Atos 10

Oriya Bible (GL_ORIYA) vs VC

Sair da comparação
VC Versão Católica
1 କାଇସରୀଆ ନଗର ରେ କର୍ଣ୍ଣୀଲିୟ ନାମକ ଜଣେ ଲୋକ ଥିଲେ। ଇତାଲିକ ନାମକ ରୋମୀୟ ସୈନ୍ଯବାହିନୀର ଏକ ବିଭାଗ ରେ ପଦାଧିକାରୀ ଥିଲେ।
1 Havia em Cesaréia um homem, por nome Cornélio, centurião da coorte que se chamava Itálica.
2 ସେ ଜଣେ ଧାର୍ମିକ ଲୋକ ଥିଲେ ଓ ତାହାଙ୍କ ଗୃହ ରେ ବାସ କରୁଥିବା ଲୋକମାନଙ୍କ ସହ ସେ ସତ୍ଯ ପରମେଶ୍ବରଙ୍କର ଉପାସନା କରୁଥିଲେ। ସେ ଗରିବମାନଙ୍କୁ ବହୁତ ଦାନ ଦେଉଥିଲେ ଓ ସବୁବେଳେ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ।
2 Era religioso; ele e todos os de sua casa eram tementes a Deus. Dava muitas esmolas ao povo e orava constantemente.
3 ଦିନେ ଅପରାହ୍ନ ପ୍ରାୟ ତିନିଟା ସମୟରେ ସେ ଏକ ଦର୍ଶନ ଦେଖିଲେ। ସେ ଜଣେ ସ୍ବର୍ଗଦୂତଙ୍କୁ ତାହାଙ୍କ ନିକଟକୁ ଆସୁଥିବାର ସ୍ପଷ୍ଟ ଭାବେ ଦେଖିଲେ। ସେ ତାହାଙ୍କୁ କହିଲେ, କର୍ଣ୍ଣୀଲିୟ।
3 Este homem viu claramente numa visão, pela hora nona do dia, aproximar-se dele um anjo de Deus e o chamar: Cornélio!
4 କର୍ଣ୍ଣୀଲିୟ ତାହାଙ୍କ ଆଡ଼କୁ ଚାହିଁଲେ ଏବଂ ଭୟ ରେ କହିଲେ, ମହାଶୟ, ଆପଣ କ'ଣ ଚ଼ାହାଁନ୍ତି?
4 Cornélio fixou nele os olhos e, possuído de temor, perguntou: Que há, Senhor? O anjo replicou: As tuas orações e as tuas esmolas subiram à presença de Deus como uma oferta de lembrança.
5 ବର୍ତ୍ତମାନ ଯାଫୋ ନଗରକୁ ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ପଠାଇ ଶିମାନେ ନାମକ ଗୋଟିଏ ଲୋକଙ୍କୁ ସଠାରୁେ ଆଣ। ସହେି ଶିମାନେ, ପିତର ନାମ ରେ ମଧ୍ଯ ପରିଚ଼ିତ।
5 Agora envia homens a Jope e faze vir aqui um certo Simão, que tem por sobrenome Pedro.
6 ପିତର ସମୁଦ୍ରକୂଳ ପାଖ ରେ ରହୁଥିବା ଶିମାନେ ନାମକ ଜଣେ ଚ଼ମାର ସଂଗେ ରହୁଛନ୍ତି।
6 Ele se acha hospedado em casa de Simão, um curtidor, cuja casa fica junto ao mar.
7 ଏହା କହି ସ୍ବର୍ଗଦୂତ ଚ଼ାଲିଗଲେ। ଏହାପରେ କର୍ଣ୍ଣୀଲିୟ ନିଜର ବ୍ଯକ୍ତିଗତ ସହକାରୀ ମଧ୍ଯରୁ ତାହାଙ୍କର ଦୁଇଜଣ ସବେକ ଓ ଜଣେ ନିଷ୍ଠାପର ସୈନିକକୁ ଡାକିଲେ।
7 Quando se retirou o anjo que lhe falara, chamou dois dos seus criados e um soldado temente ao Senhor, daqueles que estavam às suas ordens.
