Apocalipse 8

Oriya Bible (GL_ORIYA) vs ARIB

Sair da comparação
ARIB Almeida Revisada Imprensa Bíblica
1 ମଷେଶାବକ ସପ୍ତମ ମୁଦ୍ରା ଖାଲିେଲେ। ସେତବେେଳେ ସ୍ବର୍ଗ ରେ ଅଧଘଣ୍ଟା ପର୍ୟ୍ଯନ୍ତ ନୀରବତା ଥିଲା।
1 Quando abriu o sétimo selo, fez-se silêncio no céu, quase por meia hora.
2 ତା'ପରେ ମୁଁ ପରମେଶ୍ବରଙ୍କ ସାମନା ରେ ସାତଜଣ ସ୍ବର୍ଗଦୂତଙ୍କୁ ଠିଆ ହାଇେଥିବାର ଦେଖିଲି। ସମାନଙ୍କେୁ ସାତାଟେି ତୂରୀ ଦିଆଗଲା।
2 E vi os sete anjos que estavam em pé diante de Deus, e lhes foram dadas sete trombetas.
3 ଆଉ ଜଣେ ଦୂତ ଆସି ବଦେୀ ପାଖ ରେ ଠିଆ ହେଲେ। ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କର ପ୍ରାର୍ଥନା ସହିତ ପ୍ରଚୁର ସୁଗନ୍ଧି ଧୂପ, ସୁନାର ବଳିବଦେୀ ଉପରେ ଅର୍ପଣ କରିବା ନିମନ୍ତେ ତାହାଙ୍କ ହାତ ରେ ଗୋଟିଏ ସୁନାର ଧୂପଦାନୀ ଥିଲା।
3 Veio outro anjo, e pôs-se junto ao altar, tendo um incensário de ouro; e foi-lhe dado muito incenso, para que o oferecesse com as orações de todos os santos sobre o altar de ouro que está diante do trono.
4 ସ୍ବର୍ଗଦୂତ ଏହି ପ୍ରାର୍ଥନାୟୁକ୍ତ ଧୂପକୁ ବଦେୀ ଉପରେ ପକାନ୍ତେ ତାହା ଈଶ୍ବରଙ୍କ ଉଦ୍ଦେଶ୍ଯ ରେ ଉପରକୁ ଉଠିଲା।
4 E da mão do anjo subiu diante de Deus a fumaça do incenso com as orações dos santos.
5 ତା'ପରେ ଦୂତ ବଦେୀର ଅଗ୍ନି ନଇେ ଧୂପଦାନୀ ପୂର୍ଣ୍ଣ କଲେ ଓ ତାହା ପୃଥିବୀ ଉପରକୁ ନିକ୍ଷପେ କଲେ। ତେଣୁ ସଠାେରେ ବଜ୍ରପାତ, ମେଘ ଘଡ଼ଘଡ଼ି, ବିଜୁଳି, କୋଳାହଳ ଓ ଭୂମିକମ୍ପ ହେଲା।
5 Depois do anjo tomou o incensário, encheu-o do fogo do altar e o lançou sobre a terra; e houve trovões, vozes, relâmpagos e terremoto.
6 ତା'ପରେ ସାତ ଜଣ ସ୍ବର୍ଗଦୂତ ସାତାଟେି ତୂରୀ ଧରି ବଜାଇବାକୁ ପ୍ରସ୍ତୁତ ହେଲେ।
6 Então os sete anjos que tinham as sete trombetas prepararam-se para tocar.
7 ପ୍ରଥମ ସ୍ବର୍ଗଦୂତ ତାହାଙ୍କ ତୂରୀ ବଜାଇଲେ। ଏହା ଦ୍ବାରା ପୃଥିବୀ ଉପରେ ରକ୍ତ ମିଶ୍ରିତ ଅଗ୍ନି ଓ ଶିଳା ବୃଷ୍ଟି ହେଲା। ଏହି କାରଣରୁ ପୃଥିବୀର ଏକ ତୃତୀଯାଂଶ ରେ ନିଆଁ ଲାଗି ଏକ ତୃତୀଯାଂଶ ବୃକ୍ଷ ଓ ସବୁଜ ଘାସସବୁ ପୋଡ଼ିଗଲା।
7 O primeiro anjo tocou a sua trombeta, e houve saraiva e fogo misturado com sangue, que foram lançados na terra; e foi queimada a terça parte da terra, a terça parte das árvores, e toda a erva verde.
