Atos 8

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 ସ୍ତିଫାନଙ୍କ ମୃତ୍ଯୁ ଯେ ଯଥାର୍ଥ, ଏହା ଶାଉଲ ସମର୍ଥନ କରିଥିଲେ।
1 E também Saulo consentiu na morte dele. E fez-se naquele dia uma grande perseguição contra a igreja que estava em Jerusalém; e todos foram dispersos pelas terras da Judéia e de Samaria, exceto os apóstolos.
2 କେତକେ ନିଷ୍ଠାପର ଲୋକ ସ୍ତିଫାନଙ୍କୁ କବର ଦେଲେ ଓ ତାହାଙ୍କ ପାଇଁ ବହୁତ କାନ୍ଦିଲେ। ସହେିଦିନ ୟିରୂଶାଲମ ରେ ଥିବା ବିଶ୍ବାସୀମାନଙ୍କ ବିରୁଦ୍ଧ ରେ ଗୋଟିଏ ଭୀଷଣ ତାଡ଼ନା ହେଲା। ପ୍ ରରେିତମାନଙ୍କ ବ୍ଯତୀତ ଅନ୍ୟ ସମସ୍ତ ବିଶ୍ବାସୀ ୟିହୂଦା ଓ ଶମିରୋଣ ଦେଶର ବିଭିନ୍ନ ସ୍ଥାନ ରେ ଛିନ୍ନଭିନ୍ନ ହାଇଗେଲେ।
2 E uns homens piedosos foram enterrar Estêvão, e fizeram sobre ele grande pranto.
3 କିନ୍ତୁ ଶାଉଲ ଘ ରେ ଘ ରେ ପଶି ପୁରୁଷ ଓ ସ୍ତ୍ରୀମାନଙ୍କୁ ଟାଣି ଆଣି କାରାଗାର ରେ ରଖିଲେ ଓ ମଣ୍ଡଳୀ ଧ୍ବଂସ କରିବା ପାଇଁ ଚେଷ୍ଟା କଲେ।
3 E Saulo assolava a igreja, entrando pelas casas; e, arrastando homens e mulheres, os encerrava na prisão.
4 ଯେଉଁମାନେ ଛିନ୍ନ ଭିନ୍ନ ହାଇଯୋଇଥିଲେ, ସହେି ଲୋକମାନେ ଚ଼ାରିଆଡ଼େ ଯାଇ ସୁସମାଚ଼ାର କହିଲେ।
4 Mas os que andavam dispersos iam por toda a parte, anunciando a palavra.
5 ଫିଲିପ୍ପ ଶମିରୋଣ ନଗରକୁ ଯାଇ ଖ୍ରୀଷ୍ଟଙ୍କ ବିଷୟ ରେ ସମାନଙ୍କେ ନିକଟରେ ପ୍ରଚ଼ାର କଲେ।
5 E, descendo Filipe à cidade de Samaria lhes pregava a Cristo.
6 ସଠାେକାର ଲୋକମାନେ ଫିଲିପ୍ପଙ୍କର କଥା ଶୁଣିଲେ ଓ ତାହାଙ୍କ ଦ୍ବାରା କରାଯାଇଥିବା ଆଶ୍ଚର୍ୟ୍ଯ କାର୍ୟ୍ଯ ସବୁ ଦେଖି ତାହାଙ୍କ କଥା ରେ ଅଧିକ ମନ ଦେଲେ।
6 E as multidões unanimemente prestavam atenção ao que Filipe dizia, porque ouviam e viam os sinais que ele fazia;
7 ବହୁତ ଲୋକଙ୍କ ଭିତ ରେ ଭୂତମାନେ ଥିଲେ। କିନ୍ତୁ ସମାନଙ୍କେୁ ବାହାର କରି ଦେଲେ। ବାହାରକୁ ଆସିବା ବେଳେ ଭୂତମାନେ ଉଚ୍ଚସ୍ବର ରେ ପାଟି କରୁଥିଲେ। ବହୁତ ପକ୍ଷାଘାତୀ ଏବଂ େଛାଟ ଲୋକ ମଧ୍ଯ ଫିଲିପ୍ପଙ୍କ ଦ୍ବାରା ଆରୋଗ୍ୟ ହେଲେ।
7 Pois que os espíritos imundos saíam de muitos que os tinham, clamando em alta voz; e muitos paralíticos e coxos eram curados.