8 ସେ ସମାନଙ୍କେୁ ସମସ୍ତ ଘଟଣା କହି ଯାଫୋକୁ ପଠାଇଲେ।
8 Contou-lhes tudo e enviou-os a Jope.
9 ତହିଁ ଆରଦିନ ସମାନେେ ଯାଫୋ ନଗର ନିକଟରେ ପହନ୍ଚିଲେ, ସେତବେେଳେ ପିତର ଛାତ ଉପରକୁ ପ୍ରାର୍ଥନା କରିବାପାଇଁ ଯାଇଥିଲେ। ତାହାପ୍ରାୟ ଦ୍ବିପହର ସମୟ ଥିଲା।
9 No dia seguinte, enquanto estavam em viagem e se aproximavam da cidade - pelo meio-dia -, Pedro subiu ao terraço da casa para fazer oração.
10 ତେଣୁ ପିତରଙ୍କୁ ବହୁତ ଭୋକ ଲାଗିବାରୁ ସେ ଖାଇବା ପାଇଁ ଇଛା କରୁଥିଲେ। ସମାନେେ ପିତରଙ୍କ ନିମନ୍ତେ ଖାଦ୍ୟ ତିଆରି କରୁଥିବା ସମୟରେ ସେ ଗୋଟିଏ ସ୍ବପ୍ନ ଦେଖିଲେ।
10 Então, como sentisse fome, quis comer. Mas, enquanto lho preparavam, caiu em êxtase.
11 ସେ ଦେଖିଲେ ଯେ, ସ୍ବର୍ଗ ଖାଲିଗେଲା ଓ ତା' ଭିତରୁ ଗୋଟିଏ ଚ଼ାରି କୋଣ ଧରା ବଡ଼ ଚ଼ାଦର ଭଳି କିଛି ଗୋଟାଏ ପୃଥିବୀକୁ ଖସୁଛି।
11 Viu o céu aberto e descer uma coisa parecida com uma grande toalha que baixava do céu à terra, segura pelas quatro pontas.
12 ତା'ଭିତ ରେ ପୃଥିବୀର ବିଭିନ୍ନ ପ୍ରକାରର ପଶୁପକ୍ଷୀ ଓ ସରୀସୃପ ପ୍ରାଣୀମାନ ଥିଲେ।
12 Nela havia de todos os quadrúpedes, dos répteis da terra e das aves do céu.
13 ତା'ପରେ ତାହାଙ୍କୁ ଗୋଟିଏ ବାଣୀ ଶୁଭିଲା, ପିତର, ଉଠ, ଏହି ପଶୁମାନଙ୍କ ମଧ୍ଯରୁ ଯେକୌଣସିଟିକୁ ମାର ଓ ଖାଅ।
13 Uma voz lhe falou: Levanta-te, Pedro! Mata e come.
14 ପିତର କହିଲେ, ନା ପ୍ରଭୁ। ମୁଁ କବେେ କୌଣସି ଅପବିତ୍ର ବା ଅପରିଷ୍କାର ଖାଦ୍ୟ ଖାଇ ନାହିଁ।
14 Disse Pedro: De modo algum, Senhor, porque nunca comi coisa alguma profana e impura.
15 ମାତ୍ର ସହେି ସ୍ବର ତାଙ୍କୁ ପୁଣି କହିଲେ, ପରମେଶ୍ବର ଯେଉଁ ବିଷୟକୁ ପବିତ୍ର କରିଛନ୍ତି, ତୁମ୍ଭେ ତାକୁ ଅପବିତ୍ର କୁହନାହିଁ।
15 Esta voz lhe falou pela segunda vez: O que Deus purificou não chames tu de impuro.
16 ଏହିପରି ତିନିଥର ହବୋପରେ ସେ ଜିନିଷଟି ହଠାତ୍ ସ୍ବର୍ଗକୁ ଉଠି ଚ଼ାଲିଗଲା।
16 Isto se repetiu três vezes e logo a toalha foi recolhida ao céu.
17 ପିତର ଯେଉଁ ଦୃଶ୍ଯ ଦେଖିଥିଲେ, ତା'ର ଅର୍ଥ ବିଷୟ ରେ ଚ଼ିନ୍ତା କରି ହତବୁଦ୍ଧି ହାଇେ ପଡ଼ିଲେ। ଏହି ସମୟରେ କର୍ଣ୍ଣୀଲିୟଙ୍କ ଯେଉଁ ଲୋକମାନେ ଶିମାନଙ୍କେର ଘର ଖାଜେୁଥିଲେ, ସମାନେେ ଆସି ଫାଟକ ନିକଟରେ ଠିଆ ହାଇେଥିଲେ।
17 Desconcertado, Pedro refletia consigo mesmo sobre o que significava a visão que tivera, quando os homens, enviados por Cornélio, se apresentaram à porta, perguntando pela casa de Simão.
