Atos 27
Oriya Bible (GL_ORIYA) vs VC
1 ଇତାଲିଆକୁ ଜାହାଜା ରେ ଯାତ୍ରା କରିବା ପାଇଁ ସ୍ଥିର ହବୋରୁ ପାଉଲ ଓ ଅନ୍ୟ ବନ୍ଦୀମାନଙ୍କୁ ଦାଯିତ୍ବ ୟୂଲିଅ ନାମକ ଶତ ସନୋପତିଙ୍କ ହସ୍ତ ରେ ଅର୍ପଣ କରାଗଲା। ସହେି ୟୂଲିଅ ସମ୍ରାଟଙ୍କର ସନୋବାହିନୀ ରେ ଚ଼ାକିରୀ କରୁଥିଲେ। ଆମ୍ଭମାନେେ ଆଦ୍ରାମୁତ୍ତୀୟରୁ ଗୋଟିଏ ଜାହାଜ ରେ ଉଠିଲୁ।
1 Logo que foi determinado que embarcássemos para a Itália, Paulo foi entregue com outros presos a um centurião da coorte Augusta, chamado Júlio.
2 ସହେି ଜାହାଜଟି ଏସିଆ ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକୁ ଯାଉଥିଲା। ଥସଲିେନିକୀର ଆରିସ୍ତାର୍ଖ ନାମକ ଜଣେ ମାକିଦନିଆ ଅଧିବାସୀ ଆମ୍ଭ ସହିତ ଥିଲେ।
2 Embarcamos num navio de Adramito que devia costear as terras da Ásia, e levantamos âncora. Em nossa companhia estava Aristarco, macedônio de Tessalônica.
3 ତହିଁ ଆରଦିନ ଆମ୍ଭେ ସୀଦୋନ ରେ ପହଞ୍ଚିଲୁ। ୟୁଲିଅ ପାଉଲଙ୍କ ପ୍ରତି ଦୟା ଦେଖଇେ ତାହାଙ୍କୁ ତାହାଙ୍କର ବନ୍ଧୁମାନଙ୍କ ସହିତ ସାକ୍ଷାତ କରିବା ପାଇଁ ଅନୁମତି ଦେଲେ। ପାଉଲଙ୍କ ବନ୍ଧୁମାନେ ତାହାଙ୍କର ଆବଶ୍ଯକତା ପୂର୍ଣ୍ଣ କଲେ।
3 No dia seguinte, fazendo escala em Sidônia, Júlio, usando de bondade com Paulo, permitiu-lhe ir ver os seus amigos e prover-se do que havia de necessário.
4 ତା'ପରେ ଆମ୍ଭେ ସୀଦୋନ ନଗର ଛାଡ଼ିଲୁ। ସେ ସମୟରେ ପ୍ରତିକୂଳ ପବନ ବହୁଥିଲା। ତେଣୁ ଆମ୍ଭେ ସାଇପ୍ରସ୍ ଉପଦ୍ବୀପ ନିକଟ ଦଇେ ଜଳଯାତ୍ରା କଲୁ।
4 Dali, fazendo-nos ao mar, fomos navegando perto das costas de Chipre, por nos serem contrários os ventos.
5 ତା'ପରେ ଆମ୍ଭେ କିଲିକିଯା ଓ ଫଫୁଲିଆ କୂଳେ କୂଳେ ଯାଇ ଲୁକିଆ ଦେଶର ମୁରା ନଗରୀ ରେ ପହଞ୍ଚିଲୁ।
5 Tendo atravessado o mar da Cilícia e da Panfília, chegamos a Mira, cidade da Lícia.
6 ସଠାେରେ ୟୁଲିଅ ଆଲକଜୋଣ୍ଡ୍ରିଆର ଜାହାଜଟିଏ ଇତାଲିଆକୁ ଯାଉଥିବାର ପାଇଲୋ ସେ ଆମ୍ଭମାନଙ୍କୁ ସେଥି ରେ ଚ଼ଢାଇ ଦେଲେ।
