Atos 19
Oriya Bible (GL_ORIYA) vs ARC
1 ଆପଲ୍ଲ କରିନ୍ଥ ରେ ଥିଲେ ବେଳେ ପାଉଲ ବିଭିନ୍ନ ସ୍ଥାନସବୁ ଦଇେ ଯାତ୍ରା କରି ଏଫିସ ରେ ଆସି ପହନ୍ଚିଲେ। ତା'ପରେ ପାଉଲ ସଠାେରେ ସେ ଯୋହନଙ୍କ କେତକେ ଶିଷ୍ଯଙ୍କୁ ଦେଖିଲେ।
1 E sucedeu que, enquanto Apolo estava em Corinto, Paulo, tendo passado por todas as regiões superiores, chegou a Éfeso e, achando ali alguns discípulos,
2 ପାଉଲ ସମାନଙ୍କେୁ ପଚ଼ାରିଲେ, ତୁମ୍ଭମାନେେ ବିଶ୍ବାସୀ ହେଲା ବେଳେ ପବିତ୍ର ଆତ୍ମାଙ୍କୁ ପ୍ରାପ୍ତ ହାଇେଥିଲ କି?
2 disse-lhes: Recebestes vós já o Espírito Santo quando crestes? E eles disseram-lhe: Nós nem ainda ouvimos que haja Espírito Santo.
3 ସେ ପୁଣି ପଚ଼ାରିଲେ, ତବେେ ତୁମ୍ଭମାନେେ କେଉଁଥି ରେ ବାପ୍ତିଜିତ ହାଇେଥିଲ।?
3 Perguntou-lhes, então: Em que sois batizados, então? E eles disseram: No batismo de João.
4 ପାଉଲ ଏହାଶୁଣି କହିଲେ, ଯୋହନଙ୍କର ବାପ୍ତିସ୍ମର ଉଦ୍ଦେଶ୍ଯ ଥିଲା, ଲୋକମାନେ ଯେପରି ନିଜର ମନ ପରିବର୍ତ୍ତନ କରନ୍ତି। ତେଣୁ ଯେଉଁମାନେ ତାହାଙ୍କ ନିକଟକୁ ଆସୁଥିଲେ, ସେ ସହେି ଲୋକମାନଙ୍କୁ ତାହାଙ୍କ ପରେ ଆସୁଥିବା ବ୍ଯକ୍ତି, ଅର୍ଥାତ୍ ଯୀଶୁଙ୍କଠା ରେ ବିଶ୍ବାସ କରିବା ନିମନ୍ତେ କହୁଥିଲେ।
4 Mas Paulo disse: Certamente João batizou com o batismo do arrependimento, dizendo ao povo que cresse no que após ele havia de vir, isto é, em Jesus Cristo.
5 ସମାନେେ ଏକଥା ଶୁଣି ପ୍ରଭୁ ଯୀଶୁଙ୍କ ନାମ ରେ ବାପ୍ତିଜିତ ହେଲେ।
5 E os que ouviram foram batizados em nome do Senhor Jesus.
6 ପାଉଲ ଯେତବେେଳେ ସମାନଙ୍କେ ଉପରେ ହାତ ରଖିଲେ, ପବିତ୍ର ଆତ୍ମା ସମାନଙ୍କେ ଉପରେ ଓହ୍ଲାଇ ଆସିଲେ। ସମାନେେ ବିଭିନ୍ନ ପ୍ରକାର ଭାଷା ଓ ଭବିଷ୍ଯଦ୍ବାଣୀ କହିବାକୁ ଲାଗିଲେ।
6 E, impondo-lhes Paulo as mãos, veio sobre eles o Espírito Santo; e falavam línguas e profetizavam.
7 ସମାନେେ ସମୁଦାୟ ବାର ଜଣ ଥିଲେ।
7 Estes eram, ao todo, uns doze varões.
8 ତା'ପରେ ପାଉଲ ସମାଜଗୃହ ରେ ପ୍ରବେଶ କରି ତିନିମାସ ପର୍ୟ୍ଯନ୍ତ ସାହାସର ସହିତ ଯିହୂଦୀମାନଙ୍କ ସହିତ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ କହିଲେ। ସେ ସମାନଙ୍କେୁ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ କହି ସମାନଙ୍କେୁ ଗ୍ରହଣ କରିବା ପାଇଁ ରାଜି କରାଇଲେ।
8 E, entrando na sinagoga, falou ousadamente por espaço de três meses, disputando e persuadindo-os acerca do Reino de Deus.
