Atos 16
Oriya Bible (GL_ORIYA) vs NVI
1 ପାଉଲ ଦର୍ବୀ ଓ ଲୁସ୍ତ୍ରା ନଗରକୁ ଗଲେ। ସଠାେରେ ତୀମଥି ନାମକ ଜଣେ ଶିଷ୍ଯ ଥିଲେ। ସେ ଜଣେ ବିଶ୍ବାସୀନୀ ଯିହୂଦୀ ସ୍ତ୍ରୀଙ୍କର ପୁତ୍ର ଥିଲେ କିନ୍ତୁ ତାହାଙ୍କର ପିତା ଗ୍ରୀକ୍ ଥିଲେ।
1 Chegou a Derbe e depois a Listra, onde vivia um discípulo chamado Timóteo. Sua mãe era uma judia convertida e seu pai era grego.
2 ତୀମଥିଙ୍କୁ ଲୁସ୍ତ୍ରା ଓ ଇକନିୟର ଭାଇମାନେ ବହୁତ ପ୍ରଶଂସା କରୁଥିଲେ।
2 Os irmãos de Listra e Icônio davam bom testemunho dele.
3 ପାଉଲ ତୀମଥିଙ୍କୁ ନିଜ ସହିତ ନବୋପାଇଁ ଇଚ୍ଛା କଲେ। ତାହାଙ୍କର ପିତା ଗ୍ରୀକ୍ ବୋଲି ସମସ୍ତେ ଜାଣିଥିଲେ। ତେଣୁ ପାଉଲ ତାହାଙ୍କୁ ଯିହୂଦୀମାନଙ୍କ ହତେୁ ସୁନ୍ନତ କରି ଦେଲେ।
3 Paulo, querendo levá-lo na viagem, circuncidou-o por causa dos judeus que viviam naquela região, pois todos sabiam que seu pai era grego.
4 ସମାନେେ ନଗରରୁ ନଗର ଭ୍ରମଣ କଲା ବେଳେ ୟିରୂଶାଲମ ରେ ଥିବା ପ୍ ରରେିତ ଓ ପ୍ରାଚ଼ୀନମାନଙ୍କର ଉପଦେଶ ଓ ନିଷ୍ପତ୍ତିଗୁଡ଼ିକ ବିଷୟ ରେ ବିଶ୍ବାସୀମାନଙ୍କୁ କହୁଥିଲେ ଓ ସହେି ଉପଦେଶଗୁଡ଼ିକୁ ପାଳନ କରିବାକୁ ସମାନଙ୍କେୁ ପ୍ରବର୍ତ୍ତାଉଥିଲେ।
4 Nas cidades por onde passavam, transmitiam as decisões tomadas pelos apóstolos e presbíteros em Jerusalém, para que fossem obedecidas.
5 ତେଣୁ ମଣ୍ଡଳୀଗୁଡ଼ିକର ସଂଖ୍ଯା ଦିନକୁ ଦିନ ବଢ଼ିବାକୁ ଲାଗୁଥିଲା ଓ ସଗେୁଡ଼ିକ ବିଶ୍ବାସ ରେ ଶକ୍ତିଶାଳୀ ହେଉଥିଲେ।
5 Assim as igrejas eram fortalecidas na fé e cresciam em número cada dia.
6 ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନେ ଫ୍ରୁଗିଆ ଓ ଗାଲାତୀୟ ଅଞ୍ଚଳ ଦଇଗେଲେ। ସମାନଙ୍କେୁ ପବିତ୍ରଆତ୍ମା ଏସିଆ ରେ ପ୍ରଭୁଙ୍କର କଥା ପ୍ରଚ଼ାର କରିବାକୁ ଅନୁମତି ଦେଲେ ନାହିଁ।
6 Paulo e seus companheiros viajaram pela região da Frígia e da Galácia, tendo sido impedidos pelo Espírito Santo de pregar a palavra na província da Ásia.
