Atos 23

Oriya Bible (GL_ORIYA) vs VC

Sair da comparação
VC Versão Católica
1 ପାଉଲ ଏକ ଲୟ ରେ ସହାସଭାକୁ ଚ଼ାହିଁ କହିଲେ, ହେ ମାରେ ଭାଇମାନେ! ମୁଁ ଆଜି ପର୍ୟ୍ଯନ୍ତ ଉତ୍ତମ ବିବକେ ଅନୁସାରେ କର୍ମ କରି ପରମେଶ୍ବରଙ୍କ ସମ୍ମୁଖ ରେ ଜୀବନ ଅତିବାହିତ କରିଛି।
1 Paulo, fitando os olhos nos membros do conselho, disse: Irmãos, eu tenho procedido diante de Deus com toda a boa consciência ate o dia de hoje...
2 ଏହା ଶୁଣି ମହାୟାଜକ ହନାନିୟ ତାହାଙ୍କ ପାଖ ରେ ଠିଆ ହାଇେଥିବା ଲୋକମାନଙ୍କୁ ତାହାଙ୍କ ମୁହଁ ରେ ଚ଼ାପୁଡ଼ା ମାରିବା ପାଇଁ ଆଦେଶ ଦେଲେ।
2 Mas Ananias, sumo sacerdote, mandou aos que estavam ao seu lado que lhe batessem na boca.
3 ପାଉଲ ହନାନିୟଙ୍କୁ କହିଲେ, ପରମେଶ୍ବର ତୁମ୍ଭକୁ ମଧ୍ଯ ଆଘାତ କରିବେ। ତୁମ୍ଭେ ଗୋଟିଏ ମଇଳା କାନ୍ଥ ପରି ଯାହା ଉପରେ ଧଳା ରଙ୍ଗ ବୋଳା ଯାଇଛି। ତୁମ୍ଭେ ବ୍ଯବସ୍ଥା ଅନୁଯାଯୀ ମାରେନ୍ଯାୟ କରିବା ପାଇଁ ବସିଛି, କିନ୍ତୁ ବ୍ଯବସ୍ଥା ବିରୁଦ୍ଧ ରେ ମାେତେ ଆଘାତ ଦବୋପାଇଁ ଆଦେଶ ଦେଉଛ। ଏହା ମାଶାଙ୍କେ ବ୍ଯବସ୍ଥା ବିରୁଦ୍ଧ।
3 Então Paulo lhe disse: Deus te ferirá também a ti, hipócrita! Tu estás aí assentado para julgar-me segundo a lei, e contra a lei mandas que eu seja ferido?
4 ପାଉଲଙ୍କ ପାଖ ରେ ଠିଆ ହାଇେଥିବା ଲୋକମାନେ କହିଲେ, ତୁମ୍ଭେ ପରମେଶ୍ବରଙ୍କର ମହାୟାଜକଙ୍କୁ ସପରେି କଥା କହିପାରିବ ନାହିଁ। ତୁମ୍ଭେ ଏପରି କହି ତାହାଙ୍କୁ ଅପମାନ କରୁଛ।
4 Os assistentes disseram: Tu injurias o sumo sacerdote de Deus.
5 ପାଉଲ ଉତ୍ତର ଦେଲେ, ଭାଇମାନେ, ମୁଁ ତାହାଙ୍କୁ ମହାୟାଜକ ବୋଲି ଜାଣି ନଥିଲି। ଏହା ଧର୍ମଶାସ୍ତ୍ର ରେ ଲଖାେଅଛି, 'ତୁମ୍ଭର ନିଜ ଲୋକଙ୍କ ନେତା ବିଷୟ ରେ ଖରାପ କଥା କହିବା ଉଚ଼ିତ ନୁହେଁ।'
5 Respondeu Paulo: Não sabia, irmãos, que é o sumo sacerdote. Pois está escrito: Não falarás mal do príncipe do teu povo {Ex 22,28}.
