Atos 12
Oriya Bible (GL_ORIYA) vs NAA
1 ରାଜା ହରେୋଦ ସେ ସମୟରେ ମଣ୍ଡଳୀ ରେ କେତକେ ଲୋକଙ୍କ ଉପରେ ଅତ୍ଯାଚ଼ାର କରିବା ଆରମ୍ଭ କରି ଦେଲେ।
1 Por aquele tempo, o rei Herodes mandou prender alguns da igreja para os maltratar.
2 ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଣ୍ଡା ରେ ହତ୍ଯା କରି ଦେଲେ।
2 Mandou matar à espada Tiago, irmão de João.
3 ଯିହୂଦୀମାନଙ୍କୁ ଏ ଘଟଣା ରେ ଖୁସି ହବୋର ଦେଖି ପିତରଙ୍କୁ ମଧ୍ଯ ବନ୍ଦୀ କରିବାପାଇଁ ଆଗଇେଲେ। ଏହା ଯିହୂଦୀୟ ନିସ୍ତାରପର୍ବ ଦିନର ଘଟଣା।
3 Vendo que isto agradava aos judeus, prosseguiu, mandando prender também Pedro. E eram os dias dos pães sem fermento.
4 ତା'ପରେ େ ହରୋଦ ପିତରଙ୍କୁ ବନ୍ଦୀ କରି କାରାଗାର ରେ ରଖିଲେ। ତାହାଙ୍କୁ ଜଗିବାପାଇଁ ଷୋହଳ ଜଣ ପ୍ରହରୀ ରହିଲେ। େ ହରୋଦଙ୍କ ଉଦ୍ଦେଶ୍ଯ ଥିଲା ନିସ୍ତାର ପର୍ବ ପରେ ସେ ପିତରଙ୍କୁ ଲୋକମାନଙ୍କ ସାମନାକୁ ଆଣିବେ।
4 Depois de prendê-lo, lançou-o na prisão, entregando-o a quatro escoltas de quatro soldados cada uma, para o guardarem. A intenção de Herodes era apresentá-lo ao povo depois da Páscoa.
5 ତେଣୁ ପିତର କାରାଗାର ରେ ବନ୍ଦୀ ହାଇେ ରହିଲେ। ତାହାଙ୍କ ପାଇଁ ମଣ୍ଡଳୀର ସମସ୍ତେ ପରମେଶ୍ବରଙ୍କ ନିକଟରେ ନିରବଚ୍ଛିନ୍ନ ଭାବରେ ପ୍ରାର୍ଥନା କଲେ।
5 E assim Pedro estava guardado na prisão; mas havia oração incessante a Deus por parte da igreja a favor dele.
6 ହରେୋଦ ଯେଉଁଦିନ ପିତରଙ୍କୁ ବିଚ଼ାର ପାଇଁ ବାହାରକୁ ଆଣିବା ନିମନ୍ତେ ଯୋଜନା କରିଥିଲେ, ତା'ପୂର୍ବ ରାତ୍ରି ରେ ପିତର ଦୁଇଟି ଶିକୁଳି ରେ ବନ୍ଧା ହାଇେ ଦୁଇଜଣ ସୈନିକଙ୍କ ମଝି ରେ ଶୋଇଥିଲେ। ବହୁତ ଜଗୁଆଳୀମାନେ ଫାଟକ ପାଖ ରେ ରହି କାରାଗାରକୁ ଜଗି ରହିଥିଲେ।
6 Na noite anterior ao dia em que Herodes ia apresentá-lo ao povo, Pedro dormia entre dois soldados, preso com duas correntes. Sentinelas, junto à porta, guardavam a prisão.
7 ହଠାତ୍ ପ୍ରଭୁଙ୍କର ଜଣେ ଦୂତ ଆସି ସଠାେରେ ଉଭା ହେଲେ। କଠାେରୀଟି ଉଜ୍ଜ୍ବଳ ଆ ଲୋକରେ ଆଲୋକିତ ହାଇଗେଲା। ସେ ପିତରଙ୍କୁ ହଲଇେ ଦଇେ କହିଲେ, ଶୀଘ୍ର ଉଠ। ସହେି ସମୟରେ ତାହାଙ୍କ ହାତରୁ ସବୁ ଶିକୁଳି ଖସିପଡ଼ିଲା।
7 Eis, porém, que sobreveio um anjo do Senhor, e uma luz iluminou a prisão. O anjo tocou no lado de Pedro e o despertou, dizendo: — Levante-se depressa! Então as correntes caíram das mãos dele.