7 ସମାନେେ ମୂସିଆ ଦେଶକୁ ଆସିଲା ପରେ ବୀଥୂନିଆକୁ ୟିବାପାଇଁ ଚେଷ୍ଟା କଲେ। କିନ୍ତୁ ଯୀଶୁଙ୍କ ଆତ୍ମା ସମାନଙ୍କେୁ ୟିବାପାଇଁ ଅନୁମତି ଦେଲେ ନାହିଁ।
7 Quando chegaram à fronteira da Mísia, tentaram entrar na Bitínia, mas o Espírito de Jesus os impediu.
8 ତା'ପରେ ସମାନେେ ମୂସିଆ ଦେଶ ଛାଡ଼ି ତ୍ରୋଯା ନଗରକୁ ଆସିଲେ।
8 Então, contornaram a Mísia e desceram a Trôade.
9 ରାତି ରେ ପାଉଲ ଏକ ଦର୍ଶନ ପାଇଲେ। ସେଥି ରେ ସେ ଜଣେ ମାକିଦନିଆର ଲୋକକୁ ତାହାଙ୍କ ଆଗ ରେ ଠିଆ ହାଇେ ଥିବାର ଦେଖିଲେ। ସେ ପାଉଲଙ୍କୁ କହିଲେ, ତୁମ୍ଭେ ମାକିଦନିଆକୁ ଆସି ଆମ୍ଭକୁ ସାହାୟ୍ଯ କର।
9 Durante a noite Paulo teve uma visão, na qual um homem da Macedônia estava em pé e lhe suplicava: "Passe à Macedônia e ajude-nos".
10 ପାଉଲ ଦର୍ଶନ ପାଇବା ପରେ ଆମ୍ଭେ ସଙ୍ଗେ ସଙ୍ଗେ ମାକିଦନିଆକୁ ୟିବାପାଇଁ ପ୍ରସ୍ତୁତ ହେଲୁ। ଆମ୍ଭେ ହୃଦୟଙ୍ଗମ କଲୁ ଯେ, ପ୍ରଭୁ ସମାନଙ୍କେ ନିକଟରେ ସୁସମାଚ଼ାର ପହଞ୍ଚାଇବା ପାଇଁ ଆମ୍ଭକୁ ଡ଼ାକିଛନ୍ତି।
10 Depois que Paulo teve essa visão, preparamo-nos imediatamente para partir para a Macedônia, concluindo que Deus nos tinha chamado para lhes pregar o evangelho.
11 ଆମ୍ଭେ ତ୍ରୋଯା ନଗରରୁ ଜଳଯାତ୍ରା ରେ ସାମଥ୍ରାକୀ ଉପଦ୍ବୀପରେ ପହଞ୍ଚିଲୁ। ତା ଆରଦିନ ଆମ୍ଭେ ନିଯାପଲି ନଗରକୁ ଗଲୁ।
11 Partindo de Trôade, navegamos diretamente para Samotrácia e, no dia seguinte, para Neápolis.
12 ସଠାରୁେ ଆମ୍ଭେ ମାକିଦନିଆ ଜିଲ୍ଲାର ଗୋଟିଏ ପ୍ରଧାନ ନଗର ଫିଲପ୍ପୀକୁ ଗଲୁ। ଏହା ରୋମୀୟମାନଙ୍କର ନଗର ଥିଲା। ଆମ୍ଭେ ସହେି ନଗର ରେ କିଛି ଦିନ ରହିଲୁ।
12 Dali partimos para Filipos, na Macedônia, que é colônia romana e a principal cidade daquele distrito. Ali ficamos vários dias.
