Atos 3

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ଦିନେ ପିତର ଓ ଯୋହନ ଏକାଠି ମନ୍ଦିର ପରିସରକୁ ଗଲେ। ସେତବେେଳେ ଦିନ ତିନିଟା ହାଇେଥିଲା ଓ ତାହା ପ୍ରତିଦିନର ପ୍ରାର୍ଥନାର ସମୟ ଥିଲା।
1 Pedro e João subiam ao templo para a oração da hora nona.
2 ସମାନେେ ଉପାସନା ମନ୍ଦିର ପରିସର ମଧିଅରେ ଯାଉଥିବା ସମୟରେ ଜଣେ ଲୋକ ସଠାେରେ ଥିଲା। ସେ ଜନ୍ମରୁ ପଙ୍ଗୁ ହାଇେଥିବାରୁ ଚାଲିପାରୁ ନଥିଲେ। ସମାନେେ ତାହାକୁ ସବୁଦିନ ମନ୍ଦିରରୁ 'ସୁନ୍ଦର ଫାଟକ' ପାଖ ରେ ବ ସଇେ ଦେଉଥିଲେ। ସେ ମନ୍ଦିରକୁ ଯାଉଥିବା ଲୋକମାନଙ୍କଠାରୁ ପଇସା ମାଗୁଥିଲା।
2 Era levado um homem, coxo de nascença, o qual punham diariamente à porta do templo chamada Formosa, para pedir esmola aos que entravam.
3 ସେ ଯେତବେେଳେ ପିତର ଓ ଯୋହନଙ୍କୁ ମନ୍ଦିର ଭିତରକୁ ୟିବାର ଦେଖିଲା, ସେତବେେଳେ ସେ ସମାନଙ୍କେୁ ପଇସା ମାଗିଲା।
3 Vendo ele a Pedro e João, que iam entrar no templo, implorava que lhe dessem uma esmola.
4 ଯୋହନ ଓ ପିତର ତା ଆଡ଼କୁ ଅନାଇ କହିଲେ, ଆମ୍ଭ ଆଡ଼େ ଚାହଁ।
4 Pedro, fitando-o, juntamente com João, disse: Olha para nós.
5 ସେ କିଛି ପାଇବା ଆଶା ରେ ସମାନଙ୍କେ ଆଡ଼େ ଦେଖିଲା।
5 Ele os olhava atentamente, esperando receber alguma coisa.
6 କିନ୍ତୁ ପିତର କହିଲେ, ମାେ ପାଖ ରେ ସୁନା ବା ରୂପା ନାହିଁ, କିନ୍ତୁ ଯାହା ଅଛି ତାହା ମୁଁ ତୁମ୍ଭକୁ ଦେଉଛି। ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ନାମ ରେ ଉଠି ଚ଼ାଲ।
6 Pedro, porém, lhe disse: Não possuo nem prata nem ouro, mas o que tenho, isso te dou: em nome de Jesus Cristo, o Nazareno, anda!
7 ଏହା କହି ପିତର ତା'ର ଡ଼ାହାଣ ହାତ ଧରି ଉେଠଇଲେ। ସଙ୍ଗେ ସଙ୍ଗେ ତା' ଗୋଡ଼ ଓ ପାଦ ଶକ୍ତ ହାଇଗେଲା। ସେ ଡ଼ଇେଁ ପଡ଼ି ଚ଼ାଲିବାକୁ ଆରମ୍ଭ କଲା
7 E, tomando-o pela mão direita, o levantou; imediatamente, os seus pés e tornozelos se firmaram;
8 ସେ ନାଚି ନାଚି ଈଶ୍ବରଙ୍କୁ ପ୍ରଶଂସା କରି ସମାନଙ୍କେ ସହିତ ଉପାସନା ମନ୍ଦିରକୁ ଗଲା।
8 de um salto se pôs em pé, passou a andar e entrou com eles no templo, saltando e louvando a Deus.
