Atos 4

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ପିତର ଓ ଯୋହନ ଲୋକମାନଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ କେତକେ ଲୋକ ସମାନଙ୍କେ ପାଖକୁ ଆସିଲେ। ସମାନେେ ଯାଜକ, ମନ୍ଦିରର ଜଗୁଆଳୀମାନଙ୍କ ସନୋପତି ଓ କେତକେ ସାଦ୍ଦୂକୀ ଥିଲେ।
1 Enquanto Pedro e João falavam ao povo, chegaram os sacerdotes, o capitão da guarda do templo e os saduceus.
2 ସମାନେେ ରାଗିଯାଇଥିଲେ କାରଣ ପିତର ଓ ଯୋହନ ଲୋକମାନଙ୍କୁ ଉପଦେଶ ଦେଉଥିଲେ ଓ ଯୀଶୁଙ୍କ ପୁନରୁତ୍ଥାନ ପରି ସବୁ ମୃତ ବ୍ଯକ୍ତିମାନଙ୍କର ଯେ ଉତ୍ଥାନ ହବେ, ଏହି କଥା ଘୋଷଣା କରୁଥିଲେ।
2 Eles estavam muito perturbados porque os apóstolos estavam ensinando o povo e proclamando em Jesus a ressurreição dos mortos.
3 ତେଣୁ ସମାନେେ କାରାଗାର ରେ ବନ୍ଦୀ କରି ଦେଲେ। ସନ୍ଧ୍ଯା ହାଇଯୋଇ ଥିବାରୁ ସମାନଙ୍କେୁ ପରଦିନ ପର୍ୟ୍ଯନ୍ତ ବନ୍ଦୀ କରି ରଖିଲେ।
3 Agarraram Pedro e João e, como já estava anoitecendo, os colocaram na prisão até o dia seguinte.
4 କିନ୍ତୁ ଉପଦେଶ ଶୁଣିବା ଲୋକମାନଙ୍କ ମଧ୍ଯରୁ ଅନକେ ଲୋକ ସମାନଙ୍କେ ବାର୍ତ୍ତା ବିଶ୍ବାସ କଲେ। ତେଣୁ ବର୍ତ୍ତମାନ ସଠାେରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବିଶ୍ବାସୀ ଥିଲେ।
4 Mas, muitos dos que tinham ouvido a mensagem creram, chegando o número dos homens que creram a perto de cinco mil.
5 ତହିଁ ଆରଦିନ ସମାନଙ୍କେର ନେତାମାନେ, ପ୍ରାଚୀନମାନେ ଓ ଆଇନର ଶିକ୍ଷକମାନେ ୟିରୂଶାଲମ ରେ ଏକାଠି ହେଲେ।
5 No dia seguinte, as autoridades, os líderes religiosos e os mestres da lei reuniram-se em Jerusalém.
6 ସଠାେରେ ହାନାନ ମହାୟାଜକ, କଯାଫା, ଯୋହନ, ଆଲେକ୍ଜାଣ୍ଡର ଓ ମହାୟାଜକୀୟ ପରିବାରର ସମସ୍ତେ ମଧ୍ଯ ଉପସ୍ଥିତ ଥିଲେ।
6 Estavam ali Anás, o sumo sacerdote, bem como Caifás, João, Alexandre e todos os que eram da família do sumo sacerdote.
7 ସମାନେେ ପ୍ ରରେିତମାନଙ୍କୁ ସାମନା ରେ ଠିଆ କରି ପଚାରିଲେ, ତୁମ୍ଭମାନେେ କେଉଁ କ୍ଷମତା କିମ୍ବା କେଉଁ ଅଧିକାର ରେ ଏହି କାର୍ୟ୍ଯ କଲ? ତୁମ୍ଭମାନେେ ଏ େଛାଟ ଲୋକଟିକୁ କିପରି ସୁସ୍ଥ କରି ପାରିଲ?