8 ସେ ସ୍ବର୍ଗଦୂତ ପିତରଙ୍କୁ କହିଲେ, ଲୁଗାପଟା ଓ ଜୋତା ପିନ୍ଧ। ସେ ପିନ୍ଧିଲେ। ସେ ପୁଣି କହିଲେ, ତୁମ୍ଭର ଚ଼ାଦର ଘୋଡ଼ଇେ ହୁଅ ଓ ମାେତେ ଅନୁସରଣ କର।
8 E o anjo continuou: — Coloque o cinto e calce as sandálias. E ele assim o fez. O anjo lhe disse mais: — Ponha a capa e siga-me.
9 ପିତର ତାହାଙ୍କୁ ଅନୁସରଣ କଲେ। ସ୍ବର୍ଗଦୂତ ଯେ ପ୍ରକୃତ ରେ ଏହି ଘଟଣାଟି ଘଟାଉଛନ୍ତି ଏହା ପିତର ଅନୁଭବ କରିପାରିଲେ ନାହିଁ। ସେ ଭାବୁଥିଲେ ଯେ, ସେ ଏକ ଦର୍ଶନ ଦେଖୁଛଅନ୍ତି।
9 Então, saindo, Pedro o seguia, não sabendo que era real o que estava sendo feito pelo anjo; ele pensava que era uma visão.
10 ସମାନେେ ପ୍ରଥମ ଓ ଦ୍ବିତୀୟ ପ୍ରହରୀଙ୍କୁ ଟପି ଗୋଟିଏ ଲିହା ଫାଟକ ପାଖକୁ ଆସିଲେ। ଏହା କାରାଗାରକୁ ନଗରରୁ ବିଚ୍ଛିନ୍ନ କରୁଥିଲା। ଏହା ଆପେ ଆପେ ଖାଲିଗେଲା ଓ ସମାନେେ ବାହାରକୁ ଚ଼ାଲିଗଲେ। ସମାନେେ ଗୋଟିଏ ଗଳିର ଶଷେ ଆଡ଼କୁ ଗଲାପରେ ହଠାତ୍ ସ୍ବର୍ଗଦୂତ ଜଣକ ପିତରଙ୍କୁ ଛାଡ଼ି ଚ଼ାଲିଗଲେ।
10 Depois de terem passado a primeira e a segunda sentinela, chegaram ao portão de ferro que dava para a cidade, o qual se abriu automaticamente; e, saindo, enveredaram por uma rua, e logo adiante o anjo se afastou dele.
11 ତା'ପରେ ପିତର ଜାଣିପାରିଲେ ତାହାଙ୍କୁ ଯାହା ସବୁ ଘଟିଗଲା ଏବଂ କହିଲେ, ମୁଁ ବର୍ତ୍ତମାନ ଜାଣିଲି, ଏହା ପ୍ରକୃତ ରେ ସତ୍ଯ ଅଟେ। ପ୍ରଭୁ ପ୍ରକୃତ ରେ ତାହାଙ୍କ ସ୍ବର୍ଗଦୂତଙ୍କୁ ପଠାଇ େ ହରୋଦଙ୍କ କବଳରୁ ମାେତେ ଉଦ୍ଧାର କଲେ ଓ ଯିହୂଦୀୟମାନଙ୍କ ସମସ୍ତ ମନ୍ଦ ଆଶାକୁ ବ୍ଯର୍ଥ କଲେ।
11 Então Pedro, caindo em si, disse: — Agora sei que, de fato, o Senhor enviou o seu anjo e me livrou da mão de Herodes e de toda a expectativa do povo judeu.
12 ଏହା ଅନୁଭବ କଲାପରେ, ସେ ଯୋହନଙ୍କ ମାତା ମରିୟମଙ୍କ ଘରକୁ ଗଲେ। ଯୋହନଙ୍କୁ ମାର୍କ ମଧ୍ଯ କୁହା ଯାଉଥିଲା। ସଠାେରେ ଅନକେ ଲୋକ ଏକାଠି ହାଇେ ପ୍ରାର୍ଥନା କରୁଥିଲେ।
12 Ao se dar conta disso, Pedro resolveu ir à casa de Maria, mãe de João, também chamado Marcos, onde muitas pessoas estavam congregadas e oravam.
