Atos 5
Oriya Bible (GL_ORIYA) vs ARA
1 ହନନିୟ ନାମକ ଜଣେ ଲୋକ ଥିଲେ, ତାହାଙ୍କ ସ୍ତ୍ରୀଙ୍କର ନାମ ଥିଲା ଶଫୀରା, ତାହାଙ୍କର କିଛି ଜମି ବିକ୍ରୀ କରି ଦେଲେ।
1 Entretanto, certo homem, chamado Ananias, com sua mulher Safira, vendeu uma propriedade,
2 ସେ ତା' ସ୍ତ୍ରୀକୁ ଜଣାଇ ତା'ର ସମ୍ମତି ରେ ଏହି ସମ୍ପତ୍ତି ବିକ୍ରୀର କିଛି ଟଙ୍କା ନିଜ ପାଖ ରେ ରଖିଲା ଓ ବାକି ଟଙ୍କା ଆଣି ପ୍ ରରେିତମାନଙ୍କ ଚରଣ ରେ ରଖିଲା।
2 mas, em acordo com sua mulher, reteve parte do preço e, levando o restante, depositou-o aos pés dos apóstolos.
3 ଏହା ଦେଖି ପିତର କହିଲେ, ହେ ହନନିୟ, ତୁମ୍ଭେ କାହିଁକି ଶୟତାନକୁ ତୁମ୍ଭ ହୃଦୟକୁ ନିୟନ୍ତ୍ରଣ କରିବାକୁ ଦଲେ? ତୁମ୍ଭେ ମିଛ କହିଲ, ପବିତ୍ର ଆତ୍ମାକୁ ଠକିବାକୁ ଚେଷ୍ଟା କଲ; ତୁମ୍ଭେ ସମ୍ପତ୍ତି ବିକ୍ରୀ କଲ, କିନ୍ତୁ କାହିଁକି ସହେି ଟଙ୍କାର କିଛି ଅଂଶ ନିଜ ପାଇଁ ଲୁଚାଇ ରଖିଲ।
3 Então, disse Pedro: Ananias, por que encheu Satanás teu coração, para que mentisses ao Espírito Santo, reservando parte do valor do campo?
4 ସେ ସମ୍ପତ୍ତି କ'ଣ ବିକ୍ରୀ ପୂର୍ବରୁ ତୁମ୍ଭର ନଥିଲା? ବିକ୍ରୀ ପରେ ସେ ସମ୍ପତ୍ତିର ମୂଲ୍ଯ କ'ଣ ତୁମ୍ଭ ଅଧିକାର ରେ ନଥିଲା? ତବେେ ତୁମ୍ଭେ ମନ ଭିତ ରେ ଏପରି ଖରାପ କଥା କାହିଁକି ଭାବିଲ? ଏହା ଦ୍ବାରା ତୁମ୍ଭେ ମନୁଷ୍ଯମାନଙ୍କ ଆଗ ରେ ମିଥ୍ଯା କହିଲ ନାହିଁ ବରଂ ତୁମ୍ଭେ ପରମେଶ୍ବରଙ୍କୁ ମିଥ୍ଯା କହିଲ।
4 Conservando-o, porventura, não seria teu? E, vendido, não estaria em teu poder? Como, pois, assentaste no coração este desígnio? Não mentiste aos homens, mas a Deus.
5 ଏକଥା ଶୁଣିବା ମାତ୍ ରେ ହନନିୟ ଭୂମିରେ ପଡ଼ି ମରିଗଲା। ଏ କଥା ଶୁଣି ଲୋକମାନେ ବହୁତ ଡ଼ରିଗଲେ।
5 Ouvindo estas palavras, Ananias caiu e expirou, sobrevindo grande temor a todos os ouvintes.
6 ତା'ପରେ ୟୁବକମାନେ ତାହାକୁ ଲୁଗା ରେ ଗୁଡ଼ଇେ ନଇେ ବାହାରକୁ ଚ଼ାଲିଗଲେ ଓ କବର ଦଇେ ଦେଲେ।
6 Levantando-se os moços, cobriram-lhe o corpo e, levando-o, o sepultaram.
7 ପ୍ରାୟ ତିନିଘଣ୍ଟା ବିତିଗଲା ପରେ ତା' ସ୍ତ୍ରୀ ଶଫୀରା ସଠାେରେ ପହଞ୍ଚିଲା। ସେ ଏହି ଘଟଣା ବିଷୟ ରେ କିଛି ମଧ୍ଯ ଜାଣି ନଥିଲା।
7 Quase três horas depois, entrou a mulher de Ananias, não sabendo o que ocorrera.
8 ପିତର ତାହାକୁ ପଚ଼ାରିଲେ, ମାେତେ କୁହ, ତୁମ୍ଭେ ତୁମ୍ଭ ଜମି ସତେିକି ଦାମ୍ ରେ ବିକ୍ରୀ କରିଛ କି?
