Cânticos 2

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ମୁଁ ଶାରୋଣର ଗୋଲାପ ଏବଂ ଉପତ୍ୟକାର କଇଁ ଫୁଲ ଅଟେ।
1 Eu sou a flor que nasce na planície de Sarom, o lírio que cresce no vale. O Amado
2 ହେ ମାରେ ପ୍ରିୟେ, କଣ୍ଟକ ମଧିଅରେ ଶାେଶନ୍ ପୁଷ୍ପ ସହେିପରି ତୁମ୍ଭେ ୟୁବତୀଗଣ ମଧିଅରେ ମାରେ ପ୍ରିଯା।
2 Como um lírio entre os espinhos, assim é minha querida entre as moças. A Amada
3 ଯେପରି ବନବୃକ୍ଷମାନଙ୍କ ମଧିଅରେ ନାଗରଙ୍ଗ ବୃକ୍ଷ, ସହେିପରି ୟୁବାମାନଙ୍କ ମଧିଅରେ ପ୍ରିଯତମ।
3 Como uma macieira entre as árvores do bosque, assim é meu amado entre os rapazes. À sua sombra agradável eu me sento e saboreio seus deliciosos frutos.
4 ସେ ଆପଣା ଭୋଜନପାନର ଗୃହକୁ ମାେତେ ଆଣିଲେ। ମାେ ଉପ ରେ ପ୍ ରମେ ହିଁ ତାଙ୍କର ପତାକା ହେଲା।
4 Ele me trouxe ao salão de banquetes; seu grande amor por mim é evidente.
5 କିସ୍ମିସ୍ ପିଠା ଦଇେ ମାେତେ ଶକ୍ତିଶାଳୀ କରି ଓ ସେଓ ଦଇେ ମାେତେ ସତଜେ କରି ଦିଅ, କାରଣ ମୁଁ ପ୍ ରମେ ସହିତ ପୀଡ଼ିତା।
5 Fortaleçam-me com bolos de passas, revigorem-me com maçãs, pois desfaleço de amor.
6 ତାହାଙ୍କ ବାମହସ୍ତ ମାେ ମସ୍ତକ ତଳେ ଅଛି। ତାହାଙ୍କ ଦକ୍ଷିଣ ହସ୍ତ ମାେତେ ଆଲିଙ୍ଗନ କରେ।
6 Seu braço esquerdo está sob a minha cabeça, e o direito me abraça.
7 ହେ ୟିରୁଶାଲମ ଚତୁପାଶର୍‌ବର କ୍ଷେତ୍ରସବୁ, କ୍ଷେତ୍ରସ୍ଥିତ ହରିଣୀ ଓ ମୃଗୀଗଣର ନାମ ରେ ମାଠାେ ରେ ପ୍ରତିଜ୍ଞା କର। ଉଚିତ୍ ସମୟରେ ନ ହବୋ ପର୍ୟ୍ଯନ୍ତ ପ୍ ରମେକୁ ଜଗାଅ ନାହିଁ।
7 Prometam, ó mulheres de Jerusalém, pelas gazelas e corças selvagens, que não despertarão o amor antes do tempo.
8 ମୁଁ ମାରେ ପ୍ରିଯତମାର ରବ ଶୁଣୁ ଅଛି। ଦେଖ ସେ ପର୍ବତଗଣ ଉପ ରେ ଲୁଚି ଉପପର୍ବତଗଣ ଉପ ରେ ଡ଼ଇେଁ ଡ଼ଇେଁ ଆସୁ ଅଛନ୍ତି।
8 Ah, ouço meu amado chegando! Ele salta sobre os montes, pula sobre as colinas.
9 ମାହେର ପ୍ରିଯତମ ଏକ ହରିଣ ଓ ଏକ ତରୁଣ ମୃଗତୁଲ୍ଯ। ଦେଖ, ସେ ଝରକା ଦଇେ ଅନାଇ ଅଛନ୍ତି, ପ୍ରାଚୀର ପେଛ ଠିଆ ହାଇେଛନ୍ତି। ସେ ଜାଲି ପରତା ବାଟେ ଆପଣାକୁ ଦଖାେଉ ଅଛନ୍ତି।
9 Meu amado é como a gazela, como o jovem cervo. Vejam, lá está ele atrás do muro, observando pelas janelas, espiando por entre as grades.