13 ବିଶ୍ରାମବାର ଦିନ ଆମ୍ଭେ ନଗରଦ୍ବାର ବାହା ରେ ନଦୀ କୂଳ ଆଡ଼େ ଗଲୁ। ଆମ୍ଭେ ଭାବିଥିଲୁ ଯେ, ସଠାେରେ ପ୍ରାର୍ଥନା କରିବା ପାଇଁ ଗୋଟିଏ ସ୍ଥାନ ଥିବ। ଆମ୍ଭେ ସଠାେରେ ବସିଲୁ ଓ ସଠାେରେ ଏକତ୍ରୀତ ହାଇେଥିବା ସ୍ତ୍ରୀମାନଙ୍କ ସହିତ କଥା ହେଲୁ।
13 No sábado saímos da cidade e fomos para a beira do rio, onde esperávamos encontrar um lugar de oração. Sentamo-nos e começamos a conversar com as mulheres que se haviam reunido ali.
14 ସଠାେରେ ଲୂଦିଆ ନାମକ ଜଣେ ସ୍ତ୍ରୀ ଲୋକ ଥିଲା। ସେ ଥୁଯାଥୀରା ନଗରର ବାଇଗଣୀ ରଙ୍ଗର ଲୁଗା ବ୍ଯବସାଯୀ ଥିଲା। ସେ ସତ୍ଯ ପରମେଶ୍ବରଙ୍କୁ ଉପାସନା କରୁଥିଲା ଓ ଆମ୍ଭ କଥା ଶୁଣୁଥିଲା। ପାଉଲଙ୍କ କଥା ଶୁଣିବା ପାଇଁ ପ୍ରଭୁ ତାହାଙ୍କ ହୃଦୟ ଖାଲିେ ଦଇେଥିଲେ।
14 Uma das que ouviam era uma mulher temente a Deus chamada Lídia, vendedora de tecido de púrpura, da cidade de Tiatira. O Senhor abriu seu coração para atender à mensagem de Paulo.
15 ସେ ଓ ତା'ର ଘ ରେ ରହୁଥିବା ସମସ୍ତେ ବାପ୍ତିଜିତ ହବୋପରେ, ସେ ଆମ୍ଭମାନଙ୍କୁ ଅନୁରୋଧ କରି ଡ଼ାକି କହିଲା, ତୁମ୍ଭମାନେେ ଯଦି ମାେତେ ପ୍ରଭୁଙ୍କଠା ରେ ଜଣେ ପ୍ରକୃତ ବିଶ୍ବାସୀ ବୋଲି ଭାବୁଛ, ତବେେ ମାେ ଘ ରେ ଆସି ରୁହ। ଏହିପରି ସେ ଆମ୍ଭମାନଙ୍କୁ ତା'ର ଘରକୁ ୟିବାପାଇଁ ରାଜି କରାଇଲେ।
15 Tendo sido batizada, bem como os de sua casa, ela nos convidou, dizendo: "Se os senhores me consideram uma crente no Senhor, venham ficar em minha casa". E nos convenceu.
16 ଦିନେ ଆମ୍ଭେ ପ୍ରାର୍ଥନାସ୍ଥାନକୁ ୟିବା ସମୟରେ ଗୋଟିଏ ଚ଼ାକରାଣୀକୁ ଦେଖିଲୁ। ତା' ଦହେ ରେ ଏପରି ଆତ୍ମାଟିଏ ଥିଲା, ଯାହା ଦ୍ବାରା ସେ ଭବିଷ୍ଯତ କଥା ସବୁ କହି ପାରୁଥିଲା। ସେ ଏହିପରି ଭବିଷ୍ଯତର କଥା ସବୁ କହି ତା' ମାଲିକମାନଙ୍କ ପାଇଁ ବହୁତ ଧନ ଉପାର୍ଜନ କରୁଥିଲା।
16 Certo dia, indo nós para o lugar de oração, encontramos uma escrava que tinha um espírito pelo qual predizia o futuro. Ela ganhava muito dinheiro para os seus senhores com adivinhações.