8 Então, Pedro, dirigindo-se a ela, perguntou-lhe: Dize-me, vendestes por tanto aquela terra? Ela respondeu: Sim, por tanto.
9 ତା'ପରେ ପିତର କହିଲେ, ତୁମ୍ଭମାନେେ ଦୁ ହେଁ ପ୍ରଭୁଙ୍କ ଆତ୍ମାକୁ ପରୀକ୍ଷା କରିବା ପାଇଁ କାହିଁକି ଏକମତ ହେଲ? ଦେଖ, ଯେଉଁମାନେ ତୁମ୍ଭର ସ୍ବାମୀକୁ କବର ଦଇେଛନ୍ତି, ସମାନେେ ଦ୍ବାର ପାଖ ରେ ପହଞ୍ଚିଗଲଣେି। ତୁମ୍ଭକୁ ମଧ୍ଯ ସମାନେେ ବାହାରକୁ ଟାଣି ନଇେଯିବେ।
9 Tornou-lhe Pedro: Por que entrastes em acordo para tentar o Espírito do Senhor? Eis aí à porta os pés dos que sepultaram o teu marido, e eles também te levarão.
10 ସେ ସ୍ତ୍ରୀ ଲୋକଟି ମଧ୍ଯ ତାହାଙ୍କ ପାଦତଳେ ପଡ଼ି ମରିଗଲା। ତା'ପରେ ୟୁବକମାନେ ଭିତରକୁ ଆସିଲେ ଓ ତାହାକୁ ମୃତ ଦେଖି ବାହାରକୁ ନଇଗେଲେ ଓ ତାହାର ସ୍ବାମୀ ପାଖ ରେ ତାହାକୁ କବର ଦେଲେ।
10 No mesmo instante, caiu ela aos pés de Pedro e expirou. Entrando os moços, acharam-na morta e, levando-a, sepultaram-na junto do marido.
11 ମଣ୍ଡଳୀର ସମସ୍ତ ବିଶ୍ବାସୀ ଓ ଅନ୍ୟ ସମସ୍ତ ଲୋକ, ଯେଉଁମାନେ ଏ କଥା ଶୁଣିଲେ, ବହୁତ ଭୟଭୀତ ହେଲେ।
11 E sobreveio grande temor a toda a igreja e a todos quantos ouviram a notícia destes acontecimentos.
12 ପ୍ ରରେିତମାନଙ୍କ ଦ୍ବାରା ଲୋକମାନଙ୍କ ମଧିଅରେ ବହୁତଗୁଡ଼ିଏ ଚ଼ିହ୍ନ ଓ ଆଶ୍ଚର୍ୟ୍ଯ କାର୍ୟ୍ଯମାନ କରାଗଲା। ସମାନେେ ସମସ୍ତେ ଗୋଟିଏ ଉଦ୍ଦେଶ୍ଯ ରେ ଶଲୋମନଙ୍କ ମଣ୍ଡପରେ ଏକାଠି ହେଲେ।
12 Muitos sinais e prodígios eram feitos entre o povo pelas mãos dos apóstolos. E costumavam todos reunir-se, de comum acordo, no Pórtico de Salomão.
13 ସମାନଙ୍କେ ସହିତ ଏକତ୍ର ଠିଆ ହବୋପାଇଁ କହେି ହେଲେ ସାହାସ କଲେ ନାହିଁ। ସବୁଲୋକ ପ୍ ରରେିତମାନଙ୍କର ଖୁବ୍ ପ୍ରଶଂସା କଲେ।
