Atos 20

Oriya Bible (GL_ORIYA) vs VC

Sair da comparação
VC Versão Católica
1 ତ୍ତଜେନା ଶାନ୍ତ ହବୋ ପରେ ପାଉଲ ଯୀଶୁଙ୍କର ଶିଷ୍ଯମାନଙ୍କୁ ଡ଼ାକାଇ ପାଠାଇଲେ ଓ ସମାନଙ୍କେୁ ଉତ୍ସାହିତ କଲେ। ତା'ପରେ ସମାନଙ୍କେଠାରୁ ବିଦାୟ ନଇେ ସେ ମାକିଦନିଆକୁ ଯାତ୍ରା କଲେ।
1 Depois que cessou o tumulto, Paulo convocou os discípulos. Fez-lhes uma exortação, despediu-se e pôs-se a caminho para ir à Macedônia.
2 ସହେି ଅଞ୍ଚଳ ଦଇେ ୟିବା ବେଳେ ଯୀଶୁଙ୍କ ଅନୁଗାମୀ ଲୋକମାନଙ୍କୁ ବଳ ପ୍ରଦାନ କରିବା ପାଇଁ ସେ ସମାନଙ୍କେୁ ଉତ୍ସାହଜନକ କଥା କହିଲେ। ତାପରେ ସେ ଗ୍ରୀସ ରେ ପହନ୍ଚିଲେ।
2 Percorreu aquela região, exortou os discípulos com muitas palavras e chegou à Grécia,
3 ସଠାେରେ ସେ ତିନିମାସ ପର୍ୟ୍ଯନ୍ତ ରହିଲେ। ସଠାରୁେ ସୁରିଆକୁ ଜଳଯାତ୍ରା କରିବାପାଇଁ ଚାହିଁଲେ। କିନ୍ତୁ ଯିହୂଦୀମାନେ ତାହାଙ୍କ ବିରୁଦ୍ଧ ରେ ଷଡ଼ୟନ୍ତ୍ର କରିବାରୁ ସେ ମାକିଦନୀଆକୁ ଫରେି ୟିବାପାଇଁ ସ୍ଥିର କଲେ।
3 onde se deteve por três meses. Como os judeus lhe armassem ciladas no momento em que ia embarcar para a Síria, tomou a resolução de voltar pela Macedônia.
4 ତାହାଙ୍କ ସହିତ ବରଯୋ ନଗରର ପୁରଙ୍କ ପୁତ୍ର ସୋପାତ୍ର, ଥସେଲନୀକୀୟର ଆରିସ୍ତାର୍ଖ ଓ ସକେୂନ୍ଦ, ଦର୍ବାର ଗାୟ ଓ ତୀମଥି, ଏସିଆର ତୁଖିକ ଓ ତ୍ରଫିମ ଗଲେ।
4 Acompanharam-no Sópatro de Beréia, filho de Pirro, e os tessalonicenses Aristarco e Segundo, Gaio de Derbe, Timóteo, Tíquico e Trófimo, da Ásia.
5 ଏମାନେ ସମସ୍ତେ ଆଗେ ଯାଇ ତ୍ରୋଯା ନଗର ରେ ଆମ୍ଭମାନଙ୍କୁ ଅପେକ୍ଷା କଲେ।
5 Estes foram na frente e esperaram-nos em Trôade.
6 ଖମୀରବିହୀନ ରୋଟୀର ପର୍ବ ପରେ ଆମ୍ଭେ ଫିଲିପ୍ପୀ ନଗରରୁ ଜଳପଥରେ ସମାନଙ୍କେ ପାଖ ରେ ତ୍ରୋଯା ରେ ପହଞ୍ଚିଲୁ। ଆମ୍ଭେ ସଠାେରେ ସାତ ଦିନ ପର୍ୟ୍ଯନ୍ତ ରହିଲୁ।
6 Nós outros, só depois da festa de Páscoa é que navegamos de Filipos. E, cinco dias depois, fomos ter com eles em Trôade, onde ficamos uma semana.
