Cânticos 1

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 ଶ ଲୋମନଙ୍କର ପରମଗୀତର ଗୀତଗୁଡ଼ିକ।
1 cântico dos cânticos, que é de Salomão.
2 ମାେତେ ଚୁମ୍ବନ ଦିଅ। ତୁମ୍ଭ ପାଟି ରେ ମାେତେ ଚୁମ୍ବନ ଦିଅ। ତୁମ୍ଭର ପ୍ ରମେ ଦ୍ରାକ୍ଷାରସଠାରୁ ଉତ୍ତମ।
2 Beije-me ele com os beijos da sua boca; porque melhor é o teu amor do que o vinho.
3 ତୁମ୍ଭ ସୁଗନ୍ଧି ତୈଳର ସୁବାସ ଉତ୍ତମ। ତୁମ୍ଭ ନାମ ଢ଼ଳା ସୁଗନ୍ଧି ତୈଳ ସ୍ବରୂପ। ତେଣୁ କୁମାରୀଗଣ ତୁମ୍ଭକୁ ପ୍ ରମେ କରନ୍ତି।
3 Suave é o aroma dos teus ungüentos; como o ungüento derramado é o teu nome; por isso as virgens te amam.
4 ମାେତେ ଏକା ତୁମ୍ଭ ପାଖକୁ ଟାଣିନିଅ। ଆସ ଆମ୍ଭେ ଏକତ୍ରୀତ ହାଇେ ଦୌଡ଼ିବା। ରାଜା ଆପଣା ଅନ୍ତଃପୁରକୁ ମାେତେ ଆଣିଅଛନ୍ତି।
4 Leva-me tu; correremos após ti. O rei me introduziu nas suas câmaras; em ti nos regozijaremos e nos alegraremos; do teu amor nos lembraremos, mais do que do vinho; os retos te amam.
5 ଆଗୋ ୟିରୁଶାଲମର କନ୍ଯାଗଣ, ମୁଁ କଦୋରର ତମ୍ବୁ ତୁଲ୍ଯ, ଶ ଲୋମନଙ୍କର ୟବନିକା ତୁଲ୍ଯ କୃଷ୍ଣବର୍ଣ୍ଣ, ତଥାପି ସୁନ୍ଦରୀ।
5 Eu sou morena, porém formosa, ó filhas de Jerusalém, como as tendas de Quedar, como as cortinas de Salomão.
6 ମାେତେ ଦେଖ ନାହିଁ କାରଣ ସୂର୍ୟ୍ଯ ମାେତେ କଳା କରିଅଛି। ମାରେ ମାତାର ସନ୍ତାନଗଣ ମାେ ଉପ ରେ ରାଗିଥିଲେ। ସମାନେେ ମାେତେ ଦ୍ରାକ୍ଷାକ୍ଷେତ୍ର ସମୂହର ରକ୍ଷକ କଲେ। ମାତ୍ର ମୁଁ ମାରେ ନିଜ ଦ୍ରାକ୍ଷାକ୍ଷେତ୍ରର ଯତ୍ନ ନଇେ ପାରିଲି ନାହିଁ।
6 Não olheis para o eu ser morena, porque o sol resplandeceu sobre mim; os filhos de minha mãe indignaram-se contra mim, puseram-me por guarda das vinhas; a minha vinha, porém, não guardei.
7 ହେ ମାରେ ପ୍ରାଣର ପ୍ରିଯତମ, ତୁମ୍ଭେ କେଉଁଠା ରେ ଆପଣା ଗୋରୁଗାଈ ଚରାଉ ଅଛ। ମଧ୍ଯାହ୍ନ ରେ କେଉଁଠା ରେ ଶଯନ କରାଉ ଅଛ, ତାହା ମାେତେ ଜଣାଅ। ତୁମ୍ଭ ସାଙ୍ଗ ଗହଣ ରେ ମୁଁ କାହିଁକି ଜଣେ ଓଢ଼ଣା ଦେଉଥିବା ସ୍ତ୍ରୀ ଲୋକପରି ହବେି ?
7 Dize-me, ó tu, a quem ama a minha alma: Onde apascentas o teu rebanho, onde o fazes descansar ao meio-dia; pois por que razão seria eu como a que anda errante junto aos rebanhos de teus companheiros?