18 ସମାନେେ ତାହାଙ୍କୁ ଡାକିଲେ ଓ ପିତର ନାମ ରେ ପରିଚ଼ିତ ଶିମାନେ ସଠାେରେ ଅତିଥି ଭାବରେ ରହିଛନ୍ତି କି ନାହିଁ ପଚ଼ାରିଲେ।
18 Eles chamaram e indagaram se ali estava hospedado Simão, com o sobrenome Pedro.
19 ସପେର୍ୟ୍ଯନ୍ତ ପିତର ସହେି ଦର୍ଶନ ବିଷୟ ରେ ଚି଼ନ୍ତା କରୁଥିଲେ। ସହେି ସମୟରେ ପବିତ୍ର ଆତ୍ମା ତାହାଙ୍କୁ କହିଲେ, ଶୁଣ, ତିନିଜଣ ଲୋକ ତୁମ୍ଭକୁ ଖାଜେୁଛନ୍ତି।
19 Enquanto Pedro refletia na visão, disse o Espírito: Eis aí três homens que te procuram.
20 ତେଣୁ ଉଠ ଓ ତଳକୁ ଯାଅ। ସହେି ଲୋକମାନଙ୍କ ସହିତ ଯାଅ ଓ ସମାନଙ୍କେୁ କିଛି ପଚ଼ାର ନାହିଁ। କାରଣ ମୁଁ ସମାନଙ୍କେୁ ପଠାଇଛି।
20 Levanta-te! Desce e vai com eles sem hesitar, porque sou eu quem os enviou.
21 ପିତର ତଳକୁ ଗଲେ ଓ ସମାନଙ୍କେୁ କହିଲେ, ତୁମ୍ଭମାନେେ ଯାହାକୁ ଖାଜେୁଛ ମୁଁ ସହେି ଲୋକ। ତୁମ୍ଭମାନେେ ଏଠାକୁ କାହିଁକି ଆସିଛ?
21 Pedro desceu ao encontro dos homens e disse-lhes: Aqui me tendes, sou eu a quem buscais. Qual é o motivo por que viestes aqui?
22 ସମାନେେ ତାହାଙ୍କୁ କହିଲେ, ଆମ୍ଭମାନଙ୍କେୁ ସୈନ୍ଯବାହିନୀର ଅଧିକାରୀ କର୍ଣ୍ଣୀଲିୟ ପଠାଇଛନ୍ତି। ସେ ପରମେଶ୍ବରଙ୍କୁ ଭୟ କରୁଥିବା ଜଣେ ଉତ୍ତମ ବ୍ଯକ୍ତି। ତାହାଙ୍କୁ ଯିହୂଦୀମାନେ ବହୁତ ସମ୍ମାନ ଦିଅନ୍ତି। ଜଣେ ପବିତ୍ର ସ୍ବର୍ଗଦୂତ କର୍ଣ୍ଣୀଲିୟଙ୍କୁ ଦର୍ଶନ ଦଇେ ତୁମ୍ଭକୁ ତାହାଙ୍କ ଘରକୁ ନିମନ୍ତ୍ରଣ କରିବା ପାଇଁ କହିଛନ୍ତି, ଯେପରି ସେ ତୁମ୍ଭ ନିକଟରୁ କଥା ଶୁଣିପାରନ୍ତି।
22 Responderam: O centurião Cornélio, homem justo e temente a Deus, o qual goza de excelente reputação entre todos os judeus, recebeu dum santo anjo o aviso de te mandar chamar à sua casa e de ouvir as tuas palavras.
23 ତେଣୁ ପିତର ସମାନଙ୍କେୁ ଭିତରକୁ ଡାକିଲେ ଓ ରାତ୍ରି ଯାପନ କରିବାକୁ ଜାଗାଟିଏ ଦେଲେ।
23 Então Pedro os mandou entrar e hospedou-os. No dia seguinte, levantou-se e partiu com eles, e alguns dos irmãos de Jope o acompanharam.