7 ମ୍ଭେ ସପ୍ତାହର ପ୍ରଥମ ଦିନ ପ୍ରଭୁଭୋଜର ରୋଟୀ ଭାଙ୍ଗିବା ପାଇଁ ଏକାଠି ହବୋ ବେଳେ ପାଉଲ ସମାନଙ୍କେୁ ପ୍ରଭୁଙ୍କ କଥା କହିବା ଆରମ୍ଭ କଲେ। କାରଣ ସେ ତହିଁଆର ଦିନ ଚ଼ାଲିୟିବା ପାଇଁ ଯୋଜନା କରି ମଧ୍ଯରାତ୍ରି ପର୍ୟ୍ଯନ୍ତ ସମାନଙ୍କେୁ ଉପଦେଶ ଦେଲେ।
7 No primeiro dia da semana, estando nós reunidos para partir o pão, Paulo, que havia de viajar no dia seguinte, conversava com os discípulos e prolongou a palestra até a meia-noite.
8 ଆମ୍ଭେ ଯେଉଁଠି ଏକାଠି ହାଇେଥିଲୁ, ସହେି ଉପର ଘ ରେ ଅନକଗେୁଡ଼ିଏ ଦୀପ ଥିଲା।
8 Havia muitas lâmpadas no quarto, onde nos achávamos reunidos.
9 ଇଉତୁଖ ନାମକ ଜଣେ ୟୁବକ ଝରକା କଡ଼ ରେ ବସି ଖୁବ୍ ନିଦ ରେ ଶାଇେ ପଡ଼ିଥିଲା। ପାଉଲ କହି ଚ଼ାଲିଥିଲା ବେଳେ ସେ ନିଘୋଡ଼ ନିଦ ରେ ଶାଇେପଡ଼ି ତିନି ମହଲାରୁ ଖସି ପଡ଼ିଲା। ଯେତବେେଳେ ସମାନେେ ତାହାକୁ ଉଠାଇଲେ, ସେ ମରିସାରିଥିଲା।
9 Acontece que um moço, chamado Êutico, que estava sentado numa janela, foi tomado de profundo sono, enquanto Paulo ia prolongando seu discurso. Vencido pelo sono, caiu do terceiro andar abaixo, e foi levantado morto.
10 ପାଉଲ ତଳକୁ ଆସି ଆଣ୍ଠଇେ ପଡ଼ିଲେ, ଓ ତାହାକୁ ନିଜ ହାତ ରେ ଟକେି ନେଲେ ଓ କହିଲେ, ତୁମ୍ଭମାନେେ ବ୍ଯସ୍ତ ହୁଅ ନାହିଁ। ସେ ଏବେ ଜୀବିତ ହବେ।
10 Paulo desceu, debruçou-se sobre ele, tomou-o nos braços e disse: Não vos perturbeis, porque a sua alma está nele.
11 ତା'ପରେ ପାଉଲ ଉପରକୁ ଯାଇ ରୋଟୀ ଭାଙ୍ଗି ଖାଇଲେ। ସେ ସମାନଙ୍କେ ସହିତ ଅଧିକ ସମୟ ପାହାନ୍ତିଆ ପର୍ୟ୍ଯନ୍ତ କଥାବର୍ତ୍ତା କରି ପ୍ରସ୍ଥାନ କଲେ।
11 Então subiu, partiu o pão, comeu falou-lhes largamente até o romper do dia. Depois partiu.
12 ସମାନେେ ୟୁବକକୁ ଜୀବିତ ପାଇ ଘରକୁ ନଇଗେଲେ ଓ ବହୁତ ଆଶ୍ବସ୍ତ ହେଲେ।
12 Quanto ao moço, levaram-no dali vivo, cheios de consolação.
13 ଆମ୍ଭମାନେେ ସଠାରୁେ ଜାହାଜ ରେ ଆସସ୍ ନଗରକୁ ଯାତ୍ରା କଲୁ। ସଠାରୁେ ପାଉଲଙ୍କୁ ନବୋପାଇଁ ଭାବିଥିଲୁ। ସେ ସ୍ଥଳ ମାର୍ଗ ରେ ଚ଼ାଲି ୟିବାପାଇଁ ଇଚ୍ଛା କଲେ।
13 Nós nos tínhamos adiantado e navegado para Assos, para ali recebermos Paulo. Ele mesmo assim o havia disposto, preferindo fazer a viagem a pé.
