Colossenses 2
Oriya Bible (GL_ORIYA) vs ARA
1 ମୁଁ ଚା ହେଁ ତୁମ୍ଭମାନେେ ଜାଣିରଖ ଯେ ତୁମ୍ଭମାନଙ୍କୁ ସାହାୟ୍ଯ କରିବା ପାଇଁ ମୁଁ କଠିନ ପରିଶ୍ରମ କରୁଛି। ଏବଂ ଲାଅଦକୀଆ ରେ ଥିବା ଲୋକମାନଙ୍କୁ ଓ ମାେତେ ଦେଖି ନ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ଯ ମୁଁ ସାହାୟ୍ଯ କରିବାକୁ ଚେଷ୍ଟା କରୁଛି।
1 Gostaria, pois, que soubésseis quão grande luta venho mantendo por vós, pelos laodicenses e por quantos não me viram face a face;
2 ମୁଁ ଇଚ୍ଛା କରେ ଯେ ସମାନେେ ପ୍ ରମେ ରେ ବାନ୍ଧି ହାଇେ ଶକ୍ତିଶାଳୀ ହୁଅନ୍ତୁ। ମୁଁ ଏହା ମଧ୍ଯ ଇଚ୍ଛା କରେ ଯେ ସମାନେେ ବୋଧଶକ୍ତି ଦ୍ବାରା ପ୍ରାପ୍ତ ଦୃଢ଼ ବିଶ୍ବାସ ରେ ଧନୀ ହୁଅନ୍ତୁ। ମାରଇେଚ୍ଛା ଯେ ତୁମ୍ଭମାନେେ ପରମେଶ୍ବରଙ୍କ ଦ୍ବାରା ଜ୍ଞାତ କରାଯାଇଥିବା ଗୁପ୍ତ ସତ୍ଯ ଅର୍ଥାତ୍ ଖ୍ରୀଷ୍ଟଙ୍କୁ ପୂର୍ଣ୍ଣ ଭାବରେ ଜାଣ।
2 para que o coração deles seja confortado e vinculado juntamente em amor, e eles tenham toda a riqueza da forte convicção do entendimento, para compreenderem plenamente o mistério de Deus, Cristo,
3 ଖ୍ରୀଷ୍ଟଙ୍କଠା ରେ ଜ୍ଞାନ ଓ ବିଜ୍ଞତାର ଭଣ୍ଡାର ସୁରକ୍ଷିତ ରଖା ହାଇେଛି।
3 em quem todos os tesouros da sabedoria e do conhecimento estão ocultos.
4 ମାରେ ଏପରି କହିବା ଉଦ୍ଦେଶ୍ଯ ଯେ ତୁମ୍ଭମାନଙ୍କୁ ଯେପରି କହେି ଭଲ ବୋଲି ଜଣା ପଡ଼ୁଥିବା ଅସତ୍ଯ ଶିକ୍ଷା ଦ୍ବାରା ବିଭ୍ରାନ୍ତ କରି ନ ଦେଉ।
4 Assim digo para que ninguém vos engane com raciocínios falazes.
5 ମୁଁ ମାେ ଶରୀର ରେ ତୁମ୍ଭ ସହିତ ସଠାେରେ ନାହିଁ, କିନ୍ତୁ ମାରେଆତ୍ମା ସଠାେରେ ଅଛି। ମୁଁ ତୁମ୍ଭମାନଙ୍କ ଉତ୍ତମ ଜୀବନ ଓ ତୁମ୍ଭମାନଙ୍କର ଖ୍ରୀଷ୍ଟଙ୍କଠା ରେ ବଳିଷ୍ଠ ବିଶ୍ବାସ ଦେଖି ପ୍ରସନ୍ନ ଅଟେ।
5 Pois, embora ausente quanto ao corpo, contudo, em espírito, estou convosco, alegrando-me e verificando a vossa boa ordem e a firmeza da vossa fé em Cristo.
