Cânticos 3
Oriya Bible (GL_ORIYA) vs VC
1 ରାତ୍ରି ରେ ବିଛଣା ରେ ମୁଁ ମାରେମନର ମଣିଷକୁ ଖାଜେିଲି ଯାହାକୁ ମୁଁ ପ୍ ରମେ କରେ। ମୁଁ ତାହାଙ୍କୁ ଖାଜେିଲି। କିନ୍ତୁ ମୁଁ ତାଙ୍କୁ ପାଇଲି ନାହିଁ।
1 Durante as noites, no meu leito, busquei aquele que meu coração ama; procurei-o, sem o encontrar.
2 ମୁଁ କହିଲି, ମୁଁ ଏବେ ଉଠି ନଗର ଭ୍ରମଣ କରିବି। ଯାହାକୁ ମାରେ ପ୍ରାଣ ପ୍ ରମେ କରେ, ତାହାଙ୍କୁ ମୁଁ ଗଳିଗଳି ଛକଛକ ଖାଜେିବି। ମୁଁ ତାହାଙ୍କୁ ଖାଜେିଲି ମାତ୍ର ପାଇଲି ନାହିଁ।
2 Vou levantar-me e percorrer a cidade, as ruas e as praças, em busca daquele que meu coração ama; procurei-o, sem o encontrar.
3 ନଗର ଭ୍ରମଣକାରୀ ପ୍ରହରୀମାନେ ମାେତେ ଦେଖିଲେ। ମୁଁ ସମାନଙ୍କେୁ ପଚାରିଲି, ଯାହାଙ୍କୁ ମାରେ ପ୍ରାଣ ପ୍ ରମେ କରେ, ତାହାଙ୍କୁ ତୁମ୍ଭେ ଦେଖିଛ କି ?
3 Os guardas encontraram-me quando faziam sua ronda na cidade. Vistes acaso aquele que meu coração ama?
4 ସମାନଙ୍କେୁ ଛାଡି଼ବାର ଅଳ୍ପକ୍ଷଣ ପ ରେ ଯାହାକୁ ମାରେ ପ୍ରାଣ ପ୍ ରମେ କରେ, ତାହାଙ୍କୁ ମୁଁ ପାଇଲି। ମୁଁ ତାଙ୍କୁ ମାରେ ମାଆର ଗୃହର କଠାେରୀକୁ ନଇଗେଲି, ଯେଉଁଠା ରେ ମୁଁ ଗର୍ଭ ରେ ସଞ୍ଚାରିତ ହାଇେଥିଲି, ମୁଁ ତାଙ୍କୁ ଧରି ରଖିଲି ଏବଂ ୟିବାକୁ ଦଲେି ନାହିଁ।
4 Mal passara por eles, encontrei aquele que meu coração ama. Segurei-o, e não o largarei antes que o tenha introduzido na casa de minha mãe, no quarto daquela que me concebeu.
5 ହେ ୟିରୁଶାଲମ ଚତୁପାଶର୍ବର କ୍ଷେତ୍ରସବୁ, କ୍ଷେତ୍ରର ହରିଣ ଓ କୃଷ୍ଣସାର ମୃଗଗଣର ନାମ ରେ ପ୍ରତିଜ୍ଞା କର। ଉଚିତ୍ ସମୟ ନ ହବୋ ୟାଏଁ ତୁମ୍ଭମାନେେ ପ୍ ରମେକୁ ଜାଗ୍ରତ କର ନାହିଁ।
5 - Conjuro-vos, ó filhas de Jerusalém, pelas gazelas e corças dos campos, não desperteis nem perturbeis o amor, antes que ele o queira.
6 ସିଏ କିଏ ଅଟେ। ଯେଉଁ ସ୍ତ୍ରୀ ଲୋକ ଧୂମ୍ର ସ୍ତମ୍ଭ ତୁଲ୍ଯ ପ୍ରାନ୍ତରରୁ ଆସୁଅଛି। ଗନ୍ଧରସ ଓ କୁନ୍ଦୁରୁ ରେ, ଗନ୍ଧବଣିକର ସର୍ବପ୍ରକାର ସୁଗନ୍ଧି ଚୂର୍ଣ୍ଣ ରେ ସୁବାସିତା ହାଇେ।
6 - Que é aquilo que sobe do deserto como colunas de fumaça, exalando o perfume de mirra e de incenso, e de todos os aromas dos mercadores?
7 ଦେଖ, ତାହା ଶଲୋମନଙ୍କର ଘାଡ଼ୋ ଗାଡ଼ି। ସଠାେ ରେ ଷାଠିଏ ଜଣ ଇଶ୍ରାୟେଲୀୟ ରଥକୁ ଘରେି ଅଛନ୍ତି।
7 É a liteira de Salomão, escoltada por sessenta guerreiros, sessenta valentes de Israel;
8 ସେ ସମସ୍ତେ ଖଡ୍ଗଧାରି ଓ ୟୁଦ୍ଧ ରେ ନିପୁଣ। ରାତ୍ର କାଳ ରେ ଆଶଙ୍କା ହତେୁ। ପ୍ରେତ୍ୟକକର କଟି ଦେଶ ରେ ସ୍ବ ସ୍ବ ଖଡ୍ଗ ବନ୍ଧା ଥାଏ।
8 todos hábeis manejadores de espada, e exercitados no combate; cada um deles leva a espada ao lado por causa dos terrores noturnos.
9 ଶଲୋମନ ରାଜା ଆପଣା ପାଇଁ ଲିବା ନୋନ୍ର କାଠର ଏକ ପାଲିଙ୍କି ନିର୍ମାଣ କଲେ।
9 O rei Salomão mandou fazer para si uma liteira de madeira do Líbano.
10 ସେ ତହିଁରେ ସ୍ତମ୍ଭସବୁ ରୂପାର, ତହିଁର ତଳଭାଗ ସୁବର୍ଣ୍ଣର ଓ ତହିଁର ଆସନ ବାଇଗଣି ରଙ୍ଗର ଏବଂ ତହିଁର ଭିତର ପାଖଗୁଡ଼ିକ, ପ୍ ରମେ ନିମନ୍ତେ ୟିରୁଶାଲମର ଚତୁପାଶର୍ବର ଗ୍ରାମଗୁଡ଼ିକ ସାମଗ୍ରୀ ଦ୍ବାରା ସଜ୍ଜିତ ହାଇେଥିଲା।
10 Suas colunas são feitas de prata, seu encosto de ouro, seu assento de púrpura. O interior é bordado pelo amor das filhas de Jerusalém.
11 ଆଗୋ ସିୟୋନର କନ୍ଯାଗଣ, ତୁମ୍ଭମାନେେ ବାହା ରେ ୟାଇ ମୁକୁଟ ଭୂଷିତ ଶଲୋମନ ରାଜାଙ୍କୁ ଦେଖ। ତାହାଙ୍କ ବିବାହ ଦିନ ରେ ଓ ତାହାଙ୍କ ମନର ଆନନ୍ଦ ଦିନ ରେ ତାହାଙ୍କ ମାତା ତାହାଙ୍କୁ ସହେି ମୁକୁଟ ପିନ୍ଧାଇ ଅଛନ୍ତି।
11 Saí, ó filhas de Sião, contemplai o rei Salomão, ostentando o diadema recebido de sua mãe no dia de suas núpcias, no dia da alegria de seu coração.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Cânticos 3, comparar traduções ou montar um estudo — tudo direto pelo WhatsApp.