Atos 6

Oriya Bible (GL_ORIYA) vs ARIB

Sair da comparação
ARIB Almeida Revisada Imprensa Bíblica
1 ଏହି ସମୟ ମଧିଅରେ ଶିଷ୍ଯମାନଙ୍କ ସଂଖ୍ଯା ବଢ଼ିଗଲା। ସେତବେେଳେ ଗ୍ରୀକ୍ ଭାଷା କହୁଥିବା ଯିହୂଦୀମାନେ ଏବ୍ରୀଭାଷା କହୁଥିବା ଯିହୂଦୀମାନଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ। ସମାନଙ୍କେ ବିଧବାମାନଙ୍କୁ ଉଚିତ ପରିମାଣ ରେ ଖାଦ୍ୟ ବଣ୍ଟା ନ ଯାଉଥିବା କାରଣରୁ ଏପରି ବଚସା ହେଲା।
1 Ora, naqueles dias, crescendo o número dos discípulos, houve uma murmuração dos helenistas contra os hebreus, porque as viúvas daqueles estavam sendo esquecidas na distribuição diária.
2 ତେଣୁ ପ୍ ରରେିତମାନେ ସଂମ୍ପୂର୍ଣ୍ଣ ଶିଷ୍ଯ ମଣ୍ଡଳୀକୁ ଡ଼ାକି କହିଲେ, ଆମ୍ଭେ ପରମେଶ୍ବରଙ୍କର ବାକ୍ଯ ପ୍ରଚାର ରେ ଅବ ହଳୋ କରିବା ଠିକ୍ ହବେନାହିଁ। ଖାଦ୍ୟ ବଣ୍ଟନ ରେ ସମୟ ଦବୋ ଅପେକ୍ଷା ପ୍ରଚାର କାର୍ୟ୍ଯ ଚାଲୁ ରଖିବା ଆମ୍ଭପକ୍ଷେ ଯଥାର୍ଥ ହବେ।
2 E os doze, convocando a multidão dos discípulos, disseram: Não é razoável que nós deixemos a palavra de Deus e sirvamos às mesas.
3 ଏଥିପାଇଁ ହେ ଭାଇମାନେ, ତୁମ୍ଭମାନେେ ନିଜ ଭିତରୁ ସାତ ଜଣ ପୁରୁଷଙ୍କୁ ବାଛ। ସମାନେେ ଯେପରି ଲୋକମାନଙ୍କ ଦୃଷ୍ଟିରୁ ଉତ୍ତମ, ପବିତ୍ର ଆତ୍ମା ଓ ଜ୍ଞାନ ରେ ପୂର୍ଣ୍ଣ ହାଇେଥିବେ। ଆମ୍ଭମାନେେ ସମାନଙ୍କେୁ ଏହି କାମ କରିବାପାଇଁ ଦବେୁ।
3 Escolhei, pois, irmãos, dentre vós, sete homens de boa reputação, cheios do Espírito Santo e de sabedoria, aos quais encarreguemos deste serviço.
4 ତବେେ ଆମ୍ଭମାନେେ ଆମ୍ଭର ସମସ୍ତ ସମୟ ଶିକ୍ଷାଦାନ ଓ ପ୍ରାର୍ଥନା ରେ ଦଇପୋରିବୁ।
4 Mas nós perseveraremos na oração e no ministério da palavra.
5 ସହେି ଦଳର ସମସ୍ତେ ଏହି ଚ଼ିନ୍ତାଧାରାକୁ ପସନ୍ଦ କଲେ। ସମାନେେ ନିଜ ମଧ୍ଯରୁ ସ୍ତିଫାନ, ଯେ କି ପବିତ୍ର ଆତ୍ମା ଓ ବିଶ୍ବାସ ରେ ପରିପୂର୍ଣ୍ଣ ଥିଲେ, ଫିଲିପ୍ପ, ପ୍ରଖର, ନୀକାନୋର, ତୀମାନେ, ପାର୍ମନା ଓ ନୀକଲାୟ। ସେ ଆନ୍ତିୟଖିଅରୁ ଆସିଥିଲେ ଓ ଯିହୂଦୀ ଧର୍ମରୁ ଧର୍ମାନ୍ତରୀତ ହାଇେଥିଲେ ମନୋନୀତ କଲେ ା
5 O parecer agradou a todos, e elegeram a Estevão, homem cheio de fé e do Espírito Santo, Filipe, Prócoro, Nicanor, Timão, Pármenas, e Nicolau, prosélito de Antioquia,
6 ସମାନେେ ଏହି ଲୋକମାନଙ୍କୁ ପ୍ ରରେିତମାନଙ୍କ ପାଖ ରେ ଉପସ୍ଥିତ କରାଇଲେ। ପ୍ ରରେିତମାନେ ପ୍ରାର୍ଥନା କରି ସମାନଙ୍କେ ଉପରେ ହାତ ରଖିଲେ।
6 e os apresentaram perante os apóstolos; estes, tendo orado, lhes impuseram as mãos.
7 ଏହିପରି ଭାବରେ ପରମେଶ୍ବରଙ୍କର ବାକ୍ଯ ଚ଼ାରିଆଡ଼େ ବ୍ଯାପିଗଲା। ୟିରୂଶାଲମ ରେ ଶିଷ୍ଯମାନଙ୍କର ସଂଖ୍ଯା ବହୁତ ବଢ଼ିଗଲା। ଏପରିକି ଯିହୂଦୀ ଯାଜକମାନଙ୍କ ମଧ୍ଯରୁ ଅନକେ ବିଶ୍ବାସ କଲେ ଓ ପାଳନ କଲେ।
7 E divulgava-se a palavra de Deus, de sorte que se multiplicava muito o número dos discípulos em Jerusalém e muitos sacerdotes obedeciam à fé.
