Apocalipse 6
Oriya Bible (GL_ORIYA) vs ARIB
1 ତା'ପରେ ମୁଁ ମଷେଶାବକଙ୍କୁ ପୁସ୍ତକର ସାତମୁଦ୍ରାଙ୍କ ମଧ୍ଯରୁ ପ୍ରଥମ ମୁଦ୍ରାକୁ ଭାଙ୍ଗିବାର ଦେଖିଲି। ସହେି ଚାରିଜଣ ଜୀବିତପ୍ରାଣୀଙ୍କ ମଧ୍ଯରୁ ଜଣେ ବଜ୍ର ପରି ଉଚ୍ଚ ସ୍ବର ରେ କହିଲେ, ଆସା
1 E vi quando o Cordeiro abriu um dos sete selos, e ouvi um dos quatro seres viventes dizer numa voz como de trovão: Vem!
2 ସେଥି ରେ ମୁଁ ମାରେସମ୍ମୁଖ ରେ ଗୋଟିଏ ଧଳା ଘାଡ଼ୋ ଦେଖିଲି। ସହେି ଘୋଡ଼ାର ଆ ରୋହୀଜଣକ ଗୋଟିଏ ଧନୁ ଧରିଥିଲେ। ତାହାଙ୍କୁ ଗୋଟିଏ ମୁକୁଟ ଦିଆଗଲା। ସେ ବିଜଯୀ ହାଇେ ଆହୁରି ଜୟ କରିବାକୁ ବାହାରିଗଲେ।
2 Olhei, e eis um cavalo branco; e o que estava montado nele tinha um arco; e foi-lhe dada uma coroa, e saiu vencendo, e para vencer.
3 ତା'ପରେ ମଷେଶାବକ ଦ୍ବିତୀୟ ମୁଦ୍ରା ଭାଙ୍ଗିଲେ। ମୁଁ ଦ୍ବିତୀୟ ଜୀବିତ ପ୍ରାଣୀଙ୍କୁ ଏହା କହିବାର ଶୁଣିଲି, ଆସ।
3 Quando ele abriu o segundo selo, ouvi o segundo ser vivente dizer: Vem!
4 ତା'ପରେ ଆଉ ଗୋଟିଏ ଲାଭ ଘାଡ଼ୋ ଆସିଲା। ସହେି ଘୋଡ଼ାର ଆ ରୋହୀଙ୍କୁ ଗୋଟିଏ ବଡ଼ ଖଣ୍ଡା ଦିଆଗଲା। ତାହାଙ୍କୁ ଜଗତରୁ ଶାନ୍ତି ଲୋପ କରିବାକୁ କ୍ଷମତା ଦିଆଗଲା। ଲୋକମାନେ ଯେପରି ପରସ୍ପରକୁ ମାରି ଦବେେ, ସେଥିପାଇଁ ସେ ଅନୁମତି ଓ ଶକ୍ତି ପାଇଲେ।
4 E saiu outro cavalo, um cavalo vermelho; e ao que estava montado nele foi dado que tirasse a paz da terra, de modo que os homens se matassem uns aos outros; e foi-lhe dada uma grande espada.
5 ତା'ପରେ ମଷେଶାବକ ତୃତୀୟ ମୁଦ୍ରା ଭାଙ୍ଗିଲେ। ସେତବେେଳେ ତୃତୀୟ ଜୀବିତପ୍ରାଣୀଙ୍କୁ ଏହା କହିବାର ମୁଁ ଶୁଣିଲି, ଆସ। ସେତବେେଳେ ମାେ ସମ୍ମୁଖ ରେ ଗୋଟିଏ କଳାରଙ୍ଗର ଘୋଡ଼ା ଥିଲା। ତାହାର ଆ ରୋହୀଙ୍କ ହାତ ରେ ଗୋଟିଏ ତରାଜୁ ଥିଲା।
5 Quando abriu o terceiro selo, ouvi o terceiro ser vivente dizer: Vem! E olhei, e eis um cavalo preto; e o que estava montado nele tinha uma balança na mão.
6 ତା'ପରେ ଚାରି ଜୀବିତପ୍ରାଣୀଙ୍କ ମଧ୍ଯରୁ କହେି ଜଣେ କହିଲା ପରି ମାେତେ ଗୋଟିଏ ସ୍ବର ଶୁଭିଲା। ସେ ସ୍ବର କହୁଥିଲା, ଗୋଟିଏ ଦିନକର ମଜୁରୀ ଏକ କିଲୋ ଗହମ, ଗୋଟିଏ ଦିନକର ମଜୁରୀ ତିନି କିଲୋ ୟବ ହବେ। କିନ୍ତୁ ତଲେ ଓ ଅଙ୍ଗୁରରସର କ୍ଷତି କରି ନାହିଁ।
6 E ouvi como que uma voz no meio dos quatro seres viventes, que dizia: Um queniz de trigo por um denário, e três quenizes de cevada por um denário; e não danifiques o azeite e o vinho.