8 ଏଥି ୟୋଗୁ, ସେ ନଗରର ଲୋକମାନେ ବହୁତ ଖୁସି ହେଲେ।
8 E havia grande alegria naquela cidade.
9 ସହେି ନଗର ରେ ଶିମାନେ ନାମକ ଜଣେ ଲୋକ ଥିଲା। ଫିଲିପ୍ପ ସଠାେକୁ ଆସିବା ପୂର୍ବରୁ ଶିମାନେ ଯାଦୁଖଳେ ଦଖାଇେ ଶମିରୋଣର ବାସିନ୍ଦାମାନଙ୍କୁ ବିସ୍ମିତ କରିଦଇେଥିଲା। ସେ ନିଜକୁ ବଡ଼ ମହାପୁରୁଷ ବୋଲି କହୁଥିଲା।
9 E estava ali um certo homem, chamado Simão, que anteriormente exercera naquela cidade a arte mágica, e tinha iludido o povo de Samaria, dizendo que era uma grande personagem;
10 ତେଣୁ ସାନ ଠାରୁ ବଡ଼ ପର୍ୟ୍ଯନ୍ତ ସମସ୍ତେ ଶିମାନଙ୍କେ ପ୍ରତି ଧ୍ଯାନ ଦେଲେ। ଲୋକେ କହିଲେ, ଏହି ଲୋକଠା ରେ ପରମେଶ୍ବରଙ୍କ ଶକ୍ତି ଅଛି। ଯାହାକୁ କି 'ମହାନ ଶକ୍ତି' ବୋଲି କୁହାୟାଏ।
10 Ao qual todos atendiam, desde o menor até ao maior, dizendo: Este é a grande virtude de Deus.
11 ଶିମାନେ ଲୋକମାନଙ୍କୁ ବହୁତ ସମୟ ପର୍ୟ୍ଯନ୍ତ ଯାଦୁ ବିଦ୍ଯା ରେ ମୁଗ୍ଧ କରିପାରୁଥିବା କଥା ସମସ୍ତେ ଶୁଣିଲେ।
11 E atendiam-no, porque já desde muito tempo os havia iludido com artes mágicas.
12 କିନ୍ତୁ ଯେତବେେଳେ ସମାନେେ ଫିଲିପ୍ପଙ୍କଠାରୁ ପରମେଶ୍ବରଙ୍କ ରାଜ୍ଯ ଓ ଯୀଶୁଖ୍ରୀଷ୍ଟଙ୍କ ଶକ୍ତି ବିଷୟକ ସୁସମ୍ବାଦ ଶୁଣିଲେ, ସେତବେେଳେ ସମାନେେ ଫିଲିପ୍ପଙ୍କ କଥା ରେ ବିଶ୍ବାସ କରି ବାପ୍ତିଜିତ ହେଲେ।
12 Mas, como cressem em Filipe, que lhes pregava acerca do reino de Deus, e do nome de Jesus Cristo, se batizavam, tanto homens como mulheres.
13 ଶିମାନେ ନିଜେ ମଧ୍ଯ ଏହା ବିଶ୍ବାସ କଲେ ଓ ବାପ୍ତିଜିତ ହାଇେ ଫିଲିପ୍ପଙ୍କ ସହିତ ରହିଲେ। ସେ ଅସଧାରଣ, ଆଶ୍ଚର୍ୟ୍ଯପୂର୍ଣ୍ଣ କାର୍ୟ୍ଯ ଓ ଚ଼ିହ୍ନମାନ ଦେଖି ବିସ୍ମିତ ହେଲେ।
13 E creu até o próprio Simão; e, sendo batizado, ficou de contínuo com Filipe; e, vendo os sinais e as grandes maravilhas que se faziam, estava atônito.