17 ସେ ପାଉଲ ଓ ଆମ୍ଭମାନଙ୍କର ଅନୁସରଣ କଲା ଓ ଜାରେ ରେ କହିଲା, ଏହି ଲୋକମାନେ ସର୍ବୋପରିସ୍ଥ ପରମେଶ୍ବରଙ୍କର ସବେକ। ସମାନେେ ତୁମ୍ଭମାନଙ୍କୁ ମୁକ୍ତିର ପଥ ବିଷୟ ରେ କହୁଛନ୍ତି।
17 Essa moça seguia a Paulo e a nós, gritando: "Estes homens são servos do Deus Altíssimo e lhes anunciam o caminho da salvação".
18 ସେ ଏପରି ବହୁତ ଦିନ ପର୍ୟ୍ଯନ୍ତ କଲା, ପାଉଲ ଏଥିଲେ ବିରକ୍ତ ହାଇପେଡ଼ିଲେ। ସେ ସହେି ଆତ୍ମାକୁ କହିଲେ, ମୁଁ ଯୀଶୁଙ୍କ ନାମ ରେ ଆଦେଶ ଦେଉଛି, ଏହି ଝିଅଟି ଦହରେୁ ବାହାରିଯା। ସହେି ସମୟରେ ସେ ଆତ୍ମାଟି ବାହାରକୁ ଚ଼ାଲିଆସିଲା।
18 Ela continuou fazendo isso por muitos dias. Finalmente, Paulo ficou indignado, voltou-se e disse ao espírito: "Em nome de Jesus Cristo eu lhe ordeno que saia dela! " No mesmo instante o espírito a deixou.
19 ସହେି ବାଳିକାର ମାଲିକମାନେ ଏସବୁ ଦେଖିଲେ। ସମାନେେ ଜାଣିପାରିଲେ ଯେ, ସମାନେେ ଆଉ ଏ ବାଳିକା ଦ୍ବାରା ଧନ ଉପାର୍ଜନ କରିପାରିବେ ନାହିଁ। ତେଣୁ ସମାନେେ ପାଉଲ ଓ ଶୀଲାଙ୍କୁ ଧରି ବଜାର ରାସ୍ତାକୁ ସମାନଙ୍କେୁ ଟାଣି ନେଲେ ଏବଂ ନଗରକତ୍ତୃର୍ପକ୍ଷଙ୍କ ଆଗ ରେ ସମାନଙ୍କେୁ ଠିଆ କରାଇଲେ।
19 Percebendo que a sua esperança de lucro tinha se acabado, os donos da escrava agarraram Paulo e Silas e os arrastaram para a praça principal, diante das autoridades.
20 ସମାନଙ୍କେୁ ନଗରପାଳମାନଙ୍କ ପାଖ ରେ ପହଞ୍ଚାଇ କହିଲେ, ଏମାନେ ଯିହୂଦୀ ଯେଲାକ। ଏମାନେ ଆମ୍ଭ ନଗର ରେ ବହୁତ ଉପଦ୍ରବ ସୃଷ୍ଟି କରୁଛନ୍ତି।
20 E, levando-os aos magistrados, disseram: "Estes homens são judeus e estão perturbando a nossa cidade,
21 ଆମ୍ଭମାନେେ ରୋମୀୟ। ଏଣୁ ଏମାନେ ଲୋକମାନଙ୍କୁ ଯେଉଁ କଥା କହୁଛନ୍ତି, ସହେି ପ୍ରଥାଗୁଡ଼ିକ ଆମ୍ଭମାନଙ୍କ ଗ୍ରହଣ ୟୋଗ୍ଯ ନୁହେଁ। ତେଣୁ ଆମ୍ଭେ ଏସବୁ କରିପାରିବୁ ନାହିଁ।
21 propagando costumes que a nós, romanos, não é permitido aceitar nem praticar".