14 ପରେ ପାଉଲ ଆମ୍ଭ ସହିତ ଆସ୍ସ ନଗର ରେ ଦଖାଦେେଲେ। ସେ ଆମ୍ଭ ସହିତ ଜାହାଜ ରେ ଚ଼ଢ଼ିଲେ ଓ ମିତୁଲୀନୀ ନାମକ ବନ୍ଦର ନଗରକୁ ଆସିଲୁ।
14 Reuniu-se a nós em Assos, e nós o tomamos a bordo e fomos a Mitilene.
15 ତହିଁ ଆରଦିନ ଆମ୍ଭେ ସଠାରୁେ ଜାହାଜ ରେ ଖିଅ ଉପଦ୍ବୀପ ସାମନା ରେ ଆସି ପହଞ୍ଚିଲୁ। ତା'ପରେ ଦ୍ବିତୀୟ ଦିନ ଆମ୍ଭେ ମିଳିତ ନଗର ରେ ପହଞ୍ଚିଲୁ।
15 Continuando dali, sempre por mar, chegamos no dia seguinte defronte de Quios. No outro dia, chegamos a Samos, e um dia depois estávamos em Mileto.
16 ପାଉଲ ଏସିଆ ରେ ଅଧିକ ସମୟ ରହିବାପାଇଁ ଇଚ୍ଛା କରୁ ନଥିଲେ। ସେ ଏଫିସ ରେ ନ ଅଟକିବା ପାଇଁ ନିର୍ଣ୍ଣୟ କଲେ। ସମ୍ଭବ ହେଲେ ସେ ପେଣ୍ଟିକଷ୍ଟ ଦିନ ସୁଦ୍ଧା ୟିରୂଶାଲମ ରେ ପହଞ୍ଚିବାପାଇଁ ତର ତର ହେଉଥିଲେ।
16 Paulo havia determinado não ir a Éfeso, para não se demorar na Ásia, pois se apressava para celebrar, se possível em Jerusalém, o dia de Pentecostes.
17 ପାଉଲ ମୀଲୀତଠାରୁ ଏଫିସକୁ ଲୋକ ପଠାଇ ମଣ୍ଡଳୀର ପ୍ରାଚ଼ୀନମାନଙ୍କୁ ଡ଼କାଇଲେ।
17 Mas de Mileto mandou a Éfeso chamar os anciãos da igreja.
18 ସେ ସମାନଙ୍କେୁ ଆସି ପହଞ୍ଚିବା ପରେ କହିଲେ, ମୁଁ ଏସିଆ ରେ ପହଞ୍ଚିବାର ପ୍ରଥମ ଦିନଠାରୁ ତୁମ୍ଭମାନଙ୍କ ପାଖ ରେ ଅଛି। ତୁମ୍ଭମାନଙ୍କ ସହିତ ରହିଲା ବେଳେ ମୁଁ କିଭଳି ଜୀବନଯାପନ କରିଛି, ତାହା ତୁମ୍ଭମାନେେ ଜାଣ।
18 Quando chegaram, e estando todos reunidos, disse-lhes: Vós sabeis de que modo sempre me tenho comportado para convosco, desde o primeiro dia em que entrei na Ásia.
19 ଯିହୂଦୀମାନେ ମାେ ବିରୁଦ୍ଧ ରେ ବହୁତ ଷଡ଼ୟନ୍ତ୍ର କରିଛନ୍ତି। ସମାନେେ ମାେତେ ବହୁତ ଅସୁବିଧା ରେ ପକାଇଛନ୍ତି। ତଥାପି ମୁଁ ସମ୍ପୂର୍ଣ୍ଣ ନମ୍ରତାର ସହିତ ଅଶ୍ରୁପାତ କରି ପ୍ରଭୁଙ୍କର ସବୋ କରିଛି।
19 Servi ao Senhor com toda a humildade, com lágrimas e no meio das provações que me sobrevieram pelas ciladas dos judeus.