6 O centurião encontrou ali um navio de Alexandria, que rumava para a Itália, e fez-nos passar para ele.
7 ଆମ୍ଭମାନେେ କିଛି ଦିନ ଧୀ ରେ ଧୀ ରେ ଯାତ୍ରା କଲୁ। ଶଷେ ରେ ବହୁତ ଅସୁବିଧା ରେ ସମ୍ମୁଖୀନ ହାଇେ କ୍ଲିଦ ପହଞ୍ଚିଲୁ। କିନ୍ତୁ ଖୁବ୍ ଜୋର୍ ରେ ପବନ ବହୁଥିବାରୁ ଆମ୍ଭେ ଆଗକୁ ଯାଇ ପାରିଲୁ ନାହିଁ। ତେଣୁ ଆମ୍ଭେ ସାଲ୍ମୋଲୀର ନିକଟ କ୍ରୀତୀ ଦ୍ବୀପ ଉପକୂଳ ଦଇେ ଯାତ୍ରା କଲୁ।
7 Por muitos dias navegamos lentamente e com dificuldade até diante de Cnido, onde o vento não nos permitiu aportar.
8 ଆମ୍ଭେ କୂଳକେୂଳେ ବହୁତ କଷ୍ଟ ରେ ଯାତ୍ରା କଲୁ। ତା'ପରେ ଆମ୍ଭେ ଲାସାଯା ନଗର ପାଖ 'ସୁନ୍ଦର ବନ୍ଦର' ନାମକ ସ୍ଥାନ ରେ ପହଞ୍ଚିଲୁ।
8 Fomos então costeando ao sul da ilha de Creta, junto ao cabo Salmona. Navegando com dificuldade ao longo da costa, chegamos afinal a um lugar, a que chamam Bons Portos, perto do qual está a cidade de Lasaia.
9 ଏହିପରି ବହୁତ ସମୟ ବିତିଗଲା। ସେତବେେଳେ ଯିହୂଦୀୟ ଉପବାସ ଦିବସର ପରବର୍ତ୍ତୀ ସମୟ ହାଇେ ଥିବାରୁ, ଦୀର୍ଘ ଯାତ୍ରା ପାଇଁ ପାଗ ବିପଦପୂର୍ଣ୍ଣ ହାଇେ ଆସୁଥିଲା। ତେଣୁ ପାଉଲ ସମାନଙ୍କେୁ ସାବଧାନ କରଇେ କହିଲେ, ହେ ବନ୍ଧୁଗଣ! ମୁଁ ଭାବୁଛି, ଆମ୍ଭମାନଙ୍କର ଆଉ ଆଗକୁ ଯାତ୍ରା କରିବା ବିପଦଜନକ ହବେ।
9 Passara o tempo - já havia passado a época do jejum - e a navegação se tornava perigosa. Paulo advertiu-os:
10 ଏହା ଦ୍ବାରା ଯେ କବଳେ ଜାହାଜ ଓ ଜିନିଷପତ୍ରର କ୍ଷତି ଘଟିବ ତାହା ନୁହେଁ, ହୁଏତ ଆମ୍ଭମାନଙ୍କର ଜୀବନ ମଧ୍ଯ ଚ଼ାଲିଯାଇପା ରେ।
10 Amigos, vejo que a navegação não se fará sem perigo e sem graves danos, não somente ao navio e à sua carga, mas ainda às nossas vidas.
11 କିନ୍ତୁ ସନୋଧିକାରୀ, ପାଉଲଙ୍କ କହିଥିବା କଥା ଅପେକ୍ଷା ଜାହାଜର କ୍ଯାପଟନ୍େ ଓ ମାଲିକଙ୍କ କଥାକୁ ଅଧିକ ବିଶ୍ବାସ କଲେ।
