Cânticos 5

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ହେ ମାରେ ଭଗିନୀ, ମାହେର ପ୍ରିୟେ, ମୁଁ ଆପଣା ଉଦ୍ୟାନକୁ ଆସିଅଛି। ମୁଁ ଆପଣା ଗନ୍ଧରସ ଓ ସୁଗନ୍ଧି ଦ୍ରବ୍ଯ ସଂଗ୍ରହ କରିଅଛି। ମୁଁ ମହୁ ଫଣୋରୁ ମାରେ ମହୁ ଭୋଜନ କରିଅଛି। ମୁଁ ଆପଣା ଦ୍ରାକ୍ଷାରସ ଓ ଦୁଗ୍ଧପାନ କରିଅଛି। ଆସ ପରସ୍ପର ସହିତ ଆମାଦେ କରିବା। ଆସ ପ୍ ରମେ ରେ ମତ୍ତ ହାଇଯେିବା।
1 Entrei em meu jardim, minha amiga, minha noiva! Recolhi mirra com minhas especiarias, comi meu favo com mel, bebi meu vinho com leite. As mulheres de Jerusalém Comam e bebam, amado e amada! Sim, bebam de seu amor quanto puderem! A Amada
2 ମୁଁ ନିଦ୍ରିତା ଥିଲି, ମାତ୍ର ମାରେ ହୃଦଯ ଜାଗ୍ରତ ଥିଲା। ଏତ ମାେ ପ୍ରିଯତମଙ୍କ ରବ। ସେ ଦ୍ବାର ରେ ଆଘାତ କରି କହୁଛନ୍ତି, ଆଗୋ ମାରେ ଭଗିନୀ, ମାରେ ପ୍ରିୟେ, ମାରେ କପୋତୀ, ମାହେର ଶୁଦ୍ଧମତି ମାେ ପାଇଁ ଦ୍ବାର ଫିଟାଅ। କାରଣ ମାରେମସ୍ତକ ଶିଶିର ରେ ମାହେର କେଶ ରାତ୍ରିର ଜଳ ବିନ୍ଦୁ ରେ ପରିପୂର୍ଣ୍ଣ।
2 Eu dormia, mas meu coração estava desperto, quando ouvi meu amado bater à porta e chamar: “Abra a porta para mim, minha amiga, minha querida, minha pomba, minha perfeita. Minha cabeça está molhada de orvalho, e meu cabelo, úmido do sereno da noite”.
3 ମୁଁ ଆପଣା ବସ୍ତ୍ର କାଢ଼ି ପକାଇଛି। ମୁଁ ତାକୁ ଆଉ ପିନ୍ଧିବାକୁ ଚାହୁଁ ନାହିଁ। ମୁଁ ମାରେ ପାଦ ଧୌତ କରିଅଛି, ମୁଁ ସଗେୁଡ଼ିକୁ ମଇଳା କରିବା ପାଇଁ ଚାହୁଁ ନାହିଁ।
3 Eu respondi: “Já tirei a túnica; vou ter de me vestir de novo? Já lavei os pés; vou ter de sujá-los?”.
4 ମାେ ପ୍ରିଯତମ ଦ୍ବାରର ଛିଦ୍ର ରେ ଆପଣା ହାତ ଥୋଇଲେ, ତହିଁରେ ମାରେ ହୃଦଯ ତାହାଙ୍କ ପାଇଁ ଉଚ୍ଚାଟ ହେଲା।
4 Meu amado tentou destrancar a porta, e meu coração se agitou.
5 ମୁଁ ଆପଣା ପ୍ରିଯତମଙ୍କ ପାଇଁ ଦ୍ବାର ଫିଟାଇବାକୁ ଉଠିଲି, କିଳଣୀର ବେଣ୍ଟ ଉପ ରେ ମାରେ ହସ୍ତରୁ ଗନ୍ଧରସ ଓ ମାେ ଅଙ୍ଗୁଳିରୁ ଦ୍ରବ ଗନ୍ଧରସ କ୍ଷରିଲା।
5 Levantei-me de um salto para abrir a porta ao meu amor. Minhas mãos destilavam perfume e de meus dedos pingava mirra, quando puxei o ferrolho.
6 ମୁଁ ଆପଣା ପ୍ରିଯତମଙ୍କ ପାଇଁ ଦ୍ବାର ଫିଟାଇଲି। ମାତ୍ର ମାହେର ପ୍ରିଯତମ ସେ ସ୍ଥାନରୁ ଚାଲି ୟାଇଥିଲେ। ମାରେ ଆତ୍ମା ମାେତେ ଛାଡ଼ିଗଲା, ଯେତବେେଳେ ସେ କହିଲେ। ମୁଁ ତାହାଙ୍କୁ ଖାଜେିଲି ମାତ୍ର ପାଇଲି ନାହିଁ। ମୁଁ ତାହାଙ୍କୁ ଡ଼ାକିଲି, ମାତ୍ର ସେ ମାେତେ ଉତ୍ତର ଦେଲେ ନାହିଁ।
6 Abri para meu amado, mas ele já havia partido! Meu coração quase parou de tristeza. Procurei por ele, mas não o encontrei. Chamei por ele, mas ele não respondeu.
7 ନଗର ଭ୍ରମଣକାରୀ ପ୍ରହରିମାନେ ମାେତେ ଦେଖିଲେ। ସମାନେେ ମାେତେ ପ୍ରହାର କଲେ। ସମାନେେ ମାେତେ କ୍ଷତବିକ୍ଷତ କଲେ। ପ୍ରାଚୀର ରକ୍ଷକମାନେ ମାଠାରୁେ ମାହେର ଆଚ୍ଛାଦନ ବସ୍ତ୍ର କାଢ଼ି ନଇଗେଲେ।
7 Os guardas me encontraram enquanto faziam a ronda. Bateram-me e feriram-me, arrancaram-me o manto, aqueles guardas dos muros.
