Atos 22
Oriya Bible (GL_ORIYA) vs VC
1 ପାଉଲ କହିଲେ, ଭାଇମାନେ ଓ ପିତାମାନେ, ଯେ ହତେୁ ମୁଁ ମାରେ ନିଜ ସପକ୍ଷ ରେ କଥା କହୁଛି, ତେଣୁ ଆପଣମାନେ ମାେ କଥା ଶୁଣନ୍ତୁ।
1 Irmãos e pais, ouvi o que vos tenho a dizer em minha defesa.
2 ସମାନେେ ପାଉଲଙ୍କୁ ଯିହୂଦୀ ଭାଷା ରେ କହିବାର ଶୁଣି ଆହୁରି ଅଧିକ ଶାନ୍ତ ହାଇଗେଲେ। ତା'ପରେ ପାଉଲ କହିଲେ,
2 Quando ouviram que lhes falava em língua hebraica, escutaram-no com a maior atenção.
3 ମୁଁ ଜଣେ ଯିହୂଦୀୟ ଲୋକ। ମାରେ ଜନ୍ମ କିଲିକିଆ ଦେଶର ତାର୍ଷ ନଗର ରେ। କିନ୍ତୁ ଏହି ନଗର ରେ ମାରେ ଲାଳନପାଳନ ହାଇେଥିଲା। ମୁଁ ଆମ୍ଭ ପିତୃପୁରୁଷଙ୍କ ନିୟମ ଗୁଡ଼ିକ ବିଷୟ ରେ ଗୁରୁ ଗମଲୀଯଲଙ୍କେ ପାଖରୁ ବହୁତ ଯତ୍ନ ସହକା ରେ ତାଲିମ ପାଇଛି। ତୁମ୍ଭମାନଙ୍କେ ପରି, ମୁଁ ମଧ୍ଯ ପରମେଶ୍ବରଙ୍କ ନିମନ୍ତେ ଅତି ଉତ୍ସାହୀ ଥିଲି।
3 Continuou ele: Eu sou judeu, nasci em Tarso da Cilícia, mas criei-me nesta cidade, instruí-me aos pés de Gamaliel, em toda a observância da lei de nossos pais, partidário entusiasta da causa de Deus como todos vós também o sois no dia de hoje.
4 ମୁଁ ଯୀଶୁଙ୍କ ପଥରେ ଯାଉଥିବା ଲୋକମାନଙ୍କୁ ତାଡ଼ନା ଓ କଷ୍ଟ ଦେଉଥିଲି। ମୁଁ ପୁରୁଷ ଓ ସ୍ତ୍ରୀ ଲୋକମାନଙ୍କୁ ବନ୍ଦୀ କରି କାରାଗାର ରେ ରଖିଥିଲି।
4 Eu persegui de morte essa doutrina, prendendo e metendo em cárceres homens e mulheres.
5 ମହାୟାଜକ ଓ ପ୍ରାଚ଼ୀନ ଲୋକମାନଙ୍କର ସମ୍ପୂର୍ଣ୍ଣ ପରିଷଦ ଏ କଥାର ସାକ୍ଷୀ ଅଟନ୍ତି। ମୁଁ ସମାନଙ୍କେଠାରୁ ଦମ୍ମସକରେେ ଥିବା ସମାନଙ୍କେର ଭାଇମାନଙ୍କ ପାଖକୁ ପତ୍ର ନଇେ ଯାଇଥିଲି। ସଠାେରେ ଥିବା ଯୀଶୁଙ୍କର ଶିଷ୍ଯମାନେ ଯେପରି ଦଣ୍ଡ ପାଇପାରନ୍ତି, ଏଥିନିମନ୍ତେ ସମାନଙ୍କେୁ ବନ୍ଦୀ କରି ୟିରୁଶାଲମକୁ ନଇେ ଆସିବା ପାଇଁ ମୁଁ ଯାଉଥିଲି।
5 O sumo sacerdote e todo o conselho dos anciãos me são testemunhas. E foi deles que também recebi cartas para os irmãos de Damasco, para onde me dirigi, com o fim de prender os que lá se achassem e trazê-los a Jerusalém, para que fossem castigados.