13 Mas, dos restantes, ninguém ousava ajuntar-se a eles; porém o povo lhes tributava grande admiração.
14 ଉଭୟ ପୁରୁଷ ଓ ସ୍ତ୍ରୀ ଅଧିକରୁ ଅଧିକ ପ୍ରଭୁଙ୍କୁ ବିଶ୍ବାସ କଲେ। ସମାନେେ ବିଶ୍ବାସୀଙ୍କ ଦଳ ରେ ସଂୟୁକ୍ତ ହେଲେ।
14 E crescia mais e mais a multidão de crentes, tanto homens como mulheres, agregados ao Senhor,
15 ତେଣୁ ଲୋକମାନେ ରୋଗୀମାନଙ୍କୁ ରାସ୍ତାକୁ ବହେି ଆଣିଲେ, ଯେପରିକି ପିତରଙ୍କ ଛାଇ ୟିବା ଆସିବା ସମୟରେ ରୋଗୀମାନଙ୍କ ଉପରେ ପଡ଼ି ପାରିବ। ଏହାଦ୍ବାରା ସହେି ରୋଗୀମାନେ ସୁସ୍ଥ ହାଇପୋରିବେ।
15 a ponto de levarem os enfermos até pelas ruas e os colocarem sobre leitos e macas, para que, ao passar Pedro, ao menos a sua sombra se projetasse nalguns deles.
16 ୟିରୂଶାଲମ ରେ ଆଖପାଖ ସହରଗୁଡ଼ିକରୁ ଲୋକମାନେ ସମାନଙ୍କେ ରୋଗୀମାନଙ୍କୁ ଓ ଯେଉଁମାନେ ଭୂତମାନଙ୍କ ଦ୍ବାରା ବ୍ଯତିବ୍ଯସ୍ତ ହେଉଥିଲେ, ସମାନଙ୍କେୁ ନଇେ ଆସୁଥିଲେ ଓ ସମସ୍ତେ ସୁସ୍ଥ ହାଇେ ଯାଉଥିଲେ।
16 Afluía também muita gente das cidades vizinhas a Jerusalém, levando doentes e atormentados de espíritos imundos, e todos eram curados.
17 ମହାୟାଜକ ଓ ତାହାଙ୍କର ସବୁ ବନ୍ଧୁମାନେ, ଅର୍ଥାତ୍ ସାଦ୍ଦୁକୀ ଦଳ ଈର୍ଷାନ୍ବିତ ହାଇେ ସମାନଙ୍କେ ବିରୁଦ୍ଧ ରେ ଠିଆ ହେଲେ।
17 Levantando-se, porém, o sumo sacerdote e todos os que estavam com ele, isto é, a seita dos saduceus, tomaram-se de inveja,
18 ସମାନେେ ପ୍ ରରେିତମାନଙ୍କୁ ବନ୍ଦୀକରି କାରାଗାର ରେ ରଖିଲେ।
18 prenderam os apóstolos e os recolheram à prisão pública.
19 କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତି ରେ ସହେି କାରାଗାରର କବାଟ ଖାଲିେ ସମାନଙ୍କେୁ ବାହାର କରି ଦେଲେ ଓ କହିଲେ,
19 Mas, de noite, um anjo do Senhor abriu as portas do cárcere e, conduzindo-os para fora, lhes disse:
20 ତୁମ୍ଭମାନେେ ମନ୍ଦିରକୁ ଯାଇ, ଠିଆ ହୁଅ ଓ ଲୋକମାନଙ୍କୁ ପ୍ରଭୁ ଯୀଶୁଙ୍କ ଦତ୍ତ ଏହି ନୂତନ ଜୀବନ ବିଷୟ ରେ କୁହ।
20 Ide e, apresentando-vos no templo, dizei ao povo todas as palavras desta Vida.
21 ଏହାଶୁଣି ପ୍ ରରେିତମାନେ ସକାଳୁ ମନ୍ଦିରକୁ ଯାଇ ଲୋକମାନଙ୍କୁ ଉପଦେଶ ଦେଲେ।
21 Tendo ouvido isto, logo ao romper do dia, entraram no templo e ensinavam. Chegando, porém, o sumo sacerdote e os que com ele estavam, convocaram o Sinédrio e todo o senado dos filhos de Israel e mandaram buscá-los no cárcere.
22 କିନ୍ତୁ ସହେି ଲୋକମାନେ କାରାଗାର ରେ ପ୍ ରରେିତମାନଙ୍କୁ ନପାଇ ଫରେିଗଲେ ଓ ଯାଇ ସମାନଙ୍କେୁ ଏହି ଖବର ଦେଲେ,
22 Mas os guardas, indo, não os acharam no cárcere; e, tendo voltado, relataram,
23 ଆମ୍ଭେ କାରାଗାର ରେ ଭଲ ଭାବରେ ତାଲା ପଡ଼ିଥିବାର ଦେଖିଲୁ ଓ ଜଗୁଆଳୀମାନଙ୍କୁ ଦ୍ବାର ପାଖ ରେ ଠିଆ ହବୋର ମଧ୍ଯ ଦେଖିଲୁ। କିନ୍ତୁ ଆମ୍ଭେ ଯେତବେେଳେ କାରାଗାର ଖାଲିେ ଦେଖିଲୁ, ସେତବେେଳେ ସଠାେରେ କହେି ନଥିଲେ।
23 dizendo: Achamos o cárcere fechado com toda a segurança e as sentinelas nos seus postos junto às portas; mas, abrindo-as, a ninguém encontramos dentro.