9 ସମସ୍ତେ ତାହାକୁ ଚାଲିବାର ଓ ଇଶ୍ବରଙ୍କର ପ୍ରଶଂସା କରିବାର ଦେଖିଲେ।
9 Viu-o todo o povo a andar e a louvar a Deus,
10 ଲୋକମାନେ ତାହାକୁ ଚ଼ିହ୍ନିପାରିଲେ ଯେ ଏ ସହେି ଲୋକ ୟିଏ କି ଉପାସନା ମନ୍ଦିରର 'ସୁନ୍ଦର ଫାଟକ' ପାଖ ରେ ବସି ଭିକ ମାଗୁଥିଲା। ସମାନେେ ତାହାର ଏହି ପରିବର୍ତ୍ତନ ଦେଖି ଆଶ୍ଚର୍ୟ୍ଯ ହାଇଗେଲେ। ଏହା କିପରି ସମ୍ଭବ ହେଲା, ତାହା ସମାନେେ ବୁଝିପାରୁ ନଥିଲେ।
10 e reconheceram ser ele o mesmo que esmolava, assentado à Porta Formosa do templo; e se encheram de admiração e assombro por isso que lhe acontecera.
11 ସେ ସୁସ୍ଥ ଲୋକଟି ପିତର ଓ ଯୋହନଙ୍କ ପାଖେ ପାଖେ ରହିଲା। ତେଣୁ ସମସ୍ତେ ଆଶ୍ଚର୍ୟ୍ଯ ହାଇେ ଶଲୋମନଙ୍କ ମଣ୍ଡପ ରେ ସମାନଙ୍କେ ପାଖକୁ ଦୌଡ଼ି ଆସିଲେ। ତାହା ଦେଖି ପିତର ଲୋକମାନଙ୍କୁ କହିଲେ, ହେ ଇଶ୍ରଯଲରେ ଲୋକମାନେ, ତୁମ୍ଭମାନେେ ଏହା ଦେଖି କାହିଁକି ଆଶ୍ଚର୍ୟ୍ଯ ହେଉଅଛ?
11 Apegando-se ele a Pedro e a João, todo o povo correu atônito para junto deles no pórtico chamado de Salomão.
12 ତୁମ୍ଭମାନେେ ଆମ୍ଭକୁ ଏପରି କାହିଁକି ଦେଖୁଛ, ଯେପରିକି ଆମ୍ଭେ ଅମ୍ଭ ଶକ୍ତି ବା ଭକ୍ତି ବଳ ରେ ଏହି ଲୋକକୁ ଚ଼ାଲିବାକୁ ଦଲେୁ।
12 À vista disto, Pedro se dirigiu ao povo, dizendo: Israelitas, por que vos maravilhais disto ou por que fitais os olhos em nós como se pelo nosso próprio poder ou piedade o tivéssemos feito andar?
13 ନା! ଇଶ୍ବର ଏହା କରିଛନ୍ତି। ସେ ଅବ୍ରାହାମ, ୟିସ୍ହାକ ଓଯାକୁବଙ୍କ ଇଶ୍ବର ଅଟନ୍ତି। ସେ ଆମ୍ଭର ସମସ୍ତ ପୂର୍ବପୁରୁଷଙ୍କ ଇଶ୍ବର ଅଟନ୍ତି। ସେ ତାହାଙ୍କ ମହାନ ସବେକ ଯୀଶୁଙ୍କୁ ଗୌରବାନ୍ବିତ କରିଅଛନ୍ତି। ମାତ୍ର ତୁମ୍ଭମାନେେ ଯୀଶୁଙ୍କୁ ମୃତ୍ଯୁ ଭୋଗ କରିବା ନିମନ୍ତେ ସମର୍ପଣ କରି ଦେଲେ। ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ସ୍ଥିର କରିଥିଲେ, କିନ୍ତୁ ତୁମ୍ଭମାନେେ ଯୀଶୁଙ୍କୁ ଚ଼ାହଁନାହିଁ ବୋଲି ପୀଲାତଙ୍କୁ କହିଲ।
13 O Deus de Abraão, de Isaque e de Jacó, o Deus de nossos pais, glorificou a seu Servo Jesus, a quem vós traístes e negastes perante Pilatos, quando este havia decidido soltá-lo.