7 Mandaram trazer Pedro e João diante deles e começaram a interrogá-los: "Com que poder ou em nome de quem vocês fizeram isso? "
8 ତା'ପରେ ପିତର ପବିତ୍ର ଆତ୍ମା ଦ୍ବାରା ପରିପୂର୍ଣ୍ଣ ହାଇେ ସମାନଙ୍କେୁ କହିଲେ, ହେ ଲୋକମାନଙ୍କର ନେତାମାନେ ଓ ପ୍ରାଚ଼ୀନ ଲୋକମାନେ!
8 Então Pedro, cheio do Espírito Santo, disse-lhes: "Autoridades e líderes do povo!
9 ଏହି େଛାଟା ଲୋକଟି ପ୍ରତି କରାଯାଇଥିବା ଉତ୍ତମ କର୍ମ ରେ କ'ଣ ଆପଣମାନେ ଆମ୍ଭକୁ ଆଜି ପ୍ରଶ୍ନ ପଗ୍ଭରୁଛନ୍ତି? ଆପଣମାନେ କ'ଣ ପଚ଼ାରୁଛନ୍ତି ଯେ କେଉଁ ବିଷୟ ଦ୍ବାରା ସେ ସୁସ୍ଥ ହାଇପୋରିଲା?
9 Visto que hoje somos chamados para prestar contas de um ato de bondade em favor de um aleijado, sendo interrogados acerca de como ele foi curado,
10 ତବେେ, ତୁମ୍ଭମାନେେ ସମସ୍ତେ ଓ ସମସ୍ତ ଇଶ୍ରାୟେଲୀୟ ଲୋକମାନେ ଏହା ଜାଣିରଖିବା ଉଚିତ ଯେ, ଏହା ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ନାମ ରେ ଏହି ଲୋକଟି ସୁସ୍ଥ ହାଇେଛି। ତୁମ୍ଭମାନେେ ସହେି ଯୀଶୁଙ୍କୁ କୃଶ ରେ କଣ୍ଟାବିଦ୍ଧ କରିଛ, ମାତ୍ର ପରମେଶ୍ବର ତାହାଙ୍କୁ ମୃତ୍ଯୁରୁ ଉଠାଇଛନ୍ତି। ତାହାଙ୍କ ଦ୍ବାରା ଏହି େଛାଟା ଲୋକଟି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହାଇେଛି। ସେ ବର୍ତ୍ତମାନ ତୁମ୍ଭମାନଙ୍କ ସମ୍ମୁଖ ରେ ଠିଆ ହାଇେଛି।
10 saibam os senhores e todo o povo de Israel que por meio do nome de Jesus Cristo, o Nazareno, a quem os senhores crucificaram, mas a quem Deus ressuscitou dos mortos, este homem está aí curado diante dos senhores.
11 ଯୀଶୁ ହେଉଛନ୍ତି
11 Este Jesus é ‘a pedra que vocês, construtores, rejeitaram, e que se tornou a pedra angular’.
12 ତାହାଙ୍କ ବ୍ଯତୀତ ଅନ୍ୟ କାହା ପାଖ ରେ ଉଦ୍ଧାର ନାହିଁ, କାରଣ ଏହି ଆକାଶ ତଳେ ଦିଆଯାଇଥିବା ଅନ୍ୟ କୌଣସି ନାମ ନାହିଁ ଯାହା ଦ୍ବାରା କି ଆମ୍ଭେ ଉଦ୍ଧାର ପାଇପାରିବା।
12 Não há salvação em nenhum outro, pois, debaixo do céu não há nenhum outro nome dado aos homens pelo qual devamos ser salvos".
13 ସମାନେେ ଯେତବେେଳେ ପିତର ଓ ଯୋହନଙ୍କର ଏପରି ସାହାସ ଦେଖିଲେ ଓ ଜାଣି ପାରିଲେ ଯେ ସମାନେେ ଅଶିକ୍ଷିତ ଓ ସାଧାରଣ ଲୋକ, ସମାନେେ ବହୁତ ଆଶ୍ଚର୍ୟ୍ଯ ହେଲେ। ସମାନେେ ଏହା ମଧ୍ଯ ବୁଝିପାରିଲେ ଯେ, ସମାନେେ ଯୀଶୁଙ୍କ ସାଙ୍ଗ ରେ ଥିଲେ।
13 Vendo a coragem de Pedro e de João, e percebendo que eram homens comuns e sem instrução, ficaram admirados e reconheceram que eles haviam estado com Jesus.