24 ଏକଥା ଶୁଣି ମନ୍ଦିରର ସନୋପତି ଓ ମହାୟାଜକ ବିବ୍ରତ ହାଇପେଡ଼ିଲେ ଓ ଏହାର ପରିଣାମ କ'ଣ ହବେ, ଏହା ଭାବି ସମସ୍ତେ ହତବୁଦ୍ଧି ହେଲେ।
24 Quando o capitão do templo e os principais sacerdotes ouviram estas informações, ficaram perplexos a respeito deles e do que viria a ser isto.
25 ଠିକ୍ ସହେି ସମୟରେ ଜଣେ ଆସି ସମାନଙ୍କେୁ କହିଲା, ତୁମ୍ଭମାନେେ ଯେଉଁମାନଙ୍କୁ କାରାଗାର ରେ ବନ୍ଦୀକରି ରଖିଥିଲ ସମାନେେ ମନ୍ଦର ରେ ଠିଆ ହାଇେ ଲୋକମାନଙ୍କୁ ଉପଦେଶ ଦେଉଛନ୍ତି।
25 Nesse ínterim, alguém chegou e lhes comunicou: Eis que os homens que recolhestes no cárcere, estão no templo ensinando o povo.
26 ତେଣୁ ସନୋପତି ସହେି ଲୋକମାନଙ୍କୁ ସାଙ୍ଗ ରେ ନଇେ ପ୍ ରରେିତମାନଙ୍କୁ ନଇେ ଆସିଲେ। ସମାନେେ ପ୍ ରରେିତମାନଙ୍କୁ ଜାରେ ଜବରଦସ୍ତି କରି ଆଣିଲେ ନାହିଁ କାରଣ ସମାନେେ ଭୟ କଲେ, ଯଦି ସମାନେେ ଏପରି କରିବେ, ତବେେ ଲୋକମାନେ ହୁଏତ ସମାନଙ୍କେୁ ପଥର ଫୋପାଡ଼ିବେ।
26 Nisto, indo o capitão e os guardas, os trouxeram sem violência, porque temiam ser apedrejados pelo povo.
27 ସମାନେେ ପ୍ ରରେିତମାନଙ୍କୁ ଭିତରକୁ ଆଣି ମହାସଭା ରେ ଉପସ୍ଥିତ କରାଇଲେ। ତା'ପରେ ମହାୟାଜକ ସମାନଙ୍କେୁ ପଚ଼ାରିଲେ,
27 Trouxeram-nos, apresentando-os ao Sinédrio. E o sumo sacerdote interrogou-os,
28 ଆମ୍ଭେ ତୁମ୍ଭମାନଙ୍କୁ ଯୀଶୁଙ୍କ ନାମ ରେ ଶିକ୍ଷା ନ ଦବୋପାଇଁ କଠାେର ଆଦେଶ ଦଇେଥିଲୁ କିନ୍ତୁ ତୁମ୍ଭମାନେେ ନିଜନିଜ ଶିକ୍ଷା ଦ୍ବାରା ୟିରୂଶାଲମକୁ ପୂର୍ଣ୍ଣ କରି ଦଇେଛ। ତୁମ୍ଭମାନେେ ଏ ଲୋକର ମୃତ୍ଯୁ ଦୋଷ ଆମ୍ଭମାନଙ୍କ ଉପରେ ଲଦି ଦବୋପାଇଁ ଚ଼ାହୁଁଛ।
28 dizendo: Expressamente vos ordenamos que não ensinásseis nesse nome; contudo, enchestes Jerusalém de vossa doutrina; e quereis lançar sobre nós o sangue desse homem.