20 ଯେଉଁ ସବୁ ବିଷୟ ତୁମ୍ଭମାନଙ୍କ ନିମନ୍ତେ ମଙ୍ଗଳଜନକ, ସହେିସବୁ ତୁମ୍ଭମାନଙ୍କ ନିକଟରେ ମୁଁ ବିନା ସଙ୍କୋଚ ରେ ପ୍ରଚ଼ାର କହିଛି। ଜନସାଧାରଣଙ୍କ ସାମନା ରେ ଓ ଘ ରେ ଘ ରେ ବୁଲି ମୁଁ ତୁମ୍ଭମାନଙ୍କୁ ଉପଦେଶ ଦଇେଛି।
20 Vós sabeis como não tenho negligenciado, como não tenho ocultado coisa alguma que vos podia ser útil. Preguei e vos instruí publicamente e dentro de vossas casas.
21 ମୁଁ ଯିହୂଦୀ ଓ ଗ୍ରୀକ ଏବଂ ସମସ୍ତ ଲୋକମାନଙ୍କୁ ମନ ପରିବର୍ତ୍ତନ କରି ପରମେଶ୍ବରଙ୍କ ନିକଟକୁ ଆସିବା ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କଠା ରେ ବିଶ୍ବାସ କରିବା ନିମନ୍ତେ ଚେ଼ତାଇ ଦଇେଅଛି।
21 Preguei aos judeus e aos gentios a conversão a Deus e a fé em nosso Senhor Jesus.
22 କିନ୍ତୁ ମୁଁ ବର୍ତ୍ତମାନ ପବିତ୍ର ଆତ୍ମାଙ୍କର ବଧ୍ଯ ହାଇେ ୟିରୁଶାଲମକୁ ଯାଉଛି। ମୁଁ ଜାଣିନାହିଁ, ମାରେ ସଠାେରେ କ'ଣ ହବେ।
22 Agora, constrangido pelo Espírito, vou a Jerusalém, ignorando a que ali me espera.
23 ମାେତେ ପବିତ୍ର ଆତ୍ମା ଜଣାଉଅଛନ୍ତି ଯେ ପ୍ରତି ନଗର ରେ ମୁଁ କାରାବରଣ ଓ ଅସୁବିଧା ଭୋଗ କରିବି।
23 Só sei que, de cidade em cidade, o Espírito Santo me assegura que me esperam em Jerusalém cadeias e perseguições.
24 କିନ୍ତୁ, ମୁଁ ପ୍ରଭୁ ଯୀଶୁଙ୍କଠାରୁ ପରମେଶ୍ବରଙ୍କ ଅନୁଗ୍ରହଜନକ ସୁସମାଚ଼ାର ଘାଷେଣା କରିବାର ଯେଉଁ କାର୍ୟ୍ଯ ଓ ସବୋ ପଦ ପାଇଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରାଣପଣେ ଚେ଼ଷ୍ଟା କରୁଛି। ଏଥିପାଇଁ ମାେ ନିଜର ଜୀବନକୁ ନିତାନ୍ତ ମୂଲ୍ଯହୀନ ମଣୁଅଛି।
24 Mas nada disso temo, nem faço caso da minha vida, contanto que termine a minha carreira e o ministério da palavra que recebi do Senhor Jesus, para dar testemunho ao Evangelho da graça de Deus.
25 ମୁଁ ଯେଉଁମାନଙ୍କ ନିକଟରେ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ ଘୋଷଣା କରିଥିଲି, ଅର୍ଥାତ୍ ତୁମ୍ଭମାନେେ ତୁମ୍ଭମାନଙ୍କ ମଧ୍ଯରୁ କହେି ହେଲେ ବର୍ତ୍ତମାନଠାରୁ ମାେତେ ଆଉ କବେେ ହେଲେ ଦେଖିବାକୁ ପାଇବ ନାହିଁ, ଏହା ମୁଁ ଜାଣେ।