8 ସ୍ତିଫାନ ପରମେଶ୍ବରଙ୍କଠାରୁ ପ୍ରାପ୍ତ ଅନୁଗ୍ରହ ଓ ଶକ୍ତି ରେ ପରିପୂର୍ଣ୍ଣ ଥିଲେ। ସେ ଲୋକମାନଙ୍କ ମଧିଅରେ ବିଭିନ୍ନ ପ୍ରକାରର ଆଶ୍ଚର୍ୟ୍ଯ କର୍ମ କରୁଥିଲେ ଓ ଈଶ୍ବରଙ୍କ ଶକ୍ତିର ପ୍ରମାଣ ଦେଉଥିଲେ।
8 Ora, Estêvão, cheio de graça e poder, fazia prodígios e grandes sinais entre o povo.
9 କେତକେ ଯିହୂଦୀ ଆସି ସ୍ତିଫାନଙ୍କ ସହିତ ୟୁକ୍ତିତର୍କ କଲେ। ସମାନେେ କୁରୀଣୀୟ, ଲିବର୍ତ୍ତାନ, କିଲିକାଆ ଓ ଏସିଆ ଦେଶର ଯିହୂଦୀ ଥିଲେ। ସମାନେେ ଯିହୂଦୀମାନଙ୍କର ଆଲକଜୋଣ୍ଡ୍ରୀୟ ସମାଜଗୃହର ସଭ୍ଯ ଥିଲେ।
9 Levantaram-se, porém, alguns que eram da sinagoga chamada dos libertos, dos cireneus, dos alexandrinos, dos da Cilícia e da Ásia, e disputavam com Estêvão;
10 କିନ୍ତୁ ସମାନେେ ସ୍ତିଫାନଙ୍କର ଜ୍ଞାନ ଓ ଆତ୍ମା ସମ୍ମୁଖ ରେ ୟୁକ୍ତି ବାଢ଼ି ପାରିଲନୋହିଁ।
10 e não podiam resistir à sabedoria e ao Espírito com que falava.
11 ତା'ପରେ ସମାନେେ କେତକେ ଲୋକଙ୍କୁ ଲାଞ୍ଚ ଦଇେ ଏହା କୁହାଇଲେ, ଆମ୍ଭେ ତାହାଙ୍କୁ ପରମେଶ୍ବର ଓ ମାଶାଙ୍କେର ବିରୁଦ୍ଧ ରେ ଖରାପ କଥା କହୁଥିବାର ଶୁଣିଲୁ।
11 Então subornaram uns homens para que dissessem: Temo-lo ouvido proferir palavras blasfemas contra Moisés e contra Deus.
12 ଏହା କରିବା ଦ୍ବାରା ସମାନେେ ପୁରୁଖା ଯିହୂଦୀ ନେତାଙ୍କୁ ଆଇନର ଶିକ୍ଷକମାନଙ୍କୁ ଓ ଲୋକମାନଙ୍କୁ ଉତ୍ତଜେିତ କଲେ ଓ ସ୍ତିଫାନଙ୍କୁ ଧରିନଇେ ମହାସଭାକୁ ନଇେ ଆସିଲେ।
12 Assim excitaram o povo, os anciãos, e os escribas; e investindo contra ele, o arrebataram e o levaram ao sinédrio;
13 ସମାନେେ କେତେ ଜଣ ମିଥ୍ଯା ସାକ୍ଷୀଙ୍କୁ ଆଣିଲେ। ସମାନେେ କହିଲେ, ଏ ଲୋକ ସର୍ବଦା ଏହି ପବିତ୍ର ସ୍ଥାନ ଓ ମାଶାଙ୍କେ ବ୍ଯବସ୍ଥା ବିରୁଦ୍ଧ ରେ କୁ ହେ।
13 e apresentaram falsas testemunhas que diziam: Este homem não cessa de proferir palavras contra este santo lugar e contra a lei;
14 ଆମ୍ଭମାନେେ ତାହାକୁ କହିବାର ଶୁଣିଛୁ ଯେ ନାଜରିତୀୟ ଯୀଶୁ ଏହି ସ୍ଥାନକୁ ନଷ୍ଟ କରି ଦବେେ ଓ ମାଶାେ ଆମ୍ଭକୁ ଦଇେଥିବା ବ୍ଯବସ୍ଥା ପରିବର୍ତ୍ତନ କରି ଦବେେ।
14 porque nós o temos ouvido dizer que esse Jesus, o nazareno, há de destruir este lugar e mudar os costumes que Moisés nos transmitiu.
15 ଏହାଶୁଣି ମହାସଭାର ସମସ୍ତେ ତାହାଙ୍କ ଆଡ଼କୁ ସ୍ଥିର ଦୃଷ୍ଟି ରେ ଦେଖିଲେ। ତାହାଙ୍କ ମୁଖ ସ୍ବର୍ଗଦୂତଙ୍କ ମୁଖ ପରି ଦଖାଗେଲା ଓ ସମାନେେ ତାହା ଦେଖିଲେ।
15 Então todos os que estavam assentados no sinédrio, fitando os olhos nele, viram o seu rosto como de um anjo.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Atos 6, comparar traduções ou montar um estudo — tudo direto pelo WhatsApp.