9 ମାତ୍ର ସମାନଙ୍କେ ଭିତରୁ କେତକେ ଜିଦ୍ଖୋର ହାଇେ ବିଶ୍ବାସ କଲନୋହିଁ। ସମାନେେ ଲୋକମାନଙ୍କ ଆଗ ରେ ଖ୍ରୀଷ୍ଟଙ୍କ ପଥ ବିଷୟ ରେ ବହୁତ ଖରାପ କଥା କହିବାକୁ ଲାଗିଲେ। ତେଣୁ ପାଉଲ ସମାନଙ୍କେୁ ଛାଡ଼ି କବଳେ ଯୀଶୁଙ୍କର ଶିଷ୍ଯମାନଙ୍କୁ ସାଙ୍ଗ ରେ ରଖିଲେ। ସେ ପ୍ରତିଦିନ ତୁରାନ୍ନର ବିଦ୍ଯାଳୟକୁ ଯାଇ ଆଲୋଚନା କରୁଥିଲେ।
9 Mas, como alguns deles se endurecessem e não obedecessem, falando mal do Caminho perante a multidão, retirou-se deles e separou os discípulos, disputando todos os dias na escola de um certo Tirano.
10 ଏହିପରି ଦୁଇ ବର୍ଷ ବିତିଗଲା, ଏଥିପାଇଁ ଏସିଆର ସମସ୍ତ ବାସିନ୍ଦାମାନେ ଅର୍ଥାତ୍ ଉଭୟ ଯିହୂଦୀୟ ଓ ଗ୍ରୀକ୍ମାନେ ପ୍ରଭୁଙ୍କ କଥା ଶୁଣିବାକୁ ପାଇଲେ।
10 E durou isto por espaço de dois anos, de tal maneira que todos os que habitavam na Ásia ouviram a palavra do Senhor Jesus, tanto judeus como gregos.
11 ପରମେଶ୍ବର ପାଉଲଙ୍କ ମାଧ୍ଯମ ରେ ଅତି ଅସାଧାରଣ କାର୍ୟ୍ଯମାନ କରୁଥିଲେ।
11 E Deus, pelas mãos de Paulo, fazia maravilhas extraordinárias,
12 ତେଣୁ ପାଉଲ ସ୍ପର୍ଶ କରୁଥିବା ରୁମାଲ ଓ ଗାମୁଛା ନଇେ ରୋଗୀମାନଙ୍କ ଉପରେ ପକାଇ ଦେଉଥିଲେ ଓ ଏହିଭଳି ସମାନେେ ରୋଗରୁ ସୁସ୍ଥ ହାଇଯୋଉଥିଲେ। ସମାନଙ୍କେ ମଧ୍ଯରୁ ଭୂତାତ୍ମା ମଧ୍ଯ ଚ଼ାଲିଯାଉଥିଲା।
12 de sorte que até os lenços e aventais se levavam do seu corpo aos enfermos, e as enfermidades fugiam deles, e os espíritos malignos saíam.
13 ଭୂତାତ୍ମାକୁ ଦୂର କରିବାପାଇଁ ଏଣତେଣେେ ବୁଲୁଥିବା କେତକେ ଯିହୂଦୀୟମାନେ ମଧ୍ଯ ଭୂତାତ୍ମାକୁ ଛଡ଼ାଇବା ନିମନ୍ତେ ପ୍ରଭୁ ଯୀଶୁଙ୍କ ନାମକୁ ବ୍ଯବହାର କରିବାପାଇଁ ଚେ଼ଷ୍ଟା କଲେ। ସମାନେେ କହିଲେ, ଯେଉଁ ଯୀଶୁଙ୍କୁ ପାଉଲ ପ୍ରଚ଼ାର କରୁଛନ୍ତି ମୁଁ ତୁମ୍ଭକୁ ତାହାଙ୍କ ନାମ ରେ ଆଦେଶ ଦେଉଛି।
13 E alguns dos exorcistas judeus, ambulantes, tentavam invocar o nome do Senhor Jesus sobre os que tinham espíritos malignos, dizendo: Esconjuro-vos por Jesus, a quem Paulo prega.