6 ମୁଁ ଦମ୍ମସକରେ ନିକଟବର୍ତ୍ତୀ ହେଲା ବେଳେ ହଠାତ୍ ଗୋଟଏ ଘଟଣା ଘଟିଲା। ଦମ୍ମସକରେେ ପହଞ୍ଚିବା ବେଳେ ପ୍ରାୟ ଦ୍ବିପହର ହାଇେଥିଲା। ସେତବେେଳେ ହଠାତ୍ ଆକାଶରୁ ଗୋଟିଏ ଉଜ୍ଜ୍ବଳ ଆଲୋକ ମାେ ଚ଼ାରିପାଖ ରେ ପ୍ରକାଶିତ ହେଲା।
6 Ora, estando eu a caminho, e aproximando-me de Damasco, pelo meio-dia, de repente me cercou uma forte luz do céu.
7 ମୁଁ ତଳେ ପଡ଼ିଗଲି। ସେତବେେଳେ ମାେତେ ଗୋଟିଏ ବାଣୀ ଶୁଭିଲା, 'ଶାଉଲ, ଶାଉଲ, ତୁମ୍ଭେ କାହିଁକି ମାେତେ ତାଡ଼ନା କରୁଛ?'
7 Caí por terra e ouvi uma voz que me dizia: Saulo, Saulo, por que me persegues?
8 ମୁଁ ପଚ଼ାରିଲି, 'ଆପଣ କିଏ, ପ୍ରଭୁ?' ସେ ମାେତେ କହିଲେ, 'ମୁଁ ସହେି ନାଜରିତୀୟ ଯୀଶୁ, ଯାହାକୁ ତୁମ୍ଭେ ତାଡ଼ନା କରୁଅଛ।'
8 Eu repliquei: Quem és tu, Senhor? A voz me disse: Eu sou Jesus de Nazaré, a quem tu persegues.
9 ମାେ ସହିତ ଥିବା ଲୋକମାନେ ମଧ୍ଯ ସହେି ଆଲୋକ ଦେଖି ପାରିଲେ। କିନ୍ତୁ ସମାନେେ ମାେତେ କୁହାୟିବା ବାକ୍ଯ ଶୁଣି ବୁଝି ପାରିଲେ ନାହିଁ।
9 Os meus companheiros viram a luz, mas não ouviram a voz de quem falava.
10 ମୁଁ ପଚ଼ାରିଲି, 'ପ୍ରଭୁ ମୁଁ କଣ କରିବି?' ପ୍ରଭୁ ମାେତେ କହିଲେ, 'ଉଠ ଦମ୍ମସକେ ନଗରକୁ ଯାଅ।' ଯେଉଁସବୁ କାର୍ୟ୍ଯ ନିମନ୍ତେ ତୁମ୍ଭକୁ ମନୋନୀତ କରାଯାଇଛି, ତାହା ସଠାେରେ ତୁମ୍ଭକୁ କୁହାୟିବ।'
10 Então eu disse: Senhor, que devo fazer? E o Senhor me respondeu: Levanta-te, vai a Damasco e lá te será dito tudo o que deves fazer.
11 ମୁଁ କିଛି ଦେଖିପାରୁ ନଥିଲି, କାରଣ ସହେି ଆଲୋକର ତଜେ ମାେତେ ଅନ୍ଧ କରି ପକାଇଥିଲା। ସେଥିପାଇଁ ମାରେ ବନ୍ଧୁମାନେ ମାେ ହାତ ଧରି ଦମ୍ମସକେ ନଇଗେଲେ।
11 Como eu não pudesse ver por causa da intensidade daquela luz, guiado pela mão dos meus companheiros, cheguei a Damasco.
12 ହନନିୟ ନାମକ ଜଣେ ଭକ୍ତ ଦମ୍ମସକେ ନଗର ରେ ଥିଲେ। ସେ ମାଶାଙ୍କେ ବ୍ଯବସ୍ଥା ମାନୁଥିଲେ। ସଠାେରେ ରହୁଥିବା ସମସ୍ତ ଯିହୂଦୀୟମାନେ ତାହାଙ୍କୁ ସମ୍ମାନ ଦେଉଥିଲେ।
12 Um certo Ananias, homem piedoso e observador da lei, muito bem conceituado entre todos os judeus daquela cidade,
13 ହନନିୟ ମାେ ପାଖ ରେ ଆସି ଠିଆ ହାଇେ କହିଲେ, ' ହେ ଭାଇ ଶାଉଲ, ତୁମ୍ଭେ ପୁଣି ଥରେ ଦେଖିବାକୁ ପାଅ।' ମୁଁ ସହେି ମୁହୂର୍ତ୍ତ ରେ ତାହାଙ୍କୁ ଦେଖିପାରିଲି।
13 veio ter comigo e disse-me: Irmão Saulo, recobra a tua vista. Naquela mesma hora pude enxergá-lo.