14 ସମାନେେ ଦେଖିଲେ, ସହେି େଛାଟ ଲୋକଟି ସୁସ୍ଥ ହାଇେ ପ୍ ରରେିତମାନଙ୍କ ବିରୁଦ୍ଧ ରେ କିଛି କହିପାରିଲେ ନାହିଁ।
14 E como podiam ver ali com eles o homem que fora curado, nada podiam dizer contra eles.
15 ସମାନଙ୍କେୁ ସଭାରୁ ଚାଲିୟିବା ପାଇଁ ଆଦେଶ ଦେଲେ। ତା'ପରେ ନେତାମାନେ କ'ଣ କରିବେ, ସେ ବିଷୟ ରେ ପରସ୍ପର ମଧିଅରେ କଥାବାର୍ତ୍ତା ହେଲେ।
15 Assim, ordenaram que se retirassem do Sinédrio e começaram a discutir,
16 ସମାନେେ କହିଲେ, ଏ ଲୋକମାନଙ୍କ ପ୍ରତି ଆମ୍ଭେ କ'ଣ କରିବା? ୟିରୁଶାଲମର ପ୍ରେତ୍ୟକକ ଲୋକ ଜାଣିଛନ୍ତି ଯେ, ସମାନେେ ଗୋଟିଏ ଅସାଧାରଣ କାର୍ୟ୍ଯ କରିଛନ୍ତି। ଆମ୍ଭେ ଏହା ଅସ୍ବୀକାର କରିପାରିବା ନାହିଁ।
16 perguntando: "Que faremos com esses homens? Todos os que moram em Jerusalém sabem que eles realizaram um milagre notório que não podemos negar.
17 ଆମ୍ଭେ ସମାନଙ୍କେୁ ଯୀଶୁଙ୍କ ବିଷୟ ରେ କିଛି ନକହିବା ପାଇଁ ଭୟ ଦଖାଇବୋ। ଫଳ ରେ, ଲୋକମାନଙ୍କ ମଧିଅରେ ଏକଥା ଅଧିକ ବ୍ଯାପି ପାରିବ ନାହିଁ।
17 Todavia, para impedir que isso se espalhe ainda mais entre o povo, precisamos adverti-los de que não falem mais com ninguém sobre esse nome".
18 ତେଣୁ ସମାନେେ ପ୍ ରରେିତମାନଙ୍କୁ ଭିତରକୁ ଡାକିଲେ ଓ ଯୀଶୁଙ୍କ ନାମ ରେ କୌଣସି କଥା ବା ଉପଦେଶ ନ ଦବୋପାଇଁ ଆଦେଶ ଦେଲେ।
18 Então, chamando-os novamente, ordenaram-lhes que não falassem nem ensinassem em nome de Jesus.
19 କିନ୍ତୁ ଯୋହନ ଓ ପିତର ସମାନଙ୍କେୁ ଉତ୍ତର ଦେଲେ, ପରମେଶ୍ବରଙ୍କ ଆଜ୍ଞା ଅପେକ୍ଷା ତୁମ୍ଭମାନଙ୍କର ଆଜ୍ଞା ପାଳନ କରିବା ଆମ୍ଭର ଉଚିତ କି ନାହିଁ, ତାହା ତୁମ୍ଭମାନେେ ବିଚାର କର। ଆମ୍ଭେ ଯାହା ଦେଖିଛୁ ଓ ଯାହା ଶୁଣିଛୁ ତାହା ଲୋକମାନଙ୍କୁ ନକହି ରହିପାରିବୁ ନାହିଁ।
19 Mas Pedro e João responderam: "Julguem os senhores mesmos se é justo aos olhos de Deus obedecer aos senhores e não a Deus.