14 ସ୍କବୋଙ୍କର ସାତ ଜଣ ପୁତ୍ର ଏହିପରି କରୁଥିଲେ। ସ୍କବୋ ଜଣେ ଯିହୂଦୀୟ ମୁଖ୍ଯ ଯାଜକ ଥିଲେ।
14 Os que faziam isto eram sete filhos de Ceva, judeu, principal dos sacerdotes.
15 କିନ୍ତୁ ଜଣେ ଭୂତାତ୍ମା ସମାନଙ୍କେୁ କହିଲା, ମୁଁ ଯୀଶୁଙ୍କୁ ଚିନ୍ନେ ଓ ପାଉଲଙ୍କୁ ମଧ୍ଯ ଜାଣେ। କିନ୍ତୁ ତୁମ୍ଭମାନେେ କିଏ?
15 Respondendo, porém, o espírito maligno, disse: Conheço a Jesus e bem sei quem é Paulo; mas vós, quem sois?
16 ଏହା କହି ସହେି ଭୂତାତ୍ମା ଥିବା ଲୋକଟି ସମାନଙ୍କେ ଉପରେ ଡ଼ଇେଁ ପଡ଼ିଲା। ସେ ସମାନଙ୍କେୁ ମାରି ପରାସ୍ତ କଲା। ତେଣୁ ସମାନେେ ସମସ୍ତେ ସେ ଘରୁ ଉଲଗ୍ନ ଓ କ୍ଷତବିକ୍ଷତ ହାଇେ ଦୌଡ଼ି ଚ଼ାଲିଗଲେ।
16 E, saltando neles o homem que tinha o espírito maligno e assenhoreando-se de dois, pôde mais do que eles; de tal maneira que, nus e feridos, fugiram daquela casa.
17 ଏକଥା ଏଫିସ ନଗରର ସମସ୍ତ ଯିହୂଦୀୟ ଓ ଗ୍ରୀକ୍ମାନେ ଜାଣି ଭୟ କଲେ। ଏହାଦ୍ବାରା ପ୍ରଭୁ ଯୀଶୁଙ୍କର ନାମ ଅଧିକ ଗୌରବାନ୍ବିତ ହେଲା।
17 E foi isto notório a todos os que habitavam em Éfeso, tanto judeus como gregos; e caiu temor sobre todos eles, e o nome do Senhor Jesus era engrandecido.
18 ସମାନଙ୍କେ ମଧ୍ଯରୁ ଯେଉଁମାନେ ବିଶ୍ବାସ କରୁଥିଲେ, ସହେି ଲୋକମାନେ ଆସି ସମସ୍ତଙ୍କ ସାକ୍ଷାତ ରେ ନିଜର କୁକର୍ମ ସବୁ ସ୍ବୀକାର କଲେ।
18 Muitos dos que tinham crido vinham, confessando e publicando os seus feitos.
19 ଯେଉଁ ଲୋକମାନେ ଯାଦୁକର୍ମ କରୁଥିଲେ, ସମାନେେ ସମାନଙ୍କେର ସବୁ ବହିଗୁଡ଼ିକ ଏକାଠି କରି ଆଣି ସମସ୍ତଙ୍କ ସମ୍ମୁଖ ରେ ପୋଡ଼ି ପକାଇଲେ। ସମାନେେ ଏହି ଗୁଡ଼ିକର ଦାମ ହିସାବ କରି ଦେଖିଲେ ଯେ, ଏହା ପ୍ରାୟ ପଚ଼ାଶ ହଜାର ରେ ୗପ୍ୟମୁଦ୍ରା ମୂଲ୍ଯର ବହିଥିଲା।
19 Também muitos dos que seguiam artes mágicas trouxeram os seus livros e os queimaram na presença de todos, e, feita a conta do seu preço, acharam que montava a cinquenta mil peças de prata.
20 ଏହିପରି ଭାବରେ ପ୍ରଭୁଙ୍କର କଥା ଅଧିକ ପ୍ରଭାବଶାଳୀ ହାଇେ ଚ଼ାରିଆଡ଼େ ବ୍ଯାପିବାକୁ ଲାଗିଲା ଏବଂ ଅଧିକରୁ ଅଧିକ ଲୋକ ପ୍ରଭୁଙ୍କଠା ରେ ବିଶ୍ବାସ କଲେ।
20 Assim, a palavra do Senhor crescia poderosamente e prevalecia.
21 ପାଉଲ ଏସବୁ ଘଟଣା ପରେ ମାକିଦନିଆ ଓ ଆଖାଯା ବାଟ ଦଇେ ୟିରୁଶାଲମ ୟିବା ପାଇଁ ନିର୍ଣ୍ଣୟ କଲେ। ସେ କହିଲେ ଯେ, ୟିରୁଶାଲମ ଗଲାପରେ ମୁଁ ରୋମକୁ ୟିବା କଥା।
21 E, cumpridas estas coisas, Paulo propôs, em espírito, ir a Jerusalém, passando pela Macedônia e pela Acaia, dizendo: Depois que houver estado ali, importa-me ver também Roma.