13 ପିତର କବାଟରେ ଠକ୍ ଠକ୍ କରନ୍ତେ ରୋଦା ନାମକ ଜଣେ ଚ଼ାକରାଣୀ କବାଟ ଖାଲିବୋକୁ ଆସିଲା।
13 Quando ele bateu à porta da frente, uma empregada, chamada Rode, foi ver quem era.
14 ସେ ପିତରଙ୍କର ସ୍ବର ଜାଣିପାରି ଏତେ ଖୁସି ହାଇଗେଲା ଯେ, ସେ କବାଟ ନଖାଲିେ ଭିତରକୁ ହୌଡ଼ିଗଲା। ଭିତରକୁ ଦୌଡ଼ିଯାଇ ସେ ସମସ୍ତଙ୍କୁ କହିଲା, ପିତର କବାଟ କାଖ ରେ ଠିଆ ହାଇେଛନ୍ତି!
14 Reconhecendo a voz de Pedro, ficou tão alegre que nem o fez entrar, mas voltou correndo para anunciar que Pedro estava à porta.
15 ବିଶ୍ବାସୀମାନେ ରୋଦର କଥା ଶୁଣି ତାହାକୁ କହିଲେ, ତୁ ପାଗଳୀ, କିନ୍ତୁ ସେ ତା କଥା ସତ୍ଯ ବୋଲି ଦୃଢ଼ଭାବେ କହିବାକୁ ଲାଗିଲା। ସମାନେେ କହିଲେ, ସେ ନିଶ୍ଚୟ ପିତରଙ୍କର ଦୂତ।
15 Então os outros disseram: — Você ficou louca! Ela, porém, persistia em afirmar que era verdade. Então disseram: — É o anjo dele.
16 କିନ୍ତୁ ପିତର କବାଟରେ ଠକ୍ ଠକ୍ କରି ଚ଼ାଲିଥିଲେ। ବିଶ୍ବାସୀମାନେ ଯେତବେେଳେ କବାଟ ଖାଲିେଲେ ସେତବେେଳେ ପିତରଙ୍କୁ ଦେଖି ବିସ୍ମିତ ହାଇଗେଲେ।
16 Enquanto isso, Pedro continuava batendo. Quando abriram a porta, viram-no e ficaram admirados.
17 ପିତର ସମାନଙ୍କେୁ ହାତ ରେ ଠାରି ଚୁପ୍ ରହିବାକୁ କହିଲେ। ପ୍ରଭୁ କିପରି ତାହାଙ୍କୁ କାରାଗାରରୁ ବାହାରକରି ଆଣିଲେ, ସେ ସବୁ କଥା ପିତର ସମାନଙ୍କେୁ ବୁଝାଇ କହିଲେ। ସେ ଏ ବିଷୟ ରେ ଯାକୁବ ଓ ଅନ୍ୟ ଭାଇମାନଙ୍କୁ ଜଣଇବୋ ପାଇଁ କହିଲେ। ତା'ପରେ ସେ ଅନ୍ୟ ସ୍ଥାନକୁ ଚ଼ାଲିଗଲେ।
17 Ele, porém, fazendo-lhes sinal com a mão para que se calassem, contou-lhes como o Senhor o tinha tirado da prisão. E acrescentou: — Anunciem isto a Tiago e aos irmãos. E, saindo, foi para outro lugar.
18 ତହିଁ ଆରଦିନ ସକାଳ ହବୋରୁ ସୈନ୍ଯମାନେ ଅତି ବିବ୍ରତ ହାଇଗେଲେ। ପିତରଙ୍କ ପ୍ରତି କ'ଣ ଘଟିଥିବ, ଏହା ଭାବି ସମାନେେ ଚିନ୍ତିତ ହାଇପେଡ଼ିଲେ।
18 Quando amanheceu, houve grande alvoroço entre os soldados sobre o que teria acontecido com Pedro.
19 େ ହରୋଦ ତାହାଙ୍କୁ ଖାଜେିଲେ, କିନ୍ତୁ ପାଇଲେ ନାହିଁ। ତା'ପରେ ସେ ଜଗୁଆଳୀମାନଙ୍କୁ ପଚ଼ରା ଉଚ଼ରା କରିସାରି, ସମାନଙ୍କେୁ ମୃତ୍ଯୁଦଣ୍ତ ରେ ଦଣ୍ଡିତ ଦେଲେ।
19 Herodes, tendo-o procurado e não o achando, submetendo as sentinelas a interrogatório, ordenou que se aplicasse a pena de morte. E, descendo da Judeia para Cesareia, Herodes passou ali algum tempo.