6 ସଭା ରେ ସମାନଙ୍କେ ଭିତରୁ କେତକେ ଲୋକ ସାଦ୍ଦୁକୀ ଓ ଅନ୍ୟ କେତକେ ଫାରୁଶୀ ମଧ୍ଯ ଥିଲେ। ଏହା ପାଉଲ ଜାଣିପାରିଲେ। ତେଣୁ ସେ ଖୁବ୍ ଜୋର୍ ରେ କହିଲେ, ହେ ଭାଇମାନେ, ମୁଁ ଜଣେ ଫାରୂଶୀ ଓ ମାେ ପିତା ମଧ୍ଯ ଫାରୂଶୀ ଥିଲେ। ମୁଁ ଲୋକମାନଙ୍କର ମୃତ୍ଯୁରୁ ପୁନରୁତ୍ଥାନ ରେ ବିଶ୍ବାସ କରେ। ଏହି ବିଶ୍ବାସ ପାଇଁ ମୁଁ ଆଜି ଏଠା ରେ ଏହି ବିଚ଼ାରର ସମ୍ମୁଖୀନ ହେଉଛି।
6 Paulo sabia que uma parte do Sinédrio era de saduceus e a outra de fariseus e disse em alta voz.: Irmãos, eu sou fariseu, filho de fariseus. Por causa da minha esperança na ressurreição dos mortos é que sou julgado.
7 ପାଉଲ ଏପରି କହିବା ମାତ୍ ରେ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧିଅରେ ବହୁତ ତର୍କ-ବିତର୍କ ହେଲା। ସଭା ଦୁଇ ଦଳ ରେ ଭାଗ ହାଇଗେଲା।
7 Ao dizer ele estas palavras, houve uma discussão entre os fariseus e os saduceus, e dividiu-se a assembléia.
8 ସାଦ୍ଦୁକୀମାନେ ବିଶ୍ବାସ କରନ୍ତି ଯେ ମୃତ ଲୋକମାନଙ୍କର ପୁନରୁତ୍ଥାନ ହୁଏ ନାହିଁ କି କୌଣସି ସ୍ବର୍ଗଦୂତ କିଅବା ଆତ୍ମା କହେି ନାହାଁନ୍ତି। କିନ୍ତୁ ଫାରୁଶୀମାନେ ଏ ଦୁଇଟି ବିଷୟକୁ ବିଶ୍ବାସ କରନ୍ତି।
8 {Pois os saduceus afirmam não haver ressurreição, nem anjos, nem espíritos, mas os fariseus admitem uma e outra coisa.}
9 ତେଣୁ ଯିହୂଦୀମାନେ ଭୀଷଣ ପାଟିତୁଣ୍ଡ କଲେ। ଫାରୂଶୀ ଦଳର କେତଜେଣ ବ୍ଯବସ୍ଥା ଶିକ୍ଷକ ଠିଆ ହାଇେ ପାଉଲଙ୍କ ସପକ୍ଷ ରେ ୟୁକ୍ତି କଲେ। ସମାନେେ କହିଲେ, ଆମ୍ଭେ ଏ ଲୋକର କିଛି ଦୋଷ ଦେଖିବାକୁ ପାଉନାହୁଁ। ହୁଏତ କୌଣସି ଆତ୍ମା କି ସ୍ବର୍ଗଦୂତ ଏ ଲୋକ ସହିତ କଥାବାର୍ତ୍ତା ହାଇେଥିଲେ।
9 Originou-se, então, grande vozearia. Levantaram-se alguns escribas dos fariseus e contestaram ruidosamente: Não achamos mal algum neste homem. {Quem sabe} se não lhe falou algum espírito ou um anjo...
10 ଧୀ ରଧେୀ ରେ ଗଣ୍ଡଗୋଳ ବଢ଼ି ହିଂସ୍ରକ ହାଇେଉଠିଲା। ସନୋଧ୍ଯକ୍ଷ ଭାବିଲେ, ବୋଧେ ଲୋକେ ପାଉଲଙ୍କୁ ଖଣ୍ଡ ଖଣ୍ଡ କରି ପକାଇବେ। ତେଣୁ ପାଉଲଙ୍କୁ ସମାନଙ୍କେ ନିକଟରୁ ନଇେଆସି ସୈନ୍ଯ ନିବାସ ଭିତରୁ ନଇେ ୟିବା ନିମନ୍ତେ ସୈନିକମାନଙ୍କୁ ଆଦେଶ ଦେଲେ।
10 A discussão fazia-se sempre mais violenta. O tribuno temeu que Paulo fosse despedaçado por eles e mandou aos soldados que descessem, o tirassem do meio deles e o levassem para a cidadela.
