Apocalipse 7

Oriya Bible (GL_ORIYA) vs BKJ

Sair da comparação
1 ଏହି ସବୁ ଘଟିବା ପରେ ମୁଁ ପୃଥିବୀର ଚାରକୋଣ ରେ ଚାରିଜଣ ସ୍ବର୍ଗଦୂତଙ୍କୁ ଠିଆ ହବୋର ଦେଖିଲି। ସହେି ଦୂତମାନେ ପୃଥିବୀର ଚାରି ବାଯୁକୁ ଅଟକାଇ ଧରିଥିଲେ। ଯେପରି ପୃଥିବୀ କିମ୍ବା ସମୁଦ୍ର ଉପରେ କିମ୍ବା କୌଣସି ଗଛ ରେ ପବନ ନ ବ ହେ।
1 E depois destas coisas eu vi quatro anjos de pé nos quatro cantos da terra, retendo os quatro ventos da terra, para que o vento não soprasse sobre a terra, nem sobre o mar, nem sobre árvore alguma.
2 ତା'ପରେ ମୁଁ ଅନ୍ୟ ଜଣେ ସ୍ବର୍ଗଦୂତଙ୍କୁ ପୂର୍ବଦିଗରୁ ଆସିବାର ଦେଖିଲି। ଏହି ଦୂତଙ୍କ ପାଖ ରେ ଜୀବିତ ପରମେଶ୍ବରଙ୍କର ମୁଦ୍ରା ଥିଲା। ସେ ଉଚ୍ଚ ସ୍ବର ରେ ଚାରିଜଣ ସ୍ବର୍ଗଦୂତଙ୍କୁ ଡାକିଲେ, ଯେଉଁମାନଙ୍କୁ ପରମେଶ୍ବର ପୃଥିବୀ ଓ ସମୁଦ୍ରର କ୍ଷତି କରିବାକୁ କ୍ଷମତା ଦଇେଥିଲେ।
2 E eu vi outro anjo subindo do leste, tendo o selo do Deus vivo; e ele gritava em alta voz aos quatro anjos, aos quais havia sido concedido ferir a terra e o mar,
3 ସେ ଚାରି ଦୂତଙ୍କୁ କହିଲେ, ଆମ୍ଭମାନେେ ଆମ୍ଭର ପରମେଶ୍ବରଙ୍କର ଲୋକମାନଙ୍କର କପାଳ ରେ ମୁଦ୍ରାଙ୍କିତ ନ କରିବା ପର୍ୟ୍ଯନ୍ତ ତୁମ୍ଭମାନେେ ପୃଥବୀ କି ସମୁଦ୍ର କୌଣସି ବୃକ୍ଷର କିଛି କ୍ଷତି କର ନାହିଁ।
3 dizendo: Não firais a terra, nem o mar, nem as árvores, até que tenhamos selado os servos de nosso Deus em suas testas.
4 ଏହିପରି ମୁଦ୍ରାଙ୍କିତ ହେବା ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି। ସେମାନେ 144,000 ଜଣ ଥିଲେ। ସେମାନେ ଇସ୍ରାଏଲର ପ୍ରତି ପରିବାର ବର୍ଗ ମଧ୍ୟରୁ ଥିଲେ।
4 E eu ouvi o número daqueles que foram selados; e foram selados cento e quarenta e quatro mil de todas as tribos dos filhos de Israel.
5 ଯିହୂଦା ପରିବାରବର୍ଗରୁ 12,000, ରୁବେନ ପରିବାରବର୍ଗରୁ 12,000, ଗାଦ୍ ପରିବାରବର୍ଗରୁ 12,000
5 Da tribo de Judá foram selados doze mil. Da tribo de Rúbem, foram selados doze mil. Da tribo de Gade, foram selados doze mil.
6 ଆଶେର ପରିବାରବର୍ଗରୁ 12,000, ନପ୍ତାଲି ପରିବାରବର୍ଗରୁ 12,000, ମନଃଶି ପରିବାରବର୍ଗରୁ 12,000
6 Da tribo de Aser, foram selados doze mil. Da tribo de Naftali, foram selados doze mil. Da tribo de Manassés, foram selados doze mil.
7 ଶିମିୟୋନ ପରିବାରବର୍ଗରୁ 12,000, ଲେବୀ ପରିବାରବର୍ଗରୁ 12,000, ଇସାଖର ପରିବାରବର୍ଗରୁ 12,000
7 Da tribo de Simeão, foram selados doze mil. Da tribo de Levi, foram selados doze mil. Da tribo de Issacar, foram selados doze mil.
8 ସବୁଲୂନ୍ ପରିବାରବର୍ଗରୁ 12,000, ଯୋଷେଫ ପରିବାରବର୍ଗରୁ 12,000, ବିନ୍ୟାମିନ ପରିବାରବର୍ଗରୁ 12,000
8 Da tribo de Zebulom, foram selados doze mil. Da tribo de José, foram selados doze mil. Da tribo de Benjamim, foram selados doze mil.
9 ତା'ପରେ ମୁଁ ବହୁତ ଲୋକଙ୍କୁ ଦେଖିଲି। ସେଠ ରେ ଏତେଲୋକ ଥିଲେ ଯେ, କହେି ସମାନଙ୍କେୁ ଗଣିପାରିବ ନାହିଁ। ସମାନେେ ପ୍ରେତ୍ୟକକ ଜାତି, ଗୋଷ୍ଠୀ, ବଂଶୀୟ ଓ ଭାଷାବାଦୀର ଲୋକ ଥିଲେ। ସହେି ଲୋକମାନେ ସିଂହାସନ ଓ ମଷେଶାବକଙ୍କ ସାମନା ରେ ଠିଆ ହାଇେଥିଲେ। ସମାନେେ ସମସ୍ତେ ଧଳା ରାଜ ପୋଷାକ ପିନ୍ଧିଥିଲେ। ସମାନଙ୍କେର ହାତ ରେ ଖଜୁରିବାହୁଙ୍ଗା ଥିଲା।
9 Depois disso eu olhei, e eis uma grande multidão que nenhum homem poderia contar, de todas as nações, e famílias, e povos, e línguas, parados diante do trono, e diante do Cordeiro, vestidos com túnicas brancas, e palmas em suas mãos.