22 ତା'ପରେ ଲୋକମାନେ ପାଉଲ ଓ ଶୀଲାଙ୍କୁ ଆକ୍ରମଣ କରିବା ନିମନ୍ତେ ସମାନଙ୍କେ ବିରୁଦ୍ଧ ରେ ଯୋଗ ଦେଲେ। ନଗରପାଳମାନେ ସମାନଙ୍କେର ଲୁଗାପଟା ଛିଣ୍ଡାଇ ଦେଲେ ଓ ସମାନଙ୍କେୁ ବତେ ଆଘାତ ଦ୍ବାରା ଦଣ୍ଡ ଦବୋପାଇଁ ଆଦେଶ ଦେଲେ।
22 A multidão ajuntou-se contra Paulo e Silas, e os magistrados ordenaram que se lhes tirassem as roupas e fossem açoitados.
23 ସମାନେେ ସମାନଙ୍କେୁ ବହୁତ ମାଡ଼ ମାରିବା ପରେ କାରାଗାର ରେ ବନ୍ଦୀ କଲେ। ସମାନଙ୍କେୁ ସାବଧାନ ରେ ଜଗିବାପାଇଁ କାରାଧ୍ଯକ୍ଷଙ୍କୁ ଆଦେଶ ଦେଲେ।
23 Depois de serem severamente açoitados, foram lançados na prisão. O carcereiro recebeu instrução para vigiá-los com cuidado.
24 ସେ ଏପରି ଆଦେଶ ପାଇ ସମାନଙ୍କେୁ ଭିତର କୋଠରୀ ଭିତ ରେ ରଖି ଦେଲେ। ସେ ସମାନଙ୍କେର ଗୋଡ଼ ବଡ଼ ବଡ଼ କାଠ ଗଣ୍ଡି ସହିତ ବାନ୍ଧି ପକାଇ ଦେଲେ।
24 Tendo recebido tais ordens, ele os lançou no cárcere interior e lhes prendeu os pés no tronco.
25 ପାଉଲ ଓ ଶୀଲା ମଧ୍ଯରାତ୍ରି ବେଳେ ପରମେଶ୍ବରଙ୍କୁ ପ୍ରାର୍ଥନା ଓ ସ୍ତୁତି ଗାନ କରୁଥିଲେ। ଅନ୍ୟ ବନ୍ଦୀମାନେ ତାହାସବୁ ଶୁଣୁଥିଲେ।
25 Por volta da meia-noite, Paulo e Silas estavam orando e cantando hinos a Deus; os outros presos os ouviam.
26 ହଠାତ୍ ଖୁବ୍ ଜାରେ ରେ ଭୂମିକମ୍ପ ହେଲା। ଏହାଦ୍ବାରା କାରାଗାରର ମୂଳଦୁଆ ଟଳମଳ ହେଲା। ଦେଖୁ ଦେଖୁ ସବୁ ଦ୍ବାର ଖାଲିଗେଲା ଓ ସମସ୍ତ ବନ୍ଦୀଙ୍କର ଶିକୁଳି ଖାଲିଗେଲା।
26 De repente, houve um terremoto tão violento que os alicerces da prisão foram abalados. Imediatamente todas as portas se abriram, e as correntes de todos se soltaram.
27 କାରାଧ୍ଯକ୍ଷ ନିଦରୁ ଉଠି ବସିଲେ। କାରାଗାରର ଦୁଆର ଗୁଡ଼ିକ ଖାଲିେଥିବାର ଦେଖି, ସେ ନିଜକୁ ହତ୍ଯା କରିବା ଉଦ୍ଦେଶ୍ଯ ରେ ନିଜର ଖଣ୍ଡା ବାହାର କଲେ। ସେ ଭାବିଲେ ଯେ, ବନ୍ଦୀମାନେ ଖସି ପଳାଇ ଯାଇଛନ୍ତି।
27 O carcereiro acordou e, vendo abertas as portas da prisão, desembainhou sua espada para se matar, porque pensava que os presos tivessem fugido.