14 ପ୍ ରରେିତମାନେ ୟିରୂଶାଲମ ରେ ଶୁଣିଲେ ଯେ, ଶମିରୋଣର ଲୋକ ପରମେଶ୍ବରଙ୍କ ବାକ୍ଯ ଗ୍ରହଣ କରିଛନ୍ତି। ତେଣୁ ସମାନେେ ପିତର ଓ ଯୋହନଙ୍କୁ ସମାନଙ୍କେ ପାଖକୁ ପଠାଇଲେ।
14 Os apóstolos, pois, que estavam em Jerusalém, ouvindo que Samaria recebera a palavra de Deus, enviaram para lá Pedro e João.
15 ପିତର ଓ ଯୋହନ ସଠାେରେ ପହଞ୍ଚି ଶମିରୋଣ ବାସିନ୍ଦାମାନଙ୍କ ପାଇଁ ପ୍ରାର୍ଥନା କଲେ ଯେପରିକି ସମାନେେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରି ପାରିବେ।
15 Os quais, tendo descido, oraram por eles para que recebessem o Espírito Santo
16 ସମାନେେ କବଳେ ପ୍ରଭୁ ଯୀଶୁଙ୍କ ନାମ ରେ ବାପ୍ତିଜିତ ହାଇେଥିଲେ। କିନ୍ତୁ ସେ ପର୍ୟ୍ଯନ୍ତ କାହା ଉପରେ ପବିତ୍ର ଆତ୍ମା ଅଧିଷ୍ଠିତ ହାଇେ ନଥିଲେ।
16 (Porque sobre nenhum deles tinha ainda descido; mas somente eram batizados em nome do Senhor Jesus).
17 ତା'ପରେ ପ୍ ରରେିତମାନେ ଲୋକମାନଙ୍କ ଉପରେ ନିଜ ହୀତ ରଖିବାରୁ ସମାନେେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କଲେ।
17 Então lhes impuseram as mãos, e receberam o Espírito Santo.
18 ପ୍ ରରେିତମାନଙ୍କ ହାତ ରଖିବା ଦ୍ବାରା ପବିତ୍ର ଆତ୍ମା ପ୍ରାପ୍ତ ହବୋ ଶିମାନେ ଦେଖିଲା। ତେଣୁ ଶିମାନେ ପ୍ ରରେିତମାନଙ୍କୁ ଟଙ୍କା ଯାଚି କହିଲା,
18 E Simão, vendo que pela imposição das mãos dos apóstolos era dado o Espírito Santo, lhes ofereceu dinheiro,
19 ମାେତେ ମଧ୍ଯ ଏହି ଶକ୍ତି ଦିଅ, ଯେପରିକି ମୁଁ ଯାହା ଉପରେ ହାତ ରଖିବି, ସେ ପବିତ୍ର ଆତ୍ମା ପାଇପାରିବ।
19 Dizendo: Dai-me também a mim esse poder, para que aquele sobre quem eu puser as mãos receba o Espírito Santo.
20 ପିତର ତାହାକୁ କହିଲେ, ତୁମ୍ଭେ ଓ ତୁମ୍ଭର ଟଙ୍କା ସବୁଦିନ ପାଇଁ ନଷ୍ଟ ହାଇଯୋଉ, କାରଣ ତୁମ୍ଭେ ଭାବିଲ ଯେ, ପରମେଶ୍ବରଙ୍କ ଦାନ ଟଙ୍କା ରେ କିଣି ହବେ।
20 Mas disse-lhe Pedro: O teu dinheiro seja contigo para perdição, pois cuidaste que o dom de Deus se alcança por dinheiro.