29 ପିତର ଓ ଅନ୍ୟ ପ୍ ରରେିତମାନେ ଉତ୍ତର ଦେଲେ, ଆମ୍ଭମାନେେ ମନୁଷ୍ଯମାନଙ୍କ ଆଜ୍ଞା ଅପେକ୍ଷା ପରମେଶ୍ବରଙ୍କ ଆଜ୍ଞା ନିଶ୍ଚୟ ମାନିବୁ।
29 Então, Pedro e os demais apóstolos afirmaram: Antes, importa obedecer a Deus do que aos homens.
30 ତୁମ୍ଭମାନେେ ଯେଉଁ ଯୀଶୁଙ୍କୁ କୃଶ ରେ ଝୁଲଇେ ହତ୍ଯା କରିଛ ତାହାଙ୍କୁ ଆମ୍ଭ ପିତୃପୁରୁଷମାନଙ୍କର ପରମେଶ୍ବର ମୃତ୍ଯୁରୁ ଉଠାଇଛନ୍ତି।
30 O Deus de nossos pais ressuscitou a Jesus, a quem vós matastes, pendurando-o num madeiro.
31 ପରମେଶ୍ବର ଇଶ୍ରାୟେଲର ଲୋକମାନଙ୍କ ହୃଦୟ ଓ ଜୀବନ ପରିବର୍ତ୍ତନ କରିବା ପାଇଁ ତାହାଙ୍କୁ ନେତା ଓ ଉଦ୍ଧାରକର୍ତ୍ତା କରି ନିଜ ଡ଼ାହାଣ ପଟେ ସ୍ଥାପିତ କରିଛନ୍ତି।
31 Deus, porém, com a sua destra, o exaltou a Príncipe e Salvador, a fim de conceder a Israel o arrependimento e a remissão de pecados.
32 ଆମ୍ଭେ ସମସ୍ତେ ଏ ଘଟଣାଗୁଡ଼ିକର ସାକ୍ଷୀ। ପବିତ୍ର ଆତ୍ମା ମଧ୍ଯ ଏ ଘଟଣାଗୁଡ଼ିକର ସାକ୍ଷୀ। ପରମେଶ୍ବର ନିଜର ଆଜ୍ଞା ମାନୁଥିବା ଲୋକମାନଙ୍କୁ ପବିତ୍ର ଆତ୍ମାଙ୍କୁ ଦଇେଛନ୍ତି। ସମାନେେ ମଧ୍ଯ ଏହାର ସାକ୍ଷୀ।
32 Ora, nós somos testemunhas destes fatos, e bem assim o Espírito Santo, que Deus outorgou aos que lhe obedecem.
33 ଯିହୂଦୀୟ ନେତାମାନେ ଏକଥା ଶୁଣି ଭୀଷଣ ରାଗିଗଲେ ଓ ପ୍ ରରେିତମାନଙ୍କୁ ହତ୍ଯା କରିବାପାଇଁ ଯୋଜନା କଲେ।
33 Eles, porém, ouvindo, se enfureceram e queriam matá-los.
34 କିନ୍ତୁ ସହେି ସଭା ରେ ଆଇନ ଶିକ୍ଷକ ଗମଲୀଯଲେ ନାମକ ଜଣେ ସମ୍ମାନଜନକ ଫାରୂଶୀ ଠିଆ ହାଇେ ପ୍ ରରେିତମାନଙ୍କୁ କିଛି ସମୟ ପାଇଁ ବାହାରକୁ ୟିବାପାଇଁ ଆଦେଶ ଦେଲେ।
34 Mas, levantando-se no Sinédrio um fariseu, chamado Gamaliel, mestre da lei, acatado por todo o povo, mandou retirar os homens, por um pouco,
35 ତା'ପରେ ସେ ସମାନଙ୍କେୁ କହିଲେ, ହେ ଇଶ୍ରାୟେଲର ଲୋକମାନେ, ତୁମ୍ଭମାନେେ ଏହି ଲୋକମାନଙ୍କ ପାଇଁ ଯାହା କରିବାକୁ ଯାଉଛ ସେଥିପାଇଁ ସାବଧାନ ରୁହ।
35 e lhes disse: Israelitas, atentai bem no que ides fazer a estes homens.
36 ଏହା ପୂର୍ବରୁ ଥିଉଦା ନାମକ ଜଣେ ଲୋକ ନିଜକୁ ବହୁତ ବଡ଼ ବୋଲି ଭାବୁଥିଲା। ପ୍ରାୟ ଚ଼ାରିଶହ ଲୋକ ତାହାର ଅନୁଗାମୀ ଥିଲେ। କିନ୍ତୁ ତାହାକୁ ମାରିଦିଆଗଲା। ପରେ ତା'ର ସମସ୍ତ ଶିଷ୍ଯମାନେ ଛିନ୍ନଭିନ୍ନ ହାଇେ ପଳାଇଗଲେ। ଏହି ସମସ୍ତର କୌଣସି ଫଳ ହେଲ ନାହିଁ।
36 Porque, antes destes dias, se levantou Teudas, insinuando ser ele alguma coisa, ao qual se agregaram cerca de quatrocentos homens; mas ele foi morto, e todos quantos lhe prestavam obediência se dispersaram e deram em nada.