24 ତହିଁ ଆରଦିନ ସେ କାଇସରୀଆ ନଗର ରେ ପହନ୍ଚିଲେ। କର୍ଣ୍ଣୀଲିୟ ନିଜର ବନ୍ଧୁବାନ୍ଧବ ଓ ଘନିଷ୍ଠ ବନ୍ଧୁମାନଙ୍କୁ ଡ଼କଇେ ସମାନଙ୍କେ ଅପେକ୍ଷା ରେ ଥିଲେ।
24 No outro dia chegaram a Cesaréia. Cornélio os estava esperando, tendo convidado os seus parentes e amigos mais íntimos.
25 ପିତର ଘ ରେ ପ୍ରବେଶ କରିବା ବେଳେ କର୍ଣ୍ଣୀଲିୟ ତାହାଙ୍କୁ ସାକ୍ଷାତ କରି ତାହାଙ୍କ ପାଦତଳେ ପଡ଼ି ପ୍ରଣାମ କଲେ।
25 Quando Pedro estava para entrar, Cornélio saiu a recebê-lo e prostrou-se aos seus pés para adorá-lo.
26 ପିତର ତାହାଙ୍କୁ ଉେଠଇ ଦଇେ କହିଲେ, ଉଠ, ମୁଁ ତୁମ୍ଭପରି କବଳେ ଜଣେ ମଣିଷ।
26 Pedro, porém, o ergueu, dizendo: Levanta-te! Também eu sou um homem!
27 ପିତର ତାହାଙ୍କ ସହିତ କଥା ହେଉ ହେଉ ଭିତରକୁ ଗଲେ। ସଠାେରେ ସେ ବହୁତ ଲୋକମାନଙ୍କୁ ଏକତ୍ରୀତ ହବୋର ଦେଖିଲେ।
27 E, falando com ele, entrou e achou ali muitas pessoas que se tinham reunido e disse:
28 ସେ ସମାନଙ୍କେୁ କହିଲେ, ତୁମ୍ଭମାନେ ଜାଣିଛ ଯେ, କୌଣସି ଯିହୂଦୀ ଅନ୍ୟ ସହିତ ମିଶିବା ବା ଅନ୍ୟ ଜାତିର ଲୋକଙ୍କ ଘରକୁ ୟିବା ଯିହୂଦୀ ବ୍ଯବସ୍ଥା ବିରୁଦ୍ଧ। କିନ୍ତୁ କୌଣସି ଲୋକକୁ 'ଅପବିତ୍ର' ଓ 'ଅପରିଚ୍ଛନ୍ନ' ନ କହିବା ପାଇଁ ପରମେଶ୍ବର ମାେତେ ଦଖାଇେଛନ୍ତି।
28 Vós sabeis que é proibido a um judeu aproximar-se dum estrangeiro ou ir à sua casa. Todavia, Deus me mostrou que nenhum homem deve ser considerado profano ou impuro.
29 ତେଣୁ ମୁଁ ନିମନ୍ତ୍ରଣ ପାଇ ବିନା ଆପତ୍ତି ରେ ଏଠାକୁ ଚାଲିଆସିଲି। ମାେତେ ବର୍ତ୍ତମାନ କୁହ, ତୁମ୍ଭମାନେେ ମାେତେ କାହିଁକି ଡ଼କଇେଥିଲ?
29 Por isso vim sem hesitar, logo que fui chamado. Pergunto, pois, por que motivo me chamastes.
30 କର୍ଣ୍ଣୀଲିୟ କହିଲେ, ମୁଁ ଠିକ୍ ଚ଼ାରିଦିନ ଆଗରୁ ମାେ ଘ ରେ ଅପରାହ୍ନ ପ୍ରାୟ ତିନିଟା ବେଳେ ପ୍ରାର୍ଥାନା କରୁଥିଲି। ସେତବେେଳେ ହଠାତ୍ ଜଣେ ସ୍ବର୍ଗଦୂତ, ଉଜ୍ଜ୍ବଳ ଓ ଝଲସୁଥିବା ବସ୍ତ୍ର ପିନ୍ଧି ମାେ ସାମନା ରେ ଠିଆ ହାଇଗେଲେ।
30 Disse Cornélio: Faz hoje quatro dias que estava eu a orar em minha casa, à hora nona, quando se pôs diante de mim um homem com vestes resplandecentes, que disse:
31 ସେ କହିଲେ, 'କର୍ଣ୍ଣୀଲିୟ, ପରମେଶ୍ବର ତୁମ୍ଭର ପ୍ରାର୍ଥନା ଶୁଣିଛନ୍ତି ଓ ତୁମ୍ଭେ ଗରିବମାନଙ୍କୁ ଦଇେଥିବା ଦାନ ମନେ ରଖିଛନ୍ତି।
