ।
13 Porém segue tu o teu caminho até o final; pois tu descansarás e estarás na tua porção ao final dos dias.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Daniel 12, comparar traduções ou montar um estudo — tudo direto pelo WhatsApp.