20 ସମାନେେ ପ୍ ରରେିତମାନଙ୍କୁ ଦଣ୍ଡ ଦବୋପାଇଁ ବାଟ ପାଇଲେ ନାହିଁ, କାରଣ ଲୋକେ ଏ ଘଟଣା ପାଇଁ ପରମେଶ୍ବରଙ୍କର ଗୁଣଗାନ କରୁଥିଲେ।
20 Pois não podemos deixar de falar do que vimos e ouvimos".
21 ତେଣୁ ସେ ସମାନଙ୍କେୁ ଆଉ ଥରେ ଭୟ ଦଖାଇେଲେ ଏବଂ ସମାନଙ୍କେୁ ମୁକ୍ତ କଲେ।
21 Depois de mais ameaças, eles os deixaram ir. Não tinham como castigá-los, porque todo o povo estava louvando a Deus pelo que acontecera.
22 ଏହି ଅସାଧାରଣ କାର୍ୟ୍ଯ ପରମେଶ୍ବରଙ୍କର ଗୋଟିଏ ପ୍ରମାଣ ଥିଲା। ସୁସ୍ଥ ହାଇେଥିବା ଲୋକଟିର ବୟସ ଚ଼ଳିଶ ବର୍ଷରୁ ଅଧିକ ଥିଲା।
22 Pois o homem que fora curado milagrosamente tinha mais de quarenta anos de idade.
23 ପିତର ଓ ଯୋହନ ଯିହୂଦୀ ନେତାମାନଙ୍କ ସଭା ଛାଡ଼ି ନିଜ ନିଜ ବନ୍ଧୁମାନଙ୍କୁ ପାଖକୁ ଆସିଲେ। ମୁଖ୍ଯ ଯାଜକମାନେ ଏବଂ ପ୍ରାଚୀନ ନେତାମାନେ ସମାନଙ୍କେୁ ଯାହା ସବୁ କହିଥିଲେ, ସେସବୁ କଥା ନିଜ ଦଳର ଲୋକଙ୍କୁ କହିଲେ।
23 Quando foram soltos, Pedro e João voltaram para os seus e contaram tudo o que os chefes dos sacerdotes e os líderes religiosos lhes tinham dito.
24 ଯେତବେେଳେ ବିଶ୍ବାସୀମାନେ ସମସ୍ତେ ଏହା ଶୁଣିଲେ, ସମାନେେ ଏକ ମନ ରେ ମିଳିତ ଭାବେ ପ୍ରାର୍ଥନା କଲେ, ହେ ପ୍ରଭୁ, ତୁମ୍ଭେ ଆକାଶ, ପୃଥିବୀ, ସମୁଦ୍ର ଓ ସେଥି ରେ ଥିବା ସବୁ କିଛି ସୃଷ୍ଟି କରିଛ।
24 Ouvindo isso, levantaram juntos a voz a Deus, dizendo: "Ó Soberano, tu fizeste o céu, a terra, o mar e tudo o que neles há!
25 ଆମ୍ଭମାନଙ୍କର ପୂର୍ବପୁରୁଷ ଦାଉଦ ତୁମ୍ଭର ସବେକ ଥିଲେ। ସେ ପବିତ୍ର ଆତ୍ମାଙ୍କ ଦ୍ବାରା ଚ଼ାଳିତ ହାଇେ ଏହି କଥା ଲେଖିଛନ୍ତି,
25 Tu falaste pelo Espírito Santo por boca do teu servo, nosso pai Davi: ‘Por que se enfurecem as nações, e os povos conspiram em vão?