21 ପରମେଶ୍ବରଙ୍କ ପ୍ରତି ତୁମ୍ଭର ହୃଦୟ ନିର୍ମଳ ନଥିବାରୁ ତୁମ୍ଭେ ଆମ୍ଭ ସହିତ ଓ କାମ ରେ ଭାଗ ନଇେ ପାରିବ ନାହିଁ।
21 Tu não tens parte nem sorte nesta palavra, porque o teu coração não é reto diante de Deus.
22 ତେଣୁ ତୁମ୍ଭ ହୃଦୟ ପରିବର୍ତ୍ତନ କର ଓ ତୁମ୍ଭର ଏହି ଦୁଷ୍କର୍ମରୁ ବିମୁଖ ହାଇେ ପ୍ରଭୁଙ୍କୁ ପ୍ରାର୍ଥନା କର। ହୁଏତ ପରମେଶ୍ବର ତୁମ୍ଭର ହୃଦୟ ରେ ଥିବା ପାପ ଚ଼ିନ୍ତାକୁ କ୍ଷମା କରିପାରନ୍ତି।
22 Arrepende-te, pois, dessa tua iniqüidade, e ora a Deus, para que porventura te seja perdoado o pensamento do teu coração;
23 ମୁଁ ଦେଖୁଛି, ତୁମ୍ଭ ମନ ରେ ତିକ୍ତତା ପୁରି ରହିଛ ଓ ପାପ ତୁମ୍ଭ ଉପରେ କତ୍ତୃର୍ତ୍ବ କରୁଛି।
23 Pois vejo que estás em fel de amargura, e em laço de iniqüidade.
24 ଶିମାନେ ଉତ୍ତର ଦଲୋ, ତୁମ୍ଭେ କହିଥିବା କୌଣସି କଥା ଯେପରି ମାେ ପ୍ରତି ଘଟିବ ନାହିଁ, ସେଥିପାଇଁ ତୁମ୍ଭେ ଦୁ ହେଁ ମାେ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର।
24 Respondendo, porém, Simão, disse: Orai vós por mim ao Senhor, para que nada do que dissestes venha sobre mim.
25 ପ୍ ରରେିତମାନେ ଶମିରୋଣର ଅନକେ ଗ୍ରାମ ରେ ଶୁଭସମାଚ଼ାର କହି ୟିରୂଶାଲମକୁ ଫରେିଗଲେ। ସମାନେେ ଫରେିବା ସମୟରେ ଶମିରୋଣୀୟମାନଙ୍କର ବହୁତ ଗ୍ରାମ ରେ ସୁସମାଚ଼ାର ପ୍ରଚ଼ାର କଲେ।
25 Tendo eles, pois, testificado e falado a palavra do Senhor, voltaram para Jerusalém e em muitas aldeias dos samaritanos anunciaram o evangelho.
26 ପ୍ରଭୁଙ୍କର ଜଣେ ସ୍ବର୍ଗଦୂତ ଫିଲିପ୍ପଙ୍କୁ କହିଲେ, ପ୍ରସ୍ତୁତ ହୁଅ। ୟିରୁଶାଲମରୁ ମରୁଭୂମି ଦଇେ ଯେଉଁ ରାସ୍ତା ଗଜ୍ଜାକୁ ଯାଉଅଛି, ସହେି ରାସ୍ତା ରେ ଯାଅ।
26 E o anjo do Senhor falou a Filipe, dizendo: Levanta-te, e vai para o lado do sul, ao caminho que desce de Jerusalém para Gaza, que está deserta.