11 ସହେି ରାତି ରେ ପ୍ରଭୁ ପାଉଲଙ୍କ ପାଖ ରେ ଠିଆ ହାଇେ କହିଲେ, ସାହସୀ ହୁଅ। ତୁମ୍ଭେ ମାେ ବିଷୟ ରେ ୟିରୁଶାଲମ ରେ ଯେପରି ସାକ୍ଷ୍ଯ ଦଇେଛ ଠିକ୍ ସହେିପରି ରୋମ ରେ ମଧ୍ଯ ଦବେ।
11 Na noite seguinte, apareceu-lhe o Senhor e lhe disse: Coragem! Deste testemunho de mim em Jerusalém, assim importa também que o dês em Roma.
12 ତହିଁ ଆରଦିନ କେତକେ ଯିହୂଦୀ ଗୋଟିଏ ଯୋଜନା କଲେ। ସମାନେେ ପାଉଲଙ୍କୁ ହତ୍ଯା କରିବା ପାଇଁ ଚାହିଁଲେ। ତାହାଙ୍କୁ ହତ୍ଯା ନକରିବା ପର୍ୟ୍ଯନ୍ତ ସମାନେେ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ଶପଥ କଲେ।
12 Quando amanheceu, coligaram-se alguns judeus e juraram com imprecações não comer nem beber nada, enquanto não matassem Paulo.
13 ଚ଼ାଳିଶ ଜଣରୁ ଅଧିକ ଯିହୂଦୀ ଏହି ଷଡ଼ୟନ୍ତ୍ର କଲେ।
13 Eram mais de quarenta as pessoas que fizeram essa conjuração.
14 ସମାନେେ ମୁଖ୍ଯ ଯାଜକ ଓ ପ୍ରାଚ଼ୀନମାନଙ୍କ ପାଖକୁ ଯାଇ କହିଲେ, ଆମ୍ଭେ ପ୍ରତିଜ୍ଞା କରିଛୁ ଯେ, ପାଉଲଙ୍କୁ ବଧ ନକରିବା ପର୍ୟ୍ଯନ୍ତ କହେି ଭୋଜନ ସ୍ପର୍ଶ କରିବୁ ନାହିଁ।
14 Foram apresentar-se aos sumos sacerdotes e aos cidadãos, dizendo: Juramos solenemente nada comer enquanto não matarmos Paulo.
15 ତେଣୁ ତୁମ୍ଭେ ଆମ୍ଭ ପାଇଁ ଏହି କାମ କରିବ। ତୁମ୍ଭେ ନିଜ ତରଫରୁ ସନୋଧ୍ଯକ୍ଷ ଓ ସମସ୍ତ ଯିହୂଦୀୟ ନେତାମାନଙ୍କ ପାଖକୁ ସମ୍ବାଦ ଦବେ। ତୁମ୍ଭେ ସନୋଧ୍ଯକ୍ଷଙ୍କୁ କହିବ ଯେ ତୁମ୍ଭେ ପାଉଲଙ୍କୁ ବାହାରକୁ ଆଣିବା ପାଇଁ ଚ଼ାହଁ, କାରଣ ତୁମ୍ଭର ତାହାଙ୍କୁ ଅନକେ ପ୍ରଶ୍ନ ପଚ଼ାରିବାର ଅଛି। ଆମ୍ଭେ ତାହାଙ୍କୁ ଏଠା ରେ ପହଞ୍ଚିବା ପୂର୍ବରୁ ବାଟରେ ହତ୍ଯା କରିବା ପାଇଁ ପ୍ରସ୍ତୁତ ଅଛୁ।
15 Vós, pois, ide com o conselho requerer do tribuno que o conduza à vossa presença, como se houvésseis de investigar com mais precisão a sua causa; e nós estamos prontos para matá-lo durante o trajeto.