20 େ ହରୋଦ ସୋର ଓ ସୀଦୋନର ଲୋକମାନଙ୍କ ଉପରେ ଭୀଷଣ ରାଗୁଥିଲେ। ସମାନେେ ଦଳଦଳ ହାଇେ ତାହାଙ୍କୁ ଦେଖିବାକୁ ଆସିଲେ। ସମାନେେ ରାଜାଙ୍କର ବ୍ଯକ୍ତିଗତ ଚ଼ାକର ବ୍ଲାସ୍ତଙ୍କ ସାହାୟ୍ଯ ନେଲେ। ସମାନେେ େ ହରୋଦଙ୍କ ସହିତ ଶାନ୍ତିସନ୍ଧି ରଖିଲେ, କାରଣ ରାଜାଙ୍କ ଦେଶରୁ ସମାନଙ୍କେ ଦେଶକୁ ଖାଦ୍ୟ ଆସୁଥିଲା।
20 Havia uma séria divergência entre Herodes e os moradores de Tiro e de Sidom. Estes, porém, de comum acordo, se apresentaram a ele e, depois de obter o apoio de Blasto, que era assessor do rei, pediram paz, porque a terra deles recebia alimentos do país do rei.
21 େ ହରୋଦ ଗୋଟିଏ ନିର୍ଦ୍ଦିଷ୍ଟ ଦିନ ସମାନଙ୍କେୁ ଦଖାେ କରିବାପାଇଁ ସ୍ଥିର କଲେ। ସଦେିନ ସେ ରାଜକୀୟ ବସ୍ତ୍ର ପିନ୍ଧି ସିଂହାସନ ରେ ବସି ଲୋକମାନଙ୍କୁ ଭାଷଣ ଦେଲେ।
21 Em dia designado, Herodes, vestido de traje real, assentado no trono, dirigiu-lhes a palavra.
22 ଲୋକମାନେ ପାଟିକରି କହିଲେ, ଏହା ଦବେତାର ସ୍ବର, ମନୁଷ୍ଯର ନୁହେଁ।
22 E o povo gritava: — É voz de um deus, e não de um homem!
23 େ ହରୋଦ ନିଜର ଏହି ପ୍ରଶଂସା ଶୁଣିଲେ, କିନ୍ତୁ ସେ ପରମେଶ୍ବରଙ୍କୁ ତାହାଙ୍କର ସମ୍ମାନ ଜଣାଇଲେ ନାହିଁ। ତେଣୁ ପ୍ରଭୁଙ୍କର ଜଣେ ଦୂତ ହଠାତ୍ ତାହାଙ୍କୁ ଆଘାତ କଲେ ଓ ତାହାଙ୍କ ଶରୀରକୁ କୀଟମାନେ ଖାଇଲେ। ଶଷେ ରେ ସେ ମୃତ୍ଯୁବରଣ କଲେ।
23 No mesmo instante, um anjo do Senhor feriu Herodes, por ele não haver dado glória a Deus; e, comido de vermes, morreu.
24 କିନ୍ତୁ ପରମେଶ୍ବରଙ୍କର ସୁସମାଚ଼ାର ଚ଼ାରିଆଡ଼େ ବ୍ଯାପିଗଲା। ଅଧିକରୁ ଅଧିକ ଲୋକମାନେ ଏହି ସୁସମାଚ଼ାର ଦ୍ବାରା ପ୍ରଭାବିତ ଦେଲେ। ବିଶ୍ବାସୀମାନଙ୍କ ସଂଖ୍ଯା ବୃଦ୍ଧି ପାଇବାକୁ ଲାଗିଲା।
24 Entretanto, a palavra de Deus crescia e se multiplicava.
25 ବର୍ଣ୍ଣବ୍ବା ଓ ଶାଉଲ ୟିରୂଶାଲମ ରେ କାମ ସାରି ଆନ୍ତିୟଖିଆକୁ ଫରେିଗଲେ। ସମାନଙ୍କେୁ ସହିତ ମାର୍କ ନାମ ରେ ପରିଚ଼ିତ ଯୋହନ ଥିଲେ।
25 Barnabé e Saulo, cumprida a sua missão, voltaram de Jerusalém, trazendo consigo João, também chamado Marcos.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Atos 12, comparar traduções ou montar um estudo — tudo direto pelo WhatsApp.