11 O centurião, porém, dava mais crédito ao piloto e ao mestre do que ao que Paulo dizia.
12 ସହେି ବନ୍ଦରଟି ଶୀତ କଟଇବୋ ପାଇଁ ଅନୁପୟୁକ୍ତ ଥିଲା। ତେଣୁ ଜାହାଜର ଅଧିକାଂଶ ନାବିକ ଫୋନୀକ୍ ରେ ପହଞ୍ଚିବା ଆଶା ରେ ସଠାେରେ ଆମ୍ଭ ସହିତ ୟିବା ପାଇଁ ଓ ଶୀତଋତୁ କଟଇବୋ ପାଇଁ ପରାମର୍ଶ ଦେଲେ। ଫୋନୀକ୍ସ୍ କ୍ରୀତି ଉପଦ୍ବୀପର ଗୋଟିଏ ନଗର। ଫୋନୀକ୍ସ୍ ଗୋଟିଏ ବନ୍ଦର। ତାହା ଉଭୟ ଉତ୍ତରପୂର୍ବ ଓ ଦକ୍ଷିଣ ପୂର୍ବ ଦିଗକୁ ଥିଲା।
12 O porto era impróprio para passar o inverno, pelo que a maior parte deles foi de parecer que se retornasse ao mar, na esperança de chegar a Fenice, para passar ali o inverno, por ser esse um porto de Creta, abrigado dos ventos do sudeste e do nordeste.
13 ତା'ପରେ ପ୍ରବଳ ପବନ ଦକ୍ଷିଣ ଦିଗରୁ ବୋହିଲା। ଜାହାଜ ରେ ଥିବା ଲୋକମାନେ ଭାବିଲେ, ଆମ୍ଭେ ଯେଉଁ ପବନ ବହିବାଇଚ୍ଛା କରିଥିଲୁ, ତାହା ଆମ୍ଭେ ପାଇଲୁ। ତେଣୁ ଆମ୍ଭେ ଲଙ୍ଗର ଉେଠଇ କ୍ରୀତି ଉପଦ୍ବୀପର କୂଳକେୂଳେ ଯାତ୍ରା କଲୁ।
13 Soprava então brandamente o vento sul. Julgavam poder executar os seus planos. Levantaram a âncora e foram costeando de perto a ilha de Creta.
14 ମାତ୍ର ଅଳ୍ପ ସମୟ ପରେ ହଠାତ୍ ପାଗ ବଦଳିଗଲା। ଉତ୍ତର ପୂର୍ବୀୟ ନାମକ ପବନ, ଦ୍ବୀପଆଡୁ ପ୍ରଚ଼ଣ୍ଡ ବଗେ ରେ ବୋହିବାକୁ ଲାଗିଲା।
14 Mas, não muito depois, veio do lado da ilha um tufão chamado Euroaquilão.
15 ଏହା ଜାହାଜକୁ ଆଘାତ କରି ସମୁଦ୍ର ଭିତରକୁ ଠଲେି ନଲୋ। ଜାହାଜ ପବନ ରେ ସ୍ଥିର ହାଇେ ରହି ନପାରିବାରୁ ଆମ୍ଭେ ତାକୁ ଭାସିୟିବା ପାଇଁ ଛାଡ଼ି ଦଲେୁ।
15 Sem poder resistir à ventania, o navio foi arrebatado e deixamo-nos arrastar.
16 ତା'ପରେ ଆମ୍ଭେ କ୍ଲାଉଦ ନାମକ ଉପଦ୍ବୀପ ଉହାଡ଼ ରେ ଜାହାଜ ଚ଼ଳାଇଲୁ। ସଠାେରେ ଗୋଟିଏ ଜୀବନରକ୍ଷକ ଡ଼ଙ୍ଗାକୁ ବହୁ କଷ୍ଟ ରେ ଆମ୍ଭେ ଜାହାଜ ଉପରକୁ ଉଠାଇବାକୁ ସମର୍ଥ ହେଲୁ।
16 Impelidos rapidamente para uma pequena ilha chamada Cauda, conseguimos, com muito esforço, recolher o batel.
17 କବଳେ ତାହାକୁ ଜାହାଜ ଭିତରକୁ ନଲେୁ। ତାହାକୁ ଏକାଠି ଧରି ରଖିବା ପାଇଁ ଜାହାଜର ଚ଼ାରିପଟେ ଦଉଡ଼ି ରେ ବାନ୍ଧି ଦେଲେ। ନାବିକମାନେ ଚେ଼ାରାବାଲି ରେ ଜାହାଜ ଲାଗିୟିବାର ଭୟ କଲେ। ତେଣୁ ସମାନେେ ଉପର ପାଲଗୁଡ଼ିକ ଖ ସଇେ ପବନ ରେ ଜାହାଜଟିକୁ ଭ ସଇେ ଦେଲେ।
17 Içaram-no e, depois, como meio de segurança, cingiram o navio com cabos. Então, temendo encalhar em Sirte, arriaram as velas e entregaram-se à mercê dos ventos.