31 Cornélio, a tua oração foi atendida e Deus se lembrou de tuas esmolas.
32 ତେଣୁ ଯାଫୋକୁ ଲୋକ ପଠାଇ ପିତର ନାମ ରେ ପରିଚ଼ିତ ଶିମାନଙ୍କେୁ ଏଠାକୁ ଡ଼କାଅ। ସେ ସମୁଦ୍ର କୂଳ ରେ ଚ଼ମାର ଶିମାନଙ୍କେ ଘ ରେ ରହୁଛନ୍ତି।'
32 Envia alguém a Jope e manda vir Simão, que tem por sobrenome Pedro. Está hospedado perto do mar em casa do curtidor Simão.
33 ତେଣୁ ମୁଁ ଆପଣଙ୍କୁ ସଙ୍ଗେ ସଙ୍ଗେ ଡ଼କଇେ ପଠାଇଲି। ଆପଣ ଏଠାକୁ ଆସି ଭଲ କରିଛନ୍ତି। ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ଆଦେଶ ଦଇେଛନ୍ତି, ତାହା ଶୁଣିବା ପାଇଁ ଆମ୍ଭେ ସମସ୍ତେ ଏଠା ରେ ପ୍ରଭୁଙ୍କ ସମ୍ମୁଖ ରେ ଅପେକ୍ଷା କରି ରହିଛୁ।
33 Por isso mandei chamar-te logo e felicito-te por teres vindo. Agora, pois, eis-nos todos reunidos na presença de Deus para ouvir tudo o que Deus te ordenou de nos dizer.
34 ପିତର କହିବା ଆରମ୍ଭ କଲେ, ମୁଁ ବର୍ତ୍ତମାନ ପ୍ରକୃତ ରେ ବୁଝିପାରୁଛି, ପରମେଶ୍ବରଙ୍କ ଦୃଷ୍ଟି ରେ ପ୍ରେତ୍ୟକକ ଲୋକ ସମାନ। ତାହାଙ୍କ ପାଖ ରେ କୌଣସି ଭଦଭୋବ ନାହିଁ।
34 Então Pedro tomou a palavra e disse: Em verdade, reconheço que Deus não faz distinção de pessoas,
35 କିନ୍ତୁ ପରମେଶ୍ବର ତାହାଙ୍କୁ ଉପାସନା କରୁଥିବା ଓ ଉତ୍ତମ କର୍ମ କରୁଥିବା ଲୋକଙ୍କୁ ଗ୍ରହଣ କରନ୍ତି।
35 mas em toda nação lhe é agradável aquele que o temer e fizer o que é justo.
36 ପରମେଶ୍ବର ଇଶ୍ରାୟେଲ ଲୋକମାନଙ୍କ ପାଖକୁ ତାହାଙ୍କ ସମାଚ଼ାର ପଠାଇଥିଲେ। ସେ ମଧ୍ଯ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ତାହାଙ୍କର ଶାନ୍ତି ସୁସମାଚ଼ାର ପଠାଇଛନ୍ତି। ସେ ସମସ୍ତଙ୍କର ପ୍ରଭୁ।
36 Deus enviou a sua palavra aos filhos de Israel, anunciando-lhes a boa nova da paz, por meio de Jesus Cristo. Este é o Senhor de todos.