6 ତୁମ୍ଭେ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଗ୍ରହଣ କରିଛ। ଅତଏବ କୌଣସି ଅସ୍ଥିରଚିତ୍ତ ନ ହାଇେ ତାହାଙ୍କୁ ଅନୁସରଣ କରିଚାଲ।
6 Ora, como recebestes Cristo Jesus, o Senhor, assim andai nele,
7 ତୁମ୍ଭେ କବଳେ ତାଙ୍କ ଉପରେ ନିର୍ଭର କର। ଜୀବନ ଓ ଶକ୍ତି ତାଙ୍କଠାରୁ ଆ ସେ। ତୁମ୍ଭକୁ ସତ୍ଯର ଶିକ୍ଷା ଦିଆ ଯାଇଛି। ସହେି ସତ୍ଯ ଶିକ୍ଷା ଉପରେ ତୁମ୍ଭର ଦୃଢ଼ ଆସ୍ଥା ରହିଥିବା ଉଚିତ୍। ପରମେଶ୍ବରଙ୍କୁ ସବୁବେଳେ ଧନ୍ଯବାଦ ଦେଉଥାଅ।
7 nele radicados, e edificados, e confirmados na fé, tal como fostes instruídos, crescendo em ações de graças.
8 ସାବଧାନ ରୁହ, ଯେପରି କହେି ତୁମ୍ଭକୁ ଅନର୍ଥକ, ଅସତ୍ଯ ଚିନ୍ତାଧାରା ଓ ବାକ୍ଯ ଦ୍ବାରା ଭ୍ରାନ୍ତ ନ କରୁ। ଏହିଭଳି ଧାରଣାସବୁ ଖ୍ରୀଷ୍ଟଙ୍କଠାରୁ ନୁହେଁ, ମନୁଷ୍ଯଠାରୁ ଉତ୍ପନ୍ନ ହୁଏ। ଏହି ଧାରଣାଗୁଡ଼ିକ ହେଉଛି ସଂସାରର ଲୋକମାନଙ୍କର ମୂଲ୍ଯହୀନ ଧାରଣା।
8 Cuidado que ninguém vos venha a enredar com sua filosofia e vãs sutilezas, conforme a tradição dos homens, conforme os rudimentos do mundo e não segundo Cristo;
9 ପରମେଶ୍ବର ଖ୍ରୀଷ୍ଟଙ୍କଠା ରେ ପାର୍ଥିବ ଶରୀର ଧାରଣ କରି ବାସ କଲେ।
9 porquanto, nele, habita, corporalmente, toda a plenitude da Divindade.
10 ଖ୍ରୀଷ୍ଟଙ୍କଠା ରେ ତୁମ୍ଭେ ସମ୍ପୂର୍ଣ୍ଣ ଅଟ। ତୁମ୍ଭର ଆଉ କିଛି ଦରକାର ନାହିଁ। ସେ ହେଉଛନ୍ତି ଶାସକମାନଙ୍କର ଓ ଶକ୍ତିଗୁଡ଼ିକର ଶାସକ ବା ପ୍ରଧାନ।