26 ପୃଥିବୀର ରାଜାମାନେ ୟୁଦ୍ଧ ପାଇଁ ପ୍ରସ୍ତୁତି ଚ଼ଳାଇଲେ ଓ ଶାସକମାନେ ପ୍ରଭୁ ଓ ଖ୍ରୀଷ୍ଟଙ୍କ ବିରୁଦ୍ଧ ରେ ଠିଆ ହେଲେ।' ଗୀତସଂହିତା 2:1-2
26 Os reis da terra se levantam, e os governantes se reúnem contra o Senhor e contra o seu Ungido’.
27 ଯେତବେେଳେ ହରେୋଦ, ପନ୍ତିୟ ପୀଲାତ, ଇଶ୍ରାୟେଲ ଅନ୍ୟ ଦେଶୀୟମାନେ ମିଳିତ ହାଇେ ଏହି ସହର ରେ ଜମା ହାଇେ ତୁମ୍ଭର ପବିତ୍ର ସବେକ ଯୀଶୁଙ୍କ ବିରୁଦ୍ଧ ରେ ଠିଆ ହେଲେ ସେତବେେଳେ ଏହା ପ୍ରକୃତ ରେ ସଫଳ ହେଲା। ସହେି ଯୀଶୁଙ୍କୁ ତୁମ୍ଭେ ଖ୍ରୀଷ୍ଟ ରୂପେ ମନୋନୀତ କରିଥିଲ।
27 De fato, Herodes e Pôncio Pilatos reuniram-se com os gentios e com os povos de Israel nesta cidade, para conspirar contra o teu santo servo Jesus, a quem ungiste.
28 ଏହି ଯେଉଁ ଲୋକମାନେ ଯୀଶୁଙ୍କ ବିରୁଦ୍ଧ ରେ ଏକତ୍ର ମନ୍ତ୍ରଣା କଲେ ସମାନେେ ତୁମ୍ଭର ଯୋଜନାକୁ ସଫଳ କଲେ। ତୁମ୍ଭର ଇଚ୍ଛା ଓ ଶକ୍ତି ଅନୁସାରେ ଏହା ଘଟିଲା।
28 Fizeram o que o teu poder e a tua vontade haviam decidido de antemão que acontecesse.
29 ହେ ପ୍ରଭୁ, ବର୍ତ୍ତମାନ ସମାନେେ କ'ଣ କହୁଅଛନ୍ତି, ତାହା ଶୁଣ। ସମାନେେ ଆମ୍ଭମାନଙ୍କୁ ଭୟ ଦଖାେଉଛନ୍ତି। ପ୍ରଭୁ, ଆମ୍ଭମାନେେ ତୁମ୍ଭର ସବେକ ଅଟୁ, ତେଣୁ ତୁମ୍ଭେ ଯାହା ଚାହଁ, ତାହା ନିର୍ଭୟ ରେ କହିବା ପାଇଁ ଆମ୍ଭକୁ ସାହାୟ୍ଯ କର।
29 Agora, Senhor, considera as ameaças deles e capacita os teus servos para anunciarem a tua palavra corajosamente.
30 ତୁମ୍ଭର ଶକ୍ତି ଆମ୍ଭକୁ ଦଖାେଅ, ୟଦ୍ଦ୍ବାରା ଆମ୍ଭେ ସାହାସର ସହିତ ତୁମ୍ଭର ପବିତ୍ର ପୁତ୍ର ଯୀଶୁଙ୍କ ନାମ ରେ ରୋଗୀମାନଙ୍କୁ ସୁସ୍ଥ କରିବା, ନାନାଦି ଚିହ୍ନ ଦଖାଇବୋ ଓ ଆଶ୍ଚର୍ୟ୍ଯ କାର୍ୟ୍ଯମାନ କରିପାରିବା ା
30 Estende a tua mão para curar e realizar sinais e maravilhas por meio do nome do teu santo servo Jesus".
31 ପ୍ରାର୍ଥନା ସରିବା ପରେ ଯେଉଁ ପ୍ରାର୍ଥନା ଘ ରେ, ସମସ୍ତେ ଏକାଠି ହାଇେଥିଲେ, ସହେି ଘର କମ୍ପି ଉଠିଲା। ସମାନେେ ସମସ୍ତେ ପବିତ୍ର ଆତ୍ମା ରେ ପୂର୍ଣ୍ଣ ହାଇଗେଲେ ଓ ପରମେଶ୍ବରଙ୍କର ବାର୍ତ୍ତା ସାହସର ସହିତ କରିବାକୁ ଲାଗିଲେ।
31 Depois de orarem, tremeu o lugar em que estavam reunidos; todos ficaram cheios do Espírito Santo e anunciavam corajosamente a palavra de Deus.