37 ଯୋହନଙ୍କ ଦ୍ବାରା ବାପ୍ତିସ୍ମ ସମ୍ପର୍କ ରେ ପ୍ରଚ଼ାର ହବୋପରେ ଗାଲିଲୀଠାରୁ ଆରମ୍ଭ କରି ସାରା ୟିହୂଦା ରେ ଯାହାସବୁ ଘଟିଲା, ତାହା ତୁମ୍ଭମାନେେ ଜାଣିଛ।
37 Vós sabeis como tudo isso aconteceu na Judéia, depois de ter começado na Galiléia, após o batismo que João pregou.
38 ତୁମ୍ଭମାନେେ ନାଜରିତୀୟ ଯୀଶୁଙ୍କ ବିଷୟ ରେ ମଧ୍ଯ ଜାଣିଛ। ପରମେଶ୍ବର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତି ରେ ପୂର୍ଣ୍ଣକରି ଖ୍ରୀଷ୍ଟରୂପେ ଅଭିଷିକ୍ତ କରିଥିଲେ। ଯୀଶୁ ଚତୁର୍ଦ୍ଦିଗକୁ ଯାଇ ଲୋକଙ୍କ ଉପକାର କରୁଥିଲେ। ଶୟତାନର ଅତ୍ଯାଚ଼ାର ଅଧୀନ ରେ ରହୁଥିବା ଲୋକଙ୍କୁ ସେ ସୁସ୍ଥ କରି ଦେଉଥିଲେ। ଏହିସବୁ ଦ୍ବାରା ପ୍ରମାଣିତ ହେଉଥିଲା ଯେ, ପରମେଶ୍ବର ତାହାଙ୍କ ସହିତ ଥିଲେ।
38 Vós sabeis como Deus ungiu a Jesus de Nazaré com o Espírito Santo e com o poder, como ele andou fazendo o bem e curando todos os oprimidos do demônio, porque Deus estava com ele.
39 ଯୀଶୁ ୟିହୂଦା ଦେଶ ରେ ଓ ୟିରୂଶାଲମ ରେ ଯାହାସବୁ କରିଥିଲେ ସହେିସବୁ ଆମ୍ଭେ ନିଜେ ଦେଖିଅଛୁ। ଆମ୍ଭେ ତାହାର ସାକ୍ଷୀ ଅଟୁ। ସମାନେେ ତାହାଙ୍କୁ ବଧକଲେ। କାଠ ନିର୍ମିତ କୃଶ ରେ ସମାନେେ ତାହାଙ୍କୁ ଚ଼ଢ଼ାଇ ହତ୍ଯା କଲେ।
39 E nós somos testemunhas de tudo o que fez na terra dos judeus e em Jerusalém. Eles o mataram, suspendendo-o num madeiro.
40 କିନ୍ତୁ ତାହାଙ୍କ ମୃତ୍ଯୁର ତିନିଦିନ ପରେ ପରମେଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ଯରୁ ପୁନର୍ଜିବୀତ କରି ଉଠାଇଲେ ଓ ଲୋକଙ୍କ ନିକଟରେ ତାହାଙ୍କୁ ଦଖାଇେଲେ।
40 Mas Deus o ressuscitou ao terceiro dia e permitiu que aparecesse,
41 ମାତ୍ର ଯୀଶୁ ସବୁ ଲୋକମାନଙ୍କୁ ଦଖାଗେଲେ ନାହିଁ। ପରମେଶ୍ବର ଯେଉଁମାନଙ୍କୁ ତାହାଙ୍କ ସାକ୍ଷୀରୂପେ ପୂର୍ବରୁ ମନୋନୀତ କରିଥିଲେ, ସହେିମାନେ କବଳେ ତାହାଙ୍କୁ ଦେଖିପାରିଲେ। ଆମ୍ଭମାନେେ ସହେି ସାକ୍ଷୀ ଅଟୁ। ଯୀଶୁ ମୃତ୍ଯୁରୁ ଉଠିଲାପରେ ଆମ୍ଭମାନେେ ତାହାଙ୍କ ସହିତ ଖାଇଥିଲୁ ଓ ପିଇଥିଲୁ।
41 não a todo o povo, mas às testemunhas que Deus havia predestinado, a nós que comemos e bebemos com ele, depois que ressuscitou.