14 ସେ ମାେତେ କହିଲେ, 'ଆମ୍ଭମାନଙ୍କ ପୈତୃକ ପରମେଶ୍ବର ତାହାଙ୍କର ଇଚ୍ଛା ଜାଣିବା ନିମନ୍ତେ, ଓ ସହେି ଧାର୍ମିକ ବ୍ଯକ୍ତିଙ୍କୁ ଦେଖିବା ଓ ତାହାଙ୍କ ମୁଖର କଥା ଶୁଣିବା ନିମନ୍ତେ ତୁମ୍ଭକୁ ମନୋନୀତ କରି ଅଛନ୍ତି।
14 Continuou ele: O Deus de nossos pais te predestinou para que conhecesses a sua vontade, visses o Justo e ouvisses a palavra da sua boca,
15 କାରଣ ତୁମ୍ଭେ ସମସ୍ତ ଲୋକମାନଙ୍କ ପାଖ ରେ ତାହାଙ୍କର ସାକ୍ଷୀ ହବେ। ତୁମ୍ଭେ ଯାହା ଯାହା ଦେଖିଛ ଓ ଶୁଣିଛ, ତାହା ସମସ୍ତଙ୍କୁ କହିବ।
15 pois lhe serás, diante de todos os homens, testemunha das coisas que tens visto e ouvido.
16 ତୁମ୍ଭେ ବର୍ତ୍ତମାନ ଆଉ ଅପେକ୍ଷା କର ନାହିଁ। ଶୀଘ୍ର ଉଠ ଓ ବାପ୍ତିଜିତ ହୁଅ ଏବଂ ଯୀଶୁଙ୍କ ନାମ ରେ ତୁମ୍ଭର ପାପରୁ ଧୋଇ ହୁଅ।'
16 E agora, por que tardas? Levanta-te. Recebe o batismo e purifica-te dos teus pecados, invocando o seu nome.
17 ତା'ପରେ ମୁଁ ୟିରୁଶାଲମକୁ ଫରେି ଆସିଲି। ସଠାେରେ ମନ୍ଦିର ରେ ଦିନେ ପ୍ରର୍ଥନା କଲା ବେଳେ ମୁଁ ଗୋଟିଏ ଦର୍ଶନ ଦେଖିଲି।
17 Voltei para Jerusalém e, orando no templo, fui arrebatado em êxtase.
18 ସହେି ସମୟରେ ମୁଁ ଯୀଶୁଙ୍କୁ ଦର୍ଶନ କଲି। ସେ ମାେତେ କହିଲେ, 'ତୁମ୍ଭେ ସଙ୍ଗେ ସଙ୍ଗେ ୟିରୁଶାଲମ ଛାଡ଼ି ଦିଅ, କାରଣ ତୁମ୍ଭେ ମାେ ବିଷୟ ରେ ଯାହା କହିବ, ସମାନେେ ଗ୍ରହଣ କରିବେ ନାହିଁ।'
18 E vi Jesus que me dizia: Apressa-te e sai logo de Jerusalém, porque não receberão o teu testemunho a meu respeito.
19 କିନ୍ତୁ ମୁଁ କହିଲି, ପ୍ରଭୁ, ଏ ଲୋକମାନେ ତ ସମସ୍ତେ ଜାଣନ୍ତି ଯେ ମୁଁ ପ୍ରେତ୍ୟକକ ସମାଜଗୃହକୁ ଯାଇ ସଠାେରେ ତୁମ୍ଭକୁ ବିଶ୍ବାସ କରୁଥିବା ଲୋକମାନଙ୍କୁ ବନ୍ଦୀ କରୁଥିଲି ଏବଂ ମାଡ଼ ମାରୁଥିଲି।