10 ମାହେର ପ୍ରିଯତମ କଥା କହିଲେ ଓ ସେ ମାେତେ କହିଲେ, ହେ ମାରେ ପ୍ରିୟେ, ମାହେର ସୁନ୍ଦରୀ, ଉଠ, ବାହାରି ଆସ।
10 Meu amado me disse: “Levante-se, minha querida! Venha comigo, minha bela!
11 କାରଣ ଦେଖ ଶୀତ ଚାଲିୟାଇଛି ଓ ବୃଷ୍ଟି ବନ୍ଦ ହାଇୟୋଇଛି।
11 Veja, o inverno acabou, e as chuvas passaram.
12 ଭୂମିରେ ପୁଷ୍ପଗୁଡ଼ିକ ପ୍ରସ୍ଫୁଟିତ ହାଇେଅଛି। ପକ୍ଷୀଗଣର ଗାଯନକାଳ ଉପସ୍ଥିତ ହାଇେଛି। ଆମ୍ଭମାନଙ୍କ ଦେଶ ରେ କପୋତର ଶବ୍ଦ ଶୁଣା ଯାଉଅଛି।
12 As flores estão brotando; chegou a época das canções, e o arrulhar das pombas enche o ar.
13 ପାଚିଲା ଡ଼ିମ୍ବିରି ଫଳସବୁ ଡ଼ିମିରି ବୃକ୍ଷ ରେ ଅଙ୍କୁରିତ ହେଉଛି। ଦ୍ରାକ୍ଷାଲତା ପୁଷ୍ପିତ ହାଇେ ଏହାର ସୁବାସ ବିଚ୍ଛୁରିତ ହାଇଯୋଉଛି। ହେ ମାରେ ପ୍ରିୟେ, ମାରେ ସୁନ୍ଦରୀ, ଉଠ ଏବଂ ବାହାରକୁ ଆସ।
13 As figueiras começam a dar frutos, e as videiras perfumadas florescem. Levante-se, minha querida! Venha comigo, minha bela!”. O Amado
14 ହେ ମାରେ କପୋତି, ତୁମ୍ଭେ ଶୈଳର ଫାଟ ରେ ଗଡ଼ନ୍ତି ସ୍ଥାନର ଅନ୍ତରାଳ ରେ ଅଛ। ମାେତେ ତୁମ୍ଭ ରୂପ ଦେଖିବାକୁ ଦିଅ। ମାେତେ ତୁମ୍ଭ ରବ ଶୁଣିବାକୁ ଦିଅ। କାରଣ ତୁମ୍ଭର ରବ ସୁମିଷ୍ଟ ଓ ତୁମ୍ଭର ରୂପ ମ ନୋହର।
14 Minha pomba está escondida entre as pedras, oculta nas fendas das rochas. Mostre-me seu rosto e deixe-me ouvir sua voz. Pois sua voz é doce, e seu rosto é lindo. As mulheres de Jerusalém
15 ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରୁଥିବା େଛାଟ କୋକିଶିଆଳିଗୁଡ଼ିକୁ ଧର। କାରଣ ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ପୁଷ୍ପିତ ହାଇେଅଛି।
15 Peguem todas as raposas, as raposinhas, antes que destruam o vinhedo do amor, pois as videiras estão em flor! A Amada
16 ହେ ମାରେ ପ୍ରିଯତମ, ତୁମ୍ଭେ ମାରେ, ମୁଁ ତୁମ୍ଭର ଅଟେ। ମାରେପ୍ରିଯତମ, ସେ କଇଁଫୁଲମାନଙ୍କ ମଧିଅରେ ଆପଣା ପଲ ଚରାଉଅଛନ୍ତି।
16 Meu amado é meu, e eu sou dele; ele pastoreia entre os lírios.
17 ହେ ମାରେ ପ୍ରିଯତମ, ଯେତବେେଳେ ଦିନ ଆ ସେ ଓ ଛାଇ ତୁମ୍ଭଠାରୁ ଗଡ଼ିୟାଏ, ଫରେିଆସ, ବେଥର ପର୍ବତର ହରିଣ ଓ ମୃଗଶାବକ ତୁଲ୍ଯ ହୁଅ।
17 Antes que soprem as brisas do amanhecer, e fujam as sombras da noite, volte para mim, meu amor, como a gazela, como o jovem cervo nos montes íngremes.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Cânticos 2, comparar traduções ou montar um estudo — tudo direto pelo WhatsApp.