22 ତେଣୁ ସେ ତାହାଙ୍କର ଦୁଇଜଣ ସାହାୟ୍ଯକାରୀ ଅର୍ଥାତ୍ ତୀମଥି ଓ ଏରାଷ୍ଟଙ୍କୁ ମାକିଦନିଆକୁ ପଠାଇଲେ। ସେ ନିଜେ ଆଉ କିଛି ଅଧିକ ସମୟ ଏସିଆ ରେ କଟାଇଲେ।
22 E, enviando à Macedônia dois daqueles que o serviam, Timóteo e Erasto, ficou ele por algum tempo na Ásia.
23 ସେସମୟରେ 'ପରମେଶ୍ବରଙ୍କ ପଥ' ବିଷୟ ରେ ଗୋଟିଏ ବଡ଼ ଧରଣର ଆନ୍ ଦୋଳନ ହେଲା।
23 Naquele mesmo tempo, houve um não pequeno alvoroço acerca do Caminho.
24 ସଠାେରେ ଦୀମୀତ୍ରିୟ ନାମକ ଜଣେ ରୂପା ବଣିଆ ଥିଲା। ସେ ଦବେୀ ଆର୍ତ୍ତମେୀର ରୂପା ମନ୍ଦିର ନିର୍ମାଣ କରୁଥିଲା। ସେ ରୂପା କାରୀଗରମାନଙ୍କୁ ବହୁତ କାର୍ୟ୍ଯ ଯୋଗଇ ଦେଉଥିଲା।
24 Porque um certo ourives da prata, por nome Demétrio, que fazia, de prata, nichos de Diana, dava não pouco lucro aos artífices,
25 ସେ ସମାନଙ୍କେୁ ଓ ଏହି କାମ କରୁଥିବା ଅନ୍ୟ କର୍ମୀମାନଙ୍କୁ ଏକାଠି କରି କହିଲା, ହେ ଲୋକମାନେ, ତୁମ୍ଭମାନେେ ଜାଣିଛ ଯେ, ଆମ୍ଭେ ଏ କାମରୁ ବହୁତ ଲାଭ କରୁଛୁ।
25 aos quais, havendo-os ajuntado com os oficiais de obras semelhantes, disse: Varões, vós bem sabeis que deste ofício temos a nossa prosperidade;
26 ତୁମ୍ଭମାନେେ ଦେଖୁଛ ଓ ଶୁଣୁଛ ଯେ, ଏହି ପାଉଲ କବଳେ ଏଫିସ ନଗର ରେ ନୁହେଁ, ପୁରା ଏସିଆ ରେ ଲୋକମାନଙ୍କୁ ମତଇେ ପ୍ରଭାବିତ କରୁଛି। ସେ କହୁଛି ଯେ, ମନୁଷ୍ଯର ହାତ ତିଆରି ଦବେତାମାନେ ପ୍ରକୃତ ଦବେତା ନୁହଁନ୍ତି।
26 e bem vedes e ouvis que não só em Éfeso, mas até quase em toda a Ásia, este Paulo tem convencido e afastado uma grande multidão, dizendo que não são deuses os que se fazem com as mãos.
27 ଏହା ଦ୍ବାରା କବଳେ ଆମ୍ଭ କାର୍ୟ୍ଯର କ୍ଷତି ଘଟିବ ନାହିଁ ମାତ୍ର ମହାଦବେୀ ଆର୍ତ୍ତମେୀର ମନ୍ଦିରର ମଧ୍ଯ କୌଣସି ଗୁରୁତ୍ବ ରହିବ ନାହିଁ। ସମଗ୍ର ଏସିଆ ଓ ପୃଥିବୀର ଲୋକମାନେ ଯେଉଁ ଦବେୀକୁ ପୂଜା କରନ୍ତି, ତାହାର ମହିମା ମଧ୍ଯ ନଷ୍ଟ ହାଇଯେିବ।
27 Não somente há o perigo de que a nossa profissão caia em descrédito, mas também de que o próprio templo da grande deusa Diana seja estimado em nada, vindo a majestade daquela que toda a Ásia e o mundo veneram a ser destruída.