28 କିନ୍ତୁ ପାଉଲ ଚିତ୍କାର କରି କହିଲେ, ଆମ୍ଭେ ସମସ୍ତେ ଏଠା ରେ ଅଛୁ। ନିଜର କ୍ଷତି କରନାହିଁ।
28 Mas Paulo gritou: "Não faça isso! Estamos todos aqui! "
29 ସେ ସଙ୍ଗେ ସଙ୍ଗେ ଗୋଟିଏ ଦ୍ବୀପ ଆଣିବାପାଇଁ ଆଦେଶ ଦଇେ ଦୌଡ଼ି ଆସି ଭୟ ରେ ଥରି ଥରି ପାଉଲ ଓ ଶୀଲାଙ୍କ ପାଦ ତଳେ ପଡ଼ିଗଲେ।
29 O carcereiro pediu luz, entrou correndo e, trêmulo, prostrou-se diante de Paulo e Silas.
30 ତା'ପରେ ସେ ସମାନଙ୍କେୁ ବାହାରକୁ ଆଣି ପଚ଼ାରିଲେ, ମହାଶୟମାନେ, ପରିତ୍ରାଣ ପାଇବା ପାଇଁ ମାରେ କ'ଣ କରିବା ଆବଶ୍ଯକ?
30 Então levou-os para fora e perguntou: "Senhores, que devo fazer para ser salvo? "
31 ସମାନେେ ତାହାଙ୍କୁ କହିଲେ, ପ୍ରଭୁ ଯୀଶୁଙ୍କଠା ରେ ବିଶ୍ବାସ କର। ଏହି ଭାବରେ ତୁମ୍ଭେ ଓ ତୁମ୍ଭ ଘ ରେ ରହୁଥିବା ସମସ୍ତେ ଉଦ୍ଧାର ପାଇପାରିବେ।
31 Eles responderam: "Creia no Senhor Jesus, e serão salvos, você e os de sua casa".
32 ପାଉଲ ଓ ଶୀଲା ତାକୁ ଓ ତା' ଘ ରେ ରହୁଥିବା ସମସ୍ତଙ୍କୁ ପ୍ରଭୁଙ୍କର ବାକ୍ଯ ପ୍ରଚ଼ାର କଲେ।
32 E pregaram a palavra de Deus, a ele e a todos os de sua casa.
33 କାରାଗାର ଅଧିକାରୀ ସମାନଙ୍କେୁ ନଇେ ସହେି ମଧ୍ଯ ରାତ୍ରି ରେ ସମାନଙ୍କେର କ୍ଷତ ବିକ୍ଷତ ଜାଗାଗୁଡ଼ିକୁ ଧୋଇ ସଫା କଲେ। ତା'ପରେ ତୁରନ୍ତ ସେ ଓ ତାହାଙ୍କର ସମସ୍ତ ପରିବାର ବାପ୍ତିଜିତ ହେଲ।
33 Naquela mesma hora da noite o carcereiro lavou as feridas deles; em seguida, ele e todos os seus foram batizados.
34 ତା'ପରେ ସହେି କାରାଧ୍ଯକ୍ଷ ପାଉଲ ଓ ଶୀଲାଙ୍କୁ ଘରକୁ ଡ଼ାକି ନଇେ ଖାଇବାକୁ ଦେଲେ। ସେ ଓ ତାହାଙ୍କର ପରିବାରର ସମସ୍ତେ ଆନନ୍ଦିତ ହେଲେ।
34 Então os levou para a sua casa, serviu-lhes uma refeição e com todos os de sua casa alegrou-se muito por haver crido em Deus.