7 ମଷେଶାବକ ଚତୁର୍ଥ ମୁଦ୍ରା ଭାଙ୍ଗିଲେ। ମୁଁ ଚତୁର୍ଥ ଜୀବିତ ପ୍ରାଣୀଙ୍କର କହିବାର ଶୁଣିଲି, ଆସ।
7 Quando abriu o quarto selo, ouvi a voz do quarto ser vivente dizer: Vem!
8 ଆଉ, ମୁଁ ଧୂସରରଙ୍ଗର ଗୋଟିଏ ଘୋଡ଼ା ଦେଖିଲି। ତାହାର ଆ ରୋହୀଙ୍କର ନାମ ଥିଲା, 'ମୃତ୍ଯୁ'। ପାତାଳ ତାହାଙ୍କର ଅନୁଗମନ କରୁଥିଲା। ପୃଥିବୀର ଏକ ଚତୁର୍ଥାଂଶ ଉପରେ ସମାନଙ୍କେୁ କ୍ଷମତା ଦିଆଯାଇଥିଲା। ସମାନଙ୍କେୁ ଖଡ୍ଗ, ଅନାହାର, ରୋଗ ଓ ପୃଥିବୀର ବନ୍ଯ ପଶୁଙ୍କ ଦ୍ବାରା ଲୋକମାନଙ୍କୁ ମାରିଦବୋକୁ ଶକ୍ତି ଦିଆଗଲା।
8 E olhei, e eis um cavalo amarelo, e o que estava montado nele chamava-se Morte; e o inferno seguia com ele; e foi-lhe dada autoridade sobre a quarta parte da terra, para matar com a espada, e com a fome, e com a peste, e com as feras da terra.
9 ମଷେଶାବକ ପଞ୍ଚମ ମୁଦ୍ରା ଫିଟାଇଲେ। ସେତବେେଳେ ମୁଁ ବଦେୀ ତଳେ କେତକେ ଆତ୍ମାକୁ ଦେଖିଲି। ପରମେଶ୍ବରଙ୍କର ବାକ୍ଯ ପ୍ରତି ବିଶ୍ବସ୍ତ ଥିବାରୁ ଓ ସମାନେେ ଦେଉଥିବା ସାକ୍ଷ୍ଯ ହତେୁ ଯେଉଁମାନଙ୍କୁ ମାରିଦିଆଯାଉଥିଲା, ସଗେୁଡ଼ିକ ହେଉଛି, ସହେି ଲୋକମାନଙ୍କର ଆତ୍ମା।
9 Quando abriu o quinto selo, vi debaixo do altar as almas dos que tinham sido mortos por causa da palavra de Deus e por causa do testemunho que deram.
10 ସହେି ଆତ୍ମାମାନେ ଉଚ୍ଚ ସ୍ବର ରେ ଚିତ୍କାର କଲେ, ହେ ପବିତ୍ର, ଓ ସତ୍ଯ ପ୍ରଭୁ ! ଆମ୍ଭମାନଙ୍କୁ ହତ୍ଯା କରିଥିବାରୁ ତୁମ୍ଭେ ଏ ପୃଥିବୀର ଲୋକମାନଙ୍କର ବିଚାର କର। ସମାନଙ୍କେୁ ଦଣ୍ଡ ଦବୋକୁ ଆଉ କେତେ କାଳ ଆମ୍ଭକୁ ଅପେକ୍ଷା କରିବାକୁ ପଡ଼ିବ ?
10 E clamaram com grande voz, dizendo: Até quando, ó Soberano, santo e verdadeiro, não julgas e vingas o nosso sangue dos que habitam sobre a terra?.
11 ତା'ପରେ ପ୍ରେତ୍ୟକକ ଆତ୍ମାଙ୍କୁ ଗୋଟିଏ- ଗୋଟିଏ ଧଳା ରାଜ ପୋଷାକ ଦିଆଗଲା। ସମାନଙ୍କେୁ ଆଉ ଅଳ୍ପ ସମୟ ଅପେକ୍ଷା କରିବାକୁ କୁହାଗଲା। ଖ୍ରୀଷ୍ଟଙ୍କଠା ରେ ଥିବା ସମାନଙ୍କେର ଅନ୍ୟସବୁ ଭାଇମାନଙ୍କୁ ସମାନଙ୍କେ ପରି ହତ୍ଯା କରାୟିବା ପର୍ୟ୍ଯନ୍ତ ଓ ସମାନଙ୍କେ ସମ୍ପୂର୍ଣ୍ଣ ହବୋ ପର୍ୟ୍ଯନ୍ତ ଏହି ଆତ୍ମାମାନଙ୍କୁ ଅପେକ୍ଷା କରିବାକୁ କୁହାଗଲା। ଅତଏବ, ଏହି ହତ୍ଯାର ସବୁକିଛି ସରିବା ପର୍ୟ୍ଯନ୍ତ ସମାନଙ୍କେୁ ଅପେକ୍ଷା କରିବାକୁ କୁହାଗଲା।
11 E foram dadas a cada um deles compridas vestes brancas e foi-lhes dito que repousassem ainda por um pouco de tempo, até que se completasse o número de seus conservos, que haviam de ser mortos, como também eles o foram.