18 ତହିଁ ଆରଦିନ ସମାନେେ ଝଡ଼ ପ୍ରବଳ ବଗେ ରେ ବଢ଼ିବାରୁ ମାଲଗୁଡ଼ିକ ସମୁଦ୍ର ରେ ପକଇେ ଦେଲେ।
18 No dia seguinte, sendo a tempestade ainda mais violenta, atiraram fora a carga.
19 ତୃତୀୟ ଦିନ ସମାନେେ ନିଜ ହାତ ରେ ଜାହାଜର ସରଞ୍ଜାମ ସବୁ ପାଣିକୁ ଫୋପାଡ଼ି ଦେଲେ।
19 No terceiro dia, atiramos para fora com as nossas próprias mãos os acessórios do navio.
20 ଆମ୍ଭେ ବହୁତ ଦିନ ପର୍ୟ୍ଯନ୍ତ ସୁର୍ୟ୍ଯ କି ତାରା କିଛି ଦେଖି ପାରିଲୁ ନାହିଁ। ପ୍ରଚ଼ଣ୍ଡ ଝଡ଼ ବତାସର ବଗେ କମିଲା ନାହିଁ। ଆମ୍ଭମାନେେ ଜୀବନ ରକ୍ଷା କରିବାର ସମସ୍ତ ଆଶା ରହଇେ ବସିଲୁ। ଆମ୍ଭେ ଭାବିଲୁ, ଆମ୍ଭର ମୃତ୍ଯୁ ଘଟିବ। ଅନକେ ଦିନ ପର୍ୟ୍ଯନ୍ତ ଆମ୍ଭମାନେେ କହେି କିଛି ଖାଇ ନଥିଲୁ।
20 Ora, não aparecendo por muitos dias nem sol nem estrelas e sendo batidos por forte tempestade, tínhamos por fim perdido toda a esperança de sermos salvos.
21 ଶଷେ ରେ ପାଉଲ ସମାନଙ୍କେୁ କହିଲେ, ବନ୍ଧୁଗଣ, ତୁମ୍ଭମାନେେ ଯଦି ମାେ କଥା ଶୁଣି କ୍ରୀତି ଉପଦ୍ବୀପରୁ ଜାହାଜ ଛାଡ଼ି ନଥାନ୍ତ, ତବେେ ତୁମ୍ଭମାନଙ୍କେର ଏ ଜାହାଜ ନଷ୍ଟ ହାଇେ ନଥାନ୍ତା ଓ ଏତେ କ୍ଷତି ଘଟି ନଥାନ୍ତା।
21 Desde muito tempo ninguém havia comido nada. Paulo levantou-se no meio deles e disse: Amigos, deveras devíeis ter-me atendido e não ter saído de Creta, e assim evitar esse perigo e essas perdas.
22 କିନ୍ତୁ ବର୍ତ୍ତମାନ ମାରେକଥାଶୁଣ ଓ ସାହାସ ଧର। କାରଣ ତୁମ୍ଭମାନଙ୍କ ମଧ୍ଯରୁ କାହାରି ଜୀବନ ୟିବ ନାହିଁ। କବଳେ ଜାହାଜଟି ନଷ୍ଟ ହାଇଯେିବ।
22 Agora, porém, vos admoesto a que tenhais coragem, pois não perecerá nenhum de vós, mas somente o navio.
23 ମୁଁ ଯେଉଁ ପରମେଶ୍ବରଙ୍କର ସବୋ କରେ, ତାହାଙ୍କର ଜଣେ ଦୂତ ଗତକାଲି ରାତି ରେ ମାେ ପାଖ ରେ ଠିଆ ହାଇେ କହିଲେ,
23 Esta noite apareceu-me um anjo de Deus, a quem pertenço e a quem sirvo, o qual me disse:
24 'ଭୟ କରନାହିଁ, ପାଉଲ! ତୁମ୍ଭେ ନିଶ୍ଚୟ କାଇସରଙ୍କ ସମ୍ମୁଖକୁ ୟିବ। ପରମେଶ୍ବର ତୁମ୍ଭ ହତେୁ ତୁମ୍ଭର ସମସ୍ତ ସହଯାତ୍ରୀଙ୍କ ଜୀବନ ରକ୍ଷା କରିବେ।'