8 ହେ ନାରୀ, ତୁମ୍ଭେ କେତେ ସୁନ୍ଦରୀ! ନିଶ୍ଚଯ ତୁମ୍ଭେ ଜାଣ କ'ଣ କରିବାକୁ ହବେ। ମଷେମାନଙ୍କୁ ଅନୁସରଣ କର ଏବଂ ତୁମ ମଷଗେଣଙ୍କୁ ମଷେପାଳକ ତମ୍ବୁ ନିକଟରେ ଚରାଅ।
8 Se tu não o sabes, ó mais formosa entre as mulheres, sai-te pelas pisadas do rebanho, e apascenta as tuas cabras junto às moradas dos pastores.
9 ଆଗୋ ମାରେ ପ୍ରିୟେ ମୁଁ ଫାରୋର ରଥର ଅଶ୍ବିନୀ ସଙ୍ଗେ ତୁମ୍ଭର ଉପମା ଦଇେଅଛି।
9 Às éguas dos carros de Faraó te comparo, ó meu amor.
10 ତୁମ୍ଭର ଗାଲ ରେ ଗଣ୍ଡ ୟୁଗଳ, ତୁମ୍ଭ ଗଳା ଦେଶ ରେ ରତ୍ନହାର ରେ ସୁଶାେଭିତ।
10 Formosas são as tuas faces entre os teus enfeites, o teu pescoço com os colares.
11 ମୁଁ ତୁମ୍ଭ ପାଇଁ ରୂପାଭୁଣ୍ଡି ଲଗା ସୁବର୍ଣ୍ଣ ପ୍ରସ୍ତୁତ କରିବି।
11 Enfeites de ouro te faremos, com incrustações de prata.
12 ରାଜା ଭୋଜନାସନ ରେ ଉପବିଷ୍ଟ ଥିବା ବେଳେ ମାେ ଜଟାମାଂସୀର ସୁବାସ ବ୍ଯାପ୍ତ ହେଲା।
12 Enquanto o rei está assentado à sua mesa, o meu nardo exala o seu perfume.
13 ମାରେ ପ୍ରିଯତମ, ମାେ ବକ୍ଷସ୍ଥଳ ମଧିଅରେ ଥିବା ଗନ୍ଧରସ ବୃକ୍ଷର ଥୋପା ତୁଲ୍ଯ ମାେ ପ୍ରତି ଅଟନ୍ତି।
13 O meu amado é para mim como um ramalhete de mirra, posto entre os meus seios.
14 ମାେ ପ୍ରିଯତମ, ମାେ ପ୍ରତି ଐନଗଦିର ଦ୍ରାକ୍ଷା କ୍ଷେତ୍ରସ୍ଥ ହନୋ ପୁଷ୍ପ ଗୁଚ୍ଛ ତୁଲ୍ଯ ଅଟନ୍ତି।
14 Como um ramalhete de hena nas vinhas de En-Gedi, é para mim o meu amado.
15 ଆଗୋ ମାରେ ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ ଦେଖ। ତୁମ୍ଭେ ସୁନ୍ଦରୀ ଅଟ। ତୁମ୍ଭର ଆଖି କପୋତ ପରି ଅଟେ।
15 Eis que és formosa, ó meu amor, eis que és formosa; os teus olhos são como os das pombas.
16 ଦେଖ, ହେ ମାରେ ପ୍ରିଯତମା, ତୁମ୍ଭେ ସୁନ୍ଦରୀ ଅଟ, ହଁ ତୁମ୍ଭେ ମନୋଲୋଭା ଏବଂ ଆମ୍ଭମାନଙ୍କର ଶୟ୍ଯା ତାଜା ସବୁଜ ଘାସ ଅଟେ।
16 Eis que és formoso, ó amado meu, e também amável; o nosso leito é verde.
17 ଏରସ କାଠ ଆମ୍ଭମାନଙ୍କ ଗୃହର କଡ଼ି ଓ ଦବଦୋରୁ କାଠ ଆମ୍ଭମାନଙ୍କର ବର୍ଗା।
17 As traves da nossa casa são de cedro, as nossas varandas de cipreste.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Cânticos 1, comparar traduções ou montar um estudo — tudo direto pelo WhatsApp.