16 ପାଉଲଙ୍କର ଭଣଜା ଏ ଷଡ଼ୟନ୍ତ୍ର ବିଷୟ ରେ ଶୁଣିଲେ। ସେ ସନୋମାନଙ୍କ ସୈନ୍ଯନିବାସକୁ ଯାଇ ପାଉଲଙ୍କୁ ଏ ବିଷୟ ରେ କହିଲେ।
16 Mas um filho da irmã de Paulo, inteirado da cilada, dirigiu-se à cidadela e o comunicou a Paulo.
17 ତା'ପରେ ପାଉଲ ଜଣେ ସନୋ ଅଧିକାରୀଙ୍କୁ ଡ଼ାକି କହିଲେ, ଏହି ୟୁବକକୁ ସନୋଧ୍ଯକ୍ଷଙ୍କ ନିକଟକୁ ନଇଯାେଅ। ତା'ର ତାହାଙ୍କୁ କିଛି କହିବାର ଅଛି।
17 Este chamou a si um dos centuriões e disse-lhe: Leva este moço ao tribuno, porque tem alguma coisa a lhe transmitir.
18 ତେଣୁ ସନୋ ଅଧିକାରୀ ତାହାକୁ ସନୋଧ୍ଯକ୍ଷଙ୍କ ନକଟକୁ ନଇଗେଲା ଓ କହିଲା, ବନ୍ଦୀ ପାଉଲ ଏ ୟୁବକକୁ ଆପଣଙ୍କ ନିକଟକୁ ପଠାଇଛନ୍ତି। ସେ ଆପଣଙ୍କୁ କିଛି କହିବାକୁ ଚ଼ା ହେଁ।
18 Ele o introduziu à presença do tribuno e lhe disse: O preso Paulo rogou-me que trouxesse este moço à tua presença, porque tem alguma coisa a dizer-te.
19 ସନୋଧ୍ଯକ୍ଷ ୟୁବକର ହାତ ଧରି ନିରୋଳା ସ୍ଥାନକୁ ନଇେ ପଚ଼ାରିଲେ, ତୁମ୍ଭେ ମାେତେ କଣ କହିବାକୁ ଚ଼ାହଁ?
19 O tribuno, tomando-o pela mão, retirou-se com ele à parte e perguntou: Que tens a dizer-me?
20 ସେ କହିଲା, ଯିହୂଦୀମାନେ ପାଉଲଙ୍କୁ ଆହୁରି ଅଧିକ ପ୍ରଶ୍ନ ପଚ଼ାରିବାର ବାହାନା ରେ ଆସନ୍ତା କାଲି ତାହାଙ୍କର ମହାସଭାକୁ ଆଣିବା ଉଦ୍ଦେଶ୍ଯ ରେ ଆପଣଙ୍କୁ କହିବାକୁ ସ୍ଥିର କରିଛନ୍ତି।
20 Respondeu-lhe ele: Os judeus têm combinado rogar-te amanhã que apresentes Paulo ao Grande Conselho, como se houvessem de inquirir dele alguma coisa com mais precisão.
21 କିନ୍ତୁ ଆପଣ ସମାନଙ୍କେ କଥା ବିଶ୍ବାସ କରିବେ ନାହିଁ। ଚ଼ାଳିଶ ଜଣରୁ ଅଧିକ ଯିହୂଦୀୟ ଲୁଚ଼ଛନ୍ତି ଏବଂ ପାଉଲଙ୍କୁ ହତ୍ଯା କରିବା ପାଇଁ ଅପେକ୍ଷା କରିଛନ୍ତି। ସମାନେେ ତାହାଙ୍କୁ ନ ମାରିବା ପର୍ୟ୍ଯନ୍ତ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି, ଏବେ ସମାନେେ ଆପଣଙ୍କ ସମ୍ମତିକୁ ଅପେକ୍ଷା କରି ପ୍ରସ୍ତୁତ ଅଛନ୍ତି।
21 Mas tu não creias, porque mais de quarenta homens dentre eles lhe armam traição. Juraram solenemente nada comer, nem beber, enquanto não o matarem. Eles já estão preparados e só esperam a tua permissão.