12 ତା'ପରେ ମୁଁ ମଷେଶାବକଙ୍କୁ ଷଷ୍ଠ ମୁଦ୍ରା ଭାଙ୍ଗିବାର ଦେଖିଲି। ସେତବେେଳେ ଭୀଷଣ ଭୂମିକମ୍ପ ହେଲା। ସୂର୍ୟ୍ଯ ଲୋମ ରେ ତିଆରି ହାଇେଥିବା କଳାକମ୍ବଳ ପରି କଳାବର୍ଣ୍ଣ ହାଇଗେଲା। ପୂର୍ଣ୍ଣଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ରକ୍ତ ପରି ଲାଲବର୍ଣ୍ଣ ହାଇଗେଲା।
12 E vi quando abriu o sexto selo, e houve um grande terremoto; e o sol tornou-se negro como saco de cilício, e a lua toda tornou-se como sangue;
13 ପ୍ରବଳ ଝଡ଼ ରେ ଦୋହଲି ଡ଼ିମ୍ବିରି ଗଛରୁ ଅପକ୍ବ ଡ଼ିମ୍ବିରି ଫଳ ଝଡ଼ି ପଡ଼ିଲା ପରି ଆକାଶର ତାରାଗଣ ପୃଥିବୀ ରେ ଝଡ଼ି ପଡ଼ିଲେ।
13 e as estrelas do céu caíram sobre a terra, como quando a figueira, sacudida por um vento forte, deixa cair os seus figos verdes.
14 ଆକାଶ ଭାଗଭାଗ ହାଇଗେଲା ଓ ଚର୍ମପତ୍ର ଭଳି ଗୁଡ଼ଇେ ହାଇଗେଲା। ପର୍ବତ ଓ ଦ୍ବୀପସମୂହ ନିଜନିଜ ସ୍ଥାନରୁ ସ୍ଥାନଚ୍ଯୁତ ହାଇଗେଲେ।
14 E o céu recolheu-se como um livro que se enrola; e todos os montes e ilhas foram removidos dos seus lugares.
15 ତା'ପରେ ସମସ୍ତ ଲୋକମାନେ ଗୁମ୍ଫା ଓ ପର୍ବତର ପଛପଟେ ଲୁଚିଲେ। ସମାନଙ୍କେ ଭିତ ରେ ପୃଥିବୀର ରାଜାମାନେ, ଶାସକମାନେ, ସନୋପତିମାନେ, ଧନୀଲୋକମାନେ ଓ ଶକ୍ତିଶାଳୀ ଲୋକମାନେ ଥିଲେ। ପ୍ରେତ୍ୟକକ ବ୍ଯକ୍ତି, ଦାସ ଓ ମୁକ୍ତ ଲୋକମାନେ ନିଜକୁ ଲୁଚାଇ ରଖିଲେ।
15 E os reis da terra, e os grandes, e os chefes militares, e os ricos, e os poderosos, e todo escravo, e todo livre, se esconderam nas cavernas e nas rochas das montanhas;
16 ଲୋକମାନେ ପର୍ବତ ଓ ଶିଳାଗୁଡ଼ିକୁ କହିଲେ, “ଆମ୍ଭ ଉପରେ ଖସି ପଡ଼। ସିଂହାସନରେ ଯିଏ ବସିଛନ୍ତି, ତାହାଙ୍କ ସମ୍ମୁଖରୁ ଓ ମେଷଶାବକଙ୍କ କ୍ରୋଧରୁ ଆମ୍ଭମାନଙ୍କୁ ଲୁଗ୍ଭଅ।
16 e diziam aos montes e aos rochedos: Caí sobre nós, e escondei-nos da face daquele que está assentado sobre o trono, e da ira do Cordeiro;
17 ସେମାନଙ୍କର କ୍ରୋଧର ମହାଦିନ ଆସି ଗଲାଣି। ଏହା ବିରୁଦ୍ଧରେ କେହି ଠିଆ ହୋଇ ପାରିବେ ନାହିଁ।”
17 porque é vindo o grande dia da ira deles; e quem poderá subsistir?
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Apocalipse 6, comparar traduções ou montar um estudo — tudo direto pelo WhatsApp.