24 Não temas, Paulo. É necessário que compareças diante de César. Deus deu-te todos os que navegam contigo.
25 ତେଣୁ ବନ୍ଧୁଗଣ! ଖୁସୀ ହୁଅ। ମୁଁ ପରମେଶ୍ବରଙ୍କୁ ବିଶ୍ବାସ କରେ। ତାହାଙ୍କ ଦୂତ ମାେତେ ଯେପରି କହିଛନ୍ତି, ଠିକ୍ ସହେିପରି ଘଟିବ।
25 Por isso, amigos, coragem! Eu confio em Deus que há de acontecer como me foi dito.
26 କିନ୍ତୁ ଆମ୍ଭେ କୌଣସି ଉପଦ୍ବୀପ କୂଳ ରେ ଖଣ୍ଡ ବିଖଣ୍ଡ ହାଇେ ପଡ଼ିବା।
26 Vamos dar a uma ilha.
27 ଝଡ଼ର ଚ଼ଉଦ ଦିନ ରେ ପ୍ରାୟ ମଧ୍ଯ ରାତ୍ରି ସମୟରେ ଆମ୍ଭ ଜାହାଜ ଆଦ୍ରିଯା ସମୁଦ୍ରର ପାଖ ରେ ଭାସୁଥିଲା। ଆମ୍ଭ ନାବିକମାନେ କୌଣସି ସ୍ଥଳ ଭାଗ ରେ ନିକଟବର୍ତ୍ତୀ ହାଇେଛନ୍ତି ବୋଲି ସନ୍ଦହେ କଲେ।
27 Já estávamos na décima quarta noite, pelo mar Adriático, quando, pela meia-noite, os marinheiros pressentiram que estavam perto de alguma terra.
28 ସମାନେେ ଗୋଟିଏ କଡ଼ ରେ ଓଜନ ଓହଳିଥିବା ଦଉଡ଼ି ସାହାୟ୍ଯ ରେ ମାପ କରି ସଠାେରେ ଜଳର ଗଭୀରତା 120 ଫୁଟ ବୋଲି ଦେଖିଲେ। କିଛି ସମୟ ପରେ ସମାନେେ ପୁଣି ମାପି ତାହା 90 ଫୁଟ ଗଭୀର ଥିବାର ଦେଖିଲେ।
28 Então, atirando a sonda, perceberam que a profundidade era de vinte braças. Depois, um pouco mais adiante, viram que era de quinze braças.
29 ସମାନେେ ଭୟ କଲେ, ଯେ କାଳେ ଜାହାଜ ଭାସି-ଭାସି ଯାଇ ପଥର ରେ ଧକ୍କା ହାଇଯେିବ। ତେଣୁ ସମାନେେ ଜାହାଜର ପଛପଟେ ଚ଼ା ରୋଟି ଲଙ୍ଗର ପକାଇ ଦିନ ହବୋ ପାଇଁ ଅପେକ୍ଷା କଲେ।
29 Temendo que déssemos em algum recife, lançaram quatro âncoras da popa, esperando ansiosos que amanhecesse o dia.
30 କେତକେ ନାବିକ ଜାହାଜ ଛାଡ଼ି ଚ଼ାଲିୟିବାକୁ ଚାହିଁଲେ। ତେଣୁ ସମାନେେ ଜୀବନରକ୍ଷକ ଡ଼ଙ୍ଗାକୁ ପାଣି ରେ ଖ ସଇେ ଦେଲେ। ଯାହା ଫଳ ରେ ଅନ୍ୟମାନେ ଭାବିବେ ଯେ, ନାବିକମାନେ ଜାହାଜ ସାମନା ରେ ଅଧିକ ଲଙ୍ଗର ପକାଇବାକୁ ଯାଉଛନ୍ତି।
30 Imediatamente, os marinheiros procuraram fugir e, sob o pretexto de largar as âncoras da proa, lançaram o bote ao mar.