8 ଆଗୋ ୟିରୁଶାଲମର କନ୍ଯାଗଣ। ଯବେେ ତୁମ୍ଭମାନେେ ମାେ ପ୍ରିଯତମଙ୍କ ଦଖାେ ପାଇବ, ତବେେ ମୁଁ ତୁମ୍ଭମାନଙ୍କୁ ଶପଥ ଦଇେ କହୁଅଛି, ମୁଁ ପ୍ ରମେ ପତିତା ବୋଲି ତୁମ୍ଭେ ତାଙ୍କୁ କହିବ।
8 Prometam, ó mulheres de Jerusalém: Se encontrarem meu amado, digam-lhe que desfaleço de amor. As mulheres de Jerusalém
9 ହେ ନାରୀଗଣ ମଧ୍ଯ ପରମ ସୁନ୍ଦରୀ। ତୁମ୍ଭର ପ୍ ରମେିକ ଅନ୍ୟ ପ୍ ରମେିକମାନଙ୍କ ଅପେକ୍ଷା କିପରି ଭଲ ଅଟନ୍ତି? ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଏହି ଶପଥ କରାଉଛ?
9 Diga-nos, mulher de beleza incomparável: Por que seu amado é melhor que todos os outros? O que ele tem de tão especial para fazermos a você essa promessa? A Amada
10 ମାହେର ପ୍ରିଯତମ ଶ୍ବତେ ଓ ରକ୍ତବର୍ଣ୍ଣ, ଦଶ ସହସ୍ର ମଧିଅରେ ପ୍ରଧାନ।
10 Meu amado é moreno e fascinante; ele se destaca no meio da multidão!
11 ତାଙ୍କର ମସ୍କ ଶୁଦ୍ଧ ସୁବର୍ଣ୍ଣ ତୁଲ୍ଯ। ତାଙ୍କର କେଶ କୁଞ୍ଚିତ ଓ ଡାମରା କୁଆପରି କୃଷ୍ଣବର୍ଣ୍ଣ।
11 Sua cabeça é como o ouro puro, seu cabelo ondulado, preto como o corvo.
12 ତାଙ୍କର ନେତ୍ର ୟୁଗଳ ନଦୀ ନିକଟରେ ଥିବା କପୋତମାନଙ୍କ ତୁଲ୍ଯ। ଦୁଗ୍ଧ ରେ ଧୌତ ଓ ଯଥା ସ୍ଥାନ ରେ ସ୍ଥାପିତ।
12 Seus olhos são como pombas junto aos riachos, incrustados como joias lavadas em leite.
13 ତାଙ୍କର ଗଣ୍ଡଦେଶ ସୁଗନ୍ଧି ଲତାର କିଆରି ସ୍ବରୂପ ସୁଗନ୍ଧି ତୃଣର ତଟ ସ୍ବରୂପ। ତାଙ୍କର ଓଷ୍ଠଧାର କଇଁଫୁଲ ତୁଲ୍ଯ ତହିଁରୁ ଦ୍ରବ ଗନ୍ଧରସ ଝ ରେ।
13 Suas faces são como jardins de especiarias que espalham sua fragrância. Seus lábios são como lírios perfumados com mirra.
14 ତାହାଙ୍କ ହସ୍ତ ଦ୍ବଯ ବୈଦୁର୍ୟ୍ଯ ମଣି ରେ ଖଚିତ ସୁବର୍ଣ୍ଣ କଙ୍କଣ ତୁଲ୍ଯ। ତାହାଙ୍କ ଶରୀର ନୀଳକାନ୍ତ ମଣି ମଣ୍ଡିତ ଗଜଦନ୍ତମଯ ଶିଳ୍ପ କର୍ମ ତୁଲ୍ଯ।
14 Seus braços são como barras redondas de ouro, enfeitadas com berilo. Seu ventre é como marfim polido, que resplandece com safiras.
15 ତାଙ୍କର ଗୋଡ଼ ଦୁଇଟି ସୁବର୍ଣ୍ଣ ମୂଳଦୁଆ ରେ ସ୍ଥାପିତ ଦୁଇଟି ମାର୍ବଲର ସ୍ତମ୍ବ ତୁଲ୍ଯ। ତାଙ୍କର ଆକୃତି ଲିବାନୋନ୍ ଏରସ ବୃକ୍ଷ ତୁଲ୍ଯ ଉତ୍କୃଷ୍ଟ।
15 Suas pernas são como colunas de mármore apoiadas em bases de ouro puro. Seu porte é majestoso, como o dos cedros do Líbano.
16 ତାହାଙ୍କ ମୁଖ ଅତ୍ଯନ୍ତ ସୁମିଷ୍ଟ ହଁ ସେ ସର୍ବୋତୋଭାବେ ମ ନୋହର। ହେ ୟିରୁଶାଲମର କନ୍ଯାଗଣ, ସେ ମାହେର ପ୍ରିଯତମ, ସେ ମାହେର ସହୋଦର।
16 Sua voz é a própria doçura; ele é desejável em todos os sentidos. Esse, ó mulheres de Jerusalém, é meu amado, meu amigo.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Cânticos 5, comparar traduções ou montar um estudo — tudo direto pelo WhatsApp.