28 ସମାନେେ ଏହାଶୁଣି ଭୀଷଣ ରାଗିଗଲେ ଓ ଚ଼ିତ୍କାର କରି କହିଲେ, ଏଫିସୀୟମାନଙ୍କର ଆର୍ତ୍ତମେୀ ମହାଦବେୀ ମାହାନ୍ ଅଟନ୍ତି।
28 Ouvindo isto, encheram-se de ira e clamaram, dizendo: Grande é a Diana dos efésios!
29 ସମ୍ପୂର୍ଣ୍ଣ ସହର ରେ ଚ଼ହଳ ପଡ଼ିଗଲା। ପାଉଲଙ୍କ ସହଯାତ୍ରୀ ମାକିଦନୀଯା ନିବାସୀ ଗାୟ ଓ ଆରିସ୍ତାର୍ଖଙ୍କୁ ଧରିନଇେ ସମାନେେ ଖଳେ ପଡ଼ିଆ ଆଡ଼କୁ ଦୌଡ଼ିଲେ।
29 E encheu-se de confusão toda a cidade, e unânimes correram ao teatro, arrebatando a Gaio e a Aristarco, macedônios, companheiros de Paulo na viagem.
30 ପାଉଲ ଭିତରକୁ ୟିବାପାଇଁ ଇଚ୍ଛା କଲେ କନ୍ତୁ ଶିଷ୍ଯମାନେ ତାହାଙ୍କୁ ୟିବାକୁ ଦେଲେ ନାହିଁ।
30 E, querendo Paulo apresentar-se ao povo, não lho permitiram os discípulos.
31 ସହେି ଦେଶର କେତକେ ନେତାମାନେ ପାଉଲଙ୍କର ବନ୍ଧୁ ଥିଲେ। ସମାନେେ ତାହାଙ୍କୁ ଖଳପେଡ଼ିଆ ପାଖକୁ ନ ୟିବାପାଇଁ ଅନୁ ରୋଧ କରି ଖବର ପଠାଇଲେ।
31 Também alguns dos principais da Ásia, que eram seus amigos, lhe rogaram que não se apresentasse no teatro.
32 ଏହି ସମୟ ଭିତ ରେ ନାନା ଲୋକ ନାନା କଥା କହିଲେ ଓ ପାଟିକେଲ। ଅଧିକାଂଶ ଲୋକମାନେ ସମାନଙ୍କେର ଏକାଠି ହବୋର କାରଣ ଜାଣି ନଥିଲେ। ଏହା ଫଳ ରେ ସଭା ରେ ପାଟିତୁଣ୍ଡ ହେଉଥିଲା।
32 Uns, pois, clamavam de uma maneira, outros, de outra, porque o ajuntamento era confuso; e os mais deles não sabiam por que causa se tinham ajuntado.
33 ସେତବେେଳେ ଯିହୂଦୀୟମାନେ ଆଲେକ୍ଜାଣ୍ଡରକୁ ଆଗକୁ ପଠାଇଥିଲେ ଓ ତାହାଙ୍କୁ କିଛି କହିବା ପାଇଁ ଉପଦେଶ ଦେଉଥିଲେ। ଆଲେକ୍ଜାଣ୍ଡର ଲୋକମାନଙ୍କ ଆଗ ରେ ହାତ ହଲଇେ ସମାନଙ୍କେୁ ବୁଝାଇବା ପାଇଁ ଚେ଼ଷ୍ଟା କରୁଥିଲେ।
33 Então, tiraram Alexandre dentre a multidão, impelindo-o os judeus para diante; e Alexandre, acenando com a mão, queria dar razão disto ao povo.
34 କିନ୍ତୁ ଯେତବେେଳେ ଲୋକମାନେ ଆଲେକ୍ଜାଣ୍ଡରଙ୍କୁ ଜଣେ ଯିହୂଦୀୟ ବୋଲି ଜାଣି ପାରିଲେ, ସେତବେେଳେ ସମାନେେ ଦୁଇ ଘଣ୍ଟା ପର୍ୟ୍ଯନ୍ତ ଚ଼ିତ୍କାର କଲେ ଓ କହିଲେ, ଏଫିସୀୟମାନଙ୍କର ମହାଦବେୀ ଆର୍ତ୍ତମେୀ ମହାନ୍ ଅଟନ୍ତି...!