27 ଫିଲିପ୍ପ ପ୍ରସ୍ତୁତ ହାଇେ ବାହାରିଲେ। ସହେି ରାସ୍ତା ରେ ଜଣେ ନପୁଂସକ ସଙ୍ଗ ରେ ଦଖାେ ହେଲା। ସହେି ନଫୁସକ ଇଥିଓପିଆରୁ ଆସିଥିଲେ। ସେ କାଣ୍ଡାକି ନାମ୍ନୀ ରାଣୀଙ୍କର ଜଣେ ଉଚ୍ଚ ପଦସ୍ଥ କର୍ମଚ଼ାରୀ ଥିଲେ। ସେ ତାହାଙ୍କର ସମସ୍ତ ସମ୍ପତ୍ତିର ଦାଯିତ୍ବ ରେ ଥିଲେ। ନଫୁସକ ଜଣକ ଉପାସନା କରିବା ପାଇଁ ୟିରୂଶାଲମକୁ ଯାଇଥିଲେ।
27 E levantou-se, e foi; e eis que um homem etíope, eunuco, mordomo-mor de Candace, rainha dos etíopes, o qual era superintendente de todos os seus tesouros, e tinha ido a Jerusalém para adoração,
28 ସେ ରଥରେ ବସି ଫରେିବା ସମୟରେ ଭାବବାଦୀ ୟିଶାଇୟଙ୍କର ପୁସ୍ତକରୁ ପଢ଼ୁଥିଲେ।
28 Regressava e, assentado no seu carro, lia o profeta Isaías.
29 ସେତବେେଳେ ପବିତ୍ର ଆତ୍ମା ଫିଲିପ୍ପଙ୍କୁ କହିଲେ, ତୁମ୍ଭେ ସେ ରଥ ପାଖକୁ ଯାଇ ସଠାେରେ ରୁହ।
29 E disse o Espírito a Filipe: Chega-te, e ajunta-te a esse carro.
30 ଫିଲିପ୍ପ ରଥ ପାଖକୁ ଯାଇ ତାହାଙ୍କୁ ୟିଶାଇୟ ଭାବବାଦୀଙ୍କର ପୁସ୍ତକ ପଢ଼ିବାର ଶୁଣିଲେ। ସେ ତାହାଙ୍କୁ ପଚ଼ାରିଲେ, ତୁମ୍ଭେ ଯାହା ପଢ଼ୁଛ, ତାହା କ'ଣ ବୁଝିପାରୁଛ?
30 E, correndo Filipe, ouviu que lia o profeta Isaías, e disse: Entendes tu o que lês?
31 ସେ ନଫୁସକ କହିଲେ, ଯଦି କହେି ଏହା ବୁଝିବାକୁ ସାହାୟ୍ଯ କରିବେ ନାହିଁ, ତବେେ ମୁଁ ଏହା କିପରି ବୁଝିବି? ତେଣୁ ସେ ଫିଲିପ୍ପଙ୍କୁ ରଥରେ ଚ଼ଢ଼ି ନିଜ ପାଖ ରେ ବସିବାପାଇଁ ଅନୁ ରୋଧ କଲେ।
31 E ele disse: Como poderei entender, se alguém não me ensinar? E rogou a Filipe que subisse e com ele se assentasse.
32 ସେ ଶାସ୍ତ୍ରର ପାଠ କରିଥିବା ଅଂଶ ଏହା ଥିଲା:
32 E o lugar da Escritura que lia era este: Foi levado como a ovelha para o matadouro; e, como está mudo o cordeiro diante do que o tosquia, Assim não abriu a sua boca.
33 ତାହାଙ୍କୁ ଅପମାନିତ କରାଗଲା ଓ ତାହାଙ୍କର ସମସ୍ତ ଅଧିକାର କାଢ଼ି ନିଆଗଲା। ଏହି ପୃଥିବୀ ରେ ତାହାଙ୍କର ଜୀବନକାଳ ଶଷେ ହେଲା। କିଏ ତାହାଙ୍କ ବଂଶ ବିଷୟ ରେ କଥାବାର୍ତ୍ତା କରିବ?ୟିଶାଇୟ 53:7-8
33 Na sua humilhação foi tirado o seu julgamento; E quem contará a sua geração? Porque a sua vida é tirada da terra.
34 ନଫୁସକ ଫିଲିପ୍ପଙ୍କୁ କହିଲେ, ମାେତେ ଦୟାକରି କୁହ, କାହା ବିଷୟ ରେ ଭବିଷ୍ଯଦ୍ବକ୍ତା ଏହା କହୁଛନ୍ତି? ସେ ତାହାଙ୍କ ନିଜ ବିଷୟ ରେ କହୁଛନ୍ତି ନା ଆଉ କାହା ବିଷୟ ରେ କହୁଛନ୍ତି?