10 Também, nele, estais aperfeiçoados. Ele é o cabeça de todo principado e potestade.
11 ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନେେ ଏକ ଭିନ୍ନ ପ୍ରକାରର ସୁନ୍ନତ ହାଇେଛ। ଏହି ସୁନ୍ନତ କୌଣସି ମଣିଷର ହାତ କରି ନାହିଁ। ଅର୍ଥାତ୍ ତୁମ୍ଭମାନଙ୍କୁ ତୁମ୍ଭର ପାପପୂର୍ଣ୍ଣ ଶକ୍ତିରୁ ମୁକ୍ତ କରାଯାଇଛି। ଖ୍ରୀଷ୍ଟ ଏହିଭଳି ସୁନ୍ନତ କରନ୍ତି।
11 Nele, também fostes circuncidados, não por intermédio de mãos, mas no despojamento do corpo da carne, que é a circuncisão de Cristo,
12 ତୁମ୍ଭେ ଯେତବେେଳେ ବାପ୍ତିଜିତ ହାଇେଥିଲ, ତୁମ୍ଭର ପୁରୁଣା ସ୍ବଭାବର ମୃତ୍ଯୁ ହେଲା ଓ ତୁମ୍ଭେ ଖ୍ରୀଷ୍ଟଙ୍କଠା ରେ କବର ପ୍ରାପ୍ତ ହେଲ। ସହେି ବାପ୍ତିସ୍ମ ରେ ପରମେଶ୍ବରଙ୍କ ଶକ୍ତି ରେ ତୁମ୍ଭେ ବିଶ୍ବାସ କରିଥିବା ହତେୁ ତୁମ୍ଭେ ଖ୍ରୀଷ୍ଟଙ୍କ ସହିତ ପୁଣି ପୁନରୁଥିତ ହେଲ। ଯେତବେେଳେ ଖ୍ରୀଷ୍ଟ ମୃତ୍ଯୁରୁ ପୁନର୍ଜୀବିତ ହେଲେ, ସେତବେେଳେ ପରମେଶ୍ବରଙ୍କ ଶକ୍ତି ଦଖାେ ଯାଇଥିଲା।
12 tendo sido sepultados, juntamente com ele, no batismo, no qual igualmente fostes ressuscitados mediante a fé no poder de Deus que o ressuscitou dentre os mortos.
13 ତୁମ୍ଭେ ନିଜର ପାପ ହତେୁରୁ ଏବଂ ତୁମ୍ଭର ପାପ ସ୍ବଭାବ ହତେୁ ସ୍ବାଧୀନ ନ ଥିବାରୁ ଆତ୍ମିକ ଭାବରେ ମୃତ ଥିଲ। କିନ୍ତୁ ପରମେଶ୍ବର ତୁମ୍ଭକୁ ଖ୍ରୀଷ୍ଟଙ୍କ ସହିତ ପୁନର୍ଜୀବିତ କଲେ। ଏହା ସହିତ ପରମେଶ୍ବର ଆମ୍ଭର ସମସ୍ତ ପାପଗୁଡ଼ିକୁ କ୍ଷମା ମଧ୍ଯ କଲେ।
13 E a vós outros, que estáveis mortos pelas vossas transgressões e pela incircuncisão da vossa carne, vos deu vida juntamente com ele, perdoando todos os nossos delitos;
14 ନିୟମଗୁଡ଼ିକ ପାଳନ ନ କରି ପାରିବା ଦ୍ବାରା, ଆମ୍ଭ ବିରୁଦ୍ଧ ରେ ଲଖାେ ଯାଇଥିବା ଚିଠାଟିକୁ ପରମେଶ୍ବର ବ୍ଯର୍ଥ ବୋଲି ପ୍ରମାଣିତ କରି, ଆମ୍ଭକୁ କ୍ଷମା କଲେ। ଆମ୍ଭର ବିରୁଦ୍ଧାତ୍ମକ ସହେି ଚିଠାକୁ ପରମେଶ୍ବର ନଇଗେଲେ ଓ କ୍ରୁଶ ଉପରେ ଟଙ୍ଗାଇ ଦେଲେ।
14 tendo cancelado o escrito de dívida, que era contra nós e que constava de ordenanças, o qual nos era prejudicial, removeu-o inteiramente, encravando-o na cruz;
15 ପରମେଶ୍ବର ଆତ୍ମିକ ଶାସକ ଓ ଶକ୍ତିଗୁଡ଼ିକୁ ପରାଜିତ କଲେ। କ୍ରୁଶ ଦ୍ବାରା ସେ ଏମାନଙ୍କୁ ପରାଜିତ କଲେ ଓ ନିଜେ ବିଜଯୀ ହେଲେ। ପରମେଶ୍ବର ସଂସାରକୁ ଦଖାଇେ ଦେଲେ ଯେ ସମାନେେ ଶକ୍ତିହୀନ ଅଟନ୍ତି।
15 e, despojando os principados e as potestades, publicamente os expôs ao desprezo, triunfando deles na cruz.