34 Mas, quando conheceram que era judeu, todos unanimemente levantaram a voz, clamando por espaço de quase duas horas: Grande é a Diana dos efésios!
35 ଏହା ଶୁଣି ନଗରର ବବେର୍ତ୍ତା ଜନଗହଳିକୁ ଶାନ୍ତ କରଇେ କହିଲେ, ହେ ଏଫିସୀୟ ବାସିନ୍ଦାମାନେ, ସାରା ପୃଥିବୀର କିଏ ନଜାଣେ ଯେ, ଏଫିସ ନଗର, ଆର୍ତ୍ତମେୀ ମହାଦବେୀ ଓ ସ୍ବର୍ଗରୁ ପଡ଼ିଥିବା ପବିତ୍ର ଶିଳାର ମନ୍ଦିରର ରକ୍ଷକ ଅଟେ?
35 Então, o escrivão da cidade, tendo apaziguado a multidão, disse: Varões efésios, qual é o homem que não sabe que a cidade dos efésios é a guardadora do templo da grande deusa Diana e da imagem que desceu de Júpiter?
36 ଏକଥା କହେି ଅସତ୍ଯ ବୋଲି କହିପାରିବେ ନାହିଁ। ତେଣୁ ତୁମ୍ଭମାନେେ ଶାନ୍ତ ରହିବା ଉଚ଼ିତ। ପ୍ରଥମେ କିଛି ନଭାବି ତୁମ୍ଭମାନେେ କିଛି କରିବା ଅନୁଚ଼ିତ।
36 Ora, não podendo isto ser contraditado, convém que vos aplaqueis e nada façais temerariamente;
37 ତୁମ୍ଭମାନେେ ଯେଉଁ ଲୋକମାନଙ୍କୁ ଏଠାକୁ ଆଣିଛ, ସମାନେେ କୌଣସି ମନ୍ଦିର ଲୁଟ କରି ନାହାଁନ୍ତି ବା ଆମ୍ଭ ଦବେୀଙ୍କର ଅପମାନ କରି ନାହାଁନ୍ତି।
37 porque estes homens que aqui trouxestes nem são sacrílegos nem blasfemam da vossa deusa.
38 ସେ କହିଲେ, ଆମ୍ଭର ବିଚ଼ାରାଳୟ ଅଛି ଓ ବିଚ଼ାରକମାନେ ମଧ୍ଯ ଅଛନ୍ତି। ଯଦି କାହାରି ବିରୁଦ୍ଧ ରେ ଦୀମୀତ୍ରିୟ ବା ତା'ର କାରିଗରମାନଙ୍କର କୌଣସି ଅଭିଯୋଗ ଥାଏ, ସମାନେେ ସଠାେକୁ ଯାଇ ପରସ୍ପର ବିରୁଦ୍ଧ ରେ ଅଭି ଯୋଗ ଆଣି ପାରନ୍ତି।
38 Mas, se Demétrio e os artífices que estão com ele têm alguma coisa contra alguém, há audiências e há procônsules; que se acusem uns aos outros.
39 ମାତ୍ର ତୁମ୍ଭମାନଙ୍କର ଯଦି ଆଉ କିଛି ବିଷୟ ଅଛି, ତବେେ ତାହା ନିୟମିତ ଜନସଭା ରେ ବିଚ଼ାର କରାଯାଇ ପାରିବ।
39 Mas, se alguma outra coisa demandais, averiguar-se-á em legítimo ajuntamento.
40 ଆଜିର ଜନ ସଭା ରେ ଆନ୍ ଦୋଳନ ସକାେଶ ଆମ୍ଭେ ଦୋଷୀ ହାଇପୋରୁ, ଯେ ହତେୁ ଆମ୍ଭପାଖ ରେ ଏହାର କୌଣସି ଯଥାର୍ଥ କାରଣ ନାହିଁ।
40 Na verdade, até corremos perigo de que, por hoje, sejamos acusados de sedição, não havendo causa alguma com que possamos justificar este concurso.
41 ଏହା କହି ସେ ସଭା ଭାଙ୍ଗିଲେ। ତା'ପରେ ସେ ଲୋକମାନଙ୍କୁ ଘରକୁ ୟିବାପାଇଁ କହିଲେ। ସମସ୍ତେ ଚ଼ାଲିଗଲେ।
41 E, tendo dito isto, despediu o ajuntamento.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Atos 19, comparar traduções ou montar um estudo — tudo direto pelo WhatsApp.