25 Sei agora que não tornareis a ver a minha face, todos vós, por entre os quais andei pregando o Reino de Deus.
26 ତେଣୁ ମୁଁ ଆଜି ତୁମ୍ଭକୁ ଗୋଟିଏ କଥା କହୁଛି। ମୁଁ ତୁମ୍ଭମାନଙ୍କର ରକ୍ତପାତ ଦୋଷର ସମ୍ପୂର୍ଣ୍ଣ ନିର୍ଦ୍ ଦୋଷ ଅଟେ।
26 Portanto, hoje eu protesto diante de vós que sou inocente do sangue de todos,
27 କାରଣ ମୁଁ ତୁମ୍ଭମାନଙ୍କୁ ଆଗ ରେ ପରମେଶ୍ବରଙ୍କର ସମସ୍ତ ଇଚ୍ଛା ବିନା ସଙ୍କୋଚ ରେ ଜଣାଇ ସାରିଛି।
27 porque nada omiti no anúncio que vos fiz dos desígnios de Deus.
28 ତେଣୁ ତୁମ୍ଭମାନେେ ସମସ୍ତେ ନିଜେ ନିଜେ ସାବଧାନ ରୁହ। ପୁଣି ପବିତ୍ର ଆତ୍ମା ଯେଉଁ ମଷେପଲ ଉପରେ ତୁମ୍ଭମାନଙ୍କୁ ମଷେପାଳକ ରୂପେ ନିୟୁକ୍ତ କରିଅଛନ୍ତି, ସମାନଙ୍କେ ବିଷୟ ରେ ସତର୍କ ରୁହ; ଓ ଯେଉଁ ମଣ୍ଡଳୀକୁ ପରମେଶ୍ବର ଆପଣା ରକ୍ତ ରେ କ୍ରୟ କରିଅଛନ୍ତି ତାହାର ଯତ୍ନ ନିଅ।
28 Cuidai de vós mesmos e de todo o rebanho sobre o qual o Espírito Santo vos constituiu bispos, para pastorear a Igreja de Deus, que ele adquiriu com o seu próprio sangue.
29 ମୁଁ ଜାଣେ, ମାେ ଗଲାପରେ ଜଙ୍ଗଲୀ ଗଧିଆ ତୁମ୍ଭମାନଙ୍କ ମଧ୍ଯକୁ ଆସିବେ। ସମାନେେ ଏହି ମଷେ ପଲକୁ ନଷ୍ଟ କରିବାପାଇଁ ଚେ଼ଷ୍ଟା କରିବେ।
29 Sei que depois da minha partida se introduzirão entre vós lobos cruéis, que não pouparão o rebanho.
30 ଏପରିକି ତୁମ୍ଭମାନଙ୍କ ଭିତରୁ ମଧ୍ଯ କେତଜେଣ ଲୋକ ବାହାରିବେ ଓ ଭୁଲ କଥା ଉପଦେଶ ଦଇେ ଶିଷ୍ଯମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବେ।
30 Mesmo dentre vós surgirão homens que hão de proferir doutrinas perversas, com o intento de arrebatarem após si os discípulos.
31 ତେଣୁ ତୁମ୍ଭମାନେେ ସାବଧାନ ହାଇେ ରୁହ। ତୁମ୍ଭମାନେେ ମନେପକାଅ ଯେ, ମୁଁ ତିନି ବର୍ଷ ପର୍ୟ୍ଯନ୍ତ ତୁମ୍ଭମାନଙ୍କ ପାଖ ରେ ରହି ଆଖିର ଲୁହ ରେ ପ୍ରେତ୍ୟକକଙ୍କୁ ଦିନରାତି ସତର୍କ ବାଣୀ ଶୁଣାଇ ଥିଲି।
31 Vigiai! Lembrai-vos, portanto, de que por três anos não cessei, noite e dia, de admoestar, com lágrimas, a cada um de vós.