22 ସନୋଧ୍ଯକ୍ଷ ସହେି ୟୁବକଙ୍କୁ ଆଦେଶ ଦେଲେ ଯେ ସେ ତାହାଙ୍କୁ ଏକଥା କହିଛି ବୋଲି କାହାକୁ ଯେପରି ନକୁ ହେ, ଓ ଏହା କହି ତାହାଙ୍କୁ ପଠାଇ ଦେଲେ।
22 Então o tribuno despediu o moço, ordenando-lhe que a ninguém dissesse que o havia avisado.
23 ସନୋଧ୍ଯକ୍ଷ ଦୁଇ ଜଣ ସନୋପତିଙ୍କୁ ଡ଼ାକି କହିଲେ, ଆଜି ରାତି ନ'ଟା ବେଳେ କାଇସରୀଆକୁ ୟିବା ପାଇଁ 200 ପଦାତିକ ସୈନ୍ଯ, 70 ଜଣ ଅଶ୍ବାରୋହୀ, 200 ବର୍ଚ୍ଛାଧାରୀଙ୍କୁ ପ୍ରସ୍ତୁତ କର।
23 Depois disso, chamou ele dois centuriões e disse-lhes: Preparai duzentos soldados, setenta cavaleiros e duzentos lanceiros para irem a Cesaréia à terceira hora da noite.
24 ନିରାପଦ ରେ ୟିବା ପାଇଁ କେତକେ ଘାଡ଼ୋକୁ ପାଉଲଙ୍କ ପାଇଁ ପ୍ରସ୍ତୁତ କର ଓ ରାଜ୍ଯପାଳ ଫଲେୀକ୍ସଙ୍କ ପାଖ ରେ ଉପସ୍ଥିତ କରାଅ।
24 Aprontai também cavalgaduras para Paulo, que tendes de levar com toda a segurança ao governador Félix.
25 ସନୋଧ୍ଯକ୍ଷ ରାଜ୍ଯପାଳଙ୍କୁ ଗୋଟିଏ ପତ୍ର ଲେଖିଲେ, ପତ୍ରର ମର୍ମ ହେଲା;
25 E ele escreveu uma carta nestes termos:
26 ମହାମହିମ ରାଜ୍ଯପାଳ ଫଲେୀକ୍ସଙ୍କୁ କ୍ଲାଉଦିଅ ଲୂସିଯାଙ୍କର ନମସ୍କାର।
26 Cláudio Lísias ao excelentíssimo governador Félix, saúde!
27 ଯୀହୂଦୀମାନେ ଏହି ଲୋକକୁ ଧରି ନଇେ ହତ୍ଯା କରିବା ପାଇଁ ଚେ଼ଷ୍ଟା କରୁଥିଲେ। ମୁଁ ଘଟଣା ସ୍ଥଳ ରେ ସୈନ୍ଯମାନଙ୍କ ସହିତ ପହଞ୍ଚିଲି ଓ ତାହାଙ୍କୁ ରକ୍ଷା କଲି। ମୁଁ ଜାଣିବାକୁ ପାଇଲି ସେ ଜଣେ ରୋମୀୟ ନାଗରିକ।
27 Esse homem foi preso pelos judeus e estava a ponto de ser morto por eles, quando eu, sobrevindo com a tropa, o livrei, ao saber que era romano.
28 ମୁଁ ଏହି ଲୋକକୁ ସମାନଙ୍କେର ମହାସଭାକୁ ନଇେ ତାହା ବିରୁଦ୍ଧ ରେ ଥିବା ଅଭିଯୋଗ ଜାଣିବାକୁ ଚ଼ାହୁଁଥିଲି।