10 ସମାନେେ ଉଚ୍ଚ ସ୍ବର ରେ ପାଟିକରି କହୁଥିଲେ, ବିଜୟ (ପରିତ୍ରାଣ) ସିଂହାସନୋପବିଷ୍ଟ ଆମ୍ଭମାନଙ୍କର ପରମେଶ୍ବର ଓ ମଷେଶାବକଙ୍କର।
10 E gritavam em alta voz, dizendo: Salvação ao nosso Deus, que está assentado sobre o trono, e ao Cordeiro.
11 ପ୍ରାଚୀନମାନେ ଓ ଚାରି ଜଣ ପ୍ରାଣୀ ସଠାେରେ ଥିଲେ। ସବୁ ଦୂତମାନେ ସମାନଙ୍କେର ଓ ସିଂହାସନର ଚାରିପାଖ ରେ ଘରେି ଠିଆ ହାଇେଥିଲେ। ସମାନେେ ସିଂହାସନ ସମ୍ମୁଖ ରେ ପ୍ରଣାମ କରି ପରମେଶ୍ବରଙ୍କ ଉପାସନା କଲେ।
11 E todos os anjos estavam em pé ao redor do trono, e ao redor dos anciãos e dos quatro animais, e caíram sobre suas faces diante do trono, e adoraram a Deus,
12 ସମାନେେ କହିଲେ, ଆମେନ୍ ! ପ୍ରଶଂସା, ମହିମା, ଧନ୍ଯବାଦ, ସମ୍ମାନ, କ୍ଷମତା ଓ ଶକ୍ତି ସଦାସର୍ବଦା ପାଇଁ ଆମ୍ଭମାନଙ୍କର ପରମେଶ୍ବରଙ୍କର ଅଟେ। ଆମେନ୍ !
12 dizendo: Amém! Bênção, e glória, e sabedoria, e ação de graças, e honra, e poder, e força, sejam ao nosso Deus para sempre e sempre. Amém.
13 ତା'ପରେ ଜଣେ ପ୍ରାଚୀନ ମାେତେ କହିଲେ, ଧଳା ରାଜ ପୋଷାକ ପିନ୍ଧିଥିବା ଏ ଲୋକମାନେ କିଏ ? ସମାନେେ କେଉଁଠାରୁ ଆସିଅଛନ୍ତି ?
13 E um dos anciãos respondeu-me, dizendo: Quem são estes que estão vestidos com túnicas brancas? E de onde eles vieram?
14 ମୁଁ ଉତ୍ତର ଦଲେି, ମାେ ପ୍ରଭୁ ! ଆପଣ ତାହା ଜାଣନ୍ତି, ସମାନେେ କିଏ।
14 E eu lhe disse: Senhor, tu sabes. E ele me disse: Estes são aqueles que vieram da grande tribulação, e lavaram as suas túnicas, e as tornaram brancas no sangue do Cordeiro.
15 ତେଣୁ ଏହି ଲୋକମାନେ ପରମେଶ୍ବରଙ୍କର ସିଂହାସନ ସମ୍ମୁଖ ରେ ଅଛନ୍ତି। ସମାନେେ ଦିନରାତି ପରମେଶ୍ବରଙ୍କର ମନ୍ଦିର ରେ ତାହାଙ୍କର ଉପାସନା କରନ୍ତି। ସିଂହାସନ ରେ ବସିଥିବା ଜଣେ ବ୍ଯକ୍ତି ସମାନଙ୍କେୁ ସୁରକ୍ଷା ପ୍ରଦାନ କରିବେ।
15 Por isso, eles estão diante do trono de Deus, e o servem dia e noite em seu templo; e aquele que está assentado no trono habitará entre eles.
16 ସହେି ଲୋକମାନେ ଆଉ କବେେ କ୍ଷୁଧିତ ହବେେ ନାହିଁ। ସମାନେେ କଦାପି ତୃଷାର୍ତ୍ତ ହବେେ ନାହିଁ। ସୂର୍ୟ୍ଯ ତାହାଙ୍କୁ ଆଘାତ କରିବ ନାହିଁ କି କୌଣସି ଉତ୍ତାପ ସମାନଙ୍କେୁ ଡ଼ାକିପାରିବ ନାହିଁ।
16 Eles não terão mais fome, nem terão sede; nem arderá o sol sobre eles, nem qualquer calor.
17 ସିଂହାସନର ମଧିଅରେ ଥିବା ' ମଷେଶାବକ' ସମାନଙ୍କେର ମଷେପାଳକ ହବେେ। ସେ ସମାନଙ୍କେୁ ଜୀବନ ପ୍ରଦାନକାରୀ ଜଳର ନିର୍ଝର ପାଖକୁ କଢ଼ଇେ ନଇେଯିବେ। ପରମେଶ୍ବର ସମାନଙ୍କେର ଆଖିରୁ ସବୁ ଲୁହ ପୋଛି ଦବେେ।
17 Porque o Cordeiro, que está no meio do trono, os alimentará e os levará às fontes de águas vivas; e Deus enxugará todas as lágrimas de seus olhos.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Apocalipse 7, comparar traduções ou montar um estudo — tudo direto pelo WhatsApp.