37 ତାହାଙ୍କ ପରେ ଜନଗଣନା ସମୟରେ ଗାଲିଲୀ ଦେଶର ୟିହୂଦା ନାମକ ଜଣେ ବ୍ଯକ୍ତି ବାହାରିଲେ। ସେ ମଧ୍ଯ କେତକେ ଲୋକଙ୍କୁ ନିଜର ଶିଷ୍ଯ କଲେ। କିନ୍ତୁ ତାହାଙ୍କୁ ମଧ୍ଯ ହତ୍ଯା କରାଗଲା। ତାହାଙ୍କରୁ ସମସ୍ତ ଅନୁଗାମୀମାନେ ଛିନ୍ନଭିନ୍ନ ହାଇେ ପଳାଇଗଲେ।
37 Depois desse, levantou-se Judas, o galileu, nos dias do recenseamento, e levou muitos consigo; também este pereceu, e todos quantos lhe obedeciam foram dispersos.
38 ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ କହୁଛି, ଏହି ଲୋକମାନଙ୍କଠାରୁ ଦୂର ରେ ରୁହ। ସମାନଙ୍କେୁ ଏକୁଟିଆ ଛାଡ଼ିଦିଅ। ଯଦି ସମାନଙ୍କେର ମନ୍ତ୍ରଣା ବା ଏହି କାମ ମନୁଷ୍ଯମାନଙ୍କ ପକ୍ଷରୁ ହାଇେଥାଏ, ତବେେ ତାହା ବିଫଳ ହବେ।
38 Agora, vos digo: dai de mão a estes homens, deixai-os; porque, se este conselho ou esta obra vem de homens, perecerá;
39 କିନ୍ତୁ ଯଦି ଏହା ପରମେଶ୍ବରଙ୍କଠାରୁ ହାଇେଥାଏ, ତବେେ ତୁମ୍ଭମାନେେ ସମାନଙ୍କେ କାମ ବନ୍ଦ କରିପାରିବନାହିଁ। ତୁମ୍ଭମାନେେ ନିଜକୁ ପରମେଶ୍ବରଙ୍କ ବିରୁଦ୍ଧ ରେ ଲଢ଼ିବାର ଦେଖିବ।
39 mas, se é de Deus, não podereis destruí-los, para que não sejais, porventura, achados lutando contra Deus. E concordaram com ele.
40 ସମାନେେ ପ୍ ରରେିତମାନଙ୍କୁ ଭିତରକୁ ଡ଼ାକି ନଇେ ପ୍ରହାର କଲେ। ସମାନଙ୍କେୁ ଯୀଶୁଙ୍କ ନାମ ରେ କିଛି ନ କହିବା ପାଇଁ ଆଦେଶ ଦେଲେ। ତା'ପରେ ସମାନଙ୍କେୁ ଛାଡ଼ି ଦେଲେ।
40 Chamando os apóstolos, açoitaram-nos e, ordenando-lhes que não falassem em o nome de Jesus, os soltaram.
41 ପ୍ ରରେିତମାନେ ମହାସଭା ଛାଡ଼ି ଚ଼ାଲିଗଲେ। ସମାନେେ ଖୁସି ହେଲେ ଯେ, ସମାନଙ୍କେୁ ଯୀଶୁଙ୍କ ନାମ ରେ ଅପମାନ ସହିବାକୁ ୟୋଗ୍ଯ ବିବଚେିତ କରାଯାଇଛି।
41 E eles se retiraram do Sinédrio regozijando-se por terem sido considerados dignos de sofrer afrontas por esse Nome.
42 ପ୍ ରରେିତମାନେ ପ୍ରତିଦିନ ମନ୍ଦିର ରେ ଓ ଘ ରେ ଘ ରେ ଏହି ସୁସମାଚ଼ାର ଦେଲେ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ। ସମାନେେ ପ୍ରଚାର କାର୍ୟ୍ଯ ଆଦୌ ବନ୍ଦ କଲେ ନାହିଁ।
42 E todos os dias, no templo e de casa em casa, não cessavam de ensinar e de pregar Jesus, o Cristo.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Atos 5, comparar traduções ou montar um estudo — tudo direto pelo WhatsApp.