28 Então, querendo saber a causa por que o acusavam, levei-o ao Grande Conselho.
29 ତା'ପରେ ମୁଁ ଜାଣିବାକୁ ପାଇଲି ଯେ, ସେ ସମାନଙ୍କେ ବ୍ଯବସ୍ଥା ସମ୍ବନ୍ଧୀୟ ବିଷୟଗୁଡ଼ିକରେ ଅଭିୟୁକ୍ତ ହାଇେଛି। କିନ୍ତୁ ସେ କାରାଦଣ୍ଡ ବା ପ୍ରାଣଦଣ୍ଡ ପାଇବାର କୌଣସି ଦୋଷ କରି ନାହିଁ।
29 Soube que era acusado sobre questões da lei deles, sem haver nele delito algum que merecesse morte ou prisão.
30 ହଠାତ୍ ମୁଁ ତାକୁ ହତ୍ଯା କରିବାକୁ ଷଡ଼ୟନ୍ତ୍ର କରାଯାଇଥିବାର ଖବର ପାଇଲି। ତେଣୁ ମୁଁ ତାକୁ ସଙ୍ଗେ ସଙ୍ଗେ ଆପଣଙ୍କ ନିକଟକୁ ପଠାଇଲି। ମୁଁ ତା'ର ଅଭିଯୋଗକାରୀମାନଙ୍କୁ କହିଲି ଯେ, ସମାନେେ ଆପଣଙ୍କ ନିକଟରେ ଅଭିଯୋଗ କରନ୍ତୁ।
30 Mas, como tivesse chegado a mim a notícia das traições que maquinavam contra ele, envio-o com urgência a ti, intimando também aos acusadores que recorram a ti. Adeus.
31 ତେଣୁ ତାହାଙ୍କ ଆଦେଶ ଅନୁସାରେ, ସୈନିକମାନେ ପାଉଲଙ୍କୁ ଧରି ନେଲେ ଏବଂ ରାତ୍ରୀ ରେ ଆନ୍ତିପାତ୍ରି ନଗରକୁ ଆଣିଲେ।
31 Os soldados, conforme lhes fora ordenado, tomaram Paulo e o levaram de noite a Antipátride.
32 ତହିଁ ଆରଦିନ ପାଉଲଙ୍କୁ କାଇସରୀଆ ରେ ପହଞ୍ଚାଇବାର ଦାଯିତ୍ବ ଅଶ୍ବାରୋହୀମାନଙ୍କୁ ଦଇେ ପଦାତିକ ସୈନ୍ଯମାନେ ସୈନ୍ଯ ନିବାସକୁ ଫରେି ଆସିଲେ।
32 No dia seguinte, voltaram para a guarnição, deixando que os soldados da cavalaria o escoltassem.
33 ସମାନେେ କାଇସରୀଆ ରେ ପହଞ୍ଚି ରାଜ୍ଯପାଳକୁ ପତ୍ରଟି ଦେଲେ। ତା'ପରେ ସମାନେେ ପାଉଲଙ୍କୁ ତାହାଙ୍କ ହାତ ରେ ସମର୍ପଣ କଲେ।
33 À sua chegada a Cesaréia, entregaram ao governador a carta e apresentaram-lhe também Paulo.
34 ରାଜ୍ଯପାଳ ପତ୍ର ପଢ଼ି ପାଉଲ କେଉଁ ପ୍ରଦେଶର ଲୋକ ବୋଲି ପଚ଼ାରିଲେ। ସେ ଜାଣିବାକୁ ପାଇଲେ ଯେ ପାଉଲ କିଲିକିଆର ଲୋକ।
34 Ele, depois de lê-la e perguntar de que província ele era, sabendo que era da Cilícia, disse:
35 ରାଜ୍ଯପାଳ କହିଲେ, ତୁମ୍ଭର ଅଭିଯୋଗକାରୀମାନେ ଏଠା ରେ ପହଞ୍ଚିବା ପରେ, ମୁଁ ତୁମ୍ଭ ବିଷୟ ରେ ଶୁଣିବି। ସେ ପାଉଲଙ୍କୁ ହରେୋଦଙ୍କର ପ୍ରାସାଦ ରେ ରଖିବା ପାଇଁ ଆଦେଶ ଦେଲେ।
35 Ouvir-te-ei quando chegarem teus acusadores. Mandou, então, que Paulo fosse guardado no pretório de Herodes.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Atos 23, comparar traduções ou montar um estudo — tudo direto pelo WhatsApp.