19 Eu repliquei: Senhor, eles sabem que eu encarcerava e açoitava com varas nas sinagogas os que crêem em ti.
20 ତୁମ୍ଭର ସାକ୍ଷୀ ସ୍ତିଫାନଙ୍କ ରକ୍ତ ବହିଯାଉଥିବା ସମୟରେ ମୁଁ ସଠାେରେ ଠିଆ ହାଇେ ସହେି କାର୍ୟ୍ଯକୁ ସମର୍ଥନ କରୁଥିଲି। ମୁଁ ତାହାଙ୍କୁ ହତ୍ଯା କରୁଥିବା ଲୋକମାନଙ୍କର ଲୁଗାପଟାକୁ ଜଗିଥିଲି, ଏସବୁ କଥା ସମାନେେ ଜାଣନ୍ତି।'
20 E quando se derramou o sangue de Estêvão, tua testemunha, eu estava presente, consentia nisso e guardava os mantos dos que o matavam.
21 କିନ୍ତୁ ପ୍ରଭୁ ମାେତେ କହିଲେ, 'ତୁମ୍ଭେ ଯାଅ। ମୁଁ ତୁମ୍ଭକୁ ବହୁତ ଦୂର ଅଣଯିହୂଦୀ ଦେଶଗୁଡ଼ିକୁ ପଠାଇବି।'
21 Mas ele me respondeu: Vai, porque eu te enviarei para longe, às nações...
22 ପାଉଲ ଏକଥା କହିବା ପର୍ୟ୍ଯନ୍ତ ଯିହୂଦୀମାନେ ଶୁଣୁଥିଲେ। ତା'ପରେ ସମାନେେ ସମସ୍ତେ ମିଶି ଖୁବ୍ ଜାରେ ରେ ପାଟି କରି କହିଲେ, ଏ ଲୋକକୁ ପୃଥିବୀରୁ ଦୂର କର। କାରଣ ସେ ବଞ୍ଚିରହିବା ପାଇଁ ଯୋଗ୍ଯ ନୁହଁ।
22 Haviam-no escutado até essa palavra. Então levantaram a voz: Tira do mundo esse homem! Não é digno de viver!
23 ସମାନେେ ଚ଼ିତ୍କାର କରି ନିଜ ନିଜ ଲୁଗାପଟା ବାହାର କରି ଫୋପାଡ଼ି ଦେଲେ ଓ ଶୂନ୍ଯକୁ ଧୂଳି ଫୋପାଡ଼ିଲେ।
23 Como vociferassem, arrojassem de si as vestes e lançassem pó ao ar,
24 ତା'ପରେ ସନୋପତି ପାଉଲଙ୍କୁ ସୈନ୍ଯ ନିବାସ ଭିତରକୁ ନଇୟିବୋ ପାଇଁ ଆଦେଶ ଦେଲେ। କାହିଁକି ଲୋକମାନେ ତାହାଙ୍କ ବିରୁଦ୍ଧ ରେ ଏଭଳି ପାଟିତୁଣ୍ଡ କରୁଥିଲେ, ତାହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ବାରା ପାଉଲଙ୍କୁ ପଚ଼ାରିବା ନିମନ୍ତେ ସେ ସୈନିକମାନଙ୍କୁ ଆଦେଶ ଦେଲେ।
24 o tribuno mandou recolhê-lo à cidadela, açoitá-lo e submetê-lo a torturas, para saber por que causa clamavam assim contra ele.
25 ସମାନେେ ପାଉଲଙ୍କୁ କୋରଡ଼ା ମାରିବା ପାଇଁ ବାନ୍ଧୁଥିବା ସମୟରେ ପାଉଲ ସଠାେରେ ଠିଆ ହାଇେଥିବା ଜଣେ ସନୋ ଅଧିକାରୀଙ୍କୁ କହିଲେ, ଜଣେ ରୋମୀୟ ନାଗରିକ, ଯେ କି ଦୋଷୀ ବୋଲି ପ୍ରମାଣିତ ହାଇେ ନାହିଁ, ତାହାକୁ କୋରଡ଼ା ମାରିବା କ'ଣ ଆଇନ ସଙ୍ଗତ ଅଟେ?