14 ତୁମ୍ଭମାନେେ ଜଣେ ପବିତ୍ର ଓ ଧାର୍ମିକ ଲୋକକୁ ଅସ୍ବୀକାର କଲ ଓ ଜଣେ ହତ୍ଯାକାରୀକୁ ତାହାଙ୍କ ବଦଳ ରେ ତୁମ୍ଭମାନଙ୍କ ପାଇଁ ମୁକ୍ତ କରିଦବୋ ପାଇଁ ଚାହିଁଲ।
14 Vós, porém, negastes o Santo e o Justo e pedistes que vos concedessem um homicida.
15 ଜୀବନ ଦାନ କରିଥିବା ବ୍ଯକ୍ତିକୁ ତୁମ୍ଭମାନେେ ହତ୍ଯା କଲ, ମାତ୍ର ଇଶ୍ବର ତାହାଙ୍କୁ ମୃତ୍ଯୁରୁ ଉଠାଇଲେ। ଆମ୍ଭେ ସମସ୍ତେ ଏହାର ସାକ୍ଷୀ, ଆମ୍ଭମାନେେ ବି ଏହା ନିଜ ଆଖି ରେ ଦେଖିଅଛୁ।
15 Dessarte, matastes o Autor da vida, a quem Deus ressuscitou dentre os mortos, do que nós somos testemunhas.
16 ଏ ଯେଉଁ ଲୋକକୁ ତୁମ୍ଭମାନେେ ଦେଖୁଛ ଓ ଚିହ୍ନିଛ, ସେ ଯୀଶୁଙ୍କ ନାମ ରେ ଶକ୍ତି ପାଇ ଚ଼ାଲି ପାରିଲା। ଯୀଶୁଙ୍କ ନାମ ରେ ଆମ୍ଭମାନଙ୍କର ବିଶ୍ବାସ ଅଛି। ହଁ, କବଳେ ଯୀଶୁଙ୍କ ଉପରେ ଥିବା ବିଶ୍ବାସ ତାକୁ ସମ୍ପୁର୍ଣ୍ଣ ରୂପେ ଆରୋଗ୍ୟ କରି ଦଲୋ ଆଉ ତାହା ତୁମ୍ଭମାନେେ ଦେଖିଲ।
16 Pela fé em o nome de Jesus, é que esse mesmo nome fortaleceu a este homem que agora vedes e reconheceis; sim, a fé que vem por meio de Jesus deu a este saúde perfeita na presença de todos vós.
17 ଭାଇମାନେ, ମୁଁ ଜାଣେ ଯେ, ତୁମ୍ଭମାନେେ ମଧ୍ଯ କ'ଣ କରୁଛ, ତାହା ନବୁଝି ଯୀଶୁଙ୍କ ପ୍ରତି ଏପରି କଲ। ତୁମ୍ଭମାନଙ୍କର ନେତାମାନେ ମଧ୍ଯ କ'ଣ କରୁଅଛନ୍ତି, ତାହା ବୁଝିପାରି ନଥିଲେ।
17 E agora, irmãos, eu sei que o fizestes por ignorância, como também as vossas autoridades;
18 ଇଶ୍ବର ଖ୍ରୀଷ୍ଟଙ୍କର ଦୁଃଖ ଭୋଗିବା ବିଷୟ ରେ ପୂର୍ବରୁ ସବୁ କଥା ଭାବବାଦୀମାନଙ୍କ ମୁଖଦ୍ବାରା କହି ସାରିଥିଲେ। ବର୍ତ୍ତମାନ ପରମେଶ୍ବର ଏ ସବୁ ଘଟଣା ଘଟାଉଛନ୍ତି।
18 mas Deus, assim, cumpriu o que dantes anunciara por boca de todos os profetas: que o seu Cristo havia de padecer.
19 ଏଥିପାଇଁ ତୁମ୍ଭମାନେେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କରି ପରମେଶ୍ବରଙ୍କ ପାଖକୁ ଫରେିଆସ, ତବେେ ସେ ତୁମ୍ଭମାନଙ୍କର ପାପସବୁ କ୍ଷମା କରି ଦବେେ।
19 Arrependei-vos, pois, e convertei-vos para serem cancelados os vossos pecados,
20 ଏପରି କଲେ ପ୍ରଭୁ ତୁମ୍ଭମାନଙ୍କୁ ଆତ୍ମିକ ଶାନ୍ତି ଦବେେ। ତାହାଙ୍କ ମନୋନୀତ ଖ୍ରୀଷ୍ଟ ଯୀଶୁଙ୍କୁ ମଧ୍ଯ ସେ ତୁମ୍ଭମାନଙ୍କ ପାଖକୁ ପଠାଇ ଦବେେ।
20 a fim de que, da presença do Senhor, venham tempos de refrigério, e que envie ele o Cristo, que já vos foi designado, Jesus,
21 ପୁନର୍ବାର ସମସ୍ତ କାର୍ୟ୍ଯ ସୁସମ୍ପନ୍ନ ହବୋ ପର୍ୟ୍ଯନ୍ତ ଯୀଶୁଙ୍କୁ ସ୍ବର୍ଗ ରେ ରହିବାକୁ ପଡ଼ିବ। ଏହି ସମସ୍ତ ବିଷୟ ରେ ପରମେଶ୍ବର ବହୁତ ଆଗରୁ ଭାବବଦୀମାନଙ୍କ ମାଧ୍ଯମ ରେ କହିଛନ୍ତି।
21 ao qual é necessário que o céu receba até aos tempos da restauração de todas as coisas, de que Deus falou por boca dos seus santos profetas desde a antiguidade.