32 ବିଶ୍ବାସୀମାନଙ୍କର ଏକ ମନ, ଏକ ଆତ୍ମା ଥିଲା। ସମାନଙ୍କେ ମଧ୍ଯରୁ କହେି କୌଣସି ଜିନିଷକୁ ନିଜର ବୋଲି କହୁ ନଥିଲେ। ସମାନଙ୍କେ ପାଖ ରେ ଯାହା ଥିଲା, ସେଥି ରେ ସମସ୍ତେ ଭାଗୀଦାର ଥିଲେ।
32 Da multidão dos que creram, uma era a mente e um o coração. Ninguém considerava unicamente sua coisa alguma que possuísse, mas compartilhavam tudo o que tinham.
33 ପ୍ରଭୁ ଯୀଶୁ ଯେ ପ୍ରକୃତ ରେ ମୃତମାନଙ୍କ ମଧ୍ଯରୁ ଉଠିଛଅନ୍ତି, ଏହା ପ୍ ରରେିତମାନେ ମହାଶକ୍ତିର ସହିତ ସାକ୍ଷ୍ଯ ଦେଲେ। ପରମେଶ୍ବହର ସମସ୍ତ ବିଶ୍ବାସୀଙ୍କୁ ବହୁତ ଆଶୀର୍ବାଦ କଲେ।
33 Com grande poder os apóstolos continuavam a testemunhar da ressurreição do Senhor Jesus, e grandiosa graça estava sobre todos eles.
34 ସମାନଙ୍କେ ମଧିଅରେ କାହାର କିଛି ଅଭାବ ନଥିଲା। ଯାହାର ଘର ବା ଜମି ଥିଲା, ସେ ତାହାକୁ ବିକ୍ରୀ କରି ଦେଉଥିଲା।
34 Não havia pessoas necessitadas entre eles, pois os que possuíam terras ou casas as vendiam, traziam o dinheiro da venda
35 ସମାନେେ ସହେି ଧନ ପ୍ ରରେିତମାନଙ୍କ ପାଦତଳେ ରଖି ଦେଉଥିଲେ। ପ୍ରେତ୍ୟକକଙ୍କ ନିଜ ଆବଶ୍ଯକତା ଅନୁସାରେ ଟଙ୍କା ବଣ୍ଟାଗଲା।
35 e o colocavam aos pés dos apóstolos, que o distribuíam segundo a necessidade de cada um.
36 ଯୋଷଫେ ନାମ ରେ ଜଣେ ବିଶ୍ବାସୀ ଥିଲେ। ପ୍ ରରେିତମାନେ ତାହାଙ୍କୁ ବର୍ଣ୍ଣବ୍ବା ନାମ ରେ ଡ଼ାକୁ ଥିଲେ। ଏହି ନାମର ଅର୍ଥ, ସାହାୟ୍ଯକାରୀ ସେ କୁପ୍ରୀୟ ଜାତିର ଜଣେ ଲବେୀୟ ଥିଲେ।
36 José, um levita de Chipre a quem os apóstolos deram o nome de Barnabé, que significa encorajador,
37 ୟୋ ସଫଙ୍କେର ଖଣ୍ଡିଏ କ୍ଷତେ ଥିଲା। ସେ ତାହାକୁ ବିକ୍ରୀ କରି ଦେଲେ ଓ ବିକ୍ରୀଲବ୍ଧ ସମସ୍ତ ଟଙ୍କା ଆଣି ପ୍ ରରେିତମାନଙ୍କୁ ଦଇେ ଦେଲେ।
37 vendeu um campo que possuía, trouxe o dinheiro e o colocou aos pés dos apóstolos.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Atos 4, comparar traduções ou montar um estudo — tudo direto pelo WhatsApp.