42 ଯୀଶୁ ଆମ୍ଭମାନଙ୍କୁ ଲୋକମାନଙ୍କ ପାଖ ରେ ସୁସମାଚ଼ାର ପ୍ରଚ଼ାର କରିବାପାଇଁ ଆଦେଶ ଦେଲେ। ପୁଣି ଜୀବିତ ଓ ମୃତମାନଙ୍କର ବିଚ଼ାରକ ହବୋ ନିମନ୍ତେ କବଳେ ଏକମାତ୍ର ସେ ଯେ ନିୟୁକ୍ତି ପାଇଛନ୍ତି, ଏହାର ସାକ୍ଷ୍ଯ ଦବୋପାଇଁ ମଧ୍ଯ କହିଲେ।
42 Ele nos mandou pregar ao povo e testemunhar que é ele quem foi constituído por Deus juiz dos vivos e dos mortos.
43 ଯେ କହେି ଯୀଶୁଙ୍କଠା ରେ ବିଶ୍ବାସ କରିବ, ସେ ପାପକ୍ଷମା ପାଇବ। ପରମେଶ୍ବର ଯୀଶୁଙ୍କ ନାମ ରେ ସହେି ବ୍ଯକ୍ତିର ସମସ୍ତ ପାପ କ୍ଷମା କରି ଦବେେ। ସମସ୍ତ ଭାବବାଦୀଙ୍କ ଦ୍ବାରା କଥିତ ଏହି ବାକ୍ଯ ନିରାଟ ସତ୍ଯ ଅଟେ।
43 Dele todos os profetas dão testemunho, anunciando que todos os que nele crêem recebem o perdão dos pecados por meio de seu nome.
44 ପିତର ଏହିକଥା କହିବା ସମୟରେ ସୁସମାଚ଼ାର ଶୁଣୁଥିବା ସମସ୍ତ ଲୋକମାନଙ୍କ ଉପରେ ପବିତ୍ର ଆତ୍ମା ଓହ୍ଲାଇ ଆସିଲେ।
44 Estando Pedro ainda a falar, o Espírito Santo desceu sobre todos os que ouviam a {santa} palavra.
45 ଯେଉଁ ଯିହୂଦୀ ବିଶ୍ବାସୀମାନେ ପିତରଙ୍କ ସଙ୍ଗେ ଆସିଥିଲେ, ସମାନେେ ଆଶ୍ଚର୍ୟ୍ଯ ହାଇଗେଲେ ଯେ, ଅଣଯିହୂଦୀମାନଙ୍କୁ ମଧ୍ଯ ପବିତ୍ର ଆତ୍ମା ଦିଆଗଲା।
45 Os fiéis da circuncisão, que tinham vindo com Pedro, profundamente se admiraram, vendo que o dom do Espírito Santo era derramado também sobre os pagãos;
46 ସମାନଙ୍କେ ଭିନ୍ନଭିନ୍ନ ଭାଷା ରେ କଥା ହବୋ ଓ ପରମେଶ୍ବରଙ୍କୁ ପ୍ରଶଂସା କରିବାର ମଧ୍ଯ ଶୁଣିଲେ।
46 pois eles os ouviam falar em outras línguas e glorificar a Deus.
47 ତା'ପରେ ପିତର କହିଲେ, ଏହି ଲୋକମାନଙ୍କୁ ବାପ୍ତିଜିତ ହବୋ ନିମନ୍ତେ କହେି କ'ଣ କବେେ ଜଳ ଯୋଗଇ ଦବୋପାଇଁ ମନା କରିପାରିବ? ସମାନେେ ମଧ୍ଯ ଆମ୍ଭପରି ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିଛନ୍ତି!
47 Então Pedro tomou a palavra: Porventura pode-se negar a água do batismo a estes que receberam o Espírito Santo como nós?
48 ତେଣୁ ପିତର ଯୀଶୁଖ୍ରୀଷ୍ଟଙ୍କ ନାମ ରେ ବାପ୍ତିଜିତ ହବୋ ପାଇଁ କର୍ଣ୍ଣୀଲିୟ ତାହାଙ୍କର ଆତ୍ମୀୟସ୍ବଜନ ଓ ବନ୍ଧୁମାନଙ୍କୁ ଆଦେଶ ଦେଲେ. ତା'ପରେ ଲୋକମାନେ ପିତରଙ୍କୁ ସମାନଙ୍କେ ସହିତ ଆଉ କିଛି ଦିନ ରହିବାପାଇଁ ଅନୁରୋଧ କଲେ।
48 E mandou que fossem batizados em nome de Jesus Cristo. Rogaram-lhe então que ficasse com eles por alguns dias.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Atos 10, comparar traduções ou montar um estudo — tudo direto pelo WhatsApp.