22 ମାଶାେ କହିଛନ୍ତି, 'ପରମେଶ୍ବର ତୁମ୍ଭମାନଙ୍କ ପାଇଁ ଜଣେ ଭାବବାଦୀ ଦବେେ। ସହେି ଭାବବାଦୀ ତୁମ୍ଭମାନଙ୍କ ମଧ୍ଯରୁ ଆସିବେ। ସେ ମାେ'ପରି ହବେେ। ସେ ଯାହା କହିବେ, ତାହା ତୁମ୍ଭମାନଙ୍କୁ ମାନିବାକୁ ପଡ଼ିବ।
22 Disse, na verdade, Moisés: O Senhor Deus vos suscitará dentre vossos irmãos um profeta semelhante a mim; a ele ouvireis em tudo quanto vos disser.
23 ଯେଉଁ ଲୋକ ତାହାଙ୍କ କଥାର ବାଧ୍ଯ ହବେନାହିଁ ତା'ର ମୃତ୍ଯୁ ଘଟିବ ଓ ପରମେଶ୍ବରଙ୍କ ଲୋକମାନଙ୍କ ମଧ୍ଯରୁ ସେ ବିଚ୍ଛିନ୍ନ କରିଦିଆୟିବ।'
23 Acontecerá que toda alma que não ouvir a esse profeta será exterminada do meio do povo.
24 ହଁ, ଶାମୁଯଲେ ଓ ତାହାଙ୍କ ପରେ ଆସିଥିବା ସମସ୍ତ ଭାବବାଦୀମାନେ ଏହି ସମୟ ବିଷୟ ରେ ଘୋଷଣା କରିଛନ୍ତି।
24 E todos os profetas, a começar com Samuel, assim como todos quantos depois falaram, também anunciaram estes dias.
25 ତୁମ୍ଭମାନେେ ସହେି ଭାବବାଦୀମାନଙ୍କର ଉତ୍ତରାଧିକାରୀ। ପରମେଶ୍ବର ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ଯେଉଁ ଚୁକ୍ତି କରିଥିଲେ, ତୁମ୍ଭମାନେେ ମଧ୍ଯ ତା'ର ଉତ୍ତରାଧିକାରୀ। ସେ ଅବ୍ରାହାମଙ୍କୁ କହିଥିଲେ, 'ତୁମ୍ଭମାନଙ୍କ ସନ୍ତାନମାନଙ୍କ ଦ୍ବାରା ଜଗତ ରେ ସବୁ ଲୋକ ଆଶୀର୍ବାଦ ପାଇବେ।'
25 Vós sois os filhos dos profetas e da aliança que Deus estabeleceu com vossos pais, dizendo a Abraão: Na tua descendência, serão abençoadas todas as nações da terra.
26 ପରମେଶ୍ବର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା ପାଇଁ ପ୍ରଥମେ ଆପଣାର ବିଶଷେ ସବେକ ଯୀଶୁଙ୍କୁ ପଠାଇଛନ୍ତି। ତୁମ୍ଭମାନେେ ଯେପରି ମନ୍ଦକାର୍ୟ୍ଯରୁ ବିମୁଖ ହୁଅ, ଏଥିପାଇଁ ସେ ଏପରି କରିଛନ୍ତି।
26 Tendo Deus ressuscitado o seu Servo, enviou-o primeiramente a vós outros para vos abençoar, no sentido de que cada um se aparte das suas perversidades.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Atos 3, comparar traduções ou montar um estudo — tudo direto pelo WhatsApp.