35 ସକାଳ ହବୋରୁ ବିଚ଼ାରକର୍ତ୍ତାମାନେ ସେ ଲୋକମାନଙ୍କୁ ଛାଡ଼ି ଦିଅ ଏହି ବାର୍ତ୍ତା ଦଇେ କେତକେ ସୈନିକଙ୍କୁ ପଠାଇଲେ।
35 Quando amanheceu, os magistrados mandaram os seus soldados ao carcereiro com esta ordem: "Solte estes homens".
36 କାରାଧ୍ଯକ୍ଷ ପାଉଲଙ୍କୁ କହିଲେ ଯେ, ବିଚ଼ାରକର୍ତ୍ତାମାନେ ଆପଣମାନଙ୍କୁ ଛାଡ଼ି ଦବୋପାଇଁ କହି ପଠାଇଛନ୍ତି। ତେଣୁ ଆପଣମାନେ ବର୍ତ୍ତମାନ ବାହାରକୁ ଶାନ୍ତି ରେ ଯାଇପାରନ୍ତି।
36 O carcereiro disse a Paulo: "Os magistrados deram ordens para que você e Silas sejam libertados. Agora podem sair. Vão em paz".
37 କିନ୍ତୁ ପାଉଲ ସୈନିକମାନଙ୍କୁ କହିଲେ, ସମାନେେ ଆମ୍ଭକୁ ବିନା ବିଚ଼ାର ରେ ଜନସାଧାରଣଙ୍କ ସାମନା ରେ ମାରିଛନ୍ତି। ଆମ୍ଭେ ରୋମୀୟ ନାଗରିକ। କିନ୍ତୁ ଆମ୍ଭକୁ କାରାଗାର ରେ ବନ୍ଦୀ କରି ରଖାଯାଇଛି। ବର୍ତ୍ତମାନ ସମାନେେ ଆମ୍ଭକୁ ଗୋପନ ରେ ଛାଡ଼ି ଦବୋପାଇଁ କହୁଛନ୍ତି? ଏହା ଆଦୌ ହାଇପୋରିବ ନାହିଁ। ତେଣୁ ସମାନେେ ନିଜେ ଆସି ବିଚ଼ାରକର୍ତ୍ତାମାନଙ୍କୁ କହିଲେ।
37 Mas Paulo disse aos soldados: "Sendo nós cidadãos romanos, eles nos açoitaram publicamente sem processo formal e nos lançaram na prisão. E agora querem livrar-se de nós secretamente? Não! Venham eles mesmos e nos libertem".
38 ସମାନେେ ପାଉଲ ଓ ଶୀଲାଙ୍କୁ ରୋମୀୟ ଜାଣି ଡ଼ରିଗଲେ।
38 Os soldados relataram isso aos magistrados, os quais, ouvindo que Paulo e Silas eram romanos, ficaram atemorizados.
39 ତେଣୁ ସମାନେେ ଆସି ପାଉଲ ଓ ଶୀଲାଙ୍କୁ କ୍ଷମା ମାଗିଲେ ଓ ସମାନଙ୍କେୁ କାରାଗାରରୁ ମୁକ୍ତ କଲେ। ତା'ପରେ ସମାନେେ ପାଉଲ ଓ ଶୀଲାଙ୍କୁ ନଗର ଛାଡ଼ିବା ପାଇଁ ଅନୁ ରୋଧ କଲେ।
39 Vieram para se desculpar diante deles e, conduzindo-os para fora da prisão, pediram-lhes que saíssem da cidade.
40 ପାଉଲ ଓ ଶୀଲା କାରାଗାରରୁ ବାହାରକୁ ଆସି ଲୁଦିଯାର ଘରକୁ ଆସିଲେ। ସଠାେରେ ଭାଇମାନଙ୍କୁ ଦେଖି ସମାନେେ ସମାନଙ୍କେୁ ଉତ୍ସାହର ବାଣୀ ଶୁଣାଇଲେ। ତା'ପରେ ସମାନେେ ସେ ସ୍ଥାନରୁ ଚ଼ାଲିଗଲେ।
40 Depois de saírem da prisão, Paulo e Silas foram à casa de Lídia, onde se encontraram com os irmãos e os encorajaram. E então partiram.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Atos 16, comparar traduções ou montar um estudo — tudo direto pelo WhatsApp.