16 ତେଣୁ ୟିହୁଦୀମାନଙ୍କର ଖାଇବା ଓ ପିଇବା କିଅବା ବିଧିବିଧାନ, (ଅର୍ଥାତ୍ ଉତ୍ସବଗୁଡ଼ିକ ମାସର ପ୍ରତିପଦାଗୁଡ଼ିକ, ବା ବିଶ୍ରାମବାରଗୁଡ଼ିକ)289 ବିଷୟ ରେ କୌଣସି ଲୋକ ଯେପରି ନିୟମ ତିଆରି ନ କରୁ।
16 Ninguém, pois, vos julgue por causa de comida e bebida, ou dia de festa, ou lua nova, ou sábados,
17 ପୂର୍ବ କାଳ ରେ ଏଗୁଡ଼ିକ ଭବିଷ୍ଯତ ରେ ଘଟିବାକୁ ଯାଉଥିବା ଘଟଣାଗୁଡ଼ିକର ଛାଯା ମାତ୍ର ଥିଲା। କିନ୍ତୁ ଯାହା ସବୁ ଘଟିବାକୁ ଥିଲା, ସଗେୁଡ଼ିକର ବାସ୍ତବରୂପ ହେଉଛନ୍ତି ଖ୍ରୀଷ୍ଟ।
17 porque tudo isso tem sido sombra das coisas que haviam de vir; porém o corpo é de Cristo.
18 କେତକେ ଲୋକ, ନିଜକୁ ନମ୍ର ବୋଲି ଦଖାେନ୍ତି ଓ ସ୍ବର୍ଗଦୂତମାନଙ୍କୁ ପୂଜା କରିବାକୁ ଭଲ ପାଆନ୍ତି। ସମାନେେ ସବୁବେଳେ ଦେଖିଥିବା ଦର୍ଶନ ବିଷୟ ରେ କଥାବାର୍ତ୍ତା କରନ୍ତି। ଏଭଳି ଲୋକଙ୍କୁ କହିବାକୁ ପ୍ରଶ୍ରୟ ଦିଅ ନାହିଁ ଯେ, ତୁମ୍ଭମାନେେ ଦର୍ଶନ କରୁ ନାହଁ, ସ୍ବର୍ଗଦୂତମାନଙ୍କ ପୂଜା କରୁ ନାହଁ, ସେଥିପାଇଁ ତୁମ୍ଭେ ଭୁଲ୍ । ଏହି ଲୋକ ପ୍ରକୃତ ରେ କବଳେ ମନୁଷ୍ଯମାନଙ୍କ ବିଚାର ରେ ବୁଡ଼ି ରହିଥିବାରୁ ଓ ପରମେଶ୍ବରଙ୍କ କଥା ବିଚାର ନ କରୁଥିବାରୁ ବୃଥା ରେ ଗର୍ବ କରନ୍ତି।
18 Ninguém se faça árbitro contra vós outros, pretextando humildade e culto dos anjos, baseando-se em visões, enfatuado, sem motivo algum, na sua mente carnal,
19 ସମାନେେ ନିଜକୁ ମସ୍ତକ ରୂପ ଖ୍ରୀଷ୍ଟଙ୍କ ଅଧୀନ ରେ ରଖନ୍ତି ନାହିଁ। ସଂମ୍ପୂର୍ଣ୍ଣ ଶରୀର, ଖ୍ରୀଷ୍ଟଙ୍କ ଉପରେ ନିର୍ଭରଶୀଳ। ଖ୍ରୀଷ୍ଟଙ୍କ ପାଇଁ ଶରୀରର ସମସ୍ତ ସଦସ୍ଯ ପରସ୍ପରକୁ ସାହାୟ୍ଯ କରନ୍ତି ଓ ପରସ୍ପରର ଯତ୍ନ ନିଅନ୍ତି। ଏହା ଶରୀରର ସମସ୍ତ ଅଙ୍ଗଗୁଡ଼ିକୁ ଏକାଠି ଧରି ରେଖ ଓ ଶକ୍ତି ପ୍ରଦାନ କରେ। ଅତଏବ ପରମେଶ୍ବରଙ୍କ ଇଚ୍ଛାନୁସା ରେ ଶରୀର ବୃଦ୍ଧି ପାଏ।
19 e não retendo a cabeça, da qual todo o corpo, suprido e bem-vinculado por suas juntas e ligamentos, cresce o crescimento que procede de Deus.