32 ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ପରମେଶ୍ବରଙ୍କ ନିକଟରେ ଓ ତାହାଙ୍କ ଅନୁଗ୍ରହଜନକ ବାକ୍ଯ ନିକଟରେ ସମର୍ପଣ କରୁଅଛି। ଏହି ବାକ୍ଯ ହିଁ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବ ଓ ପରମେଶ୍ବର ତାହାଙ୍କର ସମସ୍ତ ପବିତ୍ର ଲୋକମାନଙ୍କୁ ଦଇେଥିବା ଅଧିକାର ତୁମ୍ଭମାନଙ୍କୁ ପ୍ରଦାନ କରିବେ।
32 Agora eu vos encomendo a Deus e à palavra da sua graça, àquele que é poderoso para edificar e dar a herança com os santificados.
33 ମୁଁ ଯେତବେେଳେ ତୁମ୍ଭମାନଙ୍କ ସହିତ ଥିଲି, ସେତବେେଳେ ମୁଁ କବେେ କାହାର ଟଙ୍କା ଓ ସୁନ୍ଦର ବସ୍ତ୍ର ପ୍ରତି ଲୋଭ ଦଖାଇେ ନାହିଁ।
33 De ninguém cobicei prata, nem ouro, nem vestes.
34 ତୁମ୍ଭମାନେେ ଜାଣିଛ ଯେ, ମୁଁ ନିଜେ ମାରେ ଓ ମାେ ସହିତ ରହିଥିବା ଲୋକମାନଙ୍କର ଆବଶ୍ଯକତା ପୂରଣ କରିବା ପାଇଁ ନିଜ ହାତ ରେ କାର୍ୟ୍ଯ କରିଛି।
34 Vós mesmos sabeis: estas mãos proveram às minhas necessidades e às dos meus companheiros.
35 ମାରେ ସମସ୍ତ କାର୍ୟ୍ଯ ଦ୍ବାରା ମୁଁ ତୁମ୍ଭମାନଙ୍କୁ ଏହି ଆଦର୍ଶ ଦଖାଇେଅଛି ଯେ, ଏହିପରି ପରିଶ୍ରମ କରି ଆମ୍ଭେ ଗରିବମାନଙ୍କୁ ସାହାୟ୍ଯ କରିବା ଉଚ଼ିତ। ଆମ୍ଭେ ସମସ୍ତେ ପ୍ରଭୁ ଯୀଶୁଙ୍କର ଏହି ବାକ୍ଯ ମନେ ରଖିବା ଉଚ଼ିତ ଯେ, 'ଗ୍ରହଣ କରିବା ଅପେକ୍ଷା ଦାନ ଦବୋ ଅଧିକ ଶ୍ ରେଷ୍ଠ ଅଟେ।'
35 Em tudo vos tenho mostrado que assim, trabalhando, convém acudir os fracos e lembrar-se das palavras do Senhor Jesus, porquanto ele mesmo disse: É maior felicidade dar que receber!
36 ଏକଥା କହିବାପରେ ପାଉଲ ଆଣ୍ଠୁମାଡ଼ି ବସିଲେ ଓ ସମସ୍ତଙ୍କ ସହିତ ପ୍ରାର୍ଥନା କଲେ।
36 A essas palavras, ele se pôs de joelhos a orar.
37 ସମାନେେ ସମସ୍ତେ ବହୁତ କାନ୍ଦିଲେ ଓ ପାଉଲଙ୍କୁ କୁଣ୍ଢଇେ ଧରି ଚ଼ମ୍ବନ ଦେଲେ।
37 Derramaram-se em lágrimas e lançaram-se ao pescoço de Paulo para abraçá-lo,
38 ସମାନେେ ତାହାଙ୍କୁ ଆଉ ଦେଖିପାରିବେ ନାହିଁ ବୋଲି ପାଉଲ କହିଥିବା କଥା ସମାନଙ୍କେୁ ବହୁତ ଦୁଃଖ ଦଇେଥିଲା ା ସମାନେେ ସମସ୍ତେ ତାହାଙ୍କୁ ଜାହାଜ ପର୍ୟ୍ଯନ୍ତ ଛାଡ଼ିବାକୁ ଯାଇ ବିଦାୟ ଦେଲେ।
38 aflitos, sobretudo pela palavra que tinha dito: Já não vereis a minha face. Em seguida, acompanharam-no até o navio.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Atos 20, comparar traduções ou montar um estudo — tudo direto pelo WhatsApp.