25 Quando o iam amarrando com a correia, Paulo perguntou a um centurião que estava presente: É permitido açoitar um cidadão romano que nem sequer foi julgado?
26 ଏ କଥା ଅଧିକାରୀ ଶୁଣି ସନୋଧ୍ଯକ୍ଷଙ୍କୁ ଜଣାଇଲେ। ଅଧିକାରୀ କହିଲେ, ତୁମ୍ଭେ ଜାଣ, ତୁମ୍ଭେ କଣ କରୁଛ? ଏ ଲୋକ ଜଣେ ରୋମୀୟ ନାଗରିକ?
26 Ao ouvir isso, o centurião foi ter com o tribuno e avisou-o: Que vais fazer? Este homem é cidadão romano.
27 ତେଣୁ ସନୋଧ୍ଯକ୍ଷ ଯାଇ ପାଉଲଙ୍କୁ ପଚ଼ାରିଲେ, ମାେତେ କୁହ, ତୁମ୍ଭେ କଣ ପ୍ରକୃତ ରେ ଜଣେ ରୋମୀୟ ନାଗରିକ?
27 Veio o tribuno e perguntou-lhe: Dize-me, és romano? Sim, respondeu-lhe.
28 ସନୋଧ୍ଯକ୍ଷ କହିଲେ, ମୁଁ ଜଣେ ରୋମୀୟ ନାଗରିକ ହବୋପାଇଁ ପ୍ରଚୁ଼ର ଟଙ୍କା ଦଇେଥିଲି।।
28 O tribuno replicou: Eu adquiri este direito de cidadão por grande soma de dinheiro. Paulo respondeu: Pois eu o sou de nascimento.
29 ପାଉଲ ଜଣେ ରୋମୀୟ ନାଗରିକ ବୋଲି ଜାଣିବା ପରେ ତାହାଙ୍କୁ ପ୍ରଶ୍ନ କରିବା ପାଇଁ ଯାଉଥିବା ଲୋକମାନେ ସଙ୍ଗେ ସଙ୍ଗେ ତାହାଙ୍କୁ ଛାଡ଼ି ଚ଼ାଲି ଗଲେ। ସନୋଧ୍ଯକ୍ଷ ମଧ୍ଯ ତାହାଙ୍କୁ ବାନ୍ଧି ବେତ୍ରାଘାତ କରିବା ପାଇଁ ଆଦେଶ ଦଇେଥିବାରୁ ଡ଼ରିଗଲେ।
29 Apartaram-se então dele os que iam torturá-lo. O tribuno alarmou-se porque o mandara acorrentar, sendo ele um cidadão romano.
30 ତହିଁ ଆର ଦିନ ସନୋଧ୍ଯକ୍ଷ ଜାଣିବା ପାଇଁ ଚାହିଁଲେ, ଯିହୂଦୀମାନେ ପ୍ରକୃତ ରେ ପାଉଲଙ୍କ ବିରୁଦ୍ଧ ରେ କଣ ଦୋଷରୋପ କରୁଥିଲେ। ତେଣୁ ସେ ପାଉଲଙ୍କୁ ମୁକ୍ତ କରି ଦେଲେ ଏବଂ ୟିହୁଦୀ ମୁଖ୍ଯ ଯାଜକମାନଙ୍କୁ ଓ ସମଗ୍ର ଯିହୂଦୀ ମହାସଭା ଏକାଠି ହବୋକୁ ଆଦେଶ ଦେଲେ। ତା'ପରେ ସନୋଧ୍ଯକ୍ଷ ପାଉଲଙ୍କର ଶିକୁଳି ଖାଲିେ ଦେଲେ। ସେ ପାଉଲଙ୍କୁ ମହାସଭା ସମ୍ମୁଖ ରେ ବିଚ଼ାର ପାଇଁ ଠିଆ କରାଇଲେ।
30 No dia seguinte, querendo saber com mais exatidão de que os judeus o acusavam, soltou-o e ordenou que se reunissem os sumos sacerdotes e todo o Grande Conselho. Trouxe Paulo e o mandou comparecer diante deles.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Atos 22, comparar traduções ou montar um estudo — tudo direto pelo WhatsApp.