20 ତୁମ୍ଭେ ଖ୍ରୀଷ୍ଟଙ୍କ ସହିତ ମୃତ୍ଯୁ ବରଣ କରିଛ ଓ ଜଗତର ଅସାର ନିୟମଗୁଡ଼ିକରୁ ମୁକ୍ତ କରାଯାଇଛ। ତଥାପି ତୁମ୍ଭେ ନିଜକୁ ଜଗତର ଲୋକ ବୋଲି ଭାବି କାହିଁକି ଏବେ ମଧ୍ଯ ଏପରି ବ୍ଯବହାର କରୁଛ ? ତୁମ୍ଭେ ନିମ୍ନ ନିୟମଗୁଡ଼ିକ କ'ଣ ପାଇଁ ପାଳନ କରୁଛ :
20 Se morrestes com Cristo para os rudimentos do mundo, por que, como se vivêsseis no mundo, vos sujeitais a ordenanças:
21 ଏହା ଖାଅ ନାହିଁ।, ତାହା ଚାଖ ନାହିଁ।, ସେ ଜିନିଷକୁ ଛୁଅଁ ନାହିଁ।
21 não manuseies isto, não proves aquilo, não toques aquiloutro,
22 ଏହି ଜାଗତିକ ନିୟମଗୁଡ଼ିକ ସହେିସବୁ ବିଷୟ ରେ ଅଟେ, ଯାହା କି ବ୍ଯବହାର ହବୋ ପରେ ନଷ୍ଟ ହାଇଯୋଆନ୍ତି। ସହେି ଆଦେଶ ଓ ଶିକ୍ଷାଗୁଡ଼ିକ ମନୁଷ୍ଯମାନଙ୍କଠାରୁ, ପରମେଶ୍ବରଙ୍କଠାରୁ ନୁହେଁ।
22 segundo os preceitos e doutrinas dos homens? Pois que todas estas coisas, com o uso, se destroem.
23 ଏହି ବ୍ଯବସ୍ଥାଗୁଡ଼ିକ ଜ୍ଞାନପୂର୍ଣ୍ଣ ଜଣା ପଡ଼ୁଥିଲେ ମଧ୍ଯ ମନୁଷ୍ଯ ଦ୍ବାରା ଗଠନ କରାଯାଇଥିବା ଧର୍ମର ଗୋଟିଏ- ଗୋଟିଏ ଅଂଶ, ଯାହା ଦ୍ବାରା ଲୋକେ ନମ୍ର ବୋଲି ଛଳନା କରନ୍ତି ଓ ନିଜର ଶରୀରକୁ ତାଡ଼ନା କରନ୍ତି। କିନ୍ତୁ ଏହି ନିୟମଗୁଡ଼ିକ ସମାନଙ୍କେୁ ସମାନଙ୍କେର ପାପ ସ୍ବଭାବ ଓ ମନ୍ଦ କାର୍ୟ୍ଯରୁ ଦୂର ରେ ରହିବା ପାଇଁ ସାହାୟ୍ଯ କରେ ନାହିଁ।
23 Tais coisas, com efeito, têm aparência de sabedoria, como culto de si mesmo, e de falsa humildade, e de rigor ascético; todavia, não têm valor algum contra a sensualidade.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Colossenses 2, comparar traduções ou montar um estudo — tudo direto pelo WhatsApp.