34 E, respondendo o eunuco a Filipe, disse: Rogo-te, de quem diz isto o profeta? De si mesmo, ou de algum outro?
35 ତା'ପରେ ଫିଲିପ୍ପ ଶାସ୍ତ୍ରର ସହେି ବାକ୍ଯରୁ ଆରମ୍ଭ କରି ଯୀଶୁଙ୍କର ସୁସମାଚ଼ାର ପର୍ୟ୍ଯନ୍ତ ତାହାଙ୍କୁ କହିଲେ।
35 Então Filipe, abrindo a sua boca, e começando nesta Escritura, lhe anunciou a Jesus.
36 ସମାନେେ ଏହିପରି ଯାଉ ଯାଉ ଜଳଥିବା ଗୋଟିଏ ଜାଗା ରେ ପହନ୍ଚିଲେ, ଓ ନଫୁସକ ଜଣକ କହିଲେ, ଦେଖ, ଏଠା ରେ ତ ଜଳ ଅଛି।
36 E, indo eles caminhando, chegaram ao pé de alguma água, e disse o eunuco: Eis aqui água; que impede que eu seja batizado?
37 ଏବେ ମାରେ ବାପ୍ତିଜିତ ହବୋର କିଛି ଅସୁବିଧା ଅଛି କି?
37 E disse Filipe: É lícito, se crês de todo o coração. E, respondendo ele, disse: Creio que Jesus Cristo é o Filho de Deus.
38 ତା'ପରେ ସେ ରଥ ରଖିବାକୁ ଆଦେଶ ଦେଲେ। ତା'ପରେ ଫିଲିପ୍ପ ଓ ନଫୁସକ ଦୁ ହେଁ ଜଳ ଭିତରକୁ ଓହ୍ଲାଇ ଗଲେ ଓ ଫିଲିପ୍ପ ତାହାଙ୍କୁ ବାପ୍ତିସ୍ମ ଦେଲେ.
38 E mandou parar o carro, e desceram ambos à água, tanto Filipe como o eunuco, e o batizou.
39 ସମାନେେ ଦୁ ହେଁ ଜଳ ଭିତରୁ ଉଠି ଆସିବା ପରେ ପ୍ରଭୁଙ୍କର ଆତ୍ମା ଫିଲିପ୍ପଙ୍କୁ ନଇଗେଲେ। ନଫୁସକ ତାହାଙ୍କୁ ଆଉ ଦେଖିପାରିଲେ ନାହିଁ। ସେ ଖୁସି ରେ ତାହାଙ୍କ ବାଟରେ ଚ଼ାଲିଗଲେ।
39 E, quando saíram da água, o Espírito do Senhor arrebatou a Filipe, e não o viu mais o eunuco; e, jubiloso, continuou o seu caminho.
40 କିନ୍ତୁ ଫିଲିପ୍ପ ଅଷ୍ଦୋଦ ନଗର ରେ ଦଖାଦେେଲେ ଓ କାଇସରୀଆ ନଗରକୁ ୟିବା ବାଟରେ ସବୁ ସହର ରେ ଲୋକମାନଙ୍କୁ ସୁସମାଚ଼ାର ପ୍ରଚ଼ାର କରି ଚ଼ାଲିଲେ।
40 E Filipe se achou em Azoto e, indo passando, anunciava o evangelho em todas as cidades, até que chegou a Cesaréia.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Atos 8, comparar traduções ou montar um estudo — tudo direto pelo WhatsApp.