31 କିନ୍ତୁ ପାଉଲ ସନୋଅଧିକାରୀଙ୍କୁ ଓ ସୈନିକମାନଙ୍କୁ କହିଲେ, ଏମାନେ ଯଦି ଜାହାଜ ରେ ନରହିବେ, ତବେେ ତୁମ୍ଭମାନେେ କହେି ରକ୍ଷା ପାଇବ ନାହିଁ।
31 Paulo disse ao centurião e aos soldados: Se estes homens não permanecerem no navio, não podereis salvar-vos.
32 ତେଣୁ ସୈନିକମାନେ ଜୀବନ ରକ୍ଷକ ଡ଼ଙ୍ଗାର ଦଉଡ଼ି କାଟି ଦେଲେ ଓ ତାହାକୁ ପାଣି ରେ ପକଇେ ଦେଲେ।
32 Os soldados cortaram, então, os cabos do bote e deixaram-no cair.
33 ପାହାନ୍ତିଆ ସମୟରେ ଠିକ୍ ପୂର୍ବରୁ ପାଉଲ ସମାନଙ୍କେୁ କିଛି ଖାଦ୍ୟ ଖାଇବା ପାଇଁ ଅନୁ ରୋଧ କଲେ। ସେ କହିଲେ, ତୁମ୍ଭମାନେେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛ ଓ ଆଜିକୁ ଚ଼ଉଦ ଦିନ ଧରି ତୁମ୍ଭମାନେେ ଖାଦ୍ୟ ସ୍ପର୍ଶ କରି ନାହଁ।
33 Enquanto ia amanhecendo, Paulo encorajou a todos que comessem alguma coisa, e disse: Já faz hoje catorze dias que estais em jejum, sem comer nada.
34 ବର୍ତ୍ତମାନ ବଞ୍ଚିବା ପାଇଁ ତୁମ୍ଭମାନଙ୍କର କିଛି ଖାଦ୍ୟ ଖାଇବା ନିହାତି ଆବଶ୍ଯକ। ତୁମ୍ଭମାନଙ୍କ ମଧ୍ଯରୁ କାହାରି ମୁଣ୍ଡର ଗୋଟିଏ ବାଳ ମଧ୍ଯ, ନଷ୍ଟ ହବେନାହିଁ।
34 Rogo-vos que comais alguma coisa, no interesse de vossa vida, porque nem um cabelo da cabeça de alguém de vós perecerá.
35 ଏତିକି କହିବା ପରେ ପାଉଲ କିଛି ରୋଟୀ ନଇେ ସମସ୍ତଙ୍କ ଆଗ ରେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ, ଓ ସେଥିରୁ ଖଣ୍ଡେ ଛିଣ୍ଡଇେ ଖାଇବାକୁ ଆରମ୍ଭ କଲେ।
35 Tendo dito isso, tomou do pão, pronunciou uma bênção na presença de todos e, depois de parti-lo, começou a comer.
36 ଏଥି ରେ ସମାନେେ ସମସ୍ତେ ଉତ୍ସାହିତ ହେଲେ ଓ ସମାନେେ ମଧ୍ଯ ଖାଇବା ଆରମ୍ଭ କଲେ।
36 Com isso, todos cobraram ânimo e puseram-se igualmente a comer.
37 ଜାହାଜ ରେ ସର୍ବ ମାଟେ 276ଜଣ ଥିଲେ।
37 No navio éramos ao todo duzentas e setenta e seis pessoas.
38 ଆମ୍ଭେ ୟଥେଷ୍ଟ ପରିମାଣ ରେ ଖାଇବା ପରେ ଜାହାଜ ରେ ଥିବା ଗହମକୁ ସମାନେେ ସମୁଦ୍ର ରେ ଫିଙ୍ଗି ଦେଲେ, ୟଦ୍ବାରା ଜାହାଜ ହାଲୁକା ହାଇଗେଲା।
38 Depois de terem comido à vontade, aliviaram o navio, atirando o trigo ao mar.
39 ଦିନ ହେଲା, ମାତ୍ର ନାବିକମାନେ ସହେି ସ୍ଥାନଟି ଚ଼ିହ୍ନି ପାରିଲେ ନାହିଁ। ସମାନେେ ଗୋଟିଏ ଉପସାଗର କୂଳ ରେ ବାଲିତଟ ଦେଖିଲେ। ସମ୍ଭବ ହେଲେ ସହେି କୂଳ ରେ ଜାହାଜ ଲଗଇବୋ ପାଇଁ ସ୍ଥିର କଲେ।
39 Afinal, clareou o dia. Os marinheiros não reconheceram a terra, mas viram uma enseada com uma praia, na qual tencionavam encalhar o navio, caso o pudessem.