8 ଦ୍ବିତୀୟ ସ୍ବର୍ଗଦୂତ ତୂରୀ ବଜାଇଲା ପରେ ଗୋଟିଏ ବୃହତ୍ ଜ୍ବଳନ୍ତା ପର୍ବତ ପରି ଦିଶୁଥିବା ଏକ ବସ୍ତ୍ର ସମୁଦ୍ର ରେ ପଡ଼ିଲା। ଏହାଦ୍ବାରା ସମୁଦ୍ରର ଏକ ତୃତୀଯାଂଶ ଜଳ ରକ୍ତ ରେ ପୂର୍ଣ୍ଣ ହାଇଗେଲା।
8 O segundo anjo tocou a sua trombeta, e foi lançado no mar como que um grande monte ardendo em fogo, e tornou-se em sangue a terça parte do mar.
9 ସମୁଦ୍ର ରେ ଥିବା ଏକ ତୃତୀଯାଂଶ ଜୀବନ୍ତ ପ୍ରାଣୀ ମରିଗଲେ ଓ ଏକ ତୃତୀଯାଂଶ ଜାହାଜ ନଷ୍ଟ ହାଇଗେଲା।
9 E morreu a terça parte das criaturas viventes que havia no mar, e foi destruída a terça parte dos navios.
10 ଯେତବେେଳେ ତୃତୀୟ ସ୍ବର୍ଗଦୂତ ତୂରୀ ବଜାଇଲେ, ସେତବେେଳେ ଏକ ପ୍ରକାଣ୍ଡ ତାରା ମଶାଲପରି ଜଳୁଥିବା ଅବସ୍ଥା ରେ ଆକାଶରୁ ଖସିପଡ଼ିଲା। ଏହା ଏକ ତୃତୀଯାଂଶ ନଦୀ ଓ ଏକ ତୃତୀଯାଂଶ ଜଳ ନିର୍ଝର ଗୁଡ଼ିକ ଉପରେ ପଡ଼ିଲା।
10 O terceiro anjo tocou a sua trombeta, e caiu do céu uma grande estrela, ardendo como uma tocha, e caiu sobre a terça parte dos rios, e sobre as fontes das águas.
11 ସହେି ତାରାର ନାମ 'ନାଗଦଅଣା' ଥିଲା। ଏହାଦ୍ବାରା ପୃଥିବୀର ଏକ ତୃତୀଯାଂଶ ଜଳଭାଗ ପିତା ହାଇଗେଲା। ଏହି ପିତା ଜଳ ପାନକରି ଅନକେ ଲୋକ ମୃତ୍ଯୁବରଣ କଲେ।
11 O nome da estrela era Absinto; e a terça parte das águas tornou-se em absinto, e muitos homens morreram das águas, porque se tornaram amargas.
12 ଯେ ତବେଳେ ଚତୁର୍ଥ ଦୂତ ତୂରୀ ବଜାଇଲେ, ଏକତୃତୀଯାଂଶ ସୂର୍ୟ୍ଯ, ଏକତୃତୀଯାଂଶ ଚନ୍ଦ୍ର ଓ ଏକତୃତୀଯାଂଶ ନକ୍ଷତ୍ରଗୁଡ଼ିକ ଆଘାତ ପାଇଲେ। ତେଣୁ ସମାନଙ୍କେ ମଧ୍ଯରୁ ଏକ ତୃତୀଯାଂଶ ଅନ୍ଧକାରମୟ ହାଇଗେଲା। ଦିନ ଓ ରାତ୍ରିର ଏକ ତୃତୀଯାଂଶ ଆଲୋକବିହୀନ ହେଲା।
12 O quarto anjo tocou a sua trombeta, e foi ferida a terça parte do sol, a terça parte da lua, e a terça parte das estrelas; para que a terça parte deles se escurecesse, e a terça parte do dia não brilhante, e semelhantemente a da noite.
13 ମୁଁ ସେତବେେଳେ ଗୋଟିଏ ଉତ୍କ୍ରୋଶ ପକ୍ଷୀକୁ ଆକାଶର ଉପରଭାଗ ରେ ଉଡ଼ୁଥିବାର ଦେଖିଲି, ସେ ଖୁବ୍ ଜାରେ ରେ କହିଲା, ହାୟ, ହାୟ ! ପୃଥିବୀ ନିବାସୀମାନଙ୍କ ଉପରେ ଭୟଙ୍କର କ୍ଲେଶ ଆସୁଅଛି। କାରଣ ଆହୁରି ତିନି ଜଣ ଦୂତ ତୂରୀ ବଜାଇବାକୁ ଯାଉଅଛନ୍ତି।
13 E olhei, e ouvi uma águia que, voando pelo meio do céu, dizia com grande voz: Ai, ai, ai dos que habitam sobre a terra! por causa dos outros toques de trombeta dos três anjos que ainda vão tocar.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Apocalipse 8, comparar traduções ou montar um estudo — tudo direto pelo WhatsApp.