40 ସମାନେେ ଲଙ୍ଗରଗୁଡ଼ିକ କାଟି ସମୁଦ୍ର ରେ ଫିଙ୍ଗି ଦେଲେ। ସମାନେେ ମଙ୍ଗର ଦଉଡ଼ି ଫିଟଇେ ପବନ ରେ ସାମନା ପାଲଟି ଉଠାଇଲେ। ତା'ପରେ ସମାନେେ ବାଲିତଟ ଆଡ଼କୁ ଯାତ୍ରା କଲେ।
40 Levantaram as âncoras e largaram ao mesmo tempo as amarras dos lemes. Desfraldaram ao vento a vela mestra e rumaram para a praia.
41 କିନ୍ତୁ ଜାହାଜଟି ଦୁଇଟି ସମୁଦ୍ରର ସଙ୍ଗମ ସ୍ଥାନ ରେ ଗୋଟିଏ ବାଲିଚ଼ଡ଼ାଠା ରେ ଧକ୍କା ଖାଇ ଲାଗିଗଲା। ତେଣୁ ଜାହାଜର ଆଗ ଅଂଶ ଅଚ଼ଳ ହାଇଗେଲାଓ ପଛ ଭାଗ ଲହରୀ ଧକ୍କା ରେ ଭାଙ୍ଗି ଖଣ୍ଡ ଖଣ୍ଡ ହାଇଗେଲା।
41 Mas deram numa língua de terra, e o navio encalhou aí. A proa, encalhada, permanecia imóvel, ao mesmo tempo que a popa se abria com a força do mar.
42 ବନ୍ଦୀମାନେ କାଳେ ପହଁରି ଖସି ଚ଼ାଲିଯିବେ, ସେଥିପାଇଁ ସୈନ୍ଯମାନେ ଭୟ ରେ ସମାନଙ୍କେୁ ହତ୍ଯା କରିବା ପାଇଁ ଚିନ୍ତା କଲେ।
42 Os soldados tencionavam matar os presos, por temerem que algum deles fugisse a nado.
43 କିନ୍ତୁ ସନୋ ଅଧିକାରୀ ୟୂଲିଅ ପାଉଲଙ୍କୁ ରକ୍ଷା କରିବା ପାଇଁ ଚାହିଁଲେ। ତେଣୁ ବନ୍ଦୀ ଲୋକମାନଙ୍କୁ ମାରିଦବୋ ପାଇଁ ସେ ସୈନିକମାନଙ୍କୁ ଅନୁମତି ଦେଲେ ନାହିଁ। ସେ ପହଁରି ଜାଣିଥିବା ଲୋକଙ୍କୁ ସମୁଦ୍ରକୁ ଡ଼ଇେଁ ପଡ଼ି ପହଁରି ପହଁରି କୂଳକୁ ୟିବା ପାଇଁ ଆଦେଶ ଦେଲେ।
43 O centurião, porém, querendo salvar Paulo, impediu que o fizessem e ordenou que aqueles que pudessem nadar fossem os primeiros a lançar-se ao mar e alcançar a terra.
44 ସେ ଅନ୍ୟମାନଙ୍କୁ ଜାହାଜର କୌଣସି କାଠ ପଟା ବା ଭଙ୍ଗା ଅଂଶକୁ ଧରି ବା ଭଳୋ ସାହାୟ୍ଯ ରେ କୂଳକୁ ୟିବା ପାଇଁ କହିଲେ। ଏହିପରି ଭାବରେ ସମସ୍ତେ ନିରାପଦ ରେ କୂଳ ରେ ଆସି ପହନ୍ଚିଲେ। କାହାର ମୃତ୍ଯୁ ହେଲା ନାହିଁ।
44 Os demais, uns atingiram a terra em tábuas, outros em cima dos destroços do navio. Desse modo, todos conseguiram chegar à terra, sãos e salvos.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Atos 27, comparar traduções ou montar